www.samajalive.in
Friday, December 12, 2025
14.1 C
Bhubaneswar

ମାଲେସିଆ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ – ସେମିଫାଇନାଲରେ ସାତ୍ଵିକ ଓ ଚିରାଗ

ଡେସ୍କ: ବ୍ୟାଡମିଣ୍ଟନରେ ଭାରତର ପୁରୁଷ ଯୁଗଳ ଯୋଡ଼ି ସାତ୍ବିକ ସାଇରାଜ ରାଙ୍କି ରେଡ୍ଡୀ ଓ ଚିରାଗ ସେଟ୍ଟୀ ୪୯ତମ ମିନିଟରେ ମାଲେସିଆର ୟୁ ସିନ୍ ଓଙ୍ଗ୍ ଓ ଇୟି ଟିଓଙ୍କୁ ସିଧାସଳଖ ୨୬-୨୪, ୨୧-୧୫ ଗେମରେ ପରାସ୍ତ କରି ମାଲେସିଆ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସପ୍ତମ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ୨୮ ମିନିଟ୍ ଧରି ଚାଲିଥିବା ପ୍ରଥମ ମ୍ୟାଚରେ ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲେ। ଦ୍ବିତୀୟ ଗେମରେ ମାଲେସିଆ ଯୋଡ଼ି ବ୍ୟବଧାନ ପୂର୍ବରୁ ଅଧିକାଂଶ ସମୟ ଆଗୁଆ ରହିଥିଲେ ହେଁ ରାଙ୍କିରେଡ୍ଡୀ ଓ ସେଟ୍ଟୀ ୧୧-୧୧ରେ ସ୍କୋରକୁ ସମାନ କରିଥିଲେ ଏବଂ ବିରତି ପରେ ନିୟନ୍ତ୍ରଣ ହାସଲ କରି ବିଜୟ ସୁନିଶ୍ଚିତ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories