ଡିସେମ୍ବର ୩ରୁ ଗୋଟିଏ ହେଲେ କରୋନା ମାମଲା ଆସିନି: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ବର: କେରଳରେ କରୋନାର ନୂଆ ପ୍ରଜାତି ଜେଏନ.୧ ବ୍ୟାପୁଥିବା ବେଳେ ଏହାକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ସତର୍କ ରହିବାକୁ…
Read More...

ଭିଜିଲାନ୍ସ ଜାଲରେ କୋଟିପତି ଯୋଗାଣ ଅଧିକାରୀ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ବରର କୋଟିପତି ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ। ତାଙ୍କର ଚାରିଟା ବିଳାସପୂର୍ଣ୍ଣ କୋଠା, ପାଞ୍ଚଟି ଦାମୀ ପ୍ଲଟ, ସୁନା ଅଳଙ୍କାର ଓ ବ୍ୟାଙ୍କ ଏବଂ ବୀମା ଜମା…
Read More...

ସଞ୍ଜୟ ସିଂହ ଭାରତୀୟ କୁସ୍ତି ସଂଘର ସଭାପତି ନିର୍ବାଚିତ

ନୂଆଦିଲ୍ଲୀ : ଦୀର୍ଘ ଦିନର ବିବାଦ ପରେ ଶେଷରେ ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ର ନିର୍ବାଚନ ହୋଇଛି। ଭାରତୀୟ ଜନତା ପାର୍ଟି ସାଂସଦ ବ୍ରିଜଭୂଷଣ ସରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ଭାରତୀୟ କୁସ୍ତି…
Read More...

ପାଠପଢ଼ା ସହିତ କ୍ରୀଡ଼ା, ସାଂସ୍କୃତିକ ଓ ସମାଜ ସେବା ଭଳି କ୍ଷେତ୍ରରେ ଦକ୍ଷତା ହାସଲ କରିବା ଅପରିହାର୍ଯ୍ୟ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଡିସେମ୍ବର ୧୫ରୁ ଚାଲିଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ଇଲେକ୍ଟ୍ରୋନିକ୍ସ ଓ…
Read More...

ସଫେଇନାଳରୁ ନିଖୋଜ ଯୁବକଙ୍କ ମୃତଦେହ ଜବତ

ପିପିଲି:ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଡେଲାଙ୍ଗ ଡିଷ୍ଟ୍ରିବ୍ୟୁଟାରୀ କେନାଲ ବନ୍ଧର ଧାନପୁର ବ୍ରିଜ ନିକଟ ଦଳଭର୍ତ୍ତି ସଫେଇନାଳରୁ ଜଣେ ବିବାହିତ ଯୁବକର ଗଳିତ ମୃତଦେହକୁ ପୁଲିସ ଗୁରୁବାର ସଂନ୍ଧ୍ୟାରେ ଜବତ କରିଛି।…
Read More...

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟର କ୍ରୀଡ଼ା ଉତ୍ସବ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ‘ନୂଆ-ଓ’ ଯୋଜନା ଆନୁକୁଲ୍ୟରେ ଦେବରାୟ, ନୟାପଲ୍ଲୀ ମହାବିଦ୍ୟାଳୟରେ ତ୍ରିଦିବସୀୟ କ୍ରୀଡ଼ା ଓ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ରୀନା ଘଡ଼େଇଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ…
Read More...

ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ସମନ୍ନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଝୁମ୍ପୁରା: ଝୁମ୍ପୁରା ବ୍ଲକର ଉଖୁଣ୍ଡା ଠାରେ ରହିଥିବା ଉତ୍କଳମଣି ଗୋପବନ୍ଧୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ନୀତ ଯୁବ ବିକାଶ ତରଫରୁ ଚାଲିଥିବା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଗୁରୁବାର ଦିନ ଉଦଯାପିତ…
Read More...

ରେଙ୍ଗାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲିରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟକ୍ଷ  ରମଣୀ କାନ୍ତ ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେଙ୍ଗାଲି…
Read More...

କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଓ କ୍ରୀଡା ଉତ୍ସବ  

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ କାଦୋବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖେଳ ପଡ଼ିଆରେ ନୂଆ-ଓ, ଯୁବ ଓଡ଼ିଶା ,ନବୀନ ଓଡ଼ିଶା କ୍ରୀଡା ଉତ୍ସବ ଉଦଯାପିତ ହୋଇ ଯାଇଛି  ।ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଦାଶଙ୍କ…
Read More...

ବିଏସକେୱାଇର କଳେବର ବୃଦ୍ଧି: ସହଭାଗୀ ହେଲେ ୮୧୬ ଘରୋଇ ସୁପର ସ୍ପେସିଆଲିଟି ହସ୍ପିଟାଲ, ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭…

ଭୁବନେଶ୍ୱର : ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଦିଗରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ଅଭୂତପୂର୍ବ ସଫଳତା ହାସଲ କରିଛି। ଏହି ଯୋଜନାରେ ସହଭାଗୀ ହସ୍ପିଟାଲଙ୍କ ସଂଖ୍ୟା ଏବଂ…
Read More...

ବିଶ୍ୱ ବଜାରରେ କର୍ମଚାରୀଙ୍କ ନିଯୁକ୍ତି ସୁଯୋଗ ଏବଂ ବିଶ୍ୱସନୀୟତାକୁ ସୁଦୃଢ କରିବ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଟାଟା ପାୱାର ସହ ମିଳିତ ଭାବେ ରାଜ୍ୟର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କରାଯାଇଛି । ଏହି ଉପଲକ୍ଷେ ଆଜି…
Read More...

ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ସାମାଜିକ ସଚେତନତା

କାଣ୍ଟାବାଞ୍ଜି : ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସାମାଜିକ କାର୍ଯ୍ୟକ୍ରମକୁ କଣ୍ଟାବାଞ୍ଜି ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ସର୍ଗିଗୁଡା ଗ୍ରାମରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସାମାଜିକ…
Read More...

ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା: ପିପିଲି ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦ୍‍ଘାଟିତ

ପିପିଲି:ଓଡିଶା ସରକାରଙ୍କ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ‘୰ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା’ ମଙ୍ଗଳବାର ଦିନ ପିପିଲି ମହାବିଦ୍ୟାଳୟ ପରିସରରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ଦ୍ୱାରା ଉଦ୍‍ଘାଟିତ…
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବୌଦ୍ଧିକ ମଣ୍ଡପ ଉଦଘାଟିତ 

କଣ୍ଟାବାଞ୍ଜି:  ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଣ୍ଟାବାଞ୍ଜିର ବୌଦ୍ଧିକ ମଣ୍ଡପ ଆଜି ପୂର୍ବତନ ବିଧାୟକ ହାଜି ମହମଦ ଆୟୁବ ଖାନ ଙ୍କ କରକମଳ ରେ ଉଦ୍ ଘାଟିତ ହୋଇଯାଇଛି । ଏହି  ଅବସରରେ ଆୟୋଜିତ ସଭାରେ  ମୁଖ୍ଯ…
Read More...

ମଡେଲ ଡିଗ୍ରୀ କଲେଜରେ ଯୁବ ଓଡିଶା-ନବୀନ ଓଡିଶାର ଉଦଘାଟନ

ନବରଙ୍ଗପୁର: ନବରଙ୍ଗପୁରର ଟିର୍ଲିଆମ୍ବାଗୁଡା ଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ …
Read More...

ଧାନ ଅମଳରେ ଚାପି​‌ ହୋଇ ଶ୍ରମିକ ମୃତ

ଭଞ୍ଜନଗର : ଭଞ୍ଜନଗର ପୁଲିସ ଉପଖଣ୍ଡର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଜିର।ବ।ଡି ଗ୍ରାମର ବୁଲୁ ପାତ୍ର ନାମକ ଜଣେ ଶ୍ରମିକ(୩୫) ଧାନ ଅମଳ କରୁଥିବା ସମୟରେ ଧାନ ମେସିନରେ ଛନ୍ଦି ହୋଇଯିବାରୁ ତାଙ୍କର ଘଟଣାସ୍ଥଳରେ…
Read More...

ରାଜଧାନୀ ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସ୍ଥାନୀୟ ରାଜଧାନୀ ମହାବିଦ୍ୟାଳୟ ପରିସରରେ ଦୌରାଜଜ୍‌ ତଥା ଖୋର୍ଦ୍ଧା ଜିଲା ଆଇନସେବା ପ୍ରାଧିକରଣ, ଭୁବନେଶ୍ୱରର ଅଧ୍ୟକ୍ଷ ନିଶିଥ…
Read More...

ରାଜ୍ୟରେ ବଢ଼ିବ ଗୁଣାତ୍ମକ ଶିକ୍ଷାର ମାନ, ନିଯୁକ୍ତି ପାଇବେ ୩୭୧୪ ଟିଜିଟି, ୪୫୨ ପିଇଟି

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲାର ୩୭୧୪ ଟିଜିଟି (ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ) ଏବଂ ୪୫୨ ପିଇଟି (ଶାରୀରିକ ଶିକ୍ଷା ଶିକ୍ଷକ)ଙ୍କୁ ଆସନ୍ତା କାଲି ନିଯୁକ୍ତିପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…
Read More...

ରାଜ୍ୟ ଐତିହ୍ୟ କ୍ୟାବିନେଟରେରେ ନିଷ୍ପତ୍ତି: ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଆୟୋଜିତ ହେବ ବିଶ୍ବ ଓଡ଼ିଆ ଭାଷା…

ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଭୁବନେଶ୍ବରରେ ହେବ ବୋଲି ରାଜ୍ୟ ଐତିହ୍ୟ କ୍ୟାବିନେଟରେ ଓଡ଼ିଆ ଭାଷା ସମ୍ମିଳନୀ ନିଷ୍ପତ୍ତି ନିଆଯାଇଛି। ୨୦୨୪ ଫେବୃଆରୀରେ ୩ ଦିନ ଧରି ଆୟୋଜିତ ହେବାକୁ ଥିବା ଭାଷା…
Read More...

ଖଣି ଓ ଶିଳ୍ପବହୁଳ କେନ୍ଦୁଝରର ଦୃତ ବିକାଶ ଘଟିଛି: ମନ୍ତ୍ରୀ

କେନ୍ଦୁଝରଗଡ: କେନ୍ଦୁଝର ଷ୍ଟାଡିୟମ ପଡିଆରେ  ‘ଗୋନାସିକା-କେନ୍ଦୁଝର ମହୋତ୍ସବ’ ଏବଂ କାଳୀପଡିଆରେ ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା-୨୦୨୩ ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ…
Read More...

ପୌରପାଳିକା ତରଫରୁ ଯୁବ ଓଡ଼ିଶା କାର୍ଯ୍ୟକ୍ରମ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ତରଫରୁ ନିଗମାନନ୍ଦ ବିଦ୍ୟାପୀଠରେ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମକୁ ବିଧାୟକ ସୌଭିକ୍ ବିଶ୍ୱାଳ ଉଦଘାଟନ କରିଥିଲେ। ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ…
Read More...

ଗଡଜାତର କଳା, ସଂସ୍କୃତି ଓ ପରମ୍ପରା ନିଆରା

ଆଠଗଡ:  ଆଠଗଡ ମହୋତ୍ସବର ୪ର୍ଥ ଦିବସରେ ମୁଖ୍ୟଅତିଥି ଭାବେ ନୟାଗଡ ବିଧାୟକ ଡଃ ଅରୁଣ କୁମାର ସାହୁ ଯୋଗଦେଇ ଗଡଜାତ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରା ଓ ସାରସ୍ୱତ ସୃଷ୍ଟି ଅତ୍ୟନ୍ତ ନିଆରା ବୋଲି ମତପ୍ରକାଶ କରିଥିଲେ।…
Read More...

ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ଵର : ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଆନୁକୂଲ୍ୟରେ ଆୟୋଜିତ ଅଠରତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଆଜି ଥିଲା ଚତୁର୍ଥସନ୍ଧ୍ୟା ।ବିଭାଗର ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ ପାଢି, ପ୍ରଭୁ ଜଗତର ନାଥ…
Read More...

ଶୀତ ଋତୁର ରୋଗ ସଂପର୍କିତ ସଚେତନତା 

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତି ସମୁହ ଆନୁକୁଲ୍ୟରେ ରାଜନଗର ପଞ୍ଚାୟତର ବନଖଣ୍ଡି ଗ୍ରାମରେ ଶୀତଋତୁର ବିଭିନ୍ନ ରୋଗ ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ପିକଅପ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା , ବାଇକ ଚାଳକ ଗୁରୁତର

ଠାକୁରମୁଣ୍ଡା: ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ତରାମରା ନିକଟରେ ସୋମବାର ସଂନ୍ଧ୍ୟାରେ ଏକ ପିକଅଫ ଭ୍ୟାନ ନଂ ସହିତ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ଗୁରୁତର ଆହତ…
Read More...

ନବରଙ୍ଗପୁରର ୧୪୫ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ନବରଙ୍ଗପୁର: ନବରଙ୍ଗପୁର ଜିଲାର ୧୪୫ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ରେ ବାହାରିଛନ୍ତି ।ବରିଷ୍ଠ ନାଗରିକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ସ୍ଵତନ୍ତ୍ର ଯୋଜନାରେ ତୀର୍ଥ ଯାତ୍ରା ପାଇଁ ଜିଲାର ୧୮୬ ଜଣ ଆବେଦନ…
Read More...

ଚାତର ପାଣି ଜଙ୍ଗଲରେ ସନ୍ଦିଗ୍ଧ ଗଳିତ ମୃତଦେହକୁ ନେଇ ଚର୍ଚ୍ଚା

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଚାତରପାଣି କାଜୁ ଜଙ୍ଗଲ ନିକଟରେ ଗଳିତ ଶବ ପଡିଥିବା ଓ ଶବକୁ ଚିହ୍ନଟ କରାଯାଇ ପାରୁନଥିବା ଚର୍ଚ୍ଚା ଆଜି ସଂଧ୍ୟା ପରେ ଯୋର ଧରିଛି । କେହି କେହି…
Read More...

‘ନିମନ୍ତ୍ରଣ’ର ତୃତୀୟ ରେସ୍ତୋଁରା ସମ୍ବଲପୁରର ରାଣୀ ବଖରୀରେ ଲୋକାର୍ପିତ ମିଳିବ ରାଜକୀୟ ଖାଦ୍ୟପାନୀୟର ସ୍ୱତନ୍ତ୍ର…

ଭୁବନେଶ୍ୱର:  ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ସ୍ୱତନ୍ତ୍ରତା ବହନ କରୁଥିବା ‘ନିମନ୍ତ୍ରଣ’ର ତୃତୀୟ ସଂପ୍ରସାରିତ ରେସ୍ତୋଁରା ଆଜି ସମ୍ବଲପୁରସ୍ଥିତ ରାଣୀ ବଖରୀ ତଥା କୁଇନସ୍‌ ପ୍ୟାଲେସ୍‌ଠାରେ ଲୋକାର୍ପିତ ହୋଇଛି ।…
Read More...

ଧାମନଗରର ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କୀ ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। 5T…
Read More...

୯୪୫ ନିଶାକଫ ସିରପ ଜବତ, ୪ ଗିରଫ

ସମ୍ବଲପୁର: ସମ୍ବଲପୁର ଜିଲାରେ ନିଶା କାରବାର ବେଶ ଜୋରସୋରରେ ଚାଲିଥିବା ବେଳେ ମଝି ମଝିରେ ନିଶା କାରବାର ରୋକିବାର ଦାୟିତ୍ୱରେ ଥିବା ଏଜେନ୍ସି ଗୁଡିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଏଭଳି ଏକ ଘଟଣାରେ ସୋମବାର…
Read More...

ପଇଡ ପରିବହନ ଆଳରେ ଗଞ୍ଜେଇ ଚାଲାଣ: ବିପୁଳ ଗଞ୍ଜେଇ ଜବତ, ୨ ଗିରଫ

ସମ୍ବଲପୁର: ସମ୍ବଲପୁର ଦେଇ ଦେଶର ବିଭିନ୍ନ ରାଜ୍ୟକୁ ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଥିବାରୁ ଅବକାରୀ ବିଭାଗର ଚେକିଂ କରାଯାଉଥିବାରୁ ଅଭିନବ ଉପାୟରେ ଚାଲାଣକାରୀ ମାନେ ଗଞ୍ଜେଇ ଚାଲାଣ କରିବାର ପ୍ରୟାସ କରୁଥିବାର…
Read More...

ୱାଲମୀ ଠାରେ ‘ଜଳ ସମ୍ପଦର ବିକାଶ ଓପରିଚାଳନା’ ସମ୍ବନ୍ଧରେ ତାଲିମ କାର୍ୟ୍ୟକ୍ରମ

ଭୁବନେଶ୍ୱର: ରାଜ୍ୟରେ ଜଳସେଚନର ସୁପରିଚାଳନା ତଥା ଜଳର ସୁଷମ ବଣ୍ଟନ ପାଇଁ ଜଳସମ୍ପଦ ବିଭାଗର ବୃହତ୍ ଓ ମଧ୍ୟମ ଜଳସେଚନ ଶାଖାରେ କାର୍ୟ୍ୟରତ ଯନ୍ତ୍ରୀମାନଙ୍କ ନିମନ୍ତେ ‘ଜଳ ସମ୍ପଦର ବିକାଶ ଓ ପରିଚାଳନା’ ସମ୍ବନ୍ଧରେ ଏକ ୫…
Read More...

ପୁଣି କୋଭିଡ: ରାଜ୍ୟକୁ ସତର୍କ କଲା କେନ୍ଦ୍ର

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକୁଛି କୋଭିଡ, କେନ୍ଦ୍ର ଜାରି କଲା ସତର୍କ ସୂଚନା। ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଚିଠି ଲେଖାଯାଇଛି। ନୂଆ ଭାରିଆଣ୍ଟ ଜେଏନ ୧ ଭାରତରେ ମିଳିଥିବାରୁ…
Read More...

ବରିଷ୍ଠ ନାଗରିକ ମଞ୍ଚର ବୈଠକ

ପିପିଲି:ପିପିଲି ବରିଷ୍ଠ ନାଗରିକ ମଞ୍ଚର ଏକ ବୈଠକ ସ୍ଥାନୀୟ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ବରିଷ୍ଠ ସଭ୍ୟ ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ…
Read More...

ଛାତ୍ର, ଶିକ୍ଷକ ଓ ଅଭିଭାବଙ୍କ ସମ୍ମିଳିତ ଉଦ୍ୟମରେ ଶିକ୍ଷାନୁଷ୍ଠାନ ହୁଏ ଗୌରବାନ୍ୱିତ

କେନ୍ଦୁଝରଗଡ଼ : ଛାତ୍ର, ଶିକ୍ଷକ ଓ ଅଭିଭାବକଙ୍କ ସମ୍ମିଳିତ ଉଦ୍ୟମ ହିଁ ଶିକ୍ଷାନୁଷ୍ଠାନର ଗୌରବକୁ ବୃଦ୍ଧି କରେ। ପଳାଶପଙ୍ଗାସ୍ଥିତ ସନ୍ଥେଭଞ୍ଜ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହର ରବିବାର ଉଦ୍‍ଯାପନୀ…
Read More...

ରାଜ୍ୟ ଗ୍ରନ୍ଥାଗାରରେ ପ୍ରେରଣାଦାୟକ ବକ୍ତୃତାମାଳା

ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଦଶମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଛି । ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାଏଙ୍କ…
Read More...

ଟାଙ୍ଗର ମୁଣ୍ଡା ରାସ୍ତା ଦୁର୍ଘଟଣାରେ ମୃତକଙ୍କ ପାଇଁ ଅନୁକମ୍ପା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସୁନ୍ଦରଗଡ ଜିଲ୍ଲାର ଟାଙ୍ଗର ମୁଣ୍ଡା ନିକଟରେ ଏକ ସଡକ ଦୁର୍ଘଟଣାରେ 5 ଜଣ ବ୍ୟକ୍ତି ଙ୍କ ମୃତ୍ୟୁ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ…
Read More...

‘ଓଡ଼ିଶାର ସାମାଜିକ-ରାଜନୈତିକ ସଂସ୍କାର ଦିଗରେ ମହାରାଜାଙ୍କ ଅବଦାନ ଅତୁଳନୀୟ’

ଭୁବନେଶ୍ୱର: ମହାରାଜା ଶ୍ରୀରାମଚନ୍ଦ୍ର ଥିଲେ ଜଣେ ଅତ୍ୟନ୍ତ ସରଳ, ପ୍ରଜାବତ୍ସଳ ଓ ଦେଶପ୍ରେମୀ ସୁଶାସକ । ମୟୂରଭଞ୍ଜ ତଥାଓଡ଼ିଶାରସାମଗ୍ରିକ ବିକାଶ ପାଇଁ ତାଙ୍କଅବଦାନ ଅବିସ୍ମରଣୀୟ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,…
Read More...

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ

ପାଟଣା: କେନ୍ଦୁଝର ଜିଲା ପାଟଣା ଥାନା  ଟାଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ଭୀମାପଡ଼ା ଗ୍ରାମର ନେତ୍ରାନନ୍ଦ ମହାନ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ଶକୁନ୍ତଳା  ମହାନ୍ତଙ୍କ ବିଳମ୍ବିତ ରାତ୍ରୀ ରେ ସନ୍ଦେହ ଜନକ ମୃତ୍ୟୁ ଘଟିଛି ।…
Read More...

ଦେବରାୟ କଲେଜରେ ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ୱର : ଭୁବନେଶ୍ୱର ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ‘ନୂଆ-ଓ’ଯୋଜନା ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାମାଜିକ ସମସ୍ୟା…
Read More...

ଓଡ଼ିଶାର ସର୍ବାଙ୍ଗୀଣ ବିକାଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ଅବଦାନ ଅବିସ୍ମରଣୀୟ

ଭୁବନେଶ୍ୱର: ଉତ୍କଳ ବିଶ୍ବବିଦ୍ୟାଳୟ ମହାରାଜା ଶ୍ରୀରାମଚନ୍ଦ୍ର ମୁଦ୍ରଣାଳୟରେ ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ତଥା ଉତ୍କଳ ସମ୍ମିଳନୀର ପ୍ରତିଷ୍ଠାତା ସଭାପତି ମୟୂରଭଞ୍ଜର ପ୍ରଜାବତ୍ସଳ ଆଦର୍ଶ ଶାସକ ମହାରାଜା…
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ ୨ ଗୁରୁତର

ଭବାନୀପାଟଣା:  ଆଜି ଅପରାହ୍ନ ରେ କୋକସରା ଥାନା ଅନ୍ତର୍ଗତ ବେହେରା - ଖପରାମାଲ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏଥିରେ ଦୁଇଜଣ ଆହତ ହେଇଛନ୍ତି। ଆହତମାନଙ୍କୁ ଚିକିତ୍ସା…
Read More...

ପ୍ରଥମ ଦିନିକିଆ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ୱିକେଟରେ ଜିତିଲା ଭାରତ

ଜୋହାନ୍ସବର୍ଗ: ବିଶ୍ବକପ୍‌-୨୦୨୩ ପରେ ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ ଥର ପାଇଁ ଖେଳିଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌କୁ ସହଜରେ ବିଜୟ ହାସଲ କରିଛି। ଜୋହାନ୍ସବର୍ଗରେ ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ…
Read More...

ସଟ୍ ସର୍କିଟରୁ ଘର ପୋଡି, ସମସ୍ତ ଆସବାବପତ୍ର ପୋଡି ନଷ୍ଟ

ପାତ୍ରପୁର: ପାତ୍ରପୁର ବ୍ଳକ ଅନ୍ତର୍ଗତ ବରଙ୍ଗ ଗ୍ରାମରେ ଗତ ରାତ୍ର ଅଗ୍ନିକାଣ୍ଡ ଘଟି ଗୋଟିଏ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇ ଯାଇଛି। ଗ୍ରାମର ଗୋରିଲା ତ୍ରିନାଥଙ୍କ ଘର ପୋଡି ଯିବାରୁ ଘର ଭିତରେ ଥିବା ସମସ୍ତ…
Read More...

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଭୁବନେଶ୍ବର ମାଉସୀ ମାଆ ମନ୍ଦିର ଅଞ୍ଚଳରେ ଥିବା ବାସ ଭବନରେ ତାଙ୍କର ପରଲୋକ…
Read More...

ହାତୀ ଡରରେ ମଞ୍ଚାରେ କାଟୁଥିଲେ ରାତି, ପ୍ରବଳ ଥଣ୍ଡାରେ ୨ଜୁଆଙ୍ଗ ମୃତ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁରର ପଡ଼ା ଗ୍ରାମ କୁଲାଡେରା ଆଦିମ ଜୁଆଙ୍ଗ ଅଧ୍ୟୁଷିତ ଗ୍ରାମରେ ୮ ଦିନରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରବଳ ଥଣ୍ଡାରେ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମୃତକ ଦ୍ବୟ…
Read More...

ମଶାଧୂଆଁରେ ଅଣନିଶ୍ବାସୀ ହୋଇ ସୁରକ୍ଷାକର୍ମୀ ମୃତ

କେନ୍ଦୁଝର: ମଶା ଧୂଆଁରେ ଅଣନିଶ୍ବାସୀ ହୋଇ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛନ୍ତି। କେନ୍ଦୁଝରର ଏକ ଘରୋଇ କମ୍ପାନୀ କାର୍ଯ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା…
Read More...

ପିସିସି ସଭାପତି ପଦରୁ କମଲନାଥଙ୍କୁ ହଟାଇଲେ ହାଇକମାଣ୍ଡ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ପରାଜୟ ପରେ କଂଗ୍ରେସ ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରିଛି। ମଧ୍ୟ ପ୍ରଦେଶରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତି ପଦରୁ କମଲନାଥଙ୍କୁ ହଟାଇ ଦିଆଯାଇଛି। ଆଜି କଂଗ୍ରେସ ହାଇକମାଣ୍ଡ…
Read More...

ତିନିକୋଶିଆ ଜଙ୍ଗଲରେ ଯୁବକଙ୍କ ମୃତ୍ୟୁ: ନୀଳଗିରି ଥାନାରେ ରୁଜୁ ହେଲା ହତ୍ୟା ମାମଲା; ସରପଞ୍ଚ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିର ତିନିକୋଶିଆ ଜଙ୍ଗଲରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣାରେ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଏନେଇ ସଜନାଗଡ଼ ସରପଞ୍ଚଙ୍କୁ ପୁଲିସ ଗିରଫ କରିଛି । ଗତକାଲି ରାତିରେ…
Read More...

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ୧୮ତମ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆଜି ସନ୍ଧ୍ୟାରେ ଜନତା ମଇଦାନରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…
Read More...

ସଶକ୍ତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ…

ଭୁବନେଶ୍ଵର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥିଭାଥନନ ଆଜି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ନବ ନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପିଡି) ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ…
Read More...

ଜେଡ୍ ଓ୍ବାନରେ ଓ୍ବିଣ୍ଟର ଫେଷ୍ଟ

ଭୁବନେଶ୍ବର: କଳାରାହାଙ୍ଗ ସ୍ଥିତ ଜେଡ୍ ଓ୍ବାନ୍ ଆପାର୍ଟମେଣ୍ଟ ବ୍ୟୋମ ଓ ଆଦ୍ବେତ ବାସିନ୍ଦାମାନଙ୍କ ପକ୍ଷରୁ ଓ୍ବିଣ୍ଟର ଫେଷ୍ଟ ଜେଡ୍ ଓ୍ବାନ୍ ପ୍ରାଣରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡକ୍ଟର…
Read More...

ଶେରଗଡ ଓ ହିଞ୍ଜିଳିକାଟୁରେ ୨୦୭ କୋଟି ଟଙ୍କା ବ୍ୟୟରେ ୧୦୨ଟି ଅତିରିକ୍ତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଆଜି ହିଞ୍ଜିଳି ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହିତ ଉନ୍ନୟନମୂଳକ…
Read More...

ଯୋଡ଼ାମୁଣ୍ଡ ଶିଶୁ ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କଲେ ଦିଲ୍ଲୀ ଏମ୍ସର ପ୍ରଫେସର

ଫୁଲବାଣୀ:ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗାର ଆଜି ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଦିଲ୍ଲୀ ଏମ୍ସ ର ପ୍ରଫେସର ଦୀପକ ଗୁପ୍ତା । ୨୦୧୭ ମସିହାରେ ସେ ଦିଲ୍ଲୀ ଏମ୍ସରେ ଯୋଡ଼ା ମୁଣ୍ଡ ଶିଶୁ ଜଗା-ବଳିଆର ସଫଳ…
Read More...

ଧାମରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉଦଯାପିତ ହେଲା ସମନ୍ବୀତ ଯୁବ ବିକାଶ କାର୍ଯ୍ୟକ୍ରମ

ଧାମରା : ଧାମରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୧୧ ତାରିଖରୁ ଆରମ୍ଭ ହୋଇ ୬ଦିନ ହେବ ଚାଲିଥିବା ସମନ୍ବୀତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇ ଯାଇଛି। ଏହି ଉଦଯାପିତ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଭଦ୍ରକ…
Read More...

ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ୍ ଶିବିର

କାଣ୍ଟାବାଞ୍ଜି : ସ୍ଥାନୀୟ ରାଜେନ୍ଦ୍ର ନଗର ପ୍ରାଥମିକ ବିଦ୍ୟାଳୟ କଣ୍ଟାବାଞ୍ଜି ଠାରେ ଡିସେମ୍ବର ମାସ ର ଏକ ଦିବସୀୟ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀଙ୍କ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ…
Read More...

ପାହାଡ଼ ଉପରେ ସ୍ଵାସ୍ଥ୍ୟ ଶିବିର

ପାତ୍ରପୁର: ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପାହାଡ଼ ଉପର ଆଙ୍କୁଲି ଅଙ୍ଗନାବାଡି କେନ୍ଦ୍ର ଠାରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଙ୍କୁଲି, ବୁରସାହି, ତିତିରି ସୀଙ୍ଗି, ଲେଂଗେନା ସାହି,…
Read More...

ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ସଠିକ ନିଦାନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବ

ବୌଦ୍ଧ : ୱାଇସିଡିଏ ଓ ବେସିକ ନିଡସ ଇଣ୍ଡିଆ, ବାଙ୍ଗାଲୋରର ମିଳିତ ସହଯୋଗରେ ମାନସିକ ସ୍ବାସ୍ଥ୍ୟ ପାଇଁ ଏକ ଜିଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ବିଏନଆଇ ରାଜ୍ୟ ମୁଖ୍ୟ ରାଜୀବ କର୍ମୀ, ୱାଇସିଡିଏ ନିର୍ଦେଶକ…
Read More...

କ୍ଲଷ୍ଟର ସ୍ତରୀୟ ବୈଠକ: ଶିକ୍ଷାର ମୂଲ୍ୟ ନିର୍ଦ୍ଧାରଣ ସର୍ବେକ୍ଷଣ ଓ ଧନ୍ଦାମୂଳକ ଶିକ୍ଷା ବିଷୟରେ ଆଲୋଚନା

କାଣ୍ଟାବାଞ୍ଜି : ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ଉଚ୍ଚପ୍ରାଥମିକ ବିଦ୍ୟାଳୟ ମାଲପାମୁଣ୍ଡା ଠାରେ ଷଷ୍ଠ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କଯ୍ୟକ୍ରମରେ ହିଆଲ…
Read More...

ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଶୁକ୍ରବାର ୧୧ ଟା ଘଟିକା ସମୟରେ ( ନୂଆ-ଓ ) ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି। ମହାବିଦ୍ୟାଳୟର…
Read More...

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ନୀତି, ପାଣ୍ଠି ଏବଂ ଲାଭ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ଶିଳ୍ପ ଉଦ୍ୟୋଗର ବିଶେଷ ଦିଗ ଉପରେ ଆଲୋଚନା କରିବା ନିମନ୍ତେ ଶିଳ୍ପ ବିଶେଷଜ୍ଞ, ମହିଳା ଉଦ୍ୟୋଗୀ ଏବଂ ନୀତି ନିର୍ମାତା ମାନେ ଏକତ୍ରିତ ହୋଇଥିଲେ। ଉକ୍ତ ସମ୍ପୂର୍ଣ୍ଣ ମହିଳା ପରିଚାଳିତ କାର୍ଯ୍ୟକ୍ରମଟି…
Read More...

ବୌଦ୍ଧ ପୁଲିସକୁ ବଡ ସଫଳତା: ନଳିକୁପା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ୱଂଶ,ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ବୌଦ୍ଧ/ମନମୁଣ୍ଡା: ବୌଦ୍ଧଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ନଳିକୁପା ଜଙ୍ଗଲରେ କୁମ୍ବିଂ ସମୟରେ ବୌଦ୍ଧ ପୁଲିସକୁ ବଡ ସଫଳତା ମିଳିଛି। ଜଙ୍ଗଲ ମଧ୍ୟରେ କୁମ୍ବିଂ ସମୟରେ ଏସଓଜି ଯବାନମାନେ ନଳୀକୁପା ଗ୍ରାମ ନିକଟରେ ଥିବା ଏକ…
Read More...

ପରିବହନ ଆୟୁକ୍ତଙ୍କ ପ୍ରତିଶ୍ରୁତି, ପର୍ଯ୍ୟାୟକ୍ରମେ ସମାଧାନ ହେବ ଟ୍ରକ ମାଲିକଙ୍କ ସମସ୍ୟା

ଭୁବନେଶ୍ବର: ଟ୍ରକ ମାଲିକ ମାନଙ୍କ ବିବିଧ ସମସ୍ୟା ନେଇ ଓଡ଼ିଶା ଟ୍ରକ ମାଲିକ ମହାସଂଘର ଓଡ଼ିଶା ରାଜ୍ୟ ସଭାପତି  ପୁରଞ୍ଜନ ପାଢୀ, ସମ୍ପାଦକ  ପତିତପାବନ ସାହୁ ପ୍ରମୁଖ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ  ଭି କେ ପାଣ୍ଡିଆ…
Read More...

ସଂସ୍କୃତି, ଐତିହ୍ୟ ଓ ବିଭବ ବଞ୍ଚିରହିଲେ ଜାତି ଓ ସଭ୍ୟତା ବଞ୍ଚିବ

ଆଠଗଡ: ଆଠଗଡ ଗଡଜାତ ପ୍ରାଚୀନ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ କୀର୍ତ୍ତିରାଜି ଅତ୍ୟନ୍ତ ମହାନ । ଏହାକୁ ଆଜିର ପିଢି ଓ ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଉଦ୍ଜୀବିତ ରହିବ ଜରୁରୀ । ଏହି ସବୁ ବିଭବ ବଞ୍ଚିରହିଲେ ସଭ୍ଯତା…
Read More...

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ

ଭୁବନେଶ୍ୱର  : ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ନୂଆ ଓ ଯୋଜନା ଆନୁକୁଲ୍ୟରେ ସାଂସ୍କୃତିକ ପ୍ରତିଯୋଗୀତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ଡ଼. ରୀନା ଘଡ଼େଇ ଉଦଘାଟନ…
Read More...

୨୦୨୪ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ଭି.କେ.ପାଣ୍ଡିଆନ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିବେ ନାହିଁ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ।  ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିବେ ନାହିଁ…
Read More...

‘ବିଜ୍ଞାନ ହିଁ ବିଶ୍ୱ ପ୍ରଗତିର ମୁଖ୍ୟ ଆଧାର ’

ଭୁବନେଶ୍ବର: ସମ୍ପ୍ରତି ବିଜ୍ଞାନ ଆମ ଦୈନନ୍ଦିନ ଜୀବନ ପ୍ରବାହରେ ଅବିଛିନ୍ନ ଅଙ୍ଗ ହୋଇଛି ଏବଂ ବିଜ୍ଞାନର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ। ରାଷ୍ଟ୍ରୀୟ ପ୍ରଗତି ପାଇଁ ଅନ୍ଧବିଶ୍ୱାସ ଦୂରୀକରଣ ସହିତ ବୈଜ୍ଞାନିକ ଚେତନା…
Read More...

ଏକାମ୍ର ନିର୍ବାଚନମଣ୍ଡଳୀରେ ୧୫୯.୨୯ କୋଟି ଟଙ୍କାର ୪ଟି ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର କଲେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ୧୫୯.୨୯ କୋଟି ଟଙ୍କା ବ୍ୟୟରେ ୪ଟି ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏକାମ୍ର ନିର୍ବାଚନମଣ୍ଡଳୀର…
Read More...

ଏମଜିଇଏମ୍ ସ୍କୁଲରେ ବିଜ୍ଞାନ ମେଳା

ଆଠଗଡ: ଆଠଗଡର ମହାତ୍ମାଗାନ୍ଧୀ ଇଂଲିଶ ମିଡିୟମ୍ ସ୍କୁଲରେ ଶୁକ୍ରବାର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷା ପୁଲିନ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଗୋପବନ୍ଧୁ ବିଜ୍ଞାନ କଲେଜର…
Read More...

ପଲିଥିନ ଓ ପ୍ଲାଷ୍ଟିକ୍ ପରିବେଶ ସଚେତନତା

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ପଲିଥିନ ଓ ପ୍ଲାଷ୍ଟିକମୁକ୍ତ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି…
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଅନୁସନ୍ଧାନ କମିଟିର ମହାବିଦ୍ୟାଳୟ ପରିଦର୍ଶନ

କଣ୍ଟାବାଞ୍ଜି : ଆଜି ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିକୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଆଞ୍ଚଳିକ ଅନୁସନ୍ଧାନ କମିଟି ପରିଦର୍ଶନରେ ଆସିଥିଲେ। ଡ଼କ୍ଟର ବିଗନେଶ ପ୍ରସାଦ ମିଶ୍ର, ଅଧକ୍ଷ୍ୟ ମହାବିଦ୍ୟାଳୟ ଉନୟନ…
Read More...

ଧାମରାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା ସ୍ୱଚ୍ଚ ଭାରତ ଏବଂ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଧାମରା: ଧାମରା ଅଂଚଳରେ ଏକ ସ୍ୱଚ୍ଛ ଭାରତ ଏବଂ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଧାମରା,ଜଗୁଳା ପଂଚାୟତରେ କିପରି ସ୍ୱଚ୍ଛ ରହିବା ଦରକାର ଏବଂ ଏହାର ଉପକାରିତା ବିଷୟରେ ଧାମରାଇ…
Read More...

ଆଇପିଏସ ସ୍ତରରେ ଅଦଳବଦଳ, ପୁଲିସ ନିଯୁକ୍ତି ବୋର୍ଡ ଅଧ୍ୟକ୍ଷା ହେଲେ ବି.ରାଧିକା

ଭୁବନେଶ୍ବର: ଭୁବନେଶ୍ବର: ଭାରତୀୟ ପୁଲିସ ସେବା(ଆଇପିଏସ୍‌) ସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅଦଳବଳ କରାଯାଇଛି। ଆଜି ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ…
Read More...

ବନ୍ଦ ଘର ଭିତରୁ ଯୁବକଙ୍କ ମୃତଦେହ ଜବତ

ପିପିଲି:ପିପିଲି ଥାନା ଅନ୍ତର୍ଗତ ମଠସାହି ବଜାର ଉପରେ ଥିବା ଏକ ବନ୍ଦ ଘର ମଧ୍ୟରୁ ଗୁରୁବାର ସଂନ୍ଧ୍ୟାରେ ପୁଲିସ ଜଣେ ଯୁବକଙ୍କ ମୃତଦେହକୁ ଜବତ କରିଛି। ମୃତକଙ୍କ ନାମ କେ. ଶିବା (୨୫) ଓ ତାଙ୍କ ଘର ପୁରୀର ସମୁଦ୍ରକୁଳ…
Read More...

ରାଜ୍ୟପାଳଙ୍କୁ ବାଣିଜ୍ୟମେଳା ଫଟୋ ଆଲ୍‌ବମ୍‌ ପ୍ରଦାନ କଲେ ନିର୍ଦ୍ଦେଶକ ସରୋଜ ସାମଲ

ଭୁବନେଶ୍ୱର: ଆଜି ରାଜ୍ୟପାଳ ରଘୁବାର ଦାସଙ୍କୁ ଭେଟି ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍‌ର ଫଟୋସମ୍ବଳିତ ଏକ ଆଲ୍‌ବମ୍‌ ପ୍ରଦାନ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ପାଟଣା : ଘଟଗାଁ ବ୍ଲକ ବାରହାଟିପୁରା - ହରିଚନ୍ଦନପୁର ରାସ୍ତାର ଗୋପୀନାଥପୁର ଛକ ନିକଟରେ ଏକ ବାଇକ  ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଛୋଟରାୟପୁର ଗ୍ରାମର ଫକୀର ମୋହନ ମୁଣ୍ଡା (୩୭) ଙ୍କର…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ‘ନୂଆ-ଓ’ କାର୍ଯ୍ୟକ୍ରମ, ଆୟୋଜିତ ହେବ ସାଂସ୍କୃତିକ, ସାମାଜିକ ଓ କ୍ରୀଡ଼ା ପ୍ରତିଯୋଗିତା

ଓଡ଼ିଶାର ଯୁବପିଢ଼ି ମାନଙ୍କୁ ସଂଗଠିତ କରିବା ଏବଂ ସେମାନଙ୍କ ସଶକ୍ତିକରଣ ଦିଗରେ ଓଡ଼ିଶା ସରକାରଙ୍କ ଦ୍ବାରା ନିଆଯାଇଥିବା ‘ନୂତନ ଉନ୍ନତ ଅଭିଳାଶ ଓଡ଼ିଶା ବା ନୂଆ-ଓ’ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଅଂଶବିଶେଷ…
Read More...

୧୬ରେ ଏସ୍‌ଏସ୍‌ଆଇ ସ୍ପୋଟ୍ସ ସାଇନ୍ସ ସମ୍ମିଳନୀ, ଯୋଗଦେବେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ

ଭୁବନେଶ୍ୱର : ସ୍ପୋଟ୍ସ ସାଇନ୍ସ ଇଣ୍ଡିଆ ଆନୁକୂଲ୍ୟରେ ଆସନ୍ତା ୧୬ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଏସ୍‌ଏସ୍‌ଆଇ ସ୍ପୋଟ୍ସ ସାଇନ୍ସ କନକ୍ଲେଭ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଭାରତର କ୍ରୀଡ଼ା ବିଜ୍ଞାନ ବିଶେଷଜ୍ଞ ଓ…
Read More...

ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର : ନୟାପଲ୍ଲୀ ଦେବରାୟ ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏଥିରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ ସ୍ଥାନୀୟ ଅଧିବାସୀମାନେ ୭୩ ୟୁନିଟ୍ ରକ୍ତଦାନ କରିଥିଲେ। ଏହି…
Read More...

୧୦୦ ଦିନରେ୧୦୦ ବର୍ଷର ସମସ୍ୟାର ସମାଧାନ, ବିସ୍ଥାପିତ ଲୋକଙ୍କୁ ପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ପ୍ରଶାସନିକ ଇତିହାସରେ ଆଜି ଏକ ଯୁଗାନ୍ତକାରୀ ଦିବସ। ବିସ୍ଥାପିତ ଲୋକମାନଙ୍କର ୧୦୦ ବର୍ଷର ସମସ୍ୟାର ଅନ୍ତ ହୋଇଛି। ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ମାତ୍ର ୧୦୦ ଦିନରେ ସେମାନଙ୍କର ବର୍ଷ ବର୍ଷର…
Read More...

ମାଣବସା ଧନଲକ୍ଷ୍ମୀ ପୂଜା 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ହନୁମାନ ଜଙ୍ଗସନ କ୍ଲବର ପୂଜା କମିଟି ଆନୁକୂଲ୍ୟରେ ମାଣବସା ଧନଲକ୍ଷ୍ମୀ ପୂଜା  ଅନୁଷ୍ଠିତ ହୋଇଛି । ଆଜି ସକାଳୁ ରୀତିନୀତି ଅନୁଯାୟୀ ପୂଜା ଅଙ୍କୁରାରୋପଣ, ମଣ୍ଡଳ,…
Read More...

ଫାଇଲିନ ପରେ ହଜିଥିବା ଧଳା ଶାଗୁଣା ଦୃଶ୍ୟମାନ

ପାତ୍ରପୁର : ପ୍ରକୃତିର ଭାରସାମ୍ୟ ରକ୍ଷା ପାଇଁ ବୃକ୍ଷ ଲତା ଜୀବ ଜଗତ ରହିଛି। ଧୀରେ ଧୀରେ  ଜଳବାୟୁର ପରିବର୍ତ୍ତନ ଯୋଗୁଁ  ତାପମାତ୍ରା  ବୃଦ୍ଧି ପାଇବ ସହିତ ବର୍ଷାର ପରିମାଣ କମୁଛି। ଜାହାରି ଫଳରେ ଗତ କିଛି ବର୍ଷ…
Read More...

ବନ୍ଧପଥରରେ ଭାରତ ସଂକଳ୍ପ ଯାତ୍ରା

ହରଭଙ୍ଗା : ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ବନ୍ଧାପଥର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟକ୍ଷଣକାରୀ ଯୋଜନା ଓ ସେଗୁଡିକ କିଭଳି ଲୋକଙ୍କ…
Read More...

ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୋଗ ଶିବିର

 ଫୁଲବାଣୀ :  ଯୁବ ଓଡିଶା ନବୀନ ଓଡିଶା କାଯ୍ୟକ୍ରମ ଅନ୍ତର୍ଗତ ଆଜି ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ୍ୟ ଡ.ଶକଂର୍ଷଣ ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ …
Read More...

ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କଲେ ଉଚ୍ଚଶିକ୍ଷା ବିଭାଗ…

ଚାନ୍ଦିପୁଟ: ଗଜପତି ଜିଲା ଚାନ୍ଦିପୁଟ ସ୍ଥିତ ଇନ୍ଦିରା ସ୍ମୃତି ସ୍ନାତକ ମହାବିଦ୍ୟାଳୟରେ ସମ୍ମନିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଯୁବ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ…
Read More...

ସମ୍ବନିତ  ଶିଶୁ ବିକାଶ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ  ସମ୍ମିଳନୀ କକ୍ଷ ପରିସରରେ ବ୍ଲକ ସମ୍ବନିତ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜୁ କନ୍ୟା ରତ୍ନ ଯୋଜନା, ଘରୋଇ ହିଂସା,ଲିଙ୍ଗଗତ ତାରତମ୍ୟ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…
Read More...

ମାଲ୍ୟବନ୍ତ ମହୋତ୍ସବ ନେଇ ପଥଉତ୍ସବ

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲା ପ୍ରଶାସନ ତରଫରୁ ଜିଲାପାଳଙ୍କ କାର୍ୟ୍ୟାଳୟ ଛକ ଠାରୁ ଡିଏନକେ ଛକ ପର୍ୟ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲାପାଳ ରାଜସ୍ବ ବେଦବର ପ୍ରଧାନ ମୁଖ୍ୟ…
Read More...

ବ୍ଳକ ସ୍ତରୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଓ ତାଲିମ ଶିବିର

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଳକ ସ୍ତରୀୟ ଜୁନିଅର ରେଡ଼କ୍ରସ ପ୍ରଶିକ୍ଷଣ ଓ ତାଲିମ ଶିବିର ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୨୦ ଗୋଟି ସ୍କୁଲର ୧୧୦ ଜଣ ଛାତ୍ରଛାତ୍ରୀ ଭାଗ…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ କ୍ରୀଡା ଉତ୍ସବ

ପିପିଲି:ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୩ତମ ବାର୍ଷିକ କ୍ରୀଡା ଉତ୍ସବ ସମାରୋହରେ ଉଦ୍‍ଘାଟିତ ହୋଇଯାଇଛି। ସ୍ଥାନୀୟ ଇନ୍ଦିରା ମଇଦାନ ଠାରେ ଆୟୋଜିତ ଏହି ଦୁଇଦିନିଆ କ୍ରୀଡା ଉତ୍ସବକୁ ପିପିଲି ଥାନା…
Read More...

ବୋରୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର ହେଲା ନବଜାତକ

ସମ୍ବଲପୁର: ବୋରୱେଲ ଭିତରୁ ନବଜାତକ ଉଦ୍ଧାର ହୋଇଛି। ସୁରକ୍ଷିତ ଭାବେ ନବଜାତକ ଉଦ୍ଧାର ହୋଇଛି ଏବଂ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି। ଉଦ୍ଧାରକାରୀ ଦଳ ଜୀବିତ ଅବସ୍ଥାରେ ଉଦ୍ଧାର ନବଜାତକକୁ ଉଦ୍ଧାର କରିବାରେ ସଫଳ…
Read More...

ଟ୍ରକ ଧକ୍କାରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲା ତୁରୁମୁ୍ଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ବଜାର ନିକଟରେ ଘଟି ଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଧକ୍କା ରେ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି। ମୃତ…
Read More...

 ସିରିଜ ଦୁର୍ଘଟଣା: ୨ ଟି ବାଇକକୁ ଧକ୍କା ଦେଲା କାର, ୩ ଆହତ

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ସାକ୍ଷୀଗୋପାଳ ଅଳଗୁମ ରାସ୍ତାର  ବନ ପୁର ଛକ ନିକଟରେ ଏକ କାର ସିରିଜ ଦୁର୍ଘଟଣା ଘଟାଇବାରୁ ୨ଟି ବାଇକ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ…
Read More...

ଢ଼ାବା ରୋଷେଇୟାଙ୍କ ମୃତ୍ୟୁ, ପୁଲିସର ତଦନ୍ତ ଆରମ୍ଭ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଜାତୀୟ ରାଜପଥ କଡ଼ରେ ଥିବା କନିଷି ଢ଼ାବା ରେ କାମ କରୁଥିବା ଜଣେ ରୋଷେଇଆଙ୍କ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣକ…
Read More...

ଓଡ଼ିଶା ପୁଲିସର ’ମାନବ ଅଧିକାର ସଚେତନତା’ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତା: ଓଡ଼ିଆରେ ଗୀତାଞ୍ଜଳି ସାମଲ ଓ ଇଂରାଜୀରେ…

ଭୁବନେଶ୍ୱର: ଆଜି ଓଡ଼ିଶା ପୁଲିସ ଆନୁକୂଲ୍ୟରେ ପୁଲିସ ଭବନସ୍ଥିତ ସମ୍ମିଳନୀ କକ୍ଷଠାରେ ‘ମାନବ ଅଧିକାର ସଚେତନତା’ ସମ୍ପର୍କିତ ରାଜ୍ୟସ୍ତରୀୟ ତର୍କ ପ୍ରତିଯୋଗିତ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର…
Read More...

ଚାଷୀମାନଙ୍କୁ କ୍ଷତିପୂରଣ ଓ କୃଷିଋଣ ଛାଡ ଦାବି ନେଇ ରାଜ୍ୟପାଳଙ୍କୁ ଭେଟିଲା କୃଷକମୋର୍ଚ୍ଚା

ଭୁବନେଶ୍ୱର: ଓଡ଼ିଶାରେ ଡିସେମ୍ବର ୫ ରୁ ୭ ତାରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ରାଜ୍ୟର ଅଧିକାଂଶ ଜିଲାରେ ଧାନ, କପା ଓ ପନିପରିବା ଫସଲହାନି ଘଟି ଚାଷୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି…
Read More...

ପର୍ଯ୍ୟଟନ ପରିଚାଳନା କର୍ମଶାଳା ଉଦ୍‌ଘାଟିତ: ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଜାଣିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର:  ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୧୪ ଦିନିଆ ପର୍ଯ୍ୟଟନ ପରିଚାଳନା କର୍ମଶାଳା ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ଉଦ୍‌ଘାଟନ କରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ…
Read More...

ଗ୍ରାମୀଣ ଡାକ ସେବକଙ୍କ ଧର୍ମଘଟ

କଲମପୁର : କଲମପୁର ଉପ ଡାକଘର କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମୀଣ ଡାକ ସେବକମାନଙ୍କ ପକ୍ଷରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି। ଏଥିରେ ୧୪ଟି ଶାଖାର ୧୫ରୁ ଅଧିକ କର୍ମଚାରୀ ଯୋଗଦେଇଥିଲେ। ଡାକ ସେବକଙ୍କ ପାଇଁ…
Read More...

ଡ୍ରଗ ଅପବ୍ୟବହାର ନିଷେଧ ଉପରେ ସଚେତନତା କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର: କୋରାପୁଟ ଜିଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ଡ୍ରଗ ଅପବ୍ୟବହାର ନିଷେଧ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର…
Read More...

ସତିଗୁଡ଼ା ଜଳଭଣ୍ଡାରରେ ନୌକାଚାଳନା ପ୍ରତିଯୋଗିତା, ଭାଗ ନେଲେ ୧୦ଟି ଗାଁର ୪୦ ଜଣ ଆଦିବାସୀ

ମାଲକାନଗିରି: ମାଲ୍ୟବନ୍ତ ମହୋତ୍ସବ ଆଦିବାସି ବହୁଳ ମାଲକାନଗିରି ଜିଲ୍ଲାର ଲୋକପର୍ବ ହୋଇଥିବା ବେଳେ ଏହି ମହୋତ୍ସବକୁ ପ୍ରତିବର୍ଷ ଜିଲ୍ଲା ପ୍ରଶାସନ ଖୁବ ଧୁମ ଧାମରେ ଆୟୋଜନ କରିଥାଏ । ବିଶେଷ କରି ଜିଲ୍ଲାର କଳା…
Read More...

ଜଙ୍ଗଲରେ ଘୁରି ବୁଲୁଛନ୍ତି ହାତୀପଲ: ଚିନ୍ତାରେ ବନ ବିଭାଗ, ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ

ଫୁଲବାଣୀ :ଗତ କିଛି ଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ହାତୀପଲ ଘୁରି ବୁଲୁଛନ୍ତି। ଏହି ପଲରେ ୧୩ରୁ ଅଧିକ ହାତୀ ଥିବା ଗ୍ରାମବାସୀ କହୁଛନ୍ତି। ହାତୀପଲ ବୌଦ୍ଧ ଜିଲାରୁ କନ୍ଧମାଳ ଜଙ୍ଗଲରେ ପଶିଥିବା…
Read More...