ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଗ୍ରାମ ପ୍ରାୟ ₹୧୧ ହ୍ରାସ ପାଇଛି ଏବଂ ବର୍ତ୍ତମାନ ଏହା ପ୍ରତି ଗ୍ରାମ ₹୧୩,୦୨୦ ଟଙ୍କା ହୋଇଛି। ରୂପା ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏକ କିଲୋଗ୍ରାମ ରୂପାର ମୂଲ୍ୟ ପ୍ରାୟ ₹୨,୦୦୦ ଟଙ୍କା ବୃଦ୍ଧି ପାଇଛି ଏବଂ ଏହା ପ୍ରତି କିଲୋଗ୍ରାମ ₹୨୦୧,୦୦୦ ଟଙ୍କାରେ ପହଞ୍ଚିଛି
ସୁନା/ରୂପା ମୂଲ୍ୟ
ଭାରତରେ ୨୪ କ୍ୟାରେଟ୍ ସୁନାର ୧ ଗ୍ରାମ ମୂଲ୍ୟ ପ୍ରତି ଗ୍ରାମ ୧୩,୦୨୦ ଟଙ୍କା ରହିଛି । ବୁଧବାରରେ ପ୍ରତି ଗ୍ରାମ ₹୧୩,୦୩୧ ଟଙ୍କା ଥିଲା। ପ୍ରତି ଗ୍ରାମ ₹୧୧ ଟଙ୍କାହ୍ରାସ ପାଇଛି ।
ଗୁରୁବାରରେ ଭାରତରେ ୧ ଗ୍ରାମ ୨୨-କ୍ୟାରେଟ୍ ସୁନାର ମୂଲ୍ୟ ₹୧୧,୯୩୫ ଟଙ୍କା ଥିଲା , ଯାହା ବୁଧବାରର ₹୧୧,୯୪୫ ପ୍ରତି ଗ୍ରାମ ତୁଳନାରେ ₹୧୦ ଟଙ୍କା ହ୍ରାସ ପାଇଛି।
ଭାରତରେ ଗୁରୁବାରରେ ୧ ଗ୍ରାମ ୧୮-କ୍ୟାରେଟ୍ ସୁନାର ମୂଲ୍ୟ ₹୯,୭୬୫ ଟଙ୍କା ଥିଲା, ବୁଧବାର ₹୯,୭୭୩ ପ୍ରତି ଗ୍ରାମ ତୁଳନାରେ ₹୧ ହ୍ରାସ ପାଇଛି।
ଗୁରୁବାର ୧୦ ଗ୍ରାମ ଏବଂ ୧ କିଲୋ ରୂପାର ମୂଲ୍ୟ ₹୨,୦୧୦୦ଟଙ୍କା ଥିଲା।


