www.samajalive.in
Friday, December 12, 2025
14.1 C
Bhubaneswar

ଫେବୃୟାରୀ ପହିଲାରୁ ଖୋଲିବ ମା’ ସମଲେଶ୍ବରୀ ମନ୍ଦିର

ଭୁବନେଶ୍ବର: ସମ୍ବଲପୁର ଜିଲା ପ୍ରଶାସନର ନିଷ୍ପତ୍ତି ଅନୁଯାଇ ଆସନ୍ତା ଫେବୃୟାରୀ ପହିଲା(ମଙ୍ଗଳବାର)ରୁ ମା’ ସମଲେଶ୍ବରୀ ମନ୍ଦିର ଖୋଲିବ। କୋଭିଡ କଟକଣା ମଧ୍ୟରେ ମା ସମଲେଶ୍ବରୀ ମନ୍ଦିରରେ ଭକ୍ତ ମାନଙ୍କର ସାଧାରଣ ଦର୍ଶନ ବ୍ୟବସ୍ଥା ପୁନର୍ବାର ଆରମ୍ଭ କରାଯିବ। ପୂର୍ବ ଭଳି କୋଭିଡ଼ କଟକଣା ବଳବତ୍ତର ରହିବ। ମନ୍ଦିର ସକାଳ ୬:୦୦ ଘଟିକାରୁ ପୂର୍ବାହ୍ନ ୧୧:୩୦ ଓ ଅପରାହ୍ନ ୧:୦୦ ଘଟିକା ରୁ ସନ୍ଧ୍ୟା ୭:୩୦ ଘଟିକା ପର୍ଯ୍ୟନ୍ତ ଭକ୍ତମାନଙ୍କ ଦର୍ଶନ ପାଇଁ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି।

Hot this week

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

Related Articles

Popular Categories