ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଦୂରିକରଣ ନିମନ୍ତେ ଏଫଟିଡି କାର୍ଯ୍ୟକ୍ରମ

ଫୁଲବାଣୀ:  ଜଙ୍ଗଲ ପାହାଡ଼ ଘେରା ଅଞ୍ଚଳରେ  ଜନ ସାଧାରଣଙ୍କ ନିକଟରେ ସଚେତନତା ଅପହଞ୍ଚ ହୋଇଥିବାରୁ ମ୍ୟାଲେରିଆ ସଂକ୍ରମଣ ଏକ ସାଧାରଣ ସମସ୍ୟା ହୋଇରହିଛି । ସରକାରଙ୍କ ତରଫରୁ ଏହାର ନିୟନ୍ତ୍ରଣ ନିମନ୍ତେ ଯଥା ସମ୍ଭବ…
Read More...

ଲୋକଙ୍କ ସେବା ହିଁ ସବୁଠାରୁ ବଡ ଧର୍ମ: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଉଚ୍ଚଶିକ୍ଷା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଆଜି ଜୟଦେବ ଭବନଠାରେ ରାଜ୍ୟ ଏନଏସଏସର ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ପୁରସ୍କାର…
Read More...

ବ୍ଲକସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଲମପୁର: ଶୁକ୍ରବାର କଳାହାଣ୍ଡି ଜିଲା ସାମାଜିକ ସୁରକ୍ଷା ବିଭାଗ ଆନୂକୁଲ୍ୟରେ କଲମପୁର ବ୍ଲକ ପ୍ରଶାସନ ର ସହଯୋଗରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଟିତ ହେଇଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗିଙ୍କ…
Read More...

ବରଗଡ ଜିଲ୍ଲା ଅଙ୍ଗ ନଦୀରେ ମାଣ୍ଡିଆଢିପ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୧୦୪ କୋଟି ଟଙ୍କା…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବରଗଡ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୧୦୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରକଳ୍ପଟି…
Read More...

୩ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ୬୭ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩ଟି ବିଭାଗ ଯଥା ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ, କୃଷି ଓ କୃଷକ…
Read More...

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା, ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ବିଧାନସଭା। ମାତ୍ର ୪ ଦିନରେ ଶେଷ ହୋଇଗଲା ବିଧାନସଭା ଶୀତ ଅଧିବେଶନ। ବିଧାନସଭାର ଶୀତକାଳୀନ ଅଧିବେଶ ଚାଲିବା ପାଇଁ ନଭେମ୍ବର ୨୧ରୁ ଡିସେମ୍ବର ୩୦ ଯାଏଁ କାର୍ଯ୍ୟସୂଚୀ…
Read More...

କୋରାପୁଟ କଫି ଚାଷର ପରିସର ଓ କଫି ପ୍ରସ୍ତୁତିକରଣ ପ୍ରକ୍ରିୟା ବୃଦ୍ଧି କରାଯିବ, ମିଳିବ ବିଶ୍ବ ବଜାର ସୁବିଧା –…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଦ୍ବାରା ରାଜ୍ୟର ବିଭିନ୍ନ ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ ହେବା ଫଳରେ ସେମାନଙ୍କ ଜୀବନ ଶୈଳୀରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେବା ସହିତ ଓଡିଶାର ଜନଜାତି ସମୁଦାୟ ସମେତ…
Read More...

ଘଣ୍ଟାଏ ଭିତରେ ମନ୍ଦିର ଖୋଲ, ଦ୍ବାର ନ ଖୋଲିଲେ ହେବ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ-ଉପଜିଲାପାଳ

ଆଠଗଡ଼: ଘଣ୍ଟାଏ ଭିତରେ ଧବଳେଶ୍ବର ମନ୍ଦିର ଖୋଲିବାକୁ ଉପଜିଲାପାଳଙ୍କ ନିର୍ଦେଶ ଦେଇଛନ୍ତି। ଆଜି ଧବଳେଶ୍ବର ମନ୍ଦିର ଘଣ୍ଟାଏ ଭିତରେ ଖୋଲିବାକୁ ନିର୍ଦେଶ ଦେବା ସହ ଆଠଗଡ଼ ଜିଲାପାଳ ନୋଟିସ ଲଗାଇଛନ୍ତି। ଦ୍ବାର ନ ଖୋଲିଲେ…
Read More...

ଶୁଦ୍ଧ ବିଚାର ଦ୍ୱାରା ହିଁ ସ୍ୱୟଂ ସମ୍ପୂର୍ଣ୍ଣ ସମାଜ ଗଠନ ସମ୍ଭବ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣିଜ୍ୟ ବିଭାଗରେ ବିଂଶତମ ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାମକୃଷ୍ଣ…
Read More...

ଲକ୍ଷ୍ମୀ  ତେଲ ଗୋଦାମରୁ ୨ ଟି ପିକପ ଭ୍ୟାନ, ବାଇକ ସହ ଲକ୍ଷା ଧିକ ଟଙ୍କାର ଚୋରି ସାମଗ୍ରୀ ଉଦ୍ଧାର, ୪ ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ଏକ ବଡ ସଫଳତା ମିଳିଛି। ଚୋରି ସାମଗ୍ରୀ ଉଦ୍ଧାର ସହ ୪ଜଣଙ୍କୁ ଗିରଫ ପରେ ପୁଲିସ କୋର୍ଟ ଚାଲାଣ କରିଛି।  କଣ୍ଟାବାଞ୍ଜି ପୁଲିସ ଏସଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ଥାନାଧିକାରୀ…
Read More...

ବିଶ୍ବ ଐତିହ୍ୟ ଦିବସରେ ସାଂସ୍କୃତି ଐତିହ୍ୟ ଓ ସ୍ମାରକୀ ସଂରକ୍ଷଣ ଉପରେ ଗୁରୁତ୍ବ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାଚୀନ ଭାରତୀୟ ଇତିହାସ ସଂସ୍କୃତି ଓ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବିଶ୍ବ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣର ପୂର୍ବତନ…
Read More...

ହତ୍ୟାକାରୀକୁ ଆଜୀବନ ଜେଲ

କେନ୍ଦୁଝରଗଡ଼: ଏକ ହତ୍ୟାକାଣ୍ଡ ମାମଲାର ଚୂଡାନ୍ତ ଶୁଣାଣୀ କରି ଅତିରିକ୍ତ ଜିଲା ଜଜ୍‍ କେନ୍ଦୁଝର ଅଭିଯୁକ୍ତ ଦନାର ମୁଣ୍ଡାକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ପାଟଣା ଥାନା ଖମୁଆ ଜାମପୋଷି…
Read More...

ଡିଜି-ଟେକ୍ ସାଜିବ ଗଣମାଧ୍ୟମ ଓ ଗଣତନ୍ତ୍ର ମଧ୍ୟରେ ସେତୁବନ୍ଧ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ ଦ୍ୱାରା ଆୟୋଜିତ ତିନି ଦିନିଆ ଜାତୀୟ ମିଡିଆ କନକ୍ଲେଭ ଗୁରୁବାର ଉଦଯାପିତ ହୋଇଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ ଓ କିଟ୍ ସହଯୋଗରେ ଆୟୋଜିତ ଏହି କନକ୍ଲେଭରେ ଭାରତର…
Read More...

ବ୍ଲକସ୍ତରୀୟ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନେଇ ତାଲିମ ଶିବିର

କଲମପୁର: ଗୁରୁବାର କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହ ଠାରେ ବ୍ଲକସ୍ତରୀୟ କୁଷ୍ଠ ରୋଗ ଚିହ୍ନଟ ଅଭିଯାନ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହେଇଯାଇଛି। ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଶିକ୍ଷା ଅଧିକାରୀ ହେମନ୍ତ କୁମାର…
Read More...

ହରଭଙ୍ଗା ବ୍ଲକରେ ସୁନେତ୍ର ଶିବିର, ୧୬୦ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

ହରଭଙ୍ଗା : ହରଭଙ୍ଗା ବ୍ଲକ ବୀରନରସିଂହପୁର ସ୍ଥିତ ସାଧୁ ଚରଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଠାରେ ସୁନେତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ…
Read More...

ଲଇଡା କଲେଜରେ ଆନ୍ତ କଲେଜ କ୍ରିଡା ଉଦଘାଟିତ 

ରେଙ୍ଗାଲି: ଗତ ଚାରି  ଦିନ ଧରି  ଚାଲିଥିବା ନୁଆଁ ଓଡିଶା ଓ ଯୁବ ଓଡିଶା ଅଭିଯାନ ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମ ଉଦଯାପିତ  ହେଲାପରେ  ଦୁତିକା ସାହୁ ମହାବିଦ୍ୟାଳୟ ଏବଂ ଦୁତିକା ସାହୁ ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ…
Read More...

ଚାଷୀଙ୍କ ଗୋଦାମ ଗୃହ ନିର୍ମାଣରେ ଅନିୟମିତତା ଅଭିଯୋଗ

ଚାନ୍ଦିପୁଟ : ଚାଷୀ ଓ ଚାଷର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକ ପାଞ୍ଚଆମ୍ବ ନିକଟସ୍ଥ ସହକାରୀ କୃଷି ଉଦ୍ୟାନ କାର୍ଯ୍ୟାଳୟ ପରିସର ରେ…
Read More...

ଧାମରାରେ ଶନି ମନ୍ଦିରର ଭୂମି ପୂଜନ

ଧାମରା:ଧାମରା ନିକଟସ୍ଥ ଧାମରାଇ ମନ୍ଦିର ନିକଟରେ ଶନି ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଧାମରା ମେଡିକାଲର ଚିକିତ୍ସକ ଜନ୍ମେଞୟ ବେହେରାଙ୍କ ପ୍ରଚେଷ୍ଟାରେ ଏହି ଭୂମି ପୂଜନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ…
Read More...

ବାଙ୍ଗଲାଦେଶକୁ କାଜୁ ରପ୍ତାନୀ କଲା ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାର କାଜୁ ବାଙ୍ଗଲାଦେଶକୁ ରପ୍ତାନୀ ହେଲା। ଆଜି ଜାତୀୟ କାଜୁ ଦିବସ ଅବସରରେ ପ୍ରଥମ କରି ବାଙ୍ଗଲାଦେଶକୁ ଓଡ଼ିଶା କାଜୁ ରପ୍ତାନୀ କରିଛି । ଭାରତ ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ଅଧିନସ୍ଥ…
Read More...

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ କ୍ରୀଡା ପ୍ରତିଯୋଗିତା ଓ ରକ୍ତଦାନ ସଚେତନତା କାର୍ୟକ୍ରମ

ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ବୌଦ୍ଧସମନ୍ୱିତ ଯୁବ ବିକାଶ କାର୍ୟ୍ୟକ୍ରମ ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ଆଜି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜନୀତି…
Read More...

ଦୁର୍ଗମ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ କଲା ପ୍ରଶାସନ

ରାମନାଗୁଡା :ପାରମ୍ପାରିକ ଚାଷ ଧାନ,କପା ,ପନିପରିବା ସହ କିଛି ନୂଆ ଫସଲ ଚାଷ କରିବାର ପ୍ରୟାସ ନେଇ ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ଦୁର୍ଗମ ଅଞ୍ଚଳରେ…
Read More...

ଦିବ୍ୟ ଚେତନାରେ ସାଇ ଭକ୍ତ

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦସ୍ଥିତ ସତ୍ୟ ସାଇ ମନ୍ଦିରରେ ଶ୍ରୀ ଶ୍ରୀ ସତ୍ୟ ସାଇ ଙ୍କ ୯୮ ତମ ଜନ୍ମ ବାର୍ଷିକୀ ପାଳିତ ହୋଇଯାଇଛି। ଏହି ଅବସରରେ ଓଁକାର ଧ୍ବନି ସହ ନଗର ସଂକୀର୍ତ୍ତନରେ…
Read More...

ଜିଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷ ସଚେତନତା ବୈଠକ

ରାମନାଗୁଡା:ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଜିଲାସ୍ତରୀୟ ପୁରୁଷ ବନ୍ଧ୍ୟାକରଣ ପକ୍ଷର ସଚେତନତା ବୈଠକ ଓ ବ୍ଲକ ସ୍ତରୀୟ କୃଷ୍ଠରୋଗ, ପୁରୁଷ ବନ୍ଧ୍ୟାକରଣ…
Read More...

କରଞ୍ଜମାଳ କ୍ଲଷ୍ଟରରେ ଶିକ୍ଷା ସଚେତନତା ରଥ

ଧାମରା:ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ଥିବା ସୁକଚାନ୍ଦ ମାନ୍ନା ସରାକରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସଚେତନତା ରଥ ର ଉଦଘାଟନ କରାଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ଓ ବିଆରସିସି…
Read More...

ଶ୍ରଦ୍ଧାଳୁ ଆଲୋଚନା କଲେ ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟପ୍ରେମ ସନ୍ଦେଶ

ଲଡୁଗାଁ: ଲଡୁଗାଁ ପଞ୍ଚାୟତ ଆଇଁଲି ସ୍ଥିତ ସତ୍ୟସାଇ ମନ୍ଦିରରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ପୁଣ୍ୟ ଜନ୍ମୋତ୍ସବ ଜୟପାଟଣା ସତ୍ୟସାଇ ବାବା ସେବା ସମିତି ଆଇଁଲି ଭଜନ ମଣ୍ଡଳୀ…
Read More...

୯୮ତମ ସତ୍ୟ ସାଇବାବାଙ୍କ ଜନ୍ମ ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର: ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସତ୍ୟ ସାଇବାବାଙ୍କ ମନ୍ଦିରରେ ବାବାଙ୍କ୯୮ ତମ ଜନ୍ମ ଜୟନ୍ତୀ ଆଡମ୍ବର ସହକାରେ ପାଳିତ କରାଯାଇଛି। ସତ୍ୟ ସାଇବାବାଙ୍କ ଜୟନ୍ତୀ ଉପଲକ୍ଷେ ଆବାହକ ସାଙ୍ଗମ…
Read More...

ମନ୍ଦିର ବେଢାରେ ଚୁଡାଘସାର ମହକ ସାଙ୍ଗକୁ ହରିନାମ କୀର୍ତ୍ତନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି

ସାକ୍ଷୀଗୋପାଳ: କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶୀ ତିଥି l ପବିତ୍ର ବଡ଼ ଏକାଦଶୀ ତଥା ଦେବୋପତଥାନ ଏକାଦଶୀ। ଏହି ପବିତ୍ର ଅବସରରେ ସାକ୍ଷୀଗୋପାଳ ମନ୍ଦିର ରେ ଠାକୁର ଶ୍ରୀ ଗୋପାଳ ଜୀଉ ଓ ଠାକୁରାଣୀ ଶ୍ରୀ ରାଧାରାଣୀଙ୍କର…
Read More...

ଭୁବନେଶ୍ବରରେ ଅଗ୍ନିକାଣ୍ଡ, ୨ ଆହତ

ଭୁବନେଶ୍ବର: ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ତମାଣ୍ଡୋ ପଞ୍ଚାୟତ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ…
Read More...

ଜୟୀ ରାଜଗୁରୁଙ୍କ ପାଇଁ ଓଡ଼ିଆ ଜାତି ସର୍ବଦା ଗର୍ବିତ

ଭୁବନେଶ୍ୱର: ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଶହୀଦ ଜୟୀ ରାଜଗୁରୁଙ୍କ ୨୮୫ତମ ଜୟନ୍ତୀ ପାଳନ ହେବା ସହ ଏହି ଅବସରରେ ‘୧୮୦୪ ପାଇକ…
Read More...

ଡିଜି-ଟେକ୍ ଗଣତନ୍ତ୍ରକୁ ସୁଦୃଢ଼ କରିବ: ବିଶ୍ବଭୂଷଣ ହରିଚନ୍ଦନ

ଭୁବନେଶ୍ୱର: ‘ଡିଜି-ଟେକ୍, ମିଡିଆ ଏବଂ ଗଣତନ୍ତ୍ର’ ବିଷୟବସ୍ତୁ ଉପରେ ଆଧାରିତ ସପ୍ତମ ଜାତୀୟ ମିଡିଆ କନକ୍ଲେଭ ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି; ଯେଉଁଥିରେ ଦେଶର ପ୍ରତିଷ୍ଠିତ ବ୍ୟକ୍ତିତ୍ବ ମାନେ ଗଣମାଧ୍ୟମ,…
Read More...

ଲକ୍ଷ୍ମୀ ପରିବହନ କୁଇଜ୍‌ କାର୍ଯ୍ୟକ୍ରମ ସାର୍ବଜନୀନ ପରିବହନ ବ୍ୟବହାର ଦ୍ୱାରା ଏକ ସବୁଜ ପରିବେଶ ସମ୍ଭବ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଲକ୍ଷ୍ମୀ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ନିରନ୍ତର ପରିବହନ ସେବା ମାଧ୍ୟମରେ ଗ୍ରାମାଞ୍ଚଳ ସହ ସହରାଞ୍ଚଳ ମଧ୍ୟରେ ଥିବା ପରିବହନ…
Read More...

ଓଡ଼ିଶାକୁ ମିଳିଲାଜାତୀୟ ସ୍ତରର ୨ଟି ପୁରସ୍କାର

ଭୁବନେଶ୍ୱର : ସଫେଇ କର୍ମଚାରୀଙ୍କ ସୁରକ୍ଷା, ମର୍ଯ୍ୟାଦା ଓ କଲ୍ୟାଣ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର 'ଗରିମା' କାର୍ଯ୍ୟକ୍ରମ 'ସ୍ୱଚ୍ଛତାରେ ଶ୍ରେଷ୍ଠ ଦକ୍ଷତା ପଦକ୍ଷେପ' ବର୍ଗରେ ଏବଂ ଭୁବନେଶ୍ୱରର ବାସୁଆଘାଇ…
Read More...

କଟକ ଜିଲା ମହାନଦୀରେ ବୈଦେଶ୍ବର ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୩୫୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଜିଲ୍ଲା ପାଇଁ ଗୋଟିଏ ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ  ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି…
Read More...

ଆମ ଜଳ ସଂପଦର ପୂର୍ଣ୍ଣ ବିନିଯୋଗ ଆମର ଲକ୍ଷ୍ୟ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ବିଶ୍ବ ମତ୍ସ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୧୬ଟି…
Read More...

ବିଧାନସଭା ପରିସରରେ ଡ.ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ବିଶିଷ୍ଟସ୍ୱାଧୀନତାସଂଗ୍ରାମୀ, ଓଡ଼ିଶାରେ ଗଡ଼ଜାତ ରାଜ୍ୟଗୁଡ଼ିକର ମିଶ୍ରଣ ଏବଂ ଏକତ୍ରୀକରଣର ମୁଖ୍ୟ କର୍ଣ୍ଣଧାର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ବିଧାନସଭା…
Read More...

କାନାରା ବ୍ୟାଙ୍କର ୧୧୮ତମ ପ୍ରତିଷ୍ଠାତା ଦିବସ ପାଳିତ, ଘାଟିକିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାରାରୋପଣ

ଭୁବନେଶ୍ୱର: କାନାରା ବ୍ୟାଙ୍କ ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ତରଫରୁ ଏହାର ୧୧୮ ତମ ପ୍ରତିଷ୍ଠାତା ଦିବସ ବ୍ୟାଙ୍କର ଅଞ୍ଚଳ ମୁଖ୍ୟ ଜଗଦୀଶ ଚନ୍ଦରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବ୍ୟାଙ୍କର…
Read More...

ବରଗଡ଼ ଟାଉନ ଥାନା ସାହୁଟିକ୍ରାରେ ଅଭାବନୀୟ ଘଟଣା, ୨ ଯୁବକଙ୍କୁ ପିଟି ପିଟି ମାରିଦେଲେ ଲୋକେ

ବରଗଡ଼: ଚୋରି କରିବାକୁ ଯାଇଥିବା ୪ଜଣ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କୁ ପିଟି ପିଟି ମାରିଦେଲେ ଲୋକେ। ଘଟଣାସ୍ଥଳରେ ଜଣେ ଓ ମେଡ଼ିକାଲରେ ଆଉଜଣଙ୍କ ମୃତ୍ୟୁ। ବରଗଡ଼ ଟାଉନ ଥାନା ସାହୁଟିକ୍ରାରେ ଘଟିଛି ଅଭାବନୀୟ ଘଟଣା। ଚୋରି…
Read More...

ଶିଶୁ ଅଧିକାର ସପ୍ତାହ ପାଳିତ

ଫୁଲବାଣୀ : ସ୍ଥାନୀୟ ଗାନ୍ଧୀସ୍କୃତି ଭବନ ଠାରେ ଜିଲା ପ୍ରଶାସନ ଏବଂ ଜିଲା ଶିଶୁ ସୁରକ୍ଷା ସମିତି ପକ୍ଷରୁ ଶିଶୁ ଅଧିକାର ସପ୍ତାହ ପାଳିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ରଜତ…
Read More...

ଟ୍ରେନ ଧକ୍କାରେ ଜଣେ ମୃତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଏନଏସି ଛକ ନିକଟରେ ଜଣେ ବୃଦ୍ଧ ନିଜର ସାଇକେଲ ଧରି ରେଳ ଧାରଣା ପାର ହେଉଥିଲା ବେଳେ ତାଙ୍କୁ ଦ୍ରୁତଗାମୀ ସମତା ସୁପରଫାଷ୍ଟ ଟ୍ରେନ ଧକ୍କା ଦେଇଥିଲା। ଏହି ଦ୍ରୁତଗାମୀ ସମତା ସୁପରଫାଷ୍ଟ…
Read More...

ରାଜ୍ୟସ୍ତରୀୟ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ଅବସରରେ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ଭୁବନେଶ୍ୱର: ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ ଅବସରରେ ଆଜି ସକାଳେ ଏଜି ଛକସ୍ଥିତ ଶହୀଦଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ…
Read More...

ଖରିଫ ଧାନ ସଂଗ୍ରହ ପାଇଁ ଖୋଲିଲା ଧାନ ମାର୍କେଟ

ରେଙ୍ଗାଲିକ୍ୟାମ୍ପ: ଜିଲା ପ୍ରଶାସନର ଧାନ ସଂଗ୍ରହ ବୈଠକର ନିଷ୍ପତ୍ତି କ୍ରମେ ଅତାବିରା ଆରଏମସି ଅଧିନସ୍ଥ ମାର୍କେଟ ୟାର୍ଡ ଓ କ୍ରୟ କେନ୍ଦ୍ର ଗୁଡ଼ିକ ଖୋଲା ଯାଇଛି। ଏହି ଅବସରରେ ଆରଏମସି ସମ୍ପାଦକ ଡୋଲାମଣି ପୁରୋହିତ ଓ…
Read More...

ଗୋ-ଗ୍ରାମ ସେବା ସମିତି ପକ୍ଷରୁ ଗୋରଥ ଶୁଭାରମ୍ଭ

ଧାମରା:ଧାମରାର ପ୍ରତିଷ୍ଠିତ ଦେବୀ ମା ଧାମରାଇଙ୍କ ମନ୍ଦିର ପ୍ରାଙ୍ଗଣରୁ ଗୋ-ଗ୍ରାମ ସେବା ସମିତି ପକ୍ଷରୁ ଗୋ ରଥର ଶୁଭାରମ୍ଭ କରାଯାଇଛି। ପବିତ୍ର ଗୋଷ୍ଠାଷ୍ଟମୀ ଅବସରରେ ଏହି ରଥ ଧାମରା, ବାଂଶଡା, ଜାଗୁଳା, କଇଥଖୋଲା,…
Read More...

ଜଳକୃଷିରେ ଆଣ୍ଟିବାୟୋଟିକ ବ୍ୟବହାର ଉପରେ ଆଲୋଚନାଚକ୍ର

ଧାମରା:ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧିନ ଏମପିଇଡିଏ ଓ ଏନସିଏମଏ ବିଭାଗ ଆନୁକୂଲ୍ୟରେ କରଣପଲ୍ଲୀ ଠାରେ ଥିବା ମା ନାଚିନ୍ଦା ସି ଫୁଡସ ଅଫିସ ନିକଟସ୍ଥ ମା ଶୀତଳା କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନାଚକ୍ର…
Read More...

ଝୁମ୍ପୁରାରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି, ପାନୀୟ ଜଳ ସଂକଟରୁ ବଞ୍ଚିତ ପରିବାର ଲୋକଙ୍କ ଧାରଣା

ଝୁମ୍ପୁରା: ଝୁମ୍ପୁରା ବ୍ଲକ ପରିସର ମଧ୍ୟରେ ବ୍ଲକ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ଅଭିଯୋଗ ଶୁଣାଣିରେ ଉପସ୍ଥିତ ରହିଥିଲେ ଜିଲାପାଳ ଆଶିଷ ଠାକ୍ରେ, ଅତିରିକ୍ତ ଏସ୍ ପି ଦିଲିପ କୁମାର…
Read More...

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ପରିତ୍ୟକ୍ତ କୂଅରୁ ଉଦ୍ଧାର

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସିହଳାରୋଡ ରେଳ ଫାଟକ ସନ୍ନିକଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ରହିଥିବା ଜଣେ ଯୁବକଙ୍କ ଗଳିତ ଶବ କୁ ପୁଲିସ ଉଦ୍ଧାର କରିଛି। ମୃତ୍ୟୁ ଯୁବକ ଜଣକ ହେଲେ  ଗୋବିନ୍ଦପୁର ଗ୍ରାମର ଟୁଟୁ…
Read More...

ଭାଗ୍ୟକୁ ଆଦରି ଭଙ୍ଗାଘରେ ଗୁରୁବାରି 

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଇଲି ଗ୍ରାମର  ଗୁରୁବାରି ମାଝୀ । ତାଙ୍କୁ ଦଇବ  ଦାଉ ସାଧୁଛି ନା ଭାଗ୍ୟ  ପରୀକ୍ଷା ନେଉଛି। ତାଙ୍କୁ ଦେଖିଲେ ଏମିତି ଲାଗେ ଯେମିତି ଭଗବାନ ବୋଧେ ତାଙ୍କ…
Read More...

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା : ପ୍ରଗତି ମଇଦାନରେ ବଢିଲା ଜନଗହଳି, ସମସ୍ତଙ୍କ ପ୍ରଥମ ପସନ୍ଦ ଓଡିଶା ପାଭିଲିୟନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଗତ ୧୪ ତାଋଖରେ ଉଦଘାଟିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆଜି ଥିଲା ସପ୍ତମ ଦିବସ । ବାଣିଜ୍ୟିକ ଦିବସ ପରେ ଗତକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଏହି ମେଳା ଉନ୍ମìକ୍ତ ହୋଇଥିବାରୁ ପ୍ରଗତି…
Read More...

ଭଲ ମଣିଷ ସହିତ ଚରିତ୍ରବାନ ହେବା ଉଚିତ ଛାତ୍ରଛାତ୍ରୀ

ଭୁବନେଶ୍ୱର: ହରେକୃଷ୍ଣ ମହତାବ ରାଜ୍ଯ ଗ୍ରନ୍ଥାଗାରରେ ନଭେମ୍ବର ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଜାତୀୟ ଗ୍ରନ୍ଥାଗାର ସପ୍ତାହ ପାଳନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ…
Read More...

ବସ୍ତିବାସିନ୍ଦାଙ୍କୁ ମିଳିଲା ଆଶ୍ରୟ, ସମ୍ମାନର ସହ ବଞ୍ଚିବାର ଅଧିକାର

ଭୁବନେଶ୍ବର: ଭୁବନେଶ୍ୱରର ବସ୍ତିବାସିନ୍ଦା ଓ ଗରିବ ଲୋକଙ୍କୁ ମିଳିଛି ରହିବା ପାଇଁ ଘର। ଆଶ୍ରୟ ଅଧିକାର। ସମ୍ମାନର ସହ ବଞ୍ଚିବାର ଅଧିକାର। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ…
Read More...

ଉଦଘାଟିତ ହେଲା ପଣ୍ଡିଗାଁ ଜନ ସୁବିଧା କେନ୍ଦ୍ର ଏବଂ ପଞ୍ଚାୟତ ଭବନ, ଖର୍ଚ୍ଚ ହେଲା ୩୭ ଲକ୍ଷ

କଲମପୁର: ସୋମବାର  ପଣ୍ଡିଗାଁ ପଞ୍ଚାୟତ ପରିସରରେ ନିର୍ମାଣ ଶେଷ ହେଇଥିବା ଜନ ସୁବିଧା କେନ୍ଦ୍ର କୋଠା ଏବଂ ପଞ୍ଚାୟତ ଭବନ କୋଠାର ଶୁଭ ଉଦଘାଟନ କରାଯାଇଛି। ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି ଏବଂ ତହସିଲଦାର ସ୍ମରଣୀକା…
Read More...

ରେଙ୍ଗାଲିରେ ଛଟ୍ ପୂଜା 

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ରହୁଥିବା ବିହାରୀ ସମାଜ ପକ୍ଷରୁ ଛଟ୍ ପୂଜା ପାରମ୍ପରିକ ରୀତିରେ ମହାସମାରୋହ ରେ ପାଳନ କରଯାଇଛି। ଏହି ଅବସରରେ ୧୯ତାରିଖ ରବିବାର ସନ୍ଧ୍ୟାରେ  ବିହାରୀ ସମାଜ ପକ୍ଷରୁ…
Read More...

ମାଗଣା ସ୍ୱାସ୍ଥ୍ୟ ଶିବିର, ୪୦୦ରୁ ଅଧିକ ରୋଗୀ ଉପକୃତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଆୟୁବ ଖାନ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ ପକ୍ଷରୁ ଏକ ଦ୍ଵିବସୀୟ ନିଶୁଳ୍କ ସ୍ଵାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ସର୍ଜରୀ ବିଶେଷଜ୍ଞ ଡାକ୍ତର ଧରବିନ୍ଦ୍ ଝା, ମେଡିସିନ…
Read More...

ବାଇକ ଚୋର ସନ୍ଦେହରେ ଯୁବକଙ୍କ ନିସ୍ତୁକ ମାଡ

କଣ୍ଟାବାଞ୍ଜି: ଆଜି କଣ୍ଟାବାଞ୍ଜି ସାପ୍ତାହିକ ବଜାରରେ ଜଣେ ଯୁବକଙ୍କୁ ବାଇକ ଚୋର ସନ୍ଦେହରେ ଜଣେ ବାଇକ ମାଲିକ ସହ ଅନ୍ୟମାନେ ନିସ୍ତୁକ ମାଡ ମାରିଛନ୍ତି । ଯୁବକ ଜଣକ ପାଇକମାଳ ଅଞ୍ଚଳର ବୋଲି ନିଜର ପରିଚୟ ଦେଉଥିବା ବେଳେ…
Read More...

କାର୍ତ୍ତିକ ମାସ ଶେଷ ସୋମବାରରେ  ଦେବଗିର ପଞ୍ଚ ମୁଖେଶ୍ୱର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା  ହାତୀ ଆକୃତି ସଦୃଶ୍ୟ ଦୁଇଟି ପାହାଡ଼ର ମଧ୍ୟ ଭାଗରେ  ଏକ ଗୁମ୍ଫା ଭିତରେ  ପୂଜା ପାଉଥିବା ପଞ୍ଚ ମୁଖେଶ୍ୱର…
Read More...

ସାଇ ଇଣ୍ଟିଗ୍ରାଲ ସ୍କୁଲର ବାର୍ଷିକ କ୍ରୀଡାତ୍ସୋବ

ପିପିଲି: ସାଇ ଇଣ୍ଟିଗ୍ରାଲ ସ୍କୁଲର ଉନ୍ନବିଂଶତମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ସୁନନ୍ଦା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ…
Read More...

ରାଣୀ ଲକ୍ଷ୍ମୀବାଈ ଆତ୍ମା ସୁରକ୍ଷା ତାଲିମ ଶିବିର

ହରଭଙ୍ଗା :ସମଗ୍ର ଶିକ୍ଷା ବୌଦ୍ଧ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ଅନ୍ତର୍ଗତ ଚାରିଛକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ବିଦ୍ୟାଳୟ ଛାତ୍ରୀ ମାନଙ୍କର 'ରାଣୀ ଲକ୍ଷ୍ମୀବାଈ ଆତ୍ମ ସୁରକ୍ଷା ତାଲିମ' ଶିବିର ଆରମ୍ଭ ହୋଇଛି । ଏହି…
Read More...

ଶିଶୁ ମହୋତ୍ସବ ପତାଙ୍ଗୀ: ସାଂସ୍କୃତିକ କାର୍ଯ୍ୟକ୍ରମ ସାଜିଲା ମୁଖ୍ୟ ଆକର୍ଷଣ

ବୌଦ୍ଧ : ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୩ ବାଉଁସୁଣୀ ୱାଇସିଡିଏ ପ୍ରାଙ୍ଗଣରେ ମହାସମାରୋହରେ ପାଳିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ୨୫୦ ଜଣ ଶିଶୁ ତଥା କୈଶୋରୀ କୈଶୋର ଏକତ୍ରିତ ହୋଇଥିବାର ଦେଖିବାକୁ ମିଳିଥିଲା। ବୌଦ୍ଧ…
Read More...

ବିଶ୍ଵ ପାଇଖାନା ଦିବସ ପାଳିତ

ଘଣ୍ଟାପଡା: ସ୍ଵଚ୍ଛ ଭାରତ ମିଶନ (ଗ୍ରାମୀଣ)ର ସ୍ଵତନ୍ତ୍ର ଅଭିଯାନ କଣ୍ଟାମାଳ ବ୍ଳକର ବିଭିନ୍ନ ପଞ୍ଚାୟତରେ ବିଶ୍ଵ ପାଇଖାନା ଦିବସ ପାଳନ ଅବସରରେ ଶୌଚାଳୟ ନିମନ୍ତେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ଓ କାର୍ଯ୍ୟ ଅନୁମତି ପତ୍ର…
Read More...

ଅନ୍ଧବିଶ୍ୱାସ ର କରୁଣ ପରିଣତି, ମହିଳାଙ୍କୁ ଡାହାଣୀ ସନ୍ଦେହରେ ପିଟିପିଟି ହତ୍ୟା ଅଭିଯୋଗ

କେଶଦୁରାପାଳ: ଅନ୍ଧବିଶ୍ୱାସର କରୁଣ ପରିଣତି । ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରାଙ୍ଗ ଗ୍ରାମରେ। ସୂଚନାରୁ…
Read More...

ଆଞ୍ଚଳିକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା, ଡିଏଭି ଚନ୍ଦ୍ରଶେଖରପୁର ଚାମ୍ପିଅନ

ଇବଥର୍ମାଲ : ଝାରସୁଗୁଡ଼ା ଜିଲା ଇବଥର୍ମାଲ ବନହରପାଲି ରାଜୀବ ଖେଳ ପଡିଆରେ ଚାଲିଥିବା ଡିଏଭି ଆଞ୍ଚଳିକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପିତ ହୋଇଯାଇଛି। କ୍ରୀଡ଼ାରେ ଉତ୍ତମ ପ୍ରଦର୍ଶନ କରିଥିବା ବାଳକ ବିଭାଗରୁ ଡିଏଭି…
Read More...

ଦିଲ୍ଲୀ ଦେଖିଲା ଓଡ଼ିଆ ନୃତ୍ୟ ଓ ସଙ୍ଗୀତର ଝଲକ, ବିମୋହିତ ହେଲେ ଦର୍ଶକ

ନୂଆଦିଲ୍ଲୀ: ଆଜି ପ୍ରଗତି ମୈଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ରାଜ୍ୟ ଦିବସ। ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ବହୁବିଧ ସାଂସ୍କୃତିକ କାର୍ୟ୍ୟକ୍ରମ। ଏଥିସହିତ ଓଡ଼ିଶା ସରକାରଙ୍କ…
Read More...

ଫାଇନାଲରେ ହାରିଲା ଭାରତ, ଅଷ୍ଟ୍ରେଲିଆ ବିଶ୍ବକପ ଚାମ୍ପିଅନ

ଅହମଦାବାଦ : ବିଶ୍ବକପ କ୍ରିକେଟରେ ଲଗାତାର ବିଜୟୀ ହୋଇ ଆସିଥିବା ଭାରତ ଆଜି ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ଅଷ୍ଟ୍ରେଲିଆର ୧୦ ଓଭରରେ ୩ ୱିକେଟ ପତନ ପରେ ଭାରତର ଚାମ୍ପିଅନ ହେବା ନେଇ ଆଲୋଚନା ହୋଇଥିଲା।…
Read More...

ସିମୁଳିଆ ପୁଲିସର ବଡ଼ ସଫଳତା, ବୁଲା ବିକାଳୀଙ୍କ ନିକଟରୁ ୨୯ଟି ମୋବାଇଲ ଜବତ

ସିମୁଳିଆ: ସିମୁଳିଆ ପୋଲିସର ବଡ଼ ସଫଳତା, ଚୋରି ହୋଇଥିବା ଆଇ ଫୋନ ମାଧ୍ୟମରେ ମିଳିଲା ଚୋରି ହୋଇଥିବା ମୋବାଇଲ, ମାତ୍ର ମୁଖ୍ୟ ଆଇ ଫୋନ ପୋଲିସ ହାତରେ ଲାଗି ପାରି ନ ଥିବା ଜଣାପଡିଛି। ଚୋର ସହଯୋଗୀମାନଙ୍କୁ ଅଟକ ରଖି…
Read More...

ଦେଶର ଏକତା ହିଁ ପ୍ରଗତିର ବଳିଷ୍ଠ ମାଧ୍ୟ୍ୟମ:ମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ ଜାତୀୟ ସଂହତି ଆମର ଗର୍ବ ଓ ଗୌରବ। ଆମ ଜାତୀୟ ସଂହତି ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଛି। ତେଣୁ ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ଆଦି ସଂକୀର୍ଣ୍ଣ ଭାବନାରୁ ଉର୍ଦ୍ଧକୁ ଯାଇ ଆଗକୁ ବଢ଼ି…
Read More...

୨୧ରୁ ଭୁବନେଶ୍ୱରରେ ତିନି ଦିନିଆ ମିଡ଼ିଆ ମହାକୁମ୍ଭ

ଭୁବନେଶ୍ୱର: ଗଣମାଧ୍ୟମ ପ୍ରଶିକ୍ଷଣ ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇଏମ୍ଏସ୍) ଆନୁକୂଲ୍ୟରେ ଏବଂ ଉତ୍କଳ ଓ କିଟ୍‌ ବିଶ୍ୱବିଦ୍ୟାଳୟ ସହଭାଗିତାରେ ନଭେମ୍ବର ୨୧ରୁ ସପ୍ତମ ଜାତୀୟ ଗଣମାଧ୍ୟମ…
Read More...

ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମଦିବସ ପାଳିତ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସତ୍ୟ ସାଈ ସେବା ସମିତି ଦ୍ୱାରା ସତ୍ୟସାଈ ମନ୍ଦିରରେ ବାବାଙ୍କ ୯୮ତମ ଜନ୍ମଦିବସ ପାଳନ କରାଯାଇଛି। ଏହି ଅବସରରେ ଆଜି ପ୍ରାତଃ ରୁ ସତ୍ୟ ସାଈ ସେବାସମିତି…
Read More...

ଫିରିଙ୍ଗିଆ : ଗୋଟିଏ ଦିନରେ କଟିଲା ୩୪ ଏକର ବେଆଇନ ଗଞ୍ଜେଇ ଗଛ

ଫୁଲବାଣୀ: କିଛିଦିନ ହେଲା କନ୍ଧମାଳ ଜିଲାରେ ଅପରେସନ ଗଂଜେଇ କଟା ଅଭିଯାନ ଆରମ୍ଭ ହୋଇଥିବା ବେଳେ ଶନିବାର ଜିଲାର ଗଞ୍ଜେଇ ବ୍ୟବସାୟ ର ପେଣ୍ଠସ୍ଥଳୀ କୁହାଯାଉଥିବା ଫିରିଙ୍ଗିଆ ଥାନା ପକ୍ଷରୁ ଏହି ଅପରେସନ ନୀଳ ଜହର ଅଭିଯାନ…
Read More...

ବିଶ୍ବକପ ଫାଇନାଲ: କଙ୍ଗାରୁ ଦେଉଛି କଡ଼ା ଟକ୍କର, ୧୧ ଓଭରରେ ୩ ୱିକେଟ ହରାଇ ସ୍କୋର କରିଛି ୬୫ ରନ

ଅହମ୍ମଦାବାଦ: ଭାରତର ୨୪୧ ରନ ବିଜୟ ଲକ୍ଷ୍ୟକୁ ପିଛା କରି ବିଶ୍ବକପ ଫାଇନାଲରେ କଙ୍ଗାରୁ ଦଳ ଟକ୍କର ଦେଦଉଛନ୍ତି। ତେବେ ଆରମ୍ଭରୁ ହିଁ ଅଷ୍ଟ୍ରେଲିଆକୁ ବଡ଼ ଝଟକା ମିଳିଥିଲା। ଦ୍ୱିତୀୟ ଓଭରରେ ମହମ୍ମଦ ଶାମିଙ୍କ ବଲରେ ଆଉଟ…
Read More...

ଉଦଯାପିତ ହେଲା ଜିଲା ସ୍ତରୀୟ ସର୍ଗିଫୁଲ ମହୋତ୍ସବ

ଫୁଲବାଣୀ:କନ୍ଧମାଳ ଜିଲା ନେଡିପଦର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇଦିନ ଧରି ଚାଲିଥିବା ଜିଲା ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ, ଜୀବନ କୌଶଳ ଶିକ୍ଷା ଓ ସର୍ଗିଫୁଲ ମହୋତ୍ସବ ଉଦଯାପିତ ହୋଇଛି I ବିଦ୍ୟାଳୟର…
Read More...

ବିଶ୍ବକପ ଫାଇନାଲ:ଅଷ୍ଟ୍ରେଲିଆକୁ ୨୪୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଅହମ୍ମଦାବାଦ: ଆଜି ଖେଳାଯାଇଥିବା ବିଶ୍ବକପ ଫାଇନାଲ ମ୍ୟାଚରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନ ସ୍କୋର କରି ଅଲଆଉଟ ହୋଇଯାଇଛି। ବିଶ୍ବକପ ଫାଇନାଲରେ ଭାରତର ମନ୍ଥର ବ୍ୟାଟିଂ ଦେଖିବାକୁ…
Read More...

ପୂର୍ବ ଶତୃତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ଗୁରୁତର

କଲମପୁର: ରବିବାର କଲମପୁର ଥାନା ଅଧିନସ୍ଥ ଦୁଲକିବନ୍ଧ ନୁଆପଡା ଠାରେ ଘଟିଛି ଏକ ଅଘଟଣ। ପୂର୍ବ ଶତୃତାକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଯୋଗୁଁ ଜଣେ ବ୍ୟକ୍ତି ଗୁରୁତର ହେଇଛନ୍ତି। ପରିବାର ଲୋକ ତାଙ୍କୁ ଉଦ୍ଧାର କରି…
Read More...

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟରେ ‘ଶରତ ଉତ୍ସବ-୨୦୨୩’,

ଭୁବନେଶ୍ବର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ଶରତ ଉତ୍ସବ-୨୦୨୩’ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ…
Read More...

ବିଶ୍ବକପ ଫାଇନାଲ: ସୁରକ୍ଷା ବଳୟ ଭାଙ୍ଗିଲେ ଯୁବକ, ଖେଳ ବେଳେ ପଡ଼ିଆରେ ପଶି ବିରାଟ କୋହିଲିଙ୍କୁ କୁଣ୍ଢାଇଲେ

ଅହମ୍ମଦାବାଦ: ବିଶ୍ବକପ ଫାଇନାଲରେ ସୁରକ୍ଷାବଳୟ ଭାଙ୍ଗି ପଡ଼ିଆକୁ ପଶି ଜଣେ ଯୁବକଖେଳ ବେଳେ ପଡ଼ିଆରେ ପଶି ବିରାଟ କୋହିଲିଙ୍କୁ କୁଣ୍ଢାଇ ପକାଇଥିବା ଦେଖିବାକୁ ମିଳିଛି। ପାଲେଷ୍ଟାଇନ ପତାକା ଧରି ଯୁବକ ଜଣଙ୍କ ବିରାଟ…
Read More...

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣା, ଗୋଟିଏ ବଳଦ ସହିତ ଜଣେ ମୃତ

ଠାକୁରମୁଣ୍ଡା: ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣା ଘଟିବାରୁ ଗୋଟିଏ ବଳଦ ସହିତ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗିରହିଛି। ଠାକୁରମୁଣ୍ଡା ଠାରୁ ୩ କିମି ଦୂର ନଂ୫୩ ରାଜ୍ୟ ରାଜପଥ ରାସ୍ତା…
Read More...

‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ଆରମ୍ଭ, ଆସନ୍ତା ୨୧ ଯାଏଁ ଚାଲିବ

ଭୁବନେଶ୍ୱର: ‘ଜନଜାତୀୟ ଗୌରବ ଦିବସ’ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଜନଜାତି ଚିତ୍ରକଳା ପ୍ରଦର୍ଶନୀ ନଭେମ୍ବର ୨୧…
Read More...

ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରଥମ ଜିଲ୍ଲାସ୍ତରୀୟ ପେନସନ ଅଦାଲତ ଅନୁଗୋଳରୁ ଶୁଭାରମ୍ଭ

ଭୁବନେଶ୍ବର: ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୁଲ୍ୟରେ ରାଜ୍ୟର ଜିଲାସ୍ତରୀୟ ପ୍ରଥମ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ…
Read More...

ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରାସଂଗ୍ରାମ ମହାପାତ୍ରଙ୍କ ଲିଖିତ “ଜନ୍ମଭୂମିର ଯୋଦ୍ଧାମାନେ”ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଆଧୁନିକ ଓଡିଆ କଥା ସାହିତ୍ୟର ଯଶସ୍ୱୀ ସ୍ରଷ୍ଟା, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧ ରଚନା କ୍ଷେତ୍ରରେ ନିଜର ପ୍ରତିଭାର ପରିସ୍ଫୁଟନ କରିପାରିଥିବା ସାରସ୍ୱତ ସାଧକ ତଥା ଓଡିଶା ରାଜ୍ୟ ପ୍ରଶାସନରେ କାର୍ୟ୍ୟରତ…
Read More...

୨୦୦୩ ଅପେକ୍ଷା ୨୦୨୩ର ଭାରତ ଶକ୍ତିଶାଳୀ

ଅହମ୍ମଦାବାଦ୍‌ : ଆଇସିସି ଦିନିକିଆ ବିଶ୍ବକପର ଅଷ୍ଟମ ସଂସ୍କରଣ- ୨୦୦୩ରେ ଦକ୍ଷିଣ ଆଫ୍ରିକା, କେନିଆ ଓ ଜିମ୍ବାୱେରେ ଖେଳା ଯାଇଥିଲା। ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଫାଇନାଲରେ ପହଞ୍ଚିଥିଲା। ଫାଇନାଲରେ…
Read More...

ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ କଣ୍ଟାମାଳ ୧୨ଘଣ୍ଟିଆ ବନ୍ଦ ଡାକରା ସଫଳ

ଘଣ୍ଟାପଡ଼ା: ପଶ୍ଚିମ ଓଡିଶାକୁ ସବୁ କ୍ଷେତ୍ରରେ ଅବହେଳା ସହିତ ସରକାର ଭାଷା, କଳା, ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟ, ସ୍ଥାନୀୟ ନିଯୁକ୍ତି, ବିସ୍ଥାପିତ, ଆଦିବାସୀ, ଦଳିତଙ୍କ ଅଧିକାର ପ୍ରତି ଅଣଦେଖା କରୁଥିବାରୁ ଆଜି…
Read More...

ବିଦ୍ୟାଳୟରେ ନିମ୍ନ ମାନର ଖାଦ୍ୟ ଯୋଗାଣ ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଜିଲା ରାଇକିଆ ବ୍ଲକ ସଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଯୋଗାଣ ଅଭିଯୋଗ ହୋଇଅଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଆଜି ଅଭିଭାବକ ମାନେ ଏକ ବୈଠକରେ ଯୋଗ ଦେବା…
Read More...

ରାଜ୍ୟର ଅଭିବୃଦ୍ଧି ଓ ବିତ୍ତୀୟ ପରିଚାଳନା ଦୃଷ୍ଟିରୁ ଜିଏସଟି ସଂଗ୍ରହ ବୃଦ୍ଧିର ଆବଶ୍ୟକତା ରହିଛି

ଭୁବନେଶ୍ୱର: ରାଜ୍ୟବାଣିଜ୍ୟକର, ଦ୍ରବ୍ୟଓ ସେବାକର କମିଶନ(ସିଟି ଓ ଜିଏସଟି କମିଶନରେଟ୍)କାର୍ଯ୍ୟାଳୟ, ଅର୍ଥ ବିଭାଗ ତରଫରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ କର୍ପୋରେସନ ଆଦିମାନଙ୍କରେ କାର୍ଯ୍ୟକରୁଥିବା…
Read More...

ସ୍ବାସ୍ଥ୍ୟସେବାର ସୃଷ୍ଟି ହେଲା ନୂଆ ଅଧ୍ୟାୟ, କ୍ୟାପିଟାଲ ହସ୍ପିଟାଲରେ ମଡ୍ୟୁଲାର ଓଟି ଆରମ୍ଭ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହସ୍ପିଟାଲ ଭାବେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ନୂଆ ଅପରେସନର ଟେକ୍ନୋଲଜି। ଆଜି କ୍ୟାପିଟାଲ ହସପିଟାଲରେ ମଡ୍ୟୁଲାର ଓଟି ଆରମ୍ଭ ହୋଇଛି। ଏଥିରେ ଅତ୍ୟାଧୁନିକ…
Read More...

ପାଣିପାଗ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି। ଏହି କେନ୍ଦ୍ରରେ ଜଳସଂପଦର ସୁପରିଚାଳନା ପାଇଁ ପାଣିପାଗଜନିତ ତଥ୍ୟର ବୈଜ୍ଞାନିକ…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୩୪୯ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ୧୪୮.୪୫ କୋଟି ଟଙ୍କା ବିନିଯୋଗ

ଭୁବନେଶ୍ବର: ତ୍ବରିତ ସ୍ୱାସ୍ଥ୍ୟ ସେବା ଦିଗରେ ଅନ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୪୯ଟି ନୂଆ ଆମ୍ବୁଲାନ୍ସ ଓଡିଶାବାସୀଙ୍କ ନିମନ୍ତେ ଲୋକାର୍ପଣ କରିଛନ୍ତି। ସ୍ଥାନୀୟ କଳିଙ୍ଗ…
Read More...

ଉପଖଣ୍ଡ ସ୍ତରୀୟ ସର୍ଗିଫୁଲ ପ୍ରତିଯୋଗିତା, ଲୁକ୍କାୟିତ ପ୍ରତିଭା ବିକାଶ ପାଇଁ ପଦକ୍ଷେପ

ଠାକୁରମୁଣ୍ଡା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା…
Read More...

ବିଶ୍ବକପ ଫାଇନାଲ: ଶ୍ରେୟାସଙ୍କ ଭୂମିକା ଦଳର ବିଜୟରେ ନିର୍ଣ୍ଣାୟକ ହୋଇପାରେ:ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ରେ ଭାରତ ତରଫରୁ ମଧ୍ୟଭାଗ ବ୍ୟାଟମ୍ୟାନ୍‌ ଶ୍ରେୟାସ ଆୟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି…
Read More...

କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟର ୪୩ତମ ବାର୍ଷିକ ଉତ୍ସବ

କଳାପଥର(ବାଙ୍କୀ):ବାଙ୍କୀ ବ୍ଲକ କେନ୍ଦୁପଲ୍ଲୀ ଉଚ୍ଚ ବିଦ୍ୟାଳୟ ର ୪୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ବୀଣାପାଣି ଦାସଙ୍କ ସଭପାତିତ୍ବରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ…
Read More...

କଣ୍ଟାବାଞ୍ଜିରେ ବନ୍ଦ ପାଳନ, ଦୈନିକ ପରିବା ମାର୍କେଟ ଖୋଲା

କଣ୍ଟାବାଞ୍ଜି: କୋଶଲ ରାଜ୍ୟ ସଂଯୁକ୍ତ କ୍ରିୟାନୁଷ୍ଠାନ ସମିତି, କୋଶଲର ଆହ୍ୱାନ କ୍ରମେ ସ୍ୱତନ୍ତ୍ର କୋଶଲ ରାଜ୍ୟ ଦାବିରେ ଆଜି କଣ୍ଟାବାଞ୍ଜି ବନ୍ଦ ପାଳନ ହୋଇଛି। ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃବୃନ୍ଦ ରାସ୍ତାକୁ…
Read More...

ବୀରମହାରାଜପୁର ବନ୍ଦ ସମ୍ପୂର୍ଣ୍ଣ ଭାବେ ସଫଳ

ବୀରମହାରାଜପୁର: କୋଶଳ ରାଜ୍ୟ ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟିର ଆହ୍ବାନ କ୍ରମେ ଶନିବାର ଦିଆଯାଇଥିବା ୧୨ ଘଣ୍ଟିଆ କୋଶଳ ମହାବନ୍ଦ ଡାକରା ବୀରମହାରାଜପୁର ବ୍ଲକରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଛି। ସ୍ଥାନୀୟ କୋଶଳ ସେନା,…
Read More...

ସୁରତ ମେହସାନା ଅଞ୍ଚଳରେ ବଡ଼ ଅଘଟଣ, ଗ୍ୟାସ ବେଲୁନ ଫାଟି ୨୫ରୁ ଛାତ୍ରଛାତ୍ରୀ ଆହତ

ସୁରତ: ଗଣପତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଚାଲିଥିବାବେଳେ ସୁରତର ମେହସାନା ଅଞ୍ଚଳରେ ବଡ଼ ଅଘଟଣ ଘଟିଛି। ହଠାତ ଗ୍ୟାସ ବେଲୁନ ଫାଟି ଯିବାରୁ ସେଠାରେ ଉପସ୍ଥିତ ଥିବା ୨୫ରୁ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ…
Read More...

ଭତ୍ତାରୁ ବଞ୍ଚିତ ଦୁଷ୍ଟିହୀନ ବୟସ୍କ ଆଦିବାସୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ଗ୍ରାମର ଆଧିବାସୀ କଲୋନି ସାହିରେ ବସ ବାସ କରିଆସୁଛନ୍ତି ଶ୍ରୀମା ଅଣଙ୍ଗକା। ସେ ଜଣେ ଦୃଷ୍ଟିହୀନ ଆଦିବାସୀ ବୃଦ୍ଧ ହୋଇଥିବାବେଳେ ଭତ୍ତା ଟଙ୍କା…
Read More...

ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା

ହରଭଙ୍ଗା :ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱରସ୍ଥିତ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଶିକ୍ଷାଅଧିକାରୀ ଅଜୟ କୁମାର…
Read More...

ମା’ ଭୈରବୀ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା

ହରଭଙ୍ଗା : ବୌଦ୍ଧ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନାମରେ ଆୟୋଜିତ ତୃତୀୟ ମା’ ଭୈରବୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଆୟୋଜିତ କୃଷ୍ଣ ଗୁରୁ ଓ ଦଣ୍ଡ ନୃତ୍ୟ…
Read More...

ପାଣିରେ ବୁଡି ଜଣେ ନିଖୋଜ

ଗୁଡଭେଲା ; ତୁଷୁରା ଥାନା ଅନ୍ତର୍ଗତ ଜାମୁଟ ସ୍ଥିତ ଗଦଗଦାକୁ ବଣ ଭୋଜି ପାଇଁ ଆସିଥିବା ବେଳେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତି ପାଣିରେ ବୁଡିଯାଇ ନିଖୋଜ ଥିବା ଜଣାପଡିଛି। ନିଖୋଜ ଥିବା ବ୍ୟକ୍ତି ଜଣକ ବଲାଙ୍ଗିର ସହର…
Read More...

ବିଶ୍ବକପ୍‌ ଫାଇନାଲ ମ୍ୟାଚ୍‌ ପାଇଁ ବଢ଼ିଲା ବିମାନ ଭଡ଼ା, ବେଙ୍ଗାଲୁରୁ-ଅହମ୍ମଦାବାଦ୍‌ ଟିକଟ ମୂଲ୍ୟ ୩୩ ହଜାର

ବେଙ୍ଗାଲୁରୁ: କ୍ରିକେଟ୍‌ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ ରବିବାର ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଷ୍ଟାଡିୟମରେ ଏହି ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ ପ୍ରଶଂସକଙ୍କ…
Read More...

ଭୋଟର ପଞ୍ଜୀକରଣ ଅଧିକାରୀଙ୍କୁ ତାଲିମ

ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନ-୨୦୨୪ ପରିଚାଳନା ନିମନ୍ତେ ନିଯୁକ୍ତି ପାଇଥିବା ଭୋଟର ପଞ୍ଜୀକରଣ ଅଧିକାରୀ/ସହକାରୀ ଭୋଟର ପଞ୍ଜୀକରଣ ଅଧିକାରୀଙ୍କ ଦିନିକିଆ ତାଲିମ କର୍ମଶାଳା ଏସ୍‌.ଆଇ.ଆର୍‌.ଡି ସମ୍ମିଳନୀ କକ୍ଷରେ…
Read More...

ଓଡ଼ିଶୀ ମର୍ଦ୍ଦଳ ବାଦନ ସହିତ କର୍ଣ୍ଣାଟକୀ ଶାସ୍ତ୍ରୀୟ କଣ୍ଠ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

ଭୁବନେଶ୍ୱର : ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଆକର୍ଷଣୀୟ ସାଜସଜ୍ଜା ଏବଂ ଏକାଦଶ ଶତାବ୍ଦୀ…
Read More...

ରାୟଗଡା ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ଡ୍ରୋନ୍ ନେଟୱାର୍କ

ରାୟଗଡ଼ା:ରାୟଗଡା ଜିଲ ସ୍ୱାସ୍ଥ୍ୟସେବାରେ ସାମିଲ ହେଲା ଡ୍ରୋନ୍ ନେଟୱାର୍କ। କନ୍ଧମାଳ ପରେ ରାଜ୍ୟର ଦ୍ବିତୀୟ ଜିଲା ଭାବେ ରାୟଗଡା ଜିଲାରେ ଶୁଭାରମ୍ଭ ହୋଇଛି ଏହି ଡ୍ରୋନ ସେବା। ଜିଲାର ୧୬୦ ଅପହଞ୍ଚ ତଥା ବିଛିନାଞ୍ଚଳ ଗାଁ…
Read More...

ଜିଲାସ୍ତରୀୟ ଧାନକ୍ରୟ ବୈଠକ: ଡିସେମ୍ବର ୧୨ ରୁ କଣ୍ଟାମାଳ ଓ ୧୯ରୁ ବୌଦ୍ଧ ଓ ହରଭଙ୍ଗାରେ ଖୋଲିବ ମଣ୍ଡି

ବୌଦ୍ଧ : ବୌଦ୍ଧ ଜିଲାସ୍ତରୀୟ ଧାନକ୍ରୟ ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୧୨…
Read More...

କୋଶଳ ବନ୍ଦକୁ ବିରୋଧ: ସମ୍ବଲପୁରୀ ଭାଷା ପଶ୍ଚିମ ଓଡିଶାର ସ୍ୱାଭିମାନ. ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଉ

ସମ୍ବଲପୁର : ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କୁ ଅଭଦ୍ର ଭାଷାରେ ଟିପ୍ପଣୀର ବିରୋଧରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ରାଜ୍ୟପାଳଙ୍କୁ ଶୁକ୍ରବାର ଏକ ଦାବିପତ୍ର ପ୍ରଦାନ…
Read More...