ପୁଣି ଜଣକୁ ହତ୍ୟା କଲେ ମାଓବାଦୀ!

ଫୁଲବାଣୀ: ପୁଣି ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କନ୍ଧମାଳ ତୁମୁଡ଼ିବନ୍ଧ ବ୍ଲକର ଗୁମୁ ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ଠାବ କରାଯାଇଛି। ପୁଲିସ ଇନଫର୍ମର ସନ୍ଦେହରରେ ମାଓବାଦୀ ହତ୍ୟା କରିଥିବା ସୂଚନା ମିଳିଛି।

 

prayash

ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଭଣ୍ଡରଙ୍ଗୀ ପଞ୍ଚାୟତ ଅଞ୍ଚଳରେ ନିର୍ମମ ହତ୍ୟା ଘରୁ ଡାକି ନେଇ ଗାଁ ଦାଣ୍ଡରେ ଯୁବକଙ୍କୁ ଗଳା କାଟି ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। କରିଛନ୍ତି ମାଓବାଦୀ । ମୃତକ ହେଲେ ସେହି ଗାଁର ଅଖିଳ ମାଝୀ । ଗତାକାଲି ବିଳମ୍ବିତ ରାତିରେ ୧୦ରୁ ଅଧିକ ମାଓବାଦୀ ଅଖିଳଙ୍କୁ ଘରୁ ଡାକି ନେଇ ହତ୍ୟା କରି ଦାଣ୍ଡରେ ପକାଇ ଚାଲିଯାଇଥିଲେ ବୋଲି ଜଣାପଡ଼ିଛି। ତୁମୁଡ଼ିବନ୍ଧ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

kalyan agarbati

Comments are closed.