www.samajalive.in
Sunday, December 14, 2025
26.1 C
Bhubaneswar

ରେଙ୍ଗାଲିରେ ଛଟ୍ ପୂଜା 

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ରହୁଥିବା ବିହାରୀ ସମାଜ ପକ୍ଷରୁ ଛଟ୍ ପୂଜା ପାରମ୍ପରିକ ରୀତିରେ ମହାସମାରୋହ ରେ ପାଳନ କରଯାଇଛି। ଏହି ଅବସରରେ ୧୯ତାରିଖ ରବିବାର ସନ୍ଧ୍ୟାରେ  ବିହାରୀ ସମାଜ ପକ୍ଷରୁ ରେଙ୍ଗାଲି ରାମସାଗର ପୋଖରୀରେ  ଆରାଧ୍ୟ ଦେବତା ଅସ୍ତଗାମୀ ସୂର୍ଯ୍ୟଙ୍କ  ପୂଜା ଅର୍ଚ୍ଚନା ସହ ଆବାହନ  କରିଥିବା ବେଳେ ଆଜି  ସୋମବାର ଦିନ ପ୍ରାତଃ ରେ ଉଦୟଗାମୀ ସୂର୍ଯ୍ୟ ଙ୍କ ପୂଜା ଅର୍ଚ୍ଚନା  କରିଥିଲେ।   ଛଟ୍ ପୂଜା ଅବସରରେ  ଯୁବ ବିଜେଡି ନେତା ବିଶାଳ ଦାସ, ରେଙ୍ଗାଲି ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରୱାଲ, ଓଜେୟୁ ଜିଲ୍ଲା ସଭାପତି ହିମାଂଶୁ ଶେଖର ମିଶ୍ର, ସନ୍ତୋଷ ବର୍ମା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ବିହାରୀ ସମାଜକୁ ପୂଜାର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories