www.samajalive.in
Sunday, December 7, 2025
16.1 C
Bhubaneswar

ଦୋଷିଙ୍ଗାରେ ବିଜେଡିର ରୋଡ ଶୋ

ଧାମରା: ଧାମରା ନିକଟସ୍ଥ ଦୋସିଙ୍ଗା ରେ ବିଜେଡି ପକ୍ଷରୁ ଏକ ରୋଡ ଶୋ ଅନୁଷ୍ଠିତ ହୋଇ ଯାଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଦୋସିଙ୍ଗା ଠାରେ ପହଞ୍ଚିବା ପରେ ଦୋସିଙ୍ଗା ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ବିଧାୟକଙ୍କୁ ବିଜେଡି କାର୍ଯ୍ୟାଳୟକୁ ପାଛୋଟି ନିଆଯାଇଥିଲା। ଏହାପରେ ଏକ ମୋଟରସାଇକେଲ ରାଲି ନରସିଂହପ୍ରସାଦ ଠାରୁ ଆରମ୍ଭ ହୋଇ ଦୋସିଙ୍ଗା ପଞ୍ଚାୟତ ଅତିକ୍ରମ କରିଥିଲା। ଏହି ମୋଟରସାଇକେଲ ରାଲିରେ ଶହ ଶହ ସଂଖ୍ୟାରେ ମୋଟର ସାଇକେଲ ଏବଂ ବିଜୁ ଜନତା ଦଳର ଛାମୁଆ ନେତାଙ୍କ ସହ ବହୁ କର୍ମୀମାନେ ଯୋଗ ଦେଇଥିଲେ।

ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଆସନ୍ତା ଜୁନ ୧ ରେ ହେବାକୁ ଥିବା ନିର୍ବାଚନରେ ୨ଥର ଶଙ୍ଖ ବଟମ ଦବାଇ ବିଜୁ ଜନତା ଦଳକୁ ବିପୁଳ ସଂଖ୍ୟାରେ ଭୈାଟ ଦେବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରିଥିଲେ। ଆଜି ହୋଇଥିବା ଏହି ମୋଟର ସାଇକେଲ ରାଲିରେ ବ୍ୟୋମକେଶ ରାୟ, ୨ନଂ ଜୋନର ଜିଲା ପରିଷଦ ରଞନ କୁମାର ସାହୁ, ଦୋସିଙ୍ଗା ପଞ୍ଚାୟତ ବିଜୁ ଜନତା ଦଳ ସଭାପତି ମୁଜିବୁର ଅଲ୍ଲି ଖାଁ, ଅଶୋକ ଜେନା, ସୁକୁମାର ଜେନା, ମାନିକ ଦିନ୍ଦା, ଦୁଲାଲ ସିଂ, ପ୍ରତାପ ରାଉତ,, ସନାତନ ମାନ୍ନା, ଅରୁଣ ମାଇତି, ଜଗଦିଶ ଭୂୟା, ଜଗତ ଜେନା, ବିକ୍ରମ ମାଇତି, ପ୍ରଦ୍ୟୁମ୍ନ ମାନ୍ନା, ଖତୁ ଦାସ, କାହ୍ନୁ ମାନା ପ୍ରମୁଖ ଉପସ୍ଥିିତ ରହିବା ସହ ବିଜେଡିକୁ ଭୋଟ ଦେବାକୁ  ଅଞ୍ଚଳବାସୀଙ୍କୁ ନିବେଦନ କରିଛନ୍ତି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories