www.samajalive.in
Saturday, December 6, 2025
26.1 C
Bhubaneswar

ବେଦ ଲାହୋଟି ଜେଇଇ ଆଡ୍‌‌ଭାନ୍ସଡ ଟପ୍ପର

ନୂଆଦିଲ୍ଲୀ: ଯୁଗ୍ମ ପ୍ରବେଶିକା ପରୀକ୍ଷା (ଜେଇଇ) ଆଡ୍‌‌ଭାନ୍ସଡ ଫଳ ରବିବାର ପ୍ରକାଶ ପାଇଛି। ଆଇଆଇଟି ମାଡ୍ରାସ ଦ୍ୱାରା ପରୀକ୍ଷା ଫଳ ପ୍ରକାଶ ପାଇଥିବାବେଳେ ବେଦ ଲାହୋଟି ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସେ ମୋଟ ୩୬୦ ନମ୍ବରରୁ ୩୫୫ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। jeeadv.ac.in ୱେବସାଇଟ୍‌‌ରେ ପରୀକ୍ଷାର୍ଥୀମାନେ ନିଜ ଫଳାଫଳ ଦେଖିପାରିବେ।

ବେଦ ଲାହୋଟି ଆଇଆଇଟି ଦିଲ୍ଲୀ ଜୋନ୍‌‌ର ଛାତ୍ର। ୨ୟ ସ୍ଥାନରେ ରହିଛନ୍ତି ଆଦିତ୍ୟ। ସେ ୩୪୬ ନମ୍ବର ରଖିଛନ୍ତି। ସେହିପରି ୩ୟ ସ୍ଥାନରେ ଭୋଗଲାପାଲ୍ଲୀ ସନ୍ଦେଶ(୩୩୮) ରହିଛନ୍ତି। ଛାତ୍ରୀମାନଙ୍କ ମଧ୍ୟରେ ଦ୍ୱିଜା ଧର୍ମେଶକୁମାର ପଟେଲ ସର୍ବୋଚ୍ଚ ନମ୍ବର ରଖିଛନ୍ତି। ସେ ୩୩୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୭ମ ର‍୍ୟାଙ୍କ ହାସଲ କରିଛନ୍ତି। ଚଳିତବର୍ଷ ମୋଟ ୪୮ ହଜାର ୨୪୮ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ହଜାର ୨୮୪ ଜଣ ଛାତ୍ର ଥିବାବେଳେ ୭୯୬୪ ଜଣ ଛାତ୍ରୀ ରହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories