ନବରଙ୍ଗପୁର: ଆଜି ସଡ଼କ ଦୁର୍ଘଟଣାରେ ୩ଜଣ ପୁଲିସଙ୍କ ମୃତ୍ୟୁ ହୋଇଛି ଏବଂ ୧୪ଜଣ ଆହତ ହୋଇଛନ୍ତି। ପାପଡ଼ାହାଣ୍ଡି ଥାନା ସୋରିଷପଦର ନିକଟରେ ଦୁର୍ଘଟଣା ହୋଇଛି। ସମସ୍ତ ଆହତ ପୁଲିସ କର୍ମଚାରୀ ପାପଡ଼ାହାଣ୍ଡିରେ ଚିକିତ୍ସାଧୀନ ହେଉଛନ୍ତି। ପୁଲିସ କର୍ମଚାରୀମାନେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ନବରଙ୍ଗପୁରରୁ କୋଷାଗୁଡ଼ା ଯାଉଥିଲେ।
Popular Categories



