ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ମହିଳା ଶ୍ରମିକଙ୍କ ନେତୃତ୍ୱ ତାଲିମ ଶିବିର

ଭୁବନେଶ୍ୱର: ଅଣସଂଗଠିତ କ୍ଷେତ୍ରରେ ବିଶେଷ ଭାବେ କେନ୍ଦୁପତ୍ର ଓ ଶାଳପତ୍ର ତୋଳାଳି ଏବଂ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ମହିଳା ଶ୍ରମିକଙ୍କର ନେତୃତ୍ୱ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ…
Read More...

ମନ୍ଥର ଗତିରେ ଚାଲିଛି ଭୋଟ ଗଣତି, ୬ ବ୍ଲକରେ ୩ଦିନି ଧରି ଚାଲିବ ହିସାବ

ବଲାଙ୍ଗିର: ବଲାଙ୍ଗିର ଜିଲାରେ ଶନିବାରରୁ ଭୋଟ୍ ଗଣତି ସୁରୁଖୁରୁରେ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଥିଲା। ୧୪ଟି ପଞ୍ଚାୟତ ସମିତି(ବ୍ଲକ)ରେ ଗଣତି ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇଛି। ତେବେ…
Read More...

ଅସହାୟ ରୋଗୀଙ୍କୁ ମାଗଣା ଚିକିତ୍ସା ସେବା

ସମ୍ବଲପୁର: ସମ୍ବଲପୁର ନଗର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବୁର୍ଲା କିର୍ବା ଗ୍ରାମରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଅନେକ ରୋଗୀ…
Read More...

ଜୟୀ ରାଜଗୁରୁ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ

ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଓଡ଼ିଶାରେ ଇଂରେଜମାନଙ୍କୁ ହଟାଇବା ପାଇଁ ଯେଉଁମାନେ ସଂଗ୍ରାମ କରିଥିଲେ, ସେମାନଙ୍କ ମଧ୍ୟରେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର ତଥା ଜୟୀ ରାଜଗୁରୁ ହେଉଛନ୍ତି ଅଗ୍ରଗଣ୍ୟ।…
Read More...

ନାବାଳିକାକୁ ଅପହରଣ ଅଭିଯୋଗ, ଜଣେ ଗିରଫ

ଜି.ଉଦୟଗିରି: ଆଜି ଜି.ଉଦୟଗିରି ପୁଲିସ ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜି.ଉଦୟଗିରି ବ୍ଳକ ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ବତିଙ୍ଗିଆ…
Read More...

ବାଲ୍ୟ ବିବାହ ବନ୍ଦ କରାଇଲା ପୁଲିସ

ଗୁଡଭେଲା/ତୁଷୁରା: ତୁଷୁରା ଥାନା ଅନ୍ତର୍ଗତ କୁନ୍ଦେମାଲ ଗାଁରେ ପ୍ରଶାସନ ଏକ ବାଲ୍ୟବିବାହ ବନ୍ଦ କରିଥିବା ଜଣାପଡିଛି। କୁନ୍ଦେମାଲ ଗାଁର କ୍ଷମାନିଧି ବକୁଲଙ୍କ ନାବାଳିକା ଝିଅ ସହ ଦେଓଗାଁ ବ୍ଲକ ଜରାସିଂହା ନିକଟ…
Read More...

ସିଏନସି କଲେଜରେ ଶିଳ୍ପଦ୍ୟୋଗୀ ବିକାଶ ସମିତି ଗଠିତ

ବଲାଙ୍ଗିର: ବଲାଙ୍ଗିର ସିଏନ୍‌ସି କଲେଜ ପରିସରରେ ଶିଳ୍ପଦ୍ୟୋଗୀ ବିକାଶ ସମିତି ଗଠିତ ହୋଇଛି। ଏହାର ଉଦଘାଟନ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ରବିଶଙ୍କର ପାଣ୍ଡିଆ, ବଲାଙ୍ଗିର ଓଭୋ ଫାର୍ମର ନିର୍ଦ୍ଦେଶକ ସୌମେନ୍ଦ୍ର ମିଶ୍ର…
Read More...

ଅଗ୍ନିକାଣ୍ଡରେ ୪ବଖରା ଭଷ୍ମିଭୁତ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାରବ୍ଲକ ଶଙ୍କରପୁର ପଂଚାୟତ ମଝିସାହିରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ୪ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଏହି ଗ୍ରାମର ବିପିନ ଜଟ୍ଟଙ୍କ ଘରେ…
Read More...

ମା’ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ହିରୋ ଗ୍ରାମ ଠାରେ ମା’ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ବିଗତ ୩ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ମଣ୍ଡପ ସଂସ୍କାର ଓ…
Read More...

ପୌରନିର୍ବାଚନ ପାଇଁ ବାଜିଲା ବିଗୁଲ , ରାଜନୈତିକ ଦଳଙ୍କ ପ୍ରସ୍ତୁତି ଆରମ୍ଭ

ବୌଦ୍ଧ: ରାଜ୍ୟରେ ପୌର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ପୌର ନିର୍ବାଚନ ବିଗୁଲ ବାଜିଲା ପରେ ବୌଦ୍ଧରେ ନେତା ପାଗଭିଡା ଆରମ୍ଭ କରିଦେଇଛନ୍ତି। ଜିଲାରେ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ…
Read More...

ମହୁମାଛି ଆକ୍ରମଣରୁ ଛାତ୍ରଙ୍କୁ ରକ୍ଷା କଲେ ସମାଜସେବୀ

ଟିଟିଲାଗଡ଼: ସ୍ଥାନୀୟ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ନିକଟରେ ଜଣେ ଛାତ୍ର ମହୁମାଛି ଆକ୍ରମଣରେ ଗୁରୁତର ହୋଇପଡିଥିବା ଜଣାଯାଇଛି। ସୂଚନାରୁ ପ୍ରକାଶ ଯେ, ସହରର ସନ୍ତୋଷ ସିହ୍ନାଙ୍କ ୧୪ ବର୍ଷର ପୁଅ ଶୁକ୍ରବାର ସନ୍ଧ୍ୟା…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବର୍ଗତ ବିଶ୍ବାଳଙ୍କୁ ଜଣେ…
Read More...

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ରାଞ୍ଚି ବିଜୱାଡା ୩୨୬ ନମ୍ବର ଜାତୀୟ ରାଜପଥର କଟରକଣା ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଟୁନା ମାଣ୍ଡିଙ୍ଗା ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଟୁନାଙ୍କ ଘର…
Read More...

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ପରଲୋକ ହୋଇଯାଇଛି।  କଂଗ୍ରେସ ଏହି ଟାଣୁଆ ନେତାଙ୍କର ଆଜି ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । …
Read More...

ପରଦାରେ ଦେଖାଦେବେ ଦିବଂଗତ ମିହିର ଓ ସଲିଲ

ଭୁବନେଶ୍ବର: ପୁଣିଥରେ ପରଦାରେ ଦେଖାଦେବେ ଦିବଂଗତ ଅଭିନେତା ମିହିର ଦାସ ଓ ସଲିଲ ମିତ୍ର। ଏମାନଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ ପ୍ରେକ୍ଷାଳୟକୁ ଆସିବା ନିମନ୍ତେ ପ୍ରସ୍ତୁତ ହେଉଛି। ଗୁରୁବାର ଏଠାରେ…
Read More...

ବରିଷ୍ଠ ନାଗରିକଙ୍କ ପାଇଁ ଭୁବନେଶ୍ୱରରେ ଖୋଲିଲା ‘ପୋଡକାଷ୍ଟ କେନ୍ଦ୍ର’

ଭୁବନେଶ୍ୱର: ଏନଆରସିଡବ୍ଲ୍ୟୁଡି ଦ୍ୱାରା ପରିଚାଳିତ ଆରଆରଟିସି ତରଫରୁ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସାମାଜିକ ପ୍ରତିରକ୍ଷା ସଂସ୍ଥା ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରାଳୟ ଏବଂ ମିଡିଆ ଫର୍ କମ୍ୟୁନିଟି…
Read More...

ଗଡିଲା ପଲ୍‌ସ ପୋଲିଓ ସଚେତନତା ରଥ

କଲମପୁର: ଜୀବନ ପାଇଁ ଦୁଇ ବୁନ୍ଦା। ଜନ୍ମରୁ ୫ ବର୍ଷର ଶିଶୁଙ୍କୁ ଅତ୍ୟନ୍ତ ଜରୁରୀ ପୋଲିଓ ଦୁଇ ବୁନ୍ଦା। ୨୫ ଫେବୃଆରୀରୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ ହେଇଛି ପଲସ ପୋଲିଓ ସଚେତନତା ରଥ। ଏକ ସପ୍ତାହ…
Read More...

ଫେବୃଆରୀ ୨୭ରୁ ଆରମ୍ଭ ହେବ କୋଭିଡ ଟୀକାକରଣ ଓ ପଲ୍‌ସ ପୋଲିଓ ବୁନ୍ଦା ଅଭିଯାନ

ଯାଜପୁର : ପଲ୍ସ ପୋଲିଓ, ମିଶନ ଇନ୍ଦ୍ରଧନୁଷ କୋଭିଡ ଟୀକାକରଣକୁ ବ୍ୟାପକ କରିବା ସହ ଯେପରି ପ୍ରତ୍ୟେକ ହିତାଧିକାରୀ ଏହାକୁ ଗ୍ରହଣ କରନ୍ତି ତାହା ନିଶ୍ଚିତ କରିବାକୁ ଟୀକାକରଣ ସଂପର୍କିତ ଟାସ୍କଫୋର୍ସ କମିଟି ବୈଠକରେ…
Read More...

ହାତ ଗୋଡ଼ ବନ୍ଧା ଯୁବକର ମୃତ ଦେହ ଉଦ୍ଧାର ଘଟଣା, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ମୋହନା: ଗଜପତି ଜିଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ନିକଟ ଜଗନ୍ନାଥପୁର ଛକ ନିକଟରୁ ୫୦୦ମିଟର ଦୂରରେ ଗୁୁରୁବାର ଦିନ ଅପରାହ୍ନରେ ହାତ ଗୋଡ଼ ବନ୍ଧା ଯୁବକର ମୃତ ଦେହ ଉଦ୍ଧାର ଘଟଣାରେ ମୁତ ଯୁବକର ପରିଚୟ ମିଳିଛି। ମୃତ…
Read More...

ୟୁକ୍ରେନରେ ଫସିଛନ୍ତି ଗୁଣୁପୁରର ୩ ଡ଼ାକ୍ତରୀ ଛାତ୍ରଛାତ୍ରୀ, ସୁରକ୍ଷିତ ଫେରାଇ ଆଣିବାକୁ ଅବିଭାବକଙ୍କ ନିବେଦନ

ଗୁଣୁପୁର: ରାୟଗଡା ଜିଲା ଗୁଣୁପୁରର ୩ ଡ଼ାକ୍ତରୀ ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଛନ୍ତି। ଏହି ୩ ଜଣଙ୍କ ମଧ୍ୟରେ ଦୁଇଜଣ ଛାତ୍ରୀ ରହିଥିବା ବେଳେ ଜଣେ ଛାତ୍ର ଥିବା ଜଣାପଡିଛି। ୟୁକ୍ରେନର ଭେନିସ୍ତିଆ ସିଟିରେ ଥିବା…
Read More...

ୟୁକ୍ରେନରେ ଫସିଛନ୍ତି ନବରଙ୍ଗପୁରର ଛାତ୍ର, ଫେରାଇ ଆଣିବାକୁ ପରିବାରର ନିବେଦନ

ନବରଙ୍ଗପୁର:ନବରଙ୍ଗପୁର ସହର କେଉଟ ସାହିର ନୃସିଂହ ନାଥ ପାତ୍ର ଯୁକ୍ରେନର ଟେରନୋଫିଲ ଜାତୀୟ ମେଡିକାଲ ୟୁନିଭେର୍ସିଟିରେ ଡାକ୍ତର ପାଠ ପଢିବାକୁ ଯାଇ ରୁଷ-ଯୁକ୍ରେନ ଯୁଦ୍ଧରେ ଫସି ରହିଛନ୍ତି। ପ୍ରଧାନ ଶିକ୍ଷକ ରଜନୀ ପାତ୍ର…
Read More...

ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଉଦ୍‍ଘାଟିତ

ନବରଙ୍ଗପୁର: ଓଡିଶା ବ୍ୟାଡମିଣ୍ଟନ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ନବରଙ୍ଗପୁର ଇନ୍‍ଣ୍ଡୋରଷ୍ଟାଡିୟମ ହଲଠାରେ ୧୯ ବର୍ଷରୁ କମବର୍ଗ ରାଜ୍ୟସ୍ତରୀୟ ରାଙ୍କିଂ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦ୍‍ଘାଯିତ ହୋଇଯାଇଛି। ନବରଙ୍ଗପୁର…
Read More...

ବ୍ୟବସାୟୀଙ୍କୁ ଅପହରଣ ଓ ଲୁଟ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ପୁଲିସ ବ୍ୟବସ୍ଥାର ବିଫଳତା ପାଇଁ ସାଧାରଣ ଜନତା ଆଉ ସୁରକ୍ଷିତ ନାହାନ୍ତି। ନିୟମିତ ବିଭିନ୍ନ ପ୍ରକାରର ଅପରାଧିକ ଘଟଣା ଘଟୁଥିବା ବେଳେ କିନ୍ତୁ ପୁଲିସ ଚେଇଁ ଶୋଇଥିବାରୁ ଅପରାଧି ମାନେ ନିର୍ଭୟରେ…
Read More...

ଶ୍ୱଶୁରଙ୍କ ମୃତଦେହ ସତ୍କାର କରି ଫେରୁଥିବା ଗାଡି ଦୁର୍ଘଟଣା ଜ୍ୱାଇଁ ମୃତ, ସ୍ତ୍ରୀ ଝିଅ ଓ ନାତୁଣୀ ଗୁରୁତର

ବଲାଙ୍ଗିର/ଦେଓଗାଁ: ବରଗଡ଼-ବୋରିଗୁମା ଜାତୀୟ ରାଜପଥ ୨୬ ବଲାଙ୍ଗିର ଦେଓଗାଁ ରାସ୍ତାର ଘୁଚିପାଲି ଛକ ନିକଟରେ ଗୁରୁବାର ଅପରାହ୍ନ ୫ଟା ରେ ଏକ ଗାଡ଼ି ଦୁର୍ଘଟଣା ଗ୍ରସ୍ଥ ହେବାରୁ ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ୪ଜଣ…
Read More...

ୟୁକ୍ରେନରେ ବୁର୍ଲା ସହରର ଡ଼ାକ୍ତରୀ ଛାତ୍ରୀ ଫସିଛନ୍ତି

ବୁର୍ଲା: ଋଷ ଓ ୟୁକ୍ରେନ ମଧ୍ୟରେ ବର୍ତ୍ତମାନ ଭୟାବହ ଯୁଦ୍ଧର ସ୍ତିତି ଲାଗି ରହିଥିବା ବେଳେ ସେଠାରେ ଏହାର ସେଠାକାର ବାସୀନ୍ଦାଙ୍କ ପାଇଁ ଏକ ଭୟର ମାହୋଲ ସୃଷ୍ଟି କରିଛି। ତେବେ ୟୁକ୍ରେନରେ ଅନେକ ଛାତ୍ରଛାତ୍ରୀ ଡ଼ାକ୍ତରୀ…
Read More...

ଭୋଟଦାନ କେନ୍ଦ୍ରରେ ମହିଳାଙ୍କ ମୃତ୍ୟୁ

ସଇଁନ୍ତଲା/ବେଲଗାଁ: ସଇଁନ୍ତଲା ବ୍ଲକ ଅନ୍ତର୍ଗତ କେରମେଲି ପଞ୍ଚାୟତ ଲାଚୁଟ ବନାରସ ବୁଥରେ ଗୁରୁବାର ଭୋଟଦାନ କରିବାକୁ ଯାଇଥିବା ବେଳେ ଜଣେ ମହିଳାଙ୍କ ପରଲୋକ ହୋଇଛି। ମହିଳା ଜଣକ ଗୁଲାପି ମହାକୁର ବୋଲି ଜଣାପଡିଛି। ସେ…
Read More...

ବାଲ୍ୟ ବିବାହକୁ ରୋକିଲା ଜିଲା ପ୍ରଶାସନ, ଅଧା ବାଟରୁ ଫେରିଗଲା ବର

ନବରଙ୍ଗପୁର: ଡାବୁଗାଁ ବ୍ଲକର ହୁଣ୍ଡାରଗୁଡା ଗାଁର କେଶବ ମେହେରଙ୍କର ୧୪ ବର୍ଷର ନାବାଳିକା ଝିଅ ସହିତ ଝରିଗାଁ ବ୍ଲକ ଚିକଲି ମେହେରସାହି ନିବାସୀ ବାସୁଦେବ ମେହରଙ୍କ ୧୬ ବର୍ଷର ନାବାଳକ ପୁଅ ସହିତ ବିବାହ ସ୍ଥିର ହୋଇଥିଲା।…
Read More...

ଅଭିଲେଖାଗାରର ନଥିପତ୍ର ଉତ୍ତରପିଢ଼ି ପାଇଁ ଡିଜିଟାଇଜେସନ୍‌ ମାଧ୍ୟମରେ ସୁରକ୍ଷିତ ରଖାଯିବ

ଭୁବନେଶ୍ୱର: ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଅଭିଲେଖାଗାରର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ। ଅଭିଲେଖାଗାରର ନଥିପତ୍ର କିପରି ଉତ୍ତରପିଢ଼ି ପାଇଁ ଡିଜିଟାଇଜେସନ ମାଧ୍ୟମରେ ସୁରକ୍ଷିତ ରଖାଯିବ। ଏହାସହିତ…
Read More...

ପଛୁଆବର୍ଗ ଜନଗଣନା ପରେ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲା…

ଭୁବନେଶ୍ୱର: ୨୦୧୮ ମସିହାରେ ହେବାକୁ ଥିବା ୧୦୭ ପୋର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୩ଟି ମହାନଗର ନିଗମର ୧୭୫୬ଟି ୱାର୍ଡ଼ର ନିର୍ବାଚନ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ଏବଂ…
Read More...

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସର୍ବକାଳୀନ ଆଦର୍ଶ ଥିଲେ କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ର

ଭୁବନେଶ୍ୱର:ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଉତ୍କଳ ସମ୍ମିଳନୀର ମଞ୍ଚେଶ୍ୱର ଶାଖା, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ମିଳିତ ଆନୁକୂଲ୍ୟରେ କାନ୍ତକବି…
Read More...

ପଞ୍ଚମ ପର୍ଯ୍ୟାୟରେ ୭୦%ରୁ ଅଧିକ ମତଦାନ

ଭୁବନେଶ୍ବର: ପଞ୍ଚମ ପର୍ଯ୍ୟାୟରେ ମତଦାନ ୭୦%ରୁ ଅଧିକ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିଲେ ଭୋଟଦାନ ହାର ବଢ଼ିପାରେ। କିଛି ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ଭୋଟଦାନ ବାଧାପ୍ରାପ୍ତ ହୋଇଛି। ସମ୍ପୃକ୍ତ…
Read More...

ପିକକ୍ ସଂଗଠନ ପକ୍ଷରୁ ଦକ୍ଷତା ବିକାଶ ପ୍ରଶିକ୍ଷଣ

ପାଟଣା:ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିକକ୍ ପକ୍ଷରୁ ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ତାଲିମ ଗୃହ ଠାରେ ସଂଗଠନର କ୍ଷେତ୍ର କର୍ମଚାରୀ ଓ ସ୍ବେଚ୍ଛାସେବୀମାନଙ୍କ ଦକ୍ଷତାବିକାଶ ପ୍ରଶିକ୍ଷଣ ପ୍ରଦାନ…
Read More...

ସାଲେପାଲିରେ ଅବ୍ୟବସ୍ଥା: ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ହଟହଟା

ବଲାଙ୍ଗିର:ମଙ୍ଗଳବାର ବଲାଙ୍ଗିର ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନର ସ୍ଥିତି ବୁଲି ଦେଖିବା ବେଳେ ଅନେକ ମତଦାନ କେନ୍ଦ୍ରରେ ଭିନ୍ନକ୍ଷମମାନେ ହଟହଟା ହେଉଥିବା ନଜରକୁ ଆସିଛି। ଏହିକ୍ରମରେ ଦେଓଗାଁ ପଞ୍ଚାୟତ ସମିତିର…
Read More...

ବୈଷୟିକ ଡିଗ୍ରୀଧାରୀଙ୍କୁ ବିଶ୍ୱସ୍ତରୀୟ କୁଶଳୀ ଭାବେ ଗଢିତୋଳିବା ଲକ୍ଷ୍ୟ

ଗୁରୁଡିଝାଟିଆ: ବୈଷୟିକ କ୍ଷେତ୍ରରେ ଯୋଗ୍ୟତା ହାସଲ କରିଥିବା ଶିକ୍ଷିତ ଯୁବକମାନଙ୍କୁ କୁଶଳୀ ଭାବେ ଗଢିତୋଳି ବୈଶ୍ୱିକ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ଦକ୍ଷ କରିବା ଆରତୀ କାରଖାନାର ଉତ୍ତରଦାୟିତ୍ୱ। ଏହାକୁ ସଫଳ ରୂପରେଖ…
Read More...

ଜିଲାପାଳଙ୍କ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ର ଅନୁଧ୍ୟାନ

ଗୁରୁଡିଝାଟିଆ: ଜିଲାପାଳ ଭବାନୀଶଙ୍କର ଚଇନି ଆଜି କଖଡି ଓ ଅନନ୍ତପୁର ପଞ୍ଚାୟତର ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ର ବୁଲି ଅନୁଧ୍ୟାନ କରିଛନ୍ତି। ଭୋଟଗ୍ରହଣ କେନ୍ଦ୍ରଗୁଡିକରେ ଗହଳି ଲାଗିରହିଥିବାରୁ କଖଡିଠାରେ ଜିଲାପାଳ ଶ୍ରୀ…
Read More...

ସାହାରପଡାରେ ସଙ୍କଟ ମୋଚକ ଭୂମିକାରେ ସନାତନ

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀର ଗୁରୁତ୍ୱପୂର୍ଣ୍ଣ ସାହାରପଡ଼ା ବ୍ଲକ ର ୨୯ନମ୍ବର ଜୋନ ଅନ୍ତର୍ଗତ ଉଦୟପୁର ଓ ୩୦ନଂ ଜୋନ ଅନ୍ତର୍ଗତ ମାଛଗଡରେ ନିର୍ବାଚନୀ ସଭାରେ ଯୋଗ ଦେଇ ପୂର୍ବତନ ଚମ୍ପୁଆ ବିଧାୟକ…
Read More...

ପିପିଲିରେ ୮୪.୦୨ ପ୍ରତିଶତ ମତଦାନ, ପୁରୁଷ ମତଦାନ ହାର ୮୫.୩୪ ଓ ମହିଳା ମତଦାନ ହାର ୮୨.୫୯ ପ୍ରତିଶତ

ପିପିଲି :ପିପିଲି ବ୍ଲକରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକର ୨୫ଟି ପଞ୍ଚାୟତରେ ଥିବା ୩୫୪ଟି ମତଦାନ କେନ୍ଦ୍ରରେ ଭୋଟରମାନେ ସେମାନଙ୍କ ମତଦାନ…
Read More...

ସମ୍ବର୍ଦ୍ଧିତ ହେଲେ ପ୍ରିଜାଇଡ଼ିଙ୍ଗ ଅଫିସର

ଦେଓଗାଁ: ସରକାରଙ୍କ ନିର୍ଦେଶ ମୁତାବତ ଭୋଟ ଦାନ କେନ୍ଦ୍ରରେ ନିଯୁକ୍ତି ହୋଇଥିଲେ ଜଣେ ପ୍ରିଜାଇଡ଼ିଙ୍ଗ ଅଫିସର୍‌। ସେହି ନିର୍ଦେଶ ଅନୁସାରେ ବ୍ଲକରେ ଯୋଗଦେଇ ଭୋଟଦାନ କେନ୍ଦ୍ରରେ ମଧ୍ୟ ପହଞ୍ଚିଥିଲେ। ହେଲେ ରାତିରେ…
Read More...

ଗ୍ରାହକ ବେଶରେ ଆସି ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ

ସମ୍ବଲପୁର: ସମ୍ବଲପୁରର ଅତ୍ୟନ୍ତ ବ୍ୟସ୍ତବହୁଳ ବୈଦ୍ୟନାଥ ଛକ ବାଙ୍କା ଗଳିରେ ଥିବା ମୁନ୍ଦ୍ରା ଜ୍ୱେଲର୍ସ ଦୋକାନରୁ ଗ୍ରାହକ ବେଶରେ ଆସି ୨ ଜଣ ଲୁଟିଆ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ କରି ନେଇଛନ୍ତି। ଦିନ ପ୍ରାୟ ୧ଟା…
Read More...

ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ: ପାପଡାହାଣ୍ଡିରେ ୮୨.୪୩%, ଡାବୁଗାଁରେ ୮୫.୧୮%ଭୋଟଦାନ

ନବରଙ୍ଗପୁର: ଜିଲାର ପାପଡାହାଣ୍ଡି ବ୍ଲକ ଓ ଡାବୁଗାଁ ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ ହୋଇଛି। ପାପଡାହାଣ୍ଡିବ୍ଲକରେ ମୋଟ ୯୬୦୨୦ ଭୋଟର ରହିଥିବାବେଳେ ମୋଟ ୭୯୧୪୭ ମତଦାତା ଭୋଟ ଦେଇଛନ୍ତି। ଯାହାକି ୮୨.୪୩…
Read More...

କାଙ୍ଗୁମାଝୀଗୁଡାରେ ଭୋଟ ବର୍ଜନ କଲେ ଭୋଟର

ନବରଙ୍ଗପୁର: ପାପଡାହାଣ୍ଡିବ୍ଲକ ଅନ୍ତର୍ଗତ ଘାଟଗୁଡା ଗ୍ରମାପଞ୍ଚାୟତର ବୁଥନମ୍ବର-୧ର ଭୋଟର ମାନେ ଭୋଟ ବର୍ଜନ କରିଛନ୍ତି। ଏହି ୱାର୍ଡ ଆଦିବାସୀ ବହୁଳ ହୋଇଥିବାବେଳେ ୱାର୍ଡସଭ୍ୟ ଅନୁସୂଚୀତ ଜାତି (ହରିଜନ) ଙ୍କର ପାଇଁ…
Read More...

୨୦୩୧ ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ହେବେ ବରିଷ୍ଠ ନାଗରିକ

ଭୁବନେଶ୍ୱର:ସୁଦ୍ଧା ଭାରତର ମୋଟ ଜନସଂଖ୍ୟାର ୧୩.୧ ପ୍ରତିଶତ ବରିଷ୍ଠ ନାଗରିକଙ୍କୁ ନେଇ ପୂରଣ ହେବ। ତେଣୁ, ଜିଲା ତଥା ତୃଣମୂଳସ୍ତରରେ ଥିବା ମାନବସମ୍ବଳ ଏବଂ ଭିତ୍ତିଭୂମିକୁ ସଠିକ ବିନିଯୋଗପୂର୍ବକ ବରିଷ୍ଠ ନାଗରିକଙ୍କ…
Read More...

ପ୍ରକୃତି ଓ ପରିବେଶର ଗଭୀର ଅନୁଶୀଳନ ବିଜ୍ଞାନ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲରେ ଆଜାଦି କା ଅମୃତ ମହୋତ୍ସବ ପାଳନର ଅଂଶବିଶେଷ ସ୍ୱରୂପ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଶୀର୍ଷକ ସପ୍ତାହ ବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ମଙ୍ଗଳବାର ଉଦ୍‍ଘାଟିତ…
Read More...

ଗୁଡଭେଲା ସୀମାରେ ମାଓବାଦୀ, ନିର୍ବାଚନ ଭଣ୍ଡୁର ପାଇଁ ଚଳାଇଛନ୍ତି ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର-ବରଗଡ ଓ ମହାସମୁନ୍ଦ(ବିବିଏମ୍) ମାଓ ସଂଗଠନ ଦୁର୍ବଳ ହେଉଛି। ଆଉ ସେପଟେ ଆତଙ୍କ ଚଳାଇଛି କଳାହାଣ୍ଡି-କନ୍ଧମାଳ-ବୌଦ୍ଧ ଓ ନୟାଗଡକୁ ନେଇ ଗଠିତ ମାଓ ସଂଗଠନ କେକେବିଏନ୍। ଏହି ସଂଗଠନ ଏବେ ବେଶ୍…
Read More...

ଲାଞ୍ଜିଗଡ଼ରେ ରକ୍ତଦାନ ଶିବିର, ୧୦୮ ୟୁନିଟ ରକ୍ତ ସଂଗ୍ରହ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା ଓ ଲାଞ୍ଜିଗଡ଼ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…
Read More...

ରେଙ୍ଗାଲି ବ୍ଳକରେ ସରିଲା ତ୍ରିସ୍ତରୀୟ ନିର୍ବାଚନ; ଖାଁ ଖାଁ ଲାଗୁଛି ଏବେ ଗାଁ

ରେଙ୍ଗାଲି: ରେଙ୍ଗାଲି ବ୍ଳକରେ ସରିଛି ତ୍ରିସ୍ତରୀୟ ନିର୍ବାଚନ ସରିଯାଇଛି। ନିର୍ବାଚନ ସରିଗଲା ପରେ ଗାଁ ଏବେ ଖାଁ ଖାଁ ଲାଗୁଛି। ନେତା, କୁଜି ନେତା କର୍ମୀଙ୍କ ଗହଳ ଚହଳ ବି ନାହିଁ । ଭୋଟ ପ୍ରଚାରରେ ବ୍ୟବହୃତ ଡାକବାଜି…
Read More...

ନିର୍ବାଚନୀ କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ଵଲାଙ୍ଗିର ଜିଲା ତୁରେକେଲା ବ୍ଳକର ଜଣେ ଶିକ୍ଷକଙ୍କ ରବିବାର ଦିନ ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଶିକ୍ଷକ ଜଣକ ହେଲେ ୪୫ବର୍ଷ ବୟସର ଆଚାର୍ଯ୍ୟ ସୁଧୀର କୁମାର ବେହେରା। ସେ ବରଗଡ ଜିଲା…
Read More...

ପିପିଲି ନିର୍ବାଚନ: ୮୨୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ଲକ୍ଷ ୧୬ହଜାର ୧୨୯ ଭୋଟର

ପିପିଲି:ପିପିଲି ବ୍ଲକରେ ଚତୁର୍ଥ ପର୍ଯ୍ୟାୟରେ ମଙ୍ଗଳବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ବ୍ଳକର ୨୫ଟି ପଞ୍ଚାୟତରେ ଥିବା ୩୫୪ ମତଦାନ କେନ୍ଦ୍ରରେ ୬୦ହଜାର ୫୦୯ ଜଣ ପୁରୁଷ ଓ ୫୫ହଜାର ୬୨୦ଜଣ ମହିଳା…
Read More...

ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ୩୦୬ ବୁଥକୁ ଗଲେ ନିର୍ବାଚନ କର୍ମଚାରୀ

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ଲକର ୨୬ ଗୋଟି…
Read More...

ସାମ୍ବାଦିକ ସୁରକ୍ଷା ଆଇନକୁ ରାଜ୍ୟରେ ତୁରନ୍ତ କାର୍ଯ୍ୟକାରୀ ପାଇଁ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ବର: ରାଜ୍ୟରେ ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣକୁ କଟକ ଜିଲା ସାମ୍ବାଦିକ ସଙ୍ଘ ଓ ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ନିନ୍ଦା କରାଯାଇଛି। ଆଜି ଉଭୟ ସଂଘ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ…
Read More...

ସେନା ମେଡାଲ ବ୍ରିଗେଡିୟର ଭିଗ୍ନେଶ ମହାନ୍ତିଙ୍କ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର: ବ୍ରିଗେଡିୟର ଭିଗ୍ନେଶ ମହାନ୍ତି(ସେନା ମେଡାଲ), କମାଣ୍ଡର ଛତିଶଗଡ-ଓଡିଶା ସବ୍ ଏରିଆ(କୋସା) ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସୈଜନ୍ୟମୂଳକ ସାକ୍ଷାତ କରିଛନ୍ତି। ପ୍ରକାଶ ଥାଉକି…
Read More...

ଆଶାୟୀ ଜଗି ବସିଛନ୍ତି ଷ୍ଟ୍ରଙ୍ଗ ରୁମ୍

ବଲାଙ୍ଗିର: ଗତ ୧୮ ତାରିଖରୁ ପୁଇଁନ୍ତଲା, ଲୋଇସିଂହା ଓ ଆଗଲପୁର ପଞ୍ଚାୟତ ସମିତିରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। କିନ୍ତୁ ପୁଇଁନ୍ତଲା ପଞ୍ଚାୟତ ସମିତିରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି।…
Read More...

କୁକୁର ମୁହଁରୁ ଉଦ୍ଧାର ହେଲା ହରିଣ

ଆଠଗଡ: ଆଠଗଡ ବନାଞ୍ଚଳ ଅନ୍ତର୍ଗତ ଆଙ୍କୁଲା ଗୋଡସାହିରେ ମଙ୍ଗଳବାର ସକାଳେ କୁକୁର ଆକ୍ରମଣ କରୁଥିବା ଏକ ହରିଣକୁ ଗ୍ରାମର ଯୁବକମାନେ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି। ଘଟଣାର ବିବରଣୀରୁ ପ୍ରକାଶ…
Read More...

ଆଠଗଡ ନିର୍ବାଚନ: ୬୯୮ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୧୩୩୭୭ଭୋଟର

ଆଠଗଡ: ତ୍ରିସ୍ତରୀୟ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମଙ୍ଗଳବାର ଆଠଗଡ ବ୍ଲକର ୩୪ଟି ପଞ୍ଚାୟତରେ ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଥିପାଇଁ ନିର୍ବାଚନରେ ନିୟୋଜିତ କର୍ମଚାରୀ ଓ ପୁଲିସ କର୍ମଚାରୀ ୪୮୬ଟି ବୁଥରେ…
Read More...

ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସୁରକ୍ଷା ସୁନିଶ୍ଚିତ କରାଯିବ: ପୁଲିସ ମହାନିର୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଉପରେ ଆକ୍ରମଣ ଘଟଣା ବୃଦ୍ଧିପାଇଛି। ଏଥିରେ ଉଦ୍‌ବେଗ ପ୍ରକାଶକରି ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଦାବି ସହ କାର୍ୟ୍ୟରତ…
Read More...

ନିର୍ମାଣ ହେଉଛି ଦେଶର ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିୟମ, ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ ପରିସର ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମଣାଧୀନ ଇନ୍‌ଡୋର ଆଥଲେଟିକ୍‌…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ସେବା ଓ ବିଶ୍ୱକଲ୍ୟାଣ ପାଇଁ ସମର୍ପିତ: ରାଜ୍ୟପାଳ

ଭୁବନେଶ୍ୱର: କଟକ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର)ର ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରସ୍ତାବିତ ବହୁତଳ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ…
Read More...

‘ଜିମସାର’ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: କଟକ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଜିମସାର)ର ନର୍ସିଂ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପ୍ରସ୍ତାବିତ ବହୁତଳ ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ…
Read More...

ପୋଖରୀରେ ବୁଡି ଦୁଇ ଶିଶୁ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲା  ମହୁଲଡିହା ଥାନା କେଶଡିହା ପଞ୍ଚାୟତ ଅନ୍ତର୍ଗତ କଦଳିବାଡି ଗ୍ରାମର ଦୁଇ ଶିଶୁ ଅପରାହ୍ଣରେ ପୋଖରୀରେ ବୁଡିଯାଇ ମୃତ୍ୟୁବରଣ କରିଥିବା ଜଣାପଡିଛି। ମୃତ୍ୟୁବରଣ କରିଥିବା ଦୁଇ ଶିଶୁଙ୍କର…
Read More...

ସିରିଜ କ୍ଲିନ ସୁଇପ କଲା ଭାରତ: ଭାରତ ୧୮୪/୫, ୱେଷ୍ଟଇଣ୍ଡିଜ ୧୬୭/୯

କଲକାତା: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ କ୍ଲିନ ସୁଇପ କଲା ଭାରତ। ଶେଷ ମ୍ୟାଚକୁ ୧୭ରନ୍‌ରେ ଜିତି ୩-୦ରେ ସିରିଜ କ୍ଲିନ ସୁଇପ କଲା ଭାରତ। ଭାରତ ପ୍ରଥମେ ବ୍ୟାଟିଂ କରି ୧୮୪/୫ ସ୍କୋର କରିଥିବାବେଳେ ୱେଷ୍ଟଇଣ୍ଡିଜ…
Read More...

ଭୋଟ ବର୍ଜନ କଲେ ବଳଭନ୍ଦ୍ରପୁର ଗ୍ରାମବାସୀ

ଝୁମ୍ପୁରା: ଝୁମ୍ପୁରା ବ୍ଲକ ନାରଦପୁର ପଞ୍ଚାୟତର ବଳଭନ୍ଦ୍ରପୁର ଗ୍ରାମବାସୀ ମୌଳକ ସୁବିଧାରୁ ବଞ୍ଚିତ ହୋଇ ରହିଥିବାରୁ ଆଜି ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିବା ଦେଖିବାକୁ ମିଳିଛି।…
Read More...

ବୌଦ୍ଧରେ ଅନ୍ତିମ ପର୍ଯ୍ୟାୟରେ ୮୧.୦୭ ପ୍ରତିଶତ ମତଦାନ:୬୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ, ବିଭିନ୍ନ ସ୍ଥାନରେ…

ବୌଦ୍ଧ: ବୌଦ୍ଧଜିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୮୧.୦୭ ପ୍ରତିଶତ ମତଦାନ ହୋଇଛି। ସରକାରୀ ଭାବରେ ଦିଆଯାଇଥିବା ତଥ୍ୟ ମୁତାବକ ତୃତୀୟ ପର୍ଯ୍ୟାୟରେ ହରଭଙ୍ଗା ବ୍ଲକର ତିନୋଟି ଜିଲାପରିଷଦ ଜୋନ ଓ ୨୨ଟି…
Read More...

ପାଟଣା : ୨୨ରେ ମତଦାନ , ଭୋଟ ଦେବେ ୮୨,୦୩୭ ଜଣ ମତଦାତା

ପାଟଣା: ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଫେବୃଆରୀ ୨୨ରେ ଅନୁଷ୍ଠିତ ହେବ। ପାଟଣା ବ୍ଲକ ଅଞ୍ଚଳର ୩ଟି ଜିଲା ପରିଷଦ ଆସନ , ୨୦ ଟି ସରପଞ୍ଚ ଓ ୧୪ ଜଣ ସମିତି ସଭ୍ୟ ଓ ଅବଶିଷ୍ଟ ୱାର୍ଡ…
Read More...

ଦହଣାରେ ଗୁଳିକାଣ୍ଡ ଘଟଣା: ୩ ଗିରଫ, ତଦନ୍ତ ଜାରି

ନବରଙ୍ଗପୁର:ନନ୍ଦାହାଣ୍ଡି ବ୍ଳକ ଅନ୍ତର୍ଗତ ଦହଣା ଗ୍ରାମର ବିଜେପି ନେତା ଅଶ୍ୱିନୀ ଦାଶଙ୍କର ଘରେ ଗୁଳିଚାଳନା ଘଟଣାରେ ପୁଲିସ ଗତ ରାତିରେ ୩ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆଜି ତେନ୍ତୁଳିଖୁଣ୍ଟିଥାନା ପକ୍ଷରୁ…
Read More...

କଲ୍ୟାଣସିଂହପୁର ବ୍ଲକରେ ୭୯ ପ୍ରତିଶତ ମତଦାନ

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ୟ୍ୟାୟ ରେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ୭୯ପ୍ରତିଶତ ମତଦାନ ହୋଇଛି। ବ୍ଲକର ୧୪ଟି ପଞ୍ଚାୟତରେ ୧୭୦ ବୁଥରେ ୪୫୫୭୬ଜଣ ଭୋଟର ମଧ୍ୟରୁ୩୬୪୩୩ ଜଣ…
Read More...

ସରିଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଭୋଟ ବାକ୍ସରେ ବନ୍ଦ ୪୬୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ

ରେଙ୍ଗାଲି: ରେଙ୍ଗାଲି ବ୍ଳକରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଜି ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ ହୋଇଛି। ଆଜି ଏଠାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ୪୬୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ବନ୍ଦ ହୋଇ…
Read More...

ଭାରତ ୧୮୪/୫: କଲକାତାରେ ସୂର୍ଯ୍ୟକୁମାର ଓ ଭେଙ୍କଟେଶଙ୍କ ଧୂଆଁଧାର ବ୍ୟାଟିଂ

କଲକାତା: ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି୨୦ ଇଡେନ୍ ଗାର୍ଡେନରେ ଟସ୍ ଜିତି ଓ୍ୱେଷ୍ଟଇଣ୍ଡିଜ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସୂର୍ଯ୍ୟକୁମାର ଓ ଭେଙ୍କଟେଶଙ୍କ ଧୂଆଁଧାର ବ୍ୟାଟିଂ…
Read More...

ପାପହାଡାଣ୍ଡି ଜିଲାପରିଷଦ ଜୋନ-୧ ପ୍ରାର୍ଥୀଙ୍କର ପ୍ରଚାର ଗାଡି ପୋଡି, ଜଣେ ଗିରଫ

ନବରଙ୍ଗପୁର: ଆସନ୍ତା ୨୨ ତାରିଖରେ ପାପଡାହାଣ୍ଡି ବ୍ଲକ ଜିଲାପରିଷଦ ଜୋନର ଭୋଟଗ୍ରହଣ କରାଯିବ। ତେବେ ପାପହାଡାଣ୍ଡି ଜିଲାପରିଷଦ ଜୋନ-୧ ପ୍ରାର୍ଥୀ ଉଆଁସ ମାଝୀଙ୍କର ପ୍ରଚାର ଗାଡି ଓ ଗୋଟିଏ ବାଇକକୁ ଶନିବାର ରାତ୍ରରେ…
Read More...

ତାଲିକାରେ ନାଁ ନ ଥିବାରୁ ବୁଥରେ ଭଙ୍ଗାରୁଜା ସହ ଭୋଟ ବାକ୍ସ ନେଇଗଲେ ଡଙ୍ଗରିଆ

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ନେଇଯିବା ଓ ପ୍ରତିଶ୍ରୁତି ପରେ ଫେରାଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ…
Read More...

ନିୟମଗିରି ଡଙ୍ଗରିଆ ଦେଲେ ଭୋଟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଜି ତୃତୀୟ ପର୍ଯ୍ୟାୟରେ ନିୟମଗିରି ପାହାଡ ପାର୍ଶାଲି ପଞ୍ଚାୟତର ଆଦିମ ଡଙ୍ଗରିଆ ମହିଳା,ପୁରଷ ନିଜନିଜର ମତ ସାବ୍ୟସ୍ତ…
Read More...

ପୁଲିସକୁ ନିଶାଣ କରି ମାଓବାଦୀ ଖଞ୍ଜିଥିବା ଟିଫିନ ବୋମା ଉଦ୍ଧାର

କଲ୍ୟାଣସିଂହପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅବସରରେ ରାୟଗଡ଼ା ପୁଲିସକୁ ମିଳିଛି ସଫଳତା। କଲ୍ୟାଣସିଂହପୁରରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ(କଲର୍ଭଟ) ନିକଟ…
Read More...

ରେଡକ୍ରସ ସ୍ବେଚ୍ଛାସେବୀଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ ଶିବିର

ଭୁବନେଶ୍ବର: କଲେଜ ଅଫ ନାଚୁରାଲ ଲ’ ଅଧ୍ୟକ୍ଷା ଡ.ନଳିନୀ ପ୍ରଭା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ତିନି ଦିନିଆ ଯୁବ ରେଡକ୍ରସ କ୍ଲଷ୍ଟର ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସଂଯୋଜକ ଡ. ସୁଜତା…
Read More...

ବିକାଶ, ସାମାଜିକ ଅଧିକାର ଏବଂ ସୁଯୋଗର ଫଳ ଉପରେ ସମସ୍ତଙ୍କର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ସାମାଜିକ ନ୍ୟାୟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ସାମାଜିକ ନ୍ୟାୟ ଦିବସ ଅବସରରେ କହିଛନ୍ତି ଯେ ବିକାଶ, ସାମାଜିକ ଅଧିକାର ଏବଂ ସୁଯୋଗର ଫଳ ଉପରେ ସମସ୍ତଙ୍କର ସମାନ ସୁବିଧା ସୁନିଶ୍ଚିତ କରିବା ପାଇଁ ସାମାଜିକ ନ୍ୟାୟ…
Read More...

ଓଡିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି, ବିମାନ ବନ୍ଦରରେ ବିଦାୟ ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସନ୍ଧ୍ୟାରେ ଫେରି ଯାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶାରୁ ବିଶାଖାପାଟଣା…
Read More...

ତୃତୀୟ ପର୍ଯ୍ୟାୟରେ ୭୧% ମତଦାନ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟରେ ପ୍ରାରମ୍ଭିକ ସୂଚନା ଅନୁସାରେ ୭୧% ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ମତଦାନ ନେଇ ସୂଚନା ଦେଇ ଶ୍ରୀ ପାଢ଼ୀ କହିଛନ୍ତି ଯେ ରାଜ୍ୟର…
Read More...

ଖୁଣ୍ଟୁଣୀ ପଞ୍ଚାୟତରେ ରୋଚକସ୍ଥିତି, ଦୁଇ ସରପଞ୍ଚ ସମର୍ଥକଙ୍କ ମୁହାଁମୁହିଁ

ଗୁରୁଡିଝାଟିଆ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଖୁଣ୍ଟୁଣୀ ଏବେ ରୋଚକ ସ୍ଥିତିରେ ରହିଛି। ଏହି ପଞ୍ଚାୟତରୁ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ ମଧ୍ୟ ଲଢେଇ ମୁଖ୍ୟତଃ ଦ୍ୱିମୁଖି ଲଢ଼େଇ ହେବ ବୋଲି ଅନୁମାନ…
Read More...

ପ୍ରଚାର ଜୋରଦାର, ଦଳୀୟ ପ୍ରାର୍ଥୀଙ୍କୁ ଭୋଟଦେଇ ଜୟଯୁକ୍ତ ପାଇଁ ନିବେଦନ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଗୁରୁଡିଝାଟିଆ,୨୦।୧(ନି.ପ୍ର) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପୁଅ ଆଦିତ୍ୟ ଜୋରଦାର ଉଦ୍ୟମ…
Read More...

ମିଳୁନି ମୌଳିକ ସୁବିଧା: କଣ୍ଡରା, କାଚପାଜୁ ଗାଁ ଲୋକଙ୍କ ଭୋଟବର୍ଜନ ନିଷ୍ପତ୍ତି

ହରଭଙ୍ଗା:-ଆସନ୍ତାକାଲି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହରଭଙ୍ଗା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ମତଦାନ ପାଇଁ ସବୁଠି ପୁଲିଂ ଟିମ୍ ପହଞ୍ଚି ସାରିଛନ୍ତି। ଏଭଳି ଭିତରେ ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ…
Read More...

ମିଳିଲା ଆଜ୍ଞାମାଳ, ଆୟରଲ୍ୟାଣ୍ଡରେ ନିର୍ମାଣ ହେବ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର:ଆୟରଲ୍ୟାଣ୍ଡର ଡନ୍‌ଡଲକ ଠାରେ ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ମନ୍ଦିର ନିର୍ମାଣ ହେବ। ଏଥିପାଇଁ ଶ୍ରୀଜଗନ୍ନାଥ ଚେତନା ଆୟରଲ୍ୟାଣ୍ଡର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଡ଼ା. ଦିଲ୍ଲୀପ ନାରାୟଣ ମହାପାତ୍ରଙ୍କ…
Read More...

ଗ୍ରାହକ ହୋଇ ସୁନା ଦୋକାନରୁ ଚୋରୀ, ଥାନାରେ ଅଭିଯୋଗ

ବୌଦ୍ଧ: ବୌଦ୍ଧ ସହର ପୋଡାପଡାରେ ଥିବା ଏକ ସୁନା ଦୋକାନୀଙ୍କୁ ଚକମା ଦେଖାଇ ସୁନା ଗହଣା ଚୋରୀ ହୋଇଯାଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ସହରର ପୋଡାପୋଡା ସାହିରେ ମହମ୍ମଦ ନଜିମ…
Read More...

ଚଉଁରିଆପଦର ବୁଥରେ ୨୩ ତାରିଖରେ ହେବ ସାନି ନିର୍ବାଚନ

ବୌଦ୍ଧ: ଗତ ତା ୧୮.୦୨.୨୦୨୨ ରିଖ ଦିନ ଦ୍ୱିତିୟ ପର୍ଯ୍ୟାୟରେ ବୌଦ୍ଧ ବ୍ଲକ ରକ୍ସା ପଞ୍ଚାୟତ ଅନ୍ତର୍ଗତ ୧ ନମ୍ବର ୱାର୍ଡ ଚଉଁରିଆପଦର ବୁଥରେ ହୋଇଥିବା ନିର୍ବାଚନ ମୁକ୍ତ ଓ ଅବାଧ ହୋଇନଥିବା ନେଇ ଜିଲା ନିର୍ବାଚନ…
Read More...

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୬୧୭ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ

ବୌଦ୍ଧ: ବୌଦ୍ଧ ଜିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ୨୦ ତାରିଖରେ ହେବାକୁ ଯାଉଥିବାବେଳେ ଏଥିରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ହରଭଙ୍ଗା ବ୍ଲକ ଅଧିନସ୍ଥ ତିନୋଟି ଜୋନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।…
Read More...

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ:୭୭୦ ବୁଥରେ ୨ଲକ୍ଷ ୬୪ହଜାର ୫୭୪ ଭୋଟର, ୭୬୪ ପ୍ରାର୍ଥୀଙ୍କ ଭାଗ୍ୟ ହେବ ପରୀକ୍ଷା

ବଲାଙ୍ଗିର/କଣ୍ଟାବାଞ୍ଜି/ମୁରିବାହାଲ: ବଲାଙ୍ଗିର ଜିଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ପଞ୍ଚାୟତ ସମିତିରେ ରବିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ…
Read More...

୩ଶହ ମତଦାନ କେନ୍ଦ୍ର, ୬୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୪,୮୬୭ ଭୋଟର

ହରଭଙ୍ଗା: ଆସନ୍ତାକାଲି ହରଭଙ୍ଗା ବ୍ଲକରେ ତ୍ରୀ-ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହେବ ତୃତୀୟ ପର୍ଯ୍ୟାୟ ମତଦାନ। ମତଦାନ ପାଇଁ ବ୍ଲକର ମୋଟ ୩ଶହ ମତଦାନ କେନ୍ଦ୍ର ଆୟୋଜନ କରାଯାଇଛି। ଏଥିପାଇଁ ୧୨ଶହ କର୍ମଚାରୀ ନିୟୋଜିତ…
Read More...

କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନରେ ବିଳମ୍ବକୁ ନେଇ ରାସ୍ତାରୋକ, ପୁଲିସ ହସ୍ତକ୍ଷେପ ପରେ ହେଲା ସ୍ବାଭାବିକ

ଧାମରା: ଧାମରା ନିକଟବର୍ତ୍ତି କରଣପଲ୍ଲୀ ପଞ୍ଚାୟତରେ କଣ୍ଟ୍ରୋଲ ସାମଗ୍ରୀ ବଣ୍ଟନକୁ ନେଇ ଧାମରା-ଭଦ୍ରକ ରାସ୍ତାରୋକ ହୋଇଥିଲା। ପୁଲିସର ହସ୍ତକ୍ଷେପ ପରେ ରାସ୍ତାରୋକ ଉଠିଥିଲା ଓ ଯାତାୟତ ସ୍ବାଭିବକ ହୋଇଥିଲା। ଘଟଣାରୁ…
Read More...

କଟକରେ ନକଲି ମସଲା କାରଖାନା, ସିଲ କଲା ପୁଲସି

କଟକ: କଟକ ସହରରୁ କେତେବେଳେ ନକଲି ତେଲ, ଘିଅ ତ ଆଉ କେତେବେଳେ ନକଲି ଗୁଟଖା, ନକଲି ଶସ, ନକଲି ଲଙ୍କାଗୁଣ୍ଡ ଆଦି ଦେଖିବାକୁ ମିଳିଥିଲା। ଏବେ ଦେଖିବାକୁ ମିଳିଛି ନକଲି ମସଲା । ଆଜି କମିଶନରେଟ ପୁଲିସ ପକ୍ଷରୁ କଟକ ସହରରେ…
Read More...

ଭୋଟ ଗଣତି ପାଇଁ ପ୍ରଶିକ୍ଷଣ

ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକରେ ଫେବୃଆରୀ ୨୨ ଏବଂ ବାଙ୍କୀ ବ୍ଲକରେ ଫେବୃଆରୀ ୨୪ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାଙ୍କୀ ବ୍ଲକର…
Read More...

ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କଲେ ଜିଲାପାଳ

ବାଙ୍କୀ: ଡମପଡା ବ୍ଲକରେ ଫେବୃଆରୀ ୨୨ ତାରିଖରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେହିଭଳି ଫେବୃଆରୀ ୨୪ ତାରିଖରେ ବାଙ୍କୀ ବ୍ଲକର ନିର୍ବାଚନ। ଏଥି ପାଇଁ ଉଭୟ ବ୍ଲକର ଚୂଡାନ୍ତ ପ୍ରସ୍ତୁତି ଓ ପରିଚାଳନା…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଧାୟକଙ୍କ ଶୋଭାଯାତ୍ରା

ବାଙ୍କୀ: ଡମପଡା ବ୍ଲକରେ ଫେବୃଆରୀ ୨୨ ତାରିଖରେ ନିର୍ବାଚନ। ଏହି ବ୍ଲକର ୨ଟି ଜୋନ ରେ ୨୬୨ ମତଦାନ କେନ୍ଦ୍ରରେ ୭୬,୬୭୩ଜଣ ମତଦାତା ପ୍ରାର୍ଥୀ ଚୟନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏହି ବ୍ଲକରେ ତ୍ରିସ୍ତରୀୟ…
Read More...

୨୩ରେ ବାଧାପ୍ରାପ୍ତ ବୁଥରେ ସାନି ମତଦାନ

ଭୁବନେଶ୍ବର: ରାଜ୍ୟରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୪୫ଟି ବୁଥରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ତେଣୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ବାଧାପ୍ରାପ୍ତ ମତଦାନ…
Read More...

ଶକ୍ତି କ୍ଷେତ୍ରରେ ପ୍ରତିବଦ୍ଧତା ପାଇଁ ସମ୍ବର୍ଦ୍ଧିତ ହେଲା ରାଉରକେଲା ସ୍ମାର୍ଟ ସିଟି

ରାଉରକେଲା: ଭାରତ ସରକାରଙ୍କ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ ସମ୍ବର୍ଦ୍ଧିତ ହୋଇଛି। ସୌରଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେଇ ଶକ୍ତି କ୍ଷେତ୍ରରେ ନିଜର…
Read More...

ରୋହିତ ଶର୍ମା ଭାରତୀୟ ଟେଷ୍ଟ ଅଧିନାୟକ ନିଯୁକ୍ତ, ଯଶପ୍ରିତ ବୁମରା ଉପଅଧିନାୟକ

ମୁମ୍ବାଇ : ଭାରତୀୟ କ୍ରିକେଟ ଦଳର ତାରକା ଖେଳାଳୀ ରୋହିତ ଶର୍ମାଙ୍କୁ ମିଳିଛି ଆଉ ଏକ ଦାୟିତ୍ବ। ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ହେବା ପରେ ଏବେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜର ଅଧିନାୟକ ଭାବେ ତାଙ୍କୁ…
Read More...

ନିର୍ବାଚନ ଖବର ସଂଗ୍ରହ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାଧୀନତା ଅକ୍ଷୁର୍ଣ୍ଣ ରହିବ : ନିର୍ବାଚନ ଆୟୁକ୍ତ

ଭୁବନେଶ୍ୱର : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଖବର ସଂଗ୍ରହ ସମୟରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ ନିର୍ଦେଶନାମା ଜାରି କରିବାକୁ ରାଜ୍ୟ ନିର୍ବାଚନ ଆୟୁକ୍ତ ଆଦିତ୍ୟ ପ୍ରସାଦ…
Read More...

ମନ୍ଦାର ହତ୍ୟା ମାମଲା, ‘ଆଦୃତ’ରେ ଅନାଥ ୨ପୁଅଙ୍କୁ ମିଳିବ ଆଶ୍ରୟ

ବଲାଙ୍ଗିର: ଗତ ସୋମବାର ସନ୍ଧ୍ୟାରେ ରୋଷେୟା ମାନସ ମିଶ୍ରକୁ ବକେୟା ପାଉଣା ମାଗିଥିଲେ ସହଯୋଗୀ ମହିଳା ଶ୍ରମିକ ମନ୍ଦାର ଧରୁଆ। ଆନନ୍ଦ ନଗର ସ୍ଥିତ ଭଡା ଘରକୁ ମନ୍ଦାର ଆସୁଥିବା ବେଳେ ରୋଷେୟା ମାନସ ପେଟ୍ରୋଲ ଢାଳି ନିଆଁ…
Read More...

ଗଜପତି ମହାରାଜା ଦିବ୍ୟସିଂହ ଦେବ କୋଭିଡ ପଜିଟିଭ, କାଲି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ

ଭୁବନେଶ୍ବର: ଗଜପତି ମହାରାଜା ଦିବ୍ୟସିଂହ ଦେବ କୋଭିଡ ପଜିଟିଭ ହୋଇଥିବା ସୂଚନା ମିଳିଛି। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଗଜପତି ମହାରାଜା…
Read More...

ସଡ଼କ ଦୁର୍ଘଟଣାରେ ୩ ପୁଲିସ ମୃତ, ୧୪ ଆହତ

ନବରଙ୍ଗପୁର: ଆଜି ସଡ଼କ ଦୁର୍ଘଟଣାରେ ୩ଜଣ ପୁଲିସଙ୍କ ମୃତ୍ୟୁ ହୋଇଛି ଏବଂ ୧୪ଜଣ ଆହତ ହୋଇଛନ୍ତି। ପାପଡ଼ାହାଣ୍ଡି ଥାନା ସୋରିଷପଦର ନିକଟରେ ଦୁର୍ଘଟଣା ହୋଇଛି। ସମସ୍ତ ଆହତ ପୁଲିସ କର୍ମଚାରୀ ପାପଡ଼ାହାଣ୍ଡିରେ…
Read More...

ଗଞ୍ଜୁରେ ରାଜନୈତିକ ହିଂସା, ୬ ଅଟକ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଗଞ୍ଜୁ ଗ୍ରାମରେ ଗୁରୁବାର ରାତି ୧୨ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ରାଜନୈତିକ ଶତ୍ରୁତା ଯୋଗୁ ଜଣେ ଯୁବକଙ୍କୁ କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣର…
Read More...

ବନବିଭାଗ ଦ୍ବାରା କୁଟୁରା ଛୁଆ ଉଦ୍ଧାର

ଲକ୍ଷ୍ମୀପୁର: କୋରାପୁଟ ବନଖଣ୍ଡ ଅଧୀନସ୍ଥ ଲକ୍ଷ୍ମୀପୁର ବନାଞ୍ଚଳ ଅନ୍ତର୍ଗତ ନିରାଣିଗୁଡାରୁ ଶୁକ୍ରବାର ଏକ କୁଟୁରା ଛୁଆକୁ ଉଦ୍ଧାର କରାଯାଇଛି। କୁଟୁରା ଛୁଆକୁ ଉଦ୍ଧାର ପରେ ଲକ୍ଷ୍ମୀପୁର ଅଣାଯାଇ ତା’ର ଚିକିତ୍ସା…
Read More...

ଚାନ୍ଦବାଲି ବ୍ଲକ: ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ

ଆରଡି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶୁକ୍ରବାର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାନ୍ଦବାଲି ବ୍ଲକରେ ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ପଞ୍ଚାୟତରେ ୫୩ଟି ବୁଥରେ ଭୋଟ ଗ୍ରହଣ…
Read More...

ହନୁମାନ ବେଶରେ ଭୋଟ ଭିକ୍ଷା

ସିନ୍ଧେକେଲା: ହନୁମାନ ବେଶରେ ଭୋଟ ଭିକ୍ଷା କରୁଛନ୍ତି ଆଶାୟୀ। ଅଞ୍ଚଳର ବିକାଶ ପାଇଁ ଦେଉଛନ୍ତି ନିର୍ଭର ପ୍ରତିଶ୍ରୁତି। ଜଣେ ୱାର୍ଡ ସଭ୍ୟ ପ୍ରାର୍ଥୀଙ୍କ ହନୁମାନ ବେଶ ଧାରଣ କରି ଭୋଟ ପ୍ରଚାର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ…
Read More...