www.samajalive.in
Sunday, December 14, 2025
14.1 C
Bhubaneswar

ବସ ଟର୍ମିନାଲରେ ଅଗ୍ନିକାଣ୍ଡ, ଏକାଧିକ ବସରେ ଲାଗିଛି ନିଆଁ

ଜୟପୁର: ଜାତୀୟ ରାଜପଥ ୨୬ କଡ଼ରେ ଥିବା ବସ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ପ୍ରଥମେ ଏକ ପରିତ୍ୟକ୍ତ ବସରେ ନିଆଁ ଲାଗିବା ପରେ ଏହା ଏକାଧିକ ବସକୁ ବ୍ୟାପୀ ଯାଇଛି ଏବଂ ଏକାଧକ ବସରେ ଲାଗିଛି ନିଆଁ ଲାଗିଥିବା ଜଣାପଡ଼ିଛି। ଦୁଇଟି ବସରେ ନିଅଁା ହୁତହୁତ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି।

ବସ ଟର୍ମିନାଲ ଭିତରେ ପ୍ରାୟ ୩୦ଟି ପରିତ୍ୟକ୍ତ ସିଟି ବସ ପଡ଼ି ରହିଛି। ଅଧିକ ବସକୁ ନିଆଁ ବ୍ୟାପିବା ଆଶଙ୍କା ରହିଛି। ଫଳରେ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରିରଖିଛି। କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି ଦିନ ତଳେ ସ୍କ୍ରାପରେ ଏସବୁ ବସଗୁଡ଼ିକୁ ବିକ୍ରି କରିବାକୁ ନୋଟିସ ହୋଇଥିଲା। ତେଣୁ ନିଆଁ ଲାଗିବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। କୌଣସି ଦୁର୍ବୁତ୍ତ ବସଗୁଡ଼ିକରେ ନିଆଁ ଲଗାଇ ଦେଇଥିବା ଆଶଙ୍କା କରାଯାଉଛି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories