www.samajalive.in
Tuesday, December 9, 2025
15.1 C
Bhubaneswar

ନଭେମ୍ବର ୮ ପର୍ଯ୍ୟନ୍ତ ଘୁଞ୍ଚିଲା ବସ ଧର୍ମଘଟ ନିଷ୍ପତ୍ତି

ଭୁବନେଶ୍ବର: ବସ ଧର୍ମଘଟ ନେଇ ନଭେମ୍ବର ୮ରେ ନିଷ୍ପତ୍ତି ନିଆଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବସ ମାଲିକ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ନଭେମ୍ବର ୧ ତାରିଖରେ ୧୦ଟି ଜିଲାରେ ଧର୍ମଘଟ ହେବ ଏବଂ ଭବାନୀପାଟଣା ସହ ଆଖପାଖ ୧୦ଟି ଜିଲାରେ ବସ ଧର୍ମଘଟ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ନଭେମ୍ବର ୧ରେ ଭବାନୀପାଟଣାରୁ ଲକ୍ଷ୍ମୀବସ ଚାଲିବା କାର୍ଯ୍ୟକ୍ରମ ରହିଥିବାରୁ ଏହାକୁ ପ୍ରତିବାଦ କରି ସଂଘ ପକ୍ଷରୁ ବସ ଧର୍ମଘଟ କରାଯିବ। ନଭେମ୍ବର ୧ରେ ବ୍ଲକରୁ ଜିଲାକୁ ଲକ୍ଷ୍ମୀ ବସ ଚାଲିଥିଲେ ଧର୍ମଘଟ ହେବ। ତେବେ ରାଜ୍ୟ ସରକାର ନିଜର ନିଷ୍ପତ୍ତି ବଦଳାଇଲେ ଧର୍ମଘଟ ହେବ ନାହିଁ। କୌଣସି ରାଜନୈତିକ ଦଳର ସଭାକୁ ଘରୋଇ ବସ ଦିଆଯିବ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories