ନିଟ୍‌‌ ପରୀକ୍ଷାରେ ସଫଳତା

ପାଟଣା: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌‌)ରେ ତୁରୁମୁଙ୍ଗା ବାସିନ୍ଦା ସ୍ୱର୍ଗତ ପ୍ରଦୀପ କୁମାର ବେହେରାଙ୍କ ପୁଅ ସୁମିତ କୁମାର ବେହେରା ୭୨୦ରୁ ୬୮୫ ନମ୍ବର ରଖି ସଫଳତା ପାଇଛନ୍ତି। ସେ ତୁରୁମୁଙ୍ଗା…
Read More...

ପାଟଣା ବନାଞ୍ଚଳରେ ସକ୍ରିୟ କାଠ ମାଫିଆ, ଦିନ ଦ୍ୱିପ୍ରହରରେ ବେଧଡକ ଚାଲିଛି କାଠ ଲୁଟ୍‌‌

ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ କାଠ ମାଫିଆ ସକ୍ରିୟ ହୋଇଛନ୍ତି। ଦିନ ଦ୍ୱିପ୍ରହରରେ ମେଶିନ ଲଗାଇ ବଡ଼ ବଡ଼ ଗଛ କାଟି ଟ୍ରକ ସାହାଯ୍ୟରେ ଚାଲାଣ କରୁଛନ୍ତି। ସବୁ ଜାଣି ନ ଜାଣିଲା ଭଳି ଚୁପ ବସିଛି ବନ ବିଭାଗ।…
Read More...

ଘଟଯାତ୍ରାରେ ଆକର୍ଷଣ ସାଜିଲା ପୌରାଣିକ ନୃତ୍ୟ

ପଦ୍ମପୁର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକର ଜୁମୁରୁଗୁଡା ଗ୍ରାମରେ ଚଳିତ ମାସ ୫ ତାରିଖଠାରୁ ମହାଆଡମ୍ବର ସହକାରେ ଆରମ୍ଭ ହୋଇଛି ଘଟଯାତ୍ରା। ଏହି ଘଟ ଯାତ୍ରା ୭ ଦିନ ଧରି ଚାଲୁ ରହିବ। ପରମ୍ପରା ଅନୁଯାୟୀ ପ୍ରଥମେ ଶୁଭ…
Read More...

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ଭାଗନେବେ ନର୍ଲା ମାଟିର ସନ୍ତାନ

ନର୍ଲା: କଳାହାଣ୍ଡି ବ୍ଲକ୍ ଘୋଡବନ୍ଧ ଗ୍ରାମର ତପନ ମାଝୀ ଓ ମମତା ମାଝୀଙ୍କ ସନ୍ତାନ ତଥା ଲାଞ୍ଜିଗଡ ଡିଏଭି ବେଦାନ୍ତ ଇଣ୍ଟରନ୍ୟାଶନାଲ ସ୍କୁଲର ୮ମ ଶ୍ରେଣୀର ଛାତ୍ର ଓଁକାର ମାଝୀ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ…
Read More...

ମେଣ୍ଟ ସରକାର କେତେ ସଫଳ ? କ’ଣ କହୁଛି ଅତୀତର ଘଟଣାବଳୀ ? ଆସନ୍ତୁ ଜାଣିବା…

ସମାଜ ଡିଜିଟାଲ ଡେସ୍କ: ଜୁନ ୯ରେ ଦେଶରେ ନୂଆ ସରକାର ଗଠନ ହେବାକୁ ଯାଉଛି। ବାରାଣସୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦୀ କ୍ରାମଗତ ୩ୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା…
Read More...

ବେଦ ଲାହୋଟି ଜେଇଇ ଆଡ୍‌‌ଭାନ୍ସଡ ଟପ୍ପର

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ୍‌‌ଭାନ୍ସଡ ଫଳ ରବିବାର ପ୍ରକାଶ ପାଇଛି। ଆଇଆଇଟି ମାଡ୍ରାସ ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବେଦ ଲାହୋଟି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ…
Read More...

୧୧ରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା, ୧୨ରେ ଶପଥ ଗ୍ରହଣ

ଭୁୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଗଠନ କରିବାକୁ ଯାଉଛି। ଆସନ୍ତା ୧୦ ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଦଳ ପକ୍ଷରୁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ କିଏ…
Read More...

ଅଜଗର ପେଟରୁ ବାହାରିଲା ମହିଳାଙ୍କ ମୃତଦେହ

ସମାଜ ଡିଜିଟାଲ ଡେସ୍କ: ଏକ ୧୬ ଫୁଟ ଲମ୍ବ ଅଜଗର ସାପ ପେଟରୁ ବାହାରିଛି ଜଣେ ମହିଳାଙ୍କ ମୃତଦେହ। ୩ ଦିନ ଧରି ନିଖୋଜ ରହିବା ପରେ ମହିଳାଙ୍କ ମୃତଦେହ ଏକ ଅଜଗର ପେଟରୁ ବାହାରିଛି। ଘଟଣାଟି ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି…
Read More...

କେମିତି ଖେଳିଲେ ଭାରତ ଜିତିପାରିବ ଟି-୨୦ ବିଶ୍ୱକପ ? ଖେଳାଳିଙ୍କ ଏହି ମାନସିକତା ଉପରେ ଗୁରୁତ୍ୱ ଦେଲେ ହରଭଜନ ସିଂହ

ସମାଜ ଡିଜିଟାଲ ଡେସ୍କ: ଟି-୨୦ କ୍ରିକେଟ ବିଶ୍ୱକପ୍‌‌ର ଚଳିତ ସିଜନ ଜାରି ରହିଛି। ଏଥର କିଛି ନୂଆ ଦଳ ଟୁର୍ନାମେଣ୍ଟରେ ସାମିଲ ହୋଇଛନ୍ତି। ତେବେ ଭାରତୀୟ ଦଳ ନିକଟରେ ଏଥର ବି ଟି-୨୦ ବିଶ୍ୱକପ ଟାଇଟଲ ହାସଲ କରିବାର ସୁଯୋଗ…
Read More...

ସରକାର ଗଠନରେ ‘N’ ନାମଧାରୀ ବ୍ୟକ୍ତିଙ୍କ ପ୍ରଭାବ, ଜାଣନ୍ତୁ ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏପରି ବ୍ୟକ୍ତିଙ୍କ…

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ସରକାର ଗଠନ କରିବା ସ୍ଥିର ହୋଇଛି। ତେବେ ଏହି ସରକାର ଗଠନରେ ପ୍ରମୁଖ…
Read More...

ସମ୍ଭାବ୍ୟ ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌‌ କଲ୍‌‌

ନୂଆଦିଲ୍ଲୀ: ଆଜି ଅର୍ଥାତ ଜୁନ ୯ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦୀ। ମୋଦୀଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ତେବେ କେଉଁମାନେ…
Read More...

୬ବର୍ଷ ବିତିଲା, ପିଲାରରେ ଅଟକିଛି କାଳିଗିରି ସେତୁ

କଳାପଥର(ବାଙ୍କୀ): ଆସୁଛି ମୌସୁମୀ ବର୍ଷା। ମହାନଦୀରେ ବନ୍ୟା ଆସିବ। ତଳିଆ ଅଞ୍ଚଳର ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବେ। ଯୋଗାଯୋଗ ବିଚ୍ଛିନ୍ନ ହେବ। ଏହି ବହୁବିଧ ସମସ୍ୟା ବର୍ଷ ବର୍ଷ ଧରି ଲାଗିରହିଥିବା…
Read More...

ଆନ୍ତର୍ଜାତିକ ରେଳ ଫାଟକ ସଚେତନତା ଦିବସ ପାଳିତ

ସମ୍ବଲପୁର: ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ରେଳ ମଣ୍ଡଳରେ ଆନ୍ତର୍ଜାତିକ ରେଳ ଫାଟକ ସଚେତନତା ଦିବସ ପାଳିତ ହୋଇଯାଇଛି। ୧ ଜୁନରୁ ୮ ଜୁନ ପର୍ୟ୍ୟନ୍ତ ଏହି କାର୍ୟ୍ୟକ୍ରମ ଉପଲକ୍ଷେ ସଚେତନତା ମୂଳକ ଅଭିଯାନ…
Read More...

ଭୁତାପଡ଼ାରେ ଝାଡ଼ାବାନ୍ତି ମୁକ୍ତ ସଚେତନତା ପକ୍ଷ

ସମ୍ବଲପୁର: ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଭୁତାପଡ଼ାଠାରେ ଝାଡ଼ାବାନ୍ତି ମୁକ୍ତ ସଚେତନତା ପକ୍ଷ ଶନିବାର ଜୁନ ୮ ତାରିଖରେ ପାଳିତ ହୋଇଯାଇଛି। ଏଥିରେ ମହିଳା ଆରୋଗ୍ୟ ସମିତି, ଆଶା କର୍ମୀ ତଥା ଜନସାଧାରଣ ଯୋଗଦାନ…
Read More...

ୱାଶିଂ ମେଶିନ ସହ କରୁଛନ୍ତି କି ଏପରି ଭୁଲ ? ଲାଗିଯାଇପାରେ ନିଆଁ, ରୁହନ୍ତୁ ସାବଧାନ

ସମାଜ ଡିଜିଟାଲ ଡେସ୍କ: ଦେଶର ଅନେକ ରାଜ୍ୟରେ ଭୀଷଣ ଗରମ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ୁଛନ୍ତି। ପ୍ରବଳ ଗରମ କାରଣରୁ ଅନେକ ସ୍ଥାନରେ ୱାଶିଂ ମେଶିନରେ ବି ନିଆଁ ଲାଗିଯାଉଥିବା ଘଟଣା ସାମ୍ନାକୁ ଆସୁଛି। ଏଭଳି ଘଟଣାରୁ…
Read More...

୨୪ ଘଣ୍ଟା, ୩୬୫ ଦିନ କାମ କରିବାକୁ କର୍ମୀ, ନେତାଙ୍କୁ ଆହ୍ୱାନ କଲେ ଖଡଗେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଶନିବାର ପ୍ରଥମ ଥର ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ (ସିଡବ୍ଲ୍ୟୁସି) ବୈଠକ ବସିଛି। ବୈଠକରେ ନିର୍ବାଚନ ଫଳାଫଳର ସମୀକ୍ଷା କରାଯିବା ସହିତ ଭବିଷ୍ୟତ ରଣନୀତି ଉପରେ ବି ଚର୍ଚ୍ଚା…
Read More...

ଦେଖନ୍ତୁ ଭିଡିଓ: ଜଳବନ୍ଦୀ ରାସ୍ତାରେ କେମିତି ଶୋଇ ଶୋଇ ଯାତ୍ରା କରୁଛନ୍ତି ଯୁବକ…

ସମାଜ ଡିଜିଟାଲ ଡେସ୍କ: ଦେଶର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଲାଣି। ଏହା ଫଳରେ ବର୍ଷା ବି ଆରମ୍ଭ ହେଲାଣି, ଯାହାଦ୍ୱାରା ଜନସାଧାରଣଙ୍କୁ ଅସହ୍ୟ ଗରମ ଏବଂ ଖରାତାତିରୁ ସାମାନ୍ୟ ତ୍ରାହି…
Read More...

ବାଧାପ୍ରାପ୍ତ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ

ସମାଜ ଡିଜିଟାଲ ଡେସ୍କ: ଚଳିତ ଟି-୨୦ ବିଶ୍ୱକପରେ ଆସନ୍ତା ରବିବାର ଭାରତ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ। ମାତ୍ର ଏହି ମ୍ୟାଚକୁ ନେଇ ଏବେ ସନ୍ଦେହ ପ୍ରକାଶ ପାଇଛି। ମ୍ୟାଚଟି ବାଧାପ୍ରାପ୍ତ ହେବା…
Read More...

୫ ଦିନରେ ୮୫୮ କୋଟି ବଢ଼ିଲା ଚନ୍ଦ୍ରବାବୁ ନାଇଡୁଙ୍କ ପରିବାରର ସମ୍ପତ୍ତି

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, କେନ୍ଦ୍ରରେ ମେଣ୍ଟ ସରକାର ଗଢ଼ିବାରେ ବି ତାଙ୍କ…
Read More...

ମସ୍ତିଷ୍କ ଟ୍ୟୁମର ରୋଗୀଙ୍କ ପାଇଁ ବରଦାନ ଯୋଗ, ଧ୍ୟାନ

ସମାଜ ଡିଜିଟାଲ ଡେସ୍କ: ମସ୍ତିଷ୍କ ଟ୍ୟୁମରରେ ଆକ୍ରାନ୍ତ ବ୍ୟକ୍ତି ଚିକିତ୍ସା ସମୟରେ ଅନେକ ଶାରିରୀକ ଏବା ମାନସିକ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏଭଳି ସ୍ଥଳରେ ସେମାନଙ୍କ ପାଇଁ ବରଦାନ ପାଲଟିଥାଏ ଯୋଗ ଏବଂ ଧ୍ୟାନ।…
Read More...

ଦେବ ବିବାହ ପାଇଁ ନିମନ୍ତ୍ରଣ ଦେଲେ ନୃସିଂହ: ପିତ୍ରାଳୟରେ ପାର୍ବତୀଙ୍କ ବନ୍ଦାଣ ଉତ୍ସବ ଓ ମଙ୍ଗଳହାଣ୍ଡି ସ୍ଥାପିତ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ବୃହତ୍ତମ ଗଣପର୍ବ ଶୀତଳଷଷ୍ଠୀର ଶୁଭାରମ୍ଭ ଶୁକ୍ରବାର ସର୍ବପୁରାତନ ଶୀତଳଷଷ୍ଠୀ ଯାତ୍ରା କମିଟି ନନ୍ଦପଡ଼ାର ବଂ ବରାଡ ବାଲୁଙ୍କେଶ୍ୱରଙ୍କ ପତ୍ରପେଣ୍ଡି ନୀତି ସହିତ ହୋଇଯାଇଛି।…
Read More...

ଦୁର୍ଘଟଣାରେ ନାବାଳକର ମୃତ୍ୟୁ, ପ୍ରତିଶ୍ରୁତି ପରେ ରାସ୍ତାରୋକ ହଟିଲା

ଗୁରୁଡ଼ିଝାଟିଆ: ୫୫ ନଂ ଜାତୀୟ ରାଜପଥର ରାଧାଦାମୋଦରପୁରଠାରେ ଦୁର୍ଘଟଣାରେ ଆରିୟାନ ପରିଡ଼ା ନାମକ ନାବାଳକ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବି, ତୁରନ୍ତ ଖୁଣ୍ଟୁଣୀ ଥାନାଠାରୁ ରାଧାଦାମୋଦରପୁର ଛକ ପର୍ୟ୍ୟନ୍ତ ଜାତୀୟ…
Read More...

ଗୋପବନ୍ଧୁ ଚିକିତ୍ସାଳୟ ପାଚେରି ଭାଙ୍ଗିଲେ ହାତୀପଲ

ଗୁରୁଡ଼ିଝାଟିଆ: ଆଠଗଡ଼ର ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟର ପାଚେରି ଭାଙ୍ଗି ଦେଇଛନ୍ତି ହାତୀପଲ। ଚିକିତ୍ସାଳୟର ପୂର୍ବପାଶ୍ୱର୍ରେ ଥିବା ସୁଦୃଢ ପାଚେରିର ୨ଟି ସ୍ଥାନରେ ପ୍ରାୟ ୬୦ ଫୁଟ ଲମ୍ବର କାନ୍ଥକୁ…
Read More...

ମଣ୍ଡିରୁ ଧାନ ଉଠାଣରେ ବିଳମ୍ବ; ଚାଷୀ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଲଡ଼ୁଗାଁ/ମୋଟେର: ଜୟପାଟଣା ବ୍ଲକ ବଡ଼ ଟେମରି ପଞ୍ଚାୟତର ଚାଷୀମାନେ ରବି ଧାନ ବିକ୍ରି ପାଇଁ ସାନ ଟେମରି ମଣ୍ଡି ଉପରେ ନିର୍ଭରଶୀଳ ରହୁଥିବା ବେଳେ ଏହି ମଣ୍ଡିରେ ଧାନ କ୍ରୟରେ ଅହେତୁକ ବିଳମ୍ବ କରାଯାଉଛି। ତେଣୁ ଶୁକ୍ରବାର…
Read More...

ମାସିକ ୨୫ ହଜାର ବେତନ ଥିଲେ ବି ହୋଇପାରିବେ କୋଟିପତି, ଲାଗିବ ଏତିକି ସମୟ… ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ସମାଜ ଡିଜିଟାଲ ଡେସ୍କ: ୨୫ ହଜାର ଟଙ୍କା ମାସିକ ବେତନ ଥିଲେ ଜଣେ ବ୍ୟକ୍ତି କୋଟିପତି ହେବା କଷ୍ଟକର ମନେହେଉଥିବ। କିନ୍ତୁ ଏହା ଅସମ୍ଭବ ନୁହେଁ। ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ନିୟମିତ ନିବେଶ…
Read More...

ରାତି ଅଧରେ ଦୌଡ଼ାଇ ଦୌଡ଼ାଇ ନାବାଳକର ଚୋରି ନିଶା ଛଡ଼ାଇଲେ ଜିମ୍‌‌ ମାଲିକ, ତା’ ପରେ…

ସମାଜ ଡିଜିଟାଲ ଡେସ୍କ: ଚୋରି କରିବା ପାଇଁ ଜିମ୍‌‌ରେ ପଶିଥିଲେ। ହେଲେ ଧରାପଡ଼ିବା ପରେ ନୟାନ୍ତ ହେଲେ। ଜିମ୍‌‌ ମାଲିକ ଚୋରକୁ ଧରିବା ସହିତ ଦଣ୍ଡିତ କରିଛନ୍ତି। ଦଣ୍ଡ ସ୍ୱରୂପ ଅଭିଯୁକ୍ତ ନାବାଳକକୁ ଟ୍ରେଡ୍‌‌ ମିଲ୍‌‌ରେ…
Read More...

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ଙ୍କୁ ଆଗୁଆ ଜାମିନ

ବେଙ୍ଗାଲୁରୁ: ବହୁ ଚର୍ଚ୍ଚିତ କର୍ନାଟକ ଯୌନ କେଳେଙ୍କରୀ ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ ତଥା ହୋଲେନାରସିପୁରା ବିଧାୟକ ଏଚଡି ରେଭାନ୍ନାଙ୍କ ସ୍ତ୍ରୀ ଭବାନୀ ରେଭାନ୍ନାଙ୍କୁ ଆଗୁଆ ଜାମିନ…
Read More...

ମୋଦୀ ନୁହନ୍ତି, ଶିବରାଜ ହୁଅନ୍ତୁ ପ୍ରଧାନମନ୍ତ୍ରୀ: କଂଗ୍ରେସ ନେତାଙ୍କ ଦାବି

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। କିନ୍ତୁ ଏହା ଭିତରେ କଂଗ୍ରେସ ନେତାମାନଙ୍କ ଦାବି ସାମ୍ନାକୁ ଆସିଛି। ମୋଦୀ ନୁହନ୍ତି, ବରଂ ଶିବରାଜ ସିଂହ ଚୌହ୍ୱାନଙ୍କୁ…
Read More...

ରେପୋ ରେଟ୍‌‌ ଅପରିବର୍ତ୍ତିତ ରଖିଲା ଆରବିଆଇ, କମିବନି ଋଣ କିସ୍ତି

ସମାଜ ଡିଜିଟାଲ ଡେସ୍କ: ରେପୋରେଟ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)। ଚଳିତ ମୁଦ୍ରା ନୀତି କମିଟି (ଏମପିସି) ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଫଳରେ ରେପୋରେଟ୍‌‌ ପୂର୍ବପରି ୬.୫ ପ୍ରତିଶତ…
Read More...

ଦେଖନ୍ତୁ ଭିଡିଓ: ମହାକାଶରେ ପହଞ୍ଚିବା ପରେ କେମିତି ଖୁସିରେ ନାଚୁଛନ୍ତି ସୁନୀତା ୱିଲିୟମ୍‌‌ସ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍‌‌ସ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ମହାକାଶ ଯାତ୍ରା କରିଛନ୍ତି। ତାଙ୍କର ଏହି ଯାତ୍ରା ସଫଳ ହୋଇଛି। ବୋଇଂ ଷ୍ଟାରଲାଇନର୍‌‌ ମହାକାଶ ଯାନ…
Read More...

କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡି ମୂଳପୋଛ, ପ୍ରଥମ ଥର ଫୁଟିଲା ପଦ୍ମ

ଲକ୍ଷ୍ମୀପୁର: କୋରାପୁଟ ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ୭ଟି ବିଧାନସଭା ଆସନରୁ ମୂଳପୋଛ ହୋଇଛି ବିଜେଡି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା କୋରାପୁଟ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ…
Read More...

ଆଣ୍ଡ୍ରଏଡ୍‌‌ ଫୋନରେ ମିଳିବ ଆଇଫୋନ୍‌‌ର ଏହି ଫିଚର୍ସ

ସମାଜ ଡିଜିଟାଲ ଡେସ୍କ: ଏଣିକି ଆଣ୍ଡ୍ରଏଡ୍‌‌ ଫୋନ ବ୍ୟବହାରକାରୀମାନଙ୍କୁ ମିଳିପାରିବ ଆଇଫୋନ୍‌‌ରେ ଉପଲବ୍ଧ ଥିବା ଫିଚର୍ସ। ଯଦିଓ ସବୁ ନୁହେଁ, କିଛି ଫିଚର୍ସ ବ୍ୟବହାର କରିପାରିବେ ଆଣ୍ଡଏଡ୍‌‌ ଫୋନ୍‌‌ ଉପଭୋକ୍ତା। କାରଣ…
Read More...

ବିଏସକେୱାଇରେ ଚିକିତ୍ସା ମିଳୁ ନ ଥିଲେ ଏହି ନମ୍ବରକୁ କରନ୍ତୁ ଯୋଗାଯୋଗ

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଥିବା ଡାକ୍ତରଖାନାଗୁଡ଼ିକ କୌଣସି ରୋଗୀଙ୍କୁ ଫେରାଇ ପାରିବେ ନାହିଁ। ସରକାର ବଦଳିଯାଇଥିବା ଆଳରେ ରୋଗୀଙ୍କୁ…
Read More...

ଇଏମଆଇରେ ଲାଞ୍ଚ ନେଉଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ଭାରତରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସଂଖ୍ୟା କିଛି କମ୍‌‌ ନୁହେଁ। ଛୋଟ କାମଠାରୁ ଆରମ୍ଭ କରି ବଡ଼ କାମ ପର୍ଯ୍ୟନ୍ତ, ସବୁଥି ପାଇଁ ଲାଞ୍ଚ ଦରକାର ପଡ଼ୁଛି। ଯେତେ ସଚେତନତା, ଯେତେ…
Read More...

ବାର୍ଡ ଫ୍ଲୁରେ ଜୀବନ ହାରିଲା ପ୍ରଥମ ମଣିଷ

ସମାଜ ଡିଜିଟାଲ ଡେସ୍କ: ବାର୍ଡ ଫ୍ଲୁ’ ଭୂତାଣୁ ଦ୍ୱାରା ସାଧାରଣଙ୍କ ପଶୁପକ୍ଷୀମାନେ ଆକ୍ରାନ୍ତ ହୋଇଥାଆନ୍ତି। କିନ୍ତୁ ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ପ୍ରାଣ ହରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ବାର୍ଡ ଫ୍ଲୁ…
Read More...

ଓଡ଼ିଶା‌ରେ ବିଧାୟକ ସିଦ୍ଧାନ୍ତ, ବଙ୍ଗଳା‌ରେ ସାଂସଦ ରଚନା

ଭୁବନେଶ୍ବର: ଏକଦା ପରଦାରେ ଓଲିଉଡର ସଫଳ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ  ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଅନେକ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଥିବାବେଳେ ଏବେ…
Read More...

୪୮ ଭୋଟ୍‌ରେ ଜିତିଲେ ରବୀନ୍ଦ୍ର

ମୁମ୍ବଇ: ମହାରାଷ୍ଟ୍ରର ଉତ୍ତର ପଶ୍ଚିମ ମୁମ୍ବଇ ଲୋକସଭା ଆସନରୁ ଶିବସେନାର ରବୀନ୍ଦ୍ର ୱାୟକର ମାତ୍ର ୪୮ଟି ଭୋଟ୍‌ ବ୍ୟବଧାନରେ ଶିବସେନା (ୟୁବିଟି) ପ୍ରାର୍ଥୀ ଅମୋଲ୍‌ କୀର୍ତ୍ତିକରଙ୍କୁ ପରାସ୍ତ କରିଥିବା ଜଣାପଡ଼ିଛି।…
Read More...

ସମ୍ଭାବ୍ୟ ସରକାର ଗଠନ ସମ୍ପର୍କରେ ‘ଇଣ୍ଡି’ମେଣ୍ଟର ମନ୍ତବ୍ୟ: ଠିକଣା ସମୟରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳ ଘୋଷଣା ପରେ ବିରୋଧୀ ‘ଇଣ୍ଡି’ ମେଣ୍ଟର ବୈଠକ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ବୈଠକକୁ ମେଣ୍ଟ ନେତାଙ୍କୁ ଖଡଗେ ସ୍ବାଗତ କରିବା ସହିତ…
Read More...

ବିଧାନସଭା ଭୋଟ ହାର: ୨୦୧୯ ତୁଳନାରେ ବିଜେଡିର କମିଛି ୪.୪୯ %, ବିଜେପିର ବଢ଼ିଛି ୭.୫୮ %

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଧାନସଭା କ୍ଷେତ୍ରରେ ବିଜେପିକୁ ୭୮ ଆସନ ମିଳିଥିବାବେଳେ ବିଜେଡି ୫୧ଟି ଆସନ ପାଇଛି। କଂଗ୍ରେସକୁ ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ…
Read More...

୨୫ ବର୍ଷ ପରେ ଲୋକସଭାରେ ବିଜେଡି ଶୂନ

ଭୁବନେଶ୍ୱର: ସଂସଦର ନିମ୍ନ ସଦନ ଲୋକସଭାରେ ୨୪ବର୍ଷ ପରେ ଆଞ୍ଚଳିକ ଦଳ ବିଜେଡି ପ୍ରତିନିଧିତ୍ବ କରିବା ସୁଯୋଗରୁ ବଞ୍ଚିତ ହୋଇଛି। ବିଜେଡି ଗଠନ ଦିନରୁ ପ୍ରଥମଥର ପାଇଁ ଦଳକୁ ଏପରି ବିପର‌୍ୟ୍ୟୟର ସମ୍ମୁଖୀନ ହେବାକୁ…
Read More...

କାହିଁକି ଚର୍ଚ୍ଚାରେ ଗିରିଶ ?

ଭୁବନେଶ୍ବର: ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବାଧିକ ଚର୍ଚ୍ଚାରେ ରହିଛି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମ। ମୟୂରଭଞ୍ଜ ଜିଲାର ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଡ. ଗିରିଶଚନ୍ଦ୍ର ମୁର୍ମୁ ସମ୍ପ୍ରତି ଭାରତୀୟ…
Read More...

ବଢୁଛି ଉତ୍କଣ୍ଠା; ସିଂହାସନରେ ବସିବ କିଏ ?

ଭୁବନେଶ୍ୱର: ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାବାସୀ ବିରାଟ ପରିବର୍ତ୍ତନ କରିଛନ୍ତି। ଦୀର୍ଘ ୨୪ବର୍ଷ ଧରି ରାଜ୍ୟର ଶାସନ ଡୋର ଧରିଥିବା ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ହାତରେ କ୍ଷମତା ଦେଇଛନ୍ତି।…
Read More...

ବିଏସକେୱାଇ ଚାଲୁ ରହିଛି, ସ୍ପଷ୍ଟୀକରଣ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ଚାଲୁ ରହିଛି। ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ସରକାର ବଦଳିବା ପରେ ଘରୋଇ ଡାକ୍ତରଖାନାଗୁଡ଼ିକ ବିଏସକେୱାଇ…
Read More...

୧୨ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

ଅମରାବତୀ: ଆସନ୍ତା ୧୨ ତାରିଖରେ ଶପଥ ଗ୍ରହଣ କରିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ସେ ୯ ତାରିଖରେ ଶପଥ ନେବାର…
Read More...

ପ୍ରଧାନମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ…
Read More...

ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତିଙ୍କ ମୃତ୍ୟୁ

କଳାପଥର(ବାଙ୍କୀ ): ବୈଦେଶ୍ୱର ପଂଚାୟତ ଅନ୍ତର୍ଗତ ଇଚ୍ଛାପୁର ଗ୍ରାମର ଶିକ୍ଷାବିତ ତଥା ପଶ୍ଚିମବାଙ୍କୀ କୃଷକ ପରିଷଦ ସଭାପତି ତ୍ରିଲୋଚନ ମଲ୍ଲିକଙ୍କ ମୃତ୍ୟୁ ଘଟିଛି। ସେ ବିଭିନ୍ନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ…
Read More...

ଓଡ଼ିଆ ଝିଅ ହେଲେ ଝାଡ଼ଖଣ୍ଡ ବିଧାୟିକା

ସମାଜ ଡିଜିଟାଲ ଡେସ୍କ: ଓଡ଼ିଆ ଝିଅ ଝାଡ଼ଖଣ୍ଡରେ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି। ମଙ୍ଗଳବାର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଝିଅ ଜଣକ ହେଉଛନ୍ତି ଝାଡ଼ଖଣ୍ଡର ପୂର୍ବତନ…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, ୨ ଗୁରୁତର

ପାଟଣା: ୨୦ ନଂ. ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ଉଚ୍ଚ ବିଦ୍ୟାଳୟ ପାର୍ଶ୍ଵ ସର୍ଭିସ ରୋଡ୍‌‌ର ହନୁମାନ ମନ୍ଦିର ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କ ମୃତ୍ୟ ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ…
Read More...

ସମର୍ଥନ ବଦଳରେ ୨ଟି ମୁଖ୍ୟ ଦାବି କରିପାରେ ଟିଡିପି

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସରକାର ଗଠନ କରିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସହଯୋଗୀ ଦଳ ଟିଡିପି, ଜେଡିୟୁ, ଏଲଜେପିଆରଭି ପ୍ରମୁଖଙ୍କ ସହାୟତାରେ…
Read More...

ମୋଦୀ ଏନଡିଏ ନେତା ନିର୍ବାଚିତ, ଖୁବଶୀଘ୍ର ରାଷ୍ଟ୍ରପତିଙ୍କ ନିକଟରେ ସରକାର ଗଠନ ଦାବି ଜଣାଇବେ

ନୂଆଦିଲ୍ଲୀ: ସହଯୋଗୀ ଦଳଗୁଡ଼ିକୁ ନେଇ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ନୂଆଦିଲ୍ଲୀରେ ବସିଥିବା ଏହି ବୈଠକରେ ବିଜେପି, ଜେଡିୟୁ, ଟିଡିପି ସମେତ ଅନ୍ୟାନ୍ୟ ସହଯୋଗୀ ଦଳଗୁଡ଼ିକର…
Read More...

ସପ୍ତଦଶ ଲୋକସଭା ଭଙ୍ଗ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସପ୍ତଦଶ ଲୋକସଭା ଭଙ୍ଗ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆ ସରକାର ଗଠନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ରାଷ୍ଟ୍ରପତି ଭବନକୁ ଯାଇ ସେଠାରେ ରାଷ୍ଟ୍ରପତିଙ୍କୁ…
Read More...

ସ୍ତ୍ରୀ ଓ ଦୁଇ ଝିଅ ସହ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ରେଳ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ରେଳ କର୍ମଚାରୀ ଓ ତାଙ୍କ ପରିବାର ସଦସ୍ୟ। ଏଭଳି ଏକ ଛାତିଥରା ଘଟଣା ଘଟିଛି ମଧ୍ୟପ୍ରଦେଶର ଜବଲପୁର ଅଞ୍ଚଳରେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…
Read More...

୮ରେ ଶପଥ ନେଇପାରନ୍ତି ମୋଦୀ

ସମାଜ ଡିଜିଟାଲ ଡେସ୍କ: ଅଷ୍ଟାଦଶ ଲୋକସଭା ନିର୍ବାଚନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)କୁ ବହୁମତ ମିଳିବା ପରେ ଏହା ଦେଶରେ ସରକାର ଗଠନ କରିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ…
Read More...

ବିମାନରେ ଏକାଠି ନଜର ଆସିଲେ ନିତିଶ-ତେଜସ୍ୱୀ

ନୂଆଦିଲ୍ଲୀ: କେନ୍ଦ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ) ୨୯୨ ଆସନରେ ବିଜୟୀ ହୋଇଛି। ଇଣ୍ଡି ମେଣ୍ଟ ୨୩୨ ଆସନ ଅକ୍ତିଆର କରିଛି। ଅନ୍ୟାନ୍ୟ ଦଳଗୁଡ଼ିକ ୧୭ ଆସନରେ ବିଜୟୀ ହୋଇଛନ୍ତି। ଏଭଳି ସ୍ଥିତିରେ ଏନଡିଏ ଦରକାର…
Read More...

ଓଡ଼ିଶାରେ ବନ୍ଦ ହେବ ବିଏସକେୱାଇ, ଲାଗୁ ହେବ ଆୟୁଷ୍ମାନ ଭାରତ

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ବନ୍ଦ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)। ଏହା ବଦଳରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ବୁଧବାର ଏ…
Read More...

ଲୋକସଭା ଫଳାଫଳ: ଏନଡିଏ ୨୯୫ ଆସନରେ ଆଗୁଆ, ଇଣ୍ଡି ମେଣ୍ଟ ୨୩୧

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଛି। ଅପରାହ୍ନ ୩ଟା ସୁଦ୍ଧା ୫୪୩ ଲୋକସଭା ଆସନ ମଧ୍ୟରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୨୯୫ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଇଣ୍ଡି ମେଣ୍ଟ ୨୩୧ ଆସନରେ ଆଗୁଆ…
Read More...

ୱାୟନାଡ, ରାଏବରେଲିରେ ରାହୁଲଙ୍କ ସ୍ଥିତି ମଜଭୁତ, ଲକ୍ଷାଧିକ ଭୋଟରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ପ୍ରାର୍ଥୀ ରାହୁଲ ଗାନ୍ଧୀଙ୍କ ସ୍ଥିତି ମଜଭୁତ ରହିଛି। ଉଭୟ ୱାୟନାଡ ଏବଂ ରାଏବରେଲୀରୁ ରାହୁଲ ଏଥର ସାଂସଦ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ୁଥିବାବେଳେ ଉଭୟ ସ୍ଥାନରେ ସେ ବହୁ ଆଗରେ…
Read More...

ପୁରୀ ଜିଲାର ୪ ଆସନରେ ବିଜେପି, ୨ରେ ବିଜେଡି ଆଗୁଆ

ସମାଜ ଡିଜିଟାଲ ଡେସ୍କ: ପୁରୀ ଜିଲାର ୬ ବିଧାନସଭା ଆସନ ମଧ୍ୟରୁ ବିଜେପି ୪ଟି ଆସନରେ ଆଗୁଆ ରହିଛି। ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ଭାରତ ନିର୍ବାଚନ ଆୟୋଗ(ଇସିଆଇ)ଙ୍କ ତଥ୍ୟ ଅନୁସାରେ ଏହି ଫଳାଫଳ ଦେଖିବାକୁ ମିଳିଛି।…
Read More...

କଣ୍ଟାବାଞ୍ଜିରେ ନବୀନ ପଛରେ, ହିଞ୍ଜିଳିରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଭୋଟ ଗଣତି ଜାରି ରହିଥିବାବେଳେ କଣ୍ଟାବାଞ୍ଜି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛରେ ରହିଛନ୍ତି। ମୋଟ ୨୮ ରାଉଣ୍ଡ ମଧ୍ୟରୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪ର୍ଥ ରାଉଣ୍ଡ…
Read More...

୩୯ ହଜାର ଭୋଟ ପଛରେ ସ୍ମୃତି ଇରାନୀ

ସମାଜ ଡିଜିଟାଲ ଡେସ୍କ: ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀ ପଛରେ ପଡ଼ିଯାଇଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋରୀଲାଲଙ୍କଠାରୁ ସ୍ମୃତି ଇରାନୀ ୩୯ ହଜାର ୧୪୭ ଭୋଟ…
Read More...

ପିପିଲିରେ ୩ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଆଗରେ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଭୋଟ ଗଣତି ଜାରି ରହିଥିବାବେଳେ ପିପିଲି ନିର୍ବାଚନ ମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୮ ରାଉଣ୍ଡ ମଧ୍ୟରୁ ୩ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଏଠାରେ ବିଜେପି ପ୍ରାର୍ଥୀ ଆଶ୍ରିତ…
Read More...

ଉତ୍ତର ପ୍ରଦେଶରେ ବିଜେପି ସ୍ଥିତି ଟଳମଳ, ଟକ୍କର ଦେଉଛି ସମାଜବାଦୀ ପାର୍ଟି

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ବିଜେପି ଦୋଦୁଲ୍ୟମାନ ସ୍ଥିତିରେ ରହିଛି। ଏଠାରେ ମୋଟ ୮୦ ଲୋକସଭା ଆସନରୁ ପୂର୍ବାହ୍ନ ୧୧ଟା ସୁଦ୍ଧା ବିଜେପି ମାତ୍ର ୩୫ ଆସନରେ ଆଗୁଆ ରହିଥିବା ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ…
Read More...

ଲୋକସଭା ଫଳାଫଳ: ଏନଡିଏ ୩୦୪, ଇଣ୍ଡି ମେଣ୍ଟ ୨୧୦ ଆସନରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଭୋଟ ଗଣତି ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ୫୪୫ ଲୋକସଭା ଆସନ ମଧ୍ୟରୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ୩୦୪ ଆସନରେ ଆଗୁଆ ରହିଛି। ଅନ୍ୟପଟେ ଇଣ୍ଡି ମେଣ୍ଟ ୨୧୦…
Read More...

ମତଦାନରେ ଭାରତର ବିଶ୍ୱ ରେକର୍ଡ: ସିଇସି

ନୂଆଦିଲ୍ଲୀ: ଚଳିତ ନିର୍ବାଚନରେ ଭାରତ ଐତିହାସିକ ସଫଳତା ହାସଲ କରିଛି। ନିର୍ବାଚନ ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଦେଶରେ ୬୪ କୋଟିରୁ ଅଧିକ ଲୋକ ଏଥର ମତଦାନ କରିଛନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ…
Read More...

ଜାତୀୟ ସଙ୍ଗୀତ ଗାଇ ଗାଇ ଟଳିପଡ଼ିଲେ ଅବସରପ୍ରାପ୍ତ ସୈନିକ, କରତାଳି ମାରି ଚାଲିଥିଲେ ପିଲା

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ କିପରି ଆସେ ତାହା କହିବା ଅସମ୍ଭବ। ଅନେକ ସମୟରେ ମଣିଷ ହସଖୁସି କରୁଥିବାବେଳେ ମୃତ୍ୟୁକୁ ସାମ୍ନା କରିଥାଏ। ଏଭଳି ଅନେକ ଘଟଣାର ନଜିର ରହିଛି। ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି…
Read More...

୩୬ ଘଣ୍ଟା ବିତିଲା, ଅପହୃତ ଡାକ୍ତରଙ୍କ ପତ୍ତା ମିଳୁନି

ମାଲକାନଗିରି: ମାଲକାନଗିରି ଜିଲାର କାଲିମେଳାରୁ ଅପହୃତ ଡାକ୍ତର ଅମ୍ଳାନ ଭୋଇଙ୍କ ପତ୍ତା ମିଳୁନାହିଁ। ଘଟଣାର ୩୬ ଘଣ୍ଟା ବିତିଯାଇଥିଲେ ହେଁ ଡାକ୍ତରଙ୍କୁ କିଏ ଅପହରଣ କରିଛି ଏବଂ ସେ ଏବେ କେଉଁଠି ଅଛନ୍ତି ତାହାକୁ ନେଇ…
Read More...

‘ମୋଦୀ ରିଟର୍ନ’ ହାୱାରେ ଉଚ୍ଛୁଳିଲା ଶେୟାର ବଜାର

ସମାଜ ଡିଜିଟାଲ ଡେସ୍କ: ସୋମବାର ଶେୟାର ବଜାର ଖୋଲିବା ପରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ବିଭିନ୍ନ ଗଣମାଧ୍ୟମର ଏକଜିଟ୍‌‌ ପୋଲ ଫଳାଫଳରେ ‘ମୋଦୀ ରିଟର୍ନ’ ହାୱା ଯୋଗୁ ଶେୟାର ବଜାର ଖୋଲିବା ପରଠାରୁ ବିଏସଇ…
Read More...

୯୩ ବର୍ଷରେ ୫ମ ବିବାହ କଲେ ରୁପର୍ଟ ମର୍ଡୋକ୍‌‌

ସମାଜ ଡିଜିଟାଲ ଡେସ୍କ: ପ୍ରଖ୍ୟାତ ଗଣମାଧ୍ୟମ ବ୍ୟବସାୟୀ ରୁପର୍ଟ ମର୍ଡୋକ୍‌‌ ୯୩ ବର୍ଷରେ ୫ମ ବିବାହ କରିଛନ୍ତି। ଜୁନ ୧ ତାରିଖରେ ୬୭ ବର୍ଷୀୟା ବାନ୍ଧବୀ ଏଲିନା ଜୁକୋଭାଙ୍କୁ କାଲିଫର୍ନିଆର ବେଲ୍‌‌ ଏୟାରସ୍ଥିତ…
Read More...

ଦେଖନ୍ତୁ ଭିଡିଓ: ମଝି ଆକାଶରେ ଧକ୍କା ହେଲେ ଦୁଇଟି ଲଢୁଆ ବିମାନ

ସମାଜ ଡିଜିଟାଲ ଡେସ୍କ: ମଝି ଆକାଶରେ ଚାଲିଥିଲା ଏୟାର ଶୋ’। ଏହି ସମୟରେ ପରସ୍ପର ସହ ଧକ୍କା ହୋଇଗଲେ ୨ଟି ଲଢୁଆ ବିମାନ। ଦୁର୍ଘଟଣା ପରେ ଦୁଇଟି ଯାକ ବିମାନ ତଳକୁ ଖସିପଡ଼ିଥିଲେ। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ…
Read More...

ବେଙ୍ଗାଲୁରୁରେ ୧୩୩ ବର୍ଷର ରେକର୍ଡ ଭାଙ୍ଗିଲା ମୌସୁମୀ ବର୍ଷା

ବେଙ୍ଗାଲୁରୁ: କର୍ନାଟକରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବା ପରେ ସେଠାରେ ବର୍ଷା ଆରମ୍ଭ ହୋଇଛି। ତେବେ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ହୋଇଛି। ୧୩୩ ବର୍ଷର ରେକର୍ଡ ଭାଙ୍ଗିଛି ଏହି ବର୍ଷା। ରାଜ୍ୟର ଉପକୂଳ…
Read More...

ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେଉଥିଲେ ସାବଧାନ ! ଏଣିକି ଗାଡ଼ି ସହ ଫୋନ ଜବତ କରିବ ପୁଲିସ

ଭୁବନେଶ୍ୱର: ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନରେ କଥା ହେଉଛନ୍ତି କି ? ଯଦି ହଁ, ତେବେ ହୋଇଯାଆନ୍ତୁ ସାବଧାନ ! ଏଣିକି ଏହା ଉପରେ କଡ଼ା ନଜର ରଖିବ ପୁଲିସ। ଗାଡ଼ି ଚାଳନା ବେଳେ ମୋବାଇଲରେ କଥା ହେଉଥିବା ଧରାପଡ଼ିଲେ ଗାଡ଼ି…
Read More...

କ୍ଷମା ମାଗିଲା ଏୟାର ଇଣ୍ଡିଆ, ପ୍ରତ୍ୟେକ ଯାତ୍ରୀଙ୍କୁ ୨୯ ହଜାର ଟଙ୍କାର ଯାତ୍ରା ରସିଦ ଦେଲା

ନୂଆଦିଲ୍ଲୀ: ୩୦ ଘଣ୍ଟା ବିଳମ୍ବରେ ବିମାନ ଉଡ଼ାଣ ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛି ଏୟାର ଇଣ୍ଡିଆ। ଏହି ଘଟଣା ପାଇଁ ଏୟାର ଇଣ୍ଡିଆର କାର୍ଯ୍ୟନିର୍ବାହୀ ଉପସଭାପତି ତଥା ମୁଖ୍ୟ ପରିଚାଳନା ଅଧିକାରୀ କ୍ଲାଉସ ଗୋଏର୍ସ୍କ…
Read More...

ଅରୁଣାଚଳ ପ୍ରଦେଶରେ ବିଜେପିର ବାଜିମାତ୍‌‌, ସିକ୍କିମରେ ଏସକେଏମକୁ ବହୁମତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମରେ ରବିବାର ଭୋଟ ଗଣତି ଚାଲିଥିବାବେଳେ ସ୍ଥିର ସରକାର ଗଠନ ହେବା ନିଶ୍ଚିତ ହୋଇଯାଇଛି। ଅରୁଣାଚଳ ପ୍ରଦେଶରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ ସିକ୍କିମରେ ସିକ୍କିମ…
Read More...

କାଲିମେଳାରେ ଡାକ୍ତରଙ୍କୁ ଅପହରଣ: ମାଓବାଦୀଙ୍କ ହାତ ଥିବା ସନ୍ଦେହ, ଚିନ୍ତାରେ ପରିବାର

ମାଲକାନଗିରି/ଫୁଲବାଣୀ: ମାଲକାନଗିରି ଜିଲାର କାଲିମେଳାରେ ଜଣେ ଡାକ୍ତରଙ୍କୁ ଅପହରଣ କରିନିଆଯାଇଛି। ଡାକ୍ତରଙ୍କୁ କିଏ ଓ କାହିଁକି ଅପହରଣ କରିନେଇଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ବାସଭବନ ସମ୍ମୁଖରୁ ମାଓବାଦୀଙ୍କ…
Read More...

ଆଇଫୋନ୍‌‌ କିଣୁଥିଲେ ହୋଇଯାଆନ୍ତୁ ସତର୍କ… ବର୍ଷକରେ ଖରାପ ହୋଇଯାଉଛି ଏହି ମଡେଲର ବ୍ୟାଟେରି !

ସମାଜ ଡିଜିଟାଲ ଡେସ୍କ: ମୋବାଇଲ୍‌‌ କମ୍ପାନୀଗୁଡ଼ିକ ମଧ୍ୟରେ ଆପଲ ଆଇଫୋନ ସବୁଠୁ ଦାମୀ ବ୍ରାଣ୍ଡ। ବହୁ ଯୁବପିଢ଼ି ଏହି ଫୋନ୍‌‌ ମୋହରେ ପଡ଼ନ୍ତି। ଏହି ଦାମୀ ଫୋନ ବ୍ୟବହାର ପାଇଁ କିଛି ପିଲା ଧାରକରଜ କରିବାକୁ ମଧ୍ୟ ପଛାନ୍ତି…
Read More...

କେଉଁ ରୋଗ ଥିଲେ କ’ଣ ଖାଇବା ଉଚିତ ?

ସମାଜ ଡିଜିଟାଲ ଡେସ୍କ: ପରିବର୍ତ୍ତନଶୀଳ ଜୀବନଚର୍ଯ୍ୟା ହେତୁ ମଣିଷ ଅନେକ ପ୍ରକାର ରୋଗବ୍ୟାଧିର ଶିକାର ହେଉଛି। ପନିପରିବାରେ କୀଟନାଶକଠାରୁ ଆରମ୍ଭ କରି ଅସୁସ୍ଥକର ଖାଦ୍ୟପଦାର୍ଥ ଏବଂ ଦୈନନ୍ଦିନ ଜୀବନରେ ମଣିଷ ନିଜ ଶରୀର…
Read More...

କୋହଲିଙ୍କୁ ୨୦୨୩ ଆଇସିସି ଦିନିକିଆ ଶ୍ରେଷ୍ଠ ଖେଳାଳି ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ୨୦୨୩ ବର୍ଷର ଆଇସିସି ଦିନିକିଆ ଶ୍ରେଷ୍ଠ ଖେଳାଳି (ଆଇସିସି ପ୍ଲେୟାର ଅଫ୍‌‌ ଦ ଇୟର ୨୦୨୩) ପୁରସ୍କାର ପ୍ରଦାନ କରାଯାଇଛି। ଅନ୍ତର୍ଜାତୀୟ…
Read More...

ଏକ୍‌‌ଜିଟ ପୋଲ ସର୍ବେକ୍ଷଣକୁ ନେଇ ଏଭଳି ପ୍ରତିକ୍ରିୟା ଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନ ସରିବା ପରେ ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଏହା ପୂର୍ବରୁ ୧ତାରିଖ ସନ୍ଧ୍ୟାରେ ବିଭିନ୍ନ ଜାତୀୟ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ହୋଇଥିବା ଏକ୍‌‌ଜିଟ ପୋଲ ସର୍ବେକ୍ଷଣ ସଂକ୍ରାନ୍ତ…
Read More...

୨ ମାଲବାହୀ ଟ୍ରେନ ମୁହାଁମୁହିଁ ଧକ୍କା

ଚଣ୍ଡୀଗଡ଼଼: ମୁହାଁମୁହିଁ ଧକ୍କା ହୋଇଛନ୍ତି ୨ଟି ମାଲବାହୀ ଟ୍ରେନ। ପଞ୍ଜାବର ଫତେଗଡ଼଼ ସାହିବ ସରିହିନ୍ଦ ମାଧୋପୁର ନିକଟରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଟି ଟ୍ରେନରେ ଦୁଇ ଜଣ ଲୋକ ପାଇଲଟ୍‌‌ ଗୁରୁତର…
Read More...

ଗଞ୍ଜେଇ ଚାଲାଣ: ତାମିଲନାଡ଼ୁର ଦମ୍ପତି ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୁଲିସ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ତାମିଲନାଡୁ ରାଜ୍ୟର ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ୪ କିଲୋ ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଦୁଇଜଣ ସ୍ୱାମୀ…
Read More...

ପୁରୀ-ଆଜମେର ଏକ୍ସପ୍ରେସରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ପୁରୀ- ଆଜମେର ଏକ୍ସପ୍ରେସ ଟ୍ରେନ ନଂ ୨୦୮୨୩ରୁ ଅବକାରୀ ଆରପିଏଫ ଓ ଅବକାରୀ ବିଭାଗ ମିଳିତ ଚଢ଼ାଉ କରି ୩୭.୫ କିଗ୍ରା ଗଞ୍ଜେଇ ଜବତ କରିଛି। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା…
Read More...

ମିଶନ ଶକ୍ତି ଘରକୁ ଭାଙ୍ଗିଲା ବ୍ଲକ ପ୍ରଶାସନ

କଳାପଥର: ବାଙ୍କୀ ବ୍ଲକର ମିଶନ ଶକ୍ତି ଘରକୁ ବ୍ଲକ ପ୍ରଶାସନ ଭାଙ୍ଗି ପୁଣି ତିଆରି କରୁଛି । କିଛି ମାସ ତଳେ ଏହି ଘରକୁ ସ୍ଥାନୀୟ ପୂର୍ତ୍ତ ବିଭାଗ ୪୦ ଲକ୍ଷ ଟଙ୍କାରେ ଟେଣ୍ଡର କରି ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିଥିଲା…
Read More...

ବେଦାନ୍ତର ନୂଆ ପ୍ରକଳ୍ପ: ୫ ବର୍ଷରେ ୨୦ ହଜାର ଲୋକଙ୍କୁ ମିଳିବ ସ୍ଥାୟୀ ଜୀବିକା

ଲାଞ୍ଜିଗଡ଼: ଲାଞ୍ଜିଗଡ଼଼ସ୍ଥିତ ବେଦାନ୍ତ ଆଲୁମିନିୟମ କମ୍ପାନୀ ଏକ ନୂଆ ପ୍ରକଳ୍ପ ଶୁଭାରମ୍ଭ କରିଛି। ଏହା ଜରିଆରେ ରାଜ୍ୟରେ ୨୦ ହଜାର ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଯୋଜନା ରଖାଯାଇଥିବା କମ୍ପାନୀ ପକ୍ଷରୁ…
Read More...

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର, ୪ ଶୁଟରଙ୍କୁ ଗିରଫ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ବଲିଉଡ୍‌‌ ଅଭିନେତା ସଲମାନ ଖାନଙ୍କୁ ହତ୍ୟା କରିବା ପାଇଁ ହୋଇଥିଲା ଷଡ଼ଯନ୍ତ୍ର। ହେଲେ ଏହା ପୂର୍ବରୁ ମୁମ୍ବଇ ପୁଲିସ ହାତରେ ଧରାପଡ଼ିଯାଇଛନ୍ତି ଶୁଟର। ସେମାନଙ୍କୁ ଗିରଫ ପରେ ସଲମାନଙ୍କୁ ହତ୍ୟା…
Read More...

ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ ୨୬.୩ % ମତଦାନ: ହିମାଚଳ ପ୍ରଦେଶରେ ସର୍ବାଧିକ, ଓଡ଼ିଶାରେ ସର୍ବନିମ୍ନ

ନୂଆଦିଲ୍ଲୀ : ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶନିବାର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଗ୍ରହଣ ଜାରି ରହିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ…
Read More...

ଭୋଟରଙ୍କୁ ଧମକ ଦେଲେ ଟିଏମସି କର୍ମୀ; ଇଭିଏମକୁ ପୋଖରୀରେ ଫିଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

କଲକାତା: ୭ମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ ସମୟରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଯାଦବପୁର ଲୋକସଭା କ୍ଷେତ୍ର ଅଧୀନ ଭାଙ୍ଗରରେ ଟିଏମସି କର୍ମୀମାନେ ବୋମାମାଡ଼ କରିଥିବାବେଳେ ଦକ୍ଷିଣ…
Read More...

ଅମ୍ଳଜାନ ସିଲିଣ୍ଡର ଧରି ଭୋଟ ଦେବାକୁ ଆସିଲେ ବୃଦ୍ଧା

ସମାଜ ଡିଜିଟାଲ ଡେସ୍କ: ନିର୍ବାଚନ ସମୟରେ ଅନେକ ଲୋକ ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରକୁ ଯାଆନ୍ତି ନାହିଁ। ବିଭିନ୍ନ ବାହାନା ହେଉ କି କାମର ଆଳ ଦେଖାଇ ଭୋଟ ଦିଅନ୍ତି ନାହିଁ। ସରକାରଙ୍କଠାରୁ ଆରମ୍ଭ କରି ଏନଜିଓଗୁଡ଼ିକ…
Read More...

ପଶ୍ଚିମବଙ୍ଗରେ ହିଂସା: ମତଦାନ ବେଳେ ବୋମାମାଡ଼ କଲେ ଟିଏମସି କର୍ମୀ, ପୁଲିସର ଲାଠିମାଡ଼

କଲକାତା: ଶନିବାର ୭ମ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି ହୋଇଛି। ଯାଦବପୁର ଲୋକସଭା ଆସନ ଅନ୍ତର୍ଗତ ଭାଙ୍ଗରର ସତୁଲିୟା ଅଞ୍ଚଳରେ ଏକ ବୁଥ ନିକଟରେ ବୋମାମାଡ଼ ହୋଇଛି। ଟିଏମସି କର୍ମୀମାନେ ଏହି…
Read More...

ସକାଳ ୯ଟା ସୁଦ୍ଧା ଦେଶରେ ୧୧.୩୧% ମତଦାନ: ହିମାଚଳ ପ୍ରଦେଶରେ ସର୍ବାଧିକ, ଓଡ଼ିଶାରେ ସର୍ବନିମ୍ନ

ନୂଆଦିଲ୍ଲୀ : ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟ ଲୋକସଭା ନିର୍ବାଚନ ପାଇଁ ଶନିବାର ୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ ଗ୍ରହଣ ଜାରି ରହିଛି। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବାକୁ ଥିବାବେଳେ…
Read More...

ଖରାରେ ଟଳିପଡ଼ିଲେ ରାଜମିସ୍ତ୍ରି, ଅଂଶୁଘାତ ସନ୍ଦେହ

ବାଉଁଶୁଣି: ବୌଦ୍ଧ ବ୍ଲକ ତାଳସରଡ଼ା ଗ୍ରାମ ପଞ୍ଚାୟତ ସିଦ୍ଧପୁର ଗ୍ରାମରେ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜଣେ ରାଜମିସ୍ତ୍ରି ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ,…
Read More...

ଭୋଟ୍ ଗଣତି ପାଇଁ ଜିଲା ପ୍ରଶାସନର ପ୍ରସ୍ତୁତି ଶେଷ

ବୌଦ୍ଧ: ଆସନ୍ତା ୪ ତାରିଖରେ ହେବାକୁ ଯାଉଛି ଭୋଟ ଗଣତି । ଗଣତି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ କରାଯାଇଛି। ଜିଲାର ଦୁଇଟି ବିଧାନସଭା ଆସନ ପାଇଁ ପୃଥକ ଭାବରେ ଚାରି ଗୋଟି କକ୍ଷରେ…
Read More...

ବହୁଚର୍ଚ୍ଚିତ ପ୍ରମୋଦ ହତ୍ୟା ମାମଲା: ଅଭିଯୁକ୍ତ ମିଲନକୁ ଆଜୀବନ କାରାଦଣ୍ଡାଦେଶ

ବୌଦ୍ଧ: ବୌଦ୍ଧ ସହରର ବାଘଗୁଡା ଛକରେ ଥିବା ଏକ ମୋବାଇଲ ଦୋକାନ ମାଲିକ ପ୍ରମୋଦ ପ୍ରସାଦ(ରାଜା) ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଜିଲାଜଜ୍ ଅଦାଲତ ମାମଲାର ମୁଖ୍ୟ ଅଭିଯୁକ୍ତ ମିଲନ ପାତ୍ରକୁ ଆଜୀବନ…
Read More...

୪୬ ପ୍ରତିଶତ ଯୁବପିଢ଼ି ଛାଡ଼ିଲେଣି ତମାଖୁ !

ତମାଖୁ ସେବନ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଫୁସଫୁସ କର୍କଟଠାରୁ ଆରମ୍ଭ କରି ହୃଦରୋଗ ପର୍ଯ୍ୟନ୍ତ ଅନେକ ଗମ୍ଭୀର ଏବଂ ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାର ପ୍ରମୁଖ କାରଣ। ନିୟମିତ ଧୂମପାନ କରୁଥିବା…
Read More...

ରାଜଧାନୀରେ ଲଜ୍ଜା: ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗି ଚାଲିଗଲା ରିକ୍ସା ଚାଳକ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଅମାନୁଷିକ, ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ନିଶାଦେଇ ଦୁଷ୍କର୍ମ କରିବା ପରେ ମାଡ଼ ମାରି ଲହୁଲୁହାଣ କରିଛି ଜଣେ ରିକ୍ସା ଚାଳକ। ଏଥିସହିତ…
Read More...

ଅସ୍ୱାଭାବିକ ମୃତ୍ୟୁର ତଦନ୍ତ ହେବ, ଖରାରେ କାମ ନ କରିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ପଶ୍ଚିମ ଓଡ଼ିଶାରେ ଅସ୍ୱାଭାବିକ ମୃତ୍ୟୁ ଘଟଣାର ତଦନ୍ତ ହେବ। ଜନସ୍ୱାସ୍ଥ୍ୟ ବିଭାଗ ଶୁକ୍ରବାର ଏ ନେଇ ନିର୍ଦ୍ଦେଶ ଜାରି କରିଛି। ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଏହାର ତଦନ୍ତ କରିବେ। ମୃତଦେହଗୁଡ଼ିକର…
Read More...

ଦେଖନ୍ତୁ ଭିଡିଓ: କାରକୁ ସୁଇମିଂପୁଲ୍‌‌ କରି ରାସ୍ତାରେ ବୁଲିଲେ ଯୁବକ, ଏମିତି ହେଲା କାର୍ଯ୍ୟାନୁଷ୍ଠାନ

ସମାଜ ଡିଜିଟାଲ ଡେସ୍କ: ସାମାଜିକ ଗଣମାଧ୍ୟମରେ ନିଜର ଅନୁଗାମୀ ଏବଂ ସବ୍‌‌ସ୍କ୍ରାଇବର ସଂଖ୍ୟା ବଢ଼଼ାଇବା ଚକ୍କରରେ ଯୁବପିଢ଼ି କିଛି ବି କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା କେରଳରେ ସାମ୍ନାକୁ ଆସିଛି। ଏଠାକାର ଜଣେ…
Read More...

ଗୁପ୍ତଧନ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଜୁଲାଇ ୧୧ରେ ଦଣ୍ଡାଦେଶ

ସମାଜ ଡିଜିଟାଲ ଡେସ୍କ: ଗୁପ୍ତଧନ ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ଟ୍ରମ୍ପଙ୍କ ବିରୋଧରେ ଆସିଥିବା ୩୪ଟି ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ…
Read More...

କୁଟିମସ୍କା ଜଙ୍ଗଲରେ ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ, ସପ୍ତାହେ ପରେ ଖବର ପାଇଲା ବନବିଭାଗ

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସୀମାନ୍ତ କଦମ୍ବଗୁଡା ଗ୍ରାମପଂଚାୟତ ତଥା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ କମର୍ଦ୍ଧା ସେକ୍ସନ ଭୁର୍ଟିଗଡ଼ ବିଟ ସେମେଲପଦର ଗାଁ ନିକଟ କୁଟିମସ୍କା ଜଙ୍ଗଲରେ ଏକ ଦନ୍ତାହାତୀର…
Read More...

ଭାରତୀୟ ମହିଳା ଲିଗ-୧ ଖେଳିବା ପାଇଁ ନୀତା ଫୁଟବଲ ଏକାଡେମୀର ଯୋଗ୍ୟତା ଅର୍ଜନ

ଗୁରୁଡ଼ିଝାଟିଆ: ନୀତା ଫୁଟବଲ ଏକାଡେମୀ ଭାରତୀୟ ମହିଳା ଲିଗ ୧ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି। ଗୋଆର ଡୁଲେର ମାପୁସା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ରାଉଣ୍ଡରେ ନୀତା ଫୁଟବଲ ଏକାଡେମୀ ଶେଷ ମ୍ୟାଚରେ ଗୁରୁରାଟର…
Read More...

ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ଲାଞ୍ଜିଗଡ: ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ଆକ୍ରମଣ କରିଛି ସ୍ୱାମୀ। କଳାହାଣ୍ଡି ଜିଲା ଲାଞ୍ଜିଗଡ଼଼ ଥାନା କପାଗୁଡ଼ା ଗାଁରେ ଏହି ଘଟଣା ଘଟିଛି। ଗୁରୁତର ଆହତ ମହିଳାଙ୍କୁ ପ୍ରଥମେ ଲାଞ୍ଜିଗଡ଼ ଗୋଷ୍ଠୀ…
Read More...