www.samajalive.in
Sunday, December 14, 2025
23.1 C
Bhubaneswar

ବଦ୍ରୀନାଥ ଧାମରେ ଏହି ଆଶ୍ଚର୍ଯ୍ୟଜନକ କାରଣରୁ ବାଜେନାହିଁ ଶଙ୍ଖ

ବଦ୍ରୀନାଥ- ବଦ୍ରୀନାଥ ଧାମ ଭାରତୀୟ ଧର୍ମ ସଂସ୍କୃତିରେ ଅନେକ ମହତ୍ୱ ବହନ କରିଛି । ହିମାଳୟ ଉପରେ ଏହା ଅବସ୍ଥିତ । ଶିବଙ୍କର ଏହି ପବିତ୍ର ଧାମରେ ଶଙ୍ଖ ଧ୍ୱନୀ କରାଯାଇ ନଥାଏ ।

ଶଙ୍ଖ ଧ୍ୱନୀକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଏବଂ ଶୁଭ ବୋଲି ମାନ୍ୟତା ଦିଆଯାଇଛି । ମାତ୍ର ବଦ୍ରୀନାଥରେ ଶଙ୍ଖ ଧ୍ୱନୀ ଉପରେ କଟକଣା ରହିଛି । ଏହା ନ ବଜାଇବା ପାଇ ଧାର୍ମିକ କଟକଣା ରହିଛି ।

- Advertisement -

ବିଜ୍ଞାନର ମତ ଅନୁସାରେ ଶଙ୍ଖ ଧ୍ୱନୀର ତରଙ୍ଗର ସୁକ୍ଷ୍ମ କଣିକା ଅତ୍ୟନ୍ତ ପ୍ରଭାବଶାଳୀ । ବଦ୍ରୀନାଥ ଚାରିପଟେ ହିମାଳୟର ଉଚ୍ଚତମ ଶୃଙ୍ଗ ରହିଛି । ଏହା ପ୍ରାୟ ବର୍ଷ ତମାମ ବରଫରେ ଆଚ୍ଛାଦିତ ହୋଇ ରହିଥାଏ । ଶଙ୍ଖ ଧ୍ୱନୀର ତଗଙ୍ଗରେ ଏହି ସ୍ଥାନରେ ହିମ ସ୍ଖଳନ ହେବାର ଆଶଙ୍କା ରହିଥାଏ । ଶଙ୍ଖଧ୍ୱନୀ ଦୂର ଦୂରାନ୍ତ ପ୍ରଯ୍ୟନ୍ତ ଶକ୍ତିଶାଳୀ ଶଦ୍ଦ ତରଙ୍ଗ ସୃଷ୍ଟି କରିପାରେ । ବରଫରେ ଫାଟ ସୃଷ୍ଟି ନହେବା ପାଇଁ ଶଙ୍ଖଧ୍ୱନୀରେ ପାଇଁ ଏଠାରେ ବାରଣ କରାଯାଇଛି .।

ପୌରାଣିକ ମତ ଅନୁସାରେ ମାତା ଲକ୍ଷ୍ମୀ ବଦ୍ରୀନାଥ ଧାମରେ ଧ୍ୟାନରତ ଥିଲେ । ଏହି ସମୟରେ ଭଗବାନ ବିଷ୍ଣୁ ଶଙ୍ଖାସୁରର ହତ୍ୟା କରିଥିଲେ । ମାତ୍ର ଲକ୍ଷ୍ମୀକ ଧ୍ୟାନ ଭଗ୍ନ ଆଶଙ୍କାର ଶଙ୍ଖ ବଜାଇ ନଥିଲେ । ସେହି ଦିନଠାରୁ ବଦ୍ରୀନାଥରେ ଶଙ୍ଖ ବଜାଯାଇ ନଥାଏ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories