ଭୁବନେଶ୍ବର: ପୁଣିଥରେ ପରଦାରେ ଦେଖାଦେବେ ଦିବଂଗତ ଅଭିନେତା ମିହିର ଦାସ ଓ ସଲିଲ ମିତ୍ର। ଏମାନଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଶ୍ବନାଥ’ ପ୍ରେକ୍ଷାଳୟକୁ ଆସିବା ନିମନ୍ତେ ପ୍ରସ୍ତୁତ ହେଉଛି। ଗୁରୁବାର ଏଠାରେ ଆେୟାଜିତ କାର୍ଯ୍ୟକ୍ରମରେ ଏହାର ଟ୍ରେଲର ଲୋକାର୍ପିତ ହୋଇଛି। ଏହି ଅବସରରେ ପ୍ରଯୋଜକ ଶଙ୍କର ଗୌଡ଼, ନିର୍ଦେଶକ ବବ୍ଲି କିରଣ, ଅଭିନେତା ରାଇମୋହନ, ସମ୍ବିତ, ଅଭିନେତ୍ରୀ ସମ୍ଭାବନା, ସଂଳାପକାର ଡ. ରଜନୀରଞ୍ଜନ, ସଙ୍ଗୀତକାର ଅଭିଜିତ ମଜୁମଦାର, କ୍ରିଏଟିଭ ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଯୋଗ ଦେଇଥିଲେ।
Popular Categories



