ଓଡ଼ିଶା ପୁଲିସର ’ମାନବ ଅଧିକାର ସଚେତନତା’ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା: ଓଡ଼ିଆରେ ଗୀତାଞ୍ଜଳି ସାମଲ ଓ ଇଂରାଜୀରେ…

ଭୁବନେଶ୍ୱର: ଆଜି ଓଡ଼ିଶା ପୁଲିସ ଆନୁକୂଲ୍ୟରେ ପୁଲିସ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର…
Read More...

ଚାଷୀମାନଙ୍କୁ କ୍ଷତିପୂରଣ ଓ କୃଷିଋଣ ଛାଡ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା କୃଷକମୋର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି…
Read More...

ପର୍ଯ୍ୟଟନ ପରିଚାଳନା କର୍ମଶାଳା ଉଦ୍‌ଘାଟିତ: ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୧୪ ଦିନିଆ ପର୍ଯ୍ୟଟନ ପରିଚାଳନା କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଉଦ୍‌ଘାଟନ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ…
Read More...

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

କଲମପୁର : କଲମପୁର ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନଙ୍କ ପକ୍ଷରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି। ଏଥିରେ ୧୪ଟି ଶାଖାର ୧୫ରୁ ଅଧିକ କର୍ମଚାରୀ ଯୋଗଦେଇଥିଲେ। ଡାକ ସେବକଙ୍କ ପାଇଁ…
Read More...

ଡ୍ରଗ ଅପବ୍ୟବହାର ନିଷେଧ ଉପରେ ସଚେତନତା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଡ୍ରଗ ଅପବ୍ୟବହାର ନିଷେଧ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର…
Read More...

ସତିଗୁଡ଼ା ଜଳଭଣ୍ଡାରରେ ନୌକାଚାଳନା ପ୍ରତିଯୋଗିତା, ଭାଗ ନେଲେ ୧୦ଟି ଗାଁର ୪୦ ଜଣ ଆଦିବାସୀ

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ଆଦିବାସି ବହୁଳ ମାଲକାନଗିରି ଜିଲ୍ଲାର ଲୋକପର୍ବ ହୋଇଥିବା ବେଳେ ଏହି ମହୋତ୍ସବକୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଖୁବ ଧୁମ ଧାମରେ ଆୟୋଜନ କରିଥାଏ । ବିଶେଷ କରି ଜିଲ୍ଲାର କଳା…
Read More...

ଜଙ୍ଗଲରେ ଘୁରି ବୁଲୁଛନ୍ତି ହାତୀପଲ: ଚିନ୍ତାରେ ବନ ବିଭାଗ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ଫୁଲବାଣୀ :ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଛନ୍ତି। ଏହି ପଲରେ ୧୩ରୁ ଅଧିକ ହାତୀ ଥିବା ଗ୍ରାମବାସୀ କହୁଛନ୍ତି। ହାତୀପଲ ବୌଦ୍ଧ ଜିଲାରୁ କନ୍ଧମାଳ ଜଙ୍ଗଲରେ ପଶିଥିବା…
Read More...

ଭଜନଲାଲ ଶର୍ମା ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, ବାଚସ୍ପତି ହେବେ ବାସୁଦେବ ଦେବନାନୀ

ଜୟପୁର:ସାଙ୍ଗନୌର ବିଧାୟକ ଭଜନଲାଲ ଶର୍ମା ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ। ପ୍ରଥମଥର ସାଙ୍ଗନୌର ଆସନରୁ ବିଜୟୀ ହୋଇଥିବା ଭଜନଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେପି ମୋହର ମାରିଛି। ଜୟପୁରରେ…
Read More...

ବିଏସକେୱାଇ ହେଲା ବୟସ୍କ ମହିଳାଙ୍କ ସାହାରା, ବିଶାଖାପାଟଣାରେ ମିଳିଲା ମାଗଣା ଚିକିତ୍ସା

ଭୁବନେଶ୍ୱର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ସ୍ଵାସ୍ଥ୍ୟ ଯୋଜନା ( ବି.ଏସ୍.କେ.ୱାଇ )ଆବାଳ, ବୃଦ୍ଧଙ୍କ ମନରେ ଆଣିଛି ନୂଆ ଆଶା ଓ ଭରଷା। ଦୂରଦୂରାନ୍ତ ଗ୍ରାମର ଗରିବ ବୃଦ୍ଧ ବୃଦ୍ଧା ଆଉ କାହା ଦୟା ଉପରେ ନିର୍ଭର କରି…
Read More...

ମାଲ୍ୟବନ୍ତ ମହୋତ୍ସବ ନେଇ ମିନି ମାରାଥନ୍

ମାଲକାନଗିରି: ଜିଲା ପ୍ରଶାସନ ଓ ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମାଲ୍ୟବନ୍ତ ମହୋତ୍ସବ ନେଇ ଏମଭି-୧୧ରୁ ବୁଟିଗୁଡା ୟୁଜିଏମଇ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ ଆୟୋଜିତ ହୋଇଯାଇଛି ।  ଅତିରିକ୍ତ ଜିଲାପାଳ,…
Read More...

ଅଲିଭ୍ ରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସବୁ ପ୍ରକାର ସହଯୋଗ ଦିଆଯିବ-ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଅଲିଭ୍ ରିଡଲେ କଇଁଛ ଆମ ରାଜ୍ୟର ପର୍ଯ୍ୟଟନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଓଡିଶାର ସାମୁଦ୍ରିକ ତଟ ଗହୀରମଥା ବନ୍ୟପ୍ରାଣୀ ଅଭୟାରଣ୍ୟ, ଭିତରକନିକା ଅଭୟାରଣ୍ୟ, ଦେବୀ ନଦୀ ମୁହାଣ,…
Read More...

ଡବ୍ଳ୍ୟୁପିଏଲରେ କୀର୍ତ୍ତନା ବାଲାକ୍ରିଷ୍ଣନ୍‌, ଅଟୋ ଚାଳକଙ୍କ ଝିିଅ ଏବେ ଲକ୍ଷପତି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଦ୍ବିତୀୟ ସଂସ୍କରଣ ଲାଗି ଶନିବାର ମୁମ୍ବଇରେ ମେଗା ଖେଳାଳି ନିଲାମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୫ଟି ଦଳରେ ନୂତନ ଭାବେ ୩୦ଜଣ ଖେଳାଳିଙ୍କୁ କ୍ରୟ କରିଛନ୍ତି।…
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଯାପନୀ ଉତ୍ସବ

ବୌଦ୍ଧ : ବୌଦ୍ଧ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯୁବ ଓଡ଼ିଶା ଓ ନବୀନ ଓଡ଼ିଶା ଯୋଜନା ୨୦୨୩ ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନୀ ପୁରସ୍କାର ବିତରଣ ଉତ୍ସବ ମହାସମାରେହରେ ଅନୁଷ୍ଠିତ…
Read More...

ବିଶ୍ବ ମାନବାଧିକାର ଦିବସରେ ସଚେତନତା 

ଆଠଗଡ: ଆଠଗଡ ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ବିଶ୍ବ ମାନବାଧିକାର ଦିବସ ଅବସରରେ ଏକ ଆଇନ ସଚେତନତା ସଭା ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି।  ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଓ ଦୌରାଜଜ…
Read More...

ଜଷ୍ଟିସ୍‌ ଏମ୍‌ଏମ୍‌ କୁମାରଙ୍କ ଘୋଷଣା, ଡିସେମ୍ବର ୨୧ରେ ହେବ ଡବ୍ଲ୍ୟୁଏଫଆଇ ନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୨୧ ତାରିଖରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ)ର ବହୁ ପ୍ରତୀକ୍ଷିତ ନିର୍ବାଚନ ଅନୁଷ୍ଠିତ ହେବ। ସେହିଦିନ ଭୋଟ୍‌ ଗ୍ରହଣ, ଗଣତି ଓ ଫଳାଫଳ ପ୍ରକାଶ କରାଯିବ ବୋଲି ନିର୍ବାଚନ…
Read More...

ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର

କାମାକ୍ଷାନଗର: କାମାକ୍ଷାନଗର ଥାନା କାଦୁଆ ଗ୍ରାମ ରେ ମହୁମାଛି ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଲେ ସେହି ଗ୍ରାମର ମାୟାଧର ଦେହୁରୀ (୫୫)। ସୂଚନା ଅନୁସାରେ ମାୟାଧର ଆଜି ସନ୍ଧ୍ୟା…
Read More...

ସିରିଜ୍ ଦୁର୍ଘଟଣା: ଜଣେ ମୃତ, ୫ ଗୁରୁତର

କଳାପଥର/ବୋଲଗଡ଼: ଖୋର୍ଦ୍ଧା- ବାଘମାରି- ବୋଳଗଡ ବ୍ଲକ ଧଳପଥର ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟିଛି ଏବଂ ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଏକ କାର ସିରିଜ ଦୁର୍ଘଟଣା ଘଟାଇଥିଲା। ଲଗାତାର ଭାବେ ୪ଟି…
Read More...

ଅଗ୍ନିକାଣ୍ଡ ଘଟି ପାଞ୍ଚ ଏକର ଜମିର ଧାନ ନିଆଁରେ ପୋଡ଼ିହୋଇ ପାଉଁଶ

ସିମୁଳିଆ:-ହୁତୁ ହୂତୁ ହେଇ ଜଳିଗଲା ଧାନ ବଦାଡି। ସର୍ବସ୍ବ ହରାଇଲା ଦେଲା ଚାଷୀ। ସର୍ବଗିଲା ମେସିନରେ ଧାନ ଅମଳକୁ ନେଇ ଘଟିଲା ଅଘଟଣ । ଅଗ୍ନିକାଣ୍ଡ ଘଟି ପାଞ୍ଚ ଏକର ଜମିର ଧାନ ନିଆଁରେ ପୋଡ଼ିହୋଇ ପାଉଁଶ ହୋଇଯାଇଛି ।…
Read More...

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଷଡ଼ଙ୍ଗୀ ବନାଞ୍ଚଳ ଆକୃଦା ଗ୍ରାମର ଜଣେ ବ୍ୟକ୍ତି ଜଙ୍ଗଲୀ ହାତୀ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଆକୃଦା ଗ୍ରାମର କାଳନ୍ଦୀ ପ୍ରଧାନ ଓରଫ୍…
Read More...

‘କାଉଁରୀ’ ୨୦୨୩ର ତୃତୀୟ ସନ୍ଧ୍ୟା: ମନ ମୋହିଲା ସାନ୍ତାଳୀ ନୃତ୍ୟ ଓ ଯୋଡି ଶଙ୍ଖ

ବୋଲଗଡ଼: ଭାଇଚାରାର ଏକ ଭବ୍ୟ ଅବସରରେ ରାଜସୁନାଖଳା ମହୋତ୍ସବ -‘କାଉଁରୀ’ ୨୦୨୩ର ତୃତୀୟ ସଂନ୍ଧ୍ୟାରେ ସାନ୍ତାଳୀ ନୃତ୍ୟ ଓ ଯୋଡ଼ି ଶଙ୍ଖ ଦର୍ଶକଙ୍କ ମନ ମୋହିଛି। ମହୋତ୍ସବର ମୁକ୍ତାକାଶ ମଞ୍ଚରେ ସାଂସ୍କୃତିକ…
Read More...

ରାଜସୁନାଖଳା ମହୋତ୍ସବରେ କବି ଭକ୍ତଚରଣ ଦିବସ ପାଳିତ

ବୋଲଗଡ଼: ରାଜସୁନାଖଳା ମହୋତ୍ସବ ତୃତୀୟ ଦିବସରେ କାଉଁରୀ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏ ମାଟିର ସନ୍ଥକବି ଭକ୍ତଚରଣ ଦାସଙ୍କ ଉଦେଶ୍ୟରେ ସମର୍ପିତ କବି ସମ୍ମିଳନୀ ଓ ସାହିତ୍ୟ ଆଲୋଚନାଚକ୍ର ମନୋଜ କୁମାର ଗୁମାନସିଂହଙ୍କ…
Read More...

କୁଅରେ ପଡି ନାବାଳକ ୨ ଭାଇଙ୍କର ମୃତ୍ୟୁ

ଢେଙ୍କାନାଳ ସଦର: ସଦର ଥାନା ଭାପୁର ଫାଣ୍ଡି ନଟକଟା ଗାଁରେ କୁଅରେ ପଡି ନାବାଳକ ୨ ଭାଇଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇ ଭାଇ ହେଲେ ଗାଁର କମ୍ପାନୀ ପ୍ରଧାନଙ୍କ ପୁଅ ରଞ୍ଜିତ ପ୍ରଧାନ(୫), ସଞ୍ଜିତ୍ ପ୍ରଧାନ(୪) ।…
Read More...

ଘଟଣାର ଦୁଇମାସ ପରେ ନିଖୋଜ ନାବାଳକର ହାଡ଼ କଙ୍କାଳ ଜଳପ୍ରପାତ ନିକଟରୁ ଜବତ

ଫୁଲବାଣୀ:ଗତ ଅକ୍ଟୋବର ୮ ତାରିଖରେ କନ୍ଧମାଳ ଜିଲା ଗୋଛାପଡା ଥାନା କଟ୍ରିଙ୍ଗିଆ ପଞ୍ଚାୟତର ଉର୍ମାଗାଡ଼ ଜଳପ୍ରପାତରେ ଖସିଯାଇ ନିଖୋଜ ହିଯାଇଥିବା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ରାଖାଲ ବେହେରାଙ୍କ ଗଳିତ ଶବ ସହ…
Read More...

ସରିଲା ଗଣତି, ମିଳିଲା ୩୦୫ କୋଟି

ବଲାଙ୍ଗିର: ବଲାଙ୍ଗିର ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ ହୋଇଛି। ପ୍ରାୟ ୨୫ଟି ମେସିନରେ ୫୦ କର୍ମଚାରୀଙ୍କ ଦ୍ବାରା ଟଙ୍କା ଗଣତି ଶେଷ ହୋଇଛି। ୫ ଦିନ ଲଗାତାର ଗଣତି ପରେ ଆଜି ଟଙ୍କା ଗଣତି…
Read More...

ପୁରାତନ ଛାତ୍ରଛାତ୍ରୀଙ୍କ ସଦିଚ୍ଛା ଓ ସମ୍ପୃକ୍ତି ଦ୍ବାରା ମହାବିଦ୍ୟାଳୟର ବୃହତ୍ତର କଲ୍ୟାଣ ସମ୍ଭବ ହୋଇପାରିବ: କୁଳପତି

ଭୁବନେଶ୍ୱର: ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସାମନ୍ତ ଚନ୍ଦ୍ର ଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମେଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ…
Read More...

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ  ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ 

ପଦ୍ମପୁର : ରାୟଗଡା ଜିଲା ପଦ୍ମପୁର ଗ୍ରାମରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆଗାମୀ ଜାନୁଆରୀ ୧୮ ତାରିଖ ଠାରୁ ଆରମ୍ଭ ହୋଇ ୫ଦିନ ଧରି ଚାଲିବାକୁ ଥିବା ବେଳେ ସେଥି ନିମନ୍ତେ ଆଜି ସକାଳ ୯…
Read More...

ରିଜର୍ଭ ଜଙ୍ଗଲରେ ଟ୍ରକ୍ ଆଣ୍ଡ ଟିପର ଓନର ଆସୋସିଏସନ୍ କାର୍ଯ୍ୟାଳୟ, ନୋଟିସ ପରେବି ହଟୁନି କାର୍ଯ୍ୟାଳୟ

କେଶଦୁରାପାଳ : କାହା ନିର୍ଦ୍ଦେଶରେ ରିଜର୍ଭ ଜଙ୍ଗଲ ଜମିରେ ଦୀର୍ଘ ବର୍ଷ ଧରି ସରକାରୀ ପଞ୍ଜିକରଣ ଭୂକ୍ତ ମା ତାରିଣୀ ଟ୍ରକ୍ ଆଣ୍ଡ ଟିପର ଓନର ଆସୋସିଏସନ୍ ଗୃହ ନିର୍ମାଣ କରି କାର୍ଯ୍ୟାଳୟ ଚଲାଇ ଆସୁଛି, ଏହାକୁ ନେଇ…
Read More...

ନର୍ଲା ରେଞ୍ଜର ପ୍ରଶାନ୍ତ ପାଲୋଙ୍କୁ ଦଳି ଦେଲା ଦନ୍ତା, ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର

ନର୍ଲା: ହାତୀ ପଲ ବାଗପୁର, କୁରମେଲ, ବାଲିସିଙ୍ଗା, ଭାନପୁର, ତୁଳାପଡା ପଞ୍ଚାୟତ ଆଦି ଅଞ୍ଚଳରେ ଲୋକଙ୍କ ଜୀବନ ଜିବୀକା ସହ ଖେଳ ଖେଳୁଛନ୍ତି । ନର୍ଲା ବନାଞ୍ଚଳ ଅଧିନସ୍ଥ କମେଁ ବିଟ୍ ଅଞ୍ଚଳ କମେଁ ଡଙ୍ଗର( ପାହାଡ) ତଳେ…
Read More...

କାସ୍‌ଭି, ସଦରଲାଣ୍ଡ ସବୁଠୁ ଦାମୀ, ବ୍ରିନ୍ଦା ୧ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି

ମୁମ୍ବଇ : ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ) ଦ୍ବିତୀୟ ସଂସ୍କରଣ ଲାଗି ଖେଳାଳି ନିଲାମ ଶନିବାର ମୁମ୍ବଇରେ ଅନୁଷ୍ଠିତ ହୋଇଯାଇଛି। ମୁମ୍ବଇ ଇଣ୍ଡିଆନ୍‌ସ, ଦିଲ୍ଲୀ କ୍ୟାପିଟାଲ୍‌ସ, ୟୁପି ୱାରିୟର୍ସ, ଗୁଜରାଟ…
Read More...

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡି ବସିଲା ଏସଟିଏଫ, ୨ ଅଭିଯୁକ୍ତ ଗିରଫ

ଗୁଣୁପୁର: ବଜ୍ରକାପ୍ତା ଚୋରା ଚାଲାଣ ବେଳେ ମାଡିବସିଲା ଏସଟିଏଫ ଟିମ। ରାୟଗଡା ଜିଲା ପଦ୍ମପୁର ନିକଟ ୩୨୬ ଜାତୀୟ ରାଜପଥ ରାସ୍ତା ଆଖୁସିଂ ଗ୍ରାମ ନିକଟରେ ଚଢ଼ାଉ ପରେ ଦୁଇ ଜଣକ ଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର…
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ

କାମାକ୍ଷାନଗର: ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ହେଲେ କାମାକ୍ଷାନଗର ଥାନା ବେଢାପାଳ ଗ୍ରାମର ଗଜିଆ ଲେଙ୍କା  ବୋଲି ଜଣାପଡ଼ିଛି। ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଗଜିଆ ଆଜି…
Read More...

ଯୁବକଙ୍କୁ ପନିକିରେ ହାଣି ହତ୍ୟା ଘଟଣା,  ମହିଳା ଗିରଫ

ପାଟଣା : କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ବସଷ୍ଟାଣ୍ଡ ନିକଟ ପାତ୍ରସାହିରେ ଜଣେ ଯୁବକଙ୍କୁ ଗତ ୬ ତାରିଖ ରାତି ନୃଶଂସ ଭାବେ ହାଣି ହାଣି ହତ୍ୟା କରାଯାଇଥିଲା।  ମୃତ ଯୁବକ ଜଣକ ନିକଟସ୍ଥ ଖଣ୍ଟଘର…
Read More...

ସାମାଜିକ ଅସମାନତା ଗଣତନ୍ତ୍ର ପ୍ରତି ବିପଦ

ଆଠଗଡ: ଆଠଗଡ ସ୍ୱାଭିମାନ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଶନିବାର ୧୨ତମ ସ୍ୱାଭିମାନ ଦିବସ ପାଳିତ ହୋଇଯାଇଛି। ସୂଚନା ଥାଉକି ୨୦୦୯ ମସିହା ନିର୍ବାଚନ ବେଳେ ଆଠଗଡର ବିଜୁ ଜନତା ଦଳ…
Read More...

ନାଟକ ଉତ୍ସବର ଅନ୍ତିମ ସନ୍ଧ୍ୟରେ ମଞ୍ଚସ୍ଥ ହେଲା ‘ଆଦିକବି’, ଓଡ଼ିଶା ସଂଗୀତ ନାଟକ ଏକାଡେମୀର ଉଦ୍ୟମକୁ ଭୂୟସୀ ପ୍ରଶଂସା

ଭୁବନେଶ୍ୱର: ଆଦିକବି ସାରଳା ଦାସଙ୍କ ମହାଭାରତ ଓଡ଼ିଶାର ପୁରପଲ୍ଲୀରେ ପରିଚିତ । ପ୍ରାକୃତ ଭାଷାରେ ରଚିତ ଏହି ମହାଗ୍ରନ୍ଥର ପ୍ରତ୍ୟେକ ପଦରେ ଭରି ରହିଛି ଉତ୍କଳ ମାଟିର ବାସ୍ନା । ଆଦିକବି ହେଉଛନ୍ତି ଗଜପତି ସମ୍ରାଟ…
Read More...

ଗୁଆଳିଗୋରଡା ଉଚ୍ଚ ବିଦ୍ୟାଳୟରେ  ପ୍ରଧାନ ଶିକ୍ଷକ ସମ୍ମିଳନୀ 

ସାକ୍ଷୀଗୋପାଳ:  ସତ୍ୟବାଦୀ ବ୍ଲକର ପଚିଶଟି ଉଚ୍ଚ ବିଦ୍ୟାଳୟର  ଦିନିକିଆ ପ୍ରଧାନ ଶିକ୍ଷକ ସମ୍ମିଳନୀ ଗୁଆଳି ଗୋରଡା ଉଚ୍ଚ ବିଦ୍ୟାଳୟ  ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିକ୍ଷା ମଣ୍ଡଳ ଅଧିକାରୀ ଶୁଭମ ପ୍ରଧାନ…
Read More...

ମହିଳା ପାଇକ ଆଖଡ଼ା ନୃତ୍ୟକଳାରେ ଦର୍ଶକ ବିଭୋର

ବୋଲଗଡ଼: ରାଜସୁନାଖଳା ସିଟି ସ୍କୁଲ ପଡିଆରେ ଚାଲିଥିବା ରାଜ ସୁନାଖଳା ମହୋତ୍ସବ କାଉଁରି ୨୦୨୩ର ଶନିବାର ଦ୍ଵିତୀୟ ସନ୍ଧ୍ୟାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନଙ୍କ ସହ ଶିଳ୍ପ ନିକେତନର ଓଡିଶୀ ସମ୍ବଲପୁରୀ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୧୩୬ତମ ଜୟନ୍ତୀ ପାଳିତ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ କାନ୍ତକବି ଲକ୍ଷ୍ମୀକାନ୍ତ ଛାତ୍ରବାସ ପରିସରରେ ବିଶିଷ୍ଟ କବି , ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ରାଜ୍ୟ ସଙ୍ଗୀତ ମାନ୍ୟତା ପାଇଥିବା କାନ୍ତକବିଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’…
Read More...

   ବାସ ଖଣ୍ଡିଏ ପାଇଁ  ସଂଗ୍ରାମ କରୁ କରୁ  ଆଖି ବୁଜି ଦେଲେ ଧନମତି !!!

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗାଆଁ ର ମାହାଲିପଡ଼ାରେ  ରହୁଥିଲେ ଧନମତି । ନାଆଁ ଧନମତି, କିନ୍ତୁ ରହିବା ପାଇଁ ବାସ ଟିଏ ନ ଥିଲା । ଆଠାନବେ ବର୍ଷରେ ଆଖିବୁଜିଦେଲେ । ୨୦୦୭ ମସିହାରୁ ସ୍ଵାମୀ…
Read More...

ମୃତ୍ତିକା ଓ ଜଳ: ଜୀବନର ଏକ ଉତ୍ସ

ଭୁବନେଶ୍ବର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଇସିଏଆର୍-ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ୍ ସଏଲ୍ ଆଣ୍ଡ ୱାଟର କଞ୍ଜରଭେସନ୍ (ଆଞ୍ଚଳିକ କେନ୍ଦ୍ର- ସୁନାବେଡା)ର ମିଳିତ ଆନୁକୂଲ୍ୟରେ ସୁନାବେଡ଼ାସ୍ଥିତ କ୍ୟାମ୍ପସରେ…
Read More...

ରାଷ୍ଟ୍ରୀୟ ଲୋକ ଅଦାଲତରେ ୩୪୮ମାମଲା ଫଇସଲା, ୧୦କୋଟି ୯୫ଲକ୍ଷ ଟଙ୍କା ଜୋରିମାନା ଓ କ୍ଷତିପୂରଣ ଆଦାୟ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲା କୋର୍ଟ ସମେତ ଆନନ୍ଦପୁର ଓ ଚମ୍ପୁଆ ଅତିରିକ୍ତ ଜିଲା କୋର୍ଟ ଏବଂ ବଡବିଲ, ହାଟଡିହି ଓ ତେଲକୋଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ଶନିବାର…
Read More...

ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ: ତୁଟିଲା ୧୩ ବର୍ଷର ବୈବାହିକ ବିବାଦ, ସମାଧାନ ହେଲା ୪୨,୩୮୪ ମାମଲା

ଭୁବନେଶ୍ୱର: ଚଳିତ ବର୍ଷର ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଖୋର୍ଦ୍ଧା ଜିଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲା ଓ ଦୌରାଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ …
Read More...

ଓଡ଼ିଶାର ୨୭ଜିଲାରେ ହ୍ରାସ ପାଉଛି ପ୍ରଜନନ ହାର

ଭୁବନେଶ୍ୱର: ଆଗାମୀ ୨୦୩୬ ବେଳକୁ ଓଡିଶା ପାଳିବ ୧୦୦ବର୍ଷ ପୂର୍ତ୍ତି। ସେତେବେଳକୁ ରାଜ୍ୟର ପ୍ରଜନନ ହାର ହ୍ରାସ ପାଇଥିବା ବେଳେ ବଢ଼ିଥିବ ବୟସ୍କ ଲୋକଙ୍କ ସଂଖ୍ୟା। ପ୍ରକୃତ ଶ୍ରମଶକ୍ତି କୁହାଯାଉଥିବା ଯୁବାବର୍ଗଙ୍କ…
Read More...

ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ, ତଦନ୍ତ ଆରମ୍ଭ କଲା ପୁଲିସ

ଦଶପଲ୍ଲା: ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ସ୍ବାମୀ ଆତ୍ମ ସମର୍ପଣ କରିଛି। ପୁଲିସ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ଅନୁଯାୟୀ ବାଣୀଗୋଚ୍ଛା ଥାନା ଅନ୍ତର୍ଗତା ବିଡ଼ାପାଜୁ…
Read More...

ଲଡ଼ୁଗାଁ କଲେଜରେ ନୂଆ- ଓ  କାର୍ଯ୍ୟକ୍ରମ ଶୁଭାରମ୍ଭ 

ଲଡୁଗାଁ :  ନୂଆ–ଓ  ଯୁବ ଓଡ଼ିଶା ନବୀନ ଓଡ଼ିଶା ଆହ୍ଵାନ ସମଗ୍ର ରାଜ୍ୟରେ ଯୁବପିଢ଼ି ମାନଙ୍କୁ ନୂତନ ପ୍ରେରଣା ଦେବାପାଇଁ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ଲଡ଼ୁଗାଁ  ହାୟର  ସେକେଣ୍ଡରି  ସ୍କୁଲରେ…
Read More...

ଆରମ୍ଭ ହେଲା ରେଙ୍ଗଲୋଇ ପଞ୍ଚାୟତ ପାନୀୟଜଳ ପ୍ରକଳ୍ପ  କାମ

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ଜିଲାପରିଷଦ ଜୋନ ୨ ଅଞ୍ଚଳ ଅନ୍ତର୍ଗତ ଥିବା ୩ଟି ପଞ୍ଚାୟତରେ ପାନୀୟ ଜଳର ସମସ୍ୟାକୁ ଦୃଷ୍ଟିରେ ରଖି ତାର ସମାଧାନ ଦିଗରେ ଯେଉଁ ଉଦ୍ୟମ କରାଯାଇଥିଲା ତହିଁର ସମାଧାନ ପ୍ରକ୍ରିୟା…
Read More...

୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ ଜନସମ୍ପର୍କ ଶିବିର 

ଫୁଲବାଣୀ: -କନ୍ଧମାଳ ଜିଲା ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ୧୨୭ ବାଟାଲିୟନ ସିଆରପିଏଫ ପକ୍ଷରୁ  ଜନସମ୍ପର୍କ ଶିବିର ଆୟୋଜିତ କରାଯାଇଛି l  ଭଣ୍ଡରଙ୍ଗୀ ପଂଚାୟତ ନିକଟସ୍ଥ  ଗୋଛାଗୁରା, ନବଗାଁ, ଶିରକି, ସାରଳାଘାଟିଓ…
Read More...

ବିଦ୍ୟୁତ ଟ୍ରାନ୍ସଫର୍ମର ଅଚଳ, ଅନ୍ଧାରରେ ୭୦ ପରିବାର

ହରଭଙ୍ଗା :ହରଭଙ୍ଗା ଥାନା ଅନ୍ତର୍ଗତ ଖରଭୂଇଁ ଗ୍ରାମରେ ଲାଗିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଦୀର୍ଘ ୯ଦିନ ହେବ କୌଣସି କାରଣରୁ ଅଚଳ ହୋଇ ପଡ଼ିରହିଛି। ଯାହା ଫଳରେ ଗ୍ରାମର ୭୦ ପରିବାର ଅନ୍ଧାରରେ ରହି ବହୁ ଅସୁବିଧାର…
Read More...

ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କଲେ ଜାତିସଂଘ ଅଧିକାରୀ

ଫୁଲବାଣୀ: ଦେଶର ପ୍ରଥମ ଜିଲା ହିସାବରେ କନ୍ଧମାଳ ଜିଲାରେ ଲାଗୁ କରାଯାଇଛି ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଜନା। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଅତ୍ୟାଧୁନିକ ଡ୍ରୋନ ଦ୍ବାରା ଜରୁରୀ କାଳୀନ ସେବା ଯୋଗାଇ…
Read More...

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ: ଆଫଗାନିସ୍ତାନକୁ ହରାଇଲା ଭାରତ

ଦୁବାଇ: ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୭ ୱିକେଟ୍‌ରେ ପରାସ୍ତ କରିଛି ଭାରତ। ଟସ୍‌ ଜିତି ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ…
Read More...

ବିଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱରେ ଶ୍ରେଷ୍ଠ

ଆଠଗଡ: ଆଠଗଡ ବ୍ଲକସ୍ତରୀୟ ବାଲ୍ (ଶିଶୁ) ବୈଜ୍ଞାନିକ ମେଳା ଶୁକ୍ରବାର ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ…
Read More...

ବିଶାଖାପାଟଣାରେ ହେଲା ବିଏସକେୱାଇରେ ମାଗଣା କ୍ୟାନସର ଚିକିତ୍ସା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରୋଗୀଙ୍କ…

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ରକ୍ଷା କବଚ ସାଜିଛି । ଓଡ଼ିଶା ଏବଂ ଓଡ଼ିଶା ବାହାର ରାଜ୍ୟର ସୁପର ସ୍ପେସିଆଲିଟି ହସ୍ପିଟାଲ ମାନଙ୍କରେ ଅନେକ ଜଟିଳ ରୋଗର ସଫଳ…
Read More...

ଗ୍ରାମାଞ୍ଚଳ ବିପର୍ଯ୍ୟୟ ପରିଚାଳନା ତାଲିମ

କେନ୍ଦୁଝରଗଡ଼: ଜିଲା ଆପାତକାଳୀନ ବିଭାଗ ଓ ଓସ୍‍ଡମା ପକ୍ଷରୁ ଶୁକ୍ରବାର ଜିଲାସ୍ତରୀୟ ଗ୍ରାମାଞ୍ଚଳ ବିପର୍ଯ୍ୟୟ ପରିଚାଳନା ତାଲିମ କର୍ମଶାଳା ସଦର ବ୍ଲକ ସଭା ଗୃହରେ ଆୟୋଜିତ ହୋଇଯାଇଛି। ଜିଲାପରିଷଦ ମୁଖ୍ୟ ଉନ୍ନୟନ…
Read More...

ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ ଜୀବନାଦର୍ଶ ଆଧାରିତ ‘ରମାଦେବୀ’ ମଞ୍ଚସ୍ଥ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ରମାଦେବୀ ହେଉଛନ୍ତି ଅନ୍ୟତମ । ରାଜ୍ୟର ପ୍ରଥମ ମହିଳା ସ୍ୱାଧୀନତା ସଂଗ୍ରାମୀ ଭାବେ…
Read More...

ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩ ଉଦଘାଟିତ

ବୋଲଗଡ଼: ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩ ଶୁକ୍ରବାର ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପଞ୍ଚମ ରାଜସୁନାଖଳା ମହୋତ୍ସବ କାଉଁରୀ-୨୦୨୩କୁ ଉଦଘାଟନ କରିଛନ୍ତି।…
Read More...

ଅସହାୟ ୨ ପୀଡିତାଙ୍କୁ ଥଇଥାନ କଲା ଆଇନ ସେବା ପ୍ରାଧିକରଣ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୨ ଅସହାୟ ପୀଡିତାଙ୍କୁ ଥଇଥାନ କରାଯାଇଛି। ପ୍ରାଧିକରଣର ସରକାରୀ ଅଧିବକ୍ତା ମନୋଜ କୁମାର ମହାକୁଡ ଓ ରମେଶ ଚନ୍ଦ୍ର ନନ୍ଦ ଏହି ଦୁଇ ଅସହାୟ ପୀଡିତାଙ୍କୁ…
Read More...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଳଦେବଜୀଉ ମନ୍ଦିର

କେନ୍ଦୁଝରଗଡ଼: ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ଦ୍ୱାରା ୧୬୭୧ ଖ୍ରୀଷ୍ଟାବ୍ଦରେ କେନ୍ଦୁଝର ପୁରୁଣାସହର ଠାରେ ନିର୍ମିତ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉ ମନ୍ଦିରର ନବକଳେବର ପରେ ବହୁ ପୁରାତନ ଏହି…
Read More...

ଘଟକେଶ୍ବର ମନ୍ଦିର ରାସ୍ତା ରେ ଟାଟା ଏସି ଡ଼୍ରାଇଭର ଠାରୁ ଲୁଟ ମାମଲା, ମାଷ୍ଟର ମାଇଣ୍ଡ ଡ୍ରାଇଭର ଠାରୁ ୨ ଲକ୍ଷ ଜବତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଚିକିଟି-ବ୍ରହ୍ମପୁର ରାସ୍ତାର ଘଟକେଶ୍ବର ମନ୍ଦିର ରାସ୍ତାରେ ଟାଟା ଏସି ଡ଼୍ରାଇଭର ଠାରୁ ଲୁଟ ମାମଲାର ପୁଲିସ ପର୍ଦ୍ଦାଫାଶ କରିଛି। ଏଥିରେ ସାମିଲ ମାଷ୍ଟର ମାଇଣ୍ଡ ଡ୍ରାଇଭର ଠାରୁ…
Read More...

ଜଳବାୟୁ ସହନଶୀଳ କୃଷି ପାଇଁ ରୁର୍କିରେ ଜଳ ପରିଚାଳନା ସଂପର୍କିତ ପ୍ରଶିକ୍ଷଣ ନେବେ ୧୭୬ ଜଣ ଇଞ୍ଜିନିୟର

ଭୁବନେଶ୍ୱରତା:ଜଳସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ (ଏମଆଇ) ସଂଗଠନର ସିଭିଲ ଇଞ୍ଜିନିୟରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ…
Read More...

ପଦ୍ମପୁରରେ ପହଞ୍ଚିଲା ଅଯୋଧ୍ୟାର ପବିତ୍ର ଅକ୍ଷତ କଳସ

ପଦ୍ମପୁର :ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଭବ୍ୟ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଣୁ ଭାରତର କୋଣ ଅନୁକୋଣକୁ ଅଯୋଧ୍ୟାରୁ ଅକ୍ଷତ କଳସ ପହଞ୍ଚିଛି । ଯାହାକି…
Read More...

ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଳ ଯାତ୍ରୀ ସଂଘ କଣ୍ଟାବାଞ୍ଜି ତରଫରୁ ୧୫ ଦଫା ଦାବିପତ୍ର ପ୍ରଦାନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରର ରେଳ ଯାତ୍ରୀ ସଂଘ ପକ୍ଷରୁ ରେଲୱେ ଏଡିଇଏନ୍, କଣ୍ଟାବାଞ୍ଜିଙ୍କୁ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେଲୱେ ଅଞ୍ଚଳର ବିକାଶ ପାଇଁ ଏକ ୧୫ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ…
Read More...

ତାଳଚେରରେ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସ ଜରିଆରେ ତାଳଚେରଠାରେ ୩୩୦ ଶଯ୍ୟା ବିଶିଷ୍ଟ ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ ଉଦ୍‌ଘାଟନ କରିଛନ୍ତି। ଏହି ହସ୍ପିଟାଲ ପ୍ରତିଷ୍ଠା…
Read More...

ସୌରିନ ଭଟ୍ଟଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି କଲେ ଏସଡିଜେଏମ କୋର୍ଟ

କଟକ: ଯୌନ ନିର୍ଯାତନା ମାମଲାରେ ସୌରିନ ଭଟ୍ଟଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିବା ଆବେଦନକୁ କୋର୍ଟ ଗ୍ରହଣ କରିଛନ୍ତି। କମିଶନରେଟ ପୁଲିସର ଆବେଦନକୁ ଗ୍ରହଣ ଏସଡିଜେଏମ କୋର୍ଟ ଯୌନ ନିର୍ଯାତନା ମାମଲାରେ କଣ୍ଠଶିଳ୍ପୀ…
Read More...

ସାକ୍ଷୀଗୋପାଳ କଲେଜରେ ନୂଆ-ଓ କାର୍ଯ୍ୟକ୍ରମ, ପ୍ରଥମ ଦିବସରେ କ୍ରୀଡା ପ୍ରତିଯୋଗିତା

ସାକ୍ଷୀଗୋପାଳ : ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ନୂଆ -ଓ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ପ୍ରଥମ ଦିନରେ ଯୁକ୍ତ ଦୁଇ ଛାତ୍ରମାନଙ୍କ ମଧ୍ୟରେ ଏକ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି।…
Read More...

୧୦ ଫୁଟିଆ ଅଜଗର ଉଦ୍ଧାର

କଲମପୁର: ଶୁକ୍ରବାର କଲମପୁର ବନପାଳ ସୀମା ଧଙ୍ଗଡା ମାଝୀଙ୍କ ଉପସ୍ଥିତିରେ ଗତ ବିଳମ୍ବିତ ରାତିରେ ହାତୀ ନଦୀ କର୍ମେଲ ଡଙ୍ଗରୀଗୁଡା ପୋଲ ତଥା ତ୍ରୈଲୋକେଶ୍ୱର ମନ୍ଦିର ସମ୍ମୁଖରୁ ଉଦ୍ଧାର ହୋଇଥିବା ୧୦ ଫୁଟ ଲମ୍ବ ବିଶିଷ୍ଟ…
Read More...

ସନ୍ଦେହଜନକ ଅବସ୍ଥାରେ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କଲମପୁର/ମୁଖିଗୁଡା :ଶୁକ୍ରବାର ସକାଳେ ମୁଖିଗୁଡା ସ୍ଥିତ ଇନ୍ଦ୍ରବାତୀ ଜଳ ସେଚନ ପ୍ରକଳ୍ପର ଏକ ସରକାରୀ ବାସ ଭବନରୁ ସନ୍ଦେହ ଜନକ ଅବସ୍ଥାରେ ଥିବା ଜନୈକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର…
Read More...

ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ପାଠାଗାର, ୬୦ ବର୍ଷ ହେଲା ‘ସମାଜ’ ପଢ଼ିବାରେ ରୁଚି ରଖିଛନ୍ତି ପାଠକ

ଫୁଲବାଣୀ : ଦୀର୍ଘ ଛଅ ଦଶନ୍ଧିରୁ ଅଧିକ ହେଲାଣି, ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ, ଫୁଲବାଣୀର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଓ ଏହାର ପାଠାଗାର ଚଳଚଞ୍ଚଳ ହୋଇ ରହିଆସିଛି। ସେହିସମୟରେ ଖବରକାଗଜ ‘ସମାଜ’…
Read More...

ଅର୍ଜୁନ ମୁଣ୍ଡା ନୂଆ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ନୂଆ କୃଷି ମନ୍ତ୍ରୀ ଭାବେ ଦାୟିତ୍ବ ମିଳିଛି।  ଆଦିବାସୀ ମନ୍ତ୍ରଣାଳୟ ସହ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଭାବେ ଶ୍ରୀ ମୁଣ୍ଡା କାମ କରିବେ।…
Read More...

ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଟାବଲେଟ ପିସି ବଣ୍ଟନ

ଫୁଲବାଣୀ,ଫିରିଙ୍ଗିଆ:  ଫିରିଙ୍ଗିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଫିରିଙ୍ଗିଆ ବ୍ଲକ ରେ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ମାନଙ୍କୁ ଟାବଲେଟ ପିସି ବଣ୍ଟନ…
Read More...

ଭାରତରତ୍ନ ଆମ୍ବେଦକରଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାସୁମନ

ଆଠଗଡ: ଆଠଗଡ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ପରିଷଦ ଆନୁକୂଲ୍ୟରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ ବି ଆର ଆମ୍ବେଦକରଙ୍କ ୬୮ତମ ପୂଣ୍ୟତିଥିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ ସ୍ମୃତିଚାରଣ…
Read More...

ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ, ପଡୋଶୀ ରାଷ୍ଟ୍ର ପାକିସ୍ଥାନ ତଥା ଚାଇନାକୁ ସହଜରେ ଲକ୍ଷ୍ୟଭେଦ କରିପାରିବ

ଧାମରା: ଧାମରା କଲାମ ଘାଟିରୁ ଆଜି ରାତ୍ର ୭/୧୫ ରେ ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ ହୋଇଯାଇଛି। ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଶ୍ରେଣୀରେ ଅର୍ନ୍ତଭୁକ୍ତ ଏହି କ୍ଷେପଣାସ୍ତ୍ର ର ଲମ୍ବ ୨୧ମିଟର,ଓସାର ୧.୩ମିଟର ହୋଇଥିବା…
Read More...

ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ନବନିଯୁକ୍ତ ଶ୍ରମ ଅଧିକାରୀମାନଙ୍କ ନିମନ୍ତେ କାଉନ୍‌ସେଲିଂ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ କମିଶନର…
Read More...

ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୧୯ଟି ପ୍ରକଳ୍ପକୁ ଅନୁମୋଦନ; ୪,୮୦୪.୩୫ କୋଟି ଟଙ୍କା…

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ  ପ୍ରଦୀପ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ୧୨୫ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ଲୋକସେବା ଭବନରେ ଅନୁଷ୍ଠିତ…
Read More...

ଝୁଲାପୋଲର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଖୁବ୍‌ଶୀଘ୍ର ଡିପିଆର୍‌ ପ୍ରସ୍ତୁତି ପାଇଁ ଗୁରୁତ୍ୱ

ଭୁବନେଶ୍ୱର:  ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଆଠଗଡ଼ ନିର୍ବାଚନ ମଣ୍ଡଳୀରେ କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ…
Read More...

ବିନୋଦ କାନୁନ୍‌ଗୋଙ୍କ ଜୀବନୀ ଆଧାରିତ ‘ଜ୍ଞାନ ତପସ୍ୱୀ’ ମଞ୍ଚସ୍ଥ

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ୫ ଦିନିଆ ନାଟକ ଉତ୍ସବର ତୃତୀୟ ସନ୍ଧ୍ୟାରେ ସ୍ୱର୍ଗତ ପଦ୍ମଶ୍ରୀ ବିନୋଦ…
Read More...

୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷଙ୍କ ସମୀକ୍ଷା, ଦୟା ନଦୀର ଜଳକୁ ବିଶୁଦ୍ଧ ରଖିବାକୁ ପଦକ୍ଷେପ

ଗଙ୍ଗୁଆ ଓ ଦୟାର ସଂଯୋଗ ସ୍ଥାନରେ ହେବ ଟ୍ରିଟମେଣ୍ଟ ପ୍ଲାଣ୍ଟ ବସ୍ତି ସମେତ ସହରର ସବୁ ଅଞ୍ଚଳର ସବୁ ଘର ସଂଯୁକ୍ତ ହେବ ସ୍ୱେରେଜ ବ୍ୟବସ୍ଥାରେ ପ୍ରଦୂଷଣ ଉପରେ ମିଳିତ ଭାବେ ନଜର ରଖିବେ ବିଏମସି, ଏସପିସିବି ଏବଂ…
Read More...

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସଂପ୍ରତି ଭୁବନେଶ୍ୱର ସ୍ଥିତ ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ସମନ୍ୱିତ-ଯୁବ-ବିକାଶ-କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ…
Read More...

ଜଙ୍ଗଲ ବୁଲି ଦେଖିଲେ ନାସା ବୈଜ୍ଞାନିକ

ଫୁଲବାଣୀ: ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ବ ପାଇଁ ଏକ ପ୍ରମୂଖ ସମସ୍ୟା ପାଲଟିଛି। ଏହି ପରିପ୍ରେକ୍ଷୀରେ ଜଙ୍ଗଲ ସୁରକ୍ଷା ପରିବେଶବିଦ ମାନଙ୍କ ପାଇଁ ଏକ ଆହ୍ବାନ ହୋଇଛି। ଗ୍ଲୋବାଲ ଓ୍ବାର୍ମିଙ୍ଗ ରୋକିବା ଦିଗରେ…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲା, ଜଣେ ଗିରଫ

ଗୋପାଳପୁର: ପୂର୍ବଶତ୍ରୁତାକୁ କେନ୍ଦ୍ର ଦୁଇ ଗୋଷ୍ଠୀ ମଧ୍ୟରେ  ଆକ୍ରମଣ ଓ ପ୍ରତି ଆକ୍ରମଣ ଘଟଣାରେ ପୋଲିସ ଆଜି ଗୋଟିଏ ଗୋଷ୍ଠୀର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଗୋଳନ୍ଥରା…
Read More...

ଠିକା ସଂସ୍ଥାର ୭ ଟି ଗାଡ଼ିରୁ  ତେଲ ଚୋରି, ଥାନାରେ ଏତଲା

ଫୁଲବାଣୀ/ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା  ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ  ବାଡ଼ାବାଙ୍ଗା ଠାରେ  ରାସ୍ତା ନିର୍ମାଣ କରୁଥିବା ଏକଠିକା ସଂସ୍ଥାର ୭ଟି ଗାଡ଼ି ର ତେଲ ଟାଙ୍କି ତାଲା ଭାଙ୍ଗି କେହି ଦୁର୍ବୁତ୍ତ ପ୍ରାୟ ୪ଶହ…
Read More...

ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ନେଇ ଅନିଶ୍ଚିତତା !

ଗୋପାଳପୁର:ପର୍ଯ୍ୟଟକଙ୍କୁ ଗୋପାଳପୁରକୁ ଆକୃଷ୍ଟ କରିବା ସହ ଗୋପାଳପୁରକୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରିବା ଲକ୍ଷ୍ୟରେ  ଗତ ୩୦ ବର୍ଷ ତଳୁ ଆରମ୍ଭ ହୋଇଥିବା ଗୋପାଳପୁର ବେଳାଭୂମି ମହୋତ୍ସବ ଚଳିତ ବର୍ଷ ଆୟୋଜିତ ହେବା…
Read More...

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଘର ସହିତ ଜଳିଗଲା ଗୁହାଳ

ଆଠଗଡ଼: ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମର ଗୋବର୍ଦ୍ଧନ ପରିଡ଼ା ଏବଂ ପ୍ରତାପ ପରିଡ଼ାଙ୍କର ଦୁଇ ବଖରା ଘର ଓ ଗୁହାଳ ଗୁରୁବାର ସନ୍ଧ୍ୟାରେ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ  ସମ୍ପୂର୍ଣ୍ଣ ଜଳି ଯାଇଥିବା…
Read More...

ଜିଲା ଦାବିରେ ଆଠଗଡ ବନ୍ଦ ସଫଳ, ଜୀବନଯାତ୍ରା ପ୍ରଭାବିତ 

ଆଠଗଡ: ଆଠଗଡକୁ ଜିଲା ମାନ୍ୟତା ଦାବିରେ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନକ୍ରମେ ଗୁରୁବାର ଡାକରା ଦିଆଯାଇଥିବା ବାରଘଣ୍ଟିଆ ଆଠଗଡ ବନ୍ଦ ସଫଳ ହୋଇଛି । ଗତକାଲିଠାରୁ ସମସ୍ତ ବଜାର କମିଟିର କର୍ମକର୍ତ୍ତା ଓ…
Read More...

‘ଏକବିଂଶ ଶତାବ୍ଦୀରେ ମହିଳା: ପରିବେଶ ଏବଂ ନିରନ୍ତର ବିକାଶ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ

କୋରାପୁଟ: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଏକବିଂଶ ଶତାବ୍ଦୀରେ ମହିଳା: ପରିବେଶ ଓ ନିରନ୍ତର ବିକାଶ’ ଶୀର୍ଷକ ତିନି ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ଚକ୍ରଧର…
Read More...

ବିଶ୍ୱଶାନ୍ତି ପାଇଁ ଦେବ ଦୀପାବଳିରେ ଶ୍ରୀରାମ ମନ୍ଦିରଠାରେ ୫୦୦୦ ସାମୂହିକ ଦୀପଦାନ କରାଯିବ

ଭୁବନେଶ୍ୱର: ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ପାଞ୍ଚ ହଜାର ଘିଅଦୀପ ପ୍ରଜ୍ଜ୍ୱଳିତ କରାଯିବ। ବୁଦ୍ଧ ମନ୍ଦିରଠାରେ ହାପି…
Read More...

‘ଭୂଗୋଳରେ ପ୍ରାକୃତିକ ବିପଦ ଏବଂ ବିପର୍ଯ୍ୟୟ ପରିଚାଳନା’ ଶୀର୍ଷକ ସ୍ମୃତି ସମ୍ଭାଷଣ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟର ଭୁଗୋଳ ବିଭାଗ ପକ୍ଷରୁ ଦ୍ବିତୀୟ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି ସମ୍ଭାଷଣ ‘ସେଭେନ ପିଲାର୍ସ ଅଫ ୱିଜଡମ(ଆନେକ୍ସ-୧)’ଠାରେ ଅନୁଷ୍ଠିତ ହୋଇଯାଇଛି। ଭୁଗୋଳ ବିଭାଗ ମୁଖ୍ୟ ପ୍ରଫେସର…
Read More...

ଆର୍ଥିକ ପ୍ରଗତି ଓ ମାନବିକ ଅଧିକାର ଦେଶର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ୟୁନେସ୍କୋ ଏବଂ ଇଣ୍ଟରସାଇନ୍ସ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି(ଆଇଆଇଏମଟି) ଭୁବନେଶ୍ୱରର ମିଳିତ ସହଯୋଗରେ ଜୁମ ମାଧ୍ୟମରେ ‘ମାନବିକ ଅଧିକାର ଏବଂ ଆର୍ଥିଥକ ବ୍ୟବସ୍ଥା’ ଶୀର୍ଷକ ଏକ…
Read More...

୪ର୍ଥ ଟି-୨୦: ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇ ସିରଜି ଜିତିଲା ଭାରତ

ରାୟପୁର : ରାୟପୁର ଟି-୨୦ରେ ଭାରତର ବିଜୟ। ଅଷ୍ଟ୍ରେଲିଆକୁ ୨୦ ରନରେ ହରାଇଲା ଭାରତ। ୪ର୍ଥ ଟି-୨୦ ବିଜୟ ସହ ସିରିଜ ହାତେଇଲା ଭାରତ। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୩-୧ରେ ଅଗ୍ରଣୀ ରହିଛି। ରାୟପୁରର ସହିଦ ବୀର…
Read More...

୫ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଆଜି ପେଟ୍ରୋଲିଙ୍ଗ କରୁଥିବା ବେଳେ ମହନିଲ ଗାଁ ନିକଟରୁ ଅଟୋରିକ୍ସାରେ ୫ଜଣ ଶ୍ରମିକକୁ ତୁରେକେଲା ରୋଡ଼ ରେଳ ଷ୍ଟେସନ ନେଉଥିଲା। ପୁଲିସ ଯାଞ୍ଚ ସମୟରେ ଅଟୋରିକ୍ସାର କାଗଜ ପତ୍ର ନଥିବାରୁ…
Read More...

ତାରିଣୀ ଦର୍ଶନ ନୋହିଲା:ଦୁର୍ଘଟଣାରେ ୮ ତୀର୍ଥଯାତ୍ରୀ ମୃତ,୧୨ ଗୁରୁତର

କେନ୍ଦୁଝରଗଡ: ଟାଟା ୱିଙ୍ଗର ଯୋଗେ ଗଞ୍ଜାମ ଜିଲା ପାଟପୁର ଥାନା ପୁଡାମାରୀ ବତାଗଡରୁ ମା’ ତାରିଣୀଙ୍କ ଦର୍ଶନ ନିମନ୍ତେ କେନ୍ଦୁଝର ଜିଲା ଘଟଗାଁ ଅଭିମୁଖେ ଗୁରୁବାର ରାତିରୁ ବାହାରିଥିବା ଦର୍ଶନାର୍ଥୀ ଘଟଗାଁ ପହଞ୍ଚିବା…
Read More...

‘ସୁଦକ୍ଷା’ ପାଇଁ ଦକ୍ଷ ହେଲେ ନିଲେନ୍ଦ୍ରୀ ଦାସ

ଭୁବନେଶ୍ୱର: ନାରୀ ସଶକ୍ତିକରଣର ଅନ୍ୟ ନାମ ନିଲେନ୍ଦ୍ରୀ । ରାଜ୍ୟ ସରକାରଙ୍କ ‘ସୁଦକ୍ଷା’ ଯୋଜନାର ଲାଭ ଉଠାଇ ସ୍ୱାବଲମ୍ବୀ ହେଇ ପାରିଛନ୍ତି ସେ । ଗଞ୍ଜାମ ବେଗୁନିଆପଡାର ଗରିବ କୃଷକ କାଳିଆ ଦାସଙ୍କ ସୁକନ୍ୟା ନୀଲେନ୍ଦ୍ର…
Read More...

ପ୍ରଦର୍ଶିତ ହେଲା ଓଡ଼ିଶାର ବହୁ ବରିଷ୍ଠ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲା ପ୍ରଶାସନ ବଲାଙ୍ଗିର ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ୱାରା…
Read More...

ଝାରସୁଗୁଡା ଜିଲା ଲଖନ୍‌ପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁରଠାରେ ଏକ ଆଇଟିଆଇ ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି ଏବଂ ଏଥିପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥ…
Read More...

‘ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବୀ କରାଇବା ବଡ଼ ଆବଶ୍ୟକତା’

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ସଶକ୍ତ କରି ସାମାଜିକ ମୂଳସ୍ରୋତରେ ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପ୍ରତି ଥିବା ବୈଷମ୍ୟ ବିଚାରର ବିଲୋପ ସାଙ୍ଗକୁ ସେମାନଙ୍କୁ ସ୍ୱାବଲମ୍ବୀ…
Read More...

ପୁଷ୍ଟିହୀନତା ରୋକିବାରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

ଭୁବନେଶ୍ବର: ନୂଆଦିଲ୍ଲୀରେ କ୍ୟାରିଟାସ ଇଣ୍ଡିଆ ପକ୍ଷରୁ ଆୟୋଜିତ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଓଡ଼ିଶା ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନୀ କାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।…
Read More...

ଅତାବିରା ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ ପାଳିତ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅନ୍ତର୍ଗତ  ଅତାବିରା ମହାବିଦ୍ୟାଳୟରେ ଯୁବ ରେଡକ୍ରସ ଓ ରେଡ ରିବନ କ୍ଳବ ର ମିଳିତ ଆନୁକୁଲ୍ୟରେ ବିଶ୍ଵ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ସଚେତନତା ସଭାରେ…
Read More...

ସ୍ଵାତୀ ଓ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର, ୩୮ୟୁନିଟି ରକ୍ତ ସଂଗୃହ

ଜି ଉଦୟଗିରି : ବିଶ୍ଵ ଏଡସ୍ ଦିବସ ଅବସରରେ ଜି ଉଦୟଗିରି ବ୍ଳକ ଅନ୍ତର୍ଗତ ଗ୍ରେସିଙ୍ଗୀଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ  ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ଵାତୀ ଓ ଫୁଲବାଣୀ ଏଚଡିଏଫସି ବ୍ୟାଙ୍କ ମିଳିତ ସହଯୋଗରେ ଏକ…
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ବ ଏଡ଼ସ ଦିବସ ପାଳିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ନୁଆ ଓ ଯୁବ ରେଡକ୍ରସ୍ ଓ ରେଡ ରିବନ୍ କ୍ଲବ୍ ମିଳିତ ଆନୁକୁଲ୍ୟରେ ବିଶ୍ବ ଏଡ଼ସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସଚେତନତା…
Read More...

ଫୁଲବାଣୀରେ ଏଡ଼ସ ଦିବସ ପାଳିତ

ଫୁଲବାଣୀ: ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏଡ଼ସ ଦିବସ ପାଳିତ ହୋଇତଯାଇଛି। ଏହି ଅବସରରେ ଅନୁଷ୍ଠିତ ଏକ ଶୋଭାଯାତ୍ରାକୁ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼.ମନୋଜ କୁମାର ଉପାଧ୍ୟାୟ ପତକା…
Read More...

କନ୍ୟା ସନ୍ତାନ ଅଧିକାର ଉପରେ ସଚେତନତା ସୃଷ୍ଟି କଲେ ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ବର: ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ସମନ୍ୱିତ-ଯୁବ-ବିକାଶ କାର୍ୟ୍ୟକ୍ରମ ଅଧିନରେ ଶୁକ୍ରବାର ‘କନ୍ୟା ସନ୍ତାନ’ର ଅଧିକାର ସମ୍ବନ୍ଧୀୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ…
Read More...

ଭାଷା ଓ ସାହିତ୍ୟର ପ୍ରସାର ଏବଂ ପ୍ରକାଶନ ଶିଳ୍ପର ଅଭିବୃଦ୍ଧି ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ପୁସ୍ତକ ମେଳା…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ଶୁଭ ଉଦ୍‌ଘାଟନ କରିଛନ୍ତି । ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୁସ୍ତକ ମେଳା ଭାଷା ଓ ସାହିତ୍ୟର ପ୍ରସାର…
Read More...