ବ୍ରହ୍ମପୁରରେ ନକଲି ଘିଅ କାରାଖାନା ଠାବ, ଅତ୍ୟାଧୁନିକ ପ୍ୟାକିଂ ମେସିନ ଜବତ, ମୁଖ୍ୟ ଅଭିଯୁକ୍ତ ଫେରାର

ବ୍ରହ୍ମପୁର : ବ୍ରହ୍ମପୁର ସହରରେ ଦିନକୁ ଦିନ ନକଲି କାରବାର ବଢିବାରେ ଲାଗିଛି। ର୍ବରୁ ଏହି ସହରରୁ ନକଲି ମସଲା ଗୁଣ୍ଡ, ଲଙ୍କାଗୁଣ୍ଡ, ଅଏଲ, ଗୁଟଖା, ଅଠା ଆଦି ଠାବ ହୋଇସାରିଥିବା ବେଳେ ଏବେ ପୁଣି ଏକ ନକଲି ଘିଅ…
Read More...

ତ୍ରିନେତ୍ର କଳାକୁଞ୍ଜର ଗୁରୁ ପୂଜନ ଉତ୍ସବ, ଚିତ୍ତାକର୍ଷକ ନୃତ୍ୟ ବିଚିତ୍ରା ପ୍ରଦର୍ଶନ

ଚୌଦ୍ୱାର: ଓଡ଼ିଶୀ ନୃତ୍ୟକଳା ଅନୁଷ୍ଠାନ ଚୌଦ୍ୱାରସ୍ଥିତ ତ୍ରିନେତ୍ର କଳାକୁଞ୍ଜ ଆନୁକୁଲ୍ୟରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ମୁଖ୍ୟ ଓଡ଼ିଶୀ ଗୁରୁ ରମାକାନ୍ତ ସାହୁଙ୍କ ପରିଚାଳନାରେ ଚୌଦ୍ୱାର…
Read More...

ମହିଳାଙ୍କ ଠାରୁ ୮୩ ହଜାର ଟଙ୍କା ଲୁଟିଲେ ଦୁର୍ବୁତ୍ତ

ଚୌଦ୍ୱାର: ଦିନ ଦ୍ୱିପ୍ରହରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଠାରୁ ଦୁର୍ବୁତ୍ତମାନେ ନଗଦ ୮୩ ହଜାର ଟଙ୍କା ଲୁଟିନେଇଥିବା ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଇନ୍ଦ୍ରାଣୀପାଟଣା ପଞ୍ଚାୟତ…
Read More...

ଅଳଙ୍କାର ଦୋକାନ ବିରୋଧରେ ଅଭିଯୋଗ, ସମ୍ବଲପୁରରେ ଜିଏସ୍‌ଟି ଚଢ଼ଉ

ସମ୍ବଲପୁର: ଗୁରୁବାର ସମ୍ବଲପୁର ସହରର ଏକ ଅଳଙ୍କାର ଦୋକାନ ଓ ଏହାର ମାଲିକଙ୍କ ବାସଭବନରେ ଜିଏସଟି ପକ୍ଷରୁ ଚଢ଼ଉ କରାଯାଇଛି। ଇନଭଏସ ବିଲରେ ଜିଏସଟି ନମ୍ବର ଉଲ୍ଲେଖ ନକରି ଗହଣା ବିକ୍ରି କରିବାରୁ ଏହି ଅଳଙ୍କାର ଦୋକାନ…
Read More...

ଦୁର୍ଘଟଣାରେ ବାପା ମୃତ, ପୁଅ ଆହତ

ଠାକୁରମୁଣ୍ଡା: ଠାକୁରମୁଣ୍ଡା-ଉଦଳା ରାସ୍ତାର ଗୋବରଯୋଡ଼ା ନଦୀ ପୋଲ ନିକଟ ବାଙ୍କରେ ବାଇକ୍‌ ଦୁର୍ଘଟଣା ଘଟି ବାପାର ମୃତ୍ୟୁ ଘଟିଥିବାବେଳେ ପୁଅ ଆହତ ହୋଇଛନ୍ତି। ମୃତକ ଜଣକ ମହୁଲଡିହା ଥାନା ଅନ୍ତର୍ଗତ ଡ଼ଙ୍ଗାଡ଼ିହା…
Read More...

ଭୂତଳ ଆଗ୍ନେୟ ଉଦ୍‌ଗୀରଣରେ ନୂତନ ଦ୍ବୀପ ସୃଷ୍ଟି

ଅକ୍ଟୋବର ୩୦ରେ ପ୍ରଶାନ୍ତ ମହାସାଗରରେ ଭୂତଳ ଆଗ୍ନେୟଗିରି ଉଦ୍‌ଗୀରଣରେ ଏକ ନୂତନ ଦ୍ୱୀପ ଆବିଷ୍କୃତ ହୋଇଛି। ଏହି ବିସ୍ଫୋରଣରେ ଜାପାନର ଇୱୋ ଜିମା ଦ୍ୱୀପରେ ଥିବା ବଡ଼ବଡ଼ ପଥରଗୁଡ଼ିକ ଭାଙ୍ଗି ଚତୁର୍ଦିଗରେ ବିଚ୍ଛିନ୍ନ…
Read More...

୩୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜଳ ସଂରକ୍ଷଣ ପ୍ରକଳ୍ପ ଉଦଘାଟିତ

ହରଭଙ୍ଗା :ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଯାଜପୁର ସଂରକ୍ଷଣ ଜଙ୍ଗଲ ମଧ୍ୟରେ କାମ୍ପା ଯୋଜନାରେ ଚଳିତବର୍ଷ ୩୦ଲକ୍ଷ ଟଙ୍କା ବ୍ୟୟବରାଦରେ ବନ୍ୟଜନ୍ତୁଙ୍କ ପାଣି ପିଇବା ପାଇଁ ଜଳ ସଂରକ୍ଷଣ ପ୍ରକଳ୍ପ…
Read More...

ସାମାଜିକ ଗଣମାଧ୍ୟମରେ ଏଡ୍‌ସ ନିୟନ୍ତ୍ରଣ ସଚେତନତା କଲେ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ

ଫୁଲବାଣୀ:ଜାତୀୟ ଏଡ୍‌ସ ନିୟନ୍ତ୍ରଣ ଅନୁଷ୍ଠାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଜାତୀୟ ଏଡ୍‌ସ ନିୟନ୍ତ୍ରଣ କାର୍ଯ୍ୟକ୍ରମର ୫ମ ସଂସ୍କରଣରେ ଲକ୍ଷ୍ୟ ରଖାଯାଇଥିବା ସଂଖ୍ୟାର ୯୫ ପ୍ରତିଶତକୁ ହାସଲ କରିବା ପାଇଁ ସାମାଜିକ…
Read More...

ନବରଙ୍ଗପୁରରେ ଜିଲା କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ

ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ସମସ୍ତ ବ୍ଲକ୍ ଓ ସହରରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ସଂକୀର୍ତ୍ତନ ସତ୍ୟାଗ୍ରହ ପାଇଁ ଡାକରା ଦେଇଥିଲେ। ନବରଙ୍ଗପୁର ଜିଲା କଂଗ୍ରେସ କମିଟି ତରଫରୁ…
Read More...

ନାବାଳିକାଙ୍କ ସହ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣା, କୋର୍ଟ ଚାଲାଣ ହେଲା ଅଭିଯୁକ୍ତ

କଲମପୁର: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ଅଭିଯୁକ୍ତ ଯୁବକକୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଲମପୁର ଥାନା ଅଧିନସ୍ଥ ଜନୈକା ନାବାଳିକା ନିକଟସ୍ଥ କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି…
Read More...

ଦେଶରେ ନେତାଙ୍କ ବିରୋଧରେ ରହିଛି ୫୧୭୫ଟି ମାମଲା, ଶୀଘ୍ର ରାୟ ଶୁଣାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ସାଂସଦ ଓ ବିଧାୟକଙ୍କ ବିରୋଧରେ ଥିବା ଅପରାଧିକ ମାମଲାର ଶୀଘ୍ର ରାୟ ଶୁଣାଇବା ପାଇଁ ସୁପ୍ରିମ କୋର୍ଟ ପକ୍ଷରୁ ସବୁ ରାଜ୍ୟର ହାଇକୋର୍ଟଙ୍କୁ ନିର୍ଦେଶ ଦିଆଯାଇଛି।…
Read More...

ବୌଦ୍ଧରେ କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ ଆନ୍ଦୋଳନ

ବୌଦ୍ଧ: ଭକ୍ତଙ୍କ ପାଇଁ ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ୱାରା ଖୋଲିବା ଦାବୀରେ ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନକ୍ରମେ ବୌଦ୍ଧ ଜିଲା କଂଗ୍ରେସ କମିଟି ପକ୍ଷରୁ ବୌଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ଆଗରେ ଗୁୁରୁବାର ସଂକିର୍ତ୍ତନ…
Read More...

ହୁମା ଜଳସେଚନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଗଞ୍ଜାମ: ଓଡିଶା କୃଷକ ସଭା ଜିଲା କମିଟି ପକ୍ଷରୁ ୭ ଦଫା ଦାବୀ ନେଇ ଗୁରୁବାର ଦିନ ହୁମାସ୍ଥିତ ଋଷିକୁଲ୍ୟା ଜଳସେଚନ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପଦର୍ଶନ ସହ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।…
Read More...

ବିଶ୍ବକପ : ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ୫ ୱିକେଟରେ ନ୍ୟୁଜିଲାଣ୍ଡ ବିଜୟୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ୪୧ତମ ମ୍ୟାଚରେ ଶ୍ରୀଲଙ୍କାକୁ ୫ ୱିକେଟରେ ହରାଇ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଶ୍ରୀଲଙ୍କା ଦେଇଥିବା ୧୭୧ ରନର ବିଜୟ…
Read More...

ବାରାହା ପାଇଁ ଉଜୁଡିଗଲା ବର୍ଷକର ଆହାର

ଗୁରୁଡିଝାଟିଆ: ଚାଷ କାମ ଯାହାର, କେତେ ସୁଖ ତାହାର। ସେହି ସିନା ଦୁନିଆକୁ ଯେଗାଇଥାଏ ଆହାର। ଏହା ଓଡିଆ ଘରର ପ୍ରତ୍ୟେକ ବ୍ୟକ୍ତିବିଶେଷ ଭଲଭାବରେ ଜାଣନ୍ତି। କୃଷକ ହିଁ ଦେଶ ପ୍ରଗତିର ମେରୁଦଣ୍ଡ। ତାହାର ଶ୍ରମ ଓ…
Read More...

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପେଟ୍ରୋଲ ପମ୍ପ ବନ୍ଦ, ସମସ୍ୟା ସମାଧାନ ପାଇଁ ନିବେଦନ

ଲଡୁଗାଁ: ଲଡୁଗାଁରେ ଏବେ ପେଟ୍ରୋଲ ଡିଜେଲ ଘୋର ଅଭାବ ଦେଖା ଦେଇଛି। ଜୟପାଟଣାରୁ ଲଡୁଗାଁ କାଉଡୋଳା ଦେଇ ଲୋକେ ଯିବା ଆସିବା କରନ୍ତି। ଏତବ୍ୟତୀତ ଲଡୁ ଗାଁ ଉପରେ ଉଭୟ ଜୟପାଟଣା ଓ କୋକସରା ବ୍ଲକର ବିଭିନ୍ନ ଅଞ୍ଚଳର ଲୋକେ…
Read More...

ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ

କେନ୍ଦୁଝରଗଡ଼: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚାରିଦ୍ୱାର ଖୋଲିବା, ରତ୍ନଭଣ୍ଡାର ଗଣତି, ମଣତି ମରାମତି ଏବଂ ବେଦାନ୍ତ କମ୍ପାନୀ ଦ୍ୱାରା ଅଧିକୃତ ଶ୍ରୀଜଗନ୍ନାଥଙ୍କ ଜମି ଓ ଚାଷୀଙ୍କ ଚାଷ ଜମି ତୁରନ୍ତ ଫେରସ୍ତ ଦାବିରେ…
Read More...

ବଳାତ୍କାରୀକୁ ୭ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝରଗଡ଼: ନାବାଳିକା ବଳାତ୍କାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଫାଷ୍ଟ ଟ୍ରାକ୍‍ କୋର୍ଟ କେନ୍ଦୁଝର ଗୁରୁବାର ୭ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଭୁଲୁଦା ଗ୍ରାମର ଜନୈକା ୧୬ବର୍ଷର ନାବାଳିକା…
Read More...

ସେକ୍ସପିଅରଙ୍କ ମାକବେଥ ଓ ସଫୋକ୍ଲିସଙ୍କ ଓଡ଼ିପସ ଟ୍ରାଜେଡି ଉପରେ ଆଲୋଚନା

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗୁରୁବାର ଆନ୍ତଇଂରାଜୀ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ବୌଦ୍ଧ ପଞ୍ଚାୟତ…
Read More...

କଂଗ୍ରେସ ପକ୍ଷରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଧାରଣା

କଲ୍ୟାଣସିଂହପୁର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ରାଜ୍ୟର ସମସ୍ତ ବ୍ଲକ,ଏନଏସି, ମ୍ୟୁନିସିପାଲଟି ଓ ମହାନଗର ନିଗମ ଥିବା ଜଗନ୍ନାଥ ମନ୍ଦିରର ସମ୍ମୁଖରେ ଧାରଣା ଦିଆଯାଇଛି। ପୁରୀ…
Read More...

ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ଶୋଭାଯାତ୍ରା

ଫୁଲବାଣୀ: ଆଜି ଜିଲା ଜଜଙ୍କ ନିର୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ ତରଫରୁ ଜାତୀୟ ଆଇନ ସେବା ଦିବସ ଉପଲକ୍ଷେ ‌ଏକ ଶୋଭା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଜିଲା ସ୍ପେସାଲ ଜଜ୍ ତଥା ଭିଜିଲାନ୍ସ…
Read More...

ଜନକଲ୍ୟଣ ସେବା ଟ୍ରଷ୍ଟର ନୂଆଁଖାଇ ଭେଟ ଘାଟ, ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ସ୍ଥିତ ରାମଚଣ୍ଡୀ କଲ୍ୟାଣ ମଣ୍ଡପ ଠାରେ ସାମାଜିକ ଅନୁଷ୍ଠାନ ଜନ କଲ୍ୟlଣ ସେବା ଟ୍ରଷ୍ଟର ବାର୍ଷିକ ଉତ୍ସବ ତଥା ନୂଆଁଖାଇ ଭେଟ ଘାଟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେରେ…
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ୧୪ ବିଭାଗରେ ପୁରସ୍କାର ପାଇଁ ଆବେଦନ ଆରମ୍ଭ: ନଭେମ୍ବର ୪ରୁ ୧୭ ଯାଏଁ ଆବେଦନ,…

ଭୁବନେଶ୍ୱର: ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ରାଜ୍ୟ ସରକାରଙ୍କ ଏକ ବୃହତ ଆଭିମୁଖ୍ୟ । ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଶିକ୍ଷା…
Read More...

ସବୁ କଲେଜରେ ଏନଏସଏସ ଶାଖା ଖୋଲିବା ସହିତ ଏହାକୁ ଅଧିକ କ୍ରିୟାଶୀଳ କରାଯିବ : ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସେବାର ଭାବନାକୁ ଜାଗ୍ରତ କରିବାପାଇଁ ଜାତୀୟ ସେବା ଯୋଜନା(ଏନଏସଏସ)ର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ରାଜ୍ୟର ସମସ୍ତ କଲେଜରେ ଏନଏସଏସର ଶାଖା ଖୋଲିବା ସହିତ ଏହାକୁ ଅଧିକ…
Read More...

ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀ: ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଲକ୍ଷ୍ୟ ହାସଲ କରିବା ଦିଗରେ ନୂତନ ଦିଗନ୍ତ

ଭୁବନେଶ୍ୱର:  ରାଜ୍ୟରେ ଅକ୍ଷୟ ଶକ୍ତିର ବିକାଶ ନିମନ୍ତେ ଗ୍ରୀଡକୋ ପକ୍ଷରୁ ଆଜି ଓଡ଼ିଶା ୱିଣ୍ଡ୍ ଏନର୍ଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ପବନ ଶକ୍ତି କ୍ଷେତ୍ରରେ ପୁଞ୍ଜି ବିନିଯୋଗର ସୁଯୋଗ ସୃଷ୍ଟି କରିବା…
Read More...

ବସ ଟର୍ମିନାଲରେ ଅଗ୍ନିକାଣ୍ଡ, ଏକାଧିକ ବସରେ ଲାଗିଛି ନିଆଁ

ଜୟପୁର: ଜାତୀୟ ରାଜପଥ ୨୬ କଡ଼ରେ ଥିବା ବସ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ପ୍ରଥମେ ଏକ ପରିତ୍ୟକ୍ତ ବସରେ ନିଆଁ ଲାଗିବା ପରେ ଏହା ଏକାଧିକ ବସକୁ ବ୍ୟାପୀ ଯାଇଛି ଏବଂ ଏକାଧକ ବସରେ ଲାଗିଛି ନିଆଁ…
Read More...

ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସୃଜନଶୀଳ ଭାବପ୍ରକାଶରେ ଉନ୍ନତି ଓ୫‘ଟି’ ରୂପାନ୍ତରଣ ନେଇ କର୍ମଶାଳା

ଭୁବନେଶ୍ୱର: ଭିନ୍ନକ୍ଷମ ଶିଶୁ-କିଶୋର ଛାତ୍ରଛାତ୍ରୀମାନେ ପଢ଼ୁଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ୫‘ଟି’ ରୂପାନ୍ତରଣରେ ସେମାନଙ୍କ ସୃଜନଶୀଳ ଭାବପ୍ରକାଶର ଉନ୍ନତି ଉପରେ ସର୍ବାଧିକ ଗୁରୁତ୍ୱ ଦେବା ନିମନ୍ତେ…
Read More...

ବୁଡ଼ିଲା ଡଙ୍ଗା: ଭାଉଜ ମୃତ, ନଣନ୍ଦ ଉଦ୍ଧାର

ଖଲ୍ଲିକୋଟ: ଡଙ୍ଗାବୁଡ଼ି ଭାଉଜଙ୍କ ମୃତ୍ୟୁ ହୋଇଥିବାବେଳେ ନଣନ୍ଦ ଉଦ୍ଧାର ହୋଇଛି। ଭାରସାମ୍ୟ ହରାଇ ଟାମ୍ପରା ହ୍ରଦରେ ଡଙ୍ଗାଟି ବୁଡ଼ି ଯାଇଥିଲା। ନଣନ୍ଦ ଓ ଭାଉଜ କାଠ ଆଣିବା ପାଇଁ ଯିବାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା…
Read More...

ସୋମାଲିକାଙ୍କ ଆବେଦନ ହାଇକୋର୍ଟରେ ଖାରଜ

କଟକ: ବିଧାୟକ ବିଜୟଶଙ୍କର ଓ ସୋମାଲିକା ବିବାଦ ମାମଲାର ନୂଆମୋଡ଼ ନେଇଛି। ସୋମାଲିକାଙ୍କ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଛନ୍ତି। ବିବାହ ପଞ୍ଜୀକରଣ ଅଧିକାରୀଙ୍କ ପାଖରେ ମାମଲା ଚାଲୁଥିବାରୁ ଖାରଜ। ତଳକୋର୍ଟରେ…
Read More...

ମହିଳା ସାମ୍ବାଦିକଙ୍କୁ ପ୍ରଯୋଜକଙ୍କ ମାଡ଼

ଭୁବନେଶ୍ବର: କାର୍ଯ୍ୟରତ ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଂଜୟ ନାୟକ(ଟୁଟୁ) ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମାଡ଼ ଖାଇବା ପରେ ଖାରବେଳ ନଗର ଥାନାରେ ମହିଳା ସାମ୍ବାଦିକ…
Read More...

ବାଇକକୁ ଧକ୍କା ଦେଲା ଟ୍ରକ, ୩ ମୃତ

ଆନନ୍ଦପୁର: କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ୩ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ ଯୁବକ ଥିବା ସୂଚନା ମିଳିଛି। ୨୦ ନଂ ଜାତୀୟ ରାଜପଥ ବାରିଗାଁ ନିକଟରେ ମର୍ମନ୍ତୁଦ…
Read More...

ଜାକେଲାରେ ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା

ନୟାଗଡ଼: ନୟାଗଡ ଜିଲା ଅନ୍ତର୍ଗତ ଖଣ୍ଡପଡା ବ୍ଲକ୍ କୁମ୍ଭାରପଡା ପଞ୍ଚାୟତର ଜାକେଲା କଲୋନୀ ଗ୍ରାମରେ ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସଭାପତି ସୁରିଆ ନାଏକଙ୍କ ନେତୃତ୍ବରେ ମା ମଙ୍ଗଳାଙ୍କ…
Read More...

ଧାନ ଗଛ ନଷ୍ଟ କଲେ ହାତୀ ସମସ୍ୟା ରେ ଚାଷୀ

ଗୁଣୁପୁର: ଶେଫାଳି ପାହଡ ନିକଟ ହନୁମାନ ମନ୍ଦିର ନିକଟରେ ଥିବା ଧାନ ଚାଷ ଜମିରେ ଦୁଇଟି ହାତୀ ପଶି ଗଛ ଗୁଡିକ ଖାଇବା ସହ ଧାନ ଗଛଗୁଡିକୁ ନଷ୍ଟ କରିଛନ୍ତି। ଆଉ କିଛି ଦିନ ଗଲେ ଧାନ ଅମଳ ହୋଇଥାନ୍ତା। ଅମଳ ସମୟରେ ହାତୀ…
Read More...

ବ୍ରହ୍ମପୁର ବିଶ୍ୱଵିଦ୍ୟାଳୟ ପରିସରରୁ ବିରଳ ପ୍ରଜାତିର ସାପ ଉଦ୍ଧାର

ଗୋପାଳପୁର: ବ୍ରହ୍ମପୁର ବିଶ୍ୱଵିଦ୍ୟାଳୟ ପରିସରରେ ଉର୍ଜା ସ୍ଵେଛାସେଵୀ ସଂଘ ପକ୍ଷରୁ ଏକ ବିରଳ ପ୍ରଜାତିର ସାପ ଉଦ୍ଧାର ହୋଇଛି। ସୂଚନା ଅଦୁଯାୟୀ ସାପଟି ବିଶ୍ୱଵିଦ୍ୟାଳୟ ପରିସରରେ ଥିବା ଛାତ୍ରୀ ନିବାସ ନିକଟରେ…
Read More...

‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ଗୁରୁବାର ସନ୍ଧ୍ୟାରେ ଏମ୍‌ସରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ବର୍ଷ ହୋଇଥିଲା। ତାଙ୍କ ମର ଶରୀର ବରମୁଣ୍ଡା ହାଉସିଂବୋର୍ଡ ବାସଭବନକୁ ଅଣାଯିବା ପରେ ବିଶିଷ୍ଟ…
Read More...

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବନ୍ଧ ନିରାପତ୍ତା ଆପାତକାଳୀନ କାର୍ୟ୍ୟ ଯୋଜନା ସଂପର୍କିତ ବୈଠକ, ଜିଲାପାଳଙ୍କୁ…

ଭୁବନେଶ୍ୱର:  ବନ୍ଧ ନିରାପତ୍ତା ଆପାତକାଳୀନ କାର୍ୟ୍ୟ ଯୋଜନା (ଇମର୍ଜେନ୍ସି ଆକ୍ସନ ପ୍ଲାନ) ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ

ଆଠଗଡ: ଓଡିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ରାଜ୍ୟ ସରକାର କୃଷି କ୍ଷେତ୍ର ଓ କୃଷକର ବିକାଶ ପାଇଁ ସମର୍ପିତ ଓ ସଂକଳ୍ପବଦ୍ଧ ବୋଲି ଆଠଗଡ ମହୋତ୍ସବ ପଡିଆରେ ଗୁରୁବାର ଆୟୋଜିତ ୩ଦିନିଆ କୃଷି ଯାନ୍ତ୍ରିକ ମେଳାକୁ…
Read More...

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ…
Read More...

ଉତ୍ସର୍ଗାକୃତ ସେବା ପାଇଁ ସମାଜସେବୀ ବ୍ରଜବନ୍ଧୁ ଲେଙ୍କା ପୁରସ୍କୃତ

ଗୁରୁଡିଝାଟିଆ: ଭୁବନେଶ୍ୱରରେ ଥିବା ନିଜ କୋଠା ଓ ଜମି ବିକ୍ରି କରି ଧୁରୁଷିଆ ମୁଣ୍ଡିଆ ଉପରେ ହନୁମାନ ମନ୍ଦିର ନିର୍ମାଣ କରିଛନ୍ତି। ଏଥିସହିତ ମୁଣ୍ଡିଆଟିକୁ ସବୁଜ ବନାନୀରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରଜାତିର…
Read More...

ବିଶ୍ବକପ ସେମି ଫାଇନାଲରେ ଭାରତ; ୭ଟି ମ୍ୟାଚ୍‌ ଖେଳି ସବୁ ମୁକାବିଲାରେ ବିଜୟ ହାସଲ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଦିନିକିଆ ବିଶ୍ବକପ୍‌-୨୦୨୩ରେ ଗୁରୁବାର ଭାରତୀୟ ଖେଳାଳୀ ଦମଦାର ପ୍ରଦର୍ଶନ ସହ ଆଜି ବିଶାଳ ବିଜୟ ହାସଲ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ…
Read More...

କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ, ଚାଷ ଜମିରେ ଦେଖାଦେଇଥିବା ରୋଗପୋକ ଚିହ୍ନଟ

କଲମପୁର:  ଚାଷ ଜମିରେ ମାଟିଆଗୁଣ୍ଡି ପୋକ ସମେତ ଚକଡା, ପତ୍ରମୋଡା ଓ ପତ୍ରପୋଡା ଭଳି ରୋଗର ପ୍ରଭାବ ଯୋଗୁଁ ମଣ୍ଡଳ, ମୀନଗୁର, କୋଟାଗାଁ, ନୁଆଗାଁ , କଲମପୁର ଆଦି ପଞ୍ଚାୟତର ଚାଷ ଜମି ପ୍ରଭାବିତ ହେଉଛି। କୃଷି ବିଭାଗ…
Read More...

ଲକ୍ଷ୍ମୀପୂଜା ଦେଖି ଘରକୁ ଫେରିବାବେଳେ ବାଇକ ଦୁର୍ଘଟଣା, ୨ ମୃତ

ଗୁରୁଡିଝାଟିଆ: ଢେଙ୍କାନାଳ ଲକ୍ଷ୍ମୀପୂଜା ଦେଖି ୨ବନ୍ଧୁ ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ଘଟଣାସ୍ଥଳରେ ଗୁରୁଡିଝାଟିଆ ପୋଲିସ…
Read More...

ବାଜି ରାଉତ ଯୁବକ ସଂଘର ବାର୍ଷିକ ଉତ୍ସବ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲାର ଚକାପାଦ ବ୍ଲକ୍ ଅନ୍ତର୍ଗତ କୁସୁମେଣ୍ଡି ପଞ୍ଚାୟତ ସିମ୍ବାଳି ଗ୍ରାମର ବାଜିରାଉତ ଯୁବକ ସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ୍…
Read More...

କ୍ଲଷ୍ଟର ସ୍ତରୀୟ ଓଡ଼ିଆ ମିଲେଟସ କୁଇଜ୍ ପ୍ରତିଯୋଗୀତା

କଣ୍ଟାବାଞ୍ଜି : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ କ୍ଲଷ୍ଟର ସ୍ତରୀୟ ଓଡିଶା ମିଲେଟସ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇ ଅଛି। ଉକ୍ତ ପ୍ରତିଯୋଗୀତା କଣ୍ଟାବାଞ୍ଜି ନଗରର ସମସ୍ତ…
Read More...

ଭୁବନେଶ୍ବରରେ କୋପାକାବାନା, ଟାନିନୋ ପ୍ରୋଟିନ୍ ସହିତ ଏକ ବୈପ୍ଲବିକ ହେୟାର ଏକ୍ସଟେନ୍ସନ ଚିକିତ୍ସା

ଭୁବନେଶ୍ବର: ଉତ୍କଳ କନିକା ଗ୍ୟାଲେରିଆ ମଲରେ ଥିବା ଇଣ୍ଡଲଜ୍ ନୂତନ ସେଲୁନରେ ଆନ୍ତର୍ଜାତୀୟ କେଶ ଉତ୍ପାଦ ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ରାଜ୍ୟ ଶ୍ରମିକ କଲ୍ୟାଣ ବୋର୍ଡର…
Read More...

ବିଶ୍ବକପ୍‌: ଶ୍ରୀଲଙ୍କାକୁ ୩୫୮ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ, ବିରାଟ କୋହଲି-ଶୁବମନ୍‌ ଗିଲଙ୍କ ଶତକୀୟ ଭାଗିଦାରୀ

ମୁମ୍ବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ବିଶ୍ବକପ୍‌-୨୦୨୩ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଛି। ଆଜି…
Read More...

ବଚସାରୁ ପିଟାପିଟି, ଜଣେ ମୃତ

କଟକ: ଚଣ୍ଡୀ ମନ୍ଦିର ସମ୍ମୁଖରେ ବଚସାରୁ ପିଟାପିଟି ହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଦୁଇ ଅଟୋ ଚାଳକଙ୍କ ମଧ୍ୟରେ ସଂଘର୍ଷରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଗଣ୍ଡଗୋଳ କାରଣ ଅସ୍ପଷ୍ଟ ରହିଥିବାବେଳେ…
Read More...

ଆଇସିସି ପକ୍ଷରୁ ଜାତୀୟ ପାନୀୟ ଜଳ ସମ୍ମିଳନୀ

ଭୁବନେଶ୍ୱର: ଇଣ୍ଡିଆନ ଚାମ୍ବର ଅଫ୍ କର୍ମସ(ଆଇସିସି) ପକ୍ଷରୁ ଜାତୀୟ ପାନୀୟ ଜଳ ସମ୍ମିଳନୀ ଉଦ୍‌ଘାଟନ ହୋଇଯାଇଛି। ଏହା ଦୁଇ ଦିନ ଧରି ଚାଲିବ। ଆଇସିସି ଜଳ କମିଟିର ଅଧ୍ୟକ୍ଷ ଅଙ୍କୁର ପଟାନି ସ୍ବାଗତ ଭାଷଣ ଦେଇ କହିଥିଲେ…
Read More...

ଦୁଷ୍କର୍ମୀଙ୍କୁ ୨୦ ବର୍ଷ ଜେଲ

ଭୁବନେଶ୍ବର: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ନାବାଳିକା ଦୁଷ୍କର୍ମୀ ଦୋଷୀ କୃଷ୍ଣଚନ୍ଦ୍ର ପ୍ରଧାନକୁ ସ୍ବତନ୍ତ୍ର ପକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ ଧରାକୋଟ…
Read More...

ନବୀନ ଓଡିଶା ଗାଁ ଲୋକଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବ – ମୁଖ୍ୟମନ୍ତ୍ରୀ

ଗଞ୍ଜାମର ୧୨ଟି ନିର୍ବାଚନମଣ୍ଡଳୀ ପାଇଁ ୨୫୧.୫୦ କୋଟି – ୫୭୦୬ ପ୍ରକଳ୍ପ ସୁବର୍ଣ୍ଣପୁରର ୨ଟି ନିର୍ବାଚନ ମଣ୍ଡଳୀ ପାଇଁ ୫୪.50 କୋଟି – ୧୪୧୯ ପ୍ରକଳ୍ପ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ବିକାଶକୁ…
Read More...

ଟିକେଟ କାଟି ଟ୍ରେନରେ ଯାତ୍ରା କରିବାକୁ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଲୋକଙ୍କୁ ସଚେତନତା ସୃଷ୍ଟି

ଗଞ୍ଜାମ: ଗଞ୍ଜାମ ରେଳ ଷ୍ଟେସନରେ ଯାତ୍ରୀମାନେ ବିନା ଟିକେଟ ଯାତ୍ରା ନକରି ଟିକେଟ କାଟି ଯାତ୍ରା କରିବାକୁ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଲୋକଙ୍କୁ ପ୍ଲାକାଡ଼ ଧରି ସଚେତନତା ସୃଷ୍ଟି କରାଯାଇଛି।…
Read More...

ସାବତ ମା ର ନାବାଳକ ପୁଅ ଝିଅଙ୍କୁ ମାଡଘଟଣା, ସାବତ ମା ଓ ବାପା ଗିରଫ

ଆଠଗଡ: ଆଠଗଡ଼ ଥାନା ଅନ୍ତର୍ଗତ ଷୋଳଘରିଆ ଗ୍ରାମରେ ଭଡା ରହୁଥିବା ସୁନୀଲ କୁମାର ନନ୍ଦଙ୍କ ନାବାଳକ ପୁଅ ଓ ଝିଅଙ୍କୁ ସାବତ ମା ମାଡ ମାରି ଲହୁଲୁହାଣ କରିବା ଘଟଣା ପରେ ପୁଲିସ ସାବତ ମା ଓ ବାପାକୁ ଗିରଫ କରିଛି। ମାଡ ଓ…
Read More...

ଓଡ଼ିଶାର ଶିଳ୍ପ ବିକାଶର  ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି

ଭୁବନେଶ୍ୱର: ଆଜି ଅନୁଷ୍ଠିତ ୧୨୩ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସ୍ଡବ୍ଲ୍ୟୁସିଏ) ବୈଠକରେ ଓଡ଼ିଶାର ଶିଳ୍ପ ବିକାଶର  ଉତ୍କର୍ଷତା ଅଭିମୁଖେ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ…
Read More...

ଶିଶୁପୁତ୍ର ବିକ୍ରୀ ଅଭିଯୋଗ, ଥାନାରେ ମାମଲା

କାମାକ୍ଷାନଗର : କାମାକ୍ଷାନଗର ଥାନା ଜିରିଡାମାଳିର କେନାଲ ନିକଟରେ ଥିବା ଆଦିବାସୀ ବସ୍ତିର ଜଣେ ମହିଳା ତାଙ୍କର ନବଜାତକ ଶିଶୁପୁତ୍ରକୁ ବିକ୍ରୀ କରିଦେଇଥିବା ଅଭିଯୋଗ ହୋଇଛି। ଗତ ୧୩ ତାରିଖ ଶୁକ୍ରବାର ରାତିରେ ଜନ୍ମ…
Read More...

ରାସ୍ତା କଡ଼ରେ ଠିଆ ହୋଇଥିବା ପଥଚାରୀ ଉପରେ ମାଡିଗଲା ଟ୍ରକ

ଗୋପାଳପୁର : ଗୋଳନ୍ଥରା ଥାନା ଅଧୀନ କେ. ସୁବନୀ ଛକରେ ଠିଆ ହୋଇଥିବା ଜଣେ ପଥଚାରୀ ଉପରେ ଟ୍ରକ ମାଡି ଯିବାରୁ ବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ଜଣକ ହେଲେ ଆର. ସୁବନୀ ଗ୍ରାମର ଭାଗ୍ୟ ଦାସ(୬୨) ବୋଲି…
Read More...

ଆଇସିସିର ନୂତନ ସଭାପତି ଦାୟିତ୍ବ ଗ୍ରହଣ କଲେ ଆମେୟା ସୁରେଶ ପ୍ରଭୂ

ଭୁବନେଶ୍ବର: ମୁମ୍ବାଇର ଏନଏଏଫଏ କ୍ୟାପିଟାଲ ଆଡଭାଇଜର୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଏବଂ ଲେଖକ ଅମେୟା ସୁରେଶ ପ୍ରଭୂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ର ସଭାପତି ଭାବେ ଦାୟିତ୍ବ ଗ୍ରହଣ…
Read More...

୭ ୱିକେଟରେ ଜିତିଲା ପାକିସ୍ତାନ, ହାରିଲା ବାଂଲାଦେଶ

କଲକାତା : କଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇସିସି ବିଶ୍ବକପର ମ୍ୟାଚରେ ପାକିସ୍ତାନ ୭ ୱିକେଟରେ ବିଜୟୀ ହୋଇଛି। ୩୩.୩ ଓଭରରେ ୩ ୱିକେଟ ବିନିମୟରେ ପାକିସ୍ତାନ ଏହି ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି…
Read More...

ସପ୍ତମ ଦିନରେ ଆମ ଓଡିଶା ନବୀନ ଓଡିଶା, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱରର 8ଟି ନିର୍ବାଚନମଣ୍ଡଳୀ ପାଇଁ ୧୭୮ କୋଟି –୪୪୬୫ ପ୍ରକଳ୍ପ ବଲାଙ୍ଗୀରର 5ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୫୮.୫୦ କୋଟି – ୩୯୧୧ ପ୍ରକଳ୍ପ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ନବୀନ ଓଡିଶାର…
Read More...

ସୂଚନା ଓ ଲୋକସଂପର୍କ ବିଭାଗରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଶପଥ ପାଠ

ଭୁବନେଶ୍ୱର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଆଜି ଶପଥ ପାଠ କରାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦ୍ଦେଶକ ସରୋଜ କୁମାର ସାମଲ ବିଭାଗୀୟ…
Read More...

ଆଇପିଏସ ସ୍ତରରେ ଅଦଳବଦଳ, ଉମାଶଙ୍କର ଦାଶ ହେଲେ ଡିଆଇଜି ଏସ୍‌ଆଇଡବ୍ଲ୍ୟ

ଭୁବନେଶ୍ବର: ଭାରତୀୟ ପୁଲିସ ସେବା(ଆଇପିଏସ୍‌) ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦଳବଳ କରାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅରୁଣ…
Read More...

ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ କଷ୍ଟମ୍ସ ବିଭାଗ ଭୁବନେଶ୍ବର ଜୋନ ପକ୍ଷରୁ ଦୁର୍ନୀତି ସଚେତନତା ସପ୍ତାହ ପାଳିତ

ଭୁବନେଶ୍ବର: ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ କଷ୍ଟମ୍ସ ବିଭାଗର ମୁଖ୍ୟ କମିଶନରଙ୍କ କାର୍ଯ୍ୟାଳୟର ଭୁବନେଶ୍ବର ଜୋନ ପକ୍ଷରୁ ‘ଦୁର୍ନୀତି ନିବାରଣ’ ସପ୍ତାହ ପାଳିତ ହୋଇଯାଇଛି। ‘ଦୁର୍ନୀତିକୁ ନା କୁହ, ରାଷ୍ଟ୍ର…
Read More...

ସାବତ ମା’ ମାଡ଼ରେ ଭାଇ ଭଉଣୀ ଗୁରୁତର

ଡେସ୍କ: ସାବତ ମା’ ମାଡ଼ରେ ଭାଇ-ଭଉଣୀ ଗୁରୁତର ହୋଇଥବା ସୂଚନା ମିଳିଛି। ଅଶୋକ ନଗର ଅଞ୍ଚଳରେ ଭାଇ-ଭଉଣୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ଦ୍ବାରା ଉଭୟ ଭାଇଭଉଣୀଙ୍କୁ ଉଦ୍ଧାର…
Read More...

ବିପୁଳ ବାଣ ଜବତ, ୨ ଗିରଫ

ଖୋର୍ଦ୍ଧା: ଜଟଣୀ କୁଶୁମାଟି ଗାଁରୁ ବିପୁଳ ପରିମାଣର ବାଣ ଜବତ କରାଯାଇଛି। ଗାଁ ଭିତରେ ଏକ ଘରେ ରଖିଥିବାବେଳେ ଚଢ଼ାଉ କରିଥିଲା ପୁଲିସ। ଜନବସତିରେ ବାଣ ଷ୍ଟକ ଅଭିଯୋଗରେ ୨ଜଣ ଗିରଫ କରାଯାଇଥିବା ସୂଚନା ମିଳିଛି।
Read More...

ଲେବଲ କ୍ରସିଂ ପାଇଁ ଭଙ୍ଗାରୁଜା: ଘଟଣାସ୍ଥଳରେ ଉତ୍ତେଜନା ଜାରି, ପୁଲିସ ମୁତୟନ

ଚମ୍ପାପୁର: ବିହାର ସ୍ଥିତ ପାଟନା ଜିଲା ଅନ୍ତର୍ଗତ ଚମ୍ପାପୁର-ଚେଲାକଟା ରେଲୱେ ଷ୍ଟେସନ ନିକଟରେ ଲେବଲ କ୍ରସିଂ ନିର୍ମାଣକୁ ବିରୋଧ କରି ରେଲୱେ ଠିକାସଂସ୍ଥା ଅଧିକାରୀଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।…
Read More...

ବିଶ୍ବକପ: ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଆଫଗାନିସ୍ତାନ

ପୁଣେ : ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ବିଜୟୀ ହୋଇଛି। ଏହି ମ୍ୟାଚରେ ୭ ୱିକେଟରେ ବିଜୟୀ ହୋଇଛି ଆଫଗାନିସ୍ତାନ।ଆଜି…
Read More...

ସାମାଜିକ ପ୍ରଗତିରେ ଦୁର୍ନୀତି ପ୍ରତିବନ୍ଧକ

ନବରଙ୍ଗପୁର : ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ପ୍ରଗତି ପଥରେ ଦୁର୍ନୀତି ହିଁ ସବୁଠାରୁ ବଡ ପ୍ରତିବନ୍ଧକ। ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରିକ ସମୁଦାୟ ତଥା ଘରୋଇ କ୍ଷେତ୍ର…
Read More...

ବିଶ୍ୱ ମିତବ୍ୟୟ ଦିବସ-୨୦୨୩ ପାଳନ ଅବସରରେ ସଚେତନତା ରଥ

ଫୁଲବାଣୀ: କନ୍ଧମାଳ ଜିଲା ପ୍ରଶାସନ ଓ ସଞ୍ଚୟ ଓ ଆର୍ଥିକ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ମିତବ୍ୟୟ ଦିବସ-୨୦୨୩ ପାଳନ କରାଯାଇଛି। ଏହି ଅବସରରେ କନ୍ଧମାଳ ଜିଲ୍ଲାର ଲୋକମାନଙ୍କ ମଧ୍ୟରେ ମିତବ୍ୟୟ ଓ ସଞ୍ଚୟ…
Read More...

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ଶପଥ ପାଠ

ଭୁବନେଶ୍ୱର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ ସ୍ଥିତ ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।…
Read More...

ନଭେମ୍ବର ୮ ପର୍ଯ୍ୟନ୍ତ ଘୁଞ୍ଚିଲା ବସ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ବର: ବସ ଧର୍ମଘଟ ନେଇ ନଭେମ୍ବର ୮ରେ ନିଷ୍ପତ୍ତି ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବସ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ନଭେମ୍ବର ୧ ତାରିଖରେ ୧୦ଟି ଜିଲାରେ ଧର୍ମଘଟ ହେବ ଏବଂ ଭବାନୀପାଟଣା ସହ ଆଖପାଖ…
Read More...

ଆମ ଓଡ଼ିଶା ନବୀନ ଓଡିଶା ପ୍ରକଳ୍ପର ଶୁଭାରମ୍ଭ, ୧୨ଟି ପଞ୍ଚାୟତରେ ୧୮୬ଟି ପ୍ରକଳ୍ପ ପାଇଁ ୬କୋଟି ମଞ୍ଜୁର

ରାମନାଗୁଡା: ରାୟଗଡ଼ା ଜିଲା ରାମନାଗୁଡା ବ୍ଲକ ମିନି ଷ୍ଟାଡିୟମଠାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରୀପେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଘୋଷଣା…
Read More...

ସାର୍ତ୍ତାଗୁଡା ବୃଦ୍ଧାଶ୍ରମ ପରିସରରୁ କନ୍ଧମାଳ ଜିଲା ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାର ଶୁଭାରମ୍ଭ

ଫୁଲବାଣୀ: : ରାଜ୍ୟ ସରକାରଙ୍କ ତରଫରୁ ଆୟୋଜିତ ବରିଷ୍ଠ ନାଗରିକଙ୍କତୀର୍ଥ ଯାତ୍ରା ଯୋଜନାରେ କନ୍ଧମାଳ ଜିଲାର ୮୭ ବରିଷ୍ଠ ନାଗରିକ ଦକ୍ଷିଣ ଭାରତ ଯାତ୍ରାରେ ବାହାରିଛନ୍ତି। ଫୁଲବାଣୀ ସହର ଉପକଣ୍ଠ ସାର୍ତ୍ତାଗୁଡା…
Read More...

ଗୋଇଲାର ସ୍ୱାଦ: ଭୁବନେଶ୍ବରରେ ମାଷ୍ଟର ସେଫ୍ ସାରାଂଶ ଗୋଇଲାଙ୍କ ଗୋଇଲା ବଟର ଚିକେନ୍

ଭୁବନେଶ୍ବର: ପ୍ରସିଦ୍ଧ ଭାରତୀୟ ମାଷ୍ଟର ସେଫ ସାରାଂଶ ଗୋଇଲା ଏବଂ ବିବେକ ସାହାଣୀଙ୍କ ଦ୍ବାରା ପ୍ରତିଷ୍ଠିତ ରନ୍ଧନ ସାମଗ୍ରୀର ଗୋଇଲା ବଟର ଚିକେନ୍ ଭୁବନେଶ୍ୱରରେ ଏକ ସ୍ମରଣୀୟ ଗ୍ୟାଷ୍ଟ୍ରୋନୋମିକ୍ ଯାତ୍ରାରେ ପ୍ରସ୍ତୁତ…
Read More...

ଘର ପାଖରେ ଖେଳୁଥିବାବେଳେ ୮ ବର୍ଷର ପୁଅକୁ ଝାମ୍ପି ନେଲା କଲରାପତରିଆ ବାଘ

ନୂଆପଡ଼ା: ସୁନାବେଡ଼ା ଅଭୟାରଣ୍ୟ କଟିଙ୍ଗପାଣି ଗାଁ ଗୋଧସପଡ଼ାରେ ଏକ କଲରାପତରିଆ ବାଘ ଜଣେ ୮ ବର୍ଷର ପୁଅକୁ ଝାମ୍ପି ନେଇଥିବା ଜଣାପଡ଼ିଛି। ଘର ପାଖରେ ଖେଳୁଥିବାବେଳେ ନାବାଳକକୁ କଲରାପତରିଆ ବାଘ ଝାମ୍ପି ନେଇ ନିକଟସ୍ଥ…
Read More...

ଗଞ୍ଜାମ ମହାବିଦ୍ୟାଳୟରେ ଦୁର୍ନୀତି ନିବାରଣ ସପ୍ତାହ

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ ସିମାଞ୍ଚଳ ଭୋଳଙ୍କ ସଭାପତିତ୍ୱରେ ସୋମବାର ଦିନ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ତାଙ୍କ…
Read More...

ଶ୍ରୀପୁରାରେ ଭିନ୍ନକ୍ଷମଙ୍କୁ ସହାୟକ ଉପକରଣ ବଣ୍ଟନ

ରେଙ୍ଗାଲି: ସମ୍ବଲପୁର ଜିଲାର ଠେଲକୋଲୋଇ ଠାରେ ଥିବା ଜେଏସଡ୍ଳୁ-ଭୂଷଣ କମ୍ପାନୀ ପକ୍ଷରୁ କାରଖାନା ପ୍ରଭାବିତ ସମ୍ବଲପୁର ଜିଲ୍ଲା ସୀମାନ୍ତରେ ଥିବା ଝାରସୁଗୁଡା ଜିଲାର ଶ୍ରୀପୁରା ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମମାନଙ୍କୁ…
Read More...

କୁମାର ପୁନେଇ ଜହ୍ନଗୋ ଫୁଲ ବଉଳ ବେଣି..

କଳାପଥର: କଳା, ସଂକୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ କଳାପଥର ବଡ଼ ସାହି ଗ୍ରାମର କୁମାରୀ ଝିଅମାନଙ୍କ ପକ୍ଷରୁ କୁମାରି ଉତ୍ସବ ଅନୁଷ୍ଠିତ ହୋଇଥିଲା। କୁମାରୀ ଝିଅ ମାନେ ନୃତ୍ୟ ସଂଗୀତରେ କୁମାର ପୁନେଇ ଜହ୍ନଲୋ ଫୁଲ…
Read More...

ଆନ୍ଧ୍ର ପ୍ରଦେଶ ଟ୍ରେନ୍‌ ଦୁର୍ଘଟଣା ଘଟଣା: ସରିଲା ଟ୍ରାକ ମରାମତି, ଗଡ଼ିଲା ପ୍ରଶାନ୍ତି ଏକ୍ସପ୍ରେସ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶରେ ଟ୍ରେନ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରାକ ମରାମତି ଶେଷ ହେବା ପରେ ଟ୍ରେନ ଗଡ଼ିବା ଆରମ୍ଭ ହୋଇଛି। ଟ୍ରାକ ଠିକ ଅଛି କି ନାହିଁ ଜାଣିବା ପାଇଁ ଅପ ଲାଇନରେ ପ୍ରଥମେ ଟ୍ରାଏଲ…
Read More...

ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରଣତି ନାୟକଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଗୋଆରେ ଚାଲିଥିବା ୩୭ତମ ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିମ୍ନାଷ୍ଟିକ୍ସର ଉଜ୍ଜ୍ୱଳ ତାରକା ପ୍ରଣତି ନାୟକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ାରେ…
Read More...

ମା’ମାନେ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଲେ ସାରା ଓଡ଼ିଶାକୁ ଆଶୀର୍ବାଦ ମିଳିବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠାରୁ କାର୍ତ୍ତିକ ମାସ ଆରମ୍ଭ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେଶିଂ ଜରିଆରେ ପୁରୀରେ ହବିଶ୍ୟାଳି ମାନଙ୍କ ପାଇଁ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିଛନ୍ତି। ସାରା…
Read More...

କରାଟେରେ ସ୍ୱର୍ଣ୍ଣ ପଦକ ଜିଣିଲେ ନୀଳଗିରି ବାଳକ

ନୀଳଗିରି: ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତାରେ ବାଲେଶ୍ୱର ଜିଲା ଅଧୀନ ନୀଳଗିରିର ବାଳକ ସ୍ୱର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ଓଡ଼ିଶା ରାଜ୍ୟ ସ୍ତରୀୟ କରାଟେ ସଂଘ ପକ୍ଷରୁ ଉତ୍କଳ କରାଟେ ସ୍କୁଲରେ କନିଷ୍ଠ କରାଟେ…
Read More...

୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପୁଲିସ ପାଟ୍ରୋଲିଂ କରୁଥିବାବେଳେ, ଚଟୁ ଅନକା ନିକଟରୁ ୭ଜଣ ଏବଂ ରେଳଷ୍ଟେସନ ଯିବା ରାସ୍ତା ଚୈତନ ପ୍ରଧାନ ଛକ ନିକଟରୁ ୯ଜଣ ମୋଟ ୧୬ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୃଥକ…
Read More...

ହୋଟେଲରେ ପୁଲିସର ଅଚାନକ ଚଢାଉ: ୩ଯୁବତୀଙ୍କ ସହ ୩ଯୁବକ ଓ ମ୍ୟାନେଜର ଗିରଫ

ଆରଡି: ଭଦ୍ରକ ଏସପିଙ୍କ ନିର୍ଦେଶକ୍ରମେ ଧାମନଗର ଏସଡିପିଓ ବିଜୟ ଶଙ୍କର ମହାନ୍ତିଙ୍କ ତତ୍ବବଧାନରେ ଧୁଷୁରୀ ଥାନାଅଧିକାରିଣୀ ବନାନୀ ବେହେରା, ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ, ଏସ ଆଇ ବାସୁଦେବ ଓରାମ, ଚିନ୍ମୟୀ…
Read More...

ବାଲେଶ୍ବର ଘଟଣାର ପୁନରାବୃତି: ଓଡିଶା ଆନ୍ଧ୍ର ସୀମାରେ ୩ ରେଳ ଦୁର୍ଘଟଣାରେ ୧୫ ମୃତ

ମାଲକାନଗିରି: ବାଲେଶ୍ବର ଘଟଣାର ପୁନରାବୃତି ଘଟିଛି। ଓଡିଶା ଆନ୍ଧ୍ର ସୀମାରେ ୩ ରେଳ ମଧ୍ୟରେ ଦୁର୍ଘଟଣାରେ ୧୫ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ବିଜୟନଗରମ ଜିଲାର ଆଲମଣ୍ଡା…
Read More...

ବିଶ୍ବକପ କ୍ରିକେଟରେ ଭାରତର ଅପରାଜେୟ ଧାରା ଅବ୍ୟାହତ, ଇଂଲଣ୍ଡକୁ ୧୦୦ ରନରେ ହରାଇଲା ଭାରତ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଇଥିବା ବିଶ୍ବକପର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ…
Read More...

ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା: ୩ ମୃତ, ଶତାଧିକ ଆହତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର କଣ୍ଟକାପଲି ଓ ଆଲମଣ୍ଡା ଷ୍ଟେସନ ମଧ୍ୟରେ ୩ଟି ଟ୍ରେନ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ଓ ଗୋଟିଏ ମାଲବାହୀ ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ…
Read More...

କଲମପୁର ସମିତି ସଭାଗୃହ ଠାରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ

କଲମପୁର: ଆଜିକୁ ଠିକ୍ ୨୪ ବର୍ଷ ତଳେ ଆଜିର ଦିନରେ ଅକ୍ଟୋବାର ୨୯. ୧୯୯୯ ମସିହାରେ ଓଡିଶାରେ ମହାବାତ୍ୟା ରଚିଥିଲା ମହାତାଣ୍ଡବ। ପ୍ରଭାବିତ ହେଇଥିଲା ଜନ ଜୀବନ। ବିପର୍ଯ୍ୟସ୍ତ ହେଇଥିଲା ଓଡିଶା। ସମଗ୍ର ଭାରତ ବର୍ଷରେ…
Read More...

ଦୁର୍ଘଟଣା ଘଟାଇଲା ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା-ପାଲାସା ପାସେଞ୍ଜର ଟ୍ରେନ: ୪ ବଗି ଲାଇନଚ୍ୟୁତ, ଉଦ୍ଧାର…

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେସନ ନିକଟରେ ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା-ପାଲାସା ଦୁଇ ପାସେଞ୍ଜର ଟ୍ରେନ ମଧ୍ୟରେ ଧକ୍କା ହୋଇଥିବା ଜଣାପଡ଼ିଛି। ଗୋଟିଏ ଲାଇନରେ ଦୁଇଟି ଟ୍ରେନ ଆସି ପରସ୍ପରକୁ…
Read More...

ଲେଖକ ସାମ୍ମୁଖ୍ୟର ଶାରଦୀୟ ସାହିତ୍ୟ ସୃଜନ ସମାବେଶ

ଫୁଲବାଣୀ: ଜିଲା ଲେଖକ ସାମ୍ମୁଖ୍ୟ ପରିସରରେ ଶାରଦୀୟ ସାହିତ୍ୟ ସୃଜନ ତଥା ମାସାନ୍ତ ରବିବାସରୀୟ ସାହିତ୍ୟ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…
Read More...

ବିପର୍ଯ୍ୟୟର ଭୟାବହତା ଓ ତା’ର ମୁକାବିଲା‌ ପାଇଁ ସାମୁହିକ ପ୍ରୟାସ ଆବଶ୍ୟକ

ରାମନାଗୁଡା: ରାୟଗଡା ଜିଲା ରାମନାଗୁଡା ପଞ୍ଚାୟତ‌ ସମିତି ସଭାଗୃହ ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ଦିବସ ଓ ଜାତୀୟ ବିପର୍ଯ୍ୟୟ ଦିବସ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ବ୍ଲକ ଓ ପଞ୍ଚାୟତ ସ୍ତରରେ…
Read More...

ଶ୍ରୀ କୁଞ୍ଜବିହାରୀ ପାଠାଗାରରେ ‘ଦଶ ମହାବିଦ୍ୟା’ ଆଲୋଚନାଚକ୍ର

ନବରଙ୍ଗପୁର : ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗାର ରେ ମାସିକ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହିରେ ଦଶ ମହ।ବିଦ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ପାଠାଗାରର ସଭାପତି ବିଶିଷ୍ଟ ସ୍ତମ୍ବକାର ନାରାୟଣ…
Read More...

ବିଶ୍ବକପ୍: ଭାରତର ବ୍ୟାଟିଂ ବିପର୍ଯ୍ୟୟ, ଇଂଲଣ୍ଡକୁ ୨୩୦ ରନ ଟାର୍ଗେଟ ଦେଲା ଟିମ ଇଣ୍ଡିଆ

ଲକ୍ଷ୍ନୌ : ଲକ୍ଷ୍ନୌର ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମଠାରେ ଖେଳାଯାଉଥିବା ବିଶ୍ବକପର ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ୫୦ ଓଭରରେ ଭାରତର ସ୍କୋର…
Read More...

ମା’ ସମଲେଶ୍ବରୀଙ୍କ ବଏଲ୍ ଯାତ୍ରା, ମୁଖ୍ୟ ଆକର୍ଷଣ ମେଣ୍ଡା ଲଢେଇ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଟୋପ ଗ୍ରାମରେ ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ବଏଲ୍ ଯାତ୍ରା ପାରମ୍ପାରିକ ରୀତିନୀତି ରେ ସମ୍ପନ୍ନ ହୋଇ ଯାଇଛି।ଶତାଧିକ ବର୍ଷର ଏହି ବଏଲ୍ ଯାତ୍ରା ଅଞ୍ଚଳରେ ବେଶ୍ ପ୍ରସିଦ୍ଧି ଲାଭ…
Read More...

ଧାମରାରେ ନିଆଁ ଲାଗି ୨ବଖରା ଘର ଭସ୍ମୀଭୂତ

ଧାମରା:ଧାମରା ନିକଟସ୍ଥ କଇଥଖୋଲା ପୂର୍ଣପ୍ରସାଦ ଗ୍ରାମରେ ଆଜି ବିିଦ୍ୟୁତ ସଟସର୍କିଟରୁ ନିଆଁ ଲାଗି ୨ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଆଜି ରେଣୁକା ମାଇତି ନିଜ ଘରେ ନଥିବା ସମୟରେ…
Read More...

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ-୨୦୨୪ ଆରମ୍ଭ

ଭୁବନେଶ୍ୱର: ଚିଠା ଭୋଟର ତାଲିକା-୨୦୨୪ ପ୍ରକାଶ ପାଇବା ପୂର୍ବରୁ ୧୭ ବର୍ଷ ବୟସରୁ ଊର୍ଦ୍ଧ୍ୱ ନୂତନ ଯୁବ ମତଦାତାମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଓ ଭୋଟର ତାଲିକା ସଂଶୋଧନ ନେଇ ଭୁବନେଶ୍ୱରରେ ରାଜ୍ୟ ମୁଖ୍ୟ…
Read More...

ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ କଳସ ଯାତ୍ରା

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ଅନ୍ତର୍ଗତ ପୁଇଁତୋଳା ସାନସାହିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ମହାଆଡମ୍ବରରେ ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସାହିର ଶତାଧିକ ମହିଳା ଓ…
Read More...

ବୁଲେଟ ଧକ୍କାରେ ସାଇକେଲ ଆରୋହୀ ମୃତ

ସମ୍ବଲପୁର: ସ୍ଥାନୀୟ ବରେଇପାଲି ଅଞ୍ଚଳରେ ଏକ ବୁଲେଟ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଆଜି ରେମେଡ ଛକ ନିକଟ ସର୍ଭିସ ରାସ୍ତାରେ ବୁର୍ଲା କିର୍ବା ନିବାସୀ ଈଶ୍ୱର ମହାନନ୍ଦ (୫୫)…
Read More...

ଜିଲାସ୍ତରୀୟ ଶିଶୁ ମହୋତ୍ସବ ‘ମହକ’, ବିଜେତା ପ୍ରତିଯୋଗୀଙ୍କୁ ୫୦ ହଜାର ଅର୍ଥରାଶି ପ୍ରଦାନ

ସମ୍ବଲପୁର: ଜିଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ’ ଅନୁଷ୍ଠିତ ହୋଇଯାଇଛି। ଜିଲା ପ୍ରଶାସନ, ଜିଲା ଶିଶୁ ସୁରକ୍ଷା ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲା…
Read More...

୩୦ଜଣ ମହିଳାଙ୍କୁ ସ୍ବୟଂସିଦ୍ଧା ସମ୍ମାନ ପ୍ରଦାନ

ଭୁବନେଶ୍ବର : ରାଜ୍ୟର ଏକ ଘରୋଇ ଡିଜିଟାଲ୍ ମିଡ଼ିଆ ନେଟୱାର୍କ ପକ୍ଷରୁ ‘ସ୍ବୟଂସିଦ୍ଧା କନକ୍ଲେଭ୍’ ଓ ‘ସମ୍ମାନ ସମାରୋହ’ ଅୟୋଜିତ ହୋଇଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ଅନ୍ୟମାନଙ୍କ…
Read More...

ବିଶ୍ବକପ୍‌: ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇ ଅଷ୍ଟ୍ରେଲିଆର ନାଟକୀୟ ବିଜୟ

ଧର୍ମଶାଳା : ଧର୍ମଶାଳାଠାରେ ଖେଳାଯାଇଥିବା ଆଇସିସି ବିଶ୍ବକପର ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ମାତ୍ର ୫ ରନରେ ପରାସ୍ତ କରି ଅଷ୍ଟ୍ରେଲିଆ ବିଜୟୀ ହୋଇଛି। ତେବେ ଶେଷ ବଲ ପର୍ଯ୍ୟନ୍ତ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ…
Read More...

କନ୍ଧମାଳକୁ ରେଳ ସଂଯୋଗ ପାଇଁ ହେବ ସର୍ବ ଦଳୀୟ ବୈଠକ

ଫୁଲବାଣୀ:କନ୍ଧମାଳ ଜିଲା ରେଳପଥ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନାନୀ କଳା ସଙ୍ଗମ ଠାରେକ୍ରିୟାନୁଷ୍ଠାନ କମିଟି ସଭାପତି କମଳାପାଣ୍ଡେଙ୍କ ସଭପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସନ୍ତା ନଭେମ୍ବର ୫ତାରିଖରେ କନ୍ଧମାଳକୁ ରେଳ…
Read More...