ବୈକୁଣ୍ଠ ଆଶ୍ରମ ଅଡୁଆ ବଢ଼ିଲା

ଭୁବନେଶ୍ୱର: ହାଇକୋର୍ଟ ଦେଇଥିବା ଅନ୍ତରୀଣ ଆଦେଶ ହଟାଇ ଦେବାରୁ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଆଶ୍ରମ ପାଇଁ ଅଡୁଆ ବଢ଼ିଲା। ଆଶ୍ରମ ପକ୍ଷରୁ କୋର୍ଟରେ ଦାଖଲ ରିପୋର୍ଟ ନକଲି ଜଣାପଡ଼ିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ହାଇକୋର୍ଟ ପକ୍ଷରୁ ଫେବୃଆରୀ ୩ ସୁଦ୍ଧା ଜବାବ ଦାଖଲ ପାଇଁ ଆଶ୍ରମ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତି ଶୁଣାଣି ଫେବୃଆରୀ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି।

kalyan agarbati

Comments are closed.