ସମାଜ ଡିଜିଟାଲ ଡେସ୍କ: ଉତ୍ତରପ୍ରଦେଶରେ ବିଜେପି ଦୋଦୁଲ୍ୟମାନ ସ୍ଥିତିରେ ରହିଛି। ଏଠାରେ ମୋଟ ୮୦ ଲୋକସଭା ଆସନରୁ ପୂର୍ବାହ୍ନ ୧୧ଟା ସୁଦ୍ଧା ବିଜେପି ମାତ୍ର ୩୫ ଆସନରେ ଆଗୁଆ ରହିଥିବା ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଭୋଟ ଗଣତି ତଥ୍ୟରୁ ସୂଚନା ମିଳିଛି। ଏଠାରେ ବିଜେପିକୁ କଡ଼ା ଟକ୍କର ଦେଉଛି ସମାଜବାଦୀ ପାର୍ଟି(ଏସପି)। ଏସପି ୩୪ ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ ୮ଟି ଏବଂ ଆରଏଲଡି ୨ଟି ଆସନରେ ଆଗୁଆ ରହିଛି।
Popular Categories



