www.samajalive.in
Thursday, December 11, 2025
18.1 C
Bhubaneswar

କୁମାର ପୁନେଇ ଜହ୍ନଗୋ ଫୁଲ ବଉଳ ବେଣି..

କଳାପଥର: କଳା, ସଂକୃତି ଓ ପରମ୍ପରାକୁ ବଜାଇ ରଖିବା ପାଇଁ କଳାପଥର ବଡ଼ ସାହି ଗ୍ରାମର କୁମାରୀ ଝିଅମାନଙ୍କ ପକ୍ଷରୁ କୁମାରି ଉତ୍ସବ ଅନୁଷ୍ଠିତ ହୋଇଥିଲା। କୁମାରୀ ଝିଅ ମାନେ ନୃତ୍ୟ ସଂଗୀତରେ କୁମାର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣି.. ଗୀତ ଗାଇ ସ୍ବାଗତ କରିଛନ୍ତି। ଶୀତୁନ ମହାପାତ୍ରଙ୍କ ଆବାହକତ୍ୱରେ ଆୟୋଜିତ ଉତ୍ସବରେ ଗ୍ରାମର ୫୦ରୁ ଉର୍ଦ୍ଧ ଝିଅ ବିଭିନ୍ନ ଗୀତ ଗାଇବା ସହ ନୃତ୍ୟ ପରିବେଷଣ କରିଥିଲେ।

କୁମାରୀ ସୋନାଲି ମହାପାତ୍ର, ରୋଜାଲିନ ସାହୁ, ବର୍ଷା ବେହେରା, ଶୁଭଲକ୍ଷ୍ମୀ ସାହୁ ଏବଂ ଗ୍ରାମର ମନ୍ମିତ ସୁନ୍ଦର ସାହୁ, ପୁର୍ଣଚନ୍ଦ୍ର ସାହୁ, ସୁରେଶ କୁମାର ସାହୁ, ଶ୍ୱେତ ପ୍ରଦ ସାହୁ, ସେରେଶ ମହାପାତ୍ରଙ୍କ ସହଯୋଗରେ କଳାପଥରରେ ପ୍ରଥମ କରି କୁମାର ଉତ୍ସବ ପାଳିତ ହୋଇଛି। ବଡ଼ସାହିର ସମସ୍ତ ଝିଅ ଉପସ୍ଥିତ ରହି କାଯ୍ୟକ୍ରମ ପରିଚଲନାରେ ସହଯୋଗ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories