୫ ମେୟର ଓ ୧୩୦ କର୍ପୋରେଟ ଆଶାୟୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସାଧାରଣ ନିର୍ବାଚନ-୨୦୨୨ ପାଇଁ ବିଭିନ୍ନ ୱାର୍ଡର କର୍ପୋରେଟର ପଦବୀ ପାଇଁ ଆଜି ଆଉ ୯୦ଜଣ ପ୍ରାର୍ଥୀ ମନୋନୟନ ପତ୍ର ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ…
Read More...

ସମସ୍ତ ପ୍ରକାର ସହଯୋଗ ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ: ନବୀନ ପଟ୍ଟନାୟକ

ଭୁବନେଶ୍ବର:ଆଜି ୟୁକ୍ରେନ ଫେରନ୍ତା ଶିକ୍ଷାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ…
Read More...

ଅନଧିକୃତ ବିଦ୍ୟୁତ ସଂଯୋଗକାରୀଙ୍କୁ ପୁଲିସରେ ଜିମା ଦେଲେ ଅଧିକାରୀ

ଭରସୁଜା:ବିଦ୍ୟୁତ ବିଭାଗର ଖିଲାପ କରୁଥିବା ଗ୍ରାହକ ମାନଙ୍କୁ ଟାଟା ପାୱାର ପକ୍ଷରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି। କିନ୍ତୁ ବିଚ୍ଛନ୍ନକରା ଯାଇଥିବା ସଂଯୋଗ କେହି ବାରମ୍ବାର ଯୋଡୁଥିବାର ଅଭିଯୋଗ ଆସିଥିଲା। ଏହାର…
Read More...

ସମାଜର ଗତିପଥ ବଦଳାଇ ଦେଇପାରେ ଚିନ୍ତାନାୟକଙ୍କ ସୃଜନଶୀଳତା

ନୟାଗଡ଼: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପକ୍ଷୀଘର ଆନୁକୁଲ୍ୟରେ ଆଜି ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ସମ୍ପାଦିତ ଗଳ୍ପ ପୁସ୍ତକ ‘ଯୌବନ’ ଲୋକାର୍ପିତ ହୋଇଯାଇଛି। ଜୁମ ଦ୍ୱାରା ଆୟୋଜିତ…
Read More...

ବିଏମସି ମେୟର ପାଇଁ ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମର କଂଗ୍ରେସର ମେୟର ପ୍ରାର୍ଥୀ ମଧୁସ୍ମିତା ଆଚାର୍ଯ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଦଳୀୟ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରୁଛନ୍ତି ମଧୁସ୍ମିତା । କଂଗ୍ରେସ ପ୍ରାର୍ଥୀ…
Read More...

୫ଟି ଉଚ୍ଚବିଦ୍ୟାଳୟରେ ଜମିପଟ୍ଟା ବଣ୍ଟନ କଲେ ଜିଲାପାଳ

ନବରଙ୍ଗପୁର: ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ପାଇଁ ନିର୍ଦେଶ ପ୍ରକାରେ ଜିଲାପ୍ରଶାସନ ପକ୍ଷରୁ ଜିଲାପାଳ ଡ.କମଳ ଲୋଚନ ମିଶ୍ର ୫ଟି’ ଅନ୍ତର୍ଗତ ଜିଲାର ୫ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ…
Read More...

ବିହାରକୁ ଫେରାର ଅଭିଯୁକ୍ତ !

କଟକ: ବିଡାନାସୀ ଥାନା ଅନ୍ତର୍ଗତ ଗଦିଆ ପଠାରେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣାର ତଦନ୍ତ ଜାରି ରଖିଛି କମିସନରେଟ୍‌ ପୁଲିସ। ହତ୍ୟାକାଣ୍ଡ ଜଣାପଡିବାର ୭୨ ଘଣ୍ଟା ବିତିଥିଲେ…
Read More...

ଜଳିଲା ବିଦ୍ୟୁତ୍‌ ଟ୍ରାନ୍ସଫରର୍ମର

କଟକ: କଟକ ବଡଡାକ୍ତରଖାନା ପରିସରରେ ଥିବା ବଦ୍ୟୁତ୍‌ ଟ୍ରାନ୍ସଫରର୍ମରରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା। ସ୍ତ୍ରୀ ଓ ପ୍ରସୃତି ବିଭାଗ ଫାଟକ ନିକଟରେ ଥିବା ଏହି ଟ୍ରାନ୍ସଫରର୍ମର ଆଜି ଜଳୁଥିବା ଦେଖି ମେଡିକାଲ କର୍ମଚାରୀ ଓ…
Read More...

ଜେଏସ୍‍ଡବ୍ଲ୍ୟୁକୁ ରାଜ୍ୟସ୍ତରୀୟ ଆଇସିଟି ପୁରସ୍କାର

ଭୁବନେଶ୍ବର: ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଜେଏସ୍‍ଡବ୍ଲ୍ୟୁ ଆଇସିଟି ବର୍ଗରେ ରାଜ୍ୟସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛି। ସିଆଇଆଇ ଓଡ଼ିଶା ବାର୍ଷିକ ଉତ୍ସବରେ କମ୍ପାନୀକୁ ଏହି ବର୍ଗରେ ଡିଜିଟାଲ ଜ୍ଞାନକୌଶଳରେ…
Read More...

ଆରୁହା କଳାପଥର ପାହାଡ଼ ଦୁର୍ନୀତି: ଦିନରେ ତାଲା, ରାତିରେ ଖୋଲା

ଜେନାପୁର: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧିନ ବହୁ ଚର୍ଚ୍ଚିତ ଆରୁହା କଳାପଥର ପାହାଡ଼ ଦୁର୍ନୀତି ଏବେ ଲୋକାୟୁକ୍ତଙ୍କ ନିକଟରେ ବିଚାରଧୀନ ରହିଛି। ସେହିପରି ଜିଲାପାଳଙ୍କ ନିର୍ଦେଶରେ ଗଠିତ ଟାସ୍କଫୋର୍ସ ଆରୁହା ପାହାଡର…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନ: କଟାସ ଶାବକ ଜନ୍ମ, ଉଦ୍ଧାର କୁମ୍ଭୀର ସାତକୋଶିଆ ଗଲା

ନନ୍ଦନକାନନ: ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୭ନମ୍ବର(ଚ) ଖୁଆଡରେ ରହୁଥିବା ଏକ କଟାସ ଗତ ଗୁରୁବାର ଦୁଇଟି ଶାବକ ଜନ୍ମ ଦେଇଛି। ମାଆ ଓ ଦୁଇ ଶାବକ ସୁସ୍ଥଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ, ଏହି ପ୍ରଜାତିର ପ୍ରାଣୀ…
Read More...

ସମ୍ମାନିତ ହେଲେ ୨୦ଜଣ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର: ରାଜ୍ୟର ପ୍ରତିଷ୍ଠିତ ଉଦ୍ୟୋଗୀଙ୍କର ଉଦ୍ୟମକୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ‘ରାଜ୍ୟ ବାଣିଜ୍ୟ ନେତୃତ୍ୱ ସମ୍ମାନ ୨୦୨୨’ ଉତ୍ସବ ସ୍ଥାନୀୟ ଏକ ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବାଣିଜ୍ୟ ନେତୃତ୍ୱ…
Read More...

ଭାରତୀୟ ନୌସେନା ଦ୍ବାରା ସମ୍ପ୍ରସାରିତ ଦୂରତା ବିଶିଷ୍ଟ ସ୍ଥଳଭାଗକୁ ଲକ୍ଷ୍ୟଭେଦକାରୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ…

ଚେନ୍ନାଇ: ଆଜି ଭାରତୀୟ ନୌସେନା ଦ୍ବାରା କୁଶଳୀ ବିଧ୍ବଂସ ଯୁଦ୍ଧ ପୋତ ଆଇଏନଏସ ଚେନ୍ନାଇରୁ ବ୍ରହ୍ମୋସ ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏହା ହେଉଛି ବ୍ରହ୍ମୋସର ପରିବର୍ଦ୍ଧିତ ସଂସ୍କରଣ…
Read More...

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ କ୍ରୀଡ଼ାବିତଙ୍କୁ ଅର୍ଥ ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ଜନନାୟକ, ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପବିତ୍ର ଜନ୍ମବାର୍ଷିକୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସଫଳ…
Read More...

ବଲାଙ୍ଗିର ପୌର ନିର୍ବାଚନ: ବିଜେଡି-ବିଜେପି ଚିତ୍ର ଅସ୍ପଷ୍ଟ, କଂଗ୍ରେସରୁ ୧୮ ପ୍ରାର୍ଥୀଙ୍କ ନାଁ ଘୋଷଣା

ବଲାଙ୍ଗିର: ବଲାଙ୍ଗିର ପୌର ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପାଇଁ ହାତରେ ଆଉ ୨ ଦିନ। ଶନିବାର ଜଣେ ମହିଳା ପ୍ରାର୍ଥୀ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ କରିଛନ୍ତି। ଆଉ ୩ଜଣ କାଉସିଲର୍ ପଦ ପାଇଁ ନାମାଙ୍କନ ଦାଖଲ…
Read More...

ସାମାନ୍ୟ ବଚସାରୁ ହତ୍ୟା, ବଡ ଭାଇ ମାଡରେ ଆଖି ବୁଜିଲା ସାନ

ବଲାଙ୍ଗିର: ବଲାଙ୍ଗିର ଚମାରପଡ଼ା କୁହାଯାଉଥିବା ରୋହିଦାସ ନଗରରେ ଶୁକ୍ରବାର ରାତିରେ ଅଘଟଣ ଘଟିଛି। ବଡ ଭାଇର ମାଡରେ ଆଖି ବୁଜିଛି ସାନ ଭାଇ। ପରିବାର ଲୋକେ ମୃତଦେହ ଆଣି ଘରେ ରଖିଥିବା ବେଳେ ସହରାଞ୍ଚଳ ପୁଲିସ ପହଞ୍ଚି…
Read More...

ନବରଙ୍ଗପୁରରେ ମିଶ୍ରଣ ପର୍ବ: ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ପୌର ପରିଷଦ ପ୍ରାର୍ଥୀ

ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ପରେ ଏହି ଦଳ ପ୍ରତି ଅନ୍ୟଦଳର ନେତା ଓ କର୍ମୀଙ୍କର ଆକର୍ଷଣ ବଢୁଛି। ଚଳିତ ପୈାର ନିର୍ବାଚନ ପାଖେଇ ଆସୁଥିବାବେଳେ ଦଳ ବଦଳ ରାଜନୀତି ଆରମ୍ଭ…
Read More...

ଆଇନ ପେଷାକୁ ସେବା ଭାବେ ଗ୍ରହଣ କଲେ ଆତ୍ମସନ୍ତୋଷ ମିଳିଥାଏ : ମୁଖ୍ୟ ବିଚାରପତି

ରାଉରକେଲା: ଆଇନ ସେବାକୁ ଚାକିରି କିମ୍ବା କର୍ପୋରେଟ ବ୍ୟବସାୟ ଭାବିବା ଉଚିତ ନୁହେଁ ବରଂ ଏହାକୁ ସେବା ଭାବେ ଗ୍ରହଣ କଲେ ଗଭୀର ଆତ୍ମସନ୍ତୋଷ ମିଳିଥାଏ ବୋଲି ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର ଏସ.…
Read More...

ବଲାଙ୍ଗିର ପୌର ନିର୍ବାଚନ:୨୦ ନମ୍ବର ୱାର୍ଡରେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି

ବଲାଙ୍ଗିର: ବଲାଙ୍ଗିର ପୌର ନିର୍ବାଚନ। ଚର୍ଚ୍ଚାରେ ରହିଛି ପୌରାଞ୍ଚଳର ୨୦ ନମ୍ବର ୱାର୍ଡ। ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ଭାବେ ପୌର ନିର୍ବାଚନ ହେବ। କିନ୍ତୁ କିଛି ଦିନ ତଳେ ୱାର୍ଡର ଗୋଟିଏ ପଡ଼ାବାସୀ ନିର୍ବାଚନରେ…
Read More...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୬ ଅଭିଯୁକ୍ତ ଗିରଫ

ରେଙ୍ଗାଲିକେମ୍ପ: ବରଗଡ଼ ଜିଲାରେ ଏବେ ନିଶା ଦ୍ରବ୍ୟର ଚୋରା ଚାଲାଣ ଜୋର୍ ଧରିଥିବା ବେଳେ ଆଜି ପୁଲିସ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଏହା ବ୍ୟତୀତ ୬ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି । ପୁଲିସ ସୂତ୍ରରୁ…
Read More...

ଅଧ୍ୟକ୍ଷ ଆସନ ପାଇଁ କଂଗ୍ରେସ ଦଳରୁ ଗୁଣନିଧି ପ୍ରଧାନ ଦାଖଲ କଲେ ପ୍ରାର୍ଥୀପତ୍ର

ପିପିଲି:ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‍ଏସି) ନିର୍ବାଚନ ପାଇଁ ଅଧ୍ୟକ୍ଷ ଆସନ ନିମନ୍ତେ କଂଗ୍ରେସ ଦଳରୁ ଗୁଣନିଧି ପ୍ରଧାନ ଶନିବାର ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।…
Read More...

ଖରଶଙ୍କୁଲେଇ ପାହାଡରୁ ଚାଲିଛି ବେନିୟମ ପଥର ଉତ୍ତୋଳନ

ହରଭଙ୍ଗା:ହରଭଙ୍ଗା ତହସିଲ ଅର୍ନ୍ତଗତ ଧଳପୁର ଆରଆଇ ସର୍କଲର ଖରଶଙ୍କୁଲେଇ ପାହାଡରୁ ବିନା ଅନୁମତିରେ ଏକ ଘରୋଇ ଠିକାସଂସ୍ଥା ବେନିୟମଭାବେ ପଥର ଉତ୍ତୋଳନ ଚଳାଇଛି। ବର୍ଷ ବର୍ଷ ଧରି ଏଭଳି ବେନିୟମ ପଥର ଉତ୍ତୋଳନ ଯୋଗୁଁ…
Read More...

ବିଜେଡ଼ି ମେୟର ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଜେଡ଼ି ମେୟର ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଟ୍ବିଟ କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ସୁନୀତି ମୁଣ୍ଡ ହେଲେ ବିଜେପି ମେୟର ପ୍ରାର୍ଥୀ

ଭୁବନେଶ୍ବର: ଡ.ସୁନୀତି ମୁଣ୍ଡ ବିଜେପିର ମେୟର ପ୍ରାର୍ଥୀ। ଘୋଷଣା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ…
Read More...

ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନସହଭାଗିତା

ପ୍ରଖ୍ୟାତ ଇଂରାଜୀ କବି ଉଇଲିୟମ କୁପର ତାଙ୍କର ଏକ ଲୋକପ୍ରିୟ କବିତାରେ ଦର୍ଶାଇଛନ୍ତି ଯେ ଭଗବାନ ଗ୍ରାମ ତିଆରି କଲେ ଓ ମଣିଷ ସହର ଗଢ଼ିଲା। ଏ କଥା ସତ ଯେ ଗ୍ରାମରୁ ସହରମୁହାଁ ହୋଇଛି ମାନବ ସଭ୍ୟତା। ଗ୍ରାମାଞ୍ଚଳର ସ୍ଥିତି…
Read More...

ଜାତୀୟ ରାଜପଥ ମାଣ୍ଡିଆପଲ୍ଲୀ ଛକରେ ଦୁର୍ଘଟଣା, ଜଣେ ମୃତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ଛକ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୁରୁବାର ରାତି ପ୍ରାୟ ୧୦ ଟା ବେଳେ ବାଇକ ପଛକୁ ଆକ୍ଟିଭା ଧକ୍କା ଦେବାରୁ…
Read More...

ସାତକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ବନବିଭାଗ କର୍ମଚାରୀ ୨ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି। ଗୁରବାର ସନ୍ଧ୍ୟା ବେଳେ ସାତକୋଶିଆ…
Read More...

୧୯୯୦ରେ ଠେମରାରେ ଖିରି ଖାଇଥିଲେ ବିଜୁ ବାବୁ

ସମ୍ବଲପୁର: ଓଡିଶା ତଥା ଭାରତୀୟ ରାଜନୀତିରେ ବିଜୁ ପଟ୍ଟନାୟକ ଏକ ଧ୍ରୁବ ତାରା ସଦୃଶ। ନିସନ୍ଦେହ ସେ ଜଣେ ମହାନ ବୁଦ୍ଧିଜୀବୀ, ଏକାଧାରାରେ ସାଂସଦ, ବିଧାୟକ, ରାଜନୈତିକ ବ୍ୟକ୍ତିତ୍ୱ ହେବା ସହିତ ସର୍ବୋପରି ସେ ଓଡିଶାର…
Read More...

ଜୀବନ ପାଇଁ ଶୁଣିବା, ଯତ୍ନ ସହକାରେ ଶୁଣିବା

ଭୁବନେଶ୍ୱର: ଶ୍ରବଣ ଶକ୍ତି ହ୍ରାସରୁ ରକ୍ଷା ପାଇବା ନିମନ୍ତେ ନିରାପଦ ଶୁଣିବା ଅଭ୍ୟାସ ହେଉଛି ପ୍ରମୁଖ ଅସ୍ତ୍ର। ଶ୍ରବଣ ସମସ୍ୟାକୁ ଶୀଘ୍ର ଚିହ୍ନଟ କରାଯାଇ ପାରିଲେ ବ୍ୟକ୍ତିକୁ ଶ୍ରବଣ ଶକ୍ତିର ଅବନତି ଏବଂ ଅନ୍ୟାନ୍ୟ…
Read More...

ଅମାନୁଷିକ ଅତ୍ୟାଚାର ଘଟଣା ଭିଡିଓ ଚିତ୍ର ଘୂରି ବୁଲିଲା, ୭ ଗିରଫ

ମଇଦଲପୁର: ଯୁବକକୁ ଗଛରେ ବାନ୍ଧି ମାଡ଼ ମାରିଲେ। ସିଗାରେଟ ଚେଙ୍ଖ ଦେଇ ଭିଡିଓ ଘୂରି ବୁଲିବା ଘଟଣାରେ ପୁଲିସ ୭ଜଣଙ୍କୁ ଗିରଫ କରିଥିବା ଜଣାଯାଇଛି। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଥାନା ଅନ୍ତର୍ଗତ…
Read More...

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୨୪୫ ଜଣ ଛାତ୍ରଛାତ୍ରୀ

ରେଙ୍ଗାଲିକେମ୍ପ: ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀ ମାନଙ୍କର ଆଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦଙ୍କ…
Read More...

ବିଏମସି ପାଇଁ ୩୦ଜଣିଆ କର୍ପୋରେଟରଙ୍କ ନାମ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: ଏଥର କର୍ପୋରେଟର ଓ ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଭୋଟରମାନେ ଉଭୟ ପଦ ପାଇଁ ମତଦାନ ସାବ୍ୟସ୍ତ କରିବେ। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ଜିଲା କଂଗ୍ରେସ ପକ୍ଷରୁ ଭୁବନେଶ୍ବର…
Read More...

ଭାରସାମ୍ୟ ହରାଇ ଆମ୍ବ ଗଛରେ ପିଟି ହେଲା କାର: ଜଣେ ମୃତ, ୩ ଆହତ

ଜି.ଉଦୟଗିରି: ସ୍ଥାନୀୟ ଥାନା ଅନ୍ତର୍ଗତ ମାଲିକାପଡି ଗ୍ରାମ ପଞ୍ଚାୟତ ସ୍ଥିତ ବତିଙ୍ଗିଆ କାମିନାଜୁ ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଆମ୍ବ ଗଛରେ ପିଟି ହୋଇଯାଇଥିଲା। ଫଳରେ ଜଣକର ମୃତ୍ୟୁ…
Read More...

ପ୍ରିୟଜନଙ୍କ ସୁରକ୍ଷା ନିମନ୍ତେ ସୁରକ୍ଷା ନିୟମାବଳୀର ଅନୁପାଳନ ଗୁରୁତ୍ୱପୂର୍ଣ୍ଣ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସୁରକ୍ଷା ଦିବସ ଅବସରରେ କହିଛନ୍ତି ଯେ ନିଜକୁ ଏବଂ ଆମ ପ୍ରିୟଜନଙ୍କ ସୁରକ୍ଷା ନିମନ୍ତେ ସୁରକ୍ଷା ନିୟମାବଳୀର ଅନୁପାଳନ ଗୁରୁତ୍ୱପୂର୍ଣ୍ଣ। ପ୍ରତ୍ୟେକ ମୂଲ୍ୟବାନ…
Read More...

ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସର ଟିକଟ, ଭୁବନେଶ୍ବର ମେୟର ପାଇଁ କରିବେ ପ୍ରତିଦ୍ବନ୍ଦ୍ବୀତା

ଭୁବନେଶ୍ବର: ଶାସକ ବିଜେଡ଼ି ଓ ବିଜେପି ସମେତ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ମେୟର ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା ଲାଗିରହିଥିଲା। ଏହାର ଅବସାନ ଘଟାଇ ଆଜି ପ୍ରଥମେ କଂଗ୍ରେସ ପକ୍ଷରୁ ଭୁବନେଶ୍ବର ମେୟର…
Read More...

ନବ ନିର୍ବାଚିତ ଜିଲା ପରିଷଦ ସଭ୍ୟଙ୍କୁ ସମର୍ଦ୍ଧନା

ଗଞ୍ଜାମ:ଗଞ୍ଜାମ ଠାରେ ସହରାଞ୍ଚଳର ଅଗ୍ରଣି ସାଂସୃତିକ ଅନୁଷ୍ଠାନ ଗଞ୍ଜାମ ସାଂସୃତିକ ମଞ୍ଚ ତରଫରୁ ଗଞ୍ଜାମ ବ୍ଲକର ୧୫ ନମ୍ବର ଜୋନର ନବ ନିର୍ବାଚତ ଜିଲା ପରିଷଦ ସଭ୍ୟ ସନାତନ ବେହେରାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି।…
Read More...

ଖାରକିଭ୍‌ରୁ ଉଦ୍ଧାର ହେଲେ ଆଉ ୬୫ ଓଡିଆ ଛାତ୍ରଛାତ୍ରୀ

ଭୁବନେଶ୍ବର: ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ…
Read More...

ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ଇନ୍ଦ୍ରାବତୀର ଉଦ୍‌ଗମ ସ୍ଥଳ ମର୍ଦ୍ଦିଗୁଡା

ଭୁବନେଶ୍ବର: ପ୍ରକୃତିର ଅନନ୍ୟ ଅବଦାନ କଳାହାଣ୍ଡି ଜିଲ୍ଲାର ବଣ ପାହାଡ ଘେରା ଥୁଆମୁଳ ରାମପୁର। ଏହି ବଣ ପାହାଡରୁ ସୃଷ୍ଟି ହେଇଛି ବହୁ ନଦୀ ଓ ଝରଣା। ଏହି ସମସ୍ତ ଝରଣାର ସମଷ୍ଟିରେ ଇନ୍ଦ୍ରାବତୀ ଜଳ ଭଣ୍ଡାରର ପରିକଳ୍ପନା।…
Read More...

ନାବାଳିକାକୁ ଦୁଷ୍କର୍ମ ମାମଲା: ସମ୍ପର୍କୀୟ ଜେଜେକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ, ପୀଡ଼ିତାଙ୍କୁ ୭ ଲକ୍ଷ କ୍ଷତି ପୂରଣ ପାଇଁ…

ବାରିପଦା: ଜନୈକା ନାବାଳିକା ନାତୁଣୀଙ୍କ ସହ ଅବୈଧ ସମ୍ପର୍କ ରଖି ଅନ୍ତଃସତ୍ତ୍ୱା କରାଇଥିବା ଅଭିଯୋଗ ସଂକ୍ରାନ୍ତ ୨୦୧୮ର ଏକ ମାମଲାକୁ ସ୍ଥାନୀୟ ଅତିରିକ୍ତ ଜିଲା ଓ ଦୌରାଜଜ ତଥା ପୋକସୋ ଆଇନ ସ୍ୱତନ୍ତ୍ର ଅଦାଲତର…
Read More...

ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କ ଆବେଦନର ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପକ୍ଷରୁ ହୋଇଥିବା ଏକ ଆବେଦନ ଉପରେ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି କରିଛନ୍ତି। ଫତିମା ଆହାନା (୨୪) ନାମକ ଜଣେ ଡାକ୍ତରୀ ଛାତ୍ରୀଙ୍କ ପରିବାର…
Read More...

ଯୁବବର୍ଗଙ୍କ ଭିତରେ ବଢୁଛି ଆତ୍ମହତ୍ୟା ପ୍ରବଣତା

ଭୁବନେଶ୍ୱର: ଲକ୍ଷ୍ୟ ପୂରଣରେ ବିଫଳ ହେଲେ ବିଷାଦଗ୍ରସ୍ତ ମଣିଷ ଆତ୍ମହତ୍ୟାର ବାଟ ବାଛିନେଉଛି। ରାଜଧାନୀରେ ଆତ୍ମହତ୍ୟା ସଂଖ୍ୟାରେ ପ୍ରବଣତା ବଢୁଥିବା ଲକ୍ଷ୍ୟ କରାଯାଉଛି। ଅଧିକାଂଶ କ୍ଷେତ୍ରରେ ପାରିବାରିକ କଳହ, ପାଠପଢା…
Read More...

ଶୀତକାଳୀନ ପାରାଲିମ୍ପିକ୍‌ସରୁ ରୁଷ, ବେଲାରୁଷ କ୍ରୀଡ଼ାବିତ୍‌ ବାସନ୍ଦ

ବେଜିଂ: ଶୁକ୍ରବାରଠାରୁ ବେଜିଂରେ ଶୀତକାଳୀନ ପାରାଲିମ୍ପିକ୍‌ସ ଆୟୋଜନ ହେଉଛି। ୟୁକ୍ରେନ୍ ଉପ‌ରେ ରୁଷର ଆକ୍ରମଣ ପରେ ରୁଷ ଓ ବେଲାରୁଷର ପ୍ରତିଯୋଗୀଙ୍କୁ ଏହି ପାରାଲିମ୍ପିକ୍‌ସରୁ ବାସନ୍ଦ କରିଛି ଆନ୍ତର୍ଜାତିକ…
Read More...

ଚନ୍ଦ୍ର ପଥରରୁ ତିଆରି ହେବ ଅମ୍ଳଜାନ

ନୂଆଦିଲ୍ଲୀ: ଚନ୍ଦ୍ରରେ ଜନବସତି ଆରମ୍ଭ କରିବାକୁ ଗବେଷକଦଳ ଉଦ୍ୟମ କରୁଛନ୍ତି। କୋଟିକୋଟି ଟଙ୍କା ଏହି ଗବେଷଣାରେ ଖର୍ଚ୍ଚ ଚାଲିଛି। ଇଉରୋପୀୟ ସ୍ପେସ୍ ଏଜେନ୍ସି ଏକ ସଂସ୍ଥା ସହ ଚୁକ୍ତି କରି ଚନ୍ଦ୍ରରେ ଜନବସତି ଆରମ୍ଭର…
Read More...

ହରଭଙ୍ଗାରେ ବିଜେପି ହାତେଇପାରେ ଅଧ୍ୟକ୍ଷ ପଦ!

ବୌଦ୍ଧ: ବୌଦ୍ଧ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଯାଇଥିବା ବେଳେ ଜିଲା ପରିଷଦ ବିଜୁ ଜନତା ଦଳ ହାତେଇବା ସ୍ପଷ୍ଟ ହୋଇଯାଇଛି। ହେଲେ ଜିଲାର ତିନି ବ୍ଲକର ଅଧ୍ୟକ୍ଷ ଅଧ୍ୟକ୍ଷା ଆସନ ହାତେଇବା ପାଇଁ ଶାସକ…
Read More...

ବାଇକ ଡିକି ଭାଙ୍ଗି ବିସିସି ବ୍ୟାଙ୍କ ଆଗରୁ ୮୧ ହଜାର ଲୁଟ

ଚିକିଟି: ଆଜି ଅପରାହ୍ଣରେ ଚିକିଟି ବିସିସି ବ୍ୟାଙ୍କ ଆଗରୁ ଏକ ବାଇକ ଡିକି ଭାଙ୍ଗି ୮୧ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଯୋଗ୍ୟ ଯେ ଡ଼ାଳ ପଲାଙ୍କ ଗ୍ରାମର ତ୍ରିନାଥ କନିଆରୀ ଓ ଦ୍ରୌପଦୀ କନିଆରି ବିସିସି ବ୍ୟାଙ୍କରୁ…
Read More...

୯୮ ଗାଁକୁ ବାଲ୍ୟବିବାହ ମୁକ୍ତଗ୍ରାମ ଭାବେ ଘୋଷଣା କଲେ ନବରଙ୍ଗପୁର ଜିଲାପାଳ

ନବରଙ୍ଗପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ବି ଦେଖିବାକୁ ମିଳୁଛି। ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନ ରେ…
Read More...

ଅଗ୍ନିକାଣ୍ଡରେ ଜଳିଗଲା ୩ବଖରା ଘର

ଚୌଦ୍ୱାର :ଚୌଦ୍ୱାର ଥାନା ଅନ୍ତର୍ଗତ ନଖରା ପଞ୍ଚାୟତର ବଡ଼ଚାଞ୍ଚୋ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ପ୍ରମୋଦ ସିଂ, ଜିତେନ୍ଦ୍ର ସିଂ ଓ ନାରାୟଣ ସିଂଙ୍କର ୩ବଖରା ଚାଳଘର ଓ ଗୋଟିଏ ଦେକାନ ଘର…
Read More...

ୟୁକ୍ରେନରୁ ଓଡ଼ିଆଙ୍କୁ ଆଣିବାକୁ ପଦକ୍ଷେପ ନେଲେ ରାଜ୍ୟ ସରକାର, ୪ ପ୍ରତିନିଧିଙ୍କୁ ଦେଲେ ଦାୟିତ୍ବ

ଭୁବନେଶ୍ବର: ଋଷ ଓ ୟୁକ୍ରେନରେ ଘମାଘୋଟ ଯୁଦ୍ଧ ଚାଲିଛି। ୟୁକ୍ରେନକୁ ଘନ ଘନ ଆକ୍ରମଣ କରି ଋଷ ସେଠାକାର ବହୁସ୍ଥାନ ଧ୍ବଂଶସ୍ତୁପରେ ପରିଣତ କରିଛି। ଯୁଦ୍ଧପ୍ରବଣ ୟୁକ୍ରେନରେ ବହୁ ଓଡ଼ିଆ ଫସି ରହିଛନ୍ତି। ଆଜି ୟୁକ୍ରେନରେ…
Read More...

ଭୁବନେଶ୍ୱର ଏମ୍‌ସରେ ଖୋଲିଲା ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍‌

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ଏମ୍‌ସ ଭୁବନେଶ୍ୱରର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍…
Read More...

ବିଜ୍ଞାନର ଉପକାରିତା ସମାଜର ହିତରେ ବ୍ୟବହାର କରାଯିବା ଦରକାର

ରେଙ୍ଗାଲିକ୍ୟାମ୍ପ : ଅତାବିରା ସ୍ଥିତ ଲାଦେରପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ମାତୃପୂରୀ ଠାରେ ଅଧ୍ୟକ୍ଷ ଟିକେଲାଲ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ…
Read More...

ପୃଥିବୀରେ ଜୀବନର ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ବନ୍ୟପ୍ରାଣୀ ଦିବସ ଅବସରରେ କହିଛନ୍ତି ଯେ ପୃଥିବୀରେ ଜୀବନର ସୁରକ୍ଷା ନିମନ୍ତେ ବନ୍ୟପ୍ରାଣୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ପୃଥିବୀରେ ଦେଖୁଥିବା ପ୍ରାଣୀ,…
Read More...

କୌଣସି ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ଉପରେ ଆକ୍ରମଣ ସଭ୍ୟ ସମାଜ ଆଦୌ ବରଦାସ୍ତ କରିବ ନାହିଁ ବୋମା ନୁହେଁ ହସ ଫୁଟାଇବା…

ଭୁବନେଶ୍ୱର : ୟୁକ୍ରେନ୍ ଉପରେ ରୁଷିଆର ବର୍ବରୋଚିତ ଆକ୍ରମଣ ବିରୁଦ୍ଧରେ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦାବିରେ ଆଜି ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ୟୁଥ୍ ଫର୍ ଭଲ୍ୟୁଣ୍ଟାରି ୱାର୍କର ଅଧ୍ୟକ୍ଷ ମୀର…
Read More...

ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ଓ ସୃଜନଶୀଳତାକୁ ବ୍ୟବହାରିକ ରୂପ ଦେବା ଆମର ଲକ୍ଷ୍ୟ- ଧର୍ମେନ୍ଦ୍ର ପ୍ରଧାନ

ବାରଣାସୀ: ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ମାଧ୍ୟମରେ ଭାରତର ଯୁବପିଢ଼ିଙ୍କ ପାଖରେ ଥିବା ଜ୍ଞାନ, ବୌଦ୍ଧିକ କ୍ଷମତା, ସୃଜନଶୀଳତା ଓ ଅଭିନବ ଆଇଡ଼ିଆକୁ ଏକ ବ୍ୟବହାରିକ ରୂପ ଦେବା ଆମର…
Read More...

ସଫଳତା ପାଇବା ପାଇଁ ଚରିତ୍ରବାନ ହେବା ଦରକାର

ଭୁବନେଶ୍ୱର : ଚନ୍ଦ୍ରଶେଖରପୁରସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ହରିହରଙ୍କ ୧୪୪ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତିଲତା ପାଲ ହରିହରଙ୍କ…
Read More...

ବେଦ ମାଧ୍ୟମରେ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳନ୍ୟାସ ଉତ୍ସବ ପାଳିିତ

ଭୁବନେଶ୍ୱର : ଶ୍ରୁତିନ୍ୟାସ ନିର୍ମାଣଧୀନ ବାନପ୍ରସ୍ଥ ସାଧକ ଆଶ୍ରମ ବେଦଧାମ ପରିସରରେ ନିର୍ମାଣ ପାଇଁ ମହର୍ଷି ଦୟାନନ୍ଦ ବୋଧ ଉତ୍ସବ ପାଳନ ଅବସରରେ ଭବ୍ୟ ଯଜ୍ଞଶାଳା ଓ ସନ୍ଥକୁଟୀରର ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କଲା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅର୍ଜନୁ ଟ୍ୟାଙ୍କ, କ୍ଷେପଣାସ୍ତ୍ର ଓ ଉପଗ୍ରହ ମଡେଲ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ୍‍ ସ୍କୁଲ୍‍ରେ ଗତ ୨୨ତାରିଖରୁ ଚାଲିଥିବା ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ସପ୍ତାହବ୍ୟାପୀ ବିଜ୍ଞାନ ମହୋତ୍ସବ ଓ ପ୍ରଦର୍ଶନୀ ସୋମବାର ଉଦ୍‍ଯାପିତ ହୋଇଛି। ସ୍ୱାଧିନତାର ୭୫ବର୍ଷ…
Read More...

ଯୁଦ୍ଧ ଶାନ୍ତି ପାଇଁ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦୁଝର: ସଂପ୍ରତି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଶାନ୍ତିପୂର୍ଣ୍ଣ ଅବସାନ ଲକ୍ଷ୍ୟରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଧନୁର୍ଜୟ ନାରାୟଣପୁର ଶାସନର ପ୍ରତ୍ୟକ୍ଷ ଦେବୀ ଚକରିଆଶୁଣୀ ପୀଠରେ ବିଶ୍ୱଶାନ୍ତି…
Read More...

ଶିକ୍ଷିତା ସମିତି ସଭ୍ୟ ପ୍ରାର୍ଥୀ ଶାନ୍ତା ଦାସଙ୍କ ବିପୁଳ ବିଜୟ

ବାଲେଶ୍ୱର/ରେମୁଣା: ଯୁଗ ବଦଳୁଛି ଏବଂ ଯୁଗ ସହିତ ତାଳ ଦେଇ ଲୋକଙ୍କ ରୁଚି ଏବଂ ମନୋଭାବରେ ମଧ୍ୟ ପରିବର୍ତ୍ତନ ହେଉଛି। ଶିକ୍ଷା ଓ ଭଦ୍ରତାର ମୂଲ୍ୟବୋଧକୁ ସାଧାରଣ ଲୋକେ ଖୁବ ଭଲଭାବେ ବୁଝିବା ଆରମ୍ଭ କରିଛନ୍ତି। କେବଳ ଅର୍ଥ…
Read More...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ମହାପ୍ରଭୁ ଶିବଙ୍କ ଆଶିଷ ପାଇଁ ଶ୍ରଦ୍ଧାଳୁ ଜାଳୁଛନ୍ତି ଜାଗର  ଓ ପାଳୁଛନ୍ତି…

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ପୀଠର ଉଠିଲା ମହାଦୀପ, ନିର୍ଦ୍ଧାରିତ ସମୟ ୨୦ ମିନିଟ ପରେ ଅର୍ଥାତ  ରାତି୧୦.୨୦ରେ  ଉଠିଲା ମହାଦୀପ। ପାରମ୍ପରିକ ବେଢ଼ା ପରିକ୍ରମା ପରେ ମହାଦୀପ ଉଠିଥିଲା। ପବିତ୍ର ମହାଶିବରାତ୍ରି ଅବସରରେ…
Read More...

ଅତାବିରା ବ୍ଲକରେ ବିଜେଡିକୁ ସଫଳତା: ଗୋଟିଏ ସରପଞ୍ଚ ପଦରେ ସନ୍ତୁଷ୍ଟ ବିଜେପି, ଖାତା ଖୋଲିପାରିଲାନି କଂଗ୍ରେସ

ରେଙ୍ଗାଲିକ୍ୟାମ୍ପ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅତାବିରାରେ ବିଜେଡିର ଏକତରଫା ବିଜୟୀ ହେବା ବିଜେପି ଓ କଂଗ୍ରେସ ଦଳକୁ ଶକ୍ତ ଆଘାତ ଦେଇଛି। ଏଠାରେ ପୁଣି ଥରେ ପଞ୍ଚାୟତ ଗଢ଼ିବ ବିଜେଡି। ଅତାବିରା ବ୍ଲକର ୨୪ଟି…
Read More...

ମୋହନା ବ୍ଲକରେ ବିଜେଡ଼ିର ବାଜିମାତ, ବିଜେପି-କଂଗ୍ରେସ ଧରାଶାୟୀ

ମୋହନା: ରାଜ୍ୟରେ ଶେଷ ହୋଇଥିବା ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଫଳାଫଳ ଘୋଷଣା ଶେଷ ହୋଇଛି । ମୋହନା ବ୍ଳକର ରହିଥିବା ୩ଟି ଜିଲା ପରିଷଦ ଜୋନ ୮,୯,୧୦ର ସମସ୍ତ ଫଳାଫଳ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା…
Read More...

ପିପିଲିରେ ଜାଗର ଉତ୍ସବ

ପିପିଲି:ପିପିଲି ଓ ଏହାର ଆଖପାଖ ଅଞ୍ଚଳରେ ପବିତ୍ର ଜାଗର ଉତ୍ସବ କୋଭିଡ୍‍ କଟକଣା ମଧ୍ୟରେ ସମାରୋହରେ ପାଳିତ ହୋଇଯାଇଛି। ବିଭିନ୍ନ ଶୈବପୀଠ ମାନଙ୍କରେ ଏଥିପାଇଁ ମଙ୍ଗଳବାର ପ୍ରତ୍ୟୁଷରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ବେଶ୍‍…
Read More...

ପ୍ରଜାପିତା ବ୍ରହ୍ମ କୁମାରୀ ପକ୍ଷରୁ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ସ୍ଥିତ ପ୍ରଜାପିତା ବ୍ରହ୍ମ କୁମାରୀ ରେଙ୍ଗାଲି ଶାଖା ପକ୍ଷରୁ ମହାଶିବରାତ୍ରି ଅବସରରେ ୮୬ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ପାଳନ କରାଯାଇଛି। ଶୁକ୍ରବାର ଦିନ ଆୟୋଜିତ ଏହି ଉତ୍ସବରେ…
Read More...

ବେଗୁନିଆ ବ୍ଲକରେ ବିଜେଡ଼ିର ବାଜିମାତ୍

ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ୩ ଟି ଜିଲା ପରିଷଦ ଜୋନ ଏବଂ ୨୧ଟି ପଞ୍ଚାୟତକୁ ନେଇ ଗଠିତ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରେ କ୍ଲିନ ସ୍ୱିପ କରିଥିବାବେଳେ ଅନ୍ୟ ଦଳ ଖାତା ଖୋଲିବାରେ…
Read More...

ବିଜେପି ଦଖଲରେ ପାତ୍ରପୁର ପଞ୍ଚାୟତ ସମିତି

ପାତ୍ରପୁର: ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ପଂଚାୟତ ସମିତି ବିଜେଡି ସପକ୍ଷରେ ନିର୍ବାଚନ ଫଳ ଯାଇଥିବା ବେଳେ ପାତ୍ରପୁରରେ ତାହାରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏଠାରେ ପ୍ରଥମଥର ପାଇଁ ବିଜେପି ଅଧକ୍ଷ ଆସନ ହାତେଇବା…
Read More...

ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ

କଲ୍ୟାଣସିଂହପୁର: ରାୟଗଡା ଜିଲାକଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ପାହାଡରେ ଅବସ୍ଥିତ କାଡ୍ରାକାବଣ୍ଡଳୀ ଗାଁରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ପାର୍ଶାଲି ସହାୟତାରେ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର…
Read More...

ବାଜା ବଜାଇ ଫୁଲ ତୋଡା ଦେଇ ପିଲାଙ୍କୁ ସ୍ୱାଗତ କଲେ ବିଦ୍ୟାଳୟ କର୍ତ୍ତୃପକ୍ଷ

ମୋହନା: ପ୍ରାୟ ୨ ବର୍ଷ ପରେ ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ବିଦ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ବ୍ଲକର ଉପାନ୍ତ ଅଞ୍ଚଳ…
Read More...

ଦୁଇ ବର୍ଷ ହେଲାଣି ଚାଲିଛି ୧୮ଟି ଜଳାଶୟର ପୁନରୁଦ୍ଧାର କାମ, ପୁଣି ୩୧ଟି ଜଳାଶୟର ପୁନରୁଦ୍ଧାର ପାଇଁ ବିଏମ୍‌ସି ପକ୍ଷରୁ…

ଭୁବନେଶ୍ୱର: ଦୁଇ ବର୍ଷ ହେଲାଣି ଚାଲିଛି ୧୮ଟି ଜଳାଶୟର ପୁନରୁଦ୍ଧାର କାମ। ଶେଷ ହେଉ ନାହିଁ। କେବେ ଶେଷ ହେବ ତାହା ବି ଠିକ୍‌ ନାହିଁ। କେଉଁଠି ଜବରଦଖଲ ସମସ୍ୟା ତ କେଉଁଠି ଠିକାଦାରଙ୍କ ମନ୍ଥରତା। ପୁଣି ୩୧ଟି ଜଳାଶୟର…
Read More...

ଜୀବ ବିଜ୍ଞାନ ପ୍ରତିଷ୍ଠାନ: ୭୦ ଗବେଷଣାରୁ ୩କୁ ମିଳିଛି ପ୍ୟାଟେଣ୍ଟ, ଜାତୀୟ ପୁରସ୍କାର ୬

ଭୁବନେଶ୍ୱର: ଜୀବ ବିଜ୍ଞାନ ପ୍ରତିଷ୍ଠାନରେ ବିଭିନ୍ନ ସଂକ୍ରାମକ ରୋଗ, ବାୟୁବାହିତ ରୋଗ, କୃଷି, ପୁଷ୍ଟିସାର, ସ୍ବାସ୍ଥ୍ୟର ଯତ୍ନ ଏବଂ ପରିବେଶ ସୁରକ୍ଷା ଆଦିର ବିଭିନ୍ନ କ୍ଷେତ୍ରରେ ଉନ୍ନତ ଗବେଷଣା କରାଯାଉଛି। ଜୀବ…
Read More...

ଆଠଗଡ଼ ନାଗରୀ ପାହାଡ଼ରୁ ଶିଳାଲିପିର ସନ୍ଧାନ, ରହିଛି ତେଲୁଗୁ ଓ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର

ଆଠଗଡ଼: ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର ଥିବା ଏକ ଶିଳାଲିପିର ସନ୍ଧାନ କରାଯାଇଛି। ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପରା ମଧ୍ୟ ମିଳିଛି।…
Read More...

ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ବାଜିମାତ

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାହାରପଡା ବ୍ଲକ ୩୦ ନଂ ଜୋନ ରେ ବିଜେଡି ପ୍ରତ୍ୟାଶୀ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ଚମ୍ପାବତୀ ଟୁଡୁ ୧୩ ହଜାର ୬୦୨ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତାଙ୍କର ନିକଟତମ…
Read More...

ଖବରକାଗଜ ବିତରକରୁ ସମିତି ସଭ୍ୟ ସୁଦାମ

ବଲାଙ୍ଗିର: ପୁଇଁନ୍ତଲା ପଞ୍ଚାୟତ ସମିତିର ରଣ୍ଡା ପଞ୍ଚାୟତ। ରଣ୍ଡା ଗାଁର ବାସିନ୍ଦା ସୁଦାମ ନନ୍ଦ(୩୫)। ରାଜେନ୍ଦ୍ର କଲେଜରୁ ଯୁକ୍ତ ଦୁଇ, ବଲାଙ୍ଗିର ସରକାରୀ କଲେଜରୁ ଯୁକ୍ତ ତିନି ପରେ ସେ ସ୍ନାତୋକତ୍ତୋର ପାଠ୍ୟକ୍ରମରେ…
Read More...

ରାତି ପାହିଲେ ମହାଶିବରାତ୍ରି : ଚଳଚଞ୍ଚଳ ଶ୍ରୀଲିଙ୍ଗରାଜ ପୀଠ, ରାତି ୧୦ ଟାରେ ଉଠିବ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର: ରାତି ପାହିଲେ ଦେବଦେବ ମହାଦେବଙ୍କ ମହାଶିବରାତ୍ରି। ଏଥିପାଇଁ ଚଳଚଞ୍ଚଳ ହୋଇଗଲାଣି ରାଜ୍ୟର ସମସ୍ତ ଶୈବପୀଠ। ଏହି କ୍ରମରେ ଏକାମ୍ର କ୍ଷେତ୍ରରେ ଥିବା ଶିବ ମନ୍ଦିରଗୁଡ଼ିକରେ ଶିବରାତ୍ରି ପାଇଁ ପ୍ରସ୍ତୁତି…
Read More...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଫଳାଫଳ ଘୋଷିତ: ବିଜେଡି-୨, ବିଜେପି-୧ରେ ବିଜୟୀ

ବୌଦ୍ଧ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ରବିବାର ଦ୍ୱିତୀୟ ପର୍ଯ୍ୟାୟରେ ଜିଲା ପରିଷଦର ୩ଟି ଜୋନର ଭୋଟ ଗଣତି ହୋଇଥିଲା। ଏଥିରେ ୨ଟି ଜୋନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ୧ଟି ଜୋନରେ ଭାରତୀୟ ଜନତା…
Read More...

ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାରେ ସହାୟକ ହୋଇଥାଏ ଶିକ୍ଷକଙ୍କ ମାର୍ଗଦର୍ଶନ

ଭୁବନେଶ୍ବର: ଶିକ୍ଷକ ଅଥବା ଗୁରୁ ହେଉଛନ୍ତି ସମାଜର ଆତ୍ମା। ଯାହାଙ୍କ ଅବଦାନ ବିନା ଏକ ଭଲ ସମାଜ ଗଠନ ସମ୍ଭବ ନୁହେଁ। ତାଙ୍କର କର୍ତ୍ତବ୍ୟର ପଥରେ ସଭିଁଏ ନିଜକୁ ଏକ ନିର୍ଦ୍ଦିଷ୍ଟ ଆକାର ଅର୍ଥାତ ନିଜକୁ ଶିକ୍ଷାରେ…
Read More...

କ୍ରୀଡ଼ାବିତଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ କୁଇଜ୍‌ ଓ ସଂଗୀତ ପ୍ରତିଯୋଗିତା

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଉପଲକ୍ଷେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ଷ୍ଟାଡିୟମ୍‌…
Read More...

ନିୟମଗିରିରେ ନିୟମରାଜା ପରବ ସଂପନ୍ନ, ସୁରକ୍ଷା ପାଇଁ ବଜ୍ର ଶପଥ ନେଲେ ଆଦିବାସୀ

ଲାଞ୍ଜିଗଡ: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ନିୟମଗିରି ପାହାଡ ଶିଖରରେ ତିନିଦିନ ଧରି ଚାଲିଥିବା ନିୟମରାଜା ପରବ ରବିବାର ଉଦଯାପିତ ହୋଇ ଯାଇଛି। ଗତ ୨୫ତାରିଖରେ ନିୟମରାଜା ପରବ ଆରମ୍ଭ ହୋଇ ତିନିଦିନ କଳାହାଣ୍ଡି ଓ…
Read More...

ଭୋଟ ଗଣନାରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ, ପୁନଃ ଗଣନା ଦାବିରେ ଧାରଣା ଓ ରାସ୍ତାରୋକ

ବଙ୍ଗୋମୁଣ୍ଡା:ବଙ୍ଗୋମୁଣ୍ଡା ବ୍ଲକ ଠେମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ଭୋଟ ଗଣନାରେ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ କରି ସରପଞ୍ଚ ପ୍ରାର୍ଥୀଙ୍କ ପୁନଃ ଭୋଟ ଗଣନା କରାଯିବା ଦାବି ନେଇ ସରପଞ୍ଚ ପ୍ରାର୍ଥୀ ଯୁବରାଜ…
Read More...

ରାଜ୍ୟ ସରକାର ଜାରି କଲେ ମାର୍ଚ୍ଚ ମାସର ନୂଆ ମାର୍ଗଦର୍ଶିକା: ମନ୍ଦିରରେ ପାଳନ ହେବ ମହାଶିବରାତ୍ରୀ ଓ ଦୋଳପୂର୍ଣ୍ଣିମା ,…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ମାର୍ଚ୍ଚ ମାସ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହି ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କ ପକ୍ଷରୁ ପର୍ବପର୍ବାଣୀ ପାଳନ ଉପରେ ଅଧିକ ଧ୍ୟାନ ଦେଇଛନ୍ତି। ମହାଶିବରାତ୍ରୀ,…
Read More...

ପିପିଲିର ୨୩ନଂ ଜୋନ୍‌ରେ ବିଜେଡି ବିଜୟୀ

ପିପିଲି:ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପିପିଲି ବ୍ଲକର ୨୩ନଂ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକ ୪ହଜାର ୩୦୩ ଖଣ୍ଡ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଥିବା ସୂଚନା ମିଳିଛି।…
Read More...

ରାମନାଗୁଡା ଜିଲା ପରିଷଦ ଆସନ: ସମାନ ଭାଗ ବାଣ୍ଟିଲେ ବିଜେଡି-କଂଗ୍ରେସ

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ୨ଟି ଜୋନ ଜିଲା ପରିଷଦ ଆସନରୁ ବିଜେଡ଼ି ଓ କଂଗ୍ରେସ ଗୋଟିଏ ଲେଖାଏଁଁ ଆସନରେ ବିଜୟୀ ହୋଇଛନ୍ତି। ଏଠାରେ ବିଜେଡ଼ି ଓ କଂଗ୍ରେସ ସମାନ ଭାଗ ବାଣ୍ଟିନେଇ ଗୋଟିଏ…
Read More...

ଆନ୍ତଃଜିଲ୍ଲା ଫୁଟବଲ ଟେନିସ ଚାମ୍ପିଅନସିପ, କନ୍ଧମାଳ ଜିଲା ଚାମ୍ପିଅନ

ଭୁବନେଶ୍ୱର: ସିଟି ବ୍ଲକ ଏବଂ ଓଡ଼ିଶା ଫୁଟବଲ ଟେନିସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଦୁଇଦିନ ଧରି ଚାଲିଥିବା ପଞ୍ଚମ ନରେନ୍ଦ୍ର ଜେନା ମେମୋରିୟାଲ ଆନ୍ତଃଜିଲା ଫୁଟବଲ ଟେନିସ ଚମ୍ପିୟାନସିପ ମମତାଜ ଅଲ୍ଲୀ ହାଇସ୍କୁଲ ଖେଳ…
Read More...

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ, ମୁମ୍ବାଇ ବିମାନ ବନ୍ଦରରେ ଖୋଲିବ ସହାୟତା…

ଭୁବନେଶ୍ବର: ଆପଣାମାନେ ସମସ୍ତେ ନିରାପଦରେ ଫେରିଆସିଥିବାରୁ ମୁଁ ଆଶ୍ବସ୍ତ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁକ୍ରେନରୁ ଫେରି ଆସି ନୂଆଦିଲ୍ଲୀରେ ଥିବା ଓଡିଆ ଛାତ୍ରଛାତ୍ରୀଙ୍କ ସହିତ ଅନଲାଇନ ଜରିଆରେ ଆଲୋଚନା କରି…
Read More...

ପିପିଲିର ୨୨ନଂ ଜୋନରେ ବିଜେଡି ବିଜୟୀ

ପିପିଲି:ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପିପିଲି ବ୍ଲକର ୨୨ନଂ ଜିଲା ପରିଷଦ ଜୋନ୍‍ରେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ ସଙ୍ଗୀତା ବେହେରା ୭ହଜାର ୪୭୭ ଖଣ୍ଡ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଥିବା ସୂଚନା ମିଳିଛି। ସେ…
Read More...

ଜିଲା ସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଉଦଘାଟନ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଚୌଦ୍ୱାର:ଟାଙ୍ଗୀ-ଚୌଦ୍ୱାର ବ୍ଲକ ଶଙ୍କରପୁର ଖେଳପଡିଆରେ ଜୟ ଦୁର୍ଗା କ୍ରୀକେଟ କ୍ଲବ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଆରମ୍ଭ ହୋଇଛି। ଉଦଘାଟନ ମ୍ୟାଚ ଗୋଲଡେନ ଷ୍ଟାର ଜାଜପୁର ଓ ରାଇଜିଂ…
Read More...

କେନ୍ଦୁଝର ଜିଲା ସାହାରପଡା ବ୍ଲକ ୨୯ ନମ୍ବର ଜୋନ, ବିଜେଡିର ବୁଦ୍ଧଦେବ ମହାକୁଡ଼ ବିଜୟୀ

ପାଟଣା:କେନ୍ଦୁଝର ଜିଲା ସାହାରପଡା ବ୍ଲକ ୨୯ ନମ୍ବର ଜୋନ ରେ ଶନିବାର ସକାଳୁ ଗଣତି ଆରମ୍ଭ ହୋଇ ବିଳମ୍ବିତ ରାତ୍ରିରେ ସମ୍ପନ୍ନ ହୋଇଛି। ହସ୍ତ ଗତ ହୋଇଥିବା ତଥ୍ୟ ଅନୁଯାୟୀ ସାହାରପଡା ୨୯ ନମ୍ବର ଜୋନରେ ବିଜେଡି ର…
Read More...

ଆଖଣ୍ଡଳମଣିଙ୍କ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି, ରାତ୍ର ୧୧ଟାରେ ହେବ ୧୦୮କଳସ ଜଳଲାଗି

ଆରଡି : ବାବା ଆଖଣ୍ଡଳମଣିଙ୍କ ପବିତ୍ର ମହାଶିବରାତ୍ରି ପାଇଁ ପୀଠରେ ଏବେ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି। ଆଜି ମନ୍ଦିରରେ ଏକବାର ନୀତି ଅନୁଷ୍ଠିତ ହେବା ସହ ଆସନ୍ତା ମଙ୍ଗଳବାର ଜାଗର ନୀତିକାନ୍ତି…
Read More...

ବୌଦ୍ଧ ଜିଲାପରିଷଦ ପ୍ରଥମ ପର୍ଯ୍ୟାୟ ଫଳାଫଳ: ୨ଟିରେ ବିଜେଡି ଓ ଗୋଟିଏରେ ବିଜେପି ବିଜୟୀ

ବୌଦ୍ଧ: ପ୍ରଥମ ପ୍ରର୍ଯ୍ୟାୟରେ ଗତକାଲି ବୌଦ୍ଧଜିଲାର ତିନୋଟି ଜୋନରେ ଭୋଟ ଗଣତି ହୋଇଥିଲେ। ତିନୋଟି ଜିଲାପରିଷଦ ମଧ୍ୟରୁ କଣ୍ଟାମାଳ ବ୍ଳକର ୧ ନମ୍ବର ଜୋନରେ ବିଜେଡିର ସୁମିତ୍ରା ସାହୁ ମୋଟ ୧୫୦୯୬ ଖଣ୍ଡ ଭୋଟ ପାଇଥିବାବେଳେ…
Read More...

ରବି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ରୟାଲ ଟାଇଗର ଚମ୍ପିଆନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ଲାଦେରପାଲି ଖେଳପଡିଆ ଠାରେ ଲାଦେରପାଲି କ୍ରିକେଟ ସଂଘ ଏସନ ପକ୍ଷରୁ ଏକ ଦିବସୀୟ ରବି ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର…
Read More...

ଆନ୍ତର୍ଜାତୀୟ ଆର୍ଟ କାର୍ଣ୍ଣିଭାଲ, କଳାକୃତୀ ପ୍ରଦର୍ଶିତ କଲେ ପଶ୍ଚିମ ଓଡ଼ିଶା ଚିତ୍ରଶିଳ୍ପୀ

ସମ୍ବଲପୁର: ରାଜସ୍ଥାନର ରାଜଧାନୀ ଜୟପୁର ସ୍ଥିତ ଜୱାହାର କଳାକେନ୍ଦ୍ର ସ୍ଥିତ ଆର୍ଟ ଗ୍ୟାଲେରିରେ ଅନୁଷ୍ଠିତ ହୋଇଯାଇଥିବା ଆନ୍ତର୍ଜାତୀୟ ଆର୍ଟି କାର୍ଣ୍ଣିଭାଲରେ ପଶ୍ଚିମ ଓଡ଼ିଶାର ‘ଚିତ୍ରକାର’ ଗ୍ରୁପର ସଦସ୍ୟମାନଙ୍କର…
Read More...

ତୁରେକେଲା ଜୋନ ନଂ ୧୦ରେ ବିଜେଡି ପ୍ରାର୍ଥୀ ସମା ପରବିନ ବିଜୟୀ

କଣ୍ଟାବାଞ୍ଜି: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତୁରେକେଲା ୧୦ନଂ ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିଲା। ପ୍ରଥମ ପର୍ୟ୍ୟାୟ ଭୋଟ ଗଣତିରେ ବିଜେଡି ପ୍ରାର୍ଥୀ ସମା ପରବିନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ…
Read More...

ପ୍ଲାଇଉଡ଼ ଫାକ୍ଟ୍ରି ମଧ୍ୟରୁ ଝୁଲନ୍ତା ଶବ ଉଦ୍ଧାର

ସଇଁତଲା: ସଇଁତଲା ଥାନା ରେଙ୍ଗାଲି ନିକଟସ୍ଥ ଏକ ବନ୍ଦ ପ୍ଲାଇଉଡ଼ ଫାକ୍ଟ୍ରି ମଧ୍ୟରୁ ପୁଲିସ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ରେଙ୍ଗାଲି ଗ୍ରାମର କ୍ଷୀରସିନ୍ଧୁ ବାଗ (୪୦) ବୋଲି ଜଣା ପଡିଛି।…
Read More...

ବିଜେଡ଼ି ଭାଙ୍ଗିଲା କଂଗ୍ରେସ ଗଡ଼

ମୋହନା: ଗଜପତି ଜିଲାର ମୋହନା ବ୍ଲକରେ ୨୬ ତାରିଖରୁ ଘୋଷଣା ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଫଳାଫଳ। ପଞ୍ଚାୟତ ନିର୍ବାଚନର ଫଳାଫଳ ଘୋଷଣା ଆରମ୍ଭ ହୋଇଥିବା ବେଳେ ଗଜପତି ଜିଲାର ଅନେକ ସ୍ଥାନରେ ବିଜେଡି…
Read More...

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ନବରଙ୍ଗପୁର: ଅବକାରୀ ବିଭାଗ ପକ୍ଷରୁ ନକଲି ବିଦେଶୀ ମଦ କାରବାର ଅଭିଯୋଗରେ ଜଣକୁ ଗିରଫ କରିବା ସହ ମଦଜବତ କରାଯାଇଛି। ନବରଙ୍ଗପୁର ବ୍ଲକର ରାଜା ବେହରାଗୁଡାର ମୁକେଶ କୁମାର ଗୁପ୍ତା ନକଲି ବିଦେଶ ମଦ କାରବାର କରୁଥିଲେ।…
Read More...

ବାଙ୍କୀ ୩୪ନଂ ଓ ଡମପଡା ୩୭ନଂ ଜୋନରେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ

ବାଙ୍କୀ: ଆଜି ବାଙ୍କୀ ୩୪ ନଂ ଏବଂ ଡମପଡ଼ା ୩୭ ନଂ ଜୋନ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଉଭୟ ୩୪ ନଂ ଓ ୩୭ ନଂ ଜୋନରେ ବିଜେଡ଼ି ବିଜୟୀ ହୋଇଛି। ସେହିପରି ଏଠାରେ ବିଜୟୀ ହୋଇଥିବା ୧୬ ସରପଞ୍ଚ ଓ ୧୬ ସମିତି ସଭ୍ୟଙ୍କ…
Read More...

୯ଟି ବିଜେଡିର ବାଜିମାତ୍‍, ଗୋଟିଏରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ 

ନବରଙ୍ଗପୁର: ପ୍ରଥମ ପର୍ଯ୍ୟାୟ ଜିଲାପରିଷଦ ନିର୍ବାଚନର ଭୋଟ ଗଣତି ଶନିବାରଦିନ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଚାଲିଥିବାବେଳେ ରବିବାର ସକାଳୁ ଫଳାଫଳ ଜଣାପଡିଛି। ନବରଙ୍ଗପୁର ଜିଲାର ୧୦ଟି ବ୍ଲକର ସମସ୍ତ୧୦ଟି ଜିଲା ପରିଷଦ…
Read More...

ଭାରତରେ ରହିଛି ୧୨ଟି  ଜ୍ୟୋତିର୍ଲିଙ୍ଗ, ମହାଶିବରାତ୍ରୀ ଅବସରରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ କଲେ ମିଳିଥାଏ…

ଆସନ୍ତାକାଲି ସୋମବାର। ଶିବଙ୍କ ପବିତ୍ର ବାର। ଏହାପରେ ମଙ୍ଗଳବାର ଅଛି ମହାଶିବରାତ୍ରୀ। ବିଶ୍ୱାସ ରହିଛି  ମହାଶିବରାତ୍ରୀ ଅବସରରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କର ଦର୍ଶନ କଲେ  ଅନେକ ପାପ କ୍ଷୟ ହୋଇଥାଏ ଓ ପୁଣ୍ୟ ମିଳିଥାଏ।…
Read More...

ରାଷ୍ଟ୍ର ନିର୍ମାଣରେ ଉଦ୍ୟୋଗୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର: ଓଡ଼ିଶା ଉଦ୍ୟୋଗୀ ପରିବାରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ପୂର୍ବତନ ଉପଦେଷ୍ଟା ଭଗବାନ ପ୍ରକାଶ, ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ…
Read More...

ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ-ଟେନିିସ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦଘାଟିତ

ଭୁବନେଶ୍ୱର: ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ୍ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ ଟେନିସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏଥିରେ…
Read More...

ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ-ଟେନିିସ୍ ପ୍ରତିଯୋଗିତା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ

ଭୁବନେଶ୍ୱର: ନୟାପଲ୍ଲୀ ସୟଦ ମମତାଜ ଅଲ୍ଲୀ ସ୍କୁଲ୍ ପ୍ରାଙ୍ଗଣରେ ପଞ୍ଚମ ରାଜ୍ୟ ଦିବାରାତ୍ର ନରେନ୍ଦ୍ର ଜେନା ସ୍ମାରକୀ ଫୁଟବଲ ଟେନିସ୍ ପ୍ରତିଯୋଗିତା (ପୁରୁଷ ଓ ମହିଳା) ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏଥିରେ…
Read More...