www.samajalive.in
Monday, December 8, 2025
24.1 C
Bhubaneswar

କ୍ଲଷ୍ଟର ସ୍ତରୀୟ ଓଡ଼ିଆ ମିଲେଟସ କୁଇଜ୍ ପ୍ରତିଯୋଗୀତା

କଣ୍ଟାବାଞ୍ଜି : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ କ୍ଲଷ୍ଟର ସ୍ତରୀୟ ଓଡିଶା ମିଲେଟସ କୁଇଜ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇ ଅଛି। ଉକ୍ତ ପ୍ରତିଯୋଗୀତା କଣ୍ଟାବାଞ୍ଜି ନଗରର ସମସ୍ତ ଶିକ୍ଷା ଅନୁଷ୍ଠାନର ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ କି ପ୍ରତିଯୋଗୀତା ହୋଇଥିଲା। ଛାତ୍ରଛାତ୍ରୀଙ୍କ ଠାରେ ମାଣ୍ଡିୟା ଜାତୀୟ ବା ମିଟେଲ ଜାତୀୟ ଉପକାରିତା ଚାହିଦା ବଢାଇବା ପାଇଁ ଉକ୍ତ କାର୍ଯ୍ୟକ୍ରମ କରାଯାଇଥିଲା।

ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ହାସଲ କରି ଥିବା ଛାତ୍ରଛାତ୍ରୀଙ୍କୁ କଣ୍ଟାବାଞ୍ଜି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ ପୁରସ୍କୃତ କରିଥିଲେ। ସିଆରସିସି ଦିନେଶ ମହାନନ୍ଦ ସମସ୍ତଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ହୋଇଥିଲା। ଶିକ୍ଷକ ମଧୁସୂଦନ ପଟେଲ, ଦୂତୀଆ ମଲ୍ଲିକ, ଶିକ୍ଷୟତ୍ରୀ ଅଞ୍ଜଳୀ ମାଝୀ, ପୂଜା ଜାଲ, ଦୀପାଞ୍ଜଳୀ ଭୋଇ, ସୁଜାତା ଧରୁଆ, ଏମ ବିନିତା, ନମିତl ପାଣିଗ୍ରାହୀ, ବୈଜନ୍ତି ବାଗ ସୂଚାରୁ ରୂପେ କାର୍ଯ୍ୟକ୍ରମକୁ ସଫଳ ରୁପାୟନ ହେବାରେ ସାହାଯ୍ୟ କରିଥିଲେ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories