www.samajalive.in
Saturday, December 6, 2025
26.1 C
Bhubaneswar

ଅଜଗର ପେଟରୁ ବାହାରିଲା ମହିଳାଙ୍କ ମୃତଦେହ

ସମାଜ ଡିଜିଟାଲ ଡେସ୍କ: ଏକ ୧୬ ଫୁଟ ଲମ୍ବ ଅଜଗର ସାପ ପେଟରୁ ବାହାରିଛି ଜଣେ ମହିଳାଙ୍କ ମୃତଦେହ। ୩ ଦିନ ଧରି ନିଖୋଜ ରହିବା ପରେ ମହିଳାଙ୍କ ମୃତଦେହ ଏକ ଅଜଗର ପେଟରୁ ବାହାରିଛି। ଘଟଣାଟି ଇଣ୍ଡୋନେସିଆର ଦକ୍ଷିଣ ସୁଲାୱେସି ପ୍ରଦେଶ ଅନ୍ତର୍ଗତ କାଲେମପାଙ୍ଗ ଗ୍ରାମର। ଅଜଗରଟି ମହିଳାଙ୍କୁ ଗୋଟା ଗିଳି ଦେଇଥିଲା। ମହିଳାଙ୍କ ସ୍ୱାମୀ ବହୁ ଖୋଜାଖୋଜି କରିବା ପରେ ତାଙ୍କ ପତ୍ତା ପାଇ ନ ଥିଲେ। ଶେଷରେ ସେ ଘର ନିକଟରେ ଏକ ଅଜଗରକୁ ଦେଖିବାକୁ ପାଇଥିଲେ। ତାଙ୍କର ସନ୍ଦେହ ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅଜଗରକୁ କାବୁ କରାଯାଇଥିଲା। ପରେ ଅଜଗର ପେଟରୁ ମହିଳାଙ୍କୁ ବାହାର କରାଯାଇଥିଲା। ସେତେବେଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories