ପିଙ୍ଗଳାକ୍ଷ ମହାବୀରଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତର ନୟାପଲ୍ଲୀ ଗ୍ରାମରେ ପିଙ୍ଗଳାକ୍ଷ ମହାବୀରଙ୍କ ଚତୁର୍ଥ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମବାସୀଙ୍କ ଦ୍ୱାରା କଳସ…
Read More...

ପାତ୍ରପୁରରେ ପ୍ରାକ ନିର୍ବାଚନ ହିଂସା: ଦୁଇ ବାଇକ ପୋଡି, ୬ରୁ ଆହତ

ପାତ୍ରପୁର: ପାତ୍ରପୁର ବ୍ଳକରେ ନିର୍ବାଚନ ପାଇଁ ଗୋଟିଏ ଦିନ ବାକି ଥିବା ବେଳେ ଆଜି ପ୍ରାକ ନିର୍ବାଚନ ହିଂସା ଦେଖିବାକୁ ମିଳିଛି। ପାତ୍ରପୁର ବ୍ଳକ ସୁରଙ୍ଗୀ ମନ୍ଦରଡା ରାସ୍ତା ଲୁହୁରୁଣୀ ବଟ ଠାରେ ବିଜେଡି-ବିଜେପି କର୍ମୀ…
Read More...

ଗୋଟିଏ ଛାତ ତଳେ ମିଳିବ ୪ ହଜାରରୁ ଅଧିକ ଫ୍ୟାଶନ ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରେ ‘ଲାଟ୍ ଲିଭ୍’ର ପ୍ରଥମ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଉଦଘାଟିତ ହୋଇଯାଇଛି। ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରି ଷ୍ଟୋରରେ ଥିବା ସାମଗ୍ରୀ ଗୁଡ଼ିକର…
Read More...

କୋଟିଆରେ ମତଦାନ ୬୫ ପ୍ରତିଶତ

ଭୁବନେଶ୍ବର: କୋଟିଆବାସୀ ୧୩ଟି ବୁଥରେ ଶାନ୍ତି ଶୃଙ୍କଳା ସହ ଭୋଟ ଦେଇଥିଲେ। ଆଜି କୋଟିଆରେ ୬୫% ମତଦାନ ହୋଇଛି ବୋଲି ବୋଲି ମତଦାନ ସମ୍ପର୍କରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି। ଅପରପକ୍ଷରେ ମତଦାନ ପରେ ପଟାଙ୍ଗୀ…
Read More...

ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆଚରଣବିଧି ଉଲ୍ଲଙ୍ଘନ, କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ସେମାନଙ୍କ ବିରୋଧରେ…
Read More...

ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ୭୧%

ଭୁବନେଶ୍ବର: ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି ଯେ ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୭୧% ମତଦାନ ହୋଇଛି। ଚୂଡ଼ାନ୍ତ ସଂଖ୍ୟା ଆସିଲେ ମତଦାନ…
Read More...

ଭଗ୍ନସ୍ତୂପରେ ପରିଣତ ଭୀମେଶ୍ୱରୀ ପୀଠ

ଭୁବନେଶ୍ବର: ମୟୂରଭଞ୍ଜ ଜିଲାର କପ୍ତପିଦା ବ୍ଳକ ଗୌରବୋଜ୍ଜ୍ୱଳ ଅତୀତ ଓ ବହୁ ଐତିହ୍ୟର ଭୂମି ହୋଇଥିଲେ ହେଁ ଏ ସମ୍ପର୍କରେ କୌଣସି ଗବେଷଣା ନାହଁ। ସେହିପରି ଯାହା ବି କିଛି କୀର୍ତ୍ତିରାଜି ବା ଅତୀତର ସ୍ମାରକୀ ଅଛି, ଏହାର…
Read More...

ରାତି ଅଧିଆ ବିଜେପି କର୍ମୀ ଗିରଫ, ପ୍ରତିବାଦରେ ତୁରୁମୁଙ୍ଗା ଥାନା ଅଧିକାରୀଙ୍କୁ ୬ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ

ପାଟଣା: ରାତି ଅଧରେ ଜଣେ ବିଜେପି କର୍ମୀଙ୍କୁ ବଲାଣିପଶି ଗ୍ରାମରୁ ଉଠାଇବାକୁ ଯାଇ ହଟହଟା ହୋଇଛି ତୁରୁମୁଙ୍ଗା ଥାନା ପୁଲିସ। ରାତି ଅଧିଆ ବିଜେପି କର୍ମୀଙ୍କୁ ଗିରଫ ପ୍ରତିବାଦରେ ତୁରୁମୁଙ୍ଗା ଥାନା ଅଧିକାରୀ ମଦନ ମୋହନ…
Read More...

ଜାଗୁଳା ପଞ୍ଚାୟତରେ ପ୍ରାକ ନିର୍ବାଚନୀ ହିଂସା

ଧାମରା: ଧାମରା ନିକଟସ୍ଥ ଜାଗୁଳା ପଞ୍ଚାୟତରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି ଓ ଭଦ୍ରକ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଘଟଣାରୁ ପ୍ରକାଶ ଗତକାଲି…
Read More...

ଘିଚାମୁରା-ବେଉଁରା ଗୁଳିକାଣ୍ଡ ଳାଣ୍ଡ: ଗୁଳି-ଖୋକା ଓ ବନ୍ଧୁକ ଜବତ, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ଗତ ମଙ୍ଗଳବାର ରାତିରେ ଘିଚାମୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ରୂପେ ପ୍ରତିଦ୍ୱନ୍ଦ୍ବିତା କରୁଥିବା ଲଲିତ କୁମାର ସାହୁଙ୍କ ବେଉଁରା ଗ୍ରାମ ସ୍ଥିତ ବାସ ଭବନ ଉପରେ ହୋଇଥିବା ଗୁଳିମାଡରେ ସଂପୃକ୍ତ ଥିବା…
Read More...

ପରିତ୍ୟକ୍ତ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର

ରେଙ୍ଗାଲି: ରେଙ୍ଗାଲି ବେତ୍ରାପଡାରେ ଥିବା ଏକ ପରିତ୍ୟକ୍ତ ପୋଖରୀରୁ ଆଜି ଏକ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଉଦ୍ଧାର କରାଯାଇଥିବା ମୃତଦେହଟି ପ୍ରାୟ ଦୁଇ ସପ୍ତାହ ତଳର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।…
Read More...

ବଡ଼ଡୁମୁରିଆ ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ବହୁମୁଖି ଲଢ଼େଇ, ପ୍ରଚାର ଜୋରଦାର

ଝୁମ୍ପୁରା: ଝୁମ୍ପୁରା ବ୍ଲକ ବଡ଼ଡୁମୁରିଆ ପଞ୍ଚାୟତରେ ସରପଞ୍ଚ ପଦବୀ ନିମନ୍ତେ ବହୁମୁଖି ଲଢେଇ ହେବାକୁ ଯାଉଛି। ସରପଞ୍ଚ ପ୍ରାର୍ଥିମାନେ ନିଜ ନିଜର ସମର୍ଥକ ମାନଙ୍କୁ ନେଇ ଗ୍ରାମକୁ ଗ୍ରାମ ଯାଇ ଭୋଟରମାନଙ୍କୁ ସାକ୍ଷାତକରି…
Read More...

ରଙ୍ଗେଇଲୁଣ୍ଡା ବ୍ଲକ: ୩୦ ସରପଞ୍ଚ, ୨୭ ସମିତି ସଭ୍ୟ ଓ ୩ ଜିଲା ପରିଷଦଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୪୦୫୨୮ ଭୋଟର

ଗୋପାଳପୁର: ଶୁକ୍ରବାର ରଙ୍ଗେଇଲୁଣ୍ଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନରେ ୧୪୦୫୨୮ ଭୋଟର ନିଜର ମତଦାନ ସାବ୍ୟସ୍ତ ସହ ୩୦ ସରପଞ୍ଚ, ୨୭ ସମିତି ସଭ୍ୟ ଓ ୩ ଜିଲ୍ଲା ପରିଷଦଙ୍କ…
Read More...

ଶାନ୍ତିଶୃଙ୍ଖଳାର ସହ ହେବ ନିର୍ବାଚନ, ତହସିଲଦାରଙ୍କୁ ଲିଖିତ ପ୍ରତିଶ୍ରୁତି ଦେଲେ ରାଜନୈତିକ ଦଳର କର୍ମୀ

ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ବ୍ଲକରେ ଆସନ୍ତା ୨୦ ତାରିଖରେ ହେବ ତ୍ରିସ୍ତରୀୟ ନିର୍ବାଚନ। ଏହାପୂର୍ବରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକର କର୍ମୀ ଓ ଆଗ ଧାଡିର ନେତାମାନଙ୍କୁ ପୁଲିସ ପକ୍ଷରୁ ଚିହ୍ନଟ କରାଯାଇ ସେମାନଙ୍କର ଏକ…
Read More...

ମାଲକାନଗିରିରେ ନକଲି ମତଦାନ

ମାଲକାନଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବିଭିନ୍ନ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ତେବେ ଗୌଡଗୁଡା ଗ୍ରାମ ପଞ୍ଚାୟତର ଏକ ବୁଥରେ ନକଲି ଭୋଟର ମତଦାନ କରିଥିବା ଅଭିଯୋଗ…
Read More...

ବି.ମାଳିଗୁଡା ଗ୍ରାମ ପଞ୍ଚାୟତ ସରପଞ୍ଚ ନିର୍ବାଚନ ସ୍ଥଗିତ

ନବରଙ୍ଗପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ତେନ୍ତୁଳିଖୁଣ୍ଟିି ବ୍ଲକ ଓ ନନ୍ଦାହାଣ୍ଡିବ୍ଲକରେ ଶୁକ୍ରବାର ଅନୁଷ୍ଠିତ ହେବ। ଏହି ଦୁଇଟି ବ୍ଳକ ନବରଙ୍ଗପୁର ବିଧାନସଭା ନିର୍ବାଚନ…
Read More...

ଆଗାମୀ ପର୍ଯ୍ୟାୟ ମତଦାନ କିଭଳି ଶାନ୍ତିପୂର୍ଣ୍ଣ ହେବ, ସେ ଦିଗରେ ଧ୍ୟାନ ଦିଅନ୍ତୁ ରାଜ୍ୟ ନିର୍ବାଚନ କମିଶନର: ସମୀର…

ଭୁବନେଶ୍ୱର:ଚଳିତ ତ୍ରିସ୍ତରୀୟ ପଚାଂୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଗତକାଲି ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ଗତକାଲି ମତଦାନ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା।…
Read More...

କୌଣସି ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ, ବାକି ୪ ପର୍ଯ୍ୟାୟ ନିର୍ବାଚନ ବିନା ହିଂସାରେ କରିବାକୁ ପଦକ୍ଷେପ…

ଭୁବନେଶ୍ବର: ନିର୍ବାଚନୀ ହିଂସା ନେଇ ଆଜି ସନ୍ଧ୍ୟାରେ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ…
Read More...

ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି କିଟ୍‍ର ସଫଳତା

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତିକ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ପୁଣି ସଫଳତା ହାସଲ କରିଛି। ମଙ୍ଗଳବାର ଟାଇମ୍‍ସ ହାଇୟର ଏଜୁକେସନ୍‍ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ଶ୍ରେଷ୍ଠ ୟଙ୍ଗ ୟୁନିଭରସିଟି…
Read More...

ବରୁଣସିଂ ପଞ୍ଚାୟତରେ ପ୍ରଚାର ଜୋରଦାର, ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଭୋଟରଙ୍କୁ ବୁଝାଉଛନ୍ତି ସମିତି ସଭ୍ୟ…

ବାଲେଶ୍ୱର/ରେମୁଣା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ଏଠାରେ ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ପରିଲକ୍ଷିତ ହେଉଛି। ଜିଲା ପରିଷଦ, ସମିତି ସଭ୍ୟ ଏବଂ ସରପଞ୍ଚ ଆଶାୟୀ ପ୍ରାର୍ଥୀମାନେ…
Read More...

ଓଡ଼ିଆ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସରକାର ଦୃଷ୍ଟି ଦିଅନ୍ତୁ

ଭୁବନେଶ୍ୱର : ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଓଡ଼ିଆ ଭାଷା, ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଏସବୁ ରାଜ୍ୟରେ ଅବହେଳିତ ଅବସ୍ଥାରେ ଥିବା ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକର ସୁରକ୍ଷା…
Read More...

ରେଡ୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଶ୍ରବଣ –ବାକ୍ ଶକ୍ତି ବାଧିତ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ସେବା

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆର୍ଥିକ ଅନଗ୍ରସର ଶ୍ରବଣ-ବାକ୍ ଶକ୍ତିବାଧିତ ବ୍ୟକ୍ତିମାନଙ୍କ ପାଇଁ ନିଶୁଳ୍କ ଚିକିତ୍ସା ସେବାର…
Read More...

ଆଦର୍ଶ ଆଚରଣବିଧି ଉଲଙ୍ଘନକାରୀଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ ରାଜ୍ୟ ନିର୍ବାଚନ ଆୟୋଗ

ଭୁବନେଶ୍ୱର : ଜଟଣୀ, ଖୋର୍ଦ୍ଧା ଏବଂ ରାଜ୍ୟର ଅନ୍ୟ ଅଞ୍ଚଳ ନିର୍ବାଚନ ଆରଣ ବିଧି ଉଲ୍ଲଙ୍ଘନ ହେଉଥିବା ଦେଖିବାକୁ ମିଳୁଛି । ନିର୍ବାଚନ ଆଚରଣବିଧି ଉଲଙ୍ଘନ କରୁଥିବା ଥିବା ବ୍ୟକ୍ତିଙ୍କ ବିରୋଧରେ ରାଜ୍ୟ ନିର୍ବାଚନ ଆୟୋଗ…
Read More...

୩୫ଲିଟର ଚୋରା ଦେଶୀ ମଦ ଜବତ, ୨ଗିରଫ

ଚୌଦ୍ୱାର: ଚୌଦ୍ୱାର ପୁଲିସ ସୋମବାର ନୁନ୍ ଟିକିରି ଗ୍ରାମରେ ଚଢଉ କରି ୩୫ଲିଟର ଚୋରା ଦେଶୀ ମଦ ଜବତ କରିବା ସହିତ ଏସଂକ୍ରାନ୍ତରେ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୌରପାଳିକା ନୁନଟିକିରୀ ଗ୍ରାମର ଦୀପକ ସାମଲ(୨୬)…
Read More...

ବାତିଲ ହେଲା ଦିବ୍ୟାଙ୍ଗ ଶିକ୍ଷକଙ୍କ ନିର୍ବାଚନ ଦାୟିତ୍ବ

ଲକ୍ଷ୍ମୀପୁର:କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଜଣେ ଦିବ୍ୟାଙ୍ଗଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏପରିକି ସୁସ୍ଥ ସବଳ କର୍ମଚାରୀଙ୍କୁ ନିର୍ବାଚନ ଦାୟିତ୍ବ…
Read More...

ବେକରେ ରଶି ଲଗାଇ ଆତ୍ମହତ୍ୟା

ଚୌଦ୍ୱାର: ଚୌଦ୍ୱାର ଚାରବାଟିଆ ହାଉସିଂବୋର୍ଡ କଲୋନୀରୁ ଜନୈକ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରା ଯାଇଛି। ପ୍ରକାଶ ଯେ କଲୋନୀସ୍ଥିତ ତାରିଣୀ ମନ୍ଦିର ନିକଟରେ ଆଗ୍ରାହାଟ ବ୍ରାହ୍ମଣ ସାହିର ରବୀନ୍ଦ୍ର ବେହେରା…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ମାଓପ୍ରବଣ ୨୮ଟି ବୁଥ ପ୍ରତି ପୁଲିସର କଡା ନଜର, ଛତିଶଗଡ ସୀମାନ୍ତ ସିଲ

ନବରଙ୍ଗପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାରରେ ଝରିଗାଁ ବ୍ଲକ ଓ ଚନ୍ଦାହାଣ୍ଡିବ୍ଲକରେ ଅନୁଷ୍ଠିତ ହେବ।ଏଠାରେ ମୋଟ ୪୧ଟି ବୁଥରେ ଭୋଟ ଗ୍ରହଣ କରାଯିବ। ଝରିଗାଁ ବ୍ଳକ ୨୫୭ଟି…
Read More...

ପଞ୍ଚାୟତ ନିର୍ବାଚନ: ମହାମେଣ୍ଟର ମହା ସଂଗ୍ରାମ

ଆରଡି:ଚଳିତ ତ୍ରିସ୍ତରୀୟ ପଞ୍ଚାତ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ଦଳର ରହିଥିଲେ ବହୁ ଆଶାୟୀ ପ୍ରାର୍ଥୀ। ଏପରିକି ଦଳର ମଙ୍ଗୁଆଳଙ୍କ ପକ୍ଷରୁ ପ୍ରାର୍ଥୀ ନିର୍ବାଚନ ଲଢିବା ପାଇଁ ଘୋଷଣା ହେବା ପରେ ଅଧିକାଂଶ…
Read More...

ହାଇୱା ପଛରେ ଧକ୍କା ଦେଲା ପିଆଜ ବୋଝେଇ ଟ୍ରକ

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥର ରେଙ୍ଗାଳବେଡା ନିକଟରେ ଆଜି ବିଳମ୍ୱିତ ସନ୍ଧ୍ୟାରେ ଏକ ପିଆଜ ବୋଝେଇ ଟ୍ରକ ହାଇୱା ପଛରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ପିଆଜ…
Read More...

ଅସନପାଟରେ ଜାତୀୟ ଜନଜାତି ଆୟୋଗଙ୍କ ଜନଶୁଣାଣୀ

ଝୁମ୍ପୁରା: ମଙ୍ଗଳବାର ଝୁମ୍ପୁରା ବ୍ଲକ ଅସନପାଟ ଗ୍ରାମ ପରିସର ମଧ୍ୟରେ ରହିଥିବା ସଭାମଣ୍ଡପ ଠାରେ ଜାତୀୟ ଜନଜାତି ଆୟୋଗ ଅନନ୍ତ ନାୟକଙ୍କ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଅସନପାଟ ଓ ଏହାର ଆଖାପାଖ ପଞ୍ଚାୟତର ଆଦିବାସୀ ଓ…
Read More...

ରୋଗୀ-ଅନୁକୂଳ ପରିବେଶ ସୃଷ୍ଟି କ୍ଷେତ୍ରରେ ଦେଶରେ ଉଦାହରଣ ସୃଷ୍ଟି କରିଛି ଏମ୍‌ସ ଭୁବନେଶ୍ୱର

ଭୁବନେଶ୍ୱର: ନୂଆଦିଲ୍ଲୀସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଜାତୀୟ ପ୍ରତିଷ୍ଠାନ(ଏନଆଇଏଚଏଫଡବ୍ଲ୍ୟୁ)ରୁ ଆସିଥିବା କାୟାକଳ୍ପ ଦଳ ଚୂଡାନ୍ତ ମୂଲ୍ୟାଙ୍କନ ନିମନ୍ତେ ଏମ୍‌ସ ଭୁବନେଶ୍ୱର ପରିଦର୍ଶନ କରିଛନ୍ତି।…
Read More...

ସାଇଶଙ୍କର ଭଲି ଟୁର୍ଣ୍ଣାମେଣ୍ଟ ଉଦ୍‍ଯାପିତ, ଭିଙ୍ଗାରପୁର ଟିମ୍‍ ଚମ୍ପିଆନ

ପିପିଲି:ପିପିଲି ବ୍ଲକର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସଙ୍ଗଳେଇଶାସନ ଖେଳପଡିଆ ଠାରେ ୧୫ତମ ଦିନିକିଆ ସାଇଶଙ୍କର ଭଳି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀ…
Read More...

ପିପିଲି ରାଜନୈତିକ ହିଂସା ଘଟଣାରେ ୩ ମାମଲା ରୁଜୁ, ୨ଅଟକ

ପିପିଲି:ପଞ୍ଚାୟତ ନିର୍ବାଚନ ଭୋଟ୍‍ ପ୍ରଚାର ବେଳେ ପିପିଲି ବ୍ଳକର ୨୪ନଂ ଜିଲା ପରିଷଦ ଜୋନ୍‍ରେ ସୋମବାର ଘଟିଥିବା ରାଜନୈତିକ ହିଂସା ଘଟଣାରେ ପିପିଲି ଥାନାରେ ୩ଟି ମାମଲା ରୁଜୁ ହୋଇଛି। ଏହି ଘଟଣାରେ ପୁଲିସ ଉଭୟ ପକ୍ଷର…
Read More...

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ, ହେଉନି ବିସ୍ତାପିତଙ୍କ ସମସ୍ୟା ସମାଧାନ

ବଲାଙ୍ଗିର: ବଲାଙ୍ଗିର ଜିଲାର ଜୀବନ ରେଖା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ୨ ଦଶନ୍ଧି ପରେ ପ୍ରକଳ୍ପ କାମ କେବେ ଝୁଣ୍ଟୁଛି ତ ପୁଣି କେବେ ଜୋର୍ ଧରୁଛି। ବିସ୍ଥାପିତଙ୍କ ସମସ୍ୟା ସମାଧାନ ହେଉଥିବା ବେଳେ ଅନେକାଂଶରେ…
Read More...

ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଜେ-ପାଲ୍‌ ସହିତ ହେବ ଚୁକ୍ତିନାମା

ଭୁବନେଶ୍ୱର : ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ରାଜ୍ୟ ଜେ-ପାଲ୍‌ ସହିତ ଏକ ଅଣଆର୍ଥିକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି। ବିଦ୍ୟାଳୟ ଯାଉଥିବା କିଶୋରକିଶୋରୀମାନଙ୍କ ମଧ୍ୟରେ ଲିଙ୍ଗଗତ ମନୋଭାବ…
Read More...

ବିଶିଷ୍ଟ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଶିଷ୍ଟ ସାହିତ୍ୟିକ ରାମକୃଷ୍ଣ ନନ୍ଦଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଆ ସାହିତ୍ୟରେ ‘ଝୁମୁକା’,…
Read More...

ରାତି ପାହିଲେ ହୋଇଥାନ୍ତା ପଞ୍ଚାୟତ ନିର୍ବାଚନ, ହେଲେ ସ୍ଥଗିତ ପାଇଁ ଜାରି ହେଲା ବିଜ୍ଞପ୍ତି

ଭୁବନେଶ୍ବର: ରାତି ପାହିଲେ ହୋଇଥାନ୍ତା ପଞ୍ଚାୟତ ନିର୍ବାଚନ, ହେଲେ ଆଜି ସ୍ଥଗିତ ରଖିବା ପାଇଁ ଜାରି ହେଲା ବିଜ୍ଞପ୍ତି। ବରଗଡ ଭଟଲି ନିର୍ବାଚନ ମଣ୍ଡଳୀର କେଲେଣ୍ଡାପାଲି ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ଆକସ୍ମିକ ପରଲୋକ…
Read More...

ପୁଣି ଜଣକୁ ହତ୍ୟା କଲେ ମାଓବାଦୀ!

ଫୁଲବାଣୀ: ପୁଣି ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକର ଗୁମୁ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ପୁଲିସ ଇନଫର୍ମର ସନ୍ଦେହରରେ ମାଓବାଦୀ ହତ୍ୟା କରିଥିବା ସୂଚନା…
Read More...

ସାଇବର ଠକେଇ, ୩ ଗିରଫ

ଭୁବନେଶ୍ବର: ସାଇବର ଠକେଇ ଅଭିଯୋଗରେ ୩ଜଣଙ୍କୁ ଅଇଁଠାପାଲି ପୁଲିସ ଗିରଫ କରିଛି। ଗିରଫ ୩ଜଣଙ୍କ ମଧ୍ୟରେ ଭୁବନେଶ୍ବରରୁ ଉଠାଇ ନେଇଥିବା ୨ଛାତ୍ର ଥିବା ସୂଚନା ମିଳିଛି। ଅଭିଯୁକ୍ତମାନେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨ଲକ୍ଷ…
Read More...

୪ ଛାତ୍ରଙ୍କ ନିଖୋଜ ଛାତ୍ରଙ୍କ ମିଳିଲା ସୂଚନା, ଜାମତରା ଗ୍ୟାଙ୍ଗ ଲିଙ୍କରେ ଉଠାଇ ନେଇଥିଲା ଅଇଁଠାପାଲି ପୁଲିସ

ଭୁବନେଶ୍ବର: ରାଜଧାନୀରୁ ନିଖୋଜ ୪ ଇଞ୍ଜିନିୟରିଂ ଛାତ୍ରଙ୍କ ସମ୍ପର୍କରେ ସୂଚନା ମିଳିଛି। ଏହି ୪ଜଣ ଛାତ୍ରଙ୍କୁ ଭୁବନେଶ୍ବରରୁ ସମ୍ବଲପୁର ଅଇଁଠାପାଲି ପୁଲିସ ଉଠାଇ ନେଇଛି। ଜାମତରା ଗ୍ୟାଙ୍ଗ ଲିଙ୍କରେ ଅଇଁଠାପାଲି ପୁଲିସ…
Read More...

ଭାରତୀୟ ଯୋଗ ଚିକିତ୍ସକ ସଂଘର ବୈଠକ

ଭୁବନେଶ୍ବର: ଭାରତୀୟ ଯୋଗ ଚିକିତ୍ସକ ସଂଘ, ଓଡିଶା ଶାଖା କୋର କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ସଂଘର ଅଧ୍ୟକ୍ଷ ଗଦାଧର ମହାପାତ୍ର, ସଭାପତି ବନମାଳୀ ରଥ, ସମ୍ପାଦକ ଆଦିତ୍ୟ…
Read More...

ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ରକ୍ତଦାନ ଶିବିର, ୨୧ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ବର: କରୋନା ମହାମାରୀ କୋଭିଡ-୧୯ର ନୂତନ ପ୍ରକରଣ ଓମିକ୍ରନ୍ ଯୋଗୁ ରକ୍ତଦାନ ଶିବିର ସଂଖ୍ୟା ବହୁତ ହ୍ରାସ ପାଇଛି। ଓଡିଶାର ପ୍ରାୟ ସମସ୍ତ ରକ୍ତ ବ୍ୟାଙ୍କରେ ରକ୍ତ ଶୁଷ୍କ ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ…
Read More...

ରାଜ୍ୟପାଳଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବିଶ୍ୱ ରେକର୍ଡ଼ଧାରୀ ଓଡ଼ିଆ ପୁଅ ସଚିନ

ଭୁବନେଶ୍ୱର: ଭାରତର ନି-ଷ୍ଟ୍ରାଇକର ଭାବରେ ପରିଚିତ ସଚିନ ବେହେରା ପାଞ୍ଚକେଜି ଏଙ୍କେଲ ୱେଟ୍ ବାନ୍ଧି ତିନି ମିନିଟ ଆଣ୍ଠୁ ପ୍ରଘାତ ବା ନି-ଷ୍ଟ୍ରାଇକ କରି ପୂର୍ବରୁ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ନାମରେ…
Read More...

କନିଷ୍ଠ ଗ୍ରନ୍ଥାଗାରିକ ପରୀକ୍ଷାରେ ଅନିୟମିତତା ଅଭିଯୋଗ, ନିରପକ୍ଷେ ତଦନ୍ତ ପାଇଁ ଦାବି ଜଣାଇଲା ଉତ୍କଳ ଗ୍ରନ୍ଥାଗାରିକ…

ଭୁବନେଶ୍ବର: ଓଡିଶା କନିଷ୍ଠ ଗ୍ରନ୍ଥାଗାରିକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟପାକ ଅନିୟମିତତା ଅଭିଯୋଗ ହୋଇଛି। ଏହାର ତଦନ୍ତ ପାଇଁ ଉତ୍କଳ ଗ୍ରନ୍ଥାଗାରିକ ସଂଘ ପକ୍ଷରୁ ଭୁବନେଶ୍ୱର ଓଡିଶା କର୍ମଚାରୀ ପ୍ରବରଣ ଆୟୋଗ…
Read More...

ମହଙ୍ଗା ପଡ଼ିଲା ନାବାଳକଙ୍କ ବାଇକ ଚାଳନା, ଜୋରିମାନା ବାବଦରେ ପୁଲିସ କାଟିଲା ୩୩,୫୦୦ ଟଙ୍କାର ଚାଲାଣ

ବୌଦ୍ଧ: ବୌଦ୍ଧ ଜିଲାରେ ସଡ଼କ ସୁରକ୍ଷା ନିୟମକୁ ବେଖାତିର କରୁଛନ୍ତି ଲୋକେ। ଯାହାଦ୍ବାରା ଜିଲ୍ଲାରେ ଦିନକୁ ଦିନ ସଡ଼କ ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଘଟଣାର ଶିକାର ହୋଇ ଅନେକ ବ୍ୟକ୍ତିଙ୍କ…
Read More...

ରକାନୀ ଗାଁର ଭୋଟର୍ ତାଲିକା ଗାଏବ, ମତଦାନରୁ ବଞ୍ଚିତ ହେବେ ୫୭ ଜଣ ଭୋଟର

ବଲାଙ୍ଗିର: ଭାରତୀୟ ସମ୍ବିଧାନ ଦେଶର ନାଗରିକମାନଙ୍କୁ ଅନେକ ଗୁଡିଏ ଅଧିକାର, ସୁବିଧା ଓ ସୁଯୋଗ ପ୍ରଦାନ କରିଥାଏ। ସେଥି ମଧ୍ୟରୁ ରାଜନୈତିକ ଅଧିକାରରେ ମତ ସାବ୍ୟସ୍ତ କରିବା ଓ ଦେଶ ଗଠନରେ ପ୍ରମୁଖ ଭୂମିକା ନାଗରିକମାନେ…
Read More...

ଏନଏସି ପ୍ରଶାସନ ସିଲ କଲା ପେଟ୍ରୋଲ ପମ୍ପ, ଟ୍ରେଡିଂ ଲାଇସେନ୍ସ ନ ଥିବା ୮ଟି ବ୍ୟବସାୟ ପ୍ରତିଷ୍ଠାନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସମି ଜୟଶ୍ରୀ ରେଡ଼ି ଏନଫୋର୍ସମେଣ୍ଟ ଅଧିକାରୀଙ୍କ ସହ ଅପରାହ୍ଣ ପ୍ରାୟ ୫ଟା ବେଳେ ରାଷ୍ଟ୍ରୀୟ ହିନ୍ଦୀ ବିଦ୍ୟାଳୟ ସଂଲଗ୍ନ ମାର୍କେଟ କମ୍ପ୍‌ଲେକ୍ସର ୮ଟି…
Read More...

ବିଶ୍ୱ ଶାନ୍ତି ପାଇଁ ହନୁମାନ ମହାଯଜ୍ଞ

ସମ୍ବଲପୁର: ବିଶ୍ୱ ଶାନ୍ତି ପାଇଁ ରବିବାର ଦିନ ସମ୍ବଲପୁର ଜିଲା ସ୍କୁଲ ଛକ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ଠାରେ ଶ୍ରୀ ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ସଙ୍କଟମୋଚନ ହନୁମାନ ମହାଯଜ୍ଞର ଉଦଯାପନ କାର୍ଯ୍ୟକ୍ରମ ଶେଷ…
Read More...

ପୁଲୱାମା ଶହୀଦଙ୍କୁ ବଜରଙ୍ଗ ଦଳର ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ବଜରଙ୍ଗ ଦଳ ସମ୍ବଲପୁର ଶାଖା ତରଫରୁ ୨୦୧୯ ମସିହାରେ ଆଜିର ଦିବସରେ ଆତଙ୍କବାଦୀଙ୍କ ଦ୍ୱାରା ଧୋକାର ଶିକାର ହୋଇ ଶହୀଦ ହୋଇଥିବା ବୀର ସୈନିକ ମାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ସୋମବାର…
Read More...

ନଳିନୀପ୍ରଭା ସ୍ମାରକୀ କ୍ରିକେଟ ଉଦ୍‍ଘାଟିତ

ଆଠଗଡ: ଆଠଗଡର ଅଗ୍ରଣୀ କ୍ରିକେଟ କ୍ଲବ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ମୁଖ୍ୟ କ୍ରୀଡାଙ୍ଗନରେ ତୃତୀୟ ନଳିନୀପ୍ରଭା ପଟ୍ଟନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ମ୍ୟାଚରେ ଆୟୋଜକ ଷ୍ଟାର…
Read More...

ତାଲିକାରେ ସ୍ଥାନ ପାଇନାହାନ୍ତି ନାହିଁ ୧୪୨ ଭୋଟର, ଉପଜିଲାପାଳଙ୍କଠାରେ ଅଭିଯୋଗ

ଟିଟିଲାଗଡ଼: ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ଗ୍ରାମ ପଞ୍ଚାୟତ ୱାର୍ଡ ନଂ ୩ର ଦାବଝର ଗ୍ରାମର ୧୪୨ ଜଣ ଭୋଟରଙ୍କୁ ମତଦାତା ସୂଚୀରୁ ବାଦ ଦିଆଯାଇଛି। କେବଳ ଉକ୍ତ ଗ୍ରାମର ୬ ଜଣଙ୍କୁ ହିଁ ମତଦାତା…
Read More...

ତାଲା ବନ୍ଦ ଘରରୁ ଲୁଟିଲେ ଦୁର୍ବୃତ୍ତ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ସ୍ଥିତ ବିବେକ ବିହାର ଘର ନଂ ଏମଆଇଜି ୯ ଭଡ଼ା ଘରେ ରହୁଥିବା ବିରଞ୍ଚି ନାରାୟଣ ପଣ୍ଡାଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ପୁଲିସ…
Read More...

ଠାକୁରମୁଣ୍ଡା ପଞ୍ଚାୟତ : ମଇଦାନରେ ୧୧ ସରପଞ୍ଚ, ୭ଜଣ ସମିତି ସଭ୍ୟ ପ୍ରାର୍ଥୀ

ଠାକୁରମୁଣ୍ଡା:ଚା’ ଖଟି ଠାରୁ ଆରମ୍ଭ କରି ଧାନଖଳା, ଆମ୍ବତଟା, ଗାଁର ତାସ ଖେଳର ଖଟି ପର୍ଯ୍ୟନ୍ତ ସବୁଠି ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଛି ଚର୍ଚ୍ଚା। କେଉଁଠି ପରିବର୍ତ୍ତନ ନେଇ ଭୋଟର ଅଙ୍କ କଷୁଛନ୍ତି ତ ? ଆଉ କେଉଁଠି…
Read More...

ଭୋଟ୍‍ ପ୍ରଚାର ବେଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ

ପିପିଲି:ଘରକୁ ଘର ବୁଲି ଭୋଟ୍‍ ପ୍ରଚାର କରୁଥିବା ବେଳେ ବିଜେଡି ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ଉପରେ ସୋମବାର ସନ୍ଧ୍ୟାରେ ଆକ୍ରମଣ ହୋଇଛି। ଏଥିରେ ଶ୍ରୀ ସାହୁ ଆହତ ହୋଇଥିବା ବେଳେ ଏହାକୁ ନେଇ ପ୍ରବଳ…
Read More...

ଟାମ୍ପରକେଲା ଗ୍ରାମ ପଞ୍ଚାୟତ: ସମାଧାନ ହେଉନି ପାନୀୟ ଜଳ, ରସ୍ତାଘାଟ ଓ ସ୍ୱାସ୍ଥ୍ୟ ସମସ୍ୟା

ରେଙ୍ଗାଲି: ଟାମ୍ପରକଲେ ଗ୍ରାମ ପଞ୍ଚାୟତ ସମ୍ବଲପୁର ଜିଲ୍ଲା ର ଅନ୍ୟତମ ପୁରାତନ ଗ୍ରାମ ପଞ୍ଚାୟତ ଅଟେ। ତେବେ ସ୍ୱାଧୋିନତା ର ୭୪ ବର୍ଷ ପରେ ବି ଏହି ଗ୍ରାମ ପଞ୍ଚାୟତ ରେ ଅନେକ ସର୍ବ ନିମ୍ନ ମୌଳିକ ସମସ୍ୟା ଅସମାହିତ ହୋଇ…
Read More...

ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ରାଜ୍ୟ ସଭାପତିଙ୍କ ପଞ୍ଚାୟତ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର: ମୋଦୀ ସରକାର ଶାସନ କ୍ଷମତାକୁ ଆସିବା ପରେ ଗ୍ରାମାଞ୍ଚଳର ସାମୁହିକ ବିକାଶ ପାଇଁ କାର୍ଯ୍ୟରତ। ଏଥିପାଇଁ ୧୪ଦଶ ଓ ୧୫ଦଶ ଅର୍ଥ କମିଶନ ଆଧାରରେ ମୋଦୀ ସରକାର ପ୍ରତ୍ୟେକ ପଂଚାୟତର ବିକାଶ ପାଇଁ ସିଧାସଳଖ…
Read More...

ଉତ୍କଳ ବିଶ୍ୱବିଦ୍ୟାଳୟ: ପୁଲୱାମା ଠାରେ ସହିଦ ହୋଇଥିବା ଯବାନଙ୍କ ପାଇଁ କଳା ବ୍ୟାଚ ପରିଧାନ, ଦୀପ ଲଗାଇ ଶ୍ରଦ୍ଧାଞ୍ଜଳି…

ଭୁବନେଶ୍ୱର: ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଉତ୍କଳ ବିଶ୍ୱବିଦ୍ୟାଳୟ ଶାଖା ତରଫରୁ ପୁଲୱାମା ସହିଦ ଦିବସ ପାଳନ ହୋଇଯାଇଛି। ୨୦୧୯ ମସିହା ଫେବୃଆରୀ ୧୪ରେ ପାକିସ୍ଥାନର ଆତଙ୍କବାଦୀ ମାନଙ୍କଦ୍ୱାରା ହୋଇଥିବା…
Read More...

ପୁଣି ଫେରିଲା ମମିତା ପ୍ରସଙ୍ଗ-ଗୃହରାଷ୍ଟ୍ର ମନ୍ତ୍ରୀଙ୍କର ସଂପୃକ୍ତି ଓ ଗୋପନୀୟ ଗସ୍ତର ତଦନ୍ତ ଦାବିକଲା କଂଗ୍ରେସ

ଭୁବନେଶ୍ୱର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ପୁଲିସ ଚାର୍ଜସିଟ ଦାଖଲ କରିଛି। ଏହି ହତ୍ୟାକାଣ୍ଡରେ ବିବାଦୀୟ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇ ନାହିଁ ।…
Read More...

ମହଙ୍ଗା ପଡିଲା ପତ୍ନୀଙ୍କ ପାଇଁ ପ୍ରଚାର, ଶିକ୍ଷକଙ୍କୁ ନିଲମ୍ବନ ପାଇଁ ଡିଇଓଙ୍କୁ ଚିଠି

ବଲାଙ୍ଗି: ପୁଇଁନ୍ତଲା ବ୍ଲକର ୧୭ ନମ୍ବର ଜିଲା ପରିଷଦ ପାଇଁ ବିଜେଡି ଦଳରୁ ପ୍ରାର୍ଥୀ ହୋଇଛନ୍ତି ଲିପିକା ପଧାନ। ଶ୍ରୀମତୀ ପଧାନଙ୍କ ପାଇଁ ତାଙ୍କ ଶିକ୍ଷକ ସ୍ୱାମୀ ତରଣୀସେନ ପଧାନ ସାମାଜିକ ଗଣମାଧ୍ୟମ ସହ ବ୍ୟକ୍ତିଗତ…
Read More...

ପୁଣି ବିବାଦରେ ବିଲେଇସର୍ଡା ପଞ୍ଚାୟତ, ନିର୍ବାଚନ ଆଚରଣବିଧି ଉଲଂଘନ

ବଲାଙ୍ଗିର: ପୁଣିଥରେ ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପଦ ନିଲାମ ଘଟଣା ଆଲୋଚନା ପରିସରକୁ ଆସିଛି। ମାମଲା ଶାନ୍ତ ପଡିବା ପରେ ପୂର୍ବ ଯୋଜନା ମୁତାବକ ମନ୍ଦିର କମିଟି ଟଙ୍କା ନେଇଛି। ଗୋଟିଏ ନୁହେଁ, ୨ଟି…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ପୁଲିସ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ:ବିଜେପି

ଭୁବନେଶ୍ୱର:ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କ୍ଷମତା ଅକ୍ତିଆର ପାଇଁ ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାରର ହୀନ ଉଦ୍ୟମ ଜାରି ରଖିଛି। ମିଛ ପ୍ରତିଶୃତିଠୁ ଆରମ୍ଭ କରି ଟଙ୍କା ବଣ୍ଟନ ଜରିଆରେ ଶାସକ ଦଳର ମନ୍ତ୍ରୀ…
Read More...

ଦାରୁଠେଙ୍ଗ ପଞ୍ଚାୟତ ନିର୍ବାଚନ: ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଆଶାୟୀ

ଭୂବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି। ସରପଞ୍ଚ ପ୍ରାର୍ଥୀ ଅକ୍ଷୟ କୁମାର ପାହାଡସିଂହ…
Read More...

ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷିତ, ଡ.ରମାକାନ୍ତ ରଥଙ୍କୁ ଆମ ଗୌରବ ସମ୍ମାନ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଦ୍ବାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ ୨୦୨୨ ମସିହା ପାଇଁ ଘୋଷଣା କରାଯାଇଛି। ସଂଗଠନର…
Read More...

ଶ୍ରୀମନ୍ଦିର କଟକଣା କୋହଳ-ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ ସାର୍ଟିଫିକେଟ

ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ପାଇଁ ଆଉ ଟିକେ କୋହଳ ହେଲା କଟକଣା। ଶ୍ରୀମନ୍ଦିରରେ ପ୍ରବେଶ କଟକଣା କୋହଳ ହୋଇଛି। ଏଣିକି ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିହେବ। ଫେବୃଆରୀ ୨୧ ପରେ ବିନା ଟିକା…
Read More...

ପଞ୍ଚାୟତ ନିର୍ବାଚନ: ଗ୍ରାମାଞ୍ଚଳରେ ସବୁ ଜମୁଛି ନେତାଙ୍କ ଭିଡ

ବୌଦ୍ଧ: ପଞ୍ଚାୟତ ନିର୍ବାଚନରେ ଏବେ ଗ୍ରାମାଞ୍ଚଳରେ ସବୁ ନେତାଙ୍କ ଭିଡ ଜମୁଛି। ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀମାନେ ଘର ଘର ବୁଲି ପ୍ରତି ପରିବାରକୁ ଭେଟି ମୁଣ୍ଡପିଛା ଭୋଟ ନେଇ ମୂଲଚାଲ ଆରମ୍ଭ କରୁଥିବା ଦେଖାଯାଇଛି।…
Read More...

ବୌଦ୍ଧ ଆର୍ଟସ ଟେମ୍ପୁଲ କରାଟେ ଆସୋସିଏସନର ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଶିବିର

ବୌଦ୍ଧ : ବୌଦ୍ଧ ଆର୍ଟସ ଟେମ୍ପୁଲ କରାଟେ ଆସୋସିଏସନର ପକ୍ଷରୁ ରବିବାର ରାମଲୀଳା ମନ୍ଦିର ପ୍ରାଙ୍ଗଣରେ ୭ମ ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଗ୍ରେଡିଙ୍ଗ ଟେଷ୍ଟରେ ୨୫ ଜଣ ଛାତ୍ରଛାତ୍ରୀ ଅଂଶ…
Read More...

କିଶଲିୟ ଦାସଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ବୁର୍ଲା: ବନ୍ୟଜନ୍ତୁ ସଂରକ୍ଷଣ ୨୦୨୧ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର, ଜଙ୍ଗଲ ଓ ପରିବେଶ ବିଭାଗ ଓଡ଼ିଶା ସରକାର ବରଗଡ଼ ବନ୍ୟ ବିଭାଗ ୬୭ତମ ବନ୍ୟଜନ୍ତୁ ସପ୍ତାହ ପାଳନ ଅବସରରେ ଡା. କିଶଲୟ ଦାସଙ୍କୁ ପ୍ରଦାନ କରାଯାଇଥିଲା।…
Read More...

ସୁଇଟର ୧୨ତମ ପ୍ରତିଷ୍ଠା ଉତ୍ସବ, ସ୍ପନ୍ଦନ ପଟ୍ଟନାୟକଙ୍କୁ କୁଳପତି ପୁରସ୍କାର

ବୁର୍ଲା: ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସୁଇଟ୍ ମହାବିଦ୍ୟାଳୟର ୧୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ସରକାରଙ୍କ ଦ୍ୱାରା ଲାଗୁହୋଇଥିବା କୋଭିଡ ନିୟମାବଳିକୁ ଅବଲମ୍ବନ କରି ମହାବିଦ୍ୟାଳୟ ପରିସରରେ ଥିବା…
Read More...

ମଞ୍ଚସ୍ଥ ହେଲା ନାଟକ ‘ଯୋଡ଼ା ଯାଆଁଳା’

ଭୁବନେଶ୍ୱର: ପ୍ରକୃତିରୁ ସୃଷ୍ଟି ଏ ଜୀବନଜଗତ। ଏହି ଜୀବନଜଗତକୁ ସୃଷ୍ଟି କରୁ କରୁ ପ୍ରକୃତି ଦ୍ୱାରା କିଛି ଅଦ୍ଭୂତ ସୃଷ୍ଟି ମଧ୍ୟ ହୋଇଛି। ଏପରି ସୃଷ୍ଟି ଏକ ‘ଯୋଡ଼ା ଯାଆଁଳା’। ଯାହାକୁ ଆଜି ବିଜ୍ଞାନ ଯୁଗରେ ଅଲଗା କଲେ…
Read More...

ଆଠଗଡ ବ୍ଲକ ଜିଲା ପରିଷଦ ଜୋନ-୩ ଓ ଅନନ୍ତପୁର ପଞ୍ଚାୟତରେ ପ୍ରଚାର ଜୋରଦାର

ଗୁରୁଡିଝାଟିଆ: ଆଠଗଡ ବ୍ଲକର ନବଗଠିତ ଅନନ୍ତପୁର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀଧର ସାମନ୍ତରାୟ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି। ଗାଁ ଗାଁରେ ଭୋଟରମାନଙ୍କୁ ଭେଟି ନିଜ ସପକ୍ଷରେ ମତଦାନ ପାଇଁ ଶକ୍ତି ସଂଗ୍ରହ…
Read More...

ଗ୍ରାମାଞ୍ଚଳରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ – ସମୀର ମହାନ୍ତି

ଭୂବନେଶ୍ୱର:ରାଜ୍ୟର ଅଧିକାଂଶ ଗ୍ରାମାଞ୍ଚଳରେ ବିଜୁଳି ଖୁଣ୍ଟ ଅଛି, କିନ୍ତୁ ଲାଇଟ ଜଳୁନାହିଁ। ଡ୍ରେନ ଓ ସ୍ୱେରେଜ ବ୍ୟବସ୍ଥା ନଥିବା କାରଣରୁ ରାସ୍ତା ଉପରେ ପାଣି ଜମା ରହୁଛି। ଆବର୍ଜନା ଓ ବର୍ଜ୍ୟବସ୍ତୁ ପରିଚାଳନାରେ ଫେଲ…
Read More...

ମମିତା ମାଗୁଛି ‘ନ୍ୟାୟ’

ବଲାଙ୍ଗିର: ନା-ମମିତା ମେହେର। ବୟସ-୨୪। ଗାଁ ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଝରନି। ସୁଚେନ୍ଦ୍ର ମେହେର ଓ ତୁଲାସୀ ମେହେରଙ୍କ ଝିଅ ମମିତା ଗତ ଅକ୍ଟୋବର ୮ ତାରିଖରେ ଘରୁ ବାହାରିଥିଲେ। ବସ୍ରେ ଚାନ୍ଦୋତରା ଯାଏ…
Read More...

ଦେଓଗାଁ ବ୍ଲକରେ ନରସିଂହଙ୍କ ନିର୍ବାଚନୀ ପ୍ରଚାର

ବଲାଙ୍ଗିର:ବର୍ତ୍ତମାନ ପଞ୍ଚୟତିରାଜ ବ୍ୟବସ୍ଥାରେ ଦୁର୍ନୀତି ଚାପି ଗଲାଣି। ବିକାଶ ପାଇଁ ଆସୁଥିବା ଅନୁଦାନର ସିଂହଭାଗକୁ ଦୁର୍ନୀତିଗ୍ରସ୍ତ ଲୁଟି ଖାଉଛନ୍ତି। ଏଣୁ ଦୁର୍ନୀତିମୁକ୍ତ ପଞ୍ଚାୟତ ଓ ଜିଲା ପରିଷଦ ଗଠନ ପାଇଁ…
Read More...

ପାତିସୁନାପୁରରେ ରାଜନୈତିକ ଆକ୍ରୋଶ: ନିଆଁ ଲଗାଇ ଜାଲ ସହ ଡ଼ଙ୍ଗାରେ ବ୍ୟବହୃତ ଯନ୍ତ୍ରାଂଶ ପୋଡ଼ି

ଗୋପାଳପୁର: ସୁନାପୁର ମେରାଇନ ଥାନା ଅନ୍ତର୍ଗତ ପାତିସୁନାପୁର ଗ୍ରାମରେ ରାଜନୈତିକ ଆକ୍ରୋଶ ରଖି ୱାସପୁଲି ଓଲେୟାଙ୍କ ଲକ୍ଷାଧିକ ଟଙ୍କା ଜାଲ ସମେତ ଡଙ୍ଗାରେ ବ୍ୟବହୃତ ଯନ୍ତ୍ରାଂଶ ପୋଡ଼ି ଦେଇଥିବା ନେଇ ଥାନାରେ ଲିଖିତ…
Read More...

ଝରିଗାଁ ନିର୍ବାଚନ ମଣ୍ଡଳି ବିଜେଡି ପାଇଁ ପାଲଟିଛି ସମ୍ମାନର ପ୍ରଶ୍ନ

ନବରଙ୍ଗପୁର:ନବରଙ୍ଗପୁର ଜିଲାର ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳି ପ୍ରତି ସମସ୍ତଙ୍କର ନଜର ରହିଛି। ଏଠାରୁ ଦୁଇଭାଇ ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ପ୍ରତିନିଧିତ୍ୱ କରୁଛନ୍ତି।…
Read More...

ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସରକାରୀ ସହାୟତା ପାଇଁ ଦାବୀ

ବାଲିଚନ୍ଦ୍ରପୁର: ବାଙ୍ଗାଲୋରରେ କାର୍ଯ୍ୟରତ ଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ରେଳ ଧାରଣାରେ କଟି ମୃତ୍ୟୁ ଘଟିଛି। ବଡ଼ଚଣା ବ୍ଲକ ରଇପୁର ପଞ୍ଚାୟତ ପାଥପୁର ଗ୍ରାମର ରାମ ଚନ୍ଦ୍ର ପଣ୍ଡାଙ୍କ ପୁଅ ଦୀନେଶ ପଣ୍ଡା(୨୯) କିଛି…
Read More...

ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତରେ ବିଜେପିର ପ୍ରଚାର

ଭୁବନେଶ୍ୱର: ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତରେ ଭାରତୀୟ ଜନତା ପାର୍ଟିର ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟ ଙ୍କ ପାଇଁ ପ୍ରଚାର କରିଥିଲେ…
Read More...

କେନ୍ଦୁଝର ଜିଲାର ୨୨ ନଂ ଜୋନ, ବିଜେପି-ବିଜେଡି ମଧ୍ୟରେ ଟକ୍କର ଜୋରଦାର

ପାଟଣା : କେନ୍ଦୁଝର ଜିଲାର ୨୨ ନଂ ଜୋନ ଅଞ୍ଚଳ ୬ଟି ପଞ୍ଚାୟତକୁ ନେଇ ଗଠିତ। କେନ୍ଦେଇପଶି, ଚାକୁଣ୍ଡପାଳ, ଟାଙ୍ଗରପଡା,ରାଜନଗର, ମୁରୁସୁଆଁ ଓ ତୁରୁମୁଙ୍ଗା ପଞ୍ଚାୟତ ଅଞ୍ଚଳକୁ ନେଇ ଏହି ଜୋନ ଗଠି। ଏହି ଜୋନରେ ଚଳିତ…
Read More...

ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ, ବାରଣ କଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନବେଳେ ବିବାଦୀୟ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଉପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଞ୍ଝାରପୁର…
Read More...

ଓଡ଼ିଶା ମୋସନ୍ ପିକ୍ଚର୍ ଆୱାର୍ଡ଼- ଶ୍ରେଷ୍ଠ ଅଭିନେତ୍ରୀ ଦିବ୍ୟାଦିଶା, ଶ୍ରୀତମ ଦାସ ଶ୍ରେଷ୍ଠ ଖଳନାୟକ

ଭୁବନେଶ୍ୱର : ମାସ୍ ଇଭେଣ୍ଟସ୍ ତରଫରୁ ଓଡ଼ିଶା ମୋସନ୍ ପିକ୍ଚର୍ ଆୱାର୍ଡ଼ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ…
Read More...

ପଥପ୍ରାନ୍ତ ନାଟକ ‘ଅଧିକାର ଅଭିଯାନ’ ମାଧ୍ୟମରେ ଜନ ସଚେତନତା ସୃଷ୍ଟି

ଭୁବନେଶ୍ୱର: ଆକ୍ସନଏଡ୍ ଓ ସିସିଡବ୍ଲ୍ୟୁଡିର ମିଳିତ ଆନୁକୁଲ୍ୟରେ ‘ଅଧିକାର ଅଭିଯାନ’ ମାଧ୍ୟମରେ ପଥପ୍ରାନ୍ତ ନାଟକ ‘ଆସ ଜାଣିବା’ ପ୍ରଦର୍ଶିତ ହୋଇଯାଇଅଛି। ଏହି ଅବସରରେ ଅଣସଂଗଠିତ ଶ୍ରମିକ ମାନଙ୍କର ସାମାଜିକ…
Read More...

ଛାତ୍ର ଜୀବନରୁ ଶେଷ ସମୟ ପର୍ଯ୍ୟନ୍ତ ସମାଜର ଅବହେଳିତ ଲୋକଙ୍କ ଲାଗି କାମ କରିଥିଲେ ବିଶିଷ୍ଟ ଶ୍ରମିକନେତା ଯୋଗେନ୍ଦ୍ରନାଥ…

ଭୁବନେଶ୍ୱର: ବିଶିଷ୍ଟ ସମାଜବାଦୀ ନେତା, ଶ୍ରମିକ ନେତା, କେନ୍ଦୁପତ୍ର କର୍ମଚାରୀ ସଂଘର ସାଧାରଣ ସମ୍ପାଦକ, ହିନ୍ଦ୍ ମଜଦୁର ସଭାର ସାଧାରଣ ସମ୍ପାଦକ, ଓଡ଼ିଶା ମେଡ଼ିକାଲ କର୍ମଚାରୀ ସଂଘର କାର୍ଯ୍ୟକାରୀ ସଭାପତି, ଓଡ଼ିଶା…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ- ଘର ଘର ବୁଲି ଭୋଟ ମାଗୁଛନ୍ତି ନେତା ଓ ପ୍ରାର୍ଥୀ

ଭୁବନେଶ୍ୱର : ଦିନକୁ ଦିନ ଜମୁଛି ପ୍ରଚାର। କୋଳାହଳ ହୋଇଉଠୁଛି ଗାଁ ଦାଣ୍ଡ। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ନିକଟତର ହେଉଛି, ରାଜନୈତିକ ହଟଚମଟ ସେତିକି ବୃଦ୍ଧି ପାଇବାରେ ଲାଗିଛି। ସାରା ରାଜ୍ୟରେ ଏବେ ଜୋରଦାର…
Read More...

ଓଡ଼ିଶାରେ ଏସସିଏସଟିଙ୍କ ପାଇଁ ସଂଖ୍ୟାନୁପାତିକ ୪୦ଭାଗ ସଂରକ୍ଷଣ, ପ୍ରଶାସନର ଚକ୍ରାନ୍ତ ଦ୍ୱାରା ହଡ଼ପ ହେଉଛି ସିଂହଭାଗ

ଭୁବନେଶ୍ୱର : ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅସ୍ପୃଶ୍ୟତା, ଅନଗ୍ରସରତା ଓ…
Read More...

‘କଳା ପାହାଡ଼’ ଭୂମିକାରେ ଅଭିନେତା ଚନ୍ଦନ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲଗୁଡ଼ିକ ବନ୍ଦ ହେବାକୁ ଲାଗିଲାଣି। ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜିବୀତ କରିବାକୁ ଅଣ୍ଟା ଭିଡ଼ିଛନ୍ତି…
Read More...

ଭୁବନେଶ୍ବର କୋର୍ଟ ପରିସର ନିକଟରେ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ

ଭୁବନେଶ୍ୱର : ମହାବୀର ମନ୍ଦିରର ବାର୍ଷିକ ଉତ୍ସବ କୋର୍ଟ ପରିସର ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ…
Read More...

ଆଇନ ଓ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ କରି ଭୋଟରମାନଙ୍କୁ ପ୍ରବଞ୍ଚନା କରିବା ଶାସକ ବିଜେଡିର ପୁରୁଣା ଅଭ୍ୟାସ: ବିଜେପି

ଭୂବନେଶ୍ୱର:ଏନଜିଓ (ବେସରକାରୀ ସଂସ୍ଥା)ମାନେ ପକ୍ଷଭୁକ୍ତ ହୋଇ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଆଇନ ବିରୋଧୀ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ। ଶାସନ କ୍ଷମତାର ଅପବ୍ୟବହାର କରି ସରକାରୀ…
Read More...

ସ୍ୱାମୀ ପ୍ରଣବାନନ୍ଦ ଏକ ଅମ୍ଲାନ ପ୍ରତିଭା

ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଦୀର୍ଘ ୬୦ବର୍ଷ ଧରି ଆର୍ଯ୍ୟ ସମାଜ, ସ୍ୱାମୀ ଦୟାନନ୍ଦ ଓ ବେଦମାତାଙ୍କର ବାର୍ତ୍ତା ପ୍ରଚାର କରୁଥିବା ପରିବ୍ରାଜକ ଆର୍ଯ୍ୟସନ୍ନ୍ୟାସୀ ସ୍ୱାମୀ ପ୍ରଣବାନନ୍ଦ ସରସ୍ୱତୀଙ୍କ ଚତୁର୍ଦ୍ଦଶାହ…
Read More...

୬ ହଜାର ୮ଶହ ଲିଟର ପୋଚ ନଷ୍ଟ ,୫୭୦ଲିଟର ଦେଶୀ ମଦ ଜବତ

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ ଏବଂ କୁଳାସର ଜଙ୍ଗଲରେ ଦେଶୀ ମଦ ରନ୍ଧା ହେଉଥିବାର ଖବର ପାଇ ଅବକାରୀ ବିଭାଗ ବେଗୁନିଆ ପୁଲିସ ସହାୟତାରେ ଆଜି ଚଢ଼ାଉ କରିଥିଲେ। ସେଠାରେ ୬ ହଜାର ୮ଶହ ଲିଟର ପୋଚ ନଷ୍ଟ…
Read More...

ବିଧାୟକଙ୍କ ଗାଡ଼ିରେ ଶାଢ଼ୀ, ଘେରିଲେ ବିରୋଧୀ

ନବରଙ୍ଗପୁର: ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାପଡାହାଣ୍ଡିବ୍ଳକର କଣ୍ଟାମାଳ ପଞ୍ଚାୟତର ରନ୍ଧାଗାଁରେ ଡାବୁଗାଁ ବିଜେଡି ବିଧାୟକ ମନୋହର ରନ୍ଧାରୀ ତାଙ୍କର ଗାଡିରେ ଶାଢୀ, ଗାମୁଛା ଓ ମଦ ବୋତଲ…
Read More...

ସାହିତ୍ୟିକ ପ୍ରଫେସର ପଞ୍ଚାନନ ମିଶ୍ରଙ୍କ ପରଲୋକ

ସମ୍ବଲପୁର: ପ୍ରବୀଣ ସାହିତ୍ୟିକ, କବି ଇଂରାଜୀ ପ୍ରଫେସର ଡ. ପଞ୍ଚାନନ ମିଶ୍ରଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳେ ପରଲୋକ ହୋଇଯାଇଛି। କିଛିଦିନ ତଳେ ଦିଲ୍ଲୀରେ ତାଙ୍କର ହୃଦ୍‌ ଅ‌େସ୍ତ୍ରାପଚାର କରାଯାଇ ପେସ୍‌ମେକର୍‌…
Read More...

ପାଟଣା ଅବକାରୀ ବିଭାଗ ର ଚଢାଉ, ଚୋରା ମଦ ସହ ୪ ଗିରଫ

ପାଟଣା: କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଆଜି ସଂଧ୍ୟାରେ ଅବକାରୀ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୩ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି। ଚଢ଼ାଉ ସମୟରେ…
Read More...

ଗଛକୁ ଧକ୍କା ଦେଲା କାର, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-କରଞ୍ଜିଆ ରାସ୍ତାର ୫୩ ନଂ ରାଜ୍ୟ ରାଜପଥ  ଚାଇଁବାଇଁଶ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଆଜି ଏକ କାର ଠାକୁରମୁଣ୍ଡା ପଟୁ…
Read More...

ଆର୍ଥିକ ଦୁର୍ବଳ ଓ ଗରୀବ ଲୋକଙ୍କୁ ବାସହୀନ କରି ରଖିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି:ସମୀର…

ଭୂବନେଶ୍ୱର: ଫନୀ ବାତ୍ୟାର ୨୪ ଘଣ୍ଟା ଭିତରେ ମୋଦି ସରକାର କେନ୍ଦ୍ରରୁ କ୍ଷତିଗ୍ରସ୍ତ ବାସହୀନଙ୍କ ଘର ନିର୍ମାଣ ବାବଦରେ ହଜାର ହଜାର କୋଟି ଟଙ୍କା ପଠାଇଥିଲେ, ଯାହାକୁ ପ୍ରକୃତ ଗରୀବ ବାସହୀନଙ୍କ ପାଖକୁ ଆଜି ପର୍ଯ୍ୟନ୍ତ…
Read More...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌, ଓଡ଼ିଶାର ବିଭିନ୍ନ ଜନଜାତିଙ୍କର କେଶବିନ୍ୟାସ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ…
Read More...

ଲିଖିତ ପରୀକ୍ଷା ଦେଲେ ସରପଞ୍ଚ ପ୍ରାର୍ଥୀ, ଗ୍ରାମସଭାରେ ପ୍ରକାଶ ପାଇବ ଫଳାଫଳ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ଡ। ଲିଖିତ ଓ ମୌଖିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ଆଶାୟୀ ହୋଇପାରିବ ସରପଞ୍ଚ। ଏଭଳି ନିଷ୍ପତ୍ତି ନେଇଛନ୍ତି କୁତ୍ରା ପଞ୍ଚାୟତବାସୀନ୍ଦା। ୯ଜଣ ସରପଞ୍ଚ…
Read More...

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ୨ହଜାର ପୃଷ୍ଠା ସମ୍ବଳିତ ଫାଇନାଲ ଚାର୍ଜସିଟ ଦାଖଲ ପୁଲିସ

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା। କୋର୍ଟରେ ଫାଇନାଲ ଚାର୍ଜସିଟ ଦାଖଲ କରିଛି ସିନ୍ଧେକେଲା ପୁଲିସ। ଫାଇନାଲ ଚାର୍ଜସିଟ ଦାଖଲ ନେଇ ବଲାଙ୍ଗିର ପୁଲିସ ପକ୍ଷରୁ ସୂଚନା ଦେଇଛି। ବଲାଙ୍ଗିର ପୁଲିସ…
Read More...

ଗଞ୍ଜେଇ ମାଫିଆର ସମ୍ପତ୍ତି ବାଜ୍ୟାପ୍ତ ପାଇଁ ନିର୍ଦ୍ଦେଶ 

ମୋହନା: ଅଡବା ପୁଲିସର ବଡ ସଫଳତା । ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ଗାଁର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକ ଗତ ୫ ବର୍ଷ ମଧ୍ୟରେ ନିଜ କଳା ସାମ୍ରାଜ୍ୟର ବିସ୍ତାର କରି ବେଆଇନଭାବେ ଗଞ୍ଜେଇ ଦିଲ୍ଲୀ,…
Read More...

ତିଲେଶ୍ୱର ପଞ୍ଚାୟତ: ପ୍ରାର୍ଥୀଙ୍କୁ ଦ୍ୱନ୍ଦ୍ବରେ ପକାଇଛି ଭୋଟରଙ୍କ ନିରବତା

ହରଭଙ୍ଗା: ଆଉ ଦିନ କେଇଟା ପରେ ପଂଚାୟତ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ମତଦାନ ସମୟ ପାଖେଇ ଆସୁଥିବାବେଳେ ସବୁଠି ଭୋଟରଙ୍କ ନୀରବତା ଏଥର ପ୍ରାର୍ଥୀଙ୍କୁ ଦ୍ୱନ୍ଦ୍ବରେ ପକାଇଛି। ଏଥର ନିର୍ବାଚନୀ ପାଣିପାଗ ସବୁ…
Read More...

ବିଦ୍ୟୁତ ସଟ ସର୍କିଟ, ଜଳିଗଲା ୩ ବଖରା ଘର

ମୋହନା: ବିଦ୍ୟୁତ ସଟ ସର୍କିଟ ଘଟି ୩ ପରିବାରର ଗୋଟିଏ ଲେଖାଏଁ ବଖରା ପୋଡ଼ି ଭସ୍ମୀଭୁତ ହୋଇଯାଇଛି। ଘଟଣା ଘଟିଛି ମୋହନା ବ୍ଳକ ଅନ୍ତର୍ଗତ ବଡ ସିଦ୍ଧବା ପଞ୍ଚାୟତ ଅଧିନ ବାରିଆବନ୍ଧ ଗ୍ରାମରେ। ଶନିବାର ଅପରାହ୍ନ ସମୟରେ…
Read More...