www.samajalive.in
Friday, December 12, 2025
23.1 C
Bhubaneswar

ବିଶ୍ୱ ଶାନ୍ତି ପାଇଁ ହନୁମାନ ମହାଯଜ୍ଞ

ସମ୍ବଲପୁର: ବିଶ୍ୱ ଶାନ୍ତି ପାଇଁ ରବିବାର ଦିନ ସମ୍ବଲପୁର ଜିଲା ସ୍କୁଲ ଛକ ସ୍ଥିତ ଶ୍ରୀ ଶ୍ରୀ ହନୁମାନ ମନ୍ଦିର ଠାରେ ଶ୍ରୀ ଶ୍ରୀ ଶ୍ରୀ ବିଶ୍ୱଶାନ୍ତି ସଙ୍କଟମୋଚନ ହନୁମାନ ମହାଯଜ୍ଞର ଉଦଯାପନ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ରବିବାର ସକାଳ ପ୍ରାୟ ସାଢ଼େ ୮ଟା ଏହି ମହାଯଜ୍ଞ ଆରମ୍ଭ ହେବାକୁ ଥିବା ବେଳେ ଦିନ ୧ଟାରୁ ହୋମଯଜ୍ଞ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ପୁର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଯଜ୍ଞର ମୁଖ୍ୟ କର୍ତ୍ତା ରୂପେ ପ୍ରଦୀପ ପଣ୍ଡା ଓ ସହଧର୍ମିଣୀ ଦାୟିତ୍ୱ ତୁଲାଇଥିଲେ।

 

- Advertisement -

ମୁଖ୍ୟ ପୂଜକ ବ୍ୟାସଦେବ ପଣ୍ଡା ଓ ଯଜ୍ଞରେ ମନ୍ଦିରର ୧୫ ଜଣ କାର୍ଯ୍ୟକର୍ତ୍ତା ବସି ଧାର୍ମିକ ରୀତିନିତି ଅନୁଯାୟୀ ନିଷ୍ଠାର ସହିତ ଯଜ୍ଞର ପୂର୍ଣ୍ଣାୁହୁତି ଦିଆଯାଇଥିଲା। ମହାଯଜ୍ଞର ସମାପନ ପରେ କୋବିଡ କଟକଣା ମଧ୍ୟରେ ପ୍ରସାଦ ବଣ୍ଟନ କରାଯାଇଥିଲା। ବିଗତ ବର୍ଷ ଭଳି ଚଳିତ ବର୍ଷ କରୋନା ସଙ୍କଟରୁ ମାନବଜାତିକୁ ଉଦ୍ଧାର କରିବା ପାଇଁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି ବୋଲି ଆୟୋଜକ ମାନେ ସୂଚନା ଦେଇଛନ୍ତି।

Hot this week

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

ଉମର ଖାଲିଦଙ୍କୁ ଅନ୍ତରୀଣ ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀ ଦଙ୍ଗା ଘଟଣାରେ ଗିରଫ ହୋଇଥିବା ଜେଏନୟୁର ପୂର୍ବତନ...

ଟସ୍ ଜିତିବା ପରେ ଭାରତ କରିଥିଲା ବଡ଼ ଭୁଲ: ଜାଣନ୍ତୁ କଣ କହିଲେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌

ନ୍ୟୁ ଚଣ୍ଡିଗଡ଼: ମୁଲାନପୁରରେ ଭାରତ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ରେ...

କୌନ୍ ବନେଗା କରୋଡ଼ପତିରେ କଟକ ଝିଅ

କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା...

Related Articles

Popular Categories