ଭୁବନେଶ୍ବର: ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ନାବାଳିକା ଦୁଷ୍କର୍ମୀ ଦୋଷୀ କୃଷ୍ଣଚନ୍ଦ୍ର ପ୍ରଧାନକୁ ସ୍ବତନ୍ତ୍ର ପକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୧୯ ଧରାକୋଟ ଥାନା ଅଞ୍ଚଳରେ ସମ୍ପୃକ୍ତ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର ଶୁଣାଣି କରି ନାବାଳିକା ଦୁଷ୍କର୍ମୀ ଦୋଷୀ କୃଷ୍ଣଚନ୍ଦ୍ର ପ୍ରଧାନକୁ ସ୍ବତନ୍ତ୍ର ପକ୍ସୋ କୋର୍ଟ ୨୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
Popular Categories



