ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ ଘଟଣାର ଜେରା ; ଆପ୍‌ର ଆଉ ଦୁଇ ବିଧାୟକଙ୍କୁ ଡକରା

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବାସଭବନରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ଅଂଶୁ ପ୍ରକାଶଙ୍କୁ ମାଡ ମରାଯାଇଥିବା ଘଟଣାରେ ପୁଲିସ ଗୁରୁବାର କ୍ଷମତାସୀନ ଆପ୍‌ (ଆମ୍‌ ଆଦମୀ ପାର୍ଟି)ର ଆଉ ଦୁଇ…
Read More...

ୱାଇଫାଇ ବନ୍ଦ କରିବାରୁ ସ୍ତ୍ରୀଙ୍କୁ ନିସ୍ତୁକମାଡ଼

ହାଇଦରାବାଦ: ୱାଇଫାଇ ବନ୍ଦ କରିବାକୁ ନେଇ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ନିସ୍ତୁକମାଡ଼ ମାରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ହାଇଦରାବାଦ ସୋମାଜିଗୁଡ଼ା ଅଞ୍ଚଳରେ। ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସମ୍ପୃକ୍ତ…
Read More...

ଆଫଗାନିସ୍ତାନରେ ତାଲିବାନୀ ଆକ୍ରମଣ ; ୫ ମୃତ

କାବୁଲ: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଜିଲ୍ଲା ପୁଲିସ୍‌ ମୁଖ୍ୟାଳୟ ଉପରେ ଆକ୍ରମଣ ଘଟଣାରେ ଜଣେ ପୁଲିସ୍‌ ଅଧିକାରୀ ପ୍ରାଣ ହରାଇଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ଆଞ୍ଚଳିକ ପୁଲିସ୍‌ ଚଫ୍‌ ଜେନେରାଲ୍‌ ଅବଦୁଲ…
Read More...

‘ଚ ଫର୍‌ ଚୋର୍‌’ ପଢୁଛନ୍ତି ଝାଡ଼ଖଣ୍ଡ ଶିଶୁ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର କୁଟି ଗ୍ରାମସ୍ଥିତ ଏକ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ଯେଭଳି ଶିକ୍ଷା ଦିଆଯାଉଛି, ତାହା ଦେଶର ଆଭ୍ୟନ୍ତରୀଣ ଅଞ୍ଚଳର ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଗ୍ରାମସ୍ଥିତ…
Read More...

ଟିଡିପିର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା

ନୂଆଦିଲ୍ଲୀ : ଟିଡିପିକୁ କେନ୍ଦ୍ରର ଏନଡିଏ ସରକାରରେ କାଏମ ରଖିବା ପାଇଁ ବିଜେପିର ପ୍ରୟାସ ଫେଲ ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ…
Read More...

ରାଜନେତାଙ୍କୁ  ବିଭିନ୍ନ ନିଗମ ଏବଂ ବୋର୍ଡରେ ଥଇଥାନ

ମୁନ୍ନା ଖାଁ କାଜୁ ନିଗମର ଅଧ୍ୟକ୍ଷ ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର  କେତେକ  ରାଜନେତାଙ୍କୁ  ବିଭିନ୍ନ ନିଗମ ଏବଂ ବୋର୍ଡରେ ନିଯୁକ୍ତି ଦେଇଛନ୍ତି । ରାଜ୍ୟ ଚଳଚ୍ଚିତ୍ର ବୋର୍ଡ଼ର ଅଧ୍ୟକ୍ଷ ଥିବା…
Read More...

ରବିଶଙ୍କରଙ୍କ ବିରୋଧରେ ଅଭିଯୋଗ ଦାଖଲ

ଲକ୍ଷ୍ନୌ : ଅଯୋଧ୍ୟା ମାମଲାରେ କୋର୍ଟ ମନ୍ଦିର ସପକ୍ଷରେ ରାୟ ନ ଦେଲେ ସିରିଆ ପରି ଭାରତରେ ମଧ୍ୟ ରକ୍ତପାତ ହେବ ବୋଲି କହି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ବିବାଦୀୟ ମନ୍ତବ୍ୟକୁ ବିଭିନ୍ନ ମହଲରୁ ନିନ୍ଦା…
Read More...

ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିରେ ତେଲୁଗ୍‌ ଦେଶମ ପାର୍ଟି (ଟିଡିପି) କେନ୍ଦ୍ରର ଏନଡିଏ ସରକାରରୁ ଓହରିଯିବା ପରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଡିପି ମୁଖ୍ୟ ତଥା…
Read More...

ସଚିବାଳୟରେ ମହୁମାଛି ଆକ୍ରମଣ

ଭୁବନେଶ୍ୱର: ସଚିବାଳୟ ପରିସରରେ ଗୁରୁବାର ଅପରାହ୍ନରେ  ମହୁମାଛି ଆକ୍ରମଣ କରିଛନ୍ତି । ଆଦିବାସୀମାନଙ୍କ  ସହ ମୁଖ୍ୟମନ୍ତ୍ରଙ୍କର ଏକ ଫଟୋ ସୁଟ କାର୍ଯ୍ୟକ୍ରମ ଥିବା ବେଳେ  ଏହି ଘଟଣା ଘଟିଛି । ରାଜ୍ୟରେ ଥିବା ୬୨ ଟି…
Read More...

କୁପୱାଡାରେ ଯବାନଙ୍କ ଆତ୍ମହତ୍ୟା

ଶ୍ରୀନଗର : ଜାମ୍ମୁ କାଶ୍ମୀର କୁପୱାଡା ଜିଲାରେ ମୁତୟନ ଜଣେ ୩୬ ବର୍ଷିୟା ସୈନିକ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ଜଣାପଡିଛି । ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୮ ରାଷ୍ଟ୍ରୀୟ ରାଇଫଲରେ ମୁତୟନ…
Read More...

କର୍ଣ୍ଣାଟକର ଅଲଗା ପତାକାକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ନୂଆ ନିର୍ବାଚନୀ ଗୋଟିଚାଳନା ବିଜେପିକୁ ଅଡୁଆରେ ପକାଇଛି । କର୍ଣ୍ଣାଟକ ରାଜ୍ୟ ପାଇଁ ପ୍ରସ୍ତୁତ ଏକ ଅଲଗା ରାଜ୍ୟ ପତାକାକୁ ସିଦ୍ଧରମୈୟାଙ୍କ କ୍ୟାବିନେଟ…
Read More...

ନିରବ ମୋଦିଙ୍କ ବିରୋଧରେ ସିବିଆଇର ସାନି ମାମଲା

ନୂଆଦିଲ୍ଲୀ : ପିଏନବି ବ୍ୟାଙ୍କ ଦୁର୍ନୀତି ମାମଲାରେ ଭାରତରୁ ଫେରାର ହୋଇଯାଇଥିବା ଗହଣା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ସିବିଆଇ ସାନି ମାମଲା ରୁଜ୍ଜୁ କରିଛି। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ୍‌ ପକ୍ଷରୁ ନିରବ…
Read More...

ଆପ୍‌ ବିଧାୟକଙ୍କ ହାଜତ ମିଆଦ ୧୪ ଦିନ ବଢିଲା

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକ ଅମାନତୁଲ୍ଲା ଖାନ ଏବଂ ପ୍ରକାଶ ଜରୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦକୁ ୧୪ ଦିନ…
Read More...

ବାଲକ୍ରିଷ୍ଣ ଦୋଷୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ପ୍ରଥମ ଭାରତୀୟ  ସ୍ଥପତି ଭାବେ ସମ୍ମାନ ଜନକ ପ୍ରିଜ୍‌କର ପୁରସ୍କାର ପାଇଁ ମନୋନୀତ ନୂଆଦିଲ୍ଲୀ : ପ୍ରଥମ ଭାରତୀୟ  ସ୍ଥପତି ଭାବେ  ଡକ୍ଟର ବାଲକ୍ରିଷ୍ଣ ଦୋଷୀ ସମ୍ମାନ ଜନକ ପ୍ରିଜ୍‌କର ପୁରସ୍କାର ପାଇଁ ମନୋନୀତ…
Read More...

ହାଦିଆ ବିବାହକୁ ସ୍ୱୀକୃତି, ସ୍ୱାମୀ ସହ ରିହିବାକୁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : କେରଳର ବହୁ ଚର୍ଚ୍ଚିତ ଲଭ୍‌ ଜିହାଦ ମାମଲାରେ ମୁସଲମାନ ଧର୍ମ ଗ୍ରହଣ କରିଥିବା ହାଦିଆ ଓରଫ ଅଖିଳାର ନିକାହ ବା ବିବାହକୁ ସୁପ୍ରିମକୋର୍ଟ ଗୁରୁବାର ସ୍ୱୀକୃତି ପ୍ରଦାନ କରିବା ସହ ସ୍ୱାମୀ ସହ ରହିବାକୁ…
Read More...

ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟତ୍ର ବିବାହ କଲେ ସ୍ତ୍ରୀ

ରାଉରକେଲା: ବିବାହ ପରି ଏକ ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କ । ସ୍ବାମୀ ଘରେ ନ ଥିବାର ସୁଯୋଗ ନେଇ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି ସ୍ତ୍ରୀ । ଏଭଳି ଲଜ୍ୟାଜନକ ଘଟଣା ପୁଣି ରାଉରକେଲାର ବନ୍ଧମୁଣ୍ଡାରେ ଘଟିଛି ।…
Read More...

ନୂଆପଡ଼ା ଏନଏସି ନିର୍ବାଚନ ଉପରେ ରହିତାଦେଶ ଜାରି

କଟକ: ଆଜି ଓଡ଼ିଶା ହାଇକୋର୍ଟ ନୂଆପଡ଼ା ଏନଏସି ନିର୍ବାଚନ ଉପରେ ରହିତାଦେଶ ଜାରି କରିଛି । ଆସନ୍ତା ୧୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ରାଜ୍ୟ ନିର୍ବାଚନ ଅଧିକାରୀ ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳ, ବରଗଡ଼…
Read More...

ଅଚଳାବସ୍ଥା ଜାରୀ : ଉଭୟ ଗୃହ ମୁଳତବୀ

ନୂଆଦିଲ୍ଲୀ : ସଂସଦର ଉଭୟ ଗୃହକୁ ଶୁକ୍ରବାର ପର୍ଯ୍ୟନ୍ତ ମୁଲତବୀ କରାଯାଇଛି। ଲୋକସଭାକୁ ଗୁରୁବାର ଦିନକ ପାଇଁ ଏବଂ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପରେ ରାଜ୍ୟସଭାକୁ ମଧ୍ୟ ଦିନକ ପାଇଁ…
Read More...

ଶେଷ ହେଲା ମାଟ୍ରିକ ପରୀକ୍ଷା, ୨୦ରୁ ଖାତା ଦେଖା

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ  ୨୦୧୮ ମାଟ୍ରିକ ପରୀକ୍ଷା ଗୁରୁବାର ଶେଷ ହୋଇଛି। ପରୀକ୍ଷା ଖାତାର ମୂଲ୍ୟାୟନ ୨୦ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ୫୭ଟି ମୂଲ୍ୟାୟନ କେନ୍ଦ୍ରର ବ୍ୟବସ୍ଥା…
Read More...

ଘରେ କର୍ପୁର ଜାଳିଲେ ମିଳିବ ଏହି ଚତ୍ମକାରୀ ଶୁଭ ଫଳ

ହିନ୍ଦୁ ଧର୍ମ ଅନୁଯାୟୀ ପ୍ରତ୍ୟେକ ପୂଜାରେ କର୍ପୁର ଜଳାଯାଇଥାଏ । ଦେବାଦାବୀଙ୍କୁ ପ୍ରସନ୍ନ କରେ କର୍ପୁର ଆଳତୀ  । ଏହାସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ ।ପୂଜା ସମୟରେ କର୍ପୁର ଜାଳିବା ଦ୍ୱାରା ଘରର ବାତାବରଣ…
Read More...

ଏମ୍ସର ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ କମିଶନରେଟ୍‌ ପୁଲିସର ଦିଲ୍ଲୀ ଯାତ୍ରା

ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସର ଦ୍ୱିତୀୟ ବର୍ଷର ନିଖୋଜ ଜମ୍ମୁକାଶ୍ମୀର ଛାତ୍ର ସୋହେଲ୍‌ ଏଜାଜ୍‌ଙ୍କୁ ଖୋଜିବା ପାଇଁ କମିଶନରେଟ୍‌ ପୁଲିସ୍‌ର ଏକ ତିନି ଜଣିଆ ଦଳ ଦିଲ୍ଲୀ ଯାତ୍ରା କରିଛି । ଗୁରୁଗ୍ରାମରେ ନିଖୋଜ…
Read More...

ଦାଉଦର ସହଯୋଗୀ ଫାରୁକ୍‌ ଟକ୍‌ଲା ଗିରଫ

ନୂଆଦିଲ୍ଲୀ : ଅଣ୍ଡର ୱାର୍ଲଡ ଡନ୍‌ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ମୁସ୍ତାକ ମହମ୍ମଦ ଫାରୁକ ଓରଫ୍‌ ଫାରୁକ୍‌ ଟକ୍‌ଲାକୁ ସିବିଆଇ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଗିରଫ କରିଛି। ଫାରୁକ୍‌…
Read More...

‘ଜିରୋ’ରେ କ୍ୟାଟ୍ରିନାଙ୍କ ହିରୋ ଶାହାରୁଖ୍ ନୁହେଁ, ଅନ୍ୟ କେହି ! ଜାଣନ୍ତୁ ସେ କିଏ

ଆନନ୍ଦ ଏଲ. ରାଏ ନିର୍ଦେଶିତ ରୋମାଣ୍ଟିକ୍-ଡ୍ରାମା ଚଳଚ୍ଚିତ୍ର ‘ଜିରୋ’ରେ ମୁଖ୍ୟ ଭୂମିକାରେ ଶାହରୁଖ୍, କ୍ୟାଟ୍ରିନା କେଫ୍ ଓ ଅନୁଷ୍କା ଶର୍ମା ଅିଭନୟ କରୁଛନ୍ତି। ସମୀକ୍ଷକ ତଥା ପ୍ରଶଂସକ ମହଲରେ ଏହି ଚଳଚ୍ଚିତ୍ରକୁ ନେଇ…
Read More...

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରିଓ

ନୂଆଦିଲ୍ଲୀ : ନାଗାଲାଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ନେତା ନେଇଫିଉ ରିଓ ଗୁରୁବାର ଶପଥ ଗ୍ରହଣ କରଛନ୍ତି। ରାଜ୍ୟପାଳ ବି.ପି ଆଚାର୍ଯ୍ୟ…
Read More...

ଶଯ୍ୟାରେ ପରୀକ୍ଷା ଦେଲେ ରୋଗୀ ଛାତ୍ରୀ

ଯେ କୌଣସି ପରିସ୍ଥିତିକୁ ଲଢ଼ି ଆଗକୁ ବଢ଼ିବା ହିଁ ସାହସିକତାର ପରିଚୟ। ଏହି କଥାକୁ ପ୍ରମାଣିତ କରିଛନ୍ତି ଜଲନ୍ଧରନିବାସୀ ଦଶମଶ୍ରେଣୀ ଛାତ୍ରୀ ଖୁସି। ସ୍ଥାନୀୟ ବିଦ୍ୟାଳୟରେ ପଢ଼ୁଥିବା ଖୁସି ଜାନୁଆରୀ ଶେଷ ସପ୍ତାହରେ…
Read More...

ସଡକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ, ସ୍ଥାନୀୟଲୋକ ରାସ୍ତାରୋକ

ବଡ଼ସାହି: ବୈଶିଙ୍ଗା-ମାଣତ୍ରୀ ରାସ୍ତାର ଉତ୍ତରପାଳ ନିକଟରେ ସଡକ ଦୁର୍ଘଟଣା ଘଟିଛି । ଟ୍ରାକ୍ଟର ମାଡ଼ି ଯିବାରୁ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଲଗି ରହିବା ସହ ସ୍ଥାନୀୟଲୋକ…
Read More...

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ଭଦ୍ରକ: ରେଳ ଧାରଣାରୁ ଆଜି ସକାଳେ ଜଣେ ଯୁବକଙ୍କ ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜିଆରପ ପୁଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଯୁବକଙ୍କ କୌଣସି ପରିଚୟ…
Read More...

ବନକଲାଗି ନୀତି ଯୋଗୁଁ ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି ଅପରାହ୍ଣ ବନକଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଯୋଗୁଁ ଶ୍ରୀମନ୍ଦିର ୫ ଘଣ୍ଟା ବନ୍ଦ ରହିବ । ନୀତି ସମ୍ପନ୍ନ ପରେ ରାତି ପ୍ରାୟ ୮ଟା ଶ୍ରଦ୍ଧାଳୁମାନେ ଶ୍ରୀଜୀଉଙ୍କର…
Read More...

ମାଓବାଦୀ ଓ ବିଏସଏଫ ଯବାନ ମୁହାଁମୁହିଁ, ୨ ଯବାନ ସହିଦ

ମାଲକାନଗିରି: ମାଓବାଦୀ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ୨ ଯବାନ ସହିଦ ହୋଇଥିବା ନେଇ ସୂଚନା…
Read More...

ଦୂଷିତ ପାଣି ପିଇ ୧୯ ଛାତ୍ରଛାତ୍ରୀ ଅସୁସ୍ଥ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ଥୁଆମୂଲରାମପୁର ବ୍ଲକର କାଟଘରା ଆଶ୍ରମ ସ୍କୁଲର ଛାତ୍ରଛାତ୍ରୀ ମାନେ ଦୂଷିତ ପାଣି ପିଇ ଅସୁସ୍ଥ ହୋଇ ପଡିଛନ୍ତି । ୧୯ଜଣ ଛାତ୍ରଛାତ୍ରୀ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ଭବାନୀପାଟଣା…
Read More...

ଋଣ ବାଣ୍ଟି ମହାଶକ୍ତି ହେବା ଲକ୍ଷ୍ୟରେ ଚୀନ

ୱାଶିଂଟନ : ବିଶ୍ୱର ମହାଶକ୍ତି ହେବା ପାଇଁ ଚୀନ ଏକ ନୂଆ ଋଣନୀତି ଆପଣାଇଛି । ଏହି ଋଣ ନୀତିରେ ବିଭିନ୍ନ ଦେଶକୁ ଋଣ ଓ ଆର୍ଥିକ ସାହଯ୍ୟ ଦେଇ ଚୀନ ନିଜ ପଟକୁ ଆଣିବାରେ ଲାଗିଛି । ଆମେରିକା ଗୁଇନ୍ଦା ବିଭାଗର ଜଣେ ବରିଷ୍ଠ…
Read More...

ପୁରୁଷଙ୍କ ତୁଳନାରେ ଭାରତୀୟ ମହିଳାଙ୍କ ଦରମା ୨୦% କମ୍‌ : ସର୍ବେକ୍ଷଣ

ନୂଆଦିଲ୍ଲୀ : ଭାରତରେ କାର୍ଯ୍ୟରତ ମହିଳାଙ୍କ ଦରମା ପୁରୁଷଙ୍କ ତୁଳନାରେ ୨୦% କମ୍‌ ବୋଲି ଏକ ସର୍ବେକ୍ଷଣରୁ ଜଣାପଡିଛି । ରିପୋର୍ଟ ଅନୁସାରେ ଦରମା ନିର୍ଦ୍ଧାରଣ କ୍ଷେତ୍ରରେ କର୍ମଚାରୀ ପୁରୁଷ କି ମହିଳା ତାହା ଗୁରୁତ୍ୱ…
Read More...

ମହିଳା ଓ ବୃଦ୍ଧ ବନ୍ଦୀଙ୍କୁ ମୁକ୍ତ କରିବେ ଭାରତ ଓ ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ : ଭାରତ ଏବଂ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ଥିବା ଉଭୟ ଦେଶର ମହିଳା ଓ ୭୦ ବର୍ଷରୁ ଊର୍ଦ୍ଧ୍ବ ବୃଦ୍ଧଙ୍କ ମୁକ୍ତି ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି କ୍ରମରେ ଭାରତର ବିଭିନ୍ନ ଜେଲରେ…
Read More...

ରାଜସ୍ଥାନ ପୌର ପରିଷଦ ନିର୍ବାଚନରେ କଂଗ୍ରେସର ବାଜିମାତ

ଜୟପୁର : ରାଜସ୍ଥାନର ଦୁଇ ଲୋକସଭା ଏବଂ ଗୋଟିଏ ବିଧାନସଭା ଆସନ ଉପନିର୍ବାଚନରୁ ଆରମ୍ଭ ହୋଇଥିବା କଂଗ୍ରେସର ବିଜୟ ଅଭିଯାନ ଅବ୍ୟାହତ ରହିଛି । ରାଜସ୍ଥାନର ପଞ୍ଚାୟତ ସମିତି, ଜିଲା ପରିଷଦ, ନଗରପାଳିକା ଓ ପୌର ପରିଷଦ…
Read More...

ସମ୍ମତି ଭିତ୍ତିରେ ବିବାହ କରିଥିବା ସାବାଳକ ଦମ୍ପତିଙ୍କ ଉପରେ କେହି ହସ୍ତକ୍ଷେପ କରିପାରିବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ପରସ୍ପରର ସମ୍ମତି ଭିତ୍ତିରେ ବିବାହ କରିଥିବା ସାବାଳକ ଦମ୍ପତିଙ୍କ ଉପରେ କୌଣସି ତୃତୀୟ ପକ୍ଷ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ବୁଧବାର ସୁପ୍ରିମକୋର୍ଟ…
Read More...

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ବିଏସ୍‌ଏଫ ଯବାନଙ୍କ ଉପରୁ ଦଣ୍ଡାଦେଶ ହଟିଲା

ନୂଆଦିଲ୍ଲୀ : ବିଏସଏଫ ଯବାନଙ୍କ ଦରମା କଟାଯିବା ଭଳି ଦଣ୍ଡାଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାପସନ୍ଦ କରିବା ପୂର୍ବକ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ…
Read More...

ସାମ୍ବାଦିକ କଲ୍ୟାଣ ରାଶି ୨୦ଲକ୍ଷରୁ ୧ କୋଟିକୁ ବୃଦ୍ଧି

ନୂଆଦିଲ୍ଲୀ : ଦୁର୍ଦ୍ଦିନ ସମୟରେ ସାମ୍ବାଦିକ କଲ୍ୟାଣ ଯୋଜନାରେ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ଦିଆଯାଉଥିବା ସହାୟତା ରାଶିର ପରିମାଣ ୨୦ଲକ୍ଷରୁ ୧କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ବୁଧବାର ଏ ନେଇ କେନ୍ଦ୍ର ସୂଚନା…
Read More...

କେନ୍ଦ୍ର ସରକାରରୁ ଅଲଗା ହେଲା ଟିଡିପି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆ ନ ଯିବା ପ୍ରସଙ୍ଗରେ ଅସନ୍ତୁଷ୍ଟ ତେଲୁଗ ଦେଶମ ପାର୍ଟି (ଟିଡିପି) କେନ୍ଦ୍ର ସରକାରରୁ ଅଲଗା ହେବାର ନିଷ୍ପତ୍ତି ନେଇଛି । ଟିଡିପି ଅଧ୍ୟକ୍ଷ ତଥା…
Read More...

ଗୁରୁବାର ରାଶିଫଳ

ମେଷ: ମାନସିକ ସ୍ତରରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ…
Read More...

ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ସମ୍ଭବ ନୁହେଁ: ଜେଟଲୀ

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ନେଇ ହୋଇ ଆସୁଥିବା ଦାବି ଉପରେ ବୁଧବାର କେନ୍ଦ୍ର ସରକାର ମୁହଁ ଖୋଲିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ଚତୁର୍ଦ୍ଦଶ ଅର୍ଥ ଆୟୋଗଙ୍କ…
Read More...

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

କଲକାତା : ତ୍ରିପୁରାରେ ଭ୍ଲାଡିମୀର ଲେନିନ୍‌ ଓ ତାମିଲନାଡୁରେ ପେରିୟାରଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଥିବା ଘଟଣା ବର୍ତ୍ତମାନ ଦେଶର ରାଜନୈତିକ ବାତାବରଣକୁ ସରଗରମ କରିଥିବାବେଳେ ବୁଧବାର ସିପିଏମ ସମର୍ଥକମାନେ କଲକାତା…
Read More...

ଜିତେନ୍ଦ୍ରଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା

ସିମଳା : ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ବିରୋଧରେ ଏକ ଯୌନ ନିର୍ଯାତନା ମାମଲା ରୁଜୁ କରାଯାଇଛି। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ଘଟଣାଟି ଆଜକୁ ୪୭ ବର୍ଷ ପୂର୍ବେ ହିମାଚଳ ପ୍ରଦେଶର ରାଜଧାନୀ ସିମଳା ସହରରେ ଘଟିଥିଲା…
Read More...

ଦୁଇ ବର୍ଷରେ ୭୭୭ ଅନୁପ୍ରବେଶ ଘଟଣା

ନୂଆଦିଲ୍ଲୀ : ବିଗତ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନ ସୀମା ସଂଲଗ୍ନ ନିୟନ୍ତ୍ରଣ ରେଖାରେ ୭୭୭ଟି ଅନୁପ୍ରବେଶ ଘଟଣା ଘଟିଛି ଏବଂ ଭାରତୀୟ ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ୯୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ବୋଲି…
Read More...

ମୁକେଶ ସବୁଠୁ ଧନୀ ଭାରତୀୟ

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଚଳିତବର୍ଷ ମଧ୍ୟ ସବୁଠାରୁ ଧନୀ ଭାରତୀୟ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି। ସେ ଫୋର୍ବସର ଧନୀ ବ୍ୟକ୍ତିଙ୍କ ତାଲିକାରେ ୧୯ତମ ସ୍ଥାନକୁ ଉନ୍ନତି…
Read More...

ଅଯୋଧ୍ୟା ମାମଲା: ରବିଶଙ୍କରଙ୍କୁ ଶିବସେନା ଓ ଓୱେସିଙ୍କ ସମାଲୋଚନା

ନୂଆଦିଲ୍ଲୀ : ଅଯୋଧ୍ୟା ମାମଲାରେ କୋର୍ଟ ମନ୍ଦିର ସପକ୍ଷରେ ରାୟ ନ ଦେଲେ ସିରିଆ ପରି ଭାରତରେ ମଧ୍ୟ ରକ୍ତପାତ ହେବ ବୋଲି କହି ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ବିବାଦୀୟ ହୋଇପଡିଛନ୍ତି। ଏଭଳି ମନ୍ତବ୍ୟ ଲାଗି…
Read More...

ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରାଯାଇପାରିବ ନାହିଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜନୈତିକ ନେତାମାନେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ ପୂର୍ବକ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ ପ୍ରଦର୍ଶନ କରିବା ଘଟଣାକୁ ସର୍ବୋଚ୍ଚ ନ୍ୟାୟାଳୟ ତୀବ୍ର ନିନ୍ଦା କରିଛନ୍ତି। ମୁଖ୍ୟମନ୍ତ୍ରୀ କିମ୍ବା…
Read More...

କାର୍ତ୍ତିଙ୍କ ନାର୍କୋ ଟେଷ୍ଟ କରିବ ସିବିଆଇ

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଠାରୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଥିବା କାର୍ତ୍ତି ଚିଦମ୍ବରମଙ୍କ ନାର୍କୋ ଆନାଲିସିସ୍‌ ଟେଷ୍ଟ କରିବାକୁ ସିବିଆଇ ନିଷ୍ପତ୍ତି ନେଇଛି। କାର୍ତ୍ତିଙ୍କ ନାର୍କୋ ଟେଷ୍ଟ କରିବା ପାଇଁ…
Read More...

କେଭି ଏକାଦଶ ଶ୍ରେଣୀରେ ନାମ ଲେଖା ପାଇଁ ସାଂସଦ ସୁପାରିସ କରିବେ ନାହିଁ

ନୂଆଦିଲ୍ଲୀ : ଏଣିକି ସାଂସଦ କୋଟା ଅଧୀନରେ କୌଣସି ସାଂସଦ କେନ୍ଦ୍ରୀୟ ବିଦ୍ୟାଳୟ (କେଭି)ର ଏକାଦଶ ଶ୍ରେଣୀରେ ନାମ ଲେଖାଇବା ଲାଗି ସୁପାରିସ କରିପାରିବେ ନାହିଁ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ…
Read More...

ଜାହାଜରେ ଅଗ୍ନିକାଣ୍ଡ; ୪ ଭାରତୀୟ ନାବିକ ନିଖୋଜ

ମୁମ୍ବଇ : ଲାକ୍ଷାଦ୍ୱୀପ ଦ୍ୱୀପୁପୁଞ୍ଜ ନିକଟବର୍ତ୍ତୀ ଆରବ ସାଗରରେ ମଙ୍ଗଳବାର ଏକ ପଣ୍ୟବାହୀ ଜାହାଜରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଏଥିରେ ୧୩ ଜଣ ଭାରତୀୟଙ୍କ ସମେତ ମୋଟ ୨୭ ଜଣ ନାବିକ ଥିଲେ। ଏମାନଙ୍କ ମଧ୍ୟରୁ…
Read More...

ମଝି ଆକାଶରେ ପାଇଲଟ୍‌ଙ୍କୁ ହୃଦଘାତ

ମୁମ୍ବଇ : ମଝି ଆକାଶରେ ଜଣେ ପାଇଲଟ ହଠାତ ହୃଦଘାତର ଶିକାର ହେବାଫଳରେ ଆମେରିକାଗାମୀ ଏୟାର ଇଣ୍ଡିଆର ଏକ ବିମାନ ଜାପାନରେ ଜରୁରୀ ଅବତରଣ କରିଛି। ଏୟାର ଇଣ୍ଡିଆର ଏହି ବିମାନଟି ଦିଲ୍ଲୀରୁ ବୁଧବାର ଭୋର ୪.୩୦ରେ…
Read More...

ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ଼

ଚେନ୍ନଇ : ତାମିଲନାଡୁର କୋଏମ୍ବାଟୁର ସହରରେ ବିଜେପି କାର୍ଯ୍ୟାଳୟ ଉପରେ ବୋମାମାଡ କରାଯାଇଛି। ବୁଧବାର ଦୁଇଟି ବାଇକ୍‌ରେ ଆସିଥିବା ଚାରିଜଣ ବ୍ୟକ୍ତି ବିଜେପି କାର୍ଯ୍ୟାଳୟ ଉପରକୁ ପେଟ୍ରୋଲ ବୋମା ପକାଇ ଘଟଣାସ୍ଥଳରୁ…
Read More...

ଚିକିତ୍ସା ପାଇଁ ଆମେରିକା ଗଲେ ପରିକର

ପାଣାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପରିକର ଚିକିତ୍ସା ପାଇଁ ମଙ୍ଗଳବାର ରାତିରେ ଆମେରିକା ଯାତ୍ରା କରିଛନ୍ତି। ପୂର୍ବରୁ ଅସୁସ୍ଥତା ଯୋଗୁଁ ପରିକର ଫେବୃଆରୀ ୧୫ରୁ ୨୨ ପର୍ଯ୍ୟନ୍ତ ମୁମ୍ବଇର ଲୀଳାବତୀ ହାସପାତାଳରେ…
Read More...

ଏମାନଙ୍କ ପ୍ରୟାସକୁ ସମ୍ମାନ, ଭାଗ-୩

ଷ୍ଟେଟ ପ୍ରୋଗ୍ରେସିଭ ଓ୍ୱିମେନ୍‌ ଫୋରମ୍‌ର ମୁଖ୍ୟ ମମତା ସମାମନ୍ତରାୟ କୁନ୍ଦୁଲି ଗଣ ବଳାତ୍କାର ପୀଡିତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବ୍ୟକ୍ତି ବିଶେଷଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି । ଏଥିରୁ ରାଜନୈତିକ ଫାଇଦା…
Read More...

୧୮ରେ ପୁରୀ ଆସିବେ ରାଷ୍ଟ୍ରପତି

ପୁରୀ  : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଗାମୀ ୧୮ତାରିଖ ଦିନ ପୁରୀ ଗସ୍ତରେ ଆସିବେ। ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶ୍ରୀସଦାଶିବ ପରିସର ଶତବାର୍ଷିକୀ ଉତ୍ସବରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିନେଇ…
Read More...

ଏମାନଙ୍କ ପ୍ରୟାସକୁ ସମ୍ମାନ, ଭାଗ-୨

ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପ୍ରମୋଦିନୀଙ୍କ ପାଇଁ ଶୁଭଶ୍ରୀ ଦାସ କୌଣସି ମହାପୁରୁଷଙ୍କ ଠାରୁ କମ୍‌ ନୁହନ୍ତି ।ସେ କେବଳ ଆଇନର ଆଶ୍ରୟ ନେଇ ପୁଲିସ ବନ୍ଦ କରିଦେଇଥିବା ଏକ ଅତି ସମ୍ବେଦନଶୀଳ ମାମଲରେ ଏସିଡ୍‌…
Read More...

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବଢ଼ିଲା

ନୂଆଦିଲ୍ଲୀ  : କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨% ବୃଦ୍ଧି କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି…
Read More...

ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ କାଙ୍କେର ଜିଲା ରାଓଘାଟରେ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ବିଏସ୍‌ଏଫ ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଯବାନ ସହିଦ ହୋଇଛନ୍ତି। ସୂଚନା ଯେ, ରାଓଘାଟ ଅଞ୍ଚଳରେ ବିଏସଏଫର ୧୩୪ ନମ୍ବରର ଏକ ବାଟାଲିୟନ…
Read More...

ସାମିଙ୍କ ବିରୋଧରେ ପତ୍ନୀଙ୍କ ଗୁରୁତର ଅଭିଯୋଗ

ନୂଆଦିଲ୍ଲୀ :  ଆନ୍ତର୍ଜାତିକ କ୍ରିକେଟର ମହମ୍ମଦ ସାମିଙ୍କ ବିରୋଧରେ ଗୁରୁତର ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀ ହସିନ୍‌ ଜାହାଁ । ସେ ଅଭିଯୋଗ କରିଛନ୍ତି ଯେ ସାମି ଜଣେ ବିରାଟ ଠକ। ସେ ଅନ୍ୟ ମହିଳାଙ୍କ ସହ ସମ୍ପର୍କ…
Read More...

ଗମ୍ଭୀର ଡେୟାରଡେଭିଲ୍‌ସର ଅଧିନାୟକ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଓପ୍‌ନର ଗୌତମ ଗମ୍ଭୀର ତାଙ୍କ ସହରର ଫ୍ରାଞ୍ଚାଇଜି ଦିଲ୍ଲୀ ଡେୟାରଡେଭିଲ୍‌ସର ଅଧିନାୟକ ପଦକୁ ପୁଣି ଫେରିଛନ୍ତି। ଦୀର୍ଘ ୭ ବର୍ଷ ଧରି ବାମହାତି ଓପ୍‌ନର ଗମ୍ଭୀର କଲକାତା ନାଇଟ ରାଇଡର୍ସ…
Read More...

ଏମାନଙ୍କ ପ୍ରୟାସକୁ ସଲାମ, ଭାଗ-୧

ଓଡିଶା କାହିଁକି ସାରା ଭାରତରେ ତୁଳସୀ ମୁଣ୍ଡା ଜଣେ ସମାଜସେବୀ ଭାବେ ବେଶ୍‌ ଲୋକପ୍ରିୟ । ଓଡିଶାରେ ଆଦିବାସୀମାନଙ୍କ ମଧ୍ୟରେ ଶିକ୍ଷାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ସେ କାମ କରୁଛନ୍ତି । ଏଥିପାଇଁ ୨୦୦୧ ମସିହାରେ…
Read More...

ଆଉ ଧାଇଁବାକୁ ପଡ଼ିବନି ଆରଟିଓ ଅଫିସ୍‌, ସହଜରେ ମିଳିିବ ଡ୍ରାଇଭିଂ ଲାଇସେନ୍ସ

ଉତ୍ତରାଖଣ୍ଡ: ଡ୍ରାଇଭିଂ ଲାଇସେନ୍ସ (ଗାଡ଼ି ଚାଳନା ପ୍ରମାଣପତ୍ର) ପାଇବା ପାଇଁ ଲୋକଙ୍କୁ ବାରମ୍ବାର ଆରଟିଓ (ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ)କୁ ଯିବାକୁ ପଡ଼ିଥାଏ। ତେବେ ଉତ୍ତରାଖଣ୍ଡ ସରକାର ଜନସାଧାରଣଙ୍କ ଲାଗି ନୂଆ…
Read More...

ବାଂଲାଦେଶକୁ ହରାଇବା ଲକ୍ଷ୍ୟରେ ଭାରତ

 ନିଦାହାସ୍‌ ଟ୍ରଫି ତ୍ରିରାଷ୍ଟ୍ରୀୟ ଟ୍ୱେଣ୍ଟି-୨୦ କଲମ୍ବୋ : ଶ୍ରୀଲଙ୍କାକୁ କ୍ରମାଗତ ୭ଟି ଟ୍ୱେଣ୍ଟି-୨୦ ମ୍ୟାଚ୍‌ରେ ହରାଇବା ପରେ ଏହି ଦଳଠାରୁ ପରାସ୍ତ ହୋଇଛି ଭାରତ। ତେବେ ଭାରତ ତା’ର ପ୍ରମୁଖ ଖେଳାଳିଙ୍କ ବିନା…
Read More...

ନିଟ୍‌ ପାଇଁ ଆଧାର ପଞ୍ଜିକରଣ ବାଧ୍ୟତାମୂଳକ ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନିଟ୍‌-୨୦୧୮ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀମାନଙ୍କୁ ପଞ୍ଜିକରଣ ନିମନ୍ତେ ଆଧାର ନମ୍ବରକୁ ବାଧ୍ୟତାମୂଳକ ନ କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ସିବିଏସଇକୁ ନିର୍ଦ୍ଦେଶ…
Read More...

ଶ୍ରୀ ଜଗନ୍ନାଥଙ୍କ ସଂପତ୍ତି ପୁନରୁଦ୍ଧାର ପାଇଁ ହାଇକୋର୍ଟରେ ମାମଲା

 ମୁଖ୍ୟ ଶାସନ ସଚିବଙ୍କ ସମେତ ୬ ପକ୍ଷଭୁକ୍ତ କଟକ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂପତ୍ତି ଉଦ୍ଧାର ହୋଇପାରୁନାହିଁ। ଅନେକ ସଂପତ୍ତି ଜବରଦଖଲକାରୀଙ୍କ କବଳରେ ରହିଥିବାବେଳେ କିଛି ଜମି ରେକର୍ଡଭୁକ୍ତ ହୋଇସାରିଲାଣି।…
Read More...

ବଜାରରେ ଟିଭିଏସ୍‌ ଆପାଚିର ନୂଆ ୨୦୦ ସିସି ବାଇକ୍‌

ନୂଆଦିଲ୍ଲୀ: ମୋଟର ସାଇକଲ ନିର୍ମାତା କମ୍ପାନୀ ଟିଭିଏସ୍‌ ଏହାର ଲୋକପ୍ରିୟ ବାଇକ୍‌ ଆପାଚିର ନୂଆ ମଡେଲ ବଜାରରେ ପ୍ରବେଶ କରାଇଛି। ଏହା ହେଉଛି ଆପାଚି ଆରଟିଆର ୨୦୦ ୪ଭି ରେସ୍‌ ଏଡିସନ୍‌ ୨.୦। ନୂଆ ଗ୍ରାଫିକ୍ସ ସହ…
Read More...

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରିଓ

୧୬ ପୂର୍ବରୁ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ନୂଆଦିଲ୍ଲୀ : ନାଗାଲାଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ନେତା ନେଇଫିଉ ରିଓ ଗୁରୁବାର ଶପଥ ଗ୍ରହଣ…
Read More...

ଉତ୍ତର ପ୍ରଦେଶରୁ ଅରୁଣ ଜେଟଲୀ, ବିହାରରୁ ରବି ଶଙ୍କର ପ୍ରସାଦ

କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଅରୁଣ ଜେଟଲୀଙ୍କୁ ଉତ୍ତର…
Read More...

ପରୀକ୍ଷା ଭଲ ନ ହେବାରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଆତ୍ମହତ୍ୟା !

ଅନୁଗୋଳ: ଅନୁଗୋଳ ଥାନା ଶିକ୍ଷକପଡା ଅଞ୍ଚଳରେ ଜଣେ ମାଟ୍ରିକ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଭଲ ହୋଇ ନଥିବା ଯୋଗୁଁ ସେ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ମୃତକ ହେଲେ ବିପିନ ବିହାରୀ…
Read More...

ଫୋବର୍ସ ଧନୀବ୍ୟକ୍ତି ତାଲିକାରେ ପେଟିଏମ୍‌ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ମୋବାଇଲ ୱାଲେଟ୍‌ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ସର୍ବକନିଷ୍ଠ ଭାରତୀୟ ଅରବପତି ହେବାର ଗୌରବ ଅର୍ଜନ କରିଛନ୍ତି। ଫୋବର୍ସ ପତ୍ରିକା ପକ୍ଷରୁ ଚଳିତ ୨୦୧୮ ବର୍ଷର ଧନୀବ୍ୟକ୍ତି ତାଲିକାର ୧୩୯୪ତମ…
Read More...

କୁନ୍ଦୁଲି ଘଟଣା : ଦିଲ୍ଳୀରେ ଆଦିବାସୀମାନଙ୍କର ଧାରଣା

ସିବିଆଇ ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ନୂଆଦିଲ୍ଲୀ : କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନୂଆଦିଲ୍ଲୀର ସଂସଦ ମାର୍ଗରେ ପୀଡ଼ିତାଙ୍କ ପରିବାର, ଆଦିବାସୀମାନେ ଏବଂ କଂଗ୍ରେସ ଦଳପକ୍ଷରୁ ଧାରଣା…
Read More...

ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ ଧର୍ମେନ୍ଦ୍ର ପ୍ରଧାନ !

ନୂଆଦିଲ୍ଲୀ: କଳ୍ପନାଜଳ୍ପନାର ଅବସାନ ଘଟିଛି। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯିବେ। ସମ୍ପ୍ରତି ବିହାରରୁ ରାଜ୍ୟସଭା ଯାଇଥିବା ଧର୍ମେନ୍ଦ୍ରଙ୍କ…
Read More...

ପ୍ରଶାନ୍ତ ନନ୍ଦ, ଅଚ୍ୟୁତ ସାମନ୍ତ ଓ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭାପାଇଁ ତିନି ଜଣ ବିଜେଡି ପ୍ରାର୍ଥୀଙ୍କର ନାମ ଘୋଷଣା କରିଛନ୍ତି । ପ୍ରଶାନ୍ତ ନନ୍ଦ, ସୌମ୍ୟ ରଞ୍ଜନ ପଚ୍ଚନାୟକ ଓ ଅଚ୍ୟୁତ ସାମନ୍ତଙ୍କ ନାମ ଘୋଷଣା । ବୁଧବାର…
Read More...

ବଢ଼ିପାରେ ଆଧାର ସଂଯୋଗ ଅବଧି

ନୂଆଦିଲ୍ଲୀ: ବଢ଼ିପାରେ ଆଧାର ସଂଯୋଗ ଅବଧି। ଆଧାର ମାମଲା ସମ୍ପର୍କିତ ଶୁଣାଣି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଲାଗି ଅଧିକ କିଛି ସମୟ ଆବଶ୍ୟକ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ…
Read More...

ତୃତୀୟ ଦିନ ପାଇଁ ଅଚଳାବସ୍ଥା ; ଲୋକସଭା ମୁଲତବୀ

ନୂଆଦିଲ୍ଲୀ : ବିଭିନ୍ନ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ଲୋକସଭାକୁ ବୁଧବାର ଦିନ ମୁଲତବୀ ରଖାଯାଇଛି। ଫଳରେ ତୃତୀୟ ଦିନ ପାଇଁ ଗୃହରେ ଅଚଳାବସ୍ଥା ଲାଗି ରହିଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ,…
Read More...

ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବେଗ

ନୂଆଦିଲ୍ଲୀ : କେତେକ ରାଜ୍ୟରେ ମହାପୁରୁଷ ଏବଂ ତେନୃ ସ୍ଥାନୀୟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହିତ ଏହାକୁ ଦୃଢ଼ତାର ସହିତ ନାପସନ୍ଦ କରିଛନ୍ତି।…
Read More...

ଛାତ୍ରୀଙ୍କୁ ବଳାତ୍କାର, ନ୍ୟାୟ ଦାବିରେ ଉପଜିଲାପାଳଙ୍କୁ ଭେଟିଲେ ପୀଡ଼ିତା

ନୀଳଗିରି: ବାଲେଶ୍ୱର ଜିଲା ବରହମପୁର ଥାନା ଧବଣି ଅଞ୍ଚଳର ଜଣେ ୫ମଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ପୀଡ଼ିତାଙ୍କ ପରିବାର ଉପଜିଲାପାଳଙ୍କୁ ଭେଟିଛନ୍ତି।
Read More...

ଅରବପତି ତାଲିକାରେ ଭାରତ ତୃତୀୟ

ନ୍ୟୁୟର୍କ: ବିଶ୍ୱରେ ଅରବପତିଙ୍କ ସଂଖ୍ୟା ପ୍ରସଙ୍ଗରେ ଭାରତ ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ପହଞ୍ଚିଛି। ଫୋବର୍ସ ୨୦୧୮ ଧନୀ ବ୍ୟକ୍ତି ତାଲିକା ଅନୁସାରେ, ଶୀର୍ଷରେ ରହିଛନ୍ତି ଆମାଜନ ସିଇଓ ଜେଫ୍‌ ବିଜୋସ। ଭାରତ…
Read More...

ତ୍ରିପୁରା-ତାମିଲନାଡୁ ପରେ ୟୁପିରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜା

ମିରଟ: ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବିଜୟ ପରେ ଲେନିନଙ୍କ ମୂର୍ତ୍ତି ଭଙ୍ଗାରୁଜା ହୋଇଥିଲା। ଏବେ ଏହି ମୂର୍ତ୍ତି ଭଙ୍ଗା ପ୍ରକ୍ରିୟା ଥମିବାର ନାଁ ଧରୁନି। ତ୍ରିପୁରା ପରେ ତାମିଲନାଡୁ ଓ କଲିକତା ଏବଂ…
Read More...

ବାଲେଶ୍ୱର : ଦୁର୍ଘଟଣାରେ ୨ ମୃତ

ବାଲେଶ୍ୱର : ବାଲେଶ୍ୱରର ମାଆ ଦକ୍ଷିଣକାଳୀ ମନ୍ଦିର ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରକ ଦୁର୍ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ବାଇକରେ ଯାଉଥିବା ୨ ଜଣ ଯୁବକଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ…
Read More...

ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟ ; ଆର୍ଥିକ ଅନିୟମିତତାର ତଦନ୍ତ ଆରମ୍ଭ

ଵ୍ରହ୍ମପୁର :  ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ପାଇଁ ଲୋକାଲ ଅଡିଟ ଫଣ୍ଡ ନିର୍ଦେଶାଳୟରୁ  ୩ ଜଣିଆ ତଦନ୍ତକାରୀ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟରେ ୧୯କୋଟି…
Read More...

କଲେଜ ଅଫିସରେ ନାଗସାପ

ବିରମିତ୍ରପୁର : ବିରମିତ୍ରପୁରର ଏସ୍.ଏସ୍ କଲେଜ ଅଫିସରୁ ବୁଧବାର ଏକ ଏକ ନାଗ ସାପ ଉଦ୍ଧାର କରାଯାଇଛି। ଅଫିସ ଘରେ ଥିବା  ଫାଇଲ ତଳେ ସାପଟି ଲୁଚି ରହିଥିଲା। ଜଣେ କର୍ମଚାରୀ ଫାଇଲ ଟିଏ ଆଣିବାକୁ ଯିବା ବେଳେ ସାପଟି ଫଣା…
Read More...

ଅଗ୍ନିକାଣ୍ଡ : ୨୬ ବଖରା ଘର ଭସ୍ମୀଭୂତ

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ବାରୋ ଗ୍ରାମ ପଞ୍ଚାୟତର ଛବିଶିପଡ଼ା ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୩ଟି ପରିବାରର ୨୬ ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ…
Read More...

କର୍ଣ୍ଣାଟକର ଲୋକାୟୁକ୍ତଙ୍କୁ ମରଣାନ୍ତକ ଆକ୍ରମଣ

ବେଙ୍ଗାଲୁରୁ : କର୍ଣ୍ଣାଟକର ଲୋକାୟୁକ୍ତ ବିଶ୍ଵନାଥ ସେଟ୍ଟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସେ ଅଫିସ ଭିତରେ ଥିବାବେଳେ ଜଣେ ଦୁବୃର୍ତ୍ତ ଛୁରାମାଡ କରିଥିବା କୁହାଯାଉଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…
Read More...

ମୂର୍ତ୍ତି ଚୋରୀ ଅଭିଯୋଗରେ ଜଣେ ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାର ଛତ୍ରପୁର ଜଗନ୍ନାଥ ମନ୍ଦିରରୁ ମୂର୍ତ୍ତି ଚୋରୀ ଅଭିଯୋଗରେ ଜଣକୁ ଗିରଫ କରାଯାଇଛି । ପୁଲିସ ସଂପୃକ୍ତ ଅଭିଯୁକ୍ତକୁ ଥାନାକୁ ନେଇ ପଚରା ଉଚୁରା କରୁଛି।
Read More...

ଡି-ଲିଙ୍କ ଅଭିଯୋଗରେ କଟକର ବିଜେଡି କର୍ପୋରେଟର ରଞ୍ଜିତା ବିଶ୍ୱାଳ ଗିରଫ

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କଟକ : ଗ୍ୟାଙ୍ଗଷ୍ଟର ଧଳ ସାମନ୍ତଙ୍କ ସହ ଲିଙ୍କ ଅଭିଯୋଗରେ କଟକ ମହାନଗର ନିଗମ ୭ ଓ୍ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ପୁଲିସ ଗିରଫ କରିଛି। ପୂର୍ବରୁ…
Read More...

ବିଜେଡିରେ ମିଶିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ

ବିଜେଡିରେ ଆମ ଓଡ଼ିଶା ପାର୍ଟି  ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଯୋଗ ଦେଇଛନ୍ତି । ନବୀନ ନିବାସରେ ନିଜ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ…
Read More...

ଆଇଜିଆଇ ବିଶ୍ୱର ସର୍ବଶ୍ରେଷ୍ଠ ବିମାନ ବନ୍ଦର

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବିମାନ ବନ୍ଦର ପରିଷଦ (ଏସିଆଇ) ପକ୍ଷରୁ ଦିଲ୍ଲୀର ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦର (ଆଇଜିଆଇ)କୁ ବିଶ୍ୱର ସର୍ବଶ୍ରେଷ୍ଠ ବିମାନ ବନ୍ଦର ଘୋଷଣା କରାଯାଇଛି । ଇନ୍ଦିରା ଗାନ୍ଧି…
Read More...

ବିରୋଧ ପ୍ରଦର୍ଶନକାରୀ ବିଧାୟକଙ୍କ ନିକଟରୁ ପକୁଡ଼ି କିଣିଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼ : ହରିୟାଣାର କଂଗ୍ରେସ ବିଧାୟକମାନେ ବିରୋଧ ପ୍ରଦର୍ଶନ ପୂର୍ବକ ପକୁଡ଼ି ବିକୁଥିବାବେଳେ ସେମାନଙ୍କ ନିକଟରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ପକୁଡ଼ି କିଣିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।…
Read More...

ପାକିସ୍ତାନ ପାଇଁ ଚୀନର ଓକିଲାତି

ବେଜିଂ : ଆତଙ୍କବାଦୀ ମାମଲାରେ ପାକିସ୍ତାନକୁ ପୁଣି ଥରେ ଚୀନ ସୁରକ୍ଷା ପ୍ରଦାନ କରିଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନ ଉପରେ ଆର୍ଥିକ କଟକଣା ଲାଗୁ ପାଇଁ ଏଫଏଟିଏଫ ପକ୍ଷରୁ ପଦକ୍ଷେପ ନିଆଯାଇଛି ।…
Read More...

ବିରୋଧୀ ଦଳ ନେତାଙ୍କୁ ରାତ୍ରୀ ଭୋଜନ ପାଇଁ ସୋନିଆଙ୍କ ଆମନ୍ତ୍ରଣ

ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିରୋଧୀ ଦଳଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ କ୍ରମରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ସମସ୍ତ ବିରୋଧୀ ଦଳ ନେତାଙ୍କୁ ମାର୍ଚ୍ଚ ୧୩ରେ ରାତ୍ରୀ ଭୋଜନରେ…
Read More...

ବିଜେଡିରେ ମିଶୁଛନ୍ତି ସୌମ୍ୟ

ଭୁବନେଶ୍ୱର : ପୂର୍ବତନ ସାଂସଦ, ଆମ ଓଡ଼ିଶାର ଅଧ୍ୟକ୍ଷ ତଥା ଦୈନିକ ସମ୍ବାଦପତ୍ର ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ବୁଧବାର ବିଜୁ ଜନତା ଦଳରେ ଯୋଗଦେବେ। ବିଜେଡିରେ ସୌମ୍ୟଙ୍କ ଯୋଗଦାନ ନେଇ କିଛିଦିନ ଧରି…
Read More...

ହରିରାଜପୁରର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମିଲା,ଆତସବାଜିରେ କମ୍ପିଲା ମେଳଣ ପଡିଆ

ପିପିଲି:ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣର ଜମାଣ ଉତ୍ସବ ମଙ୍ଗଳବାର ମଧ୍ୟରାତ୍ରିରୁ ବିପୁଳ ଜନସମାଗମ ମଧ୍ୟରେ ଆରମ୍ଭ ହୋଇଛି। ରାତି ତମାମ୍‌ ବିଭିନ୍ନ ପ୍ରକାର ଆତସବାଜିରେ ସମଗ୍ର ମେଳଣ ପଡିଆ କମ୍ପି…
Read More...

ଫେସ୍‌ବୁକ୍‌ ମଧୁଫାଶରେ କଲେଜ ଛାତ୍ର ଅପହରଣ; ଦୁଇ ଯୁବତୀ ଅଟକ

ଭୁବନେଶ୍ୱର : ରାଜଧାନୀରେ ଅଭିନବ କୌଶଳରେ ଜଣେ ନାବାଳକ ଛାତ୍ରଙ୍କୁ ଅପହରଣ କରାଯିବା ଘଟଣାରେ କମିଶନରେଟ୍‌ ପୁଲିସ ସୋମବାର ୨ ଜଣ ଇଞ୍ଜିନିୟରଙ୍କୁ ମିଶାଇ ୫ ଜଣଙ୍କୁ ଗିରଫ କରିଥିବାବେଳେ ମଙ୍ଗଳବାର ଏହି ଗ୍ୟାଙ୍ଗର ସଦସ୍ୟ…
Read More...

ବିମାନବନ୍ଦରରୁ ୧୯ ଲକ୍ଷର ସୁନା ବିସ୍କୁଟ୍‌ ଜବତ

ଭୁବନେଶ୍ୱର: ମଙ୍ଗଳବାର ପୁଣିଥରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁନା ବିସ୍କୁଟ୍‌ ଧରାପଡ଼ିଛି। ଏଥିସହ ସୁନା ଚାଲାଣ ଅଭିଯୋଗରେ କଷ୍ଟମ୍‌ ବିଭାଗ ମହାରାଷ୍ଟ୍ର, ଥାନେର ଜଣେ ବାସିନ୍ଦାଙ୍କୁ ଅଟକ ରଖି ପଚରା…
Read More...

ପିଏନ୍‌ବି ମହାଠକେଇ; ଚନ୍ଦା କୋଚ୍ଚର, ଶିଖା ଶର୍ମାଙ୍କୁ ସମନ୍‌

ମୁମ୍ବଇ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନ୍‌ବିି)ରେ ସଂଘଠିତ ୧୨,୬୩୬ କୋଟି ଟଙ୍କାର ମହାଠକେଇ ମାମଲାରେ ସିବିିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପରେ ଗୁରୁତର ଠକେଇ ତଦନ୍ତକାରୀ କାର୍ୟ୍ୟାଳୟ (ଏସ୍‌ଏଫ୍‌ଆଇଓ)…
Read More...

ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ ୩ ଗୁରୁତର

ପିପିଲି:ପିପିଲି ମେଡିକାଲ୍‌ ଛକରେ ମଙ୍ଗଳବାର ରାତିରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାମୁହିଁ ଧକ୍କା ଲାଗିବା ଫଳରେ ଯୋଗେନ୍ଦ୍ର ଦିକ୍ଷିତ ଓରଫ ଛବି(୫୫) ନାମକ ଜଣେ ବାଇକ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଘର…
Read More...

ଟଙ୍କା ଲୁଟ ପରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ସୁନ୍ଦରଗଡ଼: ଲେଫ୍ରିପଡା ଥାନା ଅନ୍ତର୍ଗତ ପତର ଗୋଦାମ ନିକଟରେ ଜୈନିକା ମହିଳାଙ୍କ ଠାରୁ ଟଙ୍କା ଲୁଟ କରି ତାଙ୍କ ସହ ଦୁଷ୍କର୍ମ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।  ବେଳେ ଲେଫ୍ରିପଡା ପୁଲିସ ପୀଡ଼ିତା…
Read More...

ହାଫିଜ ଉପରେ ପାକିସ୍ତାନର ନିଷେଧାଦେଶ ନାମକୁ ମାତ୍ର

ଲାହୋର : ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ଦ୍ୱାରା ପରିଚାଳିତ ଦୁଇ ସଂଗଠନ ଜମାତ-ଉଦ୍‌-ଦାୱା (ଜେୟୁଡି) ଓ ଫଲାହ-ଇ-ଇନସାନିୟତ ଫାଉଣ୍ଡେସନ (ଏଫଆଇଏଫ)କୁ ପାକିସ୍ତାନ ସରକାର ନିଷିଦ୍ଧ…
Read More...

ଭାରତରେ କମିଛି ବାଲ୍ୟ ବିବାହ

ନୂଆଦିଲ୍ଲୀ : ଭାରତ ସମେତ ବିଶ୍ୱବ୍ୟାପୀ ବାଲ୍ୟ ବିବାହ ହ୍ରାସ ପାଇଥିବା ୟୁନିସେଫ ରିପୋର୍ଟରୁ ପ୍ରକାଶ। ଜାତିସଂଘ ଆନ୍ତର୍ଜାତିକ ଶିଶୁ ସୁରକ୍ଷା ପାଣ୍ଠି (ୟୁନିସେଫ)ର ରିପୋର୍ଟ ଅନୁଯାୟୀ ଗତ ୧୦ବର୍ଷ ମଧ୍ୟରେ ୨୫ନିୟୁତ…
Read More...

ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଶାନ୍ତି କଥାବାର୍ତ୍ତା

ପୋଙ୍ଗୟାଙ୍ଗ : ଅତୀତର ଶତ୍ରୁତାକୁ ପଛରେ ପକାଇ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଶାନ୍ତି ପ୍ରତିଷ୍ଠା ପାଇଁ କଥାବାର୍ତ୍ତା କରିଛନ୍ତି। ମଙ୍ଗଳବାର ଦକ୍ଷିଣ କୋରିଆର ଏକ ପ୍ରତିନିଧି ଦଳ ଉତ୍ତର କୋରିଆ ଗସ୍ତରେ ଆସି ଏହାର…
Read More...