ରେଙ୍ଗାଲିରେ ପୋଲିଂ ଅଧକାରୀଙ୍କ ପାଇଁ ତାଳିମ ଶିବିର

ରେଙ୍ଗାଲି: ରେଙ୍ଗାଲି ବ୍ଳକରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିଚାଳନା ପାଇଁ ନିୟୋଜିତ ହୋଇଥିବା ପ୍ରିଜାଇଡିଂ ଅଫିସର ଏବଂ ପୋଲିଂ ଅଫିସରମାନଙ୍କ ପାଇଁ ଆୟୋଜିତ ଦୁଇ ଦିନିଆଁ ତାଳିମ ଶିବିର ଆଜି…
Read More...

ଲଇଡା ଏବଂ ଟାମ୍ପରକେଲା ପଞ୍ଚାୟତରେ ବିଜେଡି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ରେଙ୍ଗାଲି: ବିଜୁ ଜନତା ଦଳ ପକ୍ଷରୁ ରେଙ୍ଗାଲି ଜୋନ୍(୨) ଜିଲ୍ଲା ପରିଷଦ ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ଦେନାରାୟଣ ତିଓାରୀ ଦଳିୟ ନେତା ଏବଂ କର୍ମୀ ମାନଙ୍କ ସହିତ ଲଇଡା, ଟାମ୍ପରକେଲା ଏବଂ ରେଙ୍ଗଲୋଇ ଗ୍ରାମ…
Read More...

ଝାଙ୍କରପାଲି ଓ କତରବଗା ପଞ୍ଚାୟତ; କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର

ରେଙ୍ଗାଲି: ରେଙ୍ଗାଲି ଜୋନ୍(୨)ରେ କଂଗ୍ରେସ ଦଳରୁ ଜିଲା ପରିଷଦ ଅସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସରୋଜ ପୂଜାରୀ ଦଳିୟ ନେତା ଏବଂ କର୍ମୀଙ୍କ ଗହଣରେ ଝାଙ୍କରପାଲି ଏବଂ କତରବଗା ପଞ୍ଚାୟତ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ…
Read More...

ଭାରତ ବିଶ୍ୱଗୁରୁ ରହି ଆସିଛି: ରମେଶ ପୋଖରିଆଲ୍‍

ଭୁବନେଶ୍ୱର: ଭାରତ ବହୁ ପୂର୍ବରୁ ବିଶ୍ୱକୁ ନେତୃତ୍ୱ ଦେଇ ଆସୁଥିଲା ଏବଂ ଏକବିଂଶ ଶତାବ୍ଦୀରେ ଭାରତ ମଧ୍ୟ ବିଶ୍ୱର ନେତୃତ୍ୱ ନେବ ବୋଲି ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ପୋଖରିଆଲ୍‍ ନିଶଙ୍କ…
Read More...

ମାଓବାଦୀଙ୍କ ବିସ୍ପୋରଣରେ ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ ୧୩ଲକ୍ଷ ଟଙ୍କା ସହାୟତା ରାଶି

ଭୁବନେଶ୍ୱର: ବିସ୍ଫୋରଣରେ ମୃତ ସାମ୍ବଦିକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା ହୋଇଛି। ଆଜି ମୃତ ସାମ୍ବାଦିକଙ୍କ ପରିବାର ଲାଗି ୧୩ଲକ୍ଷର ଅନୁକମ୍ପା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତ ସାମ୍ବାଦିକଙ୍କ…
Read More...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର, ଓଡ଼ିଶାର ଭୂମିଜ ଜନଜାତି

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ…
Read More...

ପ୍ରାଗ୍‌ ଐତିହାସିକ ଯୁଗ ନୂତନ ପ୍ରସ୍ତର ସଂସ୍କୃତିର ବିକାଶ

ଭୁବନେଶ୍ୱର: ଆଠଗଡ଼ ପାଟଣା ଗ୍ରାମ ନିକଟସ୍ଥ ନାଗରୀ ପାହଡ଼ରୁ ତେଲୁଗୁ ଏବଂ ଓଡ଼ିଆ ମିଶ୍ରିତ ୬୫୭ଟି ଅକ୍ଷର ଥିବା ଏକ ଶିଳାଲିପିର ସନ୍ଧାନ କରାଯାଇଛି। ଶିଳାଲିପି ବ୍ୟତୀତ ନାଗରୀ ପାହାଡ଼ ପାଦଦେଶରେ ଅନେକ ଖପରା ମଧ୍ୟ…
Read More...

୨୦୨୨ କେନ୍ଦ୍ରୀୟ ବଜେଟ: ‘ଅମୃତ କାଳରେ ମଳିନ ଭାରତର ଚିତ୍ର’

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ ଏପରି ସମୟରେ ଆଗତ କରାଯାଇଛି ଯେତେବେଳେ ଦେଶର ସଂଖ୍ୟାଗରିଷ୍ଠ ମଣିଷ ରୋଜଗାର ହରାଇଛନ୍ତି। ଜୀବନ ଓ ଜୀବିକା ବଞ୍ଚାଇବା ପାଇଁ ଛଟପଟ ହେବା ସହିତ ନୀତିଦିନିଆ ନ୍ୟୁନତମ ଆବଶ୍ୟକତା ମେଣ୍ଟାଇବା…
Read More...

ସରକାର ମହିଳାଙ୍କ ବିବାହ ବୟସ ୨୧ବର୍ଷକୁ ବୃଦ୍ଧି କରି ଏକ ଉନ୍ନତ ସମାଜ ଗଠନ ଦିଗରେ ଦୃଢ ପଦକ୍ଷେପ ନେଇଛନ୍ତି

ଭୁବନେଶ୍ୱର : ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡ଼ିଗ୍ରୀ କଲେଜ ପରିସରରେ ଅଫ୍ଲାଇନ୍ ଓ ଅନଲାଇନ ମାଧ୍ୟମରେ ସ୍ୱର, ଭାରତୀୟ ସ୍ତ୍ରୀ ଶକ୍ତି ଓଡ଼ିଶା ଶାଖା, ମାଧ୍ୟମ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ତରଫରୁ ମହିଳାମାନଙ୍କ…
Read More...

ଆୟ ବହିର୍ଭୂତ ସମ୍ପତ୍ତି ଠାବ. ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟଯନ୍ତ୍ରୀ ରବି ନାରାୟଣ ପୃଷ୍ଟିଙ୍କୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି। ଭୁବନେଶ୍ବର ସ୍ବତନ୍ତ୍ର ଦୁର୍ନୀତି…
Read More...

ପିସିସି ପକ୍ଷରୁ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଉତ୍ସବ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଭୁବନେଶ୍ୱର ରାଜଭବନ ଛକ ଠାରେ…
Read More...

ବର୍ଷା ସାଙ୍ଗକୁ କୁଆପଥର ମାଡ, ଭିଜିଲା ଶହ ଶହ ଧାନ ବସ୍ତା

ତେଲକୋଇ: ତେଲକୋଇ ବ୍ଲକରେ ଶୁକ୍ରବାର ଦିନ ଦିନସାରା ପାଗ ମେଘୁଆ ରହିଥିବା ବେଳେ ଦିନ ସାରା ବର୍ଷା ଲାଗି ରହିଥିଲା। କିଛି ସ୍ଥାନରେ ପ୍ରବଳ କୁଆପଥର ମାଡ ହୋଇଥିବା ଦେଖିବାକୁ ମିଳିଛି। ସାରା ବ୍ଲକରେ ଦିନତମାମ ମେଘୁଆ ପାଗ…
Read More...

ମଦ ଜବତ ମାମଲା ରଫାଦଫା ପାଇଁ ଲାଞ୍ଚ, ଧରା ପଡିଲେ ସହକାରୀ ଉପ ନିରୀକ୍ଷକ

ଭୁବନେଶ୍ୱର: ମଞ୍ଚେଶ୍ବର ଥାନା ପୁଲିସ ଗୁରୁବାର ଚଢଉ କରି ମଦ ଜବତ କରିଥିଲା। ମାତ୍ର ଜବତ ମଦକୁ ଛାଡିଦେବା ଏବଂ ମାମଲା ରଫାଦଫା କରିବା ଲାଗି ୫ ହଜାର ଟଙ୍କା ନେଉଥିବା ବେଳେ ଦୁର୍ନୀତି ନିବାରଣ ଅଧିକାରୀମାନେ ଥାନାର…
Read More...

ହକି ଇଣ୍ଡିଆର ୧୧ତମ ଜାତୀୟ ଚାମ୍ପିଅନସିପ୍: କନିଷ୍ଠ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଟିମକୁ ରାଉରକେଲାରେ…

ରାଉରକେଲା: ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ୧୧ତମ ଜାତୀୟ ଚାମ୍ପିଅନସିପ-୨୦୨୧ର କନିଷ୍ଠ ପୁରୁଷ ବର୍ଗରେ ଭାଗନେଇ ଓଡ଼ିଶା ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ତେଣୁ ଏହି ଟିମର ସମସ୍ତ…
Read More...

ମିଲର୍ସଙ୍କ ଟଙ୍କାରେ ପଞ୍ଚାୟତ ନିର୍ବାଚନ ଲଢୁଛି ବିଜେଡି : ପ୍ରଦୀପ ପୁରୋହିତ୍

ଭୂବନେଶ୍ୱର:ରାଜ୍ୟରେ ବିଜେଡି ସରକାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମସଗୁଲ୍ ଥିବାବେଳେ ମିଲର୍ସମାନଙ୍କ ଅକ୍ତିଆରରେ ମଣ୍ଡି ଏବଂ ସରଳ ଚାଷୀ। ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଶାସକ ବିଜେଡିକୁ ୫୦୦ କୋଟି ଟଙ୍କାର…
Read More...

ଓଡ଼ିଆ ଜାତିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ସଦାଚେଷ୍ଟିତ ଥିଲେ ମଧୁବାବୁ

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ଉତ୍କଳଗୌରବ ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତୀୟତାର ଜନକ ତଥା ନବଜାଗରଣର ପ୍ରବର୍ତ୍ତକ ମଧୁବାବୁଙ୍କର ବଳିଷ୍ଠ ନେତୃତ୍ୱ ଏ ଜାତିର ଜୀବନଧାରାକୁ ସଂଜୀବିତ କରି ଏହାକୁ…
Read More...

ଓବିସିଙ୍କୁ ପ୍ରତାରଣା କରିଛନ୍ତି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର:କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅପାରଗତା, ଇଚ୍ଛା ଶକ୍ତିର ଅଭାବ, ସର୍ବୋପରି ଓବିସି ମାନଙ୍କ ପ୍ରତି ହୋଇଥିବା ଚଞ୍ଚକତା ପାଇଁ ରାଜ୍ୟର ବୃହତ୍ତର ବର୍ଗ (ଓବିସି )ତାଙ୍କର ସାମ୍ବିଧାନିକ ପ୍ରଦତ୍ତ ଅଧିକାର…
Read More...

ସଙ୍କୁଲୋଇ ପଞ୍ଚାୟତ, ବିକାଶକୁ ନେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ହରଭଙ୍ଗା;ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ଗାଁରେ ରାଜନୈତିକ ପ୍ରତିଦ୍ୱନ୍ଦିତା ଜୋରଧରିଲାଣି। ଘର ଘର ବୁଲି ପ୍ରାର୍ଥୀ ଭୋଟ ଭିକ୍ଷା କରିବା ପ୍ରକିୟା ମଧ୍ୟ ଜୋରସୋରରେ ଆରମ୍ଭ ହେଲାଣି। ନିର୍ବାଚନ ଜିତିଲେ…
Read More...

ଆସନ୍ତା ୭ରୁ ଖୋଲିବ ଭୁବନେଶ୍ବର ଏମ୍‌ସ ଓପିଡି

ଭୁବନେଶ୍ବର: ବନ୍ଦ ରହିଥିବା ଭୁବନେଶ୍ବର ଏମ୍‌ସ ଓପିଡି ଆସନ୍ତା ୭ରୁ ଖୋଲିବ। କୋଭିଡ ସଂକ୍ରମଣ କମିବା ଓ ଲୋକଙ୍କ ଆବଶ୍ୟକତାକୁ ଦେଖି ନିଷ୍ପତ୍ତି ନିଆଯାଇଛି। ସବୁ ଡିପାର୍ଟମେଣ୍ଟକୁ ଓପିଡି ସିଡ୍ୟୁଲ ପାଳନ ପାଇଁ ଏମ୍‌ସ…
Read More...

ଫେରାର ଅଭିଯୁକ୍ତ ଅନ୍ୟତ୍ରଯାଇ କରିଥିଲେ ଚା’ ଓ ଜଳଖିଆ ଦୋକାନ, ୱାରେଣ୍ଟ ବଳରେ ଗିରଫ କଲା ଅତାବିରା ପୁଲିସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅଧୀନରେ ଅପରାଧ ଘଟାଇବାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ୨ ଅଭିଯୁକ୍ତ। ସେମାନଙ୍କୁ ଧରିବା ପାଇଁ ଅତାବିରା ପୁଲିସ ପକ୍ଷରୁ ଜାରି କରିଥିଲା ୱାରେଣ୍ଟ, କିନ୍ତୁ ସେମାନଙ୍କର କୌଣସି…
Read More...

ଜାମତରା ଗ୍ୟାଙ୍ଗ, ୭ ରାଜ୍ୟରେ ୫୫ ଠକେଇ

ଭୁବନେଶ୍ବର: ଜାମତରା ଗ୍ୟାଙ୍ଗ ସଦସ୍ୟଙ୍କ ରିମାଣ୍ଡ ପରେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇ କହିଛନ୍ତି ଯେ ରିମାଣ୍ଡରେ ମାଷ୍ଟରମାଇଣ୍ଡ ସମ୍ପର୍କରେ ସୁରାକ ମିଳିଛି। ଝାଡ଼ଖଣ୍ଡରେ ରହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଅପରେଟ…
Read More...

ବେଆଇନ କଂସେଇ ଖାନା ଉପରେ ଚଢ଼ଉ : ଗାଈ ଉଦ୍ଧାର, ମାଂସ ଜବତ ଓ ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ବେଆଇନ ଭାବରେ ବର୍ବରୋଚିତ ଭାବରେ ଗୋହତ୍ୟା, ବେଆଇନ ଗୋରୁ ଚୋରା ଚାଲାଣ, ଗୋ ମାଂସ ବିକ୍ରି ହେଉଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ପୁଲିସ ପକ୍ଷରୁ ସକ୍ରିୟତା ଦେଖାଯାଇ ଏକ ଚଢ଼ଉ ଅଭିଯାନ ଗୁରୁବାର…
Read More...

୩୮ ଲିଟର ବିଦେଶୀ ମଦ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ଲାଣ୍ଡିବନ୍ଧ ନିକଟରେ ବୌଦ୍ଧ ପୁଲିସ ଗୁରୁବାର ସନ୍ଧ୍ୟାରେ ଚଢାଉ କରି ୩୮.୩୪୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ଏକ ବାଇକକୁ ଜବତ…
Read More...

ବଲାଙ୍ଗିର ଜିଲା ଦୌରାଜଜ ନ୍ୟାୟାଳୟରୁ ଏସି କେବୁଲ ଚୋରି, ୨ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲା ଦୌରାଜଜ ନ୍ୟାୟାଳୟ ପରିସରରୁ ଏସି(ଶୀତତାପ ନିୟନ୍ତ୍ରିତ ଯନ୍ତ୍ର)ର କେବୁଲ ଚୋରି ଘଟଣାରେ ସ୍ଥାନୀୟ ସହରାଞ୍ଚଳ ପୁଲିସ ୨ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ଗତ ୧ ତାରିଖ…
Read More...

ଗୋଧିହୁଡି ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ, ଜାମୁଯୋଡି ଚମ୍ପିଆନ

ତେଲକୋଇ: ତେଲକୋଇ ବ୍ଲକ ଭୀମକାଣ୍ଡ ପଞ୍ଚାୟତ ଅନ୍ତର୍ଗତ ଗୋଧିହୁଡି ଗ୍ରାମରେ ବୁଧବାର ଦ୍ବିତୀୟ ବାର୍ଷିକ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ…
Read More...

ପଞ୍ଚାୟତ ନିର୍ବାଚନ: ଜମୁଛି ପ୍ରଚାର, ଗାଁ ଗାଁ ରେ ଭୋଜିଭାତର ଆସର

ରେଙ୍ଗାଲି: ପଞ୍ଚାୟତ ନିର୍ବାଚନ ଯେତିକ ପାଖେଇ ଆସୁଛି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ପ୍ରଚାର ସେତିକି ଜମୁଛି। ସାମାଜିକ ଗଣମାଧ୍ୟମରେ ପ୍ରଚାର ଜୋରସୋରରେ ଚାଲିଥିବା ବେଳେ ପ୍ରାର୍ଥୀମାନେ…
Read More...

ରେଳ ଧାରଣାରେ କଟି ଯୁବକର ଶୋଚନୀୟ ମୃତ୍ୟୁ

ରେଙ୍ଗାଲି:ସମ୍ବଲପୁରରୁ ଝାରସୁଗୁଡା ଫାଟକ ସଂଯୋଗ କରୁଥିବା ରେଲ ଲାଇନର ରେଙ୍ଗାଲି ଷ୍ଟେସନ ଆଗରେ ଥିବା ଲେଭଲ୍ କ୍ରସିଂରୁ ପ୍ରାୟ ୧୫୦ ମିଟର ଦୂରତାରେ ଆଜି ଜନୈକ ଯୁବକ ରେଲ ଧାରଣା କଟି ଶୋଚନୀୟ ମୃତ୍ୟୁ ବରଣ କରିଥିବା…
Read More...

ପ୍ରାଥମିକ ଶିକ୍ଷାର ଗତି କୁଆଡେ; ୫ଟି ଶ୍ରେଣୀ ପାଇଁ ଜଣେ ଶିକ୍ଷକ

ରେଙ୍ଗାଲି: ସରକାର ସମସ୍ତଙ୍କ ପାଇଁ ପ୍ରାଥମିକ ଶିକ୍ଷା ବାଧ୍ୟତା ମୂଳକ ବୋଲି ନିୟମ ପ୍ରଣୟନ କରି ଶିକ୍ଷାକୁ ମୌଳିକ ଅଧିକାର ପର୍ଯ୍ୟାୟଭୁକ୍ତ କରିଛନ୍ତି। ତେବେ ବିଡମ୍ବନାର ବିଷୟ ଯେ ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍…
Read More...

ସ୍କୁଲକଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବା ନେଇ କେନ୍ଦ୍ର ସରକାର ଜାରି କଲେ ନୂଆ ମାର୍ଗଦର୍ଶିକା

ଭୁବନେଶ୍ବର: ଦେଶରେ ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ଖୋଲିବା ନେଇ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି: ବିଜେପି

ଭୂବନେଶ୍ୱର:ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବାଧ, ନିରପେକ୍ଷ, ଭୟମୁକ୍ତ ହେବା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶାସନ କ୍ଷମତା ଏବଂ ସରକାରୀ କଳ ଓ ବଳକୁ ଅପବ୍ୟବହାର କରି ଶାସକ ବିଜେଡି ଭୋଟରମାନଙ୍କୁ…
Read More...

ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ଅଭିଯୋଗ ଫର୍ଦ୍ଦ ଉନ୍ମୋଚିତ

ଭୁବନେଶ୍ୱର: ରାଜ୍ୟର ୩୦ଲକ୍ଷ ପରିବାର ୬୦ ହଜାର କୋଟି ଟଙ୍କାର ଚିଟଫଣ୍ଡ ଲୁଟ ସ୍କାମରେ ସିବିଆଇର ସଂଦେହ ଜନକ ଶିଥିଳତା, ପାରଦ୍ୱୀପ ବନ୍ଦରର ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ଓ ନିଳାଚଳ ଇସ୍ମାତ ନିଗମ ବିକ୍ରି ଭଳି ରାଜ୍ୟର…
Read More...

ରାଜ୍ୟରେ ୭ରୁ ଖୋଲିବ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର: ରାଜ୍ୟରେ ଫେବୃଆରୀ ୭ରୁ ସ୍କୁଲ, କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବ। ସେହିପରି ଫେବୃଆରୀ ୧୪ରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ ବୋଲି ମୁଖ୍ୟଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସୂଚନା…
Read More...

କୋଭିଡ ସଂକ୍ରମିତ ଥିଲେ ବି କରିହେବ ଅସ୍ତ୍ରୋପଚାର

କୋଭିଡ ପଜିଟିଭ ଥିଲେ ବି ଜରୁରୀ ଅସ୍ତ୍ରୋପଚାର କରାଯାଇପାରିବ। ପୂର୍ବରୁ ଏ ନେଇ ବାରଣ ଥିଲା। ନୂଆ ଗବେଷଣା ଅନୁସାରେ ଅନୁମତି ଦିଆଯାଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲା ସୂଚନା…
Read More...

ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମୁଖ୍ୟଯନ୍ତ୍ରୀ ରବିନାରାୟଣ ପୃଷ୍ଟିଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ରେଡ୍‌ କରୁଛି ଭିଜିଲାନ୍ସ। ଭୁବନେଶ୍ବର ଘର,…
Read More...

ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ-ଅଶ୍ବିନୀ ବୈଷ୍ଣବ

ନୂଆଦିଲ୍ଲୀ: ଓଡ଼ିଶାକୁ ରେଳ ବଜେଟ ଅନୁଦାନ ନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଓଡ଼ିଶାକୁ ଇତିହାସରେ ସର୍ବାଧିକ ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।…
Read More...

ମଧ୍ୟମ ବର୍ଗ ଓ ଗରୀବ ଶ୍ରେଣୀର ଜନତାଙ୍କ ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ: ମୁଖ୍ୟମନ୍ତ୍ରୀ

ଭିତ୍ତିଭୂମି ଓ ପ୍ରଯୁକ୍ତି ଭିତ୍ତିକ ଅଭିବୃଦ୍ଧି ଉପରେ ଗୁରୁତ୍ୱକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ଓଡ଼ିଶା ଉପେକ୍ଷିତ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…
Read More...

ଶୁଦ୍ଧକ୍ରିୟା ଘରକୁ ଯାଉଥିବା ବେଳେ ଦୁର୍ଘଟଣା : ୨ମୃତ,୧ ଗୁରୁତର

ରେଙ୍ଗାଲି: ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ର୪ାଜପଥ ର ଠାଲକୋଲୋଇ ଛକ ରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟାସମୟରେ ଏକ ସଡକ ଦୁର୍ଘଟଣା ଘଟି ଦୁଇ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ…
Read More...

୫୦ କିଲୋ ଗଞ୍ଜେଇ ସହ କାର ଜବତ, ୩ ଗିରଫ

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ବାରକୁଡା ଛକ ନିକଟରେ ବୌଦ୍ଧ ପୁଲିସ ଚଢାଉ କରି ୫୦ କିଲୋ ଗଞ୍ଜେଇ ସହ ଏକ କାର ଓ ୨ଟି ମୋବାଇଲକୁ ଜବତ କରିଛି। ଗଞ୍ଜେଇ ଚାଲାଣ ଅଭିଯୋଗରେ ପୁଲିସ ୩ ଜଣଙ୍କୁ ଗିରଫ ପରେ କୋର୍ଟ ଚଲାଣ…
Read More...

ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ସାମିଲ; ଆକର୍ଷିତ କଲା ନବୀନଙ୍କ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ

ଭୁବନେଶ୍ୱର: ଜୟପୁର ବିଧାନସଭା ଏବଂ ବୋରିଗୁମ୍ମା ବ୍ଲକର ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ଆଜି ବିଜେଡିରେ ସାମିଲ ହୋଇଛନ୍ତି। ସ୍ଥାନୀୟ ବିଜୁ ଯୁବ ଜନତାଦଳ କାର୍ଯ୍ୟାଳୟ ଠାରେ ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଓ…
Read More...

ପୁଣି କୂଳ ଖାଇଲା ବୈତରଣୀ ନଦୀ, ଧସିଲା ୩ଶହଫୁଟର ସୁରକ୍ଷାବନ୍ଧ

ଆରଡି: ଭଦ୍ରକ ଜିଲା ଆରଡି ନିକଟସ୍ଥ ବୋଡକ ଖେଳପଡିଆ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ବୈତରଣୀ ପୁଣି କୂଳ ଖାଇଛି। ଗତକିଛିଦିନର ବ୍ୟବଧାନ ପରେ ମଙ୍ଗଳବାର ସକାଳୁ ବୈତରଣୀନଦୀର ପ୍ରାୟ ୩ଶହ ଫୁଟର…
Read More...

ପ୍ରାକୃତିକ ଦୁଃଖ ପରେ ଦାଉ ସାଜିଛି ମିଲରଙ୍କ ମନମାନି, ମଣ୍ଡି ସୁଚାରୁରୁପେ ଚାଲୁନଥିବା ନେଇ ବଡ଼ମ୍ବାରେ ଚାଷୀ ଅସନ୍ତୋଷ

ବଡ଼ମ୍ବା: ଚଳିତ ଖରିଫ ଧାନ ସଂଗ୍ରହନେଇ ମଣ୍ଡିରେ ମିଲରଙ୍କ ମନମାନି ଚାଷୀକୁଳଙ୍କୁ ହତୋତ୍ସାହିତ କରୁଥିବା ଜଣାଯାଇଛି। କେତକ ମଣ୍ଡିରେ ମନଇଛା କ୍ୱିଣ୍ଟାଲପିଛା ୫ରୁ ୬କେଜି ମିଲର ଓଜନରେ ଧାନ କାଟୁଥିବା ଏବଂ ନିର୍ଦ୍ଧାରିତ…
Read More...

ଯୁବକଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର କଲା ପୁଲିସ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ବନ୍ଦର ସାହିର ସୁମୁନାଥ ଗୌଡ଼(୨୩) ନାମକ ଯୁବକ ପାଇଖାନାରେ ବେକରେ ଲୁଙ୍ଘି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବର ପାଇ ଗଞ୍ଜାମ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ସେକେଣ୍ଡ…
Read More...

ରେଙ୍ଗାଲି ନିର୍ବାଚନ ମଣ୍ଡଳିରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ; ବିଜେଡି-ବିଜେପିରେ ଅସନ୍ତୁଷ୍ଟ ସମସ୍ୟା

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୟୀ ହେବାକୁ ବିଜେଡି, ବିଜେପି, କଂଗ୍ରେସ ଆଦି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଚୟନ କରି ନିର୍ବାଚନ ମଇଦାନକୁ ଓହ୍ଲାଇ ସାରିଲେଣି। ପ୍ରାରମ୍ଭିକ ପ୍ରଚାର କାର୍ଯ୍ୟ…
Read More...

ଧରାପଡିଲେ ଆନ୍ତଃ ରାଜ୍ୟ ସୁନା ସଫେଇ ଗ୍ୟାଙ୍ଗ୍; ୪ ଅଭିଯୁକ୍ତ କୋର୍ଟ ଚାଲାଣ

ରେଙ୍ଗାଲି: ସୁନା ଅଳଙ୍କାର ସଫେଇ ଆଳ ରେ ସୁନା ଧରି ଚମ୍ପଟ ମାରି ଥିବା ୪ଜଣିଆଁ ଆନ୍ତଃରାଜ୍ୟ ସୁନା ଠକେଇ ଗ୍ୟାଙ୍ଗ୍ କୁ ଧରିବା ରେ ପୁଳିସ ସଫଳ ହୋଇଛି। ଅଭିଯୁକ୍ତ ମାନଙ୍କୁ ଗିରଫ କରି ଆଜି କୋର୍ଟ ଚାଳାଣ କରାଯାଇଛି। ଏହି…
Read More...

ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ପାଇଁ ଉପଜିଲାପାଳଙ୍କୁ ସ୍ମାରକପତ୍ର

ବାଙ୍କୀ:ଦୀର୍ଘ ଦିନ ଧରି କୋଭିଡ-୧୯ ପ୍ରଭାବରେ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ପାଠପଢା ବାଧାପ୍ରାପ୍ତ ହୋଇଥିବା ହେତୁ ଛାତ୍ରଛାତ୍ରୀ ମାନେ ପ୍ରଭାବିତ ହୋଇଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ସମୟରେ ଅନଲାଇନ୍…
Read More...

କୁଷ୍ଠମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ

ବାଙ୍କୀ: ମୋ ଗାଁ, ମୋ ପରିବାର ଓ ସମାଜରେ ଯଦି କୁଷ୍ଠ ରୋଗରେ କୈାଣସି ବ୍ୟକ୍ତି ଆକ୍ରାନ୍ତ ହୋଇଥାନ୍ତି ତେବେ ସେମାନଙ୍କ ଚିକିତ୍ସା ସେବା ଯୋଗାଇବାରେ ସହଯୋଗ କରିବି ଏବଂ କୁଷ୍ଠ ରୋଗୀଙ୍କ ସହ ସାମାଜିକ ଭେଦଭାବ ଭୁଲି…
Read More...

ବୟସ ଆଗରେ ହାର ମାନିଛି ରାଜନୀତି ନିଶା, ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ୭୭ ବର୍ଷୀୟ ବୃଦ୍ଧ

ଆରଡି: ଅର୍ଥ ନୁହେଁ ପ୍ରାର୍ଥୀକୁ ଦେଖନ୍ତୁ, ବକ୍ତବ୍ୟ ନୁହେଁ ବ୍ୟକ୍ତିକୁ ଦେଖନ୍ତୁ, ଚିତ୍ର ନୁହେଁ ଚରିତ୍ରକୁ ଦେଖନ୍ତୁ। ଏମିତି ଲେଖାଥିବା ପୁସିଙ୍ଗ କାର୍ଡ ଧରି ଘରକୁ ଘର ବୁଲୁଛନ୍ତି ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତର…
Read More...

କର୍ପୋରେଟ୍ ସପକ୍ଷପାତି କେନ୍ଦ୍ର ବଜେଟ:ସିପିଆଇ(ଏମ)

ଭୁବନେଶ୍ୱର : ମହାମାରୀ କୋଭିଡ୍ ଯୋଗୁଁ ନିଯୁକ୍ତି ହ୍ରାସ, କଳକାରଖାନା ଓ ଖଣିଖାଦାନ ବନ୍ଦ ଏବଂ ଆର୍ଥିକ କାର୍ଯ୍ୟକଳାପ ବ୍ୟାପକ ହ୍ରାସ ଯୋଗୁଁ ଜନଗଣ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ…
Read More...

ଗୋପାଳପୁର ରେଳ ଓଭର ବ୍ରିଜରେ  ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ଖୋଡାସିଙ୍ଗ ସନ୍ନିକଟ ଗୋପାଳପୁର ରେଳ ଓଭର ବ୍ରିଜ ଉପରେ ଆଜି ଅପରାହ୍ଣ ୪ ଟା ବେଳେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହାଁ ଦୁର୍ଘଟଣା ହେବା ଫଳରେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ…
Read More...

ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମି ସଫେଇ ଅଭିଯାନ

ଗଞ୍ଜାମ: ସାମୁଦ୍ରିକ କଇଁଚ ଅଲିଭ ରିଡ଼ଲେଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନକୁ ଦୃଷ୍ଟିରେ ରଖି ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୁମିରେ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…
Read More...

ପାନୀୟ ଜଳଯୋଗାଣ ବନ୍ଦ ଯୋଗୁଁ ଜାତୀୟ ରାଜପଥ ଅବରୋଧ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତ ସଦର ମହକୁମାରେ ଚାରି ଦିନ ହେଲା ପାନୀୟ ଜଲକ ଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ଗ୍ରାମର…
Read More...

ଆସନ୍ତାକାଲି ଖୋଲିବ ବାବା ଆଖଣ୍ଡଳମଣିଙ୍କ ମନ୍ଦିର

ଆରଡି: ମହାମାରୀ କରୋନାର ଭୟଭୟତାକୁ ନେଇ ଜାନୁଆରୀ ୧୦ରୁ ୩୧ଯାଏଁ ବନ୍ଦ ହୋଇଥିବା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତାକାଲି(ମଙ୍ଗଳବାର) କୋଭିଡ କଟକଣା ମଧ୍ୟରେ ଖୋଲିବ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ…
Read More...

ଗଞ୍ଜାମ ଜିଲାପାଳଙ୍କ ୮ଟି ସ୍କୁଲ ପରିଦର୍ଶନ, ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟ ତଦାରଖ

ଗଞ୍ଜାମ : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଚାଲିଥିବା ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟର ତଦାରଖ କରିଥିଲେ। ଏହି ତଦାରଖ ସମୟରେ ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ୱଜିତ…
Read More...

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଚାଲିଛି ବେଗୁନିଆ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ…

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ଲାଗି ବେଗୁନିଆ ବ୍ଲକ ସାମନାରେ ଥିବା ରାସ୍ତା ଓ ଗୃହ ନିର୍ମାଣ(ପୂର୍ତ୍ତ) ବିଭାଗ ଅଧିନସ୍ଥ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ସହକାରୀ ଯନ୍ତ୍ରୀ ନଥିବା…
Read More...

ଫେବୃୟାରୀ ପହିଲାରୁ ଖୋଲିବ ମା’ ସମଲେଶ୍ବରୀ ମନ୍ଦିର

ଭୁବନେଶ୍ବର: ସମ୍ବଲପୁର ଜିଲା ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତା ଫେବୃୟାରୀ ପହିଲା(ମଙ୍ଗଳବାର)ରୁ ମା’ ସମଲେଶ୍ବରୀ ମନ୍ଦିର ଖୋଲିବ। କୋଭିଡ କଟକଣା ମଧ୍ୟରେ ମା ସମଲେଶ୍ବରୀ ମନ୍ଦିରରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ…
Read More...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଗୁରୁତର

ପାତ୍ରପୁର: ପାତ୍ରପୁର ବ୍ଳକ ସାମନ୍ତିଆ ପଲ୍ଲୀ ପାତ୍ରପୁର ରାସ୍ତାର ବାଗଦେବୀ ମନ୍ଦିର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରିଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର…
Read More...

ପୁଇଁତୋଳାରେ ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତୋଳା ଗ୍ରାମର ମା’ କନକଦୁର୍ଗା କ୍ଲବ ପକ୍ଷରୁ ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ ବଜାର…
Read More...

ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ପରିଚାଳନା କମିଟି ବୈଠକ, କାଦୁଆ ଆଶ୍ରମ ଚାରିପଟେ ନିର୍ମାଣ ହେବ ପ୍ରାଚୀର

ସାକ୍ଷୀଗୋପାଳ: ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ତଥା କାଦୁଆ ଆଶ୍ରମ କାର୍ଯ୍ୟାଳୟ ପରିସରରେ ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ତଥା କାଦୁଆ ଆଶ୍ରମ ପରିଚାଳନା କମିଟି ବୈଠକ…
Read More...

ଦୁର୍ଘଟଣାରେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ନିକଟରେ ସୋମବାର ସକାଳେ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ଅପରିଚିତ ବ୍ୟକ୍ତିଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ…
Read More...

ତ୍ରିସ୍ତରୀୟ ନିର୍ବାଚନ: ପ୍ରଚାର ଜୋରଦାର, ଦ୍ବନ୍ଦ୍ବରେ ଭୋଟର

ଗୋପାଳପୁର: ଆସନ୍ତା ଫେବୃଆରୀ ୧୮ତାରିଖରେ  ହେବାକୁ ଥିବା  ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ଭୋଟ ଦାନ ପରିପ୍ରେକ୍ଷୀରେ ରଙ୍ଗେଇଲୁଣ୍ଡା ବ୍ଲକ ରେ ଧିରେ ଧିରେ ରାଜନୈତିକ ଉଷ୍ମତା ଆରମ୍ଭ ହୋଇ…
Read More...

ବଢ଼ିଲା ଅବଧି, କୋହଳ ହେଲା କଟକଣା

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ କଟକଣା ଅବଧି ବୃଦ୍ଧି ସହିତ କିଛିଟା କଟକଣାକୁ କୋହଳ କରାଯାଇଛି। ୫ ରାଜ୍ୟରେ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣା ଅବଧି ବୃଦ୍ଧି କରାଯାଇଛି। ପୂର୍ବରୁ ଲାଗୁ କଟକଣାକୁ…
Read More...

ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜାକୁ ମିଳିଲା ଅନୁମତି

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଛି ଫେବୃୟାରୀ ମାସର କୋଭିଡ ନିୟମାବଳୀ। ଏଥିରେ ରାତ୍ରୀକାଳୀନ କର୍ଫ୍ୟୁକୁ କୋହଳ କରାଯାଇଥିବାବେଳେ ସ୍ବଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ନେଇ…
Read More...

ମାନବ ଗଠନ- ରାଷ୍ଟ୍ର ନିର୍ମାଣ ଶୀର୍ଷକ ‌ ଜାତୀୟ କର୍ମଶାଳା

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ଏବଂ ବିବେକାନନ୍ଦ କେନ୍ଦ୍ର କନ୍ୟା କୁମାରୀ ଶାଖା ଭୁବନେଶ୍ବର ସହଭାଗିତାରେ ‘ମାନବ ଗଠନ- ରାଷ୍ଟ୍ର ନିର୍ମାଣ’(ମ୍ୟାନ୍ ମେକିଙ୍ଗ- ନେସନ୍ ବିଲ୍ଡଙ୍ଗ) ଶୀର୍ଷକ ‌ଏକ…
Read More...

ମଣିଷ କଙ୍କାଳ ଉଦ୍ଧାର କଲା କଣ୍ଟାବାଞ୍ଜି ପୁଲିସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ଜଣେ ଯୁବକର ନିଖୋଜ ଏତଲାକୁ ନେଇ ବର୍ଷ ପରେ ଡାବରୀ ଗ୍ରାମ ନିକଟରେ ଥିବା ରେଳ ବାଇ ଚାଷ ଜମିରୁ ଜେସିବି ସାହାଯ୍ୟ ଖୋଳି ଏକ ମଣିଷ କଙ୍କାଳ ଉଦ୍ଧାର କରିଛି। ଏହି କଙ୍କାଳଟି ଉକ୍ତ…
Read More...

ଗ୍ରାମାଞ୍ଚଳ ଭଲିବଲ ପ୍ରତିଯୋଗୀତା, ନାରଙ୍ଗବସ୍ତ ଚମ୍ପିଆନ

ଗୁରୁଡିଝାଟିଆ: ଜ୍ୟୋତିର୍ମୟୀ ୟୁଥକ୍ଲବ ନାରଙ୍ଗବସ୍ତ ପକ୍ଷରୁ ଗ୍ରାମାଞ୍ଚଳ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ପ୍ରତିଯୋଗୀତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଧବଳେଶ୍ୱର ଭଲିବଲ ଦଳକୁ ୨-୦ ସେଟରେ ଆୟୋଜକ…
Read More...

ନୀଳଗିରିରେ ବନ୍ଧୁକ ତିଆରି କାରଖାନା ଠାବ, ୨କାରିଗର ଗିରଫ

ନୀଳଗିରି: ପୁଲିସ ଓ ବନବିଭାଗକୁ ଚକମା ଦେଖାଇ ଅଭୟାରଣ୍ୟର ପାଦଦେଶରେ ଚାଲୁଥିଲା ବନ୍ଧୁକ ତିଆରି କାରଖାନା। ଏଭଳି ଏକ ଖବରପାଇ ବାଲେଶ୍ୱର ଜିଲା ନୀଳଗିରି ଏସଡିପିଓ ରୀତେଶ ମହାପାତ୍ର ପୁଲିସ ଓ କୁଲଡିହା ବନକର୍ମଚାରୀଙ୍କୁ…
Read More...

ମୁରବୀ ଭାବେ ଦେଶବାସୀଙ୍କ ଦୁଃଖ ସୁଖର ସାଥୀ ସାଜିଛନ୍ତି ପ୍ରଧାନମନ୍ତ୍ରୀ: ସମୀର ମହାନ୍ତି

ଭୁବନେଶ୍ୱର:ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଦେଶ ଶାସନର ଦାୟିତ୍ୱ ନେଇନାହାନ୍ତି ବରଂ, ମୁରବୀ ଭାବେ ଦେଶ ତଥା ଦେଶବାସୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡି ହୋଇ ସୁଖ ଦୁଃଖର ସାଥୀ ସାଜିଛନ୍ତି। ନୂତନ ଭାରତ…
Read More...

ଠାକୁରମୁଣ୍ଡା ମଣ୍ଡିରେ ବିକ୍ରୀ ହେଉନି ଧାନ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଲ୍ୟାମ୍ପ୍ସ ଧାନ ମଣ୍ଡିରେ ଆଜି ଚାଷି ଧାନ ବିକ୍ରି କରିବା ପାଇଁ ଆସି ସକାଳୁ ସଞ୍ଜ ହେଲା ଧାନକୁ ଜଗି ପଡିରହିଛି। ଆଜି ସକାଳ ୫ଟାରୁ ୪୧ ଜଣ ଚାଷି ସେମାନଙ୍କ ଧାନ ବିକ୍ରି…
Read More...

ଅରିନ୍ଦମ-ପ୍ରବୀର ସ୍ମାରକୀ କ୍ରିକେଟ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ବିଜୟୀ

ଭୁବନେଶ୍ୱର: ଯୁବ ସାମ୍ବାଦିକ ଅରିନ୍ଦମ ଦାସ ଓ ପ୍ରବୀର ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ କମିସନରେଟ ପୁଲିସ ପକ୍ଷରୁ ଅରିନ୍ଦମ-ପ୍ରବୀର ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ରବିବାର ଅନୁଷ୍ଠିତ େହାଇଯାଇଛି। ଛାପା ଗଣମାଧ୍ୟମ…
Read More...

ପଞ୍ଚାୟତ ନିର୍ବାଚନ: ବିଜେଡି ପାଇଁ ବିପଦ ଆଦିବାସୀ!

ବଲାଙ୍ଗିର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗଣିତ ସେତେ ଜଟିଳ ହେଉଛି ଶାସକ ଦଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଁ ବଳ କୁହାଯାଉଛି। ସଂରକ୍ଷଣ ବିବାଦ ଓ ଆଦିବାସୀ ଉପେକ୍ଷାର ଶିକାର ହୋଇଥିବା…
Read More...

ପଞ୍ଚାୟତ ନିର୍ବାଚନ ଖର୍ଚ୍ଚ ବିବରଣୀ ପର୍ୟ୍ୟବେକ୍ଷକଙ୍କ ନିକଟରେ ଦାଖଲ ପାଇଁ ପରାମର୍ଶ

ନବରଙ୍ଗପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅବାଧ, ନିରପେକ୍ଷ, ଶାନ୍ତି, ଶୃଙ୍ଖଳାର ସହିତ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମକୁ କଡାକଡି ଭାବରେ ପାଳନ କରି ନିର୍ବାଚନ ପ୍ରିକ୍ରିଆକୁ କରୋନା କଟକଣା ମଧ୍ୟରେ…
Read More...

ନବରଙ୍ଗପୁରରେ ଶହୀଦ ଦିବସ ପାଳିତ

ନବରଙ୍ଗପୁର: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ସାରା ଦେଶରେ ଜାନୁଆରୀ ୩୦ ତାରିଖକୁ ଶହିଦ ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଏବଂ ନେହେରୁ ଯୁବ କେନ୍ଦ୍ର ମିଳିତ…
Read More...

ଗୋପାଳପୁର ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ

ବାଙ୍କୀ:ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଗୋପାଳପୁର ପଞ୍ଚାୟତରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ସ୍ଥାନୀୟ ବ୍ରହ୍ମେଇ ଠାକୁରାଣୀ ପୀଠରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଙ୍କୀର ପୂର୍ବତନ ବିଧାୟକ…
Read More...

ମାନିଲେନି କରୋନା କଟକଣା, ଶହ ଶହ ଲୋକଙ୍କୁ ନେଇ ନିର୍ବାଚନ ପ୍ରଚାର କଲେ ଚାନ୍ଦବାଲି ବିଧାୟକ

ଧାମରା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଚାନ୍ଦବାଲି ବିଧାୟକ କରୋନା କଟକଣାକୁ ଫୁ କରି ନିର୍ବାଚନ ପ୍ରଚାର କରୁଛନ୍ତି। ଧାମରା ପଞ୍ଚାୟତରେ ଝାଡକାଟି ଗ୍ରାମରେ ଆଜି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ,…
Read More...

ରାଷ୍ଟ୍ର ନିର୍ମାଣରେ ମହାତ୍ମାଗାନ୍ଧୀଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ବର: ପୃଥିବୀପୃଷ୍ଠରେ ଜନ୍ମ ନେଇଥିବା କେତେ ଜଣ ମହାନ ବ୍ୟକ୍ତିଙ୍କ ମଧ୍ୟରେ ମହାତ୍ମାଗାନ୍ଧୀଙ୍କ ବିଚାର ଓ ସାଧନା ମାନବ ସଭ୍ୟତାର ସର୍ବୋତ୍ତମ ବିକାଶ ପାଇଁ ପ୍ରେରଣାର ଉତ୍ସ। ପୃଥିବୀରେ ହିଂସା, ଭୟ, ଘୃଣା ଓ…
Read More...

ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି ଏବଂ ଶହୀଦ ଦିବସ ପାଳନ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟଠାରେ ଆଜି ଶହୀଦ ଦିବସ ଏବଂ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଏକଶହ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
Read More...

ଶହୀଦ ଦିବସ ଉପଲକ୍ଷେ ଶିଳ୍ପ ବିଭାଗ କର୍ମଚାରୀଙ୍କ ନିରବ ପ୍ରାର୍ଥନା

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଖାରବେଳ ଭବନସ୍ଥିତ ଶିଳ୍ପ ବିଭାଗର ସମ୍ମିଳନୀ କକ୍ଷଠାରେ ଶହୀଦ ଦିବସ ଉପଲକ୍ଷେ ସମସ୍ତ କର୍ମଚାରୀଙ୍କୁ ନେଇ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ସଚିବ…
Read More...

ଆଠଗଡର ଖୋ ଖୋ ଖେଳାଳି ଜାତୀୟ ଶିବିର ପାଇଁ ମନୋନୀତ

ଆଠଗଡ: ଆଠଗଡ ମାଟିର ପୁଅ ତଥା ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଟି ଜଗନ୍ନାଥ ଦାସ ଭାରତୀୟ ଖୋ-ଖୋ ମହାସଂଘ ପକ୍ଷରୁ ଜାତୀୟ ପ୍ରଶିକ୍ଷଣ ଶିବିରରେ ଭାଗନେବା ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ଚଳିତମାସ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ- ଆଠଗଡ଼ରେ ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ଆଠଗଡ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆହୁରି ୨୪ଦିନ ରହିଥିବାବେଳେ ଏବେ କେବଳ ଗାଁ କୁ ଗାଁ ଓ ଘରକୁ ଘର ବୁଲି ଜିଲ୍ଲା ପରିଷଦ, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ ନିଜ ସପକ୍ଷରେ ପ୍ରଚାର କରୁଥିବା ଦେଖାଯାଇଛି। ଆଠଗଡ…
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଲଗାତର ପଞ୍ଚମ ଥର ବିଜୟୀ ଲକ୍ଷ୍ୟରେ ନିରୂପମା

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଓଡିଆପେଣ୍ଠ ପଞ୍ଚାୟତରେ ସର୍ବାଧିକ ୯ ଜଣ ପ୍ରାର୍ଥୀ ରହିଥିବା ବେଳେ କୁଟିଙ୍ଗା ପଞ୍ଚାୟତରେ ସର୍ବନିମ୍ନ ଦୁଇ ଜଣ ପ୍ରାର୍ଥୀ…
Read More...

ବୌଦ୍ଧ ଜିଲାର ବିକାଶ ନିମନ୍ତେ ଯୋଜନାବଦ୍ଧ ଉନ୍ନୟନ କାର୍ଯ୍ୟ କରାଯିବା ସହିତ ଜନସାଧାରଣଙ୍କ ମତ ନିଆଯାଉ

ବୌଦ୍ଧ : ବୌଦ୍ଧ ଜିଲାର ଉନ୍ନୟନ ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉଥିବା ବେଳେ ସମସ୍ତ ପ୍ରକଳ୍ପ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ କରାଯିବାକୁ ନବଗଠିତ ବୁଦ୍ଧିଜିବୀ ଫୋରମ ପକ୍ଷରୁ ପ୍ରଶାସନକୁ ନିବେଦନ…
Read More...

ବୌଦ୍ଧ: ବଢୁଛି ପଞ୍ଚାୟତ ନିର୍ବାଚନ ଉଷ୍ମତା, ସାମାଜିକ ଗଣମାଧ୍ୟମ ଅଧିକ ସକ୍ରିୟ

ବୌଦ୍ଧ : ପଞ୍ଚାୟତ ନିର୍ବାଚନ ନେଇ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାପରେ ବୌଦ୍ଧଜିଲାରେ ନିର୍ବାଚନୀ ଉଷ୍ମତା ପ୍ରକାଶ ପାଇଛି। ଦଳୀୟ ନେତାମାନେ ଗାଁ ମୁହାଁ ହେବା ସହିତ ବିଭିନ୍ନ ସ୍ଥାନରେ ଭୋଜିଭାତର ମାହୋଲ…
Read More...

ଅଜଣା ଗାଡି ଧକ୍କାରେ ପୂର୍ବତନ ମହିଳା କାଉନସିଲର ମୃତ, ପୁଅ ଗୁରୁତର ଆହତ

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥର ବୀର ଗୋବିନ୍ଦପୁର ଛକ ନିକଟରେ ଆଜି ଅପରାହ୍ଣ ପ୍ରାୟ ୩ଟା ସମୟରେ ଏକ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଛନ୍ତି। ଆଉ…
Read More...

‘ଏନଟିଡି’ର ମୂଳୋତ୍ପାଟନ ପାଇଁ ପ୍ରୟାସ ଆବଶ୍ୟକ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ଜାନୁଆରୀ ୩୦କୁ ସମଗ୍ର ବିଶ୍ୱରେ ଏନଟିଡି ଦିବସ ଭାବରେ ପାଳନ କରାଯାଉଛି। ବିଶ୍ୱର ସମସ୍ତ ଜନସାଧାରଣ ନେଗ୍‌ଲେକ୍‌ଟେଡ ଟ୍ରପିକାଲ ଡିଜିଜେସ୍‌ (ଏନଟିଡି)ର ସମୂଳେ ବିନାଶ କରିବା ଦିଗରେ…
Read More...

ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କ ନିମନ୍ତେ ଉପଲବ୍ଧ ରିହାତି/ସୁବିଧା ସମ୍ପର୍କରେ ବୈଠକ

ଭୁବନେଶ୍ୱର : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ଓସେପା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶମ ଓ ଦ୍ୱାଦଶ…
Read More...

ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର, ଦେଖିପାରିବେ ଓରାଓଁ ଜନଜାତିଙ୍କ ପର୍ବପର୍ବାଣି ଓ ବେଶଭୂଷା

ଭୁବନେଶ୍ୱର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ଦର୍ଶକମାନଙ୍କ ନିମନ୍ତେ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି। ଦର୍ଶକମାନେ…
Read More...

ଉପଖଣ୍ଡ ସ୍ତରରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ବାଙ୍କୀ ଉପଖଣ୍ଡରେ ନିଷ୍ଠାପର ଭାବରେ କୋଭିଡ ନିୟନ୍ତ୍ରଣ କରିବାରେ କାର୍ଯ୍ୟ କରିଥିବା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଏବଂ ସଫେଇ କର୍ମଚାରୀମାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ କୋଭିଡ କାର୍ଯ୍ୟକ୍ରମରେ…
Read More...

ଢଁସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବାଙ୍କୀ: ବାଙ୍କୀ-ଡମପଡା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅଧିନ ଢଁସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ସଂକ୍ଷିପ୍ତ ଭାବରେ…
Read More...

ଭିଜିଲାନ୍ସ ଜାଲରେ ଶିକ୍ଷକ, କୋଟିଏରୁ ଅଧିକ ଟଙ୍କା ସମ୍ପତ୍ତିର ମାଲିକ

ଭୁବନେଶ୍ବର: ଶିକ୍ଷକ ଚାକିରିରେ ନିୟମିତ ହେବାକୁ ୬ ବର୍ଷ ହୋଇନାହିଁ, କିନ୍ତୁ ସେ ଆଜି କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ହୋଇପାରିଛନ୍ତି। ଏପରି ଜଣେ କରିତ୍‌କର୍ମା ଶିକ୍ଷକ ହେଉଛନ୍ତି ଶିଶିର କୁମାର ସେମେଳି।…
Read More...

ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର

ଗୁଣୁପୁର: ପୁଣି ଥରେ ଜନନୀ ଯନ୍ତ୍ରଣା। ଏଭଳି ଦେଖିବାକୁ ଦୁଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଡାରି ବ୍ଲକ ଦୁର୍ଗମ ବୁରୁଡ଼ି ଅଞ୍ଚଳରୁ। ଗାଁକୁ ରାସ୍ତା ମୋବାଇଲ ଟାବାର ନଥିବାରୁ ଅସୁବିଧାରେ ଖଟିଆରେ ବୋହି ଆଣିଲେ…
Read More...

ସାଥୀକୁ ହତ୍ୟା କରି ଫେରାର ଅଭିଯୁକ୍ତଙ୍କୁ ଧରିଲା ଆରପିଏଫ

ସମ୍ବଲପୁର: ରେଳବାଇ ସୁରକ୍ଷା ବଳ ଓ ସିଆଇବି ୟୁନିଟ ପକ୍ଷରୁ ମିଳିତ ଭାବେ ସମ୍ବଲପୁର ରେଳ ଷ୍ଟେସନରେ ଅଚାନକ ଚଢ଼ାଉ କରାଯାଇଥିଲା। ସୁଦୂର କେରଳ ରାଜ୍ୟର ଇଡ୍ଡୁକୀ ଜିଲା ଅଧିନସ୍ଥ ମୁନ୍ନାର ଥାନା ଅଞ୍ଚଳରେ ଜଣେ ସାଥିଙ୍କୁ…
Read More...

ପଞ୍ଚାୟତ ନିର୍ବାଚନ -ଚର୍ଚ୍ଚା ରେ ଝାଙ୍କରପାଲି ଓ ରେଙ୍ଗାଲି ପଞ୍ଚାୟତ

ରେଙ୍ଗାଲି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗ୍ରାମାଞ୍ଚଳର ରାଜନୈତିକ ମାହୋଲ୍ କ୍ରମଶଃ ସରଗରମ ହେବାରେ ଲାଗିଛି। ନିର୍ବାଚନ ତାରିଖ ଯେତିକି ପାଖେଇ ଆସିବ ସହରର ଚାକଚକ୍ୟ ଛାଡି ବଡବଡ ନେତା ଗାଁକୁ ଆସିବେ ଏବଂ…
Read More...

ପ୍ରାକ୍‍ ନିର୍ବଚନୀ ହିଂସା; ମୋବାଇଲରେ ଧମକ ଦେବା ପଡ଼ିଲା ମହଙ୍ଗା, ୨ ଗିରଫ

ନୀଳଗିରି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରଚାରକୁ ବାରଣ କରି ଫୋନରେ ଧମକ ଦେବା ତଥା ଗାଡ଼ି ଭଙ୍ଗାରୁଜା କରାଇବା ଘଟଣାରେ ନୀଳଗିରି ଥାନାରେ ୯ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ୨ଜଣଙ୍କୁ ପୁଲିସ…
Read More...

ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ ସାମର୍ଥ୍ୟ ଅନୁସାରେ ସହଯୋଗ:ରାଜ୍ୟପାଳ

ଭୁବନେଶ୍ବର: ‘ଶିଶୁ ଓ ମହିଳା ବିକାଶ ସମାଜ(ସିଡବ୍ଲ୍ୟୁଡିଏସ) ଲୋଗୋ ଏବଂ ପ୍ରକଳ୍ପ ଦେବଦୂତ୍ତ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ ଯେ ଆମେ…
Read More...

ପଞ୍ଚାୟତ ନିର୍ବାଚନ: ଗୋଟିଏ ପରିବାରର ୭ଜଣ ସମିତି ସଭ୍ୟ ପ୍ରାର୍ଥୀ

ବଲାଙ୍ଗିର: ରାଜନୀତିରେ ଘଡିକେ ଘୋଡା ଛୁଟୁଛି। କେଉଁଠି ବାପ-ପୁଅ ତ ପୁଣି କେଉଁଠି ଶାଶୁ-ବୋହୁ ପରସ୍ପର ବିରୋଧୀ ପ୍ରାର୍ଥୀ ହେବାର ଦେଖିବାକୁ ମିଳେ। ବଲାଙ୍ଗିର ଜିଲା ବେଲପଡ଼ା ଅଞ୍ଚଳର ଗୋଟିଏ ପରିବାରର ୭ଜଣ ସମିତି ସଭ୍ୟ…
Read More...

୪୪ଲକ୍ଷ ଟଙ୍କାରେ ସରପଞ୍ଚ ପଦ ନିଲାମ ମାମଲା,: ୧୨ଜଣଙ୍କ ନାଁରେ ୧୦୭ ଦଫା ଲଗାଇଲା ପ୍ରଶାସନ

ବଲାଙ୍ଗିର: ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ସରପଞ୍ଚ ନିଲାମ ଘଟଣାରେ ୧୨ଜଣଙ୍କ ନାଁରେ ୧୦୭ଦଫା ଲାଗଇଲା ପ୍ରଶାସନ। ସେମାନଙ୍କୁ ପୁଇଁନ୍ତଲା ତହସିଲ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା।…
Read More...

ଓଡ଼ିଆ ଯୁବକଙ୍କୁ ଉଠାଇ ଦିଲ୍ଲୀ ଇଓଡବ୍ଲ୍ୟୁ

ଭୁବନେଶ୍ବର: ଆଜି ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ପକ୍ଷରୁ ଭୁବନେଶ୍ବରରୁ ଜଣେ ଓଡ଼ିଆ ଯୁବକଙ୍କୁ ଗିରଫ କରାଯାଇଛି। ଖାରବେଳନଗର ପୁଲିସ ସହାୟତାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଉକ୍ତ ଯୁବକକୁ ଦିଲ୍ଲୀ…
Read More...

ଅଖାରୁ ମିଳିଲା ବୃଦ୍ଧାଙ୍କ ମୃତଦେହ

ଚମ୍ପୁଆ: ଏକ ଅଖାରେ ଭର୍ତ୍ତି ଜଣେ ବୃଦ୍ଧାଙ୍କ ଭାସମାନ ମୃତଦେହ ଉଦ୍ଧାର କରାଯାଇଛି। ବୈତରଣୀ ନଦୀର ବାସୁଦେବପୁର ନିକଟରୁ ମିଳିଲା ମୃତଦେହ। ମୃତକ ଧୋବାକୁଚୁଡ଼ା ଗାଁର ୭୨ ବର୍ଷିଆ ମଲ୍ଲି ନାୟକ ବୋଲି ସୂଚନା ମିଳିଛି।…
Read More...

ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ୨ ବାଇକ ଆରୋହୀ ମୃତ

ସୁବର୍ଣ୍ଣପୁର: ମନମୁଣ୍ଡା ରାସ୍ତାର ଖଇରମାଳ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ୨ ବାଇକ ଆରୋହୀ ମୃତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିନଥିବା…
Read More...

ପ୍ରେମ ପାଇଁ ଛୁରାମାଡ଼, ଜଣେ ଅଟକ

ଭୁବନେଶ୍ବର: ପୁଣି ଅଶାନ୍ତ ରାଜଧାନୀ। ସିରିଜ ଲୁଟ ପରେ ପୁଣି ରାଜଧାନୀ ଭୁବନେଶ୍ବରରେ ଛୁରାମାଡ଼ ହୋଇଛି। ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛି। ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ…
Read More...