‘ସୁଭଦ୍ରା’କୁ ନେଇ ବଡ ଖବର; ମାର୍ଚ୍ଚରେ କୋଟିଏ ହିତାଧିକାରୀଙ୍କୁ ମିଳିବ ୨ୟ କିସ୍ତି

ଭୁବନେଶ୍ୱର : ବୁଧବାର ‘ସୁଭଦ୍ରା’ ଯୋଜନାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଆସନ୍ତାବର୍ଷ ମାର୍ଚ୍ଚ ମାସରେ ମିଳିବ ‘ସୁଭଦ୍ରା’ ଟଙ୍କାର ୨ୟ କିସ୍ତି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏକା ବେଳେ କୋଟିଏ ହିତାଧିକାରୀଙ୍କୁ ୨ୟ କିସ୍ତି ମିଳିବ । ଜାନୁଆରୀ ସୁଦ୍ଧା ୧ କୋଟି ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ।

୨୦୨୫ରେ ୭ଟି ରାଜଯୋଗ: ଜାଣନ୍ତୁ ମେଷ ଠାରୁ ମୀନ କେଉଁ ମାସରେ କିଏ ହେବେ ଭାଗ୍ୟଶାଳୀ, ମିଳିବ ଧନ ହେବ ବିବାହ..

ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ, ସାମ୍ନାକୁ ଆସିଲା ଭୟଙ୍କର ଦୃଶ୍ୟ..

Comments are closed.