ସଇଁତଲା: ସଇଁତଲା ଥାନା ରେଙ୍ଗାଲି ନିକଟସ୍ଥ ଏକ ବନ୍ଦ ପ୍ଲାଇଉଡ଼ ଫାକ୍ଟ୍ରି ମଧ୍ୟରୁ ପୁଲିସ ଝୁଲନ୍ତା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର କରିଛି। ମୃତକ ରେଙ୍ଗାଲି ଗ୍ରାମର କ୍ଷୀରସିନ୍ଧୁ ବାଗ (୪୦) ବୋଲି ଜଣା ପଡିଛି। ସଇଁତଲା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବାବେଳେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
Popular Categories



