ବାଲି ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ
ରେଙ୍ଗାଲିକ୍ୟାମ୍ପ: ଅତାବିରା ଥାନା ଅନ୍ତର୍ଗତ ଗୋଡଭଗା ତୁରୁମ ୫୪ ନମ୍ୱର ରାଜ୍ୟ ରାଜପଥରେ ପାଟ୍ରୋଲିଂ ସମୟରେ ପୁଲିସ ଏକ ଚୋରା ବାଲି ବୋଝେଇ ଟ୍ରକ ଜବତ କରିଛି। କୁଜାପାଲି ଗ୍ରାମ ପାଖରେ ଭେଡେନ ତୁରୁମ୍ ଦେଇ ଗୋଡ଼ଭଗାକୁ…
Read More...
Read More...