www.samajalive.in
Friday, December 12, 2025
15.1 C
Bhubaneswar

ପଥପ୍ରାନ୍ତ ନାଟକ ‘ଅଧିକାର ଅଭିଯାନ’ ମାଧ୍ୟମରେ ଜନ ସଚେତନତା ସୃଷ୍ଟି

ଭୁବନେଶ୍ୱର: ଆକ୍ସନଏଡ୍ ଓ ସିସିଡବ୍ଲ୍ୟୁଡିର ମିଳିତ ଆନୁକୁଲ୍ୟରେ ‘ଅଧିକାର ଅଭିଯାନ’ ମାଧ୍ୟମରେ ପଥପ୍ରାନ୍ତ ନାଟକ ‘ଆସ ଜାଣିବା’ ପ୍ରଦର୍ଶିତ ହୋଇଯାଇଅଛି। ଏହି ଅବସରରେ ଅଣସଂଗଠିତ ଶ୍ରମିକ ମାନଙ୍କର ସାମାଜିକ ନିରାପତ୍ତାକୁ ସୁଦୃଢ କରିବା, ମହିଳା ଓ ପୁରୁଷ ଶ୍ରମିକମାନଙ୍କର ଏକ ପ୍ରକାର ମଜୁରୀ ବ୍ୟବସ୍ଥା, ଘରୋଇ ପରିଚାରିକାମାନଙ୍କ ପାଇଁ କର୍ପସ ଫଣ୍ଡ ଗଠନ, ଯୁବତୀ ଓ ମହିଳାମାନଙ୍କର ଆତ୍ମ ସୁରକ୍ଷା ଓ ସମ୍ମାନ, ଶିଶୁ ସାଥୀ ପରିବେଶ ଗଠନ, ଲିଙ୍ଗ ଭିତ୍ତିକ ହିଂସାର ବିଲୋପ, କୋଭିଡ-୧୯ ଓ ଟୀକାକରଣ ବିଷୟବସ୍ତୁକୁ ନେଇ ପଥପ୍ରାନ୍ତ ନାଟକ ‘ଅଧିକାର ଅଭିଯାନ’ ପ୍ରଦର୍ଶିତ ହୋଇଥିଲା। ଜୀବନ୍ତ ଅଭିନୟ ମାଧ୍ୟମରେ କଳାକାରମାନେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରୟାସ କରିଥିଲେ, ଯାହାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories