ଜାନୁଆରୀ ୧୨ରୁ ୧୫ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ସ୍ଥଗିତ

ଭୁବନେଶ୍ୱର: ପୁରୀ ରତ୍ନଭଣ୍ଡାର ମରାମତି ଜାନୁଆରୀ ୧୨ରୁ୧୫ ପର୍ଯ୍ୟନ୍ତ ସ୍ଥଗିତ ରହିବ ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଥିବାରୁ ରତ୍ନଭଣ୍ଡାର ମରାମତିକୁ ସ୍ଥଗିତ ରଖାଯାଇଛି। ଜାନୁଆରୀ ୧୬ରୁ ପୁଣିଥରେ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି ଚାଲୁ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରକାଶକ ସୂଚନା ଦେଇଛନ୍ତି।

kalyan agarbati

Comments are closed.