www.samajalive.in
Sunday, December 7, 2025
26.1 C
Bhubaneswar

ଧାମରାରେ ଶନି ମନ୍ଦିରର ଭୂମି ପୂଜନ

ଧାମରା:ଧାମରା ନିକଟସ୍ଥ ଧାମରାଇ ମନ୍ଦିର ନିକଟରେ ଶନି ମନ୍ଦିରର ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି। ଧାମରା ମେଡିକାଲର ଚିକିତ୍ସକ ଜନ୍ମେଞୟ ବେହେରାଙ୍କ ପ୍ରଚେଷ୍ଟାରେ ଏହି ଭୂମି ପୂଜନ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବୈଦିକ ବ୍ରାହ୍ମଣ ମାନେ ଉପସ୍ଥିତ ରହି ଏହି ପୂଜା କାର୍ଯ୍ୟ ସଂପର୍ଣ କରିଥିଲେ। ଧାମରାଇ ମନ୍ଦିର ନିକଟରେ ଏହି ମନ୍ଦିର ନିର୍ମାଣ କରିବାକୁ ବହୁ ଦିନ ହେବ ଦାବୀ ହୋଇ ଆସୁଥିବା ବେଳେ ଧାମରା ମେଡିକାଲର ଚିକିତ୍ସକ ଜନ୍ମେଞୟ ବେହେରା ଧାମରାଇ ମନ୍ଦିର କମିଟିର ସମସ୍ତ ସଦସ୍ୟ ଙ୍କ ନିକଟରେ ଏହି ଦାବୀ ଉପସ୍ଥାପନ କରିବା ପରେ ଧାମରାଇ ମନ୍ଦିର କମିଟି ଏହି ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେଇଥିଲା।

ଆଜି ହୋଇଥିବା ଏହି ଭୂମି ପୂଜନ କାର୍ଯ୍ୟରେ ଡା. ଜନ୍ମେଞୟ ବେହେରା, ଧାମରା ଜୋନର ଜିଲ୍ଲା ପରିଷଦ ବଳଭଦ୍ର ଲେଙ୍କା, ନରହରି ମଲିକ,ପ୍ରିୟରଞନ ଜେନା, ଅଭିମନ୍ୟୂ ରାଉତ, ଶରତ ଦଳେଇ ,ବିଜୟ ସାହୁ, ପ୍ରକାଶ ତରାଇ, ଭୈରବ ଦଳେଇ, ପ୍ରମୋଦ ନାୟକ, ସୋନୁ ଲେଙ୍କା, ନିତ୍ୟାନନ୍ଦ ବେହେରା, ସୁଶାନ୍ତ ମାଝୀ, ନିତ୍ୟାନନ୍ଦ ମାଝୀ ଏବଂ ପ୍ରେମାନନ୍ଦ ଦାସ ବାବାଜୀ ମହାରାଜ ଉପସ୍ଥିର ରହିବା ସହ ଏହି କାର୍ଯ୍ୟ ସଂପର୍ଣ କରିଥିଲେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories