QNETIC – Mobile
Browsing Tag

UP NEWS

ଟ୍ରକକୁ ଧକ୍କା ଦେଲା ଟ୍ରକ ; ୩ ମୃତ

ବାଗପତ : ଉତ୍ତରପ୍ରଦେଶର ବାଗପତ ଜିଲାରେ ଇଷ୍ଟର୍ଣ୍ଣ ପେରିଫେରସଲ ଏକ୍ସପ୍ରେସୱେରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରକୁ ଆଉ ଏକ ଟ୍ରକ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟି ଗୋଟିଏ ପରିବାରର ୩…
Read More...

ବସକୁ ଧକ୍କା ଦେଲା ଟ୍ରକ ; ୪ ମୃତ, ୧୪ ଆହତ

ଲଖନଉ : ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ଶନିବାର ଭୋର ୩ଟା ୩୦ରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସକୁ ଟ୍ରକ ଧକ୍କା ଦେବାରୁୁ ଦୁର୍ଘଟଣାରେ ଚାରି ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ୧୪ ରୁ…
Read More...

ଚର୍ଚ୍ଚାରେ କୁନି ଝିଅର ପ୍ରଧାନମନ୍ତ୍ରୀଙ୍କୁ ଚିଠି ; ମ୍ୟାଗି ମାଗିଲେ ମାଆ ମାରୁଛି

କନ୍ନୌଜ : ମୋଦୀ ଜି! ବହୁତ ଦରଦାମ୍‍ ବୃଦ୍ଧି ହୋଇଛି। ପେନସିଲ୍‍ ,ରବର ଦାମ୍‍ ବଢିଛି। ମ୍ୟାଗି ମାଗିଲେ, ପେନସିଲ୍‍ ମାଗିଲେ ମାଆ ମାରୁଛି। ମୁଁ କ’ଣ କରିବି? ମୋ ପେନସିଲ୍‍ ପିଲାମାନେ ଚୋରି କରି ନେଉଛନ୍ତି। ଏଭଳି ହିଁ…
Read More...

ଦୁଃଖଦ ; ସ୍କୁଲରୁ ଫେରିବା ବାଟରେ ଭୁଶୁଡିଲା କାନ୍ଥ ; ୨ ଶିଶୁ ମୃତ,୫ ଆହତ

ଅଲିଗଡ : ଉତ୍ତରପ୍ରଦେଶର ଅଲୀଗଡ ଜିଲାରେ ଶନିବାର ମଧ୍ୟାହ୍ନ ସମୟରେ ଏକ ଅଘଟଣ ଘଟିଛି। ବର୍ଷା କାରଣରୁ ଏକ ନିର୍ମାଣାଧୀନ ଘରର କାନ୍ଥ ଭୁଶୁଡି ପଡି ୭ ଜଣ ଶିଶୁ ଏହା ତଳେ ଦବି ଯାଇଛନ୍ତି। ହୁସେନପୁର ଶହଜାଦପୁର ଅଞ୍ଚଳରେ…
Read More...

ବସକୁ ଧକ୍କା ଦେଲା ବସ ; ୮ ମୃତ, ୩୬ ଆହତ

ଲଖନଉ : ଉତ୍ତରପ୍ରଦେଶର ବାରାବଙ୍କି ଜିଲାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବସକୁ ଆଉ ଏକ ବସ ଧକ୍କା ଦେବା ଫଳରେ ଦୁର୍ଘଟଣାରେ ଆଠ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୩୬ ଜଣ ଆହତ ହୋଇଛନ୍ତି।…
Read More...

ଚିତ୍ରକୁଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୬ ମୃତ

ଲଖନଉ : ଉତ୍ତରପ୍ରଦେଶର ଚିତ୍ରକୁଟ ଜିଲାରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାସ୍ତାକଡରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ମାଡି ଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ…
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଟ୍ରକ ଓଲଟି ଚାଲିଗଲା ୧୦ ଜୀବନ

ଲଖନଉ : ଉତରପ୍ରଦେଶର ପିଲିଭୀତ ଜିଲାରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ଗୁରୁବାର ଖବର ମିଳିଛି। ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ ପ୍ରାୟ ୬ ଜଣ ଆହତ ହୋଇଛନ୍ତି।…
Read More...

ଟ୍ରକ-କାର ଧକ୍କା ; ଗୋଟିଏ ପରିବାରର ୫ ମୃତ

ଲଖନଉ : ଉତରପ୍ରଦେଶର ବରେଲୀ ଜିଲାର ଇଜତନଗରରେ ଆଜି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ…
Read More...

ମର୍ମନ୍ତୁଦ ଦୁର୍ଘଟଣା ; କାରକୁ ଧକ୍କା ଦେଲା ବସ୍‍, ୪ ମୃତ

ଔରିଆ : ଉତ୍ତରପ୍ରଦେଶ ସ୍ଥିତ ଔରିଆ ଜିଲାରେ ବେଲା-ବିଧୁନା ମାର୍ଗରେ ଶୁକ୍ରବାର ସକାଳେ କାର ଓ ରୋଡବେଜ୍‍ ବସ ମୁହାଁମୁହିଁ ଧକ୍କା ହୋଇଛି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି।…
Read More...

ଆମ୍ବୁଲାନ୍ସ ଓ କଣ୍ଟେନର ଧକ୍କା ; ସାତ ମୃତ

ବରେଲୀ : ଉତ୍ତରପ୍ରଦେଶର ବରେଲୀ ଜିଲାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସ ଓ କଣ୍ଟେନର ମଧ୍ୟରେ ଦୁର୍ଘଟଣା ଘଟି ସାତ ଜଣଙ୍କ ଜୀବନ ଚାଲି ଯାଇଛି । ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଘଟଣା…
Read More...