ନିର୍ବାଚନୀ ଶେଭାଯାତ୍ରାକୁ ନେଇ ଗଣ୍ଡଗୋଳ, ୪ଆହତ

ଧାମରା: ଚାନ୍ଦବାଲି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଲାଗି ବାଇକ୍‌ ଶୋଭାଯାତ୍ରାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଛି। ଏଥିରେ ୪ ଜଣ ଆହତ ହୋଇଥିବାବେଳେ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା…
Read More...

ଦଳ ଛାଡିଲେ ବିଜେଡିର କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ

ଫୁଲବାଣୀ: ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କନ୍ଧମାଳରେ ବିଜେଡିକୁ ଝଟକା ଲାଗିଛି। ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ତଥା ପ୍ରମୁଖ ମହିଳା ନେତ୍ରୀ ଅନିମା କହଁର ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା…
Read More...

ଫୁଲବାଣୀରେ ପ୍ରସିଦ୍ଧ ନାରାୟଣୀ ଯାତ୍ରା ଆରମ୍ଭ

ଫୁଲବାଣୀ: ପରମ୍ପରା ଅନୁସାରେ ପବିତ୍ର ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇଛି ଫୁଲବାଣୀର ପ୍ରସିଦ୍ଧ ନାରାୟଣୀ ଯାତ୍ରା। ଶୁକ୍ରବାର ସକାଳେ ପାର୍ଶ୍ବଦେବୀ ମା ବରାଳଦେବୀ, ମା’ ବ୍ୟାଘ୍ରଦେବୀ, ମା’ ବ୍ରାହ୍ମଣଦେବୀ ଓ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପରିସରରେ ଥିବା ମହିଳା ହଷ୍ଟେଲରେ ରହୁଥିବା ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ନାମ ମାମଲା ବିଷୋୟୀ ଏବଂ ତାଙ୍କ ଘର ଆସିକା ଅଞ୍ଚଳରେ। ସେ ଅର୍ଥନୀତିର ୨ୟ‌ ବର୍ଷର…
Read More...

ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ୨ ବ୍ଲକ ଅଧ୍ୟକ୍ଷା, ସମିତି ସଭ୍ୟ

କଣ୍ଟାବାଞ୍ଜି: ନିଜ ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ୨ ଜଣ ବ୍ଲକ ଅଧ୍ୟକ୍ଷା ଓ ସମିତି ସଭ୍ୟ। ଭୁବନେଶ୍ବର ଶଙ୍ଖ ଭବନଠାରେ ଏହି ମିଶ୍ରମ ପର୍ବ ଅନୁଷ୍ଠିତ ହୋଇଥିଲା।…
Read More...

ଗଣତନ୍ତ୍ରର ସୁନ୍ଦର ଦୃଶ୍ୟ: ପରସ୍ପରଙ୍କୁ ଆଲିଙ୍ଗନ କଲେ ବବି-ଧର୍ମେନ୍ଦ୍ର

ସମ୍ବଲପୁର: ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଚଳିତ ନିର୍ବାଚନରେ ହଟ୍‌ ସିଟ୍‌ ରୂପେ ପରିଗଣିତ ହେଉଥିବାବେଳେ ଜାତୀୟସ୍ତରରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ରାଜ୍ୟରେ ୨ ପ୍ରମୁଖ ଦଳ ବିଜେପି ଓ ବିଜେଡିର…
Read More...

ଦଳ ପାଇଁ ଆସୁଥିଲା ୨୫ ଲକ୍ଷ, ଛଡ଼ାଇନେଲେ ଲୋକେ !

ଲକ୍ଷ୍ମୀପୁର: ନିର୍ବାଚନ ପୁର୍ବରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ ତୁତୁ ମେମେ ଜାରି ରହିଛି। ବିଜେଡିର ଏକ ପ୍ରଚାର ଗାଡିରେ ୨୫ ଲକ୍ଷ ଟଙ୍କା ବଣ୍ଟା ହେବାକୁ…
Read More...

ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇ ଆଶାକର୍ମୀ ନିଲମ୍ବିତ

ବୌଦ୍ଧ: ବୌଦ୍ଧ ଜିଲାରେ ରାଜନୈତିକ ଶୋଭାଯାତ୍ରାରେ ସାମିଲ ହୋଇଥିବାରୁ ପୁଣି ଜଣେ ଆଶା କର୍ମୀଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଜେ.ସୋନାଲ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ମିଳିଥିବା ସୁଚନା…
Read More...

ପିଡ଼ିଆ ଜଙ୍ଗଲରେ ଗୁଳିବିନିମୟ, ୮ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶୁକ୍ରବାର ଗୁଳିବିନିମୟ ଘଟିଛି। ଏଥିରେ ୮ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଛତିଶଗଡ଼ର ପିଡ଼ିଆ ଜଙ୍ଗଲରେ ଏହି…
Read More...

କେଜ୍ରିୱାଲଙ୍କ ଜାମିନକୁ ନେଇ ଇଣ୍ଡିଆ ବ୍ଲକ ସଦସ୍ୟଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲ୍‌ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୱାଲଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଅନ୍ତରୀଣ ଜାମିନ ଦେବା ପରେ ଏହାକୁ ନେଇ ଇଣ୍ଡିଆ ବ୍ଲକ ଦୁଇଭାଗରେ…
Read More...

ଟ୍ରେନ, ବିମାନ ଟିକେଟ ବୁକିଂ ସହଜ କରିବ ଏହି ନୂଆ ଆପ୍, ଜାଣନ୍ତୁ କିପରି କରିବେ ବୁକ୍‌

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରେନ ଏବଂ ବିମାନ ଯାତ୍ରୀମାନେ ଟିକେଟ ବୁକିଂ ପାଇଁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଥିପାଇଁ ସେମାନେ ସାଇବର କାଫେ୍‌ କିମ୍ବା ଅନ୍ୟମାନଙ୍କ ସହାୟତା ଲୋଡ଼ିଥାନ୍ତି। କିନ୍ତୁ ଏଥିପାଇଁ ଆଉ…
Read More...

ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଆଜି ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…
Read More...

ସର୍ବସମ୍ମୁଖରେ ରାହୁଲଙ୍କୁ ଦୁର୍ବ୍ୟବହାର କଲେ ଏଲଏସଜି ମାଲିକ, ପୂର୍ବରୁ ଧୋନୀଙ୍କ ସହ ବି ଏମିତି କରିଥିଲେ

ନୂଆଦିଲ୍ଲୀ: ଲାଇଭ ଟିଭିରେ ସାରା ଦୁନିଆ ସାମ୍ନାରେ କେ. ଏଲ. ରାହୁଲଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ (ଏଲଏସଜି) ମାଲିକ ତଥା ବିଶିଷ୍ଟ ବ୍ୟବସାୟୀ ସଞ୍ଜୀବ ଗୋଏଙ୍କା। ବୁଧବାର…
Read More...

ଛୁଟିରେ ଯାଇଥିବା ୨୫ କର୍ମଚାରୀଙ୍କୁ ବିଦା କଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ଅସୁସ୍ଥତା କାରଣ ଦର୍ଶାଇ ସମୂହ ଛୁଟିରେ ରହିଥିବା ଶତାଧିକ କର୍ମଚାରୀଙ୍କ ମଧ୍ୟରୁ ୨୫ କର୍ମଚାରୀଙ୍କୁ ବିଦା କରିଛି ଏୟାର ଇଣ୍ଡିଆ। ଏହି କର୍ମଚାରୀମାନେ ଏକକାଳୀନ ଛୁଟିରେ ରହିବା କାରଣରୁ ଗତ ବୁଧବାର ଏୟାର…
Read More...

କାଳ ହେଲା ପାଇଖାନା ଟାଙ୍କି ସଫେଇ, ଚାଲିଗଲା ୪ ଜୀବନ

ଲକ୍ଷ୍ନୌ: ପାଇଖାନା ଟାଙ୍କି ସଫା କରୁଥିବାବେଳେ ଚାଲିଗଲା ୪ ଜଣଙ୍କ  ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ଚନ୍ଦୌଲି ଜିଲା ଅନ୍ତର୍ଗତ କୋତୱାଲି ଅଞ୍ଚଳରେ। ପାଇଖାନା ଟାଙ୍କି ସଫା କରିବା ସମୟରେ…
Read More...

ସାବାଡ଼ ହେବେ ଅନ୍‌ଲାଇନ ଠକ, ସରକାର ନେଲେ ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ଏଣିକି ସାବାଡ଼ ହେବେ ଅନଲାଇନ ଠକ। ମୋବାଇଲ ଉପଭୋକ୍ତାଙ୍କୁ ବେନାମୀ ନମ୍ବରରୁ ଲିଙ୍କ୍‌ ପଠାଇ କିମ୍ବା କଲ୍‌ କରି ଓଟିପି ନେଇ ଠକେଇ କରୁଥିବା ସାଇବର ଅପରାଧୀଙ୍କୁ ସାବାଡ଼ କରିବାକୁ ପଦକ୍ଷେପ ନେଇଛନ୍ତି…
Read More...

ଦକ୍ଷିଣ ଭାରତୀୟଙ୍କ ପ୍ରତି ଜାତିଗତ ଆକ୍ଷେପ କରି ବିବାଦରେ କଂଗ୍ରେସ ନେତା ସାମ୍‌ ପିଟ୍ରୋଡା

ନୂଆଦିଲ୍ଲୀ: କଂଗ୍ରେସ ନେତା ସାମ୍‌ ପିଟ୍ରୋଡା ବିବାଦ ଘେରକୁ ଆସିଛନ୍ତି। ଏଥର ସେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟଙ୍କ ସହିତ ତୁଳନା କରି ସମାଲୋଚନାର ଶିକାର ହୋଇଛନ୍ତି। ଭାରତର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା…
Read More...

ଖରାପ ଅମ୍ପାୟାରିଂ ପାଇଁ ବଦନାମ ହେଉଛି ଆଇପିଏଲ !

ସମାଜଲାଇଭ ଡେସ୍କ: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ବିଶ୍ଵର ସବୁଠୁ ମହଙ୍ଗା ଟି-୨୦ କ୍ରିକେଟ୍‌ ଲିଗ୍‌। ବିଶ୍ଵ କ୍ରିକେଟର ବଡ଼ ବଡ଼ ଖେଳାଳି ଏହି ଟୁର୍ନାମେଣ୍ଟ ପାଇଁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି। ନିଲାମ…
Read More...

ବଜାରକୁ ଆସିଲା ଆପଲ୍‌ର ୨ଟି ନୂଆ ଉତ୍ପାଦ, ଜାଣନ୍ତୁ କ’ଣ ରହିଛି ନୂଆ ଫିଚର୍ସ ଓ ମୂଲ୍ୟ…

ସମାଜଲାଇଭ୍‌ ଡେସ୍କ: ଦାମୀ ମୋବାଇଲ ଫୋନ୍‌ ନିର୍ମାତା କମ୍ପାନୀ ଆପଲ୍‌ ଏହାର ୨ଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଇଛି। ତାହା ହେଉଛି iPad Air ଏବଂ iPad Pro। କମ୍ପାନୀର ଏହା ଚଳିତବର୍ଷର ପ୍ରଥମ ନୂଆ ଉତ୍ପାଦ,…
Read More...

ବିଶ୍ଵବଜାରରୁ କରୋନା ଟିକା ଫେରାଇନେବା ଆରମ୍ଭ କଲା ଆଷ୍ଟ୍ରାଜେନେକା

ନୂଆଦିଲ୍ଲୀ: ସାରା ବିଶ୍ଵରୁ କରୋନା ଟିକା ‘ଭାକ୍ସେଭେରିଆ’ ଫେରାଇନେବା ଆରମ୍ଭ କରିଛି ଆଷ୍ଟ୍ରାଜେନେକା । କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକାର ପାର୍ଶ୍ବପ୍ରତିକ୍ରିୟା ରହିଥିବା ନେଇ ବିବାଦ ଉଠିବା ପରେ କମ୍ପାନୀ କୋର୍ଟରେ…
Read More...

ଫ୍ରାନ୍ସରେ ପହଞ୍ଚିଲେ ଜିନ୍‌ପିଙ୍ଗ, ପ୍ୟାରିସରେ ‘ତିବ୍ବତକୁ ମୁକ୍ତ କର’ ନାରା

ପ୍ୟାରିସ: ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଫ୍ରାନ୍ସ ଗସ୍ତରେ ଯାଇ ପ୍ୟାରିସରେ ପହଞ୍ଚିଛନ୍ତି। ଏହି ସମୟରେ ଉଭୟ ଫ୍ରାନ୍ସ ଏବଂ ଚୀନ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ସମେତ ଅନ୍ୟ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ…
Read More...

ଅହମ୍ମଦାବାଦର ଏକାଧିକ ସ୍କୁଲକୁ ବୋମା ଧମକ, ମେଲ୍‌ ପଛରେ ଋଷ ଲିଙ୍କ୍‌ !

ଅହମ୍ମଦାବାଦ: ଦିଲ୍ଲୀର ଏକାଧିକ ସ୍କୁଲକୁ ବୋମା ଧମକ ମିଳିବା ପରେ ଗୁଜରାଟର ଅହମ୍ମଦାବାଦର ବହୁ ସ୍କୁଲକୁ ଅନୁରୂପ ଧମକପୂର୍ଣ୍ଣ ମେଲ୍‌ ମିଳିଛି। ଏହା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଧମକପୂର୍ଣ୍ଣ…
Read More...

‘ରାମ ମନ୍ଦିର ଯିବାରୁ କଂଗ୍ରେସ ମୋତେ ଘୃଣା କଲା’

ନୂଆଦିଲ୍ଲୀ: ‘ରାମ ମନ୍ଦିର ଯିବାରୁ କଂଗ୍ରେସ ମୋ​‌ତେ ଘୃଣା କରିବା ଆରମ୍ଭ କଲା। ସେଥିପାଇଁ ମୁଁ ଦଳ ଛାଡ଼ିଲି ।’ କଂଗ୍ରେସ ବିରୋଧରେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଦଳର ପୂର୍ବତନ ମୁଖପାତ୍ର ରାଧିକା ଖେରା ।…
Read More...

ଅଡୁଆରେ ରାହୁଲ ଗାନ୍ଧୀ, କାର୍ଯ୍ୟାନୁଷ୍ଠାନ ଦାବି କଲେ ୧୮୧ କୁଳପତି ଓ ପୂର୍ବତନ କୁଳପତି

ନୂଆଦିଲ୍ଲୀ: ପୁଣି ଥରେ ଅଡୁଆରେ ପଡ଼ିଛନ୍ତି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ। ଏଥର କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ବିଶ୍ଵବିଦ୍ୟାଳୟରେ କୁଳପତି ନିଯୁକ୍ତିକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ସେ ବିବାଦ…
Read More...

ଭାରତରେ ଖୁବଶୀଘ୍ର ଚାଲିବ ଏୟାର ଟ୍ୟାକ୍ସି, ଜାଣନ୍ତୁ କେଉଁ ସହରରେ ମିଳିବ ସେବା, କେତେ ରହିଛି ଭଡ଼ା…

ଡେସ୍କ: କାର୍‌ ଟାକ୍ସି ଭଳି ଭାରତରେ ଖୁବଶୀଘ୍ର ଆରମ୍ଭ ହେବ ଏୟାର ଟ୍ୟାକ୍ସି ସେବା। ଏହା ଫଳରେ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଲୋକଙ୍କୁ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ତେବେ ଭାରତର ଅଳ୍ପ…
Read More...

ମନ୍ତ୍ରୀଙ୍କ ଘନିଷ୍ଠ ସଚିବଙ୍କ ସହାୟକ ଘରୁ ୨୦ କୋଟିରୁ ଊର୍ଦ୍ଧ୍ବ ଜବତ

ରାଞ୍ଚି: ଝାଡ଼ଖଣ୍ଡ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲମଗିର ଆଲମଙ୍କ ଜଣେ ଘନିଷ୍ଠ ତଥା ତାଙ୍କ ସଚିବ ସଞ୍ଜୀବ କୁମାର ଲାଲଙ୍କ ଘରୋଇ ସହାୟକଙ୍କ ଘରୁ ୨୦ କୋଟି ଟଙ୍କାରୁ ଅଧିକ ଅର୍ଥ ଜବତ ହୋଇଛି। ସୋମବାର ସକାଳେ…
Read More...

ଆଗାମୀ ୫ ବର୍ଷରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’: ରାଜନାଥ

ତିରୁପତି: ଏନଡିଏ ପୁଣି ଥରେ ସରକାର ଗଢ଼ିଲେ ଆଗାମୀ ୫ ବର୍ଷ ମଧ୍ୟରେ ‘ଏକ ରାଷ୍ଟ୍ର ଏକ ନିର୍ବାଚନ’ ନୀତି କାର୍ଯ୍ୟକାରୀ ହେବ। ଆନ୍ଧ୍ରପ୍ରଦେଶର ତିରୁପତିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଦଳୀୟ ପ୍ରଚାର ସଭାରେ…
Read More...

ଟି-୨୦ ବିଶ୍ଵକପକୁ ଆତଙ୍କବାଦୀଙ୍କ ଧମକ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ପୁରୁଷ ଟି-୨୦ ବିଶ୍ଵକପକୁ ଆତଙ୍କବାଦୀ ଧମକ ମିଳିଛି  । ଏହି କ୍ରିକେଟ ମହାକୁମ୍ଭର ସହ-ଆୟୋଜକ ୱେଷ୍ଟଇଣ୍ଡିଜକୁ ଉତ୍ତର ପାକିସ୍ତାନର ଆତଙ୍କବାଦୀଙ୍କ ପକ୍ଷରୁ ଧମକ ଦିଆଯାଇଛି। ଏହି ଧମକ…
Read More...

ମୋବାଇଲ କଲିଂରେ ଆସୁଛି ନୂଆ ଫିଚର, ଠକେଇରୁ ବର୍ତ୍ତିବେ ଉପଭୋକ୍ତା

ଡେସ୍କ: ମୋବାଇଲ୍‌ କଲିଂରେ ସରକାର ଦିନକୁ ଦିନ ନୂଆ ପରିବର୍ତ୍ତନ ଆଣୁଛନ୍ତି । ଏବେ ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଏକ ନୂତନ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାକୁ ନେଇ ଟ୍ରାଇ ତରଫରୁ…
Read More...

କାନାଡ଼ା ବିନା ପ୍ରମାଣରେ ଭାରତକୁ ଦୋଷାରୋପ କରୁଛି: ଜୟଶଙ୍କର

ଭୁବନେଶ୍ଵର: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ମାମଲାରେ କାନାଡ଼ା ପୁଲିସ ୩ ଭାରତୀୟଙ୍କୁ ଗିରଫ କରିବା ସହିତ ଘଟଣାରେ ଭାରତ ସରକାରଙ୍କ ସମ୍ପୃକ୍ତି ରହିଥିବା ନେଇ ପୁନର୍ବାର ଅଭିଯୋଗ କରିଛି। ତେବେ…
Read More...

ରାହୁଲଙ୍କ ପ୍ରାର୍ଥିପତ୍ର ଖାରଜ ଦାବି, ଫେରାଦ ହେଲେ ପ୍ରତିଦ୍ବନ୍ଦ୍ବୀ

ନୂଆଦିଲ୍ଲୀ: ଅନେକ କଳ୍ପନାଜଳ୍ପନା ପରେ ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିନ୍ତୁ ଏବେ ତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି…
Read More...

ଭାରତୀୟ ଅଞ୍ଚଳକୁ ନିଜର ଦର୍ଶାଇ ନୋଟ୍‌ରେ ଛାପିଲା ନେପାଳ

ନୂଆଦିଲ୍ଲୀ: ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ନୂଆ ନୋଟ୍‌ରେ ଛାପିଛି। ଏହାର ଅର୍ଥ ଭାରତର ଅଞ୍ଚଳକୁ ନେପାଳ ନିଜର ବୋଲି ନୋଟ୍‌ରେ ଦର୍ଶାଇଛି। ଗତ ଶୁକ୍ରବାର ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍‌…
Read More...

ଦିଲ୍ଲୀ ମେଟ୍ରୋରେ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ, ସୋସିଆଲ ମିଡିଆରେ ଦୁଃଖ ବଖାଣି ପୁଲିସ ସହାୟତା ମାଗିଲେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ଜଣେ ୧୬ ବର୍ଷୀୟ ନାବାଳକଙ୍କୁ ଯୌନ ଉତ୍ପୀଡ଼ନ କରାଯାଇଥିବା ନେଇ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁରୁଷ ଏଭଳି କାଣ୍ଡ କରିଥିବା ନାବାଳକ ଜଣକ ସୋସିଆଲ ମିଡିଆରେ ଏକ…
Read More...

ପୁଣି ଭାରତ ଉପରକୁ ଅଙ୍ଗୁଳି ଉଠାଇଲା କାନାଡ଼ା

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡ଼ା ପୁଣି ଥରେ ଭାରତ ଉପରକୁ ଅଙ୍ଗୁଳି ଉଠାଇଛି। ଏହି ମାମଲାରେ କାନାଡ଼ା ପୁଲିସ ୩ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ ଭାରତ ସେମାନଙ୍କୁ…
Read More...

ରାଜ୍ୟପାଳଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ; ପୁଲିସ, ମନ୍ତ୍ରୀଙ୍କୁ ରାଜଭବନ ମନା

କଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ (ଟିଏମସି)…
Read More...

ଶତ୍ରୁତା ସତ୍ୱେ ଭାଇଚାରାରେ ବାନ୍ଧିହୋଇଛନ୍ତି ଆମେରିକା-ଋଷ ସୈନ୍ୟ

ଡେସ୍କ: ଆମେରିକା ଏବଂ ଋଷ ପରସ୍ପରର ଶତ୍ରୁ ରାଷ୍ଟ୍ର ବୋଲି କାହାକୁ ଅଛପା ନାହିଁ। ୟୁକ୍ରେନ ଯୁଦ୍ଧ ପରଠାରୁ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ…
Read More...

‘ରାହୁଲଙ୍କ ତୁଳନାରେ ମୋଦୀ ଭଲ’

ନୂଆଦିଲ୍ଲୀ: ରାହୁଲଙ୍କ ତୁଳନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ। ଅଳ୍ପ କିଛି ଦୃଷ୍ଟିକୋଣକୁ ବାଦ୍‌‌ ଦେଲେ ଅନ୍ୟ କ୍ଷେତ୍ରରେ…
Read More...

ରାଏବରେଲୀରୁ ପ୍ରାର୍ଥୀ ହେଲେ ରାହୁଲ, ଆମେଥିରୁ ଲଢ଼ିବେ କିଶୋରୀଲାଲ

ଲକ୍ଷ୍ନୌ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲୀରୁ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ ହୋଇଛି। ଗତ ନିର୍ବାଚନରେ ରାହୁଲ ଆମେଥିରୁ ପ୍ରାର୍ଥୀ ହୋଇ ନିର୍ବାଚନ ହାରିଥିଲେ। ତେଣୁ ଏଥର ସେ ଆମେଥି…
Read More...

ଋାହୁଲଙ୍କୁ ପ୍ରଶଂସା କଲେ ପାକ୍‌‌ ନେତା, ମୋଦୀ କହିଲେ- କଂଗ୍ରେସ ପାକିସ୍ତାନର ପ୍ରଶଂସକ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପାକିସ୍ତାନୀ ନେତା ପ୍ରଶଂସା କରିବା ପରେ ବିଜେପି ଏହି ଦଳକୁ କଡ଼ା ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, କଂଗ୍ରେସ ହେଉଛି ପାକିସ୍ତାନର…
Read More...

ବିଦା ହେଲେ ୨୨୩ କର୍ମଚାରୀ, ବେଆଇନ ଭାବେ ନିଯୁକ୍ତି ଦେଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା କମିଶନର ୨୨୩ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି। ଏ ସଂକ୍ରାନ୍ତରେ ଉପରାଜ୍ୟପାଳ ଭି.କେ. ସକ୍‌‌ସେନାଙ୍କ ଆଦେଶ ପରେ ତତ୍କାଳ ଏ ଦିଗରେ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ମହିଳା…
Read More...

ଦିନେ ମୋଦୀଙ୍କ ପ୍ରଶଂସକ ଥିଲେ, ଏବେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ଏହି ହାସ୍ୟାଭିନେତା

ନୂଆଦିଲ୍ଲୀ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସକ ଥିବା ଲୋକପ୍ରିୟ ହସ୍ୟାଭିନେତା ଶ୍ୟାମ ରଙ୍ଗିଲା ଏବେ ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଉତ୍ତରପ୍ରଦେଶର ବାରାଣସୀ…
Read More...

ନିଜ ପ୍ରାର୍ଥୀଙ୍କୁ ‘ଶିବ’ଙ୍କ ସହ ତୁଳନା କଲେ କଂଗ୍ରେସ ଅଧ୍ୟକ୍ଷ, ବିଜେପି କହିଲା ନିର୍ଦିଷ୍ଟ ସମ୍ପ୍ରଦାୟକୁ ଖୁସି…

ନୂଆଦିଲ୍ଲୀ: ନିଜର ଜଣେ ପ୍ରାର୍ଥୀଙ୍କୁ ଭଗବାନ ଶିବଙ୍କ ସହ ତୁଳନା କରି ବିବାଦ ଘେରକୁ ଆସିଛନ୍ତି ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଛତିଶଗଡ଼ର ଜଞ୍ଜଗିର-ଚମ୍ପା…
Read More...

ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ କଂଗ୍ରେସ ମନ୍ତ୍ରୀ

ନୂଆଦିଲ୍ଲୀ: ଭଗବାନ ଶ୍ରୀକୃଷ୍ଣଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି କର୍ନାଟକର ଜଣେ କଂଗ୍ରେସ ମନ୍ତ୍ରୀ। ଭଗବାନ ଶ୍ରୀକୃଷ୍ଣଙ୍କୁ ସେ ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇଥିବା ହସନ ସାଂସଦ ପ୍ରଜ୍ଜ୍ବଳ ରେବାନ୍ନାଙ୍କ ସହ…
Read More...

୬୧ ଘଣ୍ଟା ପରେ ଖୋଲିଲା ସୋନୁ ସୁଦ୍‌ଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ, ଏକାଥରେ ଆସିଲା ୯ ହଜାର ମେସେଜ

ଅଭିନେତା, ପ୍ରଯୋଜକ ତଥା ମଡେଲ ସୋନୁ ସୁଦ୍‌ ପୁଣି ଥରେ ଚର୍ଚାକୁ ଆସିଛନ୍ତି। ଏଥର ଚର୍ଚାକୁ ଆସିବାର କାରଣ ତାଙ୍କ ହ୍ବାଟ୍ସଆପ୍‌ ଆକାଉଣ୍ଟ, ଯାହା ଅଚାନକ ବ୍ଲକ ହୋଇଯାଇଥିଲା। ଏହି ଆକାଉଣ୍ଟ ୨ ଦିନରୁ ଅଧିକ ସମୟ ଧରି ବନ୍ଦ…
Read More...

ବିଜେପିରେ ଯୋଗଦେଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସକୁ ଶକ୍ତ ଝଟ୍‌କା ଲାଗିଛି। ଭୋଟଗ୍ରହଣର ଅବ୍ୟବହିତ ପୂର୍ବରୁ କଂଗ୍ରେସର ଇନ୍ଦୋର ଲୋକସଭା ପ୍ରାର୍ଥୀ ଅକ୍ଷୟ କାନ୍ତି ବମ୍‌ ଦଳ ଛାଡ଼ି ବିଜେପିରେ ଯୋଗଦେଇଛନ୍ତି। ବିଜେପି…
Read More...

ନୂଆ ଗେଟ୍‌ଅପ୍‌ରେ ପ୍ରଚାରକୁ ଓହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ଆମେଠି: ଦେଶରେ ନିର୍ବାଚନର ମାହୋଲ ଜାରି ରହିଥିବାବେଳେ ନେତା ଏବଂ ମନ୍ତ୍ରୀମାନେ ଦାମୀ ଗାଡ଼ିରେ ଶୋଭାଯାତ୍ରା କରି ପ୍ରଚାର କରୁଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରଚାର ସମୟରେ ଏକ ନୂଆ…
Read More...

ମଝି ଆକାଶରେ ଅଚଳ ହୋଇଗଲା ପାରା ମୋଟର, ୧୦୦ ଫୁଟ ଉଚ୍ଚରୁ ଖସି ୟୁଟ୍ୟୁବର ଗୁରୁତର ଆହତ; ଦେଖନ୍ତୁ ଭିଡିଓ

ଟେକ୍ସାସ: ସଉକ ଥିଲା ପାରା ଗ୍ଲାଇଡିଂ। ପାରା ଗ୍ଲାଇଡର୍‌ରେ ଆକାଶରେ ଉଡ଼ି ମନୋରମ ଦୃଶ୍ୟର ମଜା ନେଉଥିଲେ। କିନ୍ତୁ ମଝି ଆକାଶରେ ହଠାତ୍‌ ପାରା ମୋଟର ଖରାପ ହୋଇଯିବାରୁ ୧୦୦ ଫୁଟ ଉଚ୍ଚତାରୁ ଖସିପଡ଼ି ଗୁରୁତର ଆହତ…
Read More...

ଆଉ ବଜାରରେ ଦେଖିବାକୁ ମିଳିବନି କାଡ୍‌ବୁରୀ’ର ଏହି ଚକୋଲେଟ୍‌, ଉତ୍ପାଦନ ବନ୍ଦ କଲା କମ୍ପାନୀ

ନୂଆଦିଲ୍ଲୀ: ଚକୋଲେଟ୍‌ ବ୍ରାଣ୍ଡଗୁଡ଼ିକ ମଧ୍ୟରେ କାଡ୍‌ବୁରୀ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଜନ୍ମଦିନ ହେଉ କି ଦିପାବଳୀ ଦଶହରା ବା ଭାଲେଣ୍ଟାଇନ୍ସ ଡେ ସବୁ ସମୟରେ କାଡ୍‌ବୁରୀ ଡେରିମିଲ୍ଲ ଚକୋଲେଟ୍‌କୁ ଯୁବପିଢ଼ି…
Read More...

ଜୀବନ ନେଇପାରେ ଏହି ମାରାତ୍ମକ କୀଟ, ସତର୍କ ରହିବାକୁ ପରାମର୍ଶ; ଦେଖନ୍ତୁ ଭିଡିଓ

ଏକ ନୂଆ ପ୍ରଜାତିର ପୋକ ବା କୀଟକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଓଣ୍ଟାରିଓର ବାସିନ୍ଦା। ଏହି କୀଟ ଏତେ ମାରାତ୍ମକ ଯେ, ଏହାକୁ ଛୁଇଁବା ମାତ୍ରେ ମଣିଷ ଶରୀରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ। ଏପରି କି ଏହି କୀଟରୁ ନିର୍ଗତ…
Read More...

ସୁରକ୍ଷା ଦେଲା ଭାରତୀୟ ନୌସେନା, ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରୁଥିଲେ ହାଉତି ଆତଙ୍କୀ

ନୂଆଦିଲ୍ଲୀ: ରେଡ୍‌ ସି’ରେ ଯାଉଥିବା ଏକ ତୈଳ ଟ୍ୟାଙ୍କର ବୋଝେଇ ଜାହାଜ ଉପରେ ହାଉତି ଆତଙ୍କବାଦୀମାନେ କ୍ଷେପଣାସ୍ତ୍ର ଦ୍ବାରା ଆକ୍ରମଣ କରିଛନ୍ତି। ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଭାରତୀୟ ନୌସେନା ପକ୍ଷରୁ…
Read More...

ବେଙ୍ଗାଲୁରୁକୁ ବିଜୟ ଦେଲେ କୋହଲି, ଜ୍ୟାକ୍ସ

ଅହମ୍ମଦାବାଦ: ଆଇପିଏଲର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ରବିବାର ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଗୁଜରାଟ ଟାଇଟନ୍ସକୁ ୯ ୱିକେଟରେ ପରାସ୍ତ କରିଛି। ୱିଲ୍‌ ଜ୍ୟାକ୍ସଙ୍କ ବିସ୍ଫୋରକ ୧୦୦ ରନ୍‌(୪୧ ବଲ) ଏବଂ…
Read More...

୨ ଲୋକସଭା, ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର: କଂଗ୍ରେସ ପକ୍ଷରୁ ରବିବାର ୨ଟି ଲୋକସଭା ଏବଂ ୮ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ସୁରେଶ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଥିବାବେଳେ ସମ୍ବଲପୁର…
Read More...

ଦିଲ୍ଲୀ ହୋଟେଲରେ ୭୦ ପାକିସ୍ତାନୀ ନାଗରିକ, ପୁଲିସର ନିଦ ହଜିଲା

ନୂଆଦିଲ୍ଲୀ: ଦିଲ୍ଲୀର ଏକ ହୋଟେଲରେ ୭୦ରୁ ଅଧିକ ପାକିସ୍ତାନୀ ନାଗରିକ ରହିଥିବା ନେଇ ଗୁଇନ୍ଦା ତଥ୍ୟ ମିଳିବା ପରେ ପୁଲିସର ନିଦ ହଜିଯାଇଛି। ଦିଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ହୋଟେଲ…
Read More...

ମଧ୍ୟରାତ୍ରିରେ ସିଆରପିଏଫ କ୍ୟାମ୍ପ ଉପରେ କୁକୀ ଆତଙ୍କବାଦୀଙ୍କ ଆକ୍ରମଣ, ୨ ଯବାନ ଶହୀଦ

ଇମ୍ଫାଲ: ମଣିପୁରର ବିଷ୍ଣୁପୁର ଜିଲା ଅନ୍ତର୍ଗତ ନାରନସେନା ଅଞ୍ଚଳରେ ଥିବା କେନ୍ଦ୍ରୀୟ ସଂରକ୍ଷିତ ପୁଲିସ ବାହିନୀ (ସିଆରପିଏଫ)ର ଏକ କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। କୁକୀ ଆତଙ୍କବାଦୀଙ୍କ ପକ୍ଷରୁ ହୋଇଥିବା ଏହି…
Read More...

ଅଯୋଧ୍ୟାରୁ ୯୩ ଶିଶୁ ଉଦ୍ଧାର, ବିହାର ଚାଲାଣ ହେଉଥିଲେ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରୁ ୯୩ ଶିଶୁଙ୍କୁ ଉଦ୍ଧାର କରିଛି ସ୍ଥାନୀୟ ପୁଲିସ। ଏସବୁ ଶିଶୁମାନଙ୍କୁ ଉତ୍ତରପ୍ରଦେଶରରୁ ବିହାରକୁ ଚାଲାଣ କରାଯାଉଥିବା ସମୟରେ ଚାଇଲ୍‌ଡ ଲାଇନ୍‌ ସହାୟତାରେ ପୁଲିସ ଚଢ଼ାଉ କରି…
Read More...

ଭାଜପା ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ରଦ୍ଦ

କଲକାତା: ପଶ୍ଚିମବଙ୍ଗର ବୀରଭୂମ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ଧରଙ୍କ ନାମାଙ୍କନପତ୍ରକୁ ନିର୍ବାଚନ ଆୟୋଗ ରଦ୍ଦ କରିଦେଇଛନ୍ତି। ନାମାଙ୍କନପତ୍ର ସହିତ ଆପତ୍ତି ନ ଥବା ପ୍ରମାଣପତ୍ର ଦାଖଲ କରି ନ ଥିବାରୁ…
Read More...

ଆମେରିକାରେ ପୁଲିସ ଗୁଳିରେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ପୁଲିସ ଗୁଳିରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ମୃତ୍ୟୁ ଘଟିଛି। ଗିରଫ ସମୟରେ ପୁଲିସ କର୍ମଚାରୀଙ୍କ ସହିତ ନିଜ ଗାଡ଼ି ଧକ୍କା କରି ଫେରାର ହେବାକୁ ଉଦ୍ୟମ କରିବା ବେଳେ ଏହି ଘଟଣା ଘଟିଛି। ମୃତକଙ୍କ…
Read More...

ସମ୍ପତ୍ତିରେ ଜୁକରବର୍ଗଙ୍କୁ ପଛରେ ପକାଇଲେ ଏଲନ ମସ୍କ

ନୂଆଦିଲ୍ଲୀ: ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି ଟେସଲା ମାଲିକ ଏଲନ ମସ୍କ। ସୋସିଆଲ ମିଡିଆ ଫେସବୁକ ଏବଂ ମେଟାର ମାଲିକ ଜୁକରବର୍ଗଙ୍କ ସମ୍ପତ୍ତିରେ ହଠାତ୍‌ ହ୍ରାସ ଘଟିବାକୁ ଏଲନ ମସ୍କଙ୍କ ସ୍ଥାନ…
Read More...

୫୯ ଦେଶରେ ଖାଦ୍ୟ ସଙ୍କଟ; ଏହି ଦେଶରେ ସ୍ଥିତି ଗମ୍ଭୀର

ଜେନିଭା: ସାରା ବିଶ୍ବରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଛି। ଯାହା ଫଳରେ ୨୦୨୩ ମସିହାରେ ବିଶ୍ବର ୫୯ ଦେଶର ପ୍ରାୟ ୨୮ କୋଟି ୨୦ ଲକ୍ଷ ଲୋକ ଭୋକରେ ରହିଥିଲେ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ…
Read More...

ଡିଆରଡିଓ ତିଆରି କଲା ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌

ନୂଆଦିଲ୍ଲୀ: ଶତ୍ରୁଙ୍କ ଗୁଳିରୁ ଯବାନଙ୍କ ଜୀବନ ରକ୍ଷା ପାଇଁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ) ତିଆରି କରିଛି ସବୁଠୁ ହାଲୁକା ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌। ପୂର୍ବରୁ ଥିବା ବୁଲେଟ୍‌ ପ୍ରୁଫ୍‌…
Read More...

ହାପି ବାର୍ଥଡେ’ ସଚିନ ତେନ୍ଦୁଲକର

ଡେସ୍କ: ୫୧ ବର୍ଷରେ ପାଦ ଦେଇଛନ୍ତି ଭାରତର ବ୍ୟାଟିଂ କିମ୍ବନ୍ଦନ୍ତୀ ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର। ଆଜି ଏପ୍ରିଲ ୨୪ ବୁଧବାର ତାଙ୍କ ଜନ୍ମଦିନ। ଏଥିପାଇଁ ସଚିନଙ୍କୁ ଦେଶ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି।…
Read More...

ପ୍ରକାଶ ପାଇଲା ନିଟ୍‌-୨୦୨୪ ପରୀକ୍ଷା ସହର ସୂଚୀ

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିସକା ପରୀକ୍ଷା(ନିଟ୍‌) ୟୁଜି-୨୦୨୪ ପାଇଁ ପରୀକ୍ଷା ସହର ସୂଚୀ (ଏଗ୍‌ଜାମ ସିଟି ସ୍ଲିପ୍‌) ପ୍ରକାଶ ପାଇଛି। ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ) ପକ୍ଷରୁ ଏହାର ୱେବ୍‌ସାଇଟ୍‌…
Read More...

ଜଳବାୟୁ ପରିବର୍ତ୍ତନ: ଏହି ସବୁ ନଦୀ ଅବବାହିକାରେ ବଢ଼ିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବ

ନୂଆଦିଲ୍ଲୀ: ବିଶ୍ବ ତାପନ ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି, ଯାହାର ପ୍ରଭାବ ସାରା ବିଶ୍ବ ଉପରେ ପଡ଼ୁଛି। କିନ୍ତୁ ଆଗାମୀ ଦସନ୍ଧି ମଧ୍ୟରେ ଭାରତର ଅନେକ ଅଞ୍ଚଳ ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶେଷ ପ୍ରଭାବିତ…
Read More...

କଂଗ୍ରେସର ‘ପାନ ଭଣ୍ଡାର’ କାର୍ଯ୍ୟକ୍ରମ

ଭୁବନେଶ୍ବର: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚାଲିଛି ଛକାପଞ୍ଛା। ପ୍ରଚାରରେ ମାଇଲେଜ୍‌ ନେବା ପାଇଁ ସବୁ ଦଳ ଆପଣାଉଛନ୍ତି ଭିନ୍ନ କୌଶଳ। ବିଜେଡି ଏହାର…
Read More...

କେଜ୍ରିୱାଲଙ୍କ ହାଜତ ମିଆଦ ମେ ୭କୁ ବୃଦ୍ଧି

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ହାଜତ ମିଆଦ ଆସନ୍ତା ମେ ୭ ତାରିଖକୁ ବୃଦ୍ଧି କରାଯାଇଛି। ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ମଙ୍ଗଳବାର କେଜ୍ରିୱାଲଙ୍କ…
Read More...

ପତଞ୍ଜଳିକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ: ଯେଉଁ ଆକାରରେ ବିଜ୍ଞାପନ ଦେଉଛ ସେହି ଆକାରର କ୍ଷମାପ୍ରାର୍ଥନା ଛାପ

ନୂଆଦିଲ୍ଲୀ: ଉତ୍ପାଦ ବିକ୍ରି ପାଇଁ ଖବରକାଗଜରେ ଯେଉଁ ଆକାରରେ ବିଜ୍ଞାପନ ଦେଉଛ, ସେହି ଆକାରରେ କ୍ଷମାପ୍ରାର୍ଥନା ଛାପ। ଯୋଗଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଆୟୁର୍ବେଦକୁ ମଙ୍ଗଳବାର ଏଭଳି ନିର୍ଦେଶ ଦେଇଛନ୍ତି…
Read More...

ଇସ୍ରାଏଲ ସେନା ମୁଖ୍ୟାଳୟ ଉପରେ ହେଜବୁଲ୍ଲାର ରକେଟ୍‌ ମାଡ଼

ଜେରୁଜେଲମ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଘନେଇବାରେ ଲାଗିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବାବେଳେ ଲେବାନନ୍‌ସ୍ଥିତ ଇରାନର ପ୍ରମୁଖ ସମର୍ଥକ ହେଜବୁଲ୍ଲା ପକ୍ଷରୁ ଇସ୍ରାଏଲର ଏକ ସେନା ମୁଖ୍ୟାଳୟ…
Read More...

ମଝି ଆକାଶରେ ଧକ୍କା ହେଲା ୨ ନୌସେନା ହେଲିକପ୍ଟର, ୧୦ ମୃତ

ପେରାକ: ମାଲେସିଆ ନୌସେନାର ୨ଟି ହେଲିକପ୍ଟର ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ଯାକ ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରୟାଲ ମାଲେସିଆନ୍‌ ନାଭାଲ ପରେଡ୍‌ ପାଇଁ ପେରାକ୍‌ର…
Read More...

‘ଏଲନ ମସ୍କ ଜଣେ ଅହଂକାରୀ ବ୍ୟକ୍ତି’

ମେଲବୋର୍ଣ୍ଣ: ଟେସଲା ଏବଂ ଏକ୍ସ(ପୂର୍ବରୁ ଟ୍ବିଟର) ମାଲିକ ଏଲନ ମସ୍କ ଜଣେ ଅହଂକାରୀ ବ୍ୟକ୍ତି ବୋଲି କହିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌। ଅଷ୍ଟ୍ରେଲିଆର ସିଡ୍‌ନୀରେ ଜଣେ ପାଦ୍ରୀଙ୍କୁ…
Read More...

ନିର୍ବାଚନରେ ବହୁମତ ମିଳିବା ପରେ ଭାରତକୁ ଆଖି ଦେଖାଇଲେ ମୁଇଜ୍ଜୁ

ନୂଆଦିଲ୍ଲୀ: ସଂସଦୀୟ ନିର୍ବାଚନରେ ମାଳଦୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନସି)କୁ ବହୁମତ ମିଳିଛି। ଦଳ ମୋଟ ୯୩ ଆସନରୁ ୬୮ ଆସନ ହାତେଇବା​ରେ ସମର୍ଥ ହୋଇଛି। ତେବେ ଏହି ବିଜୟ ପରେ…
Read More...

ତିହାର ଜେଲରେ କେଜ୍ରିୱାଲଙ୍କୁ ଦିଆଗଲା ପ୍ରଥମ ଇନ୍‌ସୁଲିନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଥମ ଥର ପାଇଁ ଇନସୁଲିନ ଦିଆଯାଇଛି। କେଜ୍ରିୱାଲ ମଧୁମେହ ରୋଗରେ ପୀଡ଼ିତ ଏବଂ ତାଙ୍କୁ…
Read More...

ତିହାର ଜେଲ ପ୍ରଶାସନ ମିଛ କହୁଛି, ମୁଁ ପ୍ରତିଦିନ ଇନସୁଲିନ ମାଗୁଛି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମଧୁମେହ ରୋଗ ଏବଂ ଇନସୁଲିନକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ଏବଂ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏହା ମଧ୍ୟରେ ନିଜେ କେଜ୍ରିୱାଲ ମୁହଁ…
Read More...

ମସଜିଦକୁ ଧନୁତୀର ମାରିବାର କାଳ୍ପନିକ ଅଙ୍ଗଭଙ୍ଗୀ ଦେଖାଇ ଅଡୁଆରେ ବିଜେପି ପ୍ରାର୍ଥୀ

ହାଇଦ୍ରାବାଦ: ଏକ ମସଜିଦ ଆଡକୁ ପ୍ରଭୁ ଶ୍ରୀରାମଙ୍କ ଧନୁତୀରର କାଳ୍ପନିକ ଅଙ୍ଗଭଙ୍ଗୀ ଦେଖାଇ ଅଡୁଆରେ ପଡ଼ିଛନ୍ତି ବିଜେପି ଲୋକସଭା ପ୍ରାର୍ଥୀ କୋମ୍ପେଲା ମାଧବୀ ଲତା। ରମନବମୀ ଶୋଭାଯାତ୍ରା ସମୟରେ ମାଧବୀ ଲତା ଏକ ମସଜିଦକୁ…
Read More...

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା; ସମସ୍ତ ନିଯୁକ୍ତି ରଦ୍ଦ କଲେ ହାଇକୋର୍ଟ, ଚାକିରି ହରାଇଲେ ୨୪ ହଜାର ଶିକ୍ଷକ

କଲକାତା: ପଶ୍ଚିମବଙ୍ଗରେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ନିଯୁକ୍ତିକୁ ନେଇ ହୋଇଥିବା ଦୁର୍ନୀତି ମାମଲାରେ କଲକାତା ହାଇକୋର୍ଟ ସୋମବାର ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ହାଇକୋର୍ଟ ଏହି ନିଯୁକ୍ତିକୁ ରଦ୍ଦ…
Read More...

ରାହୁଲ ଗାନ୍ଧୀ ଅସୁସ୍ଥ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଅସୁସ୍ଥ ଅଛନ୍ତି। ଯେଉଁଥିପାଇଁ ସେ ଗୋଟିଏ ପରେ ଗୋଟିଏ ପ୍ରଚାର କାର୍ଯ୍ୟକ୍ରମକୁ ରଦ୍ଦ କରୁଥିବା ସୂଚନା ମିଳିଛି। ହଠାତ୍‌ ଅସୁସ୍ଥ ହୋଇପଡ଼ିବା କାରଣରୁ ରାହୁଲଙ୍କ ନିର୍ବାଚନୀ…
Read More...

୨୬ ଲକ୍ଷ ଟଙ୍କା ଭର୍ତ୍ତି ଏଟିଏମ୍‌କୁ କାର୍‌ରେ ବାନ୍ଧି ଉପାଡ଼ି ନେଇଗଲେ ଦୁର୍ବୃତ୍ତ, ସିସି କ୍ୟାମେରାରେ କଏଦ ହେଲା…

ଅଲୱର: ରାଜସ୍ଥାନର ଅଲୱର ସହରରେ ଦୁର୍ବୃତ୍ତମାନେ ଏକ ଏଟିଏମକୁ ଲୁଟି ନେଇଛନ୍ତି। ଏଟିଏମରେ ପ୍ରାୟ ୨୬ ଲକ୍ଷ ଟଙ୍କା ରହିଥିଲା। ଦୁର୍ବୃତ୍ତମାନେ ଏଟିଏମରୁ ଟଙ୍କା ବାହାର ନ କରି ସିଧାସଳଖ ମେଶିନକୁ ଉପାଡ଼ି ନେଇଛନ୍ତି।…
Read More...

କୋକେରନାଗ ଗୁଳିବିନିମୟ ମାମଲା; ଶ୍ରୀନଗର ଓ ଜାମ୍ମୁର ୯ ସ୍ଥାନରେ ଏନ୍‌ଆଇଏର ଚଢ଼ାଉ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୋକେରନାଗ ଗୁଳିବିନିମୟ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ସୋମବାର ଜାମ୍ମୁ-କାଶ୍ମୀର ଏବଂ ଶ୍ରୀନଗରର ୯ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଏନଆଇଏ ସହିତ ଆତଙ୍କବାଦ ନିରୋଧି…
Read More...

ଯୁବକଙ୍କୁ ପଞ୍ଚତାରକା ହୋଟେଲ ଛାତରୁ ଠେଲିଦେଲେ ନିଶାଶକ୍ତ ବ୍ୟବସାୟୀ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ବରେଲି: ସାମାନ୍ୟ ଯୁକ୍ତିତର୍କରୁ ଜଣେ ଯୁବକଙ୍କୁ ଏକ ପଞ୍ଚତାରକା ହୋଟେଲ ଛାତରୁ ଠେଲି ଦେଇଛନ୍ତି ନିଶାଶକ୍ତ ବ୍ୟବସାୟୀ। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲି ଅଞ୍ଚଳରେ। ଘଟଣାର ଦୃଶ୍ୟ ହୋଟେଲରେ ଲାଗିଥିବା…
Read More...

ରହିମଙ୍କୁ ନୂଆ ଜୀବନ ଦେଲା ହିନ୍ଦୁ-ମୁସଲିମ ଭାଇଚାରା

ନୂଆଦିଲ୍ଲୀ: ଦେଶରେ ଧର୍ମକୁ ନେଇ ଅନେକ ସ୍ଥାନରେ ହିଂସା ଏବଂ ବିଭାଜନ ଦେଖାଦେଉଥିବାବେଳେ କେରଳରେ ହିନ୍ଦୁ ଏବଂ ମୁସଲିମ ଭାଇଚାରା ଜଣେ ବ୍ୟକ୍ତିଙ୍କୁ ନୂଆ ଜୀବନ ଦେଇଛି। ଯାହା ଫଳରେ ବ୍ୟକ୍ତି ଜଣକ କେବଳ ବଞ୍ଚିବାର ନୂଆ…
Read More...

ଆମେରିକାରେ ନାଗରିକତା ଗ୍ରହଣ; ଦ୍ବିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଦେଶର ବିକଶିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଆମେରିକା ଅନ୍ୟତମ। ଏଠାରେ ବିଭିନ୍ନ ଦେଶରୁ ଲୋକେ ଆସି ବସବାସ କରନ୍ତି। ଆମେରିକା ପକ୍ଷରୁ ମଧ୍ୟ ସେମାନଙ୍କୁ ନାଗରିକତା ମାନ୍ୟତା ଦିଆଯାଇଥାଏ। ତେବେ ଏହି ବିକଶିତ…
Read More...

ଭୋଟ ବେଳେ ହିଂସା; ମଣିପୁରର ୧୧ ବୁଥରେ ସାନି ମତଦାନ

ଇମ୍ଫାଲ: ଲୋକସଭା ନିର୍ବାଚନ ପାଇଁ ମଣିପୁରରେ ସୋମବାର ସାନି ମତଦାନ ଆରମ୍ଭ ହୋଇଛି। ଗତ ୧୯ ତାରିଖରେ ଭୋଟଗ୍ରହଣ ସମୟରେ କେତେକ ନିର୍ବାଚନମଣ୍ଡଳୀରେ ହିଂସା ଦେଖିବାକୁ ମିଳିଥିଲା। ଇଭିଏମ ଟ୍ୟାମ୍ପରିଂ ଅଭିଯୋଗରେ ଅନେକ…
Read More...

ରୋମାଞ୍ଚଭରା ମ୍ୟାଚରେ ୧ ରନ୍‌ରେ ହାରିଲା ବେଙ୍ଗାଲୁରୁ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଏକ ରୋମାଞ୍ଚଭରା ମ୍ୟାଚରେ ରବିବାର କଲକାତା ନାଇଟ୍‌ ରାଇଡର୍ସ (କେକେଆର) ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)କୁ ୧ ରନ୍‌ରେ ହରାଇ ଦେଇଛନ୍ତି। ୨୨୩ ରନ୍‌ର…
Read More...

ଲଣ୍ଡନ ମେୟର ନିର୍ବାଚନ: ମଇଦାନରେ ସାମ୍ନାସାମ୍ନି ହେବେ ଭାରତୀୟ-ପାକିସ୍ତାନୀ ବଂଶୋଦ୍ଭବ

ନୂଆଦିଲ୍ଲୀ: ଇଂଲଣ୍ଡର ଲଣ୍ଡନ ମେୟର ପଦବୀ ପାଇଁ ଆସନ୍ତା ମେ ୨ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏଥର ଏହି ପଦବୀ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୨ ପ୍ରାର୍ଥୀଙ୍କୁ ନେଇ ଚର୍ଚା ଜୋର୍‌ ଧରିଛି।…
Read More...

ରାଜସ୍ଥାନରୁ ସୋନିଆଙ୍କୁ ମୋଦିଙ୍କ କଟାକ୍ଷ

ଜୟପୁର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଜାତୀୟ ଦଳଗୁଡ଼ିକ ମଧ୍ୟରେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ଚାଲିଛି। ବିଶେଷକରି ବିଜେପି ଏବଂ କଂଗ୍ରେସ ମଧ୍ୟରେ ଚକାପଞ୍ଛା ଜାରି ରହିଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
Read More...

ବରଯାତ୍ରୀ କାର୍‌ ଚକ ଫାଟି ଦୁର୍ଘଟଣାଗ୍ରସ୍ତ, ୫ ମୃତ

ଆଗ୍ରା: ବରଯାତ୍ରୀ ଯାଉଥିବା ଏକ କାର୍‌ ଚକ ଫାଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଆଗ୍ରାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।…
Read More...

ଆରସିବିକୁ ୨୨୩ ରନ୍‌ର ଟାର୍ଗେଟ ଦେଲା କେକେଆର୍‌

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ରବିବାର ୨ଟି ମ୍ୟାଚ୍‌ ଖେଳାଯିବାକୁ ଥିବାବେଳେ ପ୍ରଥମ ମ୍ୟାଚରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଏବଂ କଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର) ମୁହାଁମୁହିଁ…
Read More...

ଭିଡିଓ କନ୍‌ଫରେନ୍ସିଂରେ ଏମ୍‌ସ ବିଶେଷଜ୍ଞଙ୍କ ସହ ଆଲୋଚନା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିଜେପି ଏବଂ ଆମ୍‌ ଆଦମୀ ପାର୍ଟି (ଆପ୍‌) ମଧ୍ୟରେ ବାଦବିବାଦ ଚାଲିଥିବାବେଳେ ରବିବାର କେଜ୍ରିୱାଲଙ୍କୁ…
Read More...

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଭିଯୋଗ; କେଜ୍ରିୱାଲଙ୍କୁ ବିନା ଚିକିତ୍ସାରେ ହତ୍ୟା କରିବାକୁ କେନ୍ଦ୍ର କରୁଛି…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲ୍‌ରେ ଚିକିତ୍ସା ସେବା ନ ଯୋଗାଇ ହତ୍ୟା କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଆମ୍‌ ଆଦ୍‌ମୀ ପାର୍ଟି ନେତା ତଥା ଦିଲ୍ଲୀ…
Read More...

୨୫ରେ ଓଡ଼ିଶା ଆସିବେ ଅମିତ ଶାହ

ଭୁବନେଶ୍ବର: ଆସନ୍ତା ୨୫ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର। କେନ୍ଦ୍ରମନ୍ତ୍ରୀ ଶାହ ଏଠାରେ ଦଳୀୟ…
Read More...

ମହଙ୍ଗା ପଡ଼ିଲା ବିଦେଶ ବୁଲାବେଳେ ଇଣ୍ଟରନେଟ୍‌ ବ୍ୟବହାର; ୯ ଜିବି ଡାଟା ପାଇଁ ୧.୨ କୋଟିର ବିଲ୍‌

ଫ୍ଲୋରିଡା: ବିଦେଶ ଭ୍ରମଣ ସମୟରେ ଇଣ୍ଟରନେଟ୍‌ ବ୍ୟବହାର କରିବା ଜଣେ ଦମ୍ପତିଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ଦମ୍ପତିଙ୍କ ନିକଟକୁ ଆସିଛି ୧ କୋଟି ୧୯ ଲକ୍ଷ ଟଙ୍କାର ବିଲ୍‌। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ…
Read More...

ଦେଶକୁ ଦୁଇ ପ୍ରକାର ‘ଶହୀଦ’ଙ୍କ ଲୋଡ଼ା ନାହିଁ: ରାହୁଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିବୀର ଯୋଜନାକୁ ସମାଲୋଚନା କରି ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦେଶକୁ ଦୁଇ ପ୍ରକାର ‘ଶହୀଦ’ଙ୍କ ଆବଶ୍ୟକତା ନାହିଁ ବୋଲି ରାହୁଲ ଶନିବାର…
Read More...