www.samajalive.in
Sunday, December 7, 2025
23.1 C
Bhubaneswar

କାଙ୍ଗୁମାଝୀଗୁଡାରେ ଭୋଟ ବର୍ଜନ କଲେ ଭୋଟର

ନବରଙ୍ଗପୁର: ପାପଡାହାଣ୍ଡିବ୍ଲକ ଅନ୍ତର୍ଗତ ଘାଟଗୁଡା ଗ୍ରମାପଞ୍ଚାୟତର ବୁଥନମ୍ବର-୧ର ଭୋଟର ମାନେ ଭୋଟ ବର୍ଜନ କରିଛନ୍ତି। ଏହି ୱାର୍ଡ ଆଦିବାସୀ ବହୁଳ ହୋଇଥିବାବେଳେ ୱାର୍ଡସଭ୍ୟ ଅନୁସୂଚୀତ ଜାତି (ହରିଜନ) ଙ୍କର ପାଇଁ ସଂରକ୍ଷଣ କରାଯାଇଥିବା ପ୍ରତିବାଦ କରି ୱାର୍ଡ ବାସୀମାନେ ଭୋଟ ଦେଇନଥିଲୋ ଏଥି ବୁଥରେ ମୋଟ ୨୦୨ ଜଣ ଭୋଟର ରହିଛନ୍ତି। ତେବେ ସଂରକ୍ଷଣକୁ ବଦଳାଇବା ପାଇଁ ବିଡିଓଙ୍କୁ ଏହି ୱାର୍ଡ ବାସୀମାନେ ଜଣାଇବା ପରେ ମଧ୍ୟ ପରିବର୍ତ୍ତନ କରାନଯିବାରୁ ଏହାର ପ୍ରତିବାଦ କରି କେହି ମଧ୍ୟ ଭୋଟ ଦେଇନଥିବା ଜଣାପଡିଛି। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ଗ୍ରାମକୁ ଯାଇ ଭୋଟର ଙ୍କୁବୁଝାଶୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories