Browsing Tag

Election news

ଇଣ୍ଡି ମେଣ୍ଟକୁ ୧୦ ଆସନ, ବିଜେପିକୁ ଝଟ୍‌କା

ସମାଜ ଡିଜିଟାଲ ଡେସ୍କ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଜାରି ଶେଷ ହୋଇଛି। ୧୩ ଆସନ ମଧ୍ୟରୁ ୧୦ ଆସନରେ ଇଣ୍ଡି ମେଣ୍ଟ ବାଜି ମାରିଥିବାବେଳେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେପି…
Read More...

ଏହି ୩ଟି କାରଣରୁ ଉତ୍ତରପ୍ରଦେଶରେ ପଛରେ ପଡ଼ିଲା ବିଜେପି

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକ ସଭା ନିର୍ବାଚନରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିପାରିଲା ନାହିଁ। ବିଜେପିର ନାରା ‘ଅବ୍‌ କୀ ବାର୍‌ ୪୦୦ ପାର୍‌’ ଫିକା ପଡ଼ିଗଲା। ବିଶେଷ କରି ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ…
Read More...

ଗର୍ବ, ଅହଂକାର ଯୋଗୁ ବିଜେପି ୨୪୦ରେ ଅଟକିଲା: ଆରଏସଏସ ନେତା ଇନ୍ଦ୍ରେଶ କୁମାର

ସମାଜ ଡିଜିଟାଲ ଡେସ୍କ: ଚଳିତ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି) ବହୁମତ ହାସଲ କରିପାରିଲା ନାହିଁ। ଦଳ ମାତ୍ର ୨୪୦ ଆସନରେ ଅଟକିଗଲା। ଏହାର କାରଣ ଗର୍ବ ଏବଂ ଅହଂକାର ବୋଲି କହିଛନ୍ତି ରାଷ୍ଟ୍ରୀୟ…
Read More...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଖୋର୍ଦ୍ଧା କୋର୍ଟରୁ ମିଳିଲା ଜାମିନ

ସମାଜ ଡିଜିଟାଲ ଡେସ୍କ: ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗୁରୁବାର ଜାମିନ ମିଳିଛି। ଖୋର୍ଦ୍ଧା କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ଚଳିତ ନିର୍ବାଚନ ସମୟରେ ଏକ ବୁଥରେ ଭୋଟଗ୍ରହଣ ସମୟରେ ପ୍ରଶାନ୍ତ ଇଭିଏମ…
Read More...

ହାରିବା ପରେ ବି ମନ୍ତ୍ରୀପଦ ପାଇଲେ ଏହି ନେତା; ୫ମ ଥର ଜିତିବା ସତ୍ୱେ ମନ୍ତ୍ରିମଣ୍ଡଳରେ ମିଳିଲାନି ସ୍ଥାନ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ରବିବାର ଶପଥ ଗ୍ରହଣ କରିଛନ୍ତି। ମନ୍ତ୍ରିମଣ୍ଡଳରେ ଅନେକ ନୂଆ ଚେହେରାଙ୍କୁ ବି ଦେଖିବାକୁ ମିଳିଛି। ତେବେ ମନ୍ତ୍ରୀ ଚୟନ ନେଇ ଦଳର…
Read More...

ନିର୍ବାଚନରେ ବିଜେପିକୁ କାହିଁକି ମିଳିଲାନି ସଂଘ ସହଯୋଗ ?

ସମାଜ ଡିଜିଟାଲ ଡେସ୍କ: ପୂର୍ବରୁ ହୋଇଥିବା ଲୋକସଭା ନିର୍ବାଚନଗୁଡ଼ିକରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଭାରତୀୟ ଜନତା ପାର୍ଟି(ବିଜେପି)କୁ ଅନେକ କ୍ଷେତ୍ରର ସହଯୋଗ କରିଥିବା ନଜିର ରହିଛି। ପ୍ରଚାରଠାରୁ ଆରମ୍ଭ…
Read More...

କୋରାପୁଟ ଲୋକସଭା କ୍ଷେତ୍ରରେ ବିଜେଡି ମୂଳପୋଛ, ପ୍ରଥମ ଥର ଫୁଟିଲା ପଦ୍ମ

ଲକ୍ଷ୍ମୀପୁର: କୋରାପୁଟ ଲୋକସଭା କ୍ଷେତ୍ରରେ ଥିବା ସମସ୍ତ ୭ଟି ବିଧାନସଭା ଆସନରୁ ମୂଳପୋଛ ହୋଇଛି ବିଜେଡି। ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଥିବା କୋରାପୁଟ ଜିଲାର ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ…
Read More...

ଓଡ଼ିଶା‌ରେ ବିଧାୟକ ସିଦ୍ଧାନ୍ତ, ବଙ୍ଗଳା‌ରେ ସାଂସଦ ରଚନା

ଭୁବନେଶ୍ବର: ଏକଦା ପରଦାରେ ଓଲିଉଡର ସଫଳ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ  ଯୋଡ଼ି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ଅନେକ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଇଥିବାବେଳେ ଏବେ…
Read More...

ସମ୍ଭାବ୍ୟ ସରକାର ଗଠନ ସମ୍ପର୍କରେ ‘ଇଣ୍ଡି’ମେଣ୍ଟର ମନ୍ତବ୍ୟ: ଠିକଣା ସମୟରେ ନିଆଯିବ ନିଷ୍ପତ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳ ଘୋଷଣା ପରେ ବିରୋଧୀ ‘ଇଣ୍ଡି’ ମେଣ୍ଟର ବୈଠକ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଅନୁଷ୍ଠିତ ହୋଇଛି। ବୈଠକକୁ ମେଣ୍ଟ ନେତାଙ୍କୁ ଖଡଗେ ସ୍ବାଗତ କରିବା ସହିତ…
Read More...

ବିଧାନସଭା ଭୋଟ ହାର: ୨୦୧୯ ତୁଳନାରେ ବିଜେଡିର କମିଛି ୪.୪୯ %, ବିଜେପିର ବଢ଼ିଛି ୭.୫୮ %

ଭୁବନେଶ୍ବର: ଚଳିତ ନିର୍ବାଚନରେ ବିଧାନସଭା କ୍ଷେତ୍ରରେ ବିଜେପିକୁ ୭୮ ଆସନ ମିଳିଥିବାବେଳେ ବିଜେଡି ୫୧ଟି ଆସନ ପାଇଛି। କଂଗ୍ରେସକୁ ୧୪ଟି ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି। ସ୍ବାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ…
Read More...