ଛାଡପତ୍ର ପାଇଁ କୋର୍ଟକୁ ଗଲେ ଅଶଦଙ୍କ ପତ୍ନୀ

ସମାଜ ଡିଜିଟାଲ ଡେସ୍କ: ସିରିଆରୁ ପଳାୟନ କରିଥିବା ରାଷ୍ଟ୍ରପତି ବଶର ଅଲ ଅଶଦଙ୍କ ପତ୍ନୀ ଅସମା ଅଲ ଅଶଦ ସ୍ୱାମୀଙ୍କଠାରୁ ଛାଡପତ୍ର ଦାବି କରିଛନ୍ତି l ଏଥିପାଇଁ ସେ ରୁଷର ଏକ କୋର୍ଟରେ ଆବେଦନ କରିଛନ୍ତି l ସିରିଆରେ ଗୃହ…
Read More...

ଏହି କାରଣରୁ ଭୁଶୁଡି ପଡିଥିଲା କୋଠା, ସାମ୍ନାକୁ ଆସିଲା ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ପଂଜାବର ମୋହାଲିରେ ଏକ ୪ ମହଲା କୋଠା ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିଲା l ସମାଜ ଡିଜିଟାଲ ଡେସ୍କ: ପଂଜାବର ମୋହାଲିରେ ଏକ ୩ ମହଲା କୋଠା ଭୁଶୁଡି ୨ ଜଣଙ୍କ ମୃତ୍ୟୁ ଘଟିଥିଲା l ତେବେ ଘଟଣା…
Read More...

‘ସମାଜରେ ପରିବର୍ତ୍ତନ ଆଣିବାରେ ସ୍ରଷ୍ଟାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ’

ସୋର: ଆଗାମୀ ପିଢ଼ିଙ୍କ ପାଇଁ ସ୍ରଷ୍ଟାମାନେ ଅଧିକରୁ ଅଧିକ ଉପାଦେୟ ରଚନା ସୃଷ୍ଟି କରନ୍ତୁ। ସେମାନଙ୍କ ସୃଷ୍ଟି ସମାଜର ଶ୍ରୀବୃଦ୍ଧି ସହିତ ଏକ ନୂତନ ଦିଗ ଉନ୍ମୋଚନ କରିବ ବୋଲି ଅତିଥିମାନେ ମତ ପୋଷଣ କରିଛନ୍ତି।…
Read More...

ଦେଖନ୍ତୁ ଭିଡିଓ: ବାଛୁରୀକୁ ଧକ୍କା ଦେବାରୁ କାର ବାଟ ଓଗାଳିଲେ ଗାଈ

ସମାଜ ଡିଜିଟାଲ ଡେସ୍କ: ମା’ର ମମତା ଦୁନିଆରେ ସବୁଠୁ ମୂଲ୍ୟବାନ। ମା’ ନିଜ ସନ୍ତାନ ପାଇଁ କିଛି ବି କରିପାରେ। କେବଳ ମଣିଷଙ୍କ କ୍ଷେତ୍ରରେ ଏହା ନୁହେଁ, ବରଂ ଜୀବଜନ୍ତୁଙ୍କ କ୍ଷେତ୍ରରେ ବି ଏହା ଦେଖିବାକୁ ମିଳେ। ଯାହାର…
Read More...

ବାଲ୍ୟ ବିବାହ ଅଭିଯୋଗରେ ୪୧୬ ଗିରଫ

ଗୁଆହାଟୀ: ବାଲ୍ୟ ବିବାହ ଅଭିଯୋଗରେ ଆସାମ ପୁଲିସ ୪୧୬ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ପୁଲିସ ମୋଟ ୩୩୫ଟି ମାମଲା ରୁଜୁ କରିଥିବାବେଳେ ରବିବାର ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଆସାମ ସରକାରଙ୍କ…
Read More...

ପୁଷ୍ପା-୨ ଦଳାଚକଟା; ଅଲ୍ଲୁ ଅର୍ଜୁନଙ୍କ ଘର ଉପରକୁ ଟମାଟୋ ମାଡ଼

ହାଇଦରାବାଦ: ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଶୋ’ରେ ଦଳାଚକଟା ଘଟଣାକୁ ନେଇ ରବିବାର ଚଳଚ୍ଚିତ୍ରର ନାୟକ ଅଲ୍ଲୁ ଅର୍ଜୁନଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ବିକ୍ଷୋଭକାରୀମାନେ ବାସଭବନ ଉପରକୁ ଟମାଟୋ…
Read More...

ଚର୍ଚ୍ଚରେ ଦଳାଚକଟା ଯୋଗୁଁ ୩୨ ଜଣଙ୍କ ମୃତ୍ୟୁ

ଆବୁଜା: ନାଇଜେରିଆର ଦୁଇଟି ଚର୍ଚ୍ଚରେ ଦଳାଚକଟା ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଆବୁଜାସ୍ଥିତ ହୋଲି ଟ୍ରିନିଟ୍ କ୍ୟାଥୋଲିକ ଚର୍ଚ୍ଚ ଓ ଦାକ୍ଷିଣାତ୍ୟ ସହର ଓକିଜା ସହରରେ ଥିବା ଦୁଇଟି ଚର୍ଚ୍ଚରେ ଖ୍ରୀଷ୍ଟମାସ…
Read More...

ମନ୍ଦିର ପରେ ସମ୍ଭଲରୁ ମିଳିଲା ପୁରାତନ ପୁଷ୍କରିଣୀ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ସମ୍ଭଲ ଜିଲା ଅନ୍ତର୍ଗତ ମୁସଲମାନ ବହୁଳ ଦୀପା ରିଆ ଅଞ୍ଚଳରୁ ହନୁମାନ ମନ୍ଦିର ଠାବ ହେବା ପରେ ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ସର୍ବେକ୍ଷଣ ଆରମ୍ଭ…
Read More...

କୁଏତରେ ଭାରତୀୟ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ଏହି ଅବସରରେ ପ୍ରଥମ ଦିନରେ ସେ ଭାରତୀୟ ଶ୍ରମିକମାନଙ୍କୁ ଭେଟିଛନ୍ତି। ଶ୍ରମିକମାନଙ୍କ ସହିତ ହାତ ମିଳାଇ କଥା ହୋଇଛନ୍ତି।…
Read More...

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ମଧ୍ୟ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ରବିବାର ସେ ହଠାତ ଅସୁସ୍ଥ…
Read More...

୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ଜିତିଲା ଭାରତ

ସମାଜ ଡିଜିଟାଲ ଡେସ୍କ: ୧୯ ବର୍ଷରୁ କମ ମହିଳା ଏସିଆ କପ ଟାଇଟଲ ବିଜୟୀ ହୋଇଛି ଭାରତୀୟ ଦଳ। ପ୍ରଥମ ଥର ପାଇଁ ଆୟୋଜିତ ଏହ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଭାରତ ବାଂଲାଦେଶକୁ ୪୧ ରନରେ ହରାଇ ଚମ୍ପିଆନ ହୋଇଛି। ଭାରତୀୟ…
Read More...

ଅମାନବୀୟ: ଯୁବକଙ୍କୁ ମାଡ଼ ମାରିଲେ, ଛେପ ଚାଟିବାକୁ ବାଧ୍ୟକଲେ; ଭିଡିଓ ପ୍ରଘଟ ପରେ ମାମଲା ରୁଜୁ

ସମାଜ ଡିଜିଟାଲ ଡେସ୍କ:  ଜଣେ ଯୁବକଙ୍କୁ କିଛି ଯୁବକ ନିସ୍ତୁକ ମାଡ଼ ମାରିଲେ। କାନ ଧରି ଆଣ୍ଠେଇଦେବା ସହିତ ଭୂମିରେ ପଡ଼ିଥିବା ଛେପକୁ ଚାଟିବାକୁ ବାଧ୍ୟ କଲେ। ଏଭଳି ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି ବିହାରରୁ।…
Read More...

ଅଶ୍ଵିନୀଙ୍କ ଅବସରକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, କହିଲେ ଏମିତି…

ସମାଜ ଡିଜିଟାଲ ଡେସ୍କ: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନୀ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ସମ୍ପର୍କରେ ଘୋଷଣା କରିବା କ୍ରିକେଟ ପ୍ରଶଂସକମାନଙ୍କୁ ନିରାଶ କରିଛି। କେବଳ…
Read More...

ପୁଷ୍ପା-୨ ଦଳାଚକଟା: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କଲେ ଅଲ୍ଲୁ ଅର୍ଜୁନ

ସମାଜ ଡିଜିଟାଲ ଡେସ୍କ: ପୁଷ୍ପା-୨ ଦଳାଚକଟା ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଦାୟୀ କରିଥିଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ। ଅନୁମତି ନ ଥିବା ସତ୍ବେ ଅଲ୍ଲୁ ସନ୍ଧ୍ୟା ସିନେମା ହଲକୁ ଯାଇଥିବାରୁ ଏଭଳି ଘଟଣା…
Read More...

ଭାରତରେ ୮,୨୭,୩୫୭ ବର୍ଗ କିମି ଜଙ୍ଗଲ

ନୂଆଦିଲ୍ଲୀ: ଭାରତରେ ୮,୨୭,୩୫୭ ବର୍ଗ କିମି ଅଞ୍ଚଳର ଜଙ୍ଗଲ ରହିଛି ବୋଲି ନିକଟରେ ‘ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ’ ପକ୍ଷରୁ ସାର୍ବଜନୀନ କରାଯାଇଥିବା ଜଙ୍ଗଲ ରିପୋର୍ଟରୁ ଜଣାପଡିଛି। ଦେଶର ମୋଟ ଆୟତନ ମଧ୍ୟରୁ ୨୫.୧୭…
Read More...

ପରୀକ୍ଷା ବନ୍ଦ କରିବାକୁ ସ୍କୁଲକୁ ବୋମା ଧମକ ଦେଉଥିଲେ ଛାତ୍ର

ସମାଜ ଡିଜିଟାଲ ଡେସ୍କ: କିଛି ଦିନ ତଳେ ରାଜଧାନୀ ନୂଆଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ ମିଳିଥିଲା। ବୋମା ବିସ୍ଫୋରଣ ଦ୍ଵାରା ସ୍କୁଲ ଉଡ଼ାଇ ଦେବାକୁ ସ୍କୁଲଗୁଡ଼ିକୁ ଧମକ ଦିଆଯିବା ପରେ ପୁଲିସ ଏବଂ ସାଇବର ଟିମ ପକ୍ଷରୁ…
Read More...

 ଗିରଫ ପରଓ୍ବାନା ଜାରି ପରେ ମୁହଁ ଖୋଲିଲେ ଉଥାପ୍ପା

ସମାଜ ଡିଜିଟାଲ ଡେସ୍କ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯିବା ପରେ ସେ ମୁହଁ ଖୋଲିଛନ୍ତି। ନିଜ କମ୍ପାନୀ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି(ପିଏଫ) ହଡ଼ପ…
Read More...

ରବିନ ଉଥାପ୍ପାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି, ଜାଣନ୍ତୁ କ’ଣ ରହିଛି କାରଣ

ସମାଜ ଡିଜିଟାଲ ଡେସ୍କ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟ ରବିନ ଉଥାପ୍ପାଙ୍କ ପାଇଁ ବଢ଼ିଯାଇଛି ଅଡୁଆ। ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଛନ୍ତି ଭବିଷ୍ୟନିଧି ପାଣ୍ଠି(ପିଏଫ) ଆୟୁକ୍ତ ଶଦାକ୍ଷରି ଗୋପାଳ ରେଡ୍ଡୀ।…
Read More...

ରୁଷରେ ୯/୧୧ ପରି ଆକ୍ରମଣ, ସାମ୍ନାକୁ ଆସିଲା ବିସ୍ଫୋରଣର ଭୟଙ୍କର ଦୃଶ୍ୟ

ସମାଜ ଡିଜିଟାଲ ଡେସ୍କ: ରୁଷରେ ହୋଇଛି ୯/୧୧ ପରି ଆକ୍ରମଣ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକାରେ ଥିବା ବିଶ୍ଵ ବାଣିଜ୍ୟ କେନ୍ଦ୍ର(ଡବ୍ଲ୍ୟୁଟିସି)ରେ ଯେପରି ଆକ୍ରମଣ ହୋଇଥିଲା, ଠିକ ସେହିପରି ଆକ୍ରମଣ ହୋଇଛି ରୁଷ ଉପରେ।…
Read More...

ପ୍ରତିଷ୍ଠାର ୫୫ ବର୍ଷ ପରେ ନାକ୍‌ ଟିମର ଗଞ୍ଜାମ ମହାବିଦ୍ୟାଳୟ ପରିଦର୍ଶନ, ଗ୍ରେଡ୍‌କୁ ଅପେକ୍ଷା

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟ ପ୍ରତିଷ୍ଠାର ଦୀର୍ଘ ୫୫ ବର୍ଷ ପରେ ଏହି କଲେଜକୁ ପରିଦର୍ଶନ ପାଇଁ ଆସିଛନ୍ତି ତିନି ଜଣିଆ ନାକ ଟିମ୍। ଦୁଇ ଦିନ ଧରି ମହାବିଦ୍ୟାଳୟ କ୍ୟାମ୍ପସର ଭିତ୍ତିଭୂମି ଯାଞ୍ଚ କରିବା ପରେ ସମସ୍ତ…
Read More...

ଖୋର୍ଦ୍ଧାରେ ସର୍ବାଧିକ ୭୫ ମିମି ବର୍ଷା ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗତ ଶୁକ୍ରବାର ବର୍ଷା ଲାଗି ରହିଛି। ଆସନ୍ତା ରବିବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର…
Read More...

ଦୁଇ ଦିନିଆ କୁଏତ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୨ ଦିନିଆ କୁଏଦ ଗସ୍ତରେ ଯାଇଛନ୍ତି। ବିଗତ ୪୩ ବର୍ଷ ମଧ୍ୟରେ ଗଲ୍‌ଫ ଦେଶକୁ ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ। ୧୯୮୧ରେ ଶେଷ ଥର ଲାଗି…
Read More...

ଦେଖନ୍ତୁ ଭିଡିଓ: ୭୦ ଜଣଙ୍କ ଉପରେ ଚଢ଼ାଇ ଦେଲେ କାର, ୨ ମୃତ

ସମାଜ ଡିଜିଟାଲ ଡେସ୍କ: ଜନଗହଳିପୂର୍ଣ୍ଣ ଖ୍ରୀଷ୍ଟମାସ ବଜାରରେ ୭୦ ଜଣଙ୍କ ଉପରେ କାର ଚଢ଼ାଇ ଦେଇଛନ୍ତି ଜଣେ ଡାକ୍ତର। ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬୮ ଜଣ ଏଥିରେ ଆହତ ହୋଇଛନ୍ତି। ଜର୍ମାନୀର ମାଗଡେବର୍ଗ…
Read More...

ଶନିବାର ରାଶିଫଳ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ ଏହି ରାଶିର ବ୍ୟକ୍ତି

ମେଷ- ସତ୍‌ପରାୟଣ ଓ କର୍ମଠ ହେବେ। ଜ୍ଞାନୀ ଶ୍ରେଷ୍ଠ ହୋଇପାରନ୍ତି। ଶିକ୍ଷାବିତ୍‌ଭାବେ ନିର୍ଭରଶୀଳଙ୍କୁ ଦିଗ୍‌ଦର୍ଶନ ଦେବେ। ପ୍ରଜ୍ଞାଶୀଳ ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ପାଇଁ ଚିକିିତ୍ସା ବ୍ୟୟ ବହୁଳ ହୋଇପାରେ। ବୃଷ-…
Read More...

ଜଙ୍ଗଲରୁ ୫୨କିଲୋ ସୁନା, ନଗଦ ୧୦ କୋଟି ଜବତ

ଭୋପାଳ: ଆୟକର ବିଭାଗ ଅଧିକାରୀମାନେ ଶୁକ୍ରବାର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ନିକଟସ୍ଥ ମିଣ୍ଡୋରି ଜଙ୍ଗଲରୁ ଏକ ପରିତ୍ୟକ୍ତ କାରରୁ ୫୨ କିଲୋ ଓଜନର ସୁନା ବିସ୍କୁଟ ଓ ନଗଦ ୧୦ କୋଟି ଟଙ୍କା ଜବତ କରିଥିବା ଜଣାପଡିଛି।…
Read More...

‘ବିଶ୍ବ’ରୁ ୫୦୫ ଜାଲ୍‌ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ଜବତ

ସମ୍ବଲପୁର/ଭୁବନେଶ୍ବର: ୨୩୧ କୋଟି ଟଙ୍କା ଠକେଇ ମାମଲାରେ ସମ୍ବଲପୁର ସ୍ଥିତ ଭାରତ ଇଣ୍ଟିଗ୍ରେଟେଡ୍‍ ସୋସିଆଲ ୱେଲଫେୟାର ଏଜେନ୍ସି (ବିଶ୍ୱ) ଏନ୍‌ଜିଓରେ ଦୁଇ ଦିନ ଧରି ଚଢ଼ଉରୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) କେତେକ…
Read More...

ଜାନୁଆରୀରୁ ନୂଆ ରେସନକାର୍ଡ଼

ଭୁବନେଶ୍ବର: ପୂର୍ବ ସରକାର ବହୁ ଅଯୋଗ୍ୟ ହିତାଧିକାରୀଙ୍କୁ ରେସନକାର୍ଡ଼ ପ୍ରଦାନ କରିଥିଲେ। ବିଜେପି ରାଜ୍ୟରେ ସରକାର ଗଠନ କରିବା ପରେ ଜାଲ୍‌ ରେସନକାର୍ଡ଼ଧାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ଜୋରଦାର କରିଛି। ଇ-କେୱାଇସି…
Read More...

ପଶ୍ଚିମବଙ୍ଗ ପଳାଇଲା ଜିନ୍ନତ୍‌ !

ବାରିପଦା: ଶିମିଳିପାଳରେ ଛଡ଼ାଯାଇଥିବା ମହାରାଷ୍ଟ୍ରର ବାଘୁଣୀ ‘ଜିନ୍ନତ୍‌’ ଏବେ ଝାଡ଼ଖଣ୍ଡ ଛାଡି ପଶ୍ଚିମବଙ୍ଗ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ଗତକାଲି ରାତିରେ ଜିନ୍ନତ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ରେଞ୍ଜ ଛାଡି…
Read More...

ଖୁରୁଡ଼ ନଡ଼ିଆର ଏମ୍‌ଏସ୍‌ପି ୧୨୧% ବୃଦ୍ଧି

ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଖୁରୁଡ଼ ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ତଦନୁଯାୟୀ ୨୦୨୫ ଋତୁ ପାଇଁ…
Read More...

କୁଲଡିହା ଜଙ୍ଗଲରେ ବୁଲୁଛି ‘ଯମୁନା’; ପାଦଦେଶର ତାଟି କବାଟ ବନ୍ଦ, ରାସ୍ତା ସିଲ୍‌‌

ନୀଳଗିରି: କୁଲଡିହା ଜଙ୍ଗଲରେ ଘୂରୁଛି ବାଘୁଣୀ ଯମୁନା। ଘଞ୍ଚ ଜଙ୍ଗଲ ଠାରୁ ଆରମ୍ଭ କରି ପାଦଦେଶ ପର୍ଯ୍ୟନ୍ତ ସେ ଯାତାୟାତ କରୁଛି। ଜଙ୍ଗଲ ପାଖରେ ଚରୁଥିବା ଗୋରୁ ଗାଈ, ଛେଳି ମେଣ୍ଢାକୁ ଝାମ୍ପିବା ଉଦେଶ୍ୟରେ ଏହି ବାଘୁଣୀ…
Read More...

ବଢ଼ିପାରେ ବିଜୁଳି ଦର

ଭୁବନେଶ୍ବର: ୨୦୨୫-୨୬ ଆର୍ଥିକ ବର୍ଷରୁ ବଢ଼ିପାରେ ବିଦ୍ୟୁତ ଶୁଳ୍କ। ଆସନ୍ତା ଆର୍ଥିକ ବର୍ଷଠାରୁ ଗ୍ରିଡ୍‌କୋ ପକ୍ଷରୁ ବିଜୁଳି ୟୁନିଟ୍ ପିଛା ୫୪ ପଇସା ବୃଦ୍ଧି କରିବାକୁ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)କୁ…
Read More...

ଜେପିସିକୁ ଗଲା ଓଏନ୍‌ଓଇ ବିଧେୟକ

ନୂଆଦିଲ୍ଲୀ: ଏକ ଦେଶ, ଏକ ନିର୍ବାଚନ (ଓଏନ୍‌ଓଇ) କରିବା ଲାଗି ଆଗତ କରାଯାଇଥିବା ଦୁଇ ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଯାଇଛି। ଶୁକ୍ରବାର ବାଚସ୍ପତି ଓମ୍ ବିର୍ଲା ସମ୍ବିଧାନ (୧୨୯ତମ ସଂଶୋଧନ) ବିଧେୟକ…
Read More...

ଆମେରିକାକୁ ନିଶାଣ କରି କ୍ଷେପଣାସ୍ତ୍ର ତିଆରି କରୁଛି ପାକିସ୍ତାନ

ୱାଶିଂଟନ: ଆମେରିକା ପାଇଁ ନୂଆ ପ୍ରକାର ବିପଦ ସୃଷ୍ଟି କରିବାକୁ ଯାଉଛି ପାକିସ୍ତାନ। ଆମେରିକା ପାଇଁ ପାକିସ୍ତାନ ଯେଉଁ ବିପଦ ସୃଷ୍ଟି କରିବାକୁ ଯାଉଛି ତାହା ଆତଙ୍କବାଦୀ ଆକ୍ରମଣ ନୁହେଁଟ୍ଟ ତାହା ହେଉଛି କ୍ଷେପଣାସ୍ତ୍ର…
Read More...

ବୈଦ୍ୟୁତିକ ସାମଗ୍ରୀ ମଗାଇଥିଲେ ମହିଳା: ପାର୍ସଲରେ ଆସିଲା ମୃତଦେହ

ବିଶାଖାପାଟଣା: ଆନ୍ଧ୍ର ପ୍ରଦେଶର ୱେଷ୍ଟ ଗୋଦାବରୀ ଜିଲାରେ ଜଣେ ମହିଳା ଅନଲଲାଇନରେ କିଛି ଘରକରଣା ସାମଗ୍ରୀ ମଗାଇଥିଲେ। ତେବେ ପାର୍ସଲରେ ଗୋଟିଏ ମୃତଦେହ ଆସିଥିବାବେଳେ ସେଥିରେ ଏକ ଚିଠି ମଧ୍ୟ ମିଳିଥିଲା। ଚିଠିରେ ୧.୩…
Read More...

ବାଂଲାଦେଶରେ ୨୨୦୦ ହିନ୍ଦୁ ବିରୋଧୀ ହିଂସା ମାମଲା

ନୂଆଦିଲ୍ଲୀ: ଚଳିତବର୍ଷ (୨୦୨୪)ରେ ବାଂଲାଦେଶରେ ବାସ କରୁଥିବା ହିନ୍ଦୁଙ୍କ ବିରୋଧରେ ୨୨୦୦ ହିଂସା ଘଟଣା ଘଟିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ରାଜ୍ୟସଭାରେ ସୂଚନା ପ୍ରଦାନ କରାଯାଇଛି। ଏହି ସମୟରେ…
Read More...

ସରିଲା ସଂସଦର ଶୀତ ଅଧିବେଶନ; ଲୋକସଭା ୫୪%, ରାଜ୍ୟସଭା ୪୦% କାର୍ଯ୍ୟ କଲା

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ଶୁକ୍ରବାର ଶେଷ ହୋଇଛି। ନଭେମ୍ବର ୨୫ରେ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ଲୋକସଭା ୫୪.୫ଧ ଓ ରାଜ୍ୟସଭା ୪୦ଧ ସମୟ କାର୍ଯ୍ୟ କରିଛି। ଅବଶିଷ୍ଟ ସମୟ ଶାସକ ଓ ବିରୋଧୀଙ୍କ ହୋହଲ୍ଲା ଯୋଗୁଁ…
Read More...

ଚିଲିକାରେ ଡଙ୍ଗା ବାଟବଣା, ୧୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: କାଳିଜାଈ ଦର୍ଶନ କରିବାକୁ ଯାଇ ଫେରିବା ବେଳେ ବାଟବଣା ହୋଇଗଲା ଡଙ୍ଗା। ଚିଲିକା ମଝିରେ ଫସିଗଲେ ପର୍ଯ୍ୟଟକ। ଖବରପାଇ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ସୂଚନା ଅନୁସାରେ, ଭୁବନେଶ୍ଵରରୁ ୧୪ ଜଣ…
Read More...

ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ପନ୍ନୁର ଧମକ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ଓ୍ବାଶିଂଟନ ଡିସିରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିନୟ ମୋହନ କ୍ଵାତ୍ରାଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁ ଧମକ ଦେଇଛି। କ୍ଵାତ୍ରା ଆମେରିକାରେ ରହୁଥିବା…
Read More...

ସଂସଦରେ ଠେଲାପେଲା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ସମାଜ ଡିଜିଟାଲ ଡେସ୍କ: ସଂସଦରେ ଘଟିଥିବା ଠେଲାପେଲା ଘଟଣାର ଯାଞ୍ଚ ଏବଂ ତଦନ୍ତ କରିବ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ। ଏ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ସଂସଦ ମାର୍ଗ ଥାନାରେ ଏତଲା ଦିଆଯାଇଥିଲା। ଉଭୟ ଅଭିଯୋଗ…
Read More...

ଏହି ସ୍କୁଲ ଝିଅର ବୋଲିଂ ଶୈଳୀ ଦେଖି ବିମୋହିତ ହେଲେ ସଚିନ, କହିଲେ ଏମିତି…

ସମାଜ ଡିଜିଟାଲ ଡେସ୍କ: କ୍ରିକେଟର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକର ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓଟି ଜଣେ ଝିଅର। ଯିଏ ହେଉଛନ୍ତି ଜଣେ ବାମହାତୀ ପେସ୍‌ ବୋଲର। କୌଣସି…
Read More...

ଚୌତାଲାଙ୍କ ବିୟୋଗରେ ହରିୟାଣାରେ ୩ ଦିନିଆ ଶୋକ

ସମାଜ ଡିଜିଟାଲ ଡେସ୍କ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲାଙ୍କ ବିୟୋଗରେ ରାଜ୍ୟ ସରକାର ୩ ଦିନିଆ ଶୋକ ଘୋଷଣା କରିଛନ୍ତି। ଚୌତାଲାଙ୍କୁ ସମ୍ମାନାର୍ଥେ ଶୁକ୍ରବାରଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ…
Read More...

ସାଂସଦଙ୍କ ଘରେ ବୁଲିଲା ବୁଲଡୋଜର, ବିଦ୍ୟୁତ ଚୋରି ପାଇଁ ୧.୯ କୋଟି ଜରିମାନା

ସମାଜ ଡିଜିଟାଲ ଡେସ୍କ: ସାଂସଦଙ୍କ ପାଇଁ ମହଙ୍ଗା ପଡ଼ିଲା ବିଦ୍ୟୁତ ଚୋରି। ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିବା ସମାଜବାଦୀ ପାର୍ଟିର ସମ୍ଭଲ ନିର୍ବାଚନମଣ୍ଡଳୀ ସାଂସଦ ଜିଆଉର ରହମନ ବର୍କଙ୍କୁ ୧ କୋଟି ୯୧ ଲକ୍ଷ…
Read More...

୧ କୋଟି ୬ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ପୋଡ଼ିଲା ଅବକାରୀ ବିଭାଗ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ କଟା ଅଭିଯାନ ଚାଲୁ ରହିଛି। ଫିରିଙ୍ଗିଆ ପୁଲିସ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରି ନୂଆପଦର ପଞ୍ଚାୟତର କରେକାମ୍ବା, ଲତପଙ୍ଗିଆ ଓ ଗଣ୍ଡାପଡା…
Read More...

ରାହୁଲଙ୍କ ନାମରେ ଥାନାରେ ଏତଲା

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ବିଜେପି ସାଂସଦ ଅନୁରାଗ ଠାକୁର ଏବଂ ବାଂଶୁରୀ ସୁରଜ ସଂସଦ ମାର୍ଗ ଥାନାରେ ରାହୁଲଙ୍କ…
Read More...

ବିରଳ ପ୍ରଜାତିର ବାଦୁଡ଼ି ଠାବ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଯମୁନା ଜୈବବିବିଧତା ଉଦ୍ୟାନରେ ଏକ ବିରଳ ପ୍ରଜାତିର ବାଦୁଡ଼ି(ରଫଟନ୍‌ସ ଫ୍ରି ଟେଲ୍‌ଡ ବ୍ୟାଟ) ଠାବ ହୋଇଛି। ଏହି ପ୍ରଜାତି କେବଳ ବିଶ୍ଵର ୩ଟି ସ୍ଥାନରେ ଦେଖିବାକୁ ମିଳନ୍ତି। ମେଘାଳୟର…
Read More...

ବିଦ୍ୟୁତ ଚୋରି କରି ଧରାପଡ଼ିଲେ ସାଂସଦ

ସମାଜ ଡିଜିଟାଲ ଡେସ୍କ: ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିଲେ ସାଂସଦ। ଶେଷରେ ଧରାପଡ଼ିବା ପରେ ବିଭାଗକୁ ନାଲିଆଖି ଦେଖାଇଲେ ପରିବାର ଲୋକେ। ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ସମ୍ଭଲର…
Read More...

ବିଜେପି ସାଂସଦ ଅଟକାଇବାରୁ ଠେଲାପେଲା ହୋଇଥିଲା: ରାହୁଲ

ସମାଜ ଡିଜିଟାଲ ଡେସ୍କ: ସଂସଦରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ଶିଡ଼ିରୁ ପଡ଼ି ଆହତ ହେବା ଘଟଣାରେ ମୁହଁ ଖୋଲିଛନ୍ତି ସାଂସଦ ରାହୁଲ ଗାନ୍ଧୀ। ଶିଡ଼ିରୁ ରାହୁଲ ଠେଲିଦେବାରୁ ପଡ଼ିଯାଇଥିଲି ବୋଲି ପ୍ରତାପ ଅଭିଯୋଗ…
Read More...

ଶିଡ଼ିରୁ ପଡ଼ି ସାଂସଦ ପ୍ରତାପ ଷଡ଼ଙ୍ଗୀ ଆହତ: ରାହୁଲ ଠେଲିଦେଲେ ବୋଲି କହିଲେ ପ୍ରତାପ

ସମାଜ ଡିଜିଟାଲ ଡେସ୍କ: ସଂସଦ ଭିତରେ ଶିଡ଼ିରୁ ପଡ଼ିଯାଇ ଆହତ ହୋଇଛନ୍ତି ବାଲେଶ୍ଵରର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ତେବେ ରାହୁଲ ଗାନ୍ଧୀ ତାଙ୍କୁ ଧକ୍କା ମାରି ଠେଲି ଦେଇଥିବା କହିଛନ୍ତି ପ୍ରତାପ। ଗଣମାଧ୍ୟମ ଆଗରେ…
Read More...

କଂଗ୍ରେସ କାର୍ଯ୍ୟାଳୟରେ ୨ ଘଣ୍ଟା ଧରି ସଂଜ୍ଞାହୀନ ଅବସ୍ଥାରେ ପଡ଼ି ରହିଲେ କାର୍ଯ୍ୟକର୍ତ୍ତା, ଚାଲିଗଲା ଜୀବନ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ଲକ୍ଷ୍ନୌସ୍ଥିତ କଂଗ୍ରେସର ରାଜ୍ୟ ମୁଖ୍ୟାଳୟରେ ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁକୁ ନେଇ ବିବାଦ ଆରମ୍ଭ ହୋଇଛି। ମୃତ କାର୍ଯ୍ୟକର୍ତ୍ତା ଜଣକ ୨ ଘଣ୍ଟା ଧରି…
Read More...

ଆୟୁଷ୍ମାନ ଭାରତକୁ ଟକ୍କର ଦେବ ‘ସଞ୍ଜୀବନୀ’

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ରାଜଧାନୀରେ ରାଜନୈତିକ ମାହୋଲ ବି ସରଗରମ ହେବାରେ ଲାଗିଛି। ତେବେ ଚଳିତଥର ଦିଲ୍ଲୀକୁ କବଜା କରିବା ଲାଗି ଆମ ଆଦମୀ…
Read More...

କ୍ୟାନସର୍‌ ଟିକା ତିଆରି କଲା ରୁଷ

ସମାଜ ଡିଜିଟାଲ ଡେସ୍କ: ବିଶ୍ଵବ୍ୟାପୀ କ୍ୟାନସର ବା କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ ଏହାର ନିରାକରଣ ପାଇଁ ରୁଷ ଟିକା ପ୍ରସ୍ତୁତ କରିଥିବା ଦାବି କରିଛି। ୨୦୨୫ରୁ ଏହି ଟିକା ଲୋକଙ୍କ ଦିଆଯିବ ବୋଲି ରୁଷ…
Read More...

ନିପାତ ହେଲେ ୫ ଆତଙ୍କବାଦୀ

ସମାଜ ଡିଜିଟାଲ ଡେସ୍କ: ଜାମ୍ମୁ-କାଶ୍ମୀରରେ ସେନାକୁ ବଡ଼ ସଫଳତା ମିଳିଛି। କୁଲଗାମ ଜିଲାରେ ଯବାନ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଗୁଳିବିନିମୟରେ ୫ ଆତଙ୍କୀ ନିପାତ ହୋଇଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ଆହତ…
Read More...

ଦେଖନ୍ତୁ ଭିଡିଓ: ପର୍ଯ୍ୟଟକ ବୋଟକୁ କିପରି ଧକ୍କା ଦେଲା ନୌସେନା ବୋଟ

ସମାଜ ଡିଜିଟାଲ ଡେସ୍କ: ବୁଧବାର ଅପରାହ୍ନରେ ମୁମ୍ବଇ ଗେଟ ଓ୍ବେ ଅଫ ଇଣ୍ଡିଆ ନିକଟ ସମୁଦ୍ରରେ ବଡ଼ ଧରଣର ବୋଟ ଦୁର୍ଘଟଣା ଘଟି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ରାତି ୯ଟା ସୁଦ୍ଧା ଏକାଧିକ ଲୋକ ନିଖୋଜ ହୋଇଛନ୍ତି। ତେବେ…
Read More...

କଳାପଥର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସେମିରେ ମଞ୍ଚେଶ୍ୱର

କଳାପଥର(ବାଙ୍କୀ): ଜୀବନ ଜ୍ୟୋତି କ୍ରିକେଟ କ୍ଲବ କଳାପଥର ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ସତ୍ୟଭାମା-ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ତୃତୀୟ ଦିବସରେ କଳିଙ୍ଗ ଖୋର୍ଦ୍ଧାକୁ ୮ ଓ୍ବିକେଟରେ ହରାଇ ମଞ୍ଚଶ୍ୱର…
Read More...

ସ୍କୁଟି ଧକ୍କାରେ ଜଣେ ମୃତ

ଆଠଗଡ: ଆଠଗଡରେ ଏକ ସ୍କୁଟି ଧକ୍କାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ବୁଧବାର ଅପରାହ୍ନରେ ଆଠଗଡ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ରଥଗଡା ଛକ ରାସ୍ତାରେ ଯାଉଥିବା ଉପରସାହିର ବାଦଲ କୁମାର ଦାସ (୪୯)ଙ୍କୁ ଏକ ସ୍କୁଟି…
Read More...

ସ୍କୁଲ ଆସୁନାହାନ୍ତି ଶିକ୍ଷକ, ତାଲା ପକାଇଲେ ଅଭିଭାବକ

ଲାଞ୍ଜିଗଡ଼: ବର୍ଷର ଅଧିକାଂଶ ଦିନ ସ୍କୁଲକୁ ଆସୁନାହାନ୍ତି ଶିକ୍ଷକ। ଯେଉଁଥିପାଇଁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଛି। ଏହା ପ୍ରତିବାଦରେ ବୁଧବାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେଡାଗାଁ ପଞ୍ଚାୟତ ଅଧୀନ…
Read More...

ଯଦି ଖଡଗେ ଚାହୁଁଛନ୍ତି, ମୁଁ ଇସ୍ତଫା ଦେବି: ଶାହ

ସମାଜ ଡିଜିଟାଲ ଡେସ୍କ: ଯଦି ଖଡଗେ ଚାହୁଁଛନ୍ତି, ତେବେ ମୁଁ ଇସ୍ତଫା ଦେବି। ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରୀ ଅମିତ ଶାହ। ଡ. ବି.ଆର. ଆମ୍ବେଦକରଙ୍କ ସମ୍ପର୍କରେ ଶାହ ଦେଇଥିବା ମନ୍ତବ୍ୟକୁ ନେଇ…
Read More...

ୟୁଟ୍ୟୁବରଙ୍କୁ ୯.୫ କୋଟି ଜରିମାନା, ଭୁଲ ତଥ୍ୟ ଦେଇ ନିବେଶକଙ୍କୁ ଷ୍ଟକ ବଜାର ପ୍ରତି ଆକର୍ଷିତ କରୁଥିଲେ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ପ୍ରତିଭୁତ୍ତି ବିନିମୟ ବୋର୍ଡ(ସେବି) ଜଣେ ୟୁଟ୍ୟୁବ ଇନ୍‌ଫ୍ଲୁଏନ୍ସରଙ୍କୁ ୯ କୋଟି ୫୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରିଛି। ନିବେଶ ସଂକ୍ରାନ୍ତ ଦୁର୍ନୀତିରେ ସମ୍ପୃକ୍ତ ଥିବା ୟୁଟ୍ୟୁବର…
Read More...

ପ୍ରଧାନମନ୍ତ୍ରୀ ଶାହଙ୍କୁ ମଧ୍ୟରାତ୍ରି ସୁଦ୍ଧା ବିଦା କରନ୍ତୁ: କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ସମ୍ବିଧାନର ପିତା ବି.ଆର. ଆମ୍ବେଦକରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କଂଗ୍ରେସ ମନ୍ତ୍ରିମଣ୍ଡଳରୁ ଶାହଙ୍କ ବହିଷ୍କାର…
Read More...

ନୂଆବର୍ଷରୁ ଲାଗୁ ହେବ ୟୁସିସି, ଘୋଷଣା କଲେ ଏହି ରାଜ୍ୟ ସରକାର

ସମାଜ ଡିଜିଟାଲ ଡେସ୍କ: ନୂଆବର୍ଷ ଅର୍ଥାତ ୨୦୨୫ ଜାନୁୟାରୀରୁ ଉତ୍ତରାଖଣ୍ଡରେ ଲାଗୁ ହେବ ୟୁନିଫର୍ମ ସିଭିଲ କୋଡ(ୟୁସିସି)। ଏହାକୁ ଲାଗୁ କରିବାରେ ଉତ୍ତରାଖଣ୍ଡ ହେବ ଦେଶର ପ୍ରଥମ ରାଜ୍ୟ। ବିଜେପି ଶାସିତ ଏହି ରାଜ୍ୟର…
Read More...

ବ୍ରିସବେନ ଟେଷ୍ଟ ଅମୀମାଂଶିତ

ସମାଜ ଡିଜିଟାଲ ଡେସ୍କ: ବ୍ରିସବେନରେ ଚାଲିଥିବା ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ ମ୍ୟାଚ ଅମୀମାଂଶିତ ଭାବେ ଶେଷ ହୋଇଛି। ବୁଧବାର ଅନ୍ତିମ ଦିବସରେ ଘରୋଇ ଅଷ୍ଟ୍ରେଲିଆ ଦଳ ଭାରତକୁ ବିଜୟ ପାଇଁ ୨୭୫ ରନର ଟାର୍ଗେଟ ଦେଇଥିଲା।…
Read More...

ବାଂଲାଦେଶୀ ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗ ମନା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରଭାବ ସେଠାକାର ବ୍ୟବସାୟୀଙ୍କ ଉପରେ ପଡ଼ିଛି। ଯାହାଫଳରେ ବାଂଲାଦେଶୀ ବ୍ୟବସାୟୀମାନଙ୍କୁ ପଶ୍ଚିମବଙ୍ଗ ଆସି ବେପାରବଣିଜ କରିବାକୁ ବାରଣ…
Read More...

୩ୟ ଟେଷ୍ଟ: ଜଟିଳ ସ୍ଥିତିରେ ଟିମ ଇଣ୍ଡିଆ

ସମାଜ ଡିଜିଟାଲ ଡେସ୍କ: ବ୍ରିସବେନରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ଜଟିଳ ସ୍ଥିତିରେ ରହିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୪୫ ରନ ଜବାବରେ ଭାରତ ଏହାର ପ୍ରଥମ ପାଳିରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।…
Read More...

ସମ୍ଭଲର ମୁସଲମାନ ବହୁଳ ଅଞ୍ଚଳରୁ ଠାବ ହନୁମାନ ମନ୍ଦିରରେ ହେଲା ଆଳତି, ୪୬ ବର୍ଷ ଧରି କବଜାରେ ଥିଲା

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ସମ୍ଭଲ ଅନ୍ତର୍ଗତ ମୁସଲମାନ ବହୁଳ ଦୀପା ନଗର ଅଞ୍ଚଳରେ ଠାବ ହୋଇଥିବା ହନୁମାନ ମନ୍ଦିରରେ ଆଳତି ଆରମ୍ଭ ହୋଇଛି। ପ୍ରଶାସନ ପକୃତ ଢାଞ୍ଚାକୁ ପୁନଃସ୍ଥାପନା କରିବା ଲାଗି ମଧ୍ୟ ଉଦ୍ୟମ…
Read More...

ଟ୍ରେନ୍‌ ଡ୍ରାଇଭରଙ୍କ ତତ୍ପରତା, ବର୍ତ୍ତିଲେ ୮ ସିଂହ

ଭାବନଗର: ଗୁଜରାଟର ଭାବନଗର ଜିଲାରେ ଟ୍ରେନ୍‌ ଡ୍ରାଇଭରଙ୍କ ତତ୍ପରତା ଯୋଗୁଁ ୮ଟି ସିଂହ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ଶନିବାର ପଲେ ସିଂହ ଏହି ଜିଲା ଦେଇ ଯାଇଥିବା ରେଳଧାରଣା ଉପରେ ବୁଲୁଥିଲେ। ଏହି ସମୟରେ…
Read More...

‘ଗାନ୍ଧୀ ପରିବାର ମୋ କ୍ୟାରିୟର ଗଢିଛି ଓ ଭାଙ୍ଗିଛି’

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହିତ ଗତ ୧୦ବର୍ଷ ହେଲା ଲାଗି ରହିଥିବା ନିଜର ତିକ୍ତ ସମ୍ପର୍କ ବିଷୟରେ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାର। ରବିବାର ମଣିଶଙ୍କର କହିଛନ୍ତି ଯେ ଗାନ୍ଧୀ ପରିବାର ମୋ…
Read More...

‘ଇଭିଏମ୍‌କୁ ଦୋଷଦେବା ଅପେକ୍ଷା କଂଗ୍ରେସ ନିର୍ବାଚନ ନ ଲଢୁ’

ଶ୍ରୀନଗର: ଇଲେକ୍‌ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌) ପ୍ରସଙ୍ଗରେ କଂଗ୍ରେସର ମନୋଭାବକୁ ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସମାଲୋଚନା କରିଛନ୍ତି। ନିର୍ବାଚନରେ ପରାଜୟ ବରଣ କରିବା ପରେ କଂଗ୍ରେସ ସହିତ…
Read More...

ବିବାହର ୪ ଦିନ ପରେ ସ୍ବାମୀଙ୍କୁ ହତ୍ୟା

ଅହମ୍ମଦାବାଦ: ଗୁଜରାଟର ଗାନ୍ଧୀନଗର ସହରରେ ଜଣେ ନବ ବିବାହିତା ବିବାହର ମାତ୍ର ଚାରଦିନ ମଧ୍ୟରେ ସ୍ବାମୀଙ୍କୁ ଅପହରଣ ପରେ ହତ୍ୟା କରିଥିବା ଜଣାପଡିଛି। ପୁଲିସ ଏହି ଘଟଣାରେ ହତ୍ୟାକାରୀ ପତ୍ନୀ ଓ ୩ ଜଣଙ୍କୁ ଗିରଫ କରିଛି।…
Read More...

ଧାନ ଅମଳ ବେଳେ ବିଲ ଭିତରେ ଜଳିଗଲା ଧାନକଟା ମେସିନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଅମଲିପାଲି ପଞ୍ଚାୟତର କୁକେତିରା ଗ୍ରାମର ଭାଗ ଚାଷୀ ପିଛାଲୁ ବାଗଙ୍କ ଚାଷ ଜମିରେ ଧାନ ଅମଳ ବେଳେ ଧାନ କଟା ମେସିନ ଜଳିଯାଇଛି।  ରବିବାର ଅପରାହ୍ନ ୪ଟାରେ ପିଛାଲୁଙ୍କ ଚାଷ…
Read More...

ବାସୁଳି ନକଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ମହାଦେଇଯୋଡା ଚମ୍ପିଆନ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରି ପଞ୍ଚାୟତର କାଜୁ ପଡିଆଠାରେ ମା’ ବାସୁଳି କ୍ରିକେଟ ସଂଘ ତରଫରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହୋଇଯାଇଛି। ମହାଦେଇଯୋଡା ଏକାଦଶ ଏବଂ…
Read More...

ଜାଗିଆପଡା ବୋମାମାଡ ଘଟଣାରେ ଜଣେ ଗିରଫ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ବଡଭୂଇଁ ପଞ୍ଚାୟତ ଅଧୀନ ଜାଗିଆପଡାରେ ଶୁକ୍ରବାର ଘଟିଥିବା ବୋମାମାଡ ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଏକ ମାମଲାରେ ସାକ୍ଷୀ ଦେବା ଓ ପୂର୍ବ ଶତ୍ରୁତା ଯୋଗୁ…
Read More...

ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କଲେ ଅଭିନେତ୍ରୀ କୀର୍ତ୍ତି ସୁରେଶ

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ରୀତିନୀତି ପରେ ଖ୍ରୀଷ୍ଟିଆନ ରୀତିନୀତିରେ ବିବାହ କରିଛନ୍ତି ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ କୀର୍ତ୍ତି ସୁରେଶ। ନିଜର ପୁରୁଷ ବନ୍ଧୁ ତଥା ବ୍ୟବସାୟୀ ଆନ୍ଥୋନୀ ୟାଟିଲଙ୍କୁ ବିବାହ…
Read More...

୩୬ ଘଣ୍ଟାରେ ୩ ପାକିସ୍ତାନୀ କ୍ରିକେଟରଙ୍କ ସନ୍ନ୍ୟାସ ଘୋଷଣା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ କ୍ରିକେଟରେ ବର୍ତ୍ତମାନ ସମୟରେ ଅଜବ ଘଟଣାମାନ ସାମ୍ନାକୁ ଆସୁଛି। ବିଗତ ୩୬ ଘଣ୍ଟା ମଧ୍ୟରେ ୩ ଜଣ କ୍ରିକେଟର ଅବସର ଘୋଷଣା କରିବା ପରେ ଦଳ ଭିତରେ କିଛି ସମସ୍ୟା ରହିଥିବା ଚର୍ଚ୍ଚା…
Read More...

ଶପଥ ନେଲେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ୩୯ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର କ୍ୟାବିନେଟର ମନ୍ତ୍ରିମଣ୍ଡଳ ରବିବାର ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅଜିତ ପାଓ୍ବାରଙ୍କ ଉପସ୍ଥିତିରେ ନାଗପୁରଠାରେ…
Read More...

୨୦ରୁ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଦୁର୍ଗା ମନ୍ଦିର ପାଖରେ ଥିବା ଇନଡୋର ଷ୍ଟାଡିୟମରେ ଆସନ୍ତା ୨୦ ତାରିଖରୁ ଟୁନୁ ପଣ୍ଡା ମେମୋରିଆଲ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଏ ନେଇ ଅତାବିରା ଆଥଲେଟିକ…
Read More...

କାର୍ଯ୍ୟ ଚାପ ସତ୍ବେ ଛାଡ଼ିପାରୁ ନ ଥିଲେ ଚାକିରି, ଶେଷରେ ନିଜ ଆଙ୍ଗୁଠି କାଟିଦେଲେ କର୍ମଚାରୀ

ସମାଜ ଡିଜିଟାଲ ଡେସ୍କ: କାର୍ଯ୍ୟ ଚାପ ବାଧ୍ୟ କରୁଥିଲା ଚାକିରି ଛାଡ଼ିବାକୁ। ହେଲେ ପରିବାର ପାଇଁ ଛାଡ଼ିପାରୁ ନ ଥିଲେ ଚାକିରି। ଏପରି ଦ୍ଵନ୍ଦ୍ଵାତ୍ମକ ଅବସ୍ଥାରେ ରହି ଶେଷରେ କର୍ମଚାରୀ ଜଣକ ନିଜର ଆଙ୍ଗୁଠି କାଟି…
Read More...

ଟ୍ରେନରେ କଟି ୨ ପାଚିକା ସହାୟିକାଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଟ୍ରେନରେ କଟି ୨ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ହେଲେ ଏକ ସ୍କୁଲରେ କାର୍ଯ୍ୟରତ ପାଚିକା ସହାୟିକା। ଗଞ୍ଜାମ ଜିଲା ସୋରଳ ଷ୍ଟେସନରେ ରବିବାର ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା…
Read More...

ପତ୍ନୀ ନିର୍ଯାତନାରେ ଅତିଷ୍ଠ ପୁଲିସ କର୍ମଚାରୀଙ୍କ ଆତ୍ମହତ୍ୟା

ବେଙ୍ଗାଲୁରୁ: ପତ୍ନୀ ଓ ଶ୍ବଶୁରଘର ଲୋକଙ୍କ ନିର୍ଯାତନା ସହି ନ ପାରି ବେଙ୍ଗାଲୁରୁର ଆଇଟି ଇଞ୍ଜିନିୟର ଅତୁଲ ସୁବାସ ଆତ୍ମହତ୍ୟା କରିଥିବା ଅଭିଯୋଗ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସେହି ସହରରେ ସମାନ…
Read More...

ହେଡ୍‌ ଓ ସ୍ମିଥଙ୍କ ବିସ୍ଫୋରକ ଶତକ, ଅଷ୍ଟ୍ରେଲିଆ ୪୦୫/୭

ସମାଜ ଡିଜିଟାଲ ଡେସ୍କ: ବ୍ରିସବେନରେ ଚାଲିଥିବା ୩ୟ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଦୃଢ଼ ସ୍ଥିତିରେ ରହିଛି। ୨ୟ ଦିନ ସୁଦ୍ଧା ଷ୍ଟିଭ ସ୍ମିଥ ଏବଂ ଟ୍ରାଭିସ ହେଡଙ୍କ ବିସ୍ଫୋରକ ଶତକ ବଳରେ ଦଳ ୭ ଉଇକେଟ ହରାଇ…
Read More...

ଦିଲ୍ଲୀରୁ କେଜ୍ରିଓ୍ବାଲ, କାଲକାଜିରୁ ଲଢ଼ିବେ ଅତିସୀ

ସମାଜ ଡିଜିଟାଲ ଡେସ୍କ: ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ରବିବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ ଆଦମୀ ପାର୍ଟି। ଏହି ପର୍ଯ୍ୟାୟରେ ମୋଟ ୩୮ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ୭୦…
Read More...

OYO ହୋଟେଲ ଛାତରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା !

ସମାଜ ଡିଜିଟାଲ ଡେସ୍କ: ବାନ୍ଧବୀଙ୍କ ସହିତ କଳି ପରେ OYO ହୋଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ରାଜଧାନୀ ଭୁବନେଶ୍ଵରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଭରତପୁର ଥାନା ଅଞ୍ଚଳରେ ଥିବା ଏକ OYO…
Read More...

ସମ୍ଭଲର ମୁସଲମାନ ବହୁଳ ଅଞ୍ଚଳରୁ ବନ୍ଦ ପଡ଼ିଥିବା ମନ୍ଦିର ଠାବ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ସମ୍ଭଲ ହିଂସା ପରେ ହିଂସା ସୃଷ୍ଟିକାରୀଙ୍କ ବିରୋଧରେ ପୁଲିସ ଓ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ଏହି ଅବସରରେ ବିଜୁଳି ଚୋରି ହେଉଥିବା ଜଣାପଡ଼ିବା ପରେ ଏସପି କୃଷ୍ଣ…
Read More...

ଏନଏମଆଇଆଇଏର ୭୪ ପ୍ରତିଶତ ଅଂଶଧନ କିଣିଲା ରିଲାଏନ୍ସ

ସମାଜ ଡିଜିଟାଲ ଡେସ୍କ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ନଭି ମୁମ୍ବଇ ଆଇଆଇଏ(ଏନଏମଆଇଆଇଏ) କମ୍ପାନୀର ୭୪ ପ୍ରତିଶତ ଅଂଶଧନ କିଣିଛନ୍ତି। ଏଥିପାଇଁ ରିଲାଏନ୍ସ ୧୬୨୮ କୋଟି ଟଙ୍କା ଖର୍ଚ୍ଚ କରିଛି।…
Read More...

ଆଡଭାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ସମାଜ ଡିଜିଟାଲ ଡେସ୍କ: ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଶନିବାର ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୟାସାଧିକ କାରଣରୁ ସେ ଅସୁସ୍ଥ…
Read More...

ସୁଇଜରଲାଣ୍ଡରୁ ଭାରତକୁ ଝଟକା, ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର

ସମାଜ ଡିଜିଟାଲ ଡେସ୍କ: ସ୍ବିଜରଲାଣ୍ଡ ସରକାର ଭାରତୀୟ କମ୍ପାନୀଗୁଡ଼ିକୁ ବଡ଼ ଝଟକା ଦେଇଛନ୍ତି। ସ୍ଵିଜ ସରକାର ଭାରତକୁ ମିଳିଥିବା ମୋଷ୍ଟ ଫେଭର୍‌ଡ ନେସନ(ଏମଏଫଏନ) ବା ସବୁଠୁ ପସନ୍ଦଯୋଗ୍ୟ ରାଷ୍ଟ୍ର ମାନ୍ୟତା ପ୍ରତ୍ୟାହାର…
Read More...

ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ସମାଜ ଡିଜିଟାଲ ଡେସ୍କ: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ସମନ ଜାରି କରାଯାଇଛି। ବିଷ୍ଣୁପଦଙ୍କୁ ସିବିଆଇ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଛି। ଏକ ଦାମୀ…
Read More...

ଜେଲରେ କିପରି ରାତି କାଟିଲେ ଅଲ୍ଲୁ ?

ସମାଜ ଡିଜିଟାଲ ଡେସ୍କ: ସନ୍ଧ୍ୟା ସିନେମାହଲ ଦଳାଚକଟା ଘଟଣାରେ ଗିରଫ ହୋଇ ଗୋଟିଏ ରାତି ଜେଲରେ ରହିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶନିବାର ସେ ଜେଲରୁ ମୁକୁଳିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ତାଙ୍କୁ ଜାମିନ…
Read More...

OpenAI ପୂର୍ବତନ ଗବେଷକ ଭାରତୀୟ ଆମେରିକୀୟ ସୁଚିର ବାଲାଜୀଙ୍କ ମୃତ୍ୟୁ

ସମାଜ ଡିଜିଟାଲ ଡେସ୍କ: ଚାଟ ଜିପିଟି(ChatGPT) ନିର୍ମାତା ଓପନଏଆଇ (OpenAI)ର ପୂର୍ବତନ ଗବେଷକ ତଥା ୨୬ ବର୍ଷୀୟ ଭାରତୀୟ ଆମେରିକୀୟ ଯୁବକ ସୁଚିର ବାଲାଜୀଙ୍କ ମୃତ୍ୟୁ ଘଟିଛି। ଆମେରିକାର ସାନ ଫ୍ରାନସିସ୍‌କୋସ୍ଥିତ…
Read More...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ଖଜୁରୀପଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ଆସୁ ନ ଥିବା ଏବଂ ନୂତନ ଭାବରେ ଆସିଥିବା ଶିକ୍ଷକଙ୍କୁ ୫ ଦିନ ଭିତରେ ଅନ୍ୟତ୍ର ବଦଳି…
Read More...

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଜବତ

ରେଙ୍ଗାଲିକ୍ୟାମ୍ପ: ସମ୍ବଲପୁର ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଦେବାହାଲ ନିକଟ ରେଳଧାରଣାରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କ ପରିଚୟ ମିଳିନାହିଁ। ବୟସ ପ୍ରାୟ ୨୫ରୁ ୩୦ ବର୍ଷ ମଧ୍ୟ​‌ରେ…
Read More...

ରାଜ୍ୟସ୍ତରୀୟ ଯୁବ ଉତ୍ସବ ପାଇଁ ୨୯ ଜଣ ମନୋନୀତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଜାତୀୟ ଯୁବ ଉତ୍ସବ-୨୦୨୫ ପାଳନ ଉପଲକ୍ଷେ ଫୁଲବାଣୀସ୍ଥିତ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ ଅଡିଟୋରିୟମରେ ଶୁକ୍ରବାର ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଉଦଘାଟନୀ…
Read More...

ଜେଲରୁ ବାହାରିଲେ ଅଲ୍ଲୁ ଅର୍ଜୁନ

ସମାଜ ଡିଜିଟାଲ ଡେସ୍କ: ତେଲଙ୍ଗାନା ହାଇକୋର୍ଟରୁ ଜାମିନ ମିଳିବା ପରେ ଶନିବାର ସକାଳେ ଜେଲରୁ ବାହାରିଛନ୍ତି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ। ଶୁକ୍ରବାର ସନ୍ଧ୍ୟାରେ ହାଇକୋର୍ଟ ଅଲ୍ଲୁଙ୍କୁ ଜାମିନ ଦେଇଥିଲେ ହେଁ ତାଙ୍କୁ…
Read More...

ତିନି ଦୁର୍ଘଟଣାରେ ୫ ଆହତ

ପାତ୍ରପୁର: ପାତ୍ରପୁର ଅଞ୍ଚଳରେ ଶୁକ୍ରବାର ତିନିଟି ପୃଥକ୍ ଦୁର୍ଘଟଣାରେ %ଜଣ ଆହତ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। କେକୁହା ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ବାଦପୁର…
Read More...

ଦହିବରା ବିକାଳିଙ୍କୁ ମହଙ୍ଗା ପଡିଲା ଗୁଗଲରେ ନମ୍ବର ଖୋଜିବା, ହରାଇଲେ ୯୪ ହଜାର

ରେଙ୍ଗାଲି: ଘରେ ବସି ଜିନିଷ କିଣିବା ଲାଗି ସମସ୍ତେ ଅନ୍ ଲାଇନ୍ ଶପିଂକୁ ପସନ୍ଦ କରୁଛନ୍ତି। ଏହାର ସୁଯୋଗରେ ସାଇବର ଠକ ବି ଫାଇଦା ଉଠାଇ ଲୋକଙ୍କଠାରୁ ଟଙ୍କା ଠକି ନେଇଯାଉଛନ୍ତି। ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି…
Read More...

୪ ଗଞ୍ଜେଇ ଚାଷୀ ଓ ଗୃହରକ୍ଷୀ ଗିରଫ

ଫୁଲବାଣୀ(ଦାରିଙ୍ଗବାଡ଼ି): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୁଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ଗୁରୁବାର ପରପାଙ୍କା ଓ ଡୁଲୁରୀ ଗ୍ରାମ ନିକଟ ନଦୀ ତଳିଆ ଜଙ୍ଗଲରେ ପ୍ରାୟ ୭୦ ଏକର ଗଞ୍ଜେଇ ଚାଷକୁ ନଷ୍ଟ…
Read More...

ରେଳ ଧାରଣାରୁ ୨ ମହିଳାଙ୍କ ମୃତଦେହ ଉଦ୍ଧାର

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମୁରିବାହାଲ ରେଳ ସେକ୍ସନର କୁକୁଡ଼ାହାଡ ଗ୍ରାମ ନିକଟ ରେଳଧାରଣାରୁ ଦୁଇ ମହିଳାଙ୍କ ମୃତଦେହ ଜବତ ହୋଇଛି। ଶୁକ୍ରବାର ସକାଳେ ରେଳ ଧାରଣାରେ ୨ଟି ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ…
Read More...

‘ହାଇବ୍ରିଡ ମଡେଲ’ ଆଧାରରେ ହେବ ଚମ୍ପିଆନ୍ସ ଟ୍ରଫି

ସମାଜ ଡିଜିଟାଲ ଡେସ୍କ: ‘ହାଇବ୍ରିଡ ମଡେଲ’ ଆଧାରରେ ଆୟୋଜନ ହେବ ଚମ୍ପିଆନ୍ସ ଟ୍ରଫି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଏଥିପାଇଁ ମଞ୍ଜୁରୀ ପ୍ରଦାନ କରିଛି। ଏହାଫଳରେ ଟୁର୍ଣ୍ଣାମେଣ୍ଟ ପାକିସ୍ତାନ ଏବଂ ଦୁବାଇରେ…
Read More...

ଅଲ୍ଲୁଙ୍କ ଗିରଫ ପରେ ଏମିତି କହିଲେ ମୃତା ମହିଳାଙ୍କ ସ୍ଵାମୀ

ସମାଜ ଡିଜିଟାଲ ଡେସ୍କ: ଡିସେମ୍ବର ୪ ତାରିଖ ରାତିରେ ପୁଷ୍ପା-୨ ଚଳଚ୍ଚିତ୍ରର ସ୍କ୍ରିନିଂ ସମୟରେ ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଦଳାଚକଟା ଘଟି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ପୁଲିସ ପ୍ରାୟ…
Read More...

ରେଣୁକାସ୍ଵାମୀ ହତ୍ୟା ମାମଲା: ଅଭିନେତା ଦର୍ଶନଙ୍କ ସମେତ ୭ ଅଭିଯୁକ୍ତଙ୍କୁ ଜାମିନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ରେଣୁକାସ୍ଵାମୀ ହତ୍ୟା ମାମଲାରେ ଗିରଫ ହୋଇଥିବା କନ୍ନଡ଼ ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଜାମିନ ଦେଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ। ଶୁକ୍ରବାର ହାଇକୋର୍ଟ ଦର୍ଶନଙ୍କ ସମେତ ସମସ୍ତ…
Read More...

ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ

ସମାଜ ଡିଜିଟାଲ ଡେସ୍କ: ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ମିଳିଲା ଜାମିନ। ତେଲଙ୍ଗାନା ହାଇକୋର୍ଟ ଶୁକ୍ରବାର ସନ୍ଧ୍ୟାରେ ଅଲ୍ଲୁଙ୍କ ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହା…
Read More...