www.samajalive.in
Friday, December 5, 2025
23.1 C
Bhubaneswar

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୫ ଗାଈ ମୃତ

ରଣପୁରଗଡ: ବନ୍ୟଜନ୍ତୁ ଶିକାରୀମାନେ ବନ କର୍ମଚାରୀଙ୍କୁ ହାତବାରିସୀ କରି ଅବାଧ ବନ୍ୟଜନ୍ତୁ ଶିକାର କରୁଥିବା ବେଳେ ଜଙ୍ଗଲୀ ବାରହା ପାଇଁ ୧୧କେଭି ବିଦ୍ୟୁତ ତାର ବିଛାଇଥିବା ବେଳେ ସେହି ବିଦ୍ୟୁତ ତାରରେ ୫ ଗାଈଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ଗ୍ରାମ ପଞ୍ଚାୟତ ନୟାଗଡ ବନଖଣ୍ଡ ପଞ୍ଚିରିଡା ବନାଞ୍ଚଳ ଗୋଡିପଡା ବନପାଳ ଅଧିନ ସାନ ତୁଲୁପି ଗ୍ରାମରେ। ଗୋପାଳକମାନଙ୍କଠାରୁ ଅଭିଯୋଗ ପାଇ ଚାନ୍ଦପୁର ଥାନା ବରିଷ୍ଠ ନିରୀକ୍ଷକ ଦିଲ୍ଲୀପ ସ୍ୱାଇଁ ଗୋମାତାଙ୍କ ଶବ ବ୍ୟବଚ୍ଛେଦ କରାଇ ଅଭିଯୁକ୍ତମାନଙ୍କୁ ଖେ।ଜୁଥିବା ଜଣାପଡିଛି। ଘଟଣାଟି ଗୋମାତାପ୍ରେମୀମାନଙ୍କ ମନକୁ ଆନ୍ଦୋଳିତ କରିଥିବା ଜଣାପଡିଛି।

Hot this week

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

Related Articles

Popular Categories