ପାକିସ୍ତାନରେ ସାମ୍ପ୍ରଦାୟିକ ହିଂସା, ମୃତ୍ୟୁ ସଂଖ୍ୟା ୧୩୦ ଟପିଲା

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳ କୁରାମ ଜିଲାରେ ସୁନ୍ନି ଏବଂ ଶିଆ ସମ୍ପ୍ରଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଉଗ୍ର ରୂପ ଧାରଣ କରିବାରେ ଲାଗିଛି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକାଧିକ ଥର…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଚୟନ ସରିଛି, କେବଳ ଘୋଷଣା ବାକି ରହିଛି: ଦାନଭେ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବେ ତାହାର ଚୟନ ଶେଷ ହୋଇଛି। କେବଳ ବିଜେପି ବରିଷ୍ଠ ନେତୃବୃନ୍ଦଙ୍କ ଘୋଷଣା ବାକି ରହିଛି। ଏଭଳି ସୂଚନା ଦେଇଛନ୍ତି ମହାରାଷ୍ଟ୍ର ବିଜେପି ନେତା ରାଓସାହେବ…
Read More...

ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର

ସମାଜ ଡିଜିଟାଲ ଡେସ୍କ: ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ସରକାର ଖର୍ଚ୍ଚ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନଭୋଜନ ବାବଦରେ ପୂର୍ବରୁ ପିଲା ପିଛା ଯେତିକି ଟଙ୍କା ଖର୍ଚ୍ଚ…
Read More...

ବୟସ ପୂର୍ବରୁ ବଙ୍କା କରିଦେଉଛି ପାନୀୟଜଳ

ସମାଜ ଡିଜିଟାଲ ଡେସ୍କ: ପିଇବା ପାଣି ପାଲଟିଯାଇଛି ଜହର। ଏହି ପାଣି ପିଇ ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ହେଉଛନ୍ତି ଗ୍ରାମବାସୀ। ବୟସ ହେବା ପୂର୍ବରୁ ଅଣ୍ଟା ବଙ୍କା ହୋଇଯାଉଛି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ…
Read More...

୨୪ ଘଣ୍ଟାରେ ପପୁ ଯାଦବଙ୍କୁ ହତ୍ୟା କରିବାକୁ ବିଷ୍ଣୋଇ ଗ୍ୟାଙ୍ଗର ଧମକ

ସମାଜ ଡିଜିଟାଲ ଡେସ୍କ: ବିହାରର ପୁର୍ଣ୍ଣିଆ ସାଂସଦ ପପୁ ଯାଦବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁନର୍ବାର ହତ୍ୟା ଧମକ ମିଳିଛି। ଧମକରେ କୁଆଯାଇଛି ଯେ, ବିଷ୍ଣୋଇ ଗ୍ୟାଙ୍ଗ ସଦସ୍ୟ ପପୁ ଯାଦବଙ୍କ ଆଖପାଖରେ…
Read More...

ଭୁବନେଶ୍ଵର ବିମାନବନ୍ଦରରେ ସନ୍ଦିଗ୍ଧ ବ୍ୟାଗ ଠାବ, ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରୁ ଶନିବାର ଏକ ସନ୍ଦିଗ୍ଧ ବ୍ୟାଗ ଠାବ ହୋଇଛି। ବିମାନ ଉଡ଼ାଣ ନ କରିବାକୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁନର ଧମକ ପରେ ଏହି ସନ୍ଦିଗ୍ଧ ବ୍ୟାଗ ଠାବ…
Read More...

ମହିଳା ଓ ପୁରୁଷ କ୍ରିକେଟ ଦଳ ପାଇଁ ନୂଆ ଜର୍ସି, ତିରଙ୍ଗାକୁ ସ୍ଵତନ୍ତ୍ର ସ୍ଥାନ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଂଶଗ୍ରହଣକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଟିମ ଇଣ୍ଡିଆର ଖେଳାଳିଙ୍କ ଲାଗି ନୂଆ ଜର୍ସି ତିଆରି ହୋଇଛି। ଉଭୟ ପୁରୁଷ ଏବଂ ମହିଳା କ୍ରିକେଟ ଦଳ ପାଇଁ…
Read More...

ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦୦ ଗାଡ଼ି ପୋଡ଼ି ପାଉଁଶ

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶର ବାରାଣସୀ ଅନ୍ତର୍ଗତ କାଣ୍ଟ ରେଳ ଷ୍ଟେସନରେ ଶନିବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ଷ୍ଟେସନର ପାର୍କିଂ ସ୍ଥଳରେ ନିଆଁ ଲାଗି ୨୦୦ରୁ ଅଧିକ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଛି।…
Read More...

ପେଙ୍ଗାଲ ପ୍ରଭାବ: ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁରେ ପ୍ରବଳ ବର୍ଷା, ପବନ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ପେଙ୍ଗାଲ’ ଶନିବାର ଅପରାହ୍ନରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା…
Read More...

ଭାରତକୁ ଅପମାନର ପ୍ରତିବାଦ: ବାଂଲାଦେଶୀ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ମନା

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାର ଏବଂ ଭାରତ ପ୍ରତି ଅପମାନଜନକ ବ୍ୟବହାର ପ୍ରଦର୍ଶନର ପ୍ରତିବାଦ କରିଛି ଏକ ଡାକ୍ତରଖାନା। କଲକାତାରେ ଥିବା ଏହି ଡାକ୍ତରଖାନା ଏଣିକି କୌଣସି ବାଂଲାଦେଶୀ…
Read More...

ବାରିପଦାରେ ସିରିଜ ଦୁର୍ଘଟଣାରେ ୪ ମୃତ, ୩ ଗୁରୁତର

ସମାଜ ଡିଜିଟାଲ ଡେସ୍କ: ବାରିପଦାରେ ଏକ ଟ୍ରକ ଶନିବାର ସିରିଜ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ…
Read More...

ପନ୍ନୁ ନାଁରେ ଓଡ଼ିଆ ସାମ୍ବାଦିକଙ୍କୁ ଧମକପୂର୍ଣ୍ଣ ମେଲ୍‌

ସମାଜ ଡିଜିଟାଲ ଡେସ୍କ: ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତଓ୍ବନ୍ତ ସିଂହ ପନ୍ନୁ ନାଁରେ ବରିଷ୍ଠ ଓଡ଼ିଆ ସାମ୍ବାଦିକ ଅକ୍ଷୟ ସାହୁଙ୍କ ନିକଟକୁ ଆସିଛି ଧମକପୂର୍ଣ୍ଣ ମେଲ୍‌। ଏହି ମେଲ୍‌ରେ ପୁନର୍ବାର ଡିଜିପି ସମ୍ମିଳନୀକୁ…
Read More...

ସମ୍ବଲପୁରରେ ମାତିଛନ୍ତି ଲୁଟେରା, ସିସିଟିଭିରେ କଏଦ ହେଲା ବାଇକ ଚୋରି ଦୃଶ୍ୟ

ସମ୍ବଲପୁର: ସମ୍ବଲପୁର ପୁଲିସ ପକ୍ଷରୁ ଆଗାମୀ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅପରାଧ ନିୟନ୍ତ୍ରଣ ପାଇଁ ନିଶା ଓ ସଟ୍ଟା ବିରୋଧୀ ଅଭିଯାନ ଚାଲିଥିବା ବେଳେ ବାଇକ ଚୋରମାନେ ବେଶ ମାତି ଯାଇଛନ୍ତି । ବିଗତ ଦିନରେ ୩୦ରୁ…
Read More...

ସରକାରୀ ଅର୍ଥ ଆତ୍ମସାତ: ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ: ସରକାରୀ ଅନୁଦାନ ଆତ୍ମସାତ କରିଥିବା ଅଭିଯୋଗରେ ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଜନୈକ ଶିକ୍ଷକଙ୍କୁ ୪ ବର୍ଷ ସଶ୍ରମ  କାରାଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି।…
Read More...

ମାଲକାନଗିରି ଜଙ୍ଗଲରୁ ଛତିଶଗଡ଼ର ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଲିସ ଜଣେ ମହିଳା ମାଓବାଦୀଙ୍କୁ ଗିରଫ କରିଛି। କୋରାପୁଟ ଡିଆଇଜି ନିତିଶେଖର ମାଲକାନଗିରି ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମଳନୀରେ ଏ ନେଇ ସୂଚନା ଦେଇଛନ୍ତି।…
Read More...

ଡିଜିପି ସମ୍ମିଳନୀ ଭଣ୍ଡୁର କରିବାକୁ ଖଲିସ୍ତାନୀ ଆତଙ୍କୀ ପନ୍ନୁନର ଧମକ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ଵରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଡିଜିପି-ଆଇଜିପି ସମ୍ମିଳନୀକୁ ଭଣ୍ଡୁର କରିବାକୁ ଧମକ ଦେଇଛି ଖଲିସ୍ତାନୀ ଆତଙ୍କବାଦୀ ଗୁରପତଓ୍ବନ୍ତ ସିଂହ ପନ୍ନୁନ। ଏକ ଭିଡିଓ ବାର୍ତ୍ତା ଜାରି…
Read More...

ମହାନଦୀ ଅବବାହିକାରେ ନିର୍ମାଣ ହେବ ନୂଆ ଜଳଭଣ୍ଡାର, ବ୍ୟାରେଜ: ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଅବବାହିକାରେ ଏକାଧିକ ଜଳଭଣ୍ଡାର ଏବଂ ବ୍ୟାରେଜ ନିର୍ମାଣ କରାଯିବ। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ରଖିବା ସମୟରେ ଏହି ସୂଚନା ଦେଇଛନ୍ତି।…
Read More...

ରାଜଧାନୀରେ ସେକ୍ସ ରାକେଟ ଠାବ, ୪ ଯୁବତୀ ଉଦ୍ଧାର

ସମାଜ ଡିଜିଟାଲ ଡେସ୍କ: ରାଜଧାନୀର ଖଣ୍ଡଗିରି ଅଞ୍ଚଳରୁ ଠାବ ହୋଇଛି ସେକ୍ସ ରାକେଟ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରି ଏହି ରାକେଟ ଠାବ କରିଛି। ଜଣେ ବ୍ୟକ୍ତିଙ୍କ ଘରେ ଏହି ରାକେଟ ଚାଲିଥିଲା। ପୁଲିସ…
Read More...

ଲୋକସଭାରେ ଶପଥ ନେଲେ ପ୍ରିୟଙ୍କା ଗାନ୍ଧୀ

ସମାଜ ଡିଜିଟାଲ ଡେସ୍କ: ଓ୍ବାୟନାଡ଼ ଲୋକ ସଭାରୁ ନିର୍ବାଚିତ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ଲୋକସଭାରେ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥଗ୍ରହଣ ସମୟରେ ସେ ହାତରେ ସମ୍ବିଧାନ ପୁସ୍ତକ ଧରିଥିବା…
Read More...

ନୂଆବର୍ଷରୁ ଭୁବନେଶ୍ଵରରୁ ୫ ସହରକୁ ଉଡ଼ିବ ବିମାନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରୁ ଭୁବନେଶ୍ଵରରୁ ଦେଶର ଆଉ ୫ ସହରକୁ ବିମାନ ଉଡ଼ାଣ କରିବ। ଏହି ୫ ସହର ହେଉଛି ଇନ୍ଦୋର, ଲକ୍ଷ୍ନୌ, ଡେରାଡୁନ, କୋଚିନ୍‌ ଏବଂ ଜୟପୁର। ୨୦୨୫ ଜାନୁୟାରୀ ୧ରୁ ଭୁବନେଶ୍ଵରରୁ ଇନ୍ଦୋରକୁ…
Read More...

ଦେଖନ୍ତୁ ଭିଡିଓ: ଯୁବତୀଙ୍କ ଭାରତନାଟ୍ଟ୍ୟମ ଦେଖି ନାଚିଲା ହାତୀ

ସମାଜ ଡିଜିଟାଲ ଡେସ୍କ: ଇଣ୍ଟରନେଟରେ ଅନେକ ସମୟରେ ବିଭିନ୍ନ ବନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ ହୋଇଥାଏ। ହିଂସ୍ର ଆଚରଣ ହେଉ ଅବା କୌତୁକିଆ ଅନ୍ଦାଜ, ଏହା ଲୋକଙ୍କର ବେଶ୍‌ ମନୋରଞ୍ଜନ କରିଥାଏ। ବର୍ତ୍ତମାନ ସମୟରେ…
Read More...

୧୫ ଲକ୍ଷ ଫେରାଇ ୩.୮ କୋଟି ନେଇଗଲେ ସାଇବର ଠକ

ସମାଜ ଡିଜିଟାଲ ଡେସ୍କ: ୧୫ ଲକ୍ଷ ଟଙ୍କା ଫେରାଇ ଜଣେ ବୃଦ୍ଧାଙ୍କଠାରୁ ୩ କୋଟି ୮୦ ଲକ୍ଷ ଟଙ୍କା ନେଇଗଲେ ସାଇବର ଠକ। ମୁମ୍ବଇରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଠକମାନେ ନିଜକୁ ଆଇନ ପ୍ରବର୍ତ୍ତନ…
Read More...

ଆଠଗଡ  କଲେଜ ଖୋ ଖୋ ଦଳ ଜୋନାଲ ଚାମ୍ପିଅନ

ଆଠଗଡ:  ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଜୋନସ୍ତରୀୟ ପୁରୁଷ ଖୋ ଖୋ ପ୍ରତିଯୋଗିତାରେ ଆଠଗଡସ୍ଥିତ ଗୋପବନ୍ଧୁ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖୋ ଖୋ ଦଳ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।…
Read More...

ନାବାଳିକା ବିବାହ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଥାନାରେ ମାମଲା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଅଞ୍ଚଳରେ ଜଣେ ନାବାଳିକାର ବିବାହ ହୋଇଥିବା ସହ ସେ ୩ ମାସର ଅନ୍ତଃସ୍ଵତ୍ତା ଥିବା ଜଣାପଡିବା ପରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଥାନାରେ ଲିଖିତ…
Read More...

ସାମୂହିକ ବିବାହ ଉତ୍ସବରେ ନକଲି ଗହଣା ପ୍ରଦାନ ଅଭିଯୋଗ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ସାମୂହିକ ବିବାହ ଯୋଜନାରେ ଆୟୋଜିତ ବାହାଘର ସମୟରେ ଦମ୍ପତିଙ୍କୁ ନକଲି ଗହଣା ଓ ନିମ୍ନମାନର ଉପହାର ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଛି।…
Read More...

ପୂର୍ବତନ ସେନାଧିକାରୀ ୫୫ ଘଣ୍ଟା ଡିଜିଟାଲ ଆରେଷ୍ଟ, ହରାଇଲେ ୫ ଲକ୍ଷ

ଫରିଦାବାଦ୍‌: ହରିୟାଣା ଫରିଦାବାଦ୍‌ରେ ରହୁଥିବା ଜଣେ ପୂର୍ବତନ ସେନାଧିକାରୀ ୫୫ ଘଣ୍ଟା ଧରି ଡିଜିଟାଲ ଆରେଷ୍ଟର ଶିକାର ହୋଇ ୫ ଲକ୍ଷ ଟଙ୍କା ହରାଇଛନ୍ତି। ସାଇବର ଠକେଇ ହୋଇଥିବା ଜାଣିପାରି ସେନାଧିକାରୀଜଣକ ପୁଲିସରେ…
Read More...

ଇସ୍କନକୁ ମୌଳବାଦୀ ସଂଗଠନ କହି ନିଷିଦ୍ଧ ଦାବି କଲା ବାଂଲାଦେଶ

ଢାକା: ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିଅସ୍‌ନେସ୍‌ (ଇସ୍କନ) ଏକ ଧାର୍ମିକ ମୌଳବାଦୀ ସଂଗଠନ। ଏପରି ସଂଗଠନକୁ ଦେଶରେ ନିଷିଦ୍ଧ କରାଯାଉ ବୋଲି ବାଂଲାଦେଶ ସରକାର ଅଦାଲତରେ କହିଛନ୍ତି। ସରକାରଙ୍କ ପକ୍ଷରୁ…
Read More...

ସଂରକ୍ଷଣ ସୁବିଧା ପାଇଁ ଧର୍ମାନ୍ତରୀକରଣ ସମ୍ବିଧାନ ପ୍ରତି ପ୍ରତାରଣା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସଂରକ୍ଷଣ ସୁବିଧା ପାଇବା ଲାଗି ଧର୍ମପରିବର୍ତ୍ତନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ କଠୋର ନିଷ୍ପତ୍ତି ନେଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ ନିଷ୍ଠାପର ଧାର୍ମିକ ବିଶ୍ବାସ…
Read More...

ପାଟଣା ବନାଞ୍ଚଳକୁ ଲେଉଟିଲେ ହାତୀପଲ

ପାଟଣା: ଚମ୍ପୁଆ ବନାଞ୍ଚଳ ଇଲାକାରୁ ପାଟଣା ବନାଞ୍ଚଳ ଇଲାକାକୁ ୨୭ ଟିକିଆ ହାତୀପଲ ପ୍ରବେଶ କରିଛନ୍ତି। ଏହି ହାତୀ ପଲରେ ୭ଟି ଦନ୍ତା,୧୩ଟି ମାଈ ହାତୀ ଓ ୭ଟି ହାତୀ ଶାବକ ରହିଥିବା ସୂଚନା ମିଳିଛି। ଏହି ହାତୀ ପଲ ଆଜି…
Read More...

ଗୁଟଖା ଦୋକାନରେ ପ୍ରଶାସନର ଚଢ଼ାଉ

ପାଟଣା: ପାଟଣା ବଜାରରେ ଗୁଟଖା ଓ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ହେଉଥିବା ଦୋକାନଗୁଡ଼ିକରେ ପ୍ରଶାସନ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଥିଲା। ଏଥିରେ ପାଟଣା ବିଡିଓ ମାସନ କୁମାର ଦଣ୍ଡପାଟ, ଅତିରିକ୍ତ ତହସିଲଦାର ସରଣ…
Read More...

ସିଙ୍ଗାରୀ ଘାଟି ରାସ୍ତା ନିର୍ମାଣ କେବେ ? ଠିକାଦାର ପୋଷା ପାଇଁ ମରାମତି ନାଁରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

କଲମପୁର: କଳାହାଣ୍ଡି ଜିଲ୍ଲାର କଲମପୁର ଏବଂ ଆଦିବାସୀ ବହୁଳ ଥୁଆମୁଳ ରାମପୁର ବ୍ଲକ ମଧ୍ୟରେ ଯାତାୟାତ ପାଇଁ ଏକମାତ୍ର ରାସ୍ତା ହେଉଛି ସିଙ୍ଗାରୀ ଘାଟି ରାସ୍ତା। ପୂର୍ତ୍ତ ବିଭାଗ ମାଧ୍ୟମରେ ୮୦ ଦଶକରେ ସିଙ୍ଗାରୀ ଘାଟି…
Read More...

ଟେଷ୍ଟରେ ଯଶପ୍ରୀତ ବୁମରା ଶ୍ରେଷ୍ଠ ବୋଲର, ବ୍ୟାଟିଂରେ ୨ୟ ସ୍ଥାନକୁ ଉଠିଲେ ଜୟସଓ୍ବାଲ

ସମାଜ ଡିଜିଟାଲ ଡେସ୍କ: ପର୍ଥ ଟେଷ୍ଟରେ ଅଷ୍ଟ୍ରେଲିଆକୁ ଭାରତ ହରାଇବା ପରେ ଦ୍ରୁତ ବୋଲର ଯଶପ୍ରୀତ ବୁମରା ବିଶ୍ଵର ଶ୍ରେଷ୍ଠ ବୋଲର ମାନ୍ୟତା ପାଇଛନ୍ତି। ପ୍ରଥମ ଟେଷ୍ଟରେ ବୁମରା ୮ ଉଇକେଟ ନେବା ପରେ ଆଇସିସି ଟେଷ୍ଟ…
Read More...

ଯୁଦ୍ଧବିରତି ପ୍ରସ୍ତାବ ଦେଲା ହମାସ, ଗାଜାରେ ଆକାଶମାର୍ଗରୁ ପଡ଼ିଲା ଖାଦ୍ୟ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି ସ୍ଵାକ୍ଷରିତ ହେବାର ଦିନକ ପରେ ହମାସ ଆତଙ୍କବାଦୀ ସଂଗଠନ ଏ ଦିଗରେ ଆଗ୍ରହ ପ୍ରକାଶ କରିଛି। ଗାଜା ପଟିରେ ଯୁଦ୍ଧବିରତି ଲାଗି ଇସ୍ରାଏଲ ସହିତ…
Read More...

ଆଇପିଏଲରୁ ବାଂଲାଦେଶ ବିଦା, ଜଣେ ବି ଖେଳାଳିଙ୍କୁ କିଣିଲେନି କୌଣସି ଟିମ୍‌

ସମାଜ ଡିଜିଟାଲ ଡେସ୍କ: ଆଇପିଏଲ ୨-୨୫ ସିଜନର ମେଗା ନିଲାମୀ ସାଉଦି ଆରବରେ ଗତ ସୋମବାର ଶେଷ ହୋଇଛି। ଦୁଇଦିନ ଧରି ଚାଲିଥିବା ଏହି ନିଲାମ କାର୍ଯ୍ୟକ୍ରମରେ ୧୦ଟି ଟିମ ୧୮୨ ଖେଳାଳିଙ୍କୁ ୬୩୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ…
Read More...

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନେବେ: ସିନ୍ଦେ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବେ ସେ ନିଷ୍ପତ୍ତି ନେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା କହିଛନ୍ତି ଶିବସେନା ଏସଏଚଏସ ମୁଖ୍ୟ ଏକନାଥ ସିନ୍ଦେ। ବୁଧବାର ଗଣମାଧ୍ୟମ ଆଗରେ ସେ ଏହି…
Read More...

ଇସ୍ରାଏଲ-ଲେବାନନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତି, ସ୍ଵାଗତ କଲା ଭାରତ

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ଏବଂ ଦକ୍ଷିଣ ଲେବାନନରେ ଆଡ୍ଡା ଜମାଇଥିବା ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହୋଇଛି। ଆମେରିକା ଏବଂ ଫ୍ରାନ୍ସର ମଧ୍ୟସ୍ଥତା ପରେ ଇସ୍ରାଏଲ…
Read More...

ସ୍ଵାମୀକୁ ହତ୍ୟା ପାଇଁ ୮ ଲକ୍ଷର ଅଳଙ୍କାର ବିକି ସୁପାରି ଦେଇଥିଲା ସ୍ତ୍ରୀ, ପ୍ରେମିକ ସମେତ ୪ ଗିରଫ

ସମାଜ ଡିଜିଟାଲ ଡେସ୍କ: ନିଜ ସ୍ଵାମୀକୁ ହତ୍ୟା କରିବା ଲାଗି ୮ ଲକ୍ଷ ଟଙ୍କାର ଅଳଙ୍କାର ବିକ୍ରି କରି ପ୍ରେମିକକୁ ସୁପାରି ଦେଇଥିଲା ସ୍ତ୍ରୀ। ଏଭଳି ଏକ ଘଟଣାର ପର୍ଦ୍ଦାଫାଶ କରିଛି ଉତ୍ତରପ୍ରଦେଶ ପୁଲିସ। ସ୍ଵାମୀକୁ ହତ୍ୟା…
Read More...

ସମନ୍ୱିତ କୃଷି ପଦ୍ଧତିରେ ସାମିଲ ହେଲେ କୋଟିଆର ୨୨ ଚାଷୀ

ପଟାଙ୍ଗୀ: କୋରାପୁଟ ଜିଲ୍ଲା ପ୍ରଶାସନ କୋଟିଆ ପଞ୍ଚାୟତକୁ ସ୍ଵତନ୍ତ୍ର ଧ୍ୟାନ ଦେଉଥିବା ବେଳେ ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ସମନ୍ୱିତ କୃଷି ପଦ୍ଧତିରେ ୨୨ ଚାଷୀଙ୍କୁ ସାମିଲ କରିଛି। କୃଷି, ଉଦ୍ୟାନ, ମତ୍ସ୍ୟ, ପଶୁପାଳନ…
Read More...

ସମ୍ଭଲ ହିଂସା: ସମାଜବାଦୀ ପାର୍ଟି ସାଂସଦ ଓ ବିଧାୟକଙ୍କ ପୁଅ ନାଁରେ ଏତଲା

ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ସମ୍ଭଲ ଅଞ୍ଚଳରେ ମସଜିଦ ସର୍ବେକ୍ଷଣ ସମୟରେ ଘଟିଥିବା ହିଂସା ଘଟଣାରେ ସମାଜବାଦୀ ପାର୍ଟି ସାଂସଦ ଜିଆଉର ରହମନ ଏବଂ ସ୍ଥାନୀୟ ବିଧାୟକ ଇକବାଲ ମହମ୍ମୁଦଙ୍କ ପୁଅ ସୋହେଲ ଇକବାଲ…
Read More...

ମହାୟୁତି କ୍ୟାବିନେଟ ଅଙ୍କ: ପ୍ରତି ୭ ବିଧାୟକରେ ଜଣେ ମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ସରକାର ଗଢ଼ିବ ମହାୟୁତି। ବିଜେପି ନେତୃତ୍ଵାଧୀନ ମେଣ୍ଟ ମହାୟୁତି ଚଳିତ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସରକାର ଗଠନ କରିବା ନିଶ୍ଚିତ ହୋଇଛି। ତେ​‌ବେ କିଏ…
Read More...

ହେଜବୋଲ୍ଲାର ୧୨ ମିଲିଟାରୀ କମାଣ୍ଡ ସେଣ୍ଟରକୁ ଉଡ଼ାଇଲା ଇସ୍ରାଏଲ

ସମାଜ ଡିଜିଟାଲ ଡେସ୍କ: ହେଜବୋଲ୍ଲାର ୧୨ଟି ମିଲିଟାରୀ କମାଣ୍ଡ ସେଣ୍ଟର(ସାମରିକ ଆଦେଶ କେନ୍ଦ୍ର)କୁ ଉଡ଼ାଇ ଦେଇଛି ଇସ୍ରାଏଲ। ରବିବାର ଏୟାର ଷ୍ଟ୍ରାଇକ ଜରିଆରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ଗୋଟି ଗୋଟି କରି…
Read More...

ସେନାରୁ ତୃତୀୟଲିଙ୍ଗୀଙ୍କୁ ବିଦା କରିବେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ସେନାରୁ ସମସ୍ତ ତୃତୀୟଲିଙ୍ଗୀଙ୍କୁ ବିଦା କରିବାକୁ ଯୋଜନା କରିଛନ୍ତି। ୨ୟ ପାଳିର ପ୍ରଥମ ଦିନରେ ସେ ଏହି ନିଷ୍ପତ୍ତିକୁ କାର୍ଯ୍ୟ…
Read More...

ସମ୍ବିଧାନର ଉଦ୍ଦେଶିକାରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ

ସମାଜ ଡିଜିଟାଲ ଡେସ୍କ: ସମ୍ବିଧାନର ଉଦ୍ଦେଶିକାରୁ ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦ ହଟାଇବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଏବଂ ବିଚାରପତି ସଞ୍ଜୟ କୁମାରଙ୍କୁ ନେଇ ଗଠିତ…
Read More...

ଦିଲ୍ଲୀରେ ବାର୍ଦ୍ଧକ୍ୟ ଭତ୍ତା ୨୫୦୦ ଟଙ୍କାକୁ ବଢ଼ିଲା

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ନୂଆ ଦିଲ୍ଲୀର ବୃଦ୍ଧାବୃଦ୍ଧମାନଙ୍କ ପାଇଁ ୨୫୦୦ ଟଙ୍କାର ଭତ୍ତା ଘୋଷଣା କରିଛନ୍ତି ସରକାର। ଦିଲ୍ଲୀ ସରକାର ୮୦ ହଜାର ବୃଦ୍ଧାବୃଦ୍ଧଙ୍କ ପାଇଁ ଏହି ନୂଆ ବାର୍ଦ୍ଧକ୍ୟ ଭତ୍ତା ବ୍ୟବସ୍ଥା…
Read More...

୪୮୭ରେ ଭାରତର ପାଳି ଘୋଷଣା, ଅଷ୍ଟ୍ରେଲିଆକୁ ୫୩୪ ରନର ବିଜୟ ଲକ୍ଷ୍ୟ

ସମାଜ ଡିଜିଟାଲ ଡେସ୍କ: ପର୍ଥ ଟେଷ୍ଟରେ ଭାରତ ୨ୟ ଇନିଂସରେ ୬ ଉଇକେଟ ହରାଇ ୪୮୭ ରନ ସଂଗ୍ରହ କରିବା ପରେ ପାଳି ଘୋଷଣା କରିଛି। ପ୍ରଥମ ପାଳିରେ ୪୬ ରନରେ ଅଗ୍ରଣୀ ରହିଥିବା ଟିମ ଇଣ୍ଡିଆ ଘରୋଇ ଅଷ୍ଟ୍ରେଲିଆ ଦଳକୁ ୫୩୪ ରନର…
Read More...

୨୦ ଲକ୍ଷ ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା

ସମାଜ ଡିଜିଟାଲ ଡେସ୍କ: ସୁଭଦ୍ରା ଯୋଜନା ପ୍ରଥମ କିସ୍ତିର ୩ୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ରବିବାର ପଠାଯାଇଛି। ସୁନ୍ଦରଗଡ଼ରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Read More...

ଶୀତକାଳୀଳ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ଅଦାନୀ ଲାଞ୍ଚ ପ୍ରସଙ୍ଗ ଆଲୋଚନା ପାଇଁ ଦାବି ଉଠାଇଲା କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ନଭେମ୍ବର ୨୫ ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଆସନ୍ତା ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ପକ୍ଷରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ରବିବାର…
Read More...

ଦିଲ୍ଲୀରେ ଏନକାଉଣ୍ଟର, ପୁଲିସ ହତ୍ୟାକାରୀ ନିପାତ

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଦିଲ୍ଲୀରେ ରବିବାର ଭୋର ସମୟରେ ଏନକାଉଣ୍ଟର ଘଟିଛି। ପୁଲିସ ଗୁଳିରେ ଜଣେ କନଷ୍ଟେବଳଙ୍କ ହତ୍ୟାକାରୀ ନିପାତ ହୋଇଛି। ଗତ ଶନିବାର ଭୋର ସମୟରେ ଯାଞ୍ଚ ବେଳେ ୩ ମଦ୍ୟପ ଜଣେ କନଷ୍ଟେବଳ…
Read More...

ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ ଏମିତି କହିଲେ ଏଲନ ମସ୍କ

ସମାଜ ଡିଜିଟାଲ ଡେସ୍କ: ସ୍ପେଶ ଏକ୍ସ ତଥା ଟେସଲା ସିଇଓ ଏଲନ ମସ୍କ ସର୍ବଦା ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ଏବେ ପୁଣି ଥରେ ​‌ସେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଭାରତର ନିର୍ବାଚନ ବ୍ୟବସ୍ଥା ଉପରେ…
Read More...

ମାନ୍ଧାତା ବାବା ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ

ସମ୍ବଲପୁର: ସ୍ଥାନୀୟ ମାନେଶ୍ୱରସ୍ଥିତ ମାନ୍ଧାତା ବାବା ମନ୍ଦିର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ ହୋଇଛି। ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ମନ୍ଦିର କବାଟରେ ଲାଗିଥିବା ତାଲାକୁ ଲୁହା ଛଡ ମାଧ୍ୟମରେ ଭାଙ୍ଗି…
Read More...

ରେଳ ସଫେଇ କର୍ମଚାରୀଙ୍କ ମାଧ୍ୟମରେ ଚାଲାଣ ହେଉଛି ନିଶା କଫ ସିରପ, ୫ ନିଶା ଓ ସଟ୍ଟା ବେପାରୀ ଗିରଫ

ସମ୍ବଲପୁର: ଗତ ୨୦ ତାରିଖରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିଥିବା ନିଶା ବିରୋଧୀ ଅଭିଯାନ କ୍ରମରେ ଶନିବାର ସମ୍ବଲପୁର ପୁଲିସ ୫ ଜଣ ନିଶା ଓ ସଟ୍ଟା ବେପାରୀଙ୍କୁ ଗିରଫ କରିଛି । ସଦର ଏସଡିପିଓ ତୁଫାନ ବାଗ ଆୟୋଜିତ…
Read More...

ଷ୍ଟେସନରୁ ଗଞ୍ଜେଇ ଜବତ, ଯୁବକ ଗିରଫ 

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନରୁ ଜଣେ ଯୁବକଙ୍କୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ କରାଯାଇଛି । ଜିଆରପି ସୂଚନାନୁଯାୟୀ, ଶନିବାର ଦିନ ସମ୍ବଲପୁର ରେଳ ଷ୍ଟେସନରେ ସନ୍ଦିଗ୍ଧ ରୂପେ ଘୁରି ବୁଲୁଥିବା ବେଳେ ଜଣେ…
Read More...

୨ ଶିଶୁଙ୍କ ସହିତ ୬ ଦାଦନ ଶ୍ରମିକ ଉଦ୍ଧାର

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା ତୁରେକେଲା ପୋଲିସ ଶନିବାର ଘୁନେଶ ଗ୍ରାମ ନିକଟରୁ ୨ ଶିଶୁଙ୍କ ସହିତ ୬ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏକ ଅଟୋ ରିକ୍ସା ଯୋଗେ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିବାବେଳେ ପୁଲିସ…
Read More...

ନିର୍ବାଚନରେ କାମ ଦେଲାନି ଲୋକପ୍ରିୟତା, ୧୫୫ ଖଣ୍ଡ ଭୋଟ ପାଇଲେ ଅଭିନେତା

ସମାଜ ଡିଜିଟାଲ ଡେସ୍କ: ଅଭିନୟ କରି ଲୋକପ୍ରିୟତା ସାଉଁଟିବା ପରେ ନିର୍ବାଚନ ଲଢ଼ି ରାଜନେତା ପାଲଟିବା ଅନେକ ଅଭିନେତା ଅଭିନେତ୍ରୀଙ୍କ ଇଚ୍ଛା। କିନ୍ତୁ ଏହି କୌଶଳ ଫେଲ୍‌ ମାରିଛି ମହାରାଷ୍ଟ୍ରରେ। ନିର୍ବାଚନରେ…
Read More...

ଯାଞ୍ଚ ପାଇଁ ଅଟକାଇବାରୁ କନଷ୍ଟେବଳଙ୍କୁ ହତ୍ୟା କଲେ ୩ ମଦ୍ୟପ

ସମାଜ ଡିଜିଟାଲ ଡେସ୍କ: ରାତ୍ର ପାଟ୍ରୋଲିଂ ସମୟରେ ଯାଞ୍ଚ ବେଳେ ଅଟକାଇବାରୁ ଜଣେ କନଷ୍ଟେବଳଙ୍କୁ ହତ୍ୟା କରିଛନ୍ତି ୩ ମଦ୍ୟପ। ଦକ୍ଷିଣ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ଶନିବାର ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାର…
Read More...

ଜୟସଓ୍ବାଲଙ୍କ ଶତକ, ଦୃଢ଼ ସ୍ଥିତିରେ ଭାରତ

ସମାଜ ଡିଜିଟାଲ ଡେସ୍କ: ପର୍ଥରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଦୃଢ଼ ସ୍ଥିତିରେ ରହିଛି। ୩ୟ ଦିନର ଖେଳ ଜାରି ରହିଥିବାବେଳେ ଟିମ ଇଣ୍ଡିଆ ଏହାର ୨ୟ ପାଳିରେ ୧ ଉଇକେଟ ହରାଇ ୨୭୫ ରନ…
Read More...

ରେଳ ଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଶୁଆଳିସିଂ କଲେଜ ନିକଟ ରେଳଧାରଣାରେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ରବିବାର ସକାଳେ ସ୍ଥାନୀୟ ଲୋକେ ଏହି ମୃତଦେହ ଦେଖି…
Read More...

ଭୁବନେଶ୍ଵରରେ ଜଳିଗଲା ୪ ଗାଡ଼ି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରରେ ଶନିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଘର ପାର୍କିଂରେ ଅଗ୍ନିକାଣ୍ଡ ଘଟି ୪ଟି ଗାଡ଼ି ପୋଡ଼ିଯାଇଛି। ଚନ୍ଦକା ଥାନା ଅନ୍ତର୍ଗତ ଗୋଠପାଟଣା ଅଞ୍ଚଳରେ ଏହି ଘଟଣା…
Read More...

ବସ-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୭ ଶ୍ରମିକଙ୍କ ଜୀବନ

ସମାଜ ଡିଜିଟାଲ ଡେସ୍କ: ଆନ୍ଧ୍ରପ୍ରଦେଶର ଗାର୍ଲଡିନ ମଣ୍ଡଳ ଅନ୍ତର୍ଗତ ଥାଲାଗାସପାଲ୍ଲେ ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ ଏବଂ ଅଟୋ ମଧ୍ୟ​‌ରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭…
Read More...

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୩ଦିନ ପରେ ବି ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ବିଫଳ

ଧାମରା: ଗତ ୨୦ତାରିଖ ଦିନ ବାଂଶଡା ଥାନା ଅଧୀନ ଜଳେଶ୍ୱରପୁରଠାରେ ଜଣେ ବ୍ୟକ୍ତିଙ୍କୁ ହୋଇଥିବା ମରଣାତ୍ମକ ଆକ୍ରମଣ ଘଟଣାକୁ ୩ ଦିନ ବିତିଥିଲେ ବି ପୁଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି। ଆକ୍ରମଣର ଶିକାର ରମାକାନ୍ତ…
Read More...

ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଜେଏମଏମ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟ ଗଣତି ଜାରି ରହିଥିବାବେଳେ ଧୀରେ ଧୀରେ ଫଳାଫଳ ସ୍ପଷ୍ଟ ହେଉଛି। ଦୁଇ ରାଜ୍ୟରେ କିଏ ଗଢ଼ିବ ସରକାର ତାହା ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ହେଲେ ଅପରାହ୍ନ…
Read More...

ମହାରାଷ୍ଟ୍ରରେ ଫଡନବୀସ, ସିନ୍ଦେ, ଆଦିତ୍ୟ ଠାକରେ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ନିର୍ବାଚନର ଭୋଟ ଗଣତି ଜାରି ରହିଥିବାବେଳେ ୩ ହେଭିଓ୍ବେଟ ନେତା ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନାଗପୁର ସାଉଥ ଓ୍ବେଷ୍ଟ…
Read More...

ଓ୍ବାୟନାଡରେ ବିଜୟ ଅଭିମୁଖେ ପ୍ରିୟଙ୍କା ଗାନ୍ଧୀ

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ସାଧାରଣ ସମ୍ପାଦିକା ତଥା ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଓ୍ବାୟନାଡ଼ରେ ବାଜିମାତ କରିବାକୁ ଯାଉଛନ୍ତି। ଏଠାରେ ଅନୁଷ୍ଠିତ ଲୋକସଭା ଉପନିର୍ବାଚନର ଭୋଟ ଗଣତି ଶନିବାର ଜାରି…
Read More...

ବୌଦ୍ଧରେ ୨ ମାଓବାଦୀ ଶିବିର ଠାବ

ସମାଜ ଡିଜିଟାଲ ଡେସ୍କ: ବୌଦ୍ଧ ଜିଲାରେ ୨ଟି ମାଓବାଦୀ ଶିବିର ଠାବ ହୋଇଛି। ଜିଲାର ମନମୁଣ୍ଡା ଥାନା ଅନ୍ତର୍ଗତ ବାହାବାଲାଖୋଲ ସଂରକ୍ଷିତ ଜଙ୍ଗଲର କନକା ଏବଂ କୁଆକୁମୁଡ଼ା ଅଞ୍ଚଳରୁ ଏହି ଶିବିର ଠାବ କରିଛନ୍ତି ଡିଭିଏଫ ଏବଂ…
Read More...

ଅଷ୍ଟ୍ରେଲିଆ ୧୦୪ରେ ଅଲଆଉଟ, ବୁମରାଙ୍କୁ ୫ ଉଇକେଟ

ସମାଜ ଡିଜିଟାଲ ଡେସ୍କ: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ପାଳିରେ ୪୬ ରନରେ ଆଗୁଆ ରହିଛି। ଭାରତୀୟ ବୋଲିଂ ଲାଇନକୁ…
Read More...

ମହାରାଷ୍ଟ୍ରରେ ମହାୟୁତି ଆଗରେ, ଝାଡ଼ଖଣ୍ଡରେ ବିଜେପି-ଜେଏମଏମ କଡ଼ା ଟକ୍କର

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟ ଗଣତି ଶନିବାର ଆରମ୍ଭ ହୋଇଛି। ଦୁଇ ରାଜ୍ୟରେ କିଏ ଗଢ଼ିବ ସରକାର ତାହା ଉପରେ ସାରା ଦେଶବାସୀଙ୍କ ନଜର ରହିଛି। ପୂର୍ବାହ୍ନ ୧୦ଟା ସୁଦ୍ଧା ମହାରାଷ୍ଟ୍ରରେ…
Read More...

ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶୀ: ବେଶ ଓ ଭୋଗ ମାରା, ନୀତିକାନ୍ତିରେ ବିଳମ୍ବ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ଅବ୍ୟବସ୍ଥା। ନିକଟରେ ଫଟୋ ଉଠାକୁ କେନ୍ଦ୍ର କରି ବିବାଦ ଦେଖା ଦେଇଥିବାବେଳେ ଶୁକ୍ରବାର ସୁରକ୍ଷା ଢିଲା ଯୋଗୁଁ ଆଉ ଏକ ଅଘଟଣ ଘଟିଛି। ଜନୈକ ବିଦେଶୀ ଅଣହିନ୍ଦୁ…
Read More...

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଭୋଟ ଗଣତି ଆରମ୍ଭ: ଉଭୟ ରାଜ୍ୟରେ ଏନଡିଏ ଆଗୁଆ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ଭୋଟଗଣତି ଆରମ୍ଭ ହୋଇଛି। ମହାରାଷ୍ଟ୍ରର ୨୮୮ ଆସନ ମଧ୍ୟରୁ ୯୬ ଆସନରେ ଗଣତି ଜାରି ରହିଛି। ସେଥିରୁ ୬୯ ଆସନରେ ଏନଡିଏ (ବିଜେପି ନେତୃତ୍ଵାଧୀନ ମହାୟୁତି) ଆଗରେ…
Read More...

ଶିଶୁ ବିକ୍ରି ଘଟଣା; କ୍ରେତା ଓ ମଧ୍ୟସ୍ଥଙ୍କ ସହ ନିଲମ୍ବିତ ଏଏନ୍‌ଏମ୍‌ ଗିରଫ, ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇଥିଲେ…

ବଲାଙ୍ଗିର/ଖପ୍ରାଖୋଲ: ବଲାଙ୍ଗିର ଜିଲା ଶିଶୁବିକ୍ରି ଘଟଣା ସମ୍ପୃକ୍ତି ଅଭିଯୋଗରେ ଖପ୍ରାଖୋଲ ବ୍ଲକ ସୁନାମୁଦି ଉପ ସ୍ବାସ୍ଥ୍ୟକେନ୍ଦ୍ର ଏଏନଏମ ମମତା ଭୋଇଙ୍କୁ ଶୁକ୍ରବାର ନିଲମ୍ବନ କରାଯାଇଛି। ଏହି ଘଟଣାରେ ମମତାଙ୍କ ସମେତ…
Read More...

୮୦ରୁ ୨୪ ରଖିଲେ ଯୁକ୍ତ ଦୁଇ ପାସ୍‌

ଭୁବନେଶ୍ବର: ୨୦୨୫ରେ ଯୁକ୍ତଦୁଇ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଶ୍ନପତ୍ର ଢାଞ୍ଚା ବଦଳିଛି। ଏଣିକି ବାର୍ଷିକ ପରୀକ୍ଷାରେ ଆଉ ୧୦୦ ନୁହେଁ ବରଂ ପରୀକ୍ଷାର୍ଥୀଙ୍କୁ ୮୦ ମାର୍କର ଥିଓରୀ ପରୀକ୍ଷା ଦେବାକୁ…
Read More...

ଜଗନଙ୍କୁ ଭେଟି ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଅଦାନୀ

ନୂଆଦିଲ୍ଲୀ: ଆମେରିକାର ନିୟାମକ ସଂସ୍ଥା ସିକ୍ୟୁରିଟି ଆଣ୍ଡ୍‌ ଏକ୍ସଚେଞ୍ଜ କମିସନ (ଏସ୍‌ଇସି) ଅଭିଯୋଗ କରିଛି ଯେ, ଗୌତମ ଅଦାନୀ ଆନ୍ଧ୍ରପ୍ରଦେଶ ସରକାରଙ୍କ ସୋଲାର ଏନର୍ଜି କର୍ପୋରେସନ ଅଫ୍‌ ଇଣ୍ଡିଆ (ଏସ୍‌ଇସିଆଇ) ସହ…
Read More...

ପ୍ରବାସୀ ବଢ଼ାଇଛନ୍ତି ଓଡ଼ିଶାର ଖ୍ୟାତି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ପ୍ରବାସୀ ଓଡ଼ିଆଙ୍କ ଯୋଗୁଁଁ ଓଡ଼ିଶା ବାହାରେ ରାଜ୍ୟର ଖ୍ୟାତି ବଢ଼଼ିଛି। ‘ଜୟ ଜଗନ୍ନାଥ’ କହି ମୋତେ କେହି ସମ୍ବୋଧନ କଲେ ଛାତି କୁଣ୍ଢେମୋଟ ହୋଇଯାଏ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ…
Read More...

୪ର୍ଥ ପର୍ଯ୍ୟାୟ କର୍କଟକୁ ହରାଇଲେ ସିଦ୍ଧୁଙ୍କ ପତ୍ନୀ, ଏମିତି ଥିଲା ଖାଦ୍ୟଶୈଳୀ…

ସମାଜ ଡିଜିଟାଲ ଡେସ୍କ: କ୍ରିକେଟରରୁ ରାଜନେତା ପାଲଟିଥିବା ନଭଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ସିଦ୍ଧୁ କର୍କଟକୁ ହରାଇ ନୂଆ ଜୀବନ ପାଇଛନ୍ତି। ତାହା ପୁଣି ୪ର୍ଥ ଷ୍ଟେଜରେ ଥିବା କର୍କଟଠାରୁ। ଖୋଦ ସିଦ୍ଧୁ ଏ…
Read More...

ଆଇସିକ୍ୟୁସିସି ୨୦୨୪ ଆୱାର୍ଡ: ଟିପିସିଓଡିଏଲ୍ ଜିତିଲା ୯ ସ୍ୱର୍ଣ୍ଣ ପୁରସ୍କାର

ଭୁବନେଶ୍ୱର: ଟାଟା ପୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍) ସମ୍ମାନଜନକ ଇଣ୍ଟରନେସନାଲ୍ କନଭେନସନ୍ ଅନ୍ କ୍ୱାଲିଟି କଂଟ୍ରୋଲ୍ ସର୍କଲ୍…
Read More...

କେଜ୍ରିଓ୍ବାଲଙ୍କ ତୁଳନାରେ ଅତିଶୀ ହଜାର ଗୁଣ ଭଲ: ଦିଲ୍ଲୀ ଉପରାଜ୍ୟପାଳ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ଉପରାଜ୍ୟପାଳ ଏବଂ ଦିଲ୍ଲୀ ସରକାର ମଧ୍ୟରେ ଅନେକ ସମୟରେ ବାକଯୁଦ୍ଧ ଦେଖିବାକୁ ମିଳିଥାଏ। ବିଶେଷ କରି ସରକାରୀ ଫାଇଲ ଏବଂ ବିକାଶମୂଳକ ପ୍ରକଳ୍ପକୁ ନେଇ ଅଧିକାଂଶ ସମୟରେ ଉଭୟ ପକ୍ଷ…
Read More...

ଲଣ୍ଡନସ୍ଥିତ ଆମେରିକା ଦୂତାବାସ ବାହାରେ ବିସ୍ଫୋରଣ

ସମାଜ ଡିଜିଟାଲ ଡେସ୍କ: ଲଣ୍ଡନସ୍ଥିତ ଆମେରିକା ଦୂତାବାସ ବାହାରେ ଶୁକ୍ରବାର ଏକ ବିସ୍ଫୋରଣ ଘଟିଛି। ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଘଟଣା ପରେ ମେଟ୍ରୋପଲିଟାନ ପୁଲିସ ସମ୍ପୃକ୍ତ ଅଞ୍ଚଳକୁ…
Read More...

ଜନ୍ମଦିନ ଉତ୍ସବରେ ନିଜ ବନ୍ଧୁକରୁ ଫୁଟିଲା ଗୁଳି, ଆମେରିକାରେ ଭାରତୀୟ ଛାତ୍ର ମୃତ

ସମାଜ ଡିଜିଟାଲ ଡେସ୍କ: ଜନ୍ମଦିନ ଉତ୍ସବ ଚାଲିଥିବାବେଳେ ଭୁଲବଶତ ନିଜ ବନ୍ଧୁକରୁ ଫୁଟିଗଲା ଗୁଳି। ଏଥିରେ ପ୍ରାଣ ହରାଇଛନ୍ତି ଜଣେ ଭାରତୀୟ ଛାତ୍ର। ଆମେରିକାରେ ଏହି ଘଟଣା ଘଟିଛି। ଛାତ୍ର ଜଣକ ହେଲେ ତେଲଙ୍ଗାନା…
Read More...

ଅଦାନୀ ଗ୍ରୁପ ସହ ୨୧ ହଜାର କୋଟିର ପ୍ରକଳ୍ପ ଚୁକ୍ତି ରଦ୍ଦ କଲା କେନିୟା

ସମାଜ ଡିଜିଟାଲ ଡେସ୍କ: ପ୍ରକଳ୍ପ ହାତେଇବାକୁ ଲାଞ୍ଚ ଦେବା ଅଦାନୀ ଗ୍ରୁପ ପାଇଁ ମହଙ୍ଗା ପଡ଼ିଛି। ଆମେରିକାର ଏକ କୋର୍ଟରେ ଏ ନେଇ ଅଦାନୀ ଗ୍ରୁପ ମୁଖ୍ୟ ଗୌତମ ଅଦାନୀଙ୍କ ସମେତ ୭ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାବେଳେ…
Read More...

ଶବଦାହ ପୂର୍ବରୁ ଜୁଇରୁ ଉଠିଲେ ଯୁବକ, ମୃତ ଘୋଷଣା କରିଥିଲେ ଡାକ୍ତର

ସମାଜ ଡିଜିଟାଲ ଡେସ୍କ: ଶବ ସତ୍କାର ପାଇଁ ଜୁଇରେ ରଖାଯାଇଥିଲା ମୃତଦେହ। ହେଲେ ମୁଖାଗ୍ନି ଦେବା ସମୟରେ ହଠାତ ଜୁଇରୁ ଉଠିପଡ଼ିଲେ ଯୁବକ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଝୁନଝୁନୁ ଜିଲାରେ।…
Read More...

ଔଷଧ କମ୍ପାନୀରେ ଗ୍ୟାସ ଲିକ୍‌: ୩ ମୃତ, ୮ ଅସୁସ୍ଥ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରର ସାଙ୍ଗଲିସ୍ଥିତ ଏକ ଔଷଧ କମ୍ପାନୀରେ ଗ୍ୟାସ ଲିକ୍‌ ଯୋଗୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।…
Read More...

ପ୍ରଥମ ଟେଷ୍ଟ: ଭାରତ ୧୫୦ରେ ଅଲଆଉଟ, ଅଷ୍ଟ୍ରେଲିଆ ୫୯/୭

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପର୍ଥରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ବେଶ ଉତ୍କଣ୍ଠାପୂର୍ଣ୍ଣ ହୋଇଛି। ଖେଳର ପ୍ରଥମ ଦିନରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ…
Read More...

ଦିଲ୍ଲୀ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ଆପ୍‌

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଆପ୍‌) ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୧୧ ପ୍ରାର୍ଥୀଙ୍କ ନାମ ରହିଛି। ସେମାନଙ୍କ ମଧ୍ୟରୁ ୬ ଏପରି…
Read More...

ଫଳାଫଳ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣାଓଟରା

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନରେ ବୁଧବାର ମତଦାନ ଶେଷ ହୋଇଛି। ନଭେମ୍ବର ୨୩ରେ ଭୋଟ ଗଣତି ହେବ ଏବଂ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ମହାବିକାଶ ଅଘାଡ଼ି(ଏମଭିଏ) ନେତାମାନଙ୍କ…
Read More...

ଅଦାନୀଙ୍କୁ ଆମେରିକାରୁ ଝଟକା, ସୌର ପ୍ରକଳ୍ପ ପାଇଁ ଲାଞ୍ଚ ଦେଇଥିବା ଅଭିଯୋଗ

ଭାରତୀୟ ଶିଳ୍ପପତି ତଥା ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀଙ୍କୁ ଆମେରିକାରୁ ବଡ଼ ଝଟକା ମିଳିଛି। ଅଦାନୀ ଗ୍ରୁପ ଆମେରିକାରେ ନିବେଶକମାନଙ୍କ ସହିତ ଠକେଇ କରିବା ଏବଂ ଏକ ସୌର ଶକ୍ତି ଚୁକ୍ତି ହାସଲ କରିବା ଲାଗି ଭାରତୀୟ…
Read More...

ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଲା କାନାଡ଼ା, ଭାରତର ଦୃଢ଼ ଜବାବ

ସମାଜ ଡିଜିଟାଲ ଡେସ୍କ: କାନାଡ଼ାରେ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ପୃକ୍ତି ଆଣିଛି କାନାଡ଼ା। ଏ ନେଇ କାନାଡ଼ା ନିରାପତ୍ତା ସଂସ୍ଥାର…
Read More...

ଯୁଦ୍ଧ ଭୟ: ୟୁକ୍ରେନରେ ଦୂତାବାସ ବନ୍ଦ କଲେ ୪ ରାଷ୍ଟ୍ର

ୱାଶିଂଟନ: ୟୁକ୍ରେନ ରାଜଧାନୀ କିଭ୍‌ରେ ଥିବା ନିଜର ଦୂତାବାସକୁ ୪ ରାଷ୍ଟ୍ର ବନ୍ଦ କରିଦେଇଛନ୍ତି। ଦୂତାବାସ ବନ୍ଦ କରିଥିବା ରାଷ୍ଟ୍ରଗୁଡ଼ିକ ହେଲେ ଆମେରିକା, ସ୍ପେନ୍‌, ଇଟାଲି ଓ ଗ୍ରୀସ୍‌। ରୁଷ୍ ସେନାର ଆକ୍ରମଣ ଆଶଙ୍କା…
Read More...

ସୁବର୍ଣ୍ଣପୁର ସିଏସଓ ସୁରେଶ ପାଣିଗ୍ରାହୀ ଗିରଫ

ସମାଜ ଡିଜିଟାଲ ଡେସ୍କ: ସୁବର୍ଣ୍ଣପୁର ଜିଲା ମୁଖ୍ୟ ଖାଦ୍ୟ ଯୋଗାଣ ଅଧିକାରୀ(ସିଏସଓ) ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଆୟ…
Read More...

ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତକୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଗଞ୍ଜାମ ଜିଲାର ଦୁର୍ଦ୍ଦାନ୍ତ ଅପରାଧୀ  ଅନନ୍ତ ପଟ୍ଟନାୟକକୁ ହତ୍ୟା କରାଯାଇଛି। ଶେରଗଡ଼ ଥାନା ବନ୍ଧାଗୁଡ଼ା ସ୍କୁଲ ନିକଟରେ ଅନନ୍ତକୁ କେହି ଦୁର୍ବୃତ୍ତ ମାରି ଫିଙ୍ଗିଦେଇଛନ୍ତି। ବୁଧବାର…
Read More...

ପୁଲିସ ଉପରକୁ ବୋମା ଫିଙ୍ଗିଲେ ଗୋଚାଲାଣକାରୀ

ବାଙ୍କୀ: ଗୋଚାଲାଣକାରୀଙ୍କ ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି। କଟକ ଜିଲା ବୈଦେଶ୍ଵର ଥାନା ଅଞ୍ଚଳରେ ଗୋଚାଲାଣ ବେଳେ ଗୋରୁ ମାଫିଆମାନେ ପୁଲିସ ଉପରକୁ ବୋମା ଫିଙ୍ଗିଛନ୍ତି। ଏଥିରେ କୌଣସି ପୁଲିସ ଆହତ ହୋଇ ନ…
Read More...

କାନାଡ଼ା ବିଦ୍ୟାଳୟରେ ଓଡ଼ିଆ ପାଠପଢ଼ା

ଟରଣ୍ଟୋ: କାନାଡାର ବିଦ୍ୟାଳୟରେ ପଢାଯାଉଛି ଓଡ଼ିଆ ଭାଷା। ଓଡ଼ିଆ ଭାଷା ଶିକ୍ଷାକୁ କାନାଡାର ଟରଣ୍ଟୋ ଡିଷ୍ଟ୍ରିକ୍ଟ ସ୍କୁଲ ବୋର୍ଡ (ଟିଡିଏସ୍‌ବି) ଏହାର ପାଠ୍ୟକ୍ରମରେ ସାମିଲ କରିଛି। ନଭେମ୍ବର ୮ରେ ଟିଡିଏସ୍‌ବି ଏହାର…
Read More...

୧୨ ରୋବଟ୍‌କୁ ଅପହରଣ କରିନେଲା ରୋବଟ୍‌

ବେଜିଂ: ଚୀନରେ ରୋବଟ୍‌କୁ ରୋବଟ୍‌ ଅପହରଣ କରିନେବା ଭଳି ବିରଳ ଘଟଣା ଘଟିଛି। ୧୨ଟି ବଡ ଆକାରର ରୋବଟ୍‌କୁ ଅନ୍ୟ ଏକ କମ୍ପାନୀ ତିଆରି ରୋବଟ୍‌ ଅପହରଣ କରିନେଇଛି। ଚୀନର ହାଙ୍ଗଝୌ ସହରରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)…
Read More...

ମଣିପୁର ବିଜେପିରେ ବିଭାଜନ; ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ଆସିଲେନି ୧୯ ବିଧାୟକ

ଇମ୍ଫାଲ: ମଣିପୁରରେ ଲାଗି ରହିଥିବା ଜାତିଆଣ ହିଂସାକୁ ନେଇ ଶାସକ ବିଜେପିରେ ବିଭାଜନ ହୋଇଛି। ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହ ମଙ୍ଗଳବାର ରାତିରେ ଡକାଇଥିବା ବୈଠକରେ ବିଜେପିର ୧୯ ବିଧାୟକ ଅନୁପସ୍ଥିତ ରହିବା ପରେ ଏହି…
Read More...

ବିବାହ ପାଇଁ ଅରାଜି ହେବାରୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା

ଚେନ୍ନଇ: ବିବାହ ପାଇଁ ଅରାଜି ହେବାରୁ ଶିକ୍ଷୟିତ୍ରୀଙ୍କୁ ଛୁରି ଭୁସି ଜଣେ ବ୍ୟକ୍ତି ହତ୍ୟା କରିଛି। ତାମିଲନାଡୁର ମାଲିପଟ୍ଟିନମ୍ ସରକାରୀ ବିଦ୍ୟାଳୟରେ ରମଣୀ ଶିକ୍ଷକତା କରୁଥିଲେ। ତାଙ୍କୁ ବିଦ୍ୟାଳୟ ପରିସରରେ ମଦନ ନାମକ…
Read More...

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ

ସମାଜ ଡିଜିଟାଲ ଡେସ୍କ: ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ କରାଯାଇଛି। ହିମାଂଶୁ ନିଜ ଗାଡ଼ିରେ ଡିଡିଏମଙ୍କ ଅଫିସକୁ ବୈଠକ ପାଇଁ ଯାଉଥିବାବେଳେ ଯାଜପୁରର ବୁଢ଼ାପୋଲ ନିକଟରେ ତାଙ୍କୁ କିଛି ଲୋକ ଆକ୍ରମଣ…
Read More...

୨୪୦୦ ବୋତଲ କଫ ସିରପ ଜବତ, ୧୨ ଗିରଫ

ସମ୍ବଲପୁର: ଓଡିଶା ସରକାର ନିଶା ନିବାରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ୨୦ ନଭେମ୍ବରରୁ ଆସନ୍ତା ୩୧ ଡିସେମ୍ବର ପର୍ଯ୍ୟନ୍ତ ଆରମ୍ଭ କରିଛନ୍ତି । ବୁଧବାର ଆରମ୍ଭ ହୋଇଥିବା ଏହି ଅଭିଯାନ ସମୟରେ ସମ୍ବଲପୁର ପୁଲିସକୁ ବଡ ଧରଣର…
Read More...

ବିଦ୍ୟୁତ ଆଘାତରେ ୩ ହାତୀଙ୍କ ମୃତ୍ୟୁ ଘଟଣା, ୨ ଅଭିଯୁକ୍ତ ଗିରଫ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ଘୋଷରାମାଳ ଫରେଷ୍ଟ ସେକ୍ସନର ବୁରୋମାଲ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଗତ ୧୮ ତାରିଖରେ ୩ଟି…
Read More...

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣା ଦେଲେ ମହିଳା

ସାକ୍ଷୀଗୋପାଳ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡା ପଞ୍ଚାୟତର ପାରକେଣା ଗ୍ରାମରେ ଗ୍ରାମୀଣ ମହିଳାମାନଙ୍କ ଆତ୍ମନିର୍ଭରଶୀଳ ନିମନ୍ତେ ଗଠନ କରାଯାଇଥିବା ଶ୍ରୀରାଧା ମରା ନଡ଼ିଆ ତେଲ କ୍ଲଷ୍ଟରକୁ ବିଦ୍ୟୁତ ସଂଯୋଗ ଦିଆଯାଉ…
Read More...

ବିଦ୍ୟୁତ କର୍ମଚାରୀଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କୁସୁମି ଅଞ୍ଚଳରେ କାର୍ଯ୍ୟରତ ବିଦ୍ୟୁତ ବିଭାଗ ସୁପରଭାଇଜରଙ୍କୁ କାତିରେ ଆକ୍ରମଣ ମାମଲାରେ ସଂପୃକ୍ତ ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ…
Read More...

ବୁଥ ବାହୁଡ଼ା ମତ: ମହାରାଷ୍ଟ୍ରରେ ମହାୟୁତି, ଝାଡ଼ଖଣ୍ଡରେ ଅସ୍ପଷ୍ଟ !

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରେ ସରକାର ଗଠନ କରିବ ମହାୟୁତି। ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟକୁ ମିଳିବ ବହୁମତ। ସେହିପରି ଝାଡ଼ଖଣ୍ଡରେ ବିଜେପି ଏବଂ ଜେଏମଏମ ମଧ୍ୟରେ କଡ଼ା ଟକ୍କର ହୋଇପାରେ। ଏଠାରେ…
Read More...

ସରକାରୀ ନିର୍ଦ୍ଦେଶକୁ ଫୁ: ପୁଣି ଉଠା ଦୋକାନୀଙ୍କ କବଜାରେ ମୁଖ୍ୟ ବେଳାଭୂମି ପରିସର

ଗୋପାଳପୁର: ଗୋପାଳପୁର ମୁଖ୍ୟ ବେଳାଭୂମି ପରିସରକୁ ଉଠା ଦୋକାନୀମାନେ କବଜା କରି ରଖିଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିମନ୍ତେ ଏନଏସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିର୍ଦ୍ଦେଶକୁ ମାନି ଉଠା…
Read More...