ନୂଆଦିଲ୍ଲୀରେ ଆନ୍ତର୍ଜାତିକ ସୌରମେଣ୍ଟ ସମ୍ମିଳନୀ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ସୌରମେଣ୍ଟ ସମ୍ମିଳନୀ ରବିବାର ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଏହି…
Read More...

ଆଜମ୍‌ଙ୍କୁ ଖିଲଜୀଙ୍କ ସହ ତୁଳନା କଲେ ଜୟା

ନୂଆଦିଲ୍ଲୀ : ବରିଷ୍ଠ ଅଭିନେତ୍ରୀ ତଥା ରାଜନେତ୍ରୀ ଜୟାପ୍ରଦା ଶନିବାର ସମାଜବାଦୀ ପାର୍ଟି (ଏସ୍‌ପି)ର ବରିଷ୍ଠ ନେତା ମହମ୍ମଦ ଆଜମ୍‌ ଖାନ୍‌ଙ୍କୁ ବଲିଉଡ୍‌ ଚଳଚ୍ଚିତ୍ର ‘ପଦ୍ମାବତ୍‌’ର ଆଲ୍ଲାଉଦ୍ଦିନ ଖିଲଜୀଙ୍କ ସହିତ…
Read More...

ଏଣିକି ରକ୍ତ ସମ୍ପର୍କୀୟଙ୍କୁ ନିଶ୍ଚିତ ରେଳ ଟିକଟ ହସ୍ତାନ୍ତର ସମ୍ଭବ

ନୂଆଦିଲ୍ଲୀ : ଏଣିକି ରକ୍ତ ସମ୍ପର୍କୀୟଙ୍କୁ ନିଶ୍ଚିତ (କନ୍‌ଫର୍ମ) ରେଳ ଟିକଟ୍‌ ହସ୍ତାନ୍ତର କରିବା ସମ୍ଭବ ହେବ। ଟିକଟ କନ୍‌ଫର୍ମ ହେବା ସତ୍ତ୍ୱେ ଯଦି କୌଣସି ଯାତ୍ରୀ ତାହାର ଉପଯୋଗ ପୂର୍ବକ ରେଳଯାତ୍ରା କରି ନ ପାରନ୍ତି…
Read More...

ଗୋଚାଲାଣ ଗାଡି ଜବତ

ବ୍ରହ୍ମପୁର : ବ୍ରହ୍ମପୁର ସଦରଥାନା ଅନ୍ତଗର୍ତ ଆମ୍ବଗଡ ଗ୍ରାମ ନିକଟରେ ଗୋଚାଲାଣ ଗାଡି ଜବତ । ଗାଡିକୁ ଅଟକ ରଖି ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Read More...

୩ ହାଇକୋର୍ଟରେ ୨୩ ସ୍ଥାୟୀ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ : ଗୁଜରାଟ, ରାଜସ୍ଥାନ ଓ ବମ୍ବେ ହାଇକୋର୍ଟରେ ୨୩ ଜଣ ସ୍ଥାୟୀ ବିଚାରପତି ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୭ରେ କଲିକତା…
Read More...

ସୁରେଶ ପ୍ରଭୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏ ସମ୍ବନ୍ଧୀୟ ସୂଚନା…
Read More...

ହତ୍ୟାକାରୀକୁ ଧରିବାରେ ପୁଲିସ ବିଫଳ

ଘରେ ନିଆଁ ଲଗାଇ ଟ୍ରିପଲ ମର୍ଡର ଘଟଣାକୁ ମାସେ ପୁରିଲା ପିପିଲି : ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ ଦାନୋଗହିର ଟ୍ରିପଲ ମର୍ଡର ଘଟଣାକୁ ଇତିମଧ୍ୟରେ ମାସେ ପୁରିଛି। ଏହି ରହସ୍ୟମୟ ଓ…
Read More...

ବିହାର ଏବଂ ଉତ୍ତରପ୍ରଦେଶର ତିନୋଟି ଲୋକସଭା ଆସନ ପାଇଁ ଉପନିର୍ବାଚନ

ନୂଆଦିଲ୍ଲୀ : ବିହାର ଏବଂ ଉତ୍ତରପ୍ରଦେଶର ତିନୋଟି ଲୋକସଭା ଆସନ ପାଇଁ ରବିବାର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଉତ୍ତରପ୍ରଦେଶର ଫୁଲପୁର ଏବଂ ଗୋରଖପୁର ଓ ବିହାରର…
Read More...

ଚଟଣୀରେ ସ୍ବାଦ ବଢାଇବ ଏହି ଟପ୍ସ

ଚଟଣୀ ପ୍ରସ୍ତୁତ ବେଳେ ସେଥିରେ ଅଦା, ଶୁଣ୍ଠି ଏବଂ କଳାଜିରା ପକାଇ ଦିଅନ୍ତୁ । ଏହା ଦ୍ବାରା ସ୍ବାଦ ବଢିଯାଏ । ଚଟଣୀରେ ଖଟାପଣ ଆଣିବା ପାଇଁ କଞ୍ଚାଆମ୍ବ ପକାଇ ପାରିବେ । ଟମାଟୋ ଚଟଣୀରେ ରସୁଣ ପକାଇଲେ ତାହା…
Read More...

ସାଇବର ଠକେଇକୁ ନିୟନ୍ତ୍ରିତ କରିବାପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଗୁରୁତ୍ୱ

ସିଆଇଏସ୍‌ଏଫ୍‌ର ୪୯ତମ ପ୍ରତିଷ୍ଠା ଦିବସ ନୂଆଦିଲ୍ଲୀ : ସାଇବର ଠକେଇକୁ ନିୟନ୍ତ୍ରିତ କରିବାପାଇଁ ସରକାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଏକ ପୃଥକ ପ୍ରଭାଗ ସୃଷ୍ଟି କରିଛନ୍ତି । ସାଇବର ସୁରକ୍ଷା ବ୍ୟବସ୍ଥାକୁ…
Read More...

ଶିଶୁଙ୍କୁ ପିଆନ୍ତୁ ଡାଲିପାଣି, ମିଳିବ ଏହି ଉପକାର

ଉତ୍ତମ ସ୍ବାସ୍ଥ୍ୟ ପାଇଁ ଡାଲିପାଣିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଓ ମିନିରାଲସ୍ ରହିଥାଏ । ମୁଗ ଓ ମସୁରୀ ଡାଲିପାଣି ଶିଶୁଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ତେବେ ଆସନ୍ତୁ…
Read More...

ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ଦ୍ୱାରା ଦେଶର ସାମଗ୍ରିକ ବିକାଶ ସମ୍ଭବ : ପ୍ରଧାନମନ୍ତ୍ରୀ

 ଦୁଇଦିନିଆ ବ୍ୟବସ୍ଥାପକ ସମ୍ମିଳନୀ ଉଦଘାଟିତ ନୂଆଦିଲ୍ଲୀ : ଆର୍ଥିକ ଦୃଷ୍ଟିରୁ ଦେଶର ପଛୁଆ ଜିଲ୍ଲାଗୁଡ଼ିକର ବିକାଶ ଦ୍ୱାରା ହିଁ ଦେଶର ସାମଗ୍ରିକ ବିକାଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।…
Read More...

ଆଖିର ରଙ୍ଗରୁ ଜାଣନ୍ତୁ ବ୍ୟକ୍ତିର ସ୍ବଭାବ ବିଷୟରେ..

୧.କଳା ଆଖି: ଏହି ଆଖି ଥିବା ବ୍ୟକ୍ତମାନେ ରହସ୍ୟମୟ ହେବା ସହ ପୂର୍ବାଭାଷୀ ଅଟନ୍ତି । ସେମାନେ ଭରସାଯୋଗ୍ୟ ​‌ହୋଇଥାନ୍ତି । କୌଣସି କଥା ଗୋପନୀୟ ରଖିବାରେ ଏମାନେ ମାହିର ଅଟନ୍ତି । ଏମାନେ ଦାୟିତ୍ଵବାନ ହେବା ସହ…
Read More...

‘୨୦୧୯ ଯାଏଁ ପିସିସି ସଭାପତି ରହିବେ ପ୍ରସାଦ ହରିଚନ୍ଦନ’

କଟକ: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପଦ ଭାର ପରିବର୍ତ୍ତନ ହେବନାହିଁ। ୨୦୧୯ ମସିହା ପର୍ଯ୍ୟନ୍ତ ପ୍ରସାଦ ହରିଚନ୍ଦନ ସଭାପତି ପଦରେ ରହିବେ। ଏ ନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା…
Read More...

ବାଘ ଆକ୍ରମଣରେ ୪ ଆହତ

ଇନ୍ଦୋର: ଇନ୍ଦୋର ପହ୍ଲର ନଗରରେ ଶୁକ୍ରବାର ଏକ ବାଘ ଆତଙ୍କ ଖେଳାଇଥିଲା। ବାଘଟି ଜନବସତିର ଗୋଟିଏ ଘରୁ ଅନ୍ୟ ଘରକୁ ପଶିବା ବେଳେ ତା’ ସାମନାରେ ଯିଏ ପଡ଼ିଲା, ତାହାକୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲା। ଏଥିରେ ଆହତ…
Read More...

ପ୍ରତାପନଗରୀ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ପୁପୁନ ଗିରଫ

କଟକ: ପ୍ରତାପନଗରୀ ଗୁଳିକାଣ୍ଡ ଘଟଣାରେ ସଦର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ହେଲା ସ୍ମୃତିରଞ୍ଜନ ପ୍ରଧାନ ଓରଫ ପୁପୁନ । ଗିରଫ ବେଳେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୪…
Read More...

ପ୍ରେମିକାଙ୍କୁ ଛୁରାମାଡ କରି ନିଜେ ବିଷ ପିଇ ଅାତ୍ମହତ୍ୟା ଉଦ୍ୟମ କଲେ ପ୍ରେମିକ

ରାୟଗଡା: ବିବାହ ପ୍ରସ୍ତାବକୁ ପ୍ରତ୍ୟାଖାନା କରିବାରୁ ପ୍ରେମିକାକୁ ଛୁରାମାଡ କରିଛନ୍ତି ଯୁବକ । ପରେ ସେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଯାଇଥିଲା। ସେଠାରେ…
Read More...

ଜାଣନ୍ତୁ ନୀତା ଅମ୍ବାନୀଙ୍କ ମହଙ୍ଗା ସଉକ୍ ଜୀବନଶୈଳୀ ସମ୍ପର୍କରେ

କେବଳ ଭାରତରେ ନୁହେଁ, ବରଂ ବିଶ୍ବସ୍ତରରେ ନିଜ ବ୍ୟବସାୟ ନିମନ୍ତେ ଶିଳ୍ପପତି ମୁକେଶ ଅମ୍ବାନୀ ପରିଚିତ। ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ। ନୀତାଙ୍କ ଉଦାରତା ଓ ଅମାୟିକ ବ୍ୟବହାର ହିଁ…
Read More...

ଜୀବନର ମଜା ନେଉଛନ୍ତି ୮୬ ବର୍ଷୀୟା ‘ସୁପର୍ ଦାଦି’

ବୟସ ବଢ଼ିଲେ ଯେ ମନୋବଳ କମିଥାଏ, ଏହା ପ୍ରକୃତରେ ସତ ନୁହେଁ। ଏହି ଯୁକ୍ତି ବାଢ଼ିଛନ୍ତି ଡବଲିନ୍ ନିବାସୀ ୮୬ ବର୍ଷୀୟା ଇଲିନ୍ ମେଗୁରେ। ବୟସ୍କ ଲୋକେ ଥଣ୍ଡା ସହ୍ୟ କରିପାରନ୍ତି ନାହିଁ, ହେଲେ ଏହି ବୃଦ୍ଧାଜଣକ ବରଫରେ…
Read More...

ଜାଣନ୍ତୁ କୁକୁରଙ୍କ ଚମତ୍କାରୀ ଅନ୍ତର୍ନିହିତ ଶକ୍ତି

କୁକୁରଙ୍କ ଚମତ୍କାର ଅନ୍ତର୍ନିହିତ ଶକ୍ତି ବିଶ୍ବସ୍ତ ବନ୍ଧୁ ଭାବେ କୁକୁର ଜଣାଯାଏ କୁକୁରଙ୍କ ଉପରେ କାଲିଫର୍ଣ୍ଣିଆ ଦଳ ପରୀକ୍ଷା ବିଭିନ୍ନ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ୧୫ ପ୍ରଜାତିର ଦେଢ଼ ହଜାର କୁକୁରଙ୍କୁ ଏଥିରେ…
Read More...

ଟଙ୍କା ଗଣିବା ପାଇଁ ଭିକାରି ଦିଏ ଟିପ୍ସ

ଧନିକ ଓ ସମ୍ଭ୍ରାନ୍ତ ବର୍ଗର ଲୋକେ ସଉକରେ ହିଁ ଅନ୍ୟମାନଙ୍କୁ ଟିପ୍ସ ଦେଇଥାନ୍ତି। ଏହା ସେମାନଙ୍କ ରହଣିଶୈଳୀର ଷ୍ଟାଇଲ୍ କହିଲେ ଭୁଲ ହେବନାହିଁ। ହେଲେ ଜଣେ ଭିକାରି ଅନ୍ୟମାନଙ୍କୁ ଟିପ୍ସ ଦେବା ନିହାତି ଭାବେ…
Read More...

ସବୁଠୁ ଦାମୀ ଓ ପବିତ୍ର ଫୁଲ: କଦୁପୁଲ, ଭଗବାନଙ୍କୁ ଅର୍ପଣ କଲେ ମନସ୍କାମନା ପୂରଣ ନିଶ୍ଚିତ

ଇଂଲଣ୍ଡରେ ଚାଷ ହେଉଥିବା ‘ଜୁଲିଏଟ୍ ରୋଜ୍’ ଗୋଲାପ ଫୁଲର ବିଶ୍ବସ୍ତରରେ ଖ୍ୟାତି ରହିଛି। କେବଳ ଧନିକ ଓ ରାଜପରିବାରର ବିବାହ ତଥା ଅନ୍ୟ ଉତ୍ସବରେ ଏହି ଫୁଲର ଆସର ଦେଖିବାକୁ ମିଳେ। ୨୦ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଏହି…
Read More...

ବନ୍ଦ ହେବ ବିକ୍ରମ କୋଠାରୀଙ୍କ ରୋଟୋମାକ୍ କମ୍ପାନୀ

ନୂଆଦିଲ୍ଲୀ: ଖୁବଶୀଘ୍ର ବନ୍ଦ ହେବ ବିକ୍ରମ କୋଠାରୀଙ୍କ ରୋଟୋମାକ କମ୍ପାନୀ। ୪୦୦୦ କୋଟି ଟଙ୍କା ଠକେଇ କରିଥିବା ଏହି କମ୍ପାନୀ ମାଲିକଙ୍କ ଭାଗିଦାରୀ ଯୋଜନାକୁ ବ୍ୟାଙ୍କ ବନ୍ଦ କରିଛନ୍ତି। ବ୍ୟାଙ୍କଗୁଡ଼ିକ ୯୦ ଦିନ…
Read More...

ବସ୍‌ରେ ଯାତ୍ରା କରୁଥିଲେ ଜାଣିରଖନ୍ତୁ ଏହି ନିୟମ

କେନ୍ଦ୍ରୀୟ ମୋଟରଯାନ ନିୟମକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧିକାଂଶ ଭାରତୀୟ ଜାଣନ୍ତି ନାହିଁ। ବସରେ ଯାତ୍ରା କରୁଥିବା ଲୋକେ ଏହା ସମ୍ପର୍କିତ ସମସ୍ତ ତଥ୍ୟ ଜାଣି ରଖିବା ସେମାନଙ୍କ ପାଇଁ ହିଁ ଉପକାରୀ। ଭାରତର ବିଭିନ୍ନ…
Read More...

ଉତ୍ତରପ୍ରଦେଶ: ଥମୁନି ମୂର୍ତ୍ତିଭଙ୍ଗା ଘଟଣା

ଆଜମଗଡ଼: ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ ଲାଗିରହିଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା ଥମିବାର ନାଁ ଧରୁନି। ଉତ୍ତରପ୍ରଦେଶରେ ଗତ କିଛିଦିନ ମଧ୍ୟରେ ଏପରି ଘଟଣା…
Read More...

ବଜାରକୁ ଆସିବ ଉଡ଼ନ୍ତା କାର୍ !

କେତୋଟି ଚଳଚ୍ଚିତ୍ରରେ ପୂର୍ବରୁ ଉଡ଼ନ୍ତା କାର ଚିତ୍ରାୟିତ କରାଯାଇଛି। ଭାବନା ରାଇଜରେ ଥିବା ଉଡ଼ନ୍ତା କାର୍ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଉଡ଼ିବୁଲିବ। ଜେନିଭାରେ ଅନୁଷ୍ଠିତ ହୋଇଥିବା କାର୍ ପ୍ରଦର୍ଶନୀରେ ଉଡ଼ନ୍ତା…
Read More...

ପାକିସ୍ତାନ ସେନା ଉପରେ ଚାପ ଜାରି ରଖିବ ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ପଟୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ଭାରତ ପାକିସ୍ତାନ ଉପରେ ଚାପ ପ୍ରୟୋଗ ଜାରି ରଖିବ। ପାକିସ୍ତାନ ଆତଙ୍କବାଦୀଙ୍କୁ ସହଯୋଗ ବନ୍ଦ ନ କରିବା ପର୍ୟ୍ୟନ୍ତ ତା’ର ସେନା ଉପରେ ସର୍ବଦା…
Read More...

ଅନ୍ୟକୁ ଦେଇପାରିବେ ନିଜ ରେଳ ଟିକେଟ

ନୂଆଦିଲ୍ଲୀ: କନଫର୍ମ ହୋଇଥିବା ରେଳ ଟିକେଟରେ ଯଦି ଆପଣ କୌଣସି କାରଣରୁ ଯାତ୍ରା କରୁନାହାନ୍ତି, ତେବେ ଉକ୍ତ ଟିକେଟକୁ ଆପଣ ଅନ୍ୟଙ୍କୁ ଦେଇପାରିବେ। ୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌କୁ ୧୯୯୭ ଓ ୨୦୦୨ରେ ସଂଶୋଧନ ପରେ ଏହି…
Read More...

ନିଅାଁ ଲିଭାଇବା ପାଇ ପୋଖରୀକୁ ପାଣି ଆଣିବାକୁ ଯାଇଥିବା ଯୁବକଙ୍କ ମୃତ୍ୟୁ

ପୁରୀ: ନିଅାଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇଥିବା ଜଣେ ଯୁବକଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଚନ୍ଦନପୁର ଥାନା ଅରାଳ ଗାଁରେ। ବିଳମ୍ବିତ ରାତିରେ ଗାଁର…
Read More...

ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି ପ୍ରସ୍ତାବ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ: ହାଇକୋର୍ଟ ବିଚାରପତିଙ୍କ ଅବସର ବୟସସୀମା ବୃଦ୍ଧି କରାଯିବାର କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ଆଇନ ରାଷ୍ଟ୍ରମନ୍ତ୍ରୀ ପି.ପି.ଚୌଧୁରୀ ଶୁକ୍ରବାର ରାଜ୍ୟସଭାକୁ ସୂଚିତ କରିଛନ୍ତି। ବର୍ତ୍ତମାନ…
Read More...

‘ଭବିଷ୍ୟତରେ ଗାନ୍ଧି ପରିବାର ଭିନ୍ନ କେହି କଂଗ୍ରେସର ନେତୃତ୍ୱ ନେବେ’

ମୁମ୍ବଇ : ଭବିଷ୍ୟତରେ ଗାନ୍ଧି-ନେହେରୁ ପରିବାରର ଭିନ୍ନ କୌଣସି ନେତା କଂଗ୍ରେସର ନେତୃତ୍ୱ ନେବେ ବୋଲି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର କହିଛନ୍ତି। ସେ କହିଛନ୍ତି ଯେ ୨୦୦୪ରେ କଂଗ୍ରେସ ନେତୃତ୍ୱ ସଂଯୁକ୍ତ…
Read More...

ବୀର ପାଇକ ହାରିବା ଶିଖିନାହାନ୍ତି: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ବୀର ପାଇକ ଲଢ଼େଇ କରି ଜାଣେ, ସନ୍ଧି ଅଥବା ବୁଝାମଣାରେ ବିଶ୍ୱାସ କରେ ନାହିଁ। ଇତିହାସ କହୁଛି ଓଡ଼ିଆ ପାଇକ ଇଂରେଜମାନଙ୍କ ବିରୋଧରେ ଲଢ଼େଇ କରି ବଳିଦାନ ଦେଇଛି; କେବେ ପଳାୟନ କରିନାହାନ୍ତି ବୋଲି…
Read More...

ନନ୍ଦନକାନନ: ଏପ୍ରିଲରୁ ବଢ଼ିବ ପ୍ରବେଶ ଶୁଳ୍କ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିବାକୁ ଗଲେ ଏଣିକି ପର୍ଯ୍ୟଟକଙ୍କୁ ଅଧିକ ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ। ଆସନ୍ତା ଏପ୍ରିଲ ୧ରୁ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ବୟସ୍କଙ୍କ ଲାଗି ପୂର୍ବରୁ ପ୍ରବେଶ ଶୁଳ୍କ ୪୦…
Read More...

ଶନିବାର ରାଶିଫଳ

ମେଷ: ଅସୁବିଧାର ସମ୍ମୁଖୀନ ହେବେ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଅତି ଜରୁରୀ। ଅଯଥା ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଶୁଭକାର୍ଯ୍ୟରେ ଯୋଗ ଦେବେ। ବିଦ୍ୟାର୍ଥୀ ସୁଖୀ…
Read More...

୧୪ରୁ ବନ୍ଦ ରହିବ ୧୭ ହଜାର ବସ୍‌ର ଚଳାଚଳ

ଭୁବନେଶ୍ୱର: ପୂର୍ବ ଘୋଷଣା ଅନୁସାରେ ୧୪ ତାରିଖରୁ ରାଜ୍ୟର ସମସ୍ତ ଘରୋଇ ବସ୍‌ ଚଳାଚଳ ବନ୍ଦ ରହିବ। ଆଜି ଅପରାହ୍ନରେ ଏଠାରେ ଘରୋଇ ବସ୍‌ ମାଲିକ ସଂଘର ଅନୁଷ୍ଠିତ ସାଧାରଣ ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସଂଘ…
Read More...

ସୌମ୍ୟ ସବୁଠୁ ଧନୀ; ଅଚ୍ୟୁତ ଗରିବ

ଭୁବନେଶ୍ୱର: ପ୍ରାର୍ଥିପତ୍ର ଦାଖଲ ସହିତ ବିଜେଡିର ତିନି ରାଜ୍ୟସଭା ପ୍ରାର୍ଥୀ ସେମାନଙ୍କ ସମ୍ପତ୍ତି ସମ୍ପର୍କରେ ସତ୍ୟପାଠ ଦାଖଲ କରିଛନ୍ତି। ଏହି ସତ୍ୟପାଠ ଅନୁସାରେ ସୌମ୍ୟରଞ୍ଜନ ପଟ୍ଟନାୟକ ସବୁଠୁ ଧନୀ ବୋଲି ସାବ୍ୟସ୍ତ…
Read More...

ସାମିଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

କଲକାତା: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନିମନ୍ତେ ଅଡ଼ୁଆ କ୍ରମଶଃ ବଢ଼ିବାରେ ଲାଗିଛି। କିଛିଦିନ ତଳେ ପତ୍ନୀ ହସିନ୍‌ ଜାହାଁ ପତି ସାମିଙ୍କ ବିରୋଧରେ ପରକୀୟା ପ୍ରୀତି ଅଭିଯୋଗ ଆଣିଥିବା ବେଳେ ଶୁକ୍ରବାର ବିଧିବଦ୍ଧ…
Read More...

ବିବିଧତା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ-ରାଜ୍ୟପାଳ

ପିପିଲି: ବିବିଧତା ହିଁ ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ। ଏହି ଦେଶରେ ବିଭିନ୍ନ ଧର୍ମାବଲମ୍ବୀମାନଙ୍କୁ ଏକତା ସୂତ୍ରରେ ବାନ୍ଧିଅଛି ଭାରତର ସମ୍ବିଧାନ ଓ ସଂହିତା। ରାଷ୍ଟ୍ର ନିର୍ମାଣ ଦିଗରେ ସମସ୍ତେ କାର୍ଯ୍ୟ କରିବା ଦରକାର…
Read More...

ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଅଭିଯୋଗ

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର  ତିନି ବର୍ଷର ଶିଶୁ କନ୍ୟାଙ୍କୁ ଉକ୍ତ ଗ୍ରାମର ସମ୍ପର୍କୀୟ ଦାଦା ବିସ୍କୁଟ ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ୫ ଟଙ୍କା ଦେବା ସହ କାହାକୁ କିଛି ନ…
Read More...

ଓୟୁଏଟି ପ୍ରବେଶିକା ଏପ୍ରିଲ ୨୯ରେ

ଭୁବନେଶ୍ୱର  : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ୟୁଜି ପାଠ୍ୟକ୍ରମରେ ନାମଲେଖା ଲାଗି ଯୁଗ୍ମ ପ୍ରବେଶିକା ପରୀକ୍ଷା ଏପ୍ରିଲ ୨୯(ରବିବାର) ତାରିଖରେ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀଙ୍କୁ ଓୟୁଏଟି…
Read More...

ସାମିଲ ହେବେ ୩, ବାଦ୍‌ ପଡ଼ିବେ ଜଣେ

ସମ୍ବଲପୁର  : ବିଜେପୁର ନିର୍ବାଚନ ପରେ ଦଳର ନେତା ଓ କର୍ମୀଙ୍କୁ ପୁରସ୍କୃତ କରିବାକୁ ନବୀନ କୁଣ୍ଠିତ ହୋଇ ନାହାନ୍ତି। ସେହିପରି ଦଳରେ ଥିବା ଆଭ୍ୟନ୍ତରୀଣ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଦ୍ୱିତୀୟ ବର୍ଗର କିଛି…
Read More...

ମାର୍ଚ୍ଚ ୨୩ରେ ବିଜେପି ସାଂସଦଙ୍କ ବୈଠକ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ମାର୍ଚ୍ଚ ୨୩ରେ ସମସ୍ତ ବିଜେପି ସାଂସଦଙ୍କ ବୈଠକ ହେବାକୁ ଯାଉଛି।…
Read More...

୨୦୧୬ ମସିହା  ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶିତ  : ଚିନ୍ମୟୀ ଚେତନା ଦାଶ ଟପର

ଭୁବନେଶ୍ୱର : ୨୦୧୬ ମସିହା ଓଡିଶା ପ୍ରଶାସନିକ ସେବା ବା ଓଏଏସ୍‌ର ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।  ଓପିଏସିର ଓ୍ୱେବସାଇଟରେ ଏହି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ୧୪୫  ପରୀକ୍ଷାର୍ଥୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି ।…
Read More...

ସୁଟିଂ ବିଶ୍ୱକପ୍‌ : ରୌପ୍ୟ ଜିତିଲେ ଅଂଜୁମ୍‌

ନୂଆଦିଲ୍ଲୀ  : ମେକ୍ସିକୋର ଗୌଡାଲାଜାରାରେ ଅନୁଷ୍ଠିତ ବନ୍ଧୁକଚାଳନା ବିଶ୍ୱକପ୍‌ର ମହିଳା ରାଇଫଲ୍‌-୩ ପୋଜିସନ୍‌ସ ବିଭାଗରେ ଭାରତୀୟ ସୁଟର ଅଂଜୁମ୍‌ ମୁଦଗିଲ୍‌ ରୌପ୍ୟ ପଦକ ହାସଲ କରିଛନ୍ତି। ୪୫ ସଟ୍‌ ବିଶିଷ୍ଟ ଫାଇନାଲ…
Read More...

ଆୟରଲାଣ୍ଡଠାରୁ ହାରି ଭାରତ ପଦକ ଦୌଡ଼ରୁ ବାଦ୍‌

ଇପୋ (ମାଲେସିଆ) : ଏଠାରେ ଚାଲିଥିବା ୨୭ତମ ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍‌ରେ ବିଶ୍ୱର ୬ନଂ ଦଳ…
Read More...

ସ୍ୱତନ୍ତ୍ର ରାଜ୍ୟ ପାହ୍ୟାକୁ ନେଇ ଓଡିଶାରେ ତାତି : ପ୍ରସଙ୍ଗ ସଂସଦରେ ଉଠିବ

-ମହେଶ ଶର୍ମା ଭୁବନେଶ୍ୱର : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାର ଦାବି ଜୋର ଧରିଛି। ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ କହିଛନ୍ତି କି କେନ୍ଦ୍ର ଓଡ଼ିଶା ପ୍ରତି ସାବତ ପୁଅ ଭଳି ବ୍ୟବହାର…
Read More...

ଆଦିମ ଜନଜାତି ବହୁଳ ୯ଟି ଜିଲାପାଇଁ  ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଆରମ୍ଭ

ଭୁବନେଶ୍ୱର: ଆଦିମ ଜନଜାତି ବହୁଳ ୯ଟି ଜିଲା ପାଇଁ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ ଆରମ୍ଭ କରାଯାଇଛି । ରାଜଧାନୀର ଉତ୍କଳ ମଣ୍ଡପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆରମ୍ଭ କରିଛନ୍ତି । ଏହାକୁ ଆରମ୍ଭ କରିବା…
Read More...

ଦୁର୍ଘଟଣାରେ ବର ସହ ୫ ମୃତ

ହାଇଦରାବାଦ  : ତେଲେଙ୍ଗାନାର କରିମନଗର ଜିଲାରେ ଏକ ଇନୋଭା କାର୍‌ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ସେଥିରେ ଥିବା ନବବିବାହିତ ବର ସମେତ ୫ ଜଣ ପ୍ରାଣ ହରାଇଛନ୍ତି। ଗୁରୁତର ଆହତ ହୋଇଥିବା ନବବଧୂ ଓ ଅନ୍ୟ ତିନିଜଣଙ୍କୁ…
Read More...

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ଏପ୍ରିଲ ୨ ତାରିଖରୁ ସମସ୍ତ ବିଦ୍ୟାଳୟକୁ ସକାଳୁଆ କରିବା ପାଇଁ  ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।  ସକାଲ ୬ଟା୩୦ ସମୟରେ ବିଦ୍ୟାଳୟ ଖୋଲା ହୋଇ ୧୦ଟା ୩୦…
Read More...

ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ରାଜସ୍ଥାନରେ ବିଧେୟକ ଗୃହୀତ

ଜୟପୁର : ୧୨ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ରାଜସ୍ଥାନ ସରକାର ବ୍ୟବସ୍ଥା କରିଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ବିଧାନସଭାରେ ନୂଆ ବିଧେୟକ ଗୃହୀତ ହୋଇଛି।…
Read More...

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ କେନ୍ଦ୍ର ନିକଟରେ ପୁଣି ଦାବି କରିବୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ନିକଟରେ ଓଡିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆଗରୁ ଏଥିପାଇଁ ଦାବି କରାଯାଉଛି  ଓ ଏହା ଚାଲୁ ରହିବ  ବୋଲି ସେ ଗଣ…
Read More...

ସିଏମ୍‌ସି ଆସନ ସଂରକ୍ଷଣ ମାମଲାରେ ୭ ଜଣଙ୍କୁ ନୋଟିସ୍‌ ଜାରି କଲେ ହାଇକୋର୍ଟ

କଟକ: ସିଏମ୍‌ସି ବା କଟକ ମହାନଗର ନିଗମରେ ଆସନ ସଂରକ୍ଷଣ ମାମଲାରେ ୭ ଜଣଙ୍କୁ ଓଡିଶା ଉଚ୍ଚ ନ୍ୟାୟାଳୟ ନୋଟିସ ଜାରି କରିଛନ୍ତି ।  ରାଜ୍ୟ ନିର୍ବାଚନ କମିଶନଙ୍କ ସହ ୭ ଜଣଙ୍କୁ ଏ ବିଷୟରେ ନିଜର ଉତ୍ତର ରଖିବାକୁ  ଅଦାଲତ…
Read More...

ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ଉଦ୍‌ଯାପିତ

ପିପିଲି:ମଙ୍ଗଳବାର ମଧ୍ୟରାତ୍ରରୁ ଚିତ୍ତାକର୍ଷକ ଆତସବାଜିରୁ ଆରମ୍ଭ ହୋଇଥିବା ପ୍ରସିଦ୍ଧ ହରିରାଜପୁରର ପଞ୍ଚୁଦୋଳ ମେଳଣ ଶୁକ୍ରବାର ଅପରାହ୍ନରେ ଗୋଧୂଳୀ ଲଗ୍ନରେ ୪ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ମେଳରେ ରଙ୍ଗୀନ ଫଗୁ ଖେଳରେ ଶେଷ…
Read More...

ଖାଦ୍ୟ ପରଷିବା ବେଳେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ !

କେବଳ ରୋଷେଇ ନୁହେଁ ଖାଦ୍ୟ ପରଷିବା ମଧ୍ୟ ଏକ କଳା ଅଟେ । କୁହାଯାଏ ସଠିକ୍ ଢଙ୍ଗରେ ଖାଦ୍ୟ ପରଷା ଗଲେ ତାହାର ସ୍ବାଦ ଦୁଇ ଗୁଣ ହୋଇଯାଏ । ଆସନ୍ତୁ ଜାଣିବା ଖାଦ୍ୟ ପରଷିବା ସମୟରେ କେଉ ଦିଗ ପ୍ରତି ଧ୍ୟାନ ଦେବେ ।…
Read More...

ମୁଶାରଫଙ୍କୁ ଗିରଫ ନିର୍ଦେଶ

ଇସଲାମାବାଦ : ପାକିସ୍ତାନର ସ୍ୱତନ୍ତ୍ର ପ୍ରାଧିକରଣ ଅଦାଲତ ରାଷ୍ଟ୍ରଦ୍ରୋହ ମାମଲାରେ ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କ ଗିରଫଦାରୀ ପାଇଁ ନିର୍ଦେଶ ଦେଇଛନ୍ତି । ୭୩ ବର୍ଷିୟ ମୁଶରଫଙ୍କ ନାମରେ ୨୦୦୭ରେ ଦେଶରେ…
Read More...

ରାଉରକେଲାରୁ ୯ କ୍ୱିଣ୍ଟାଲ ଗୁଟୁଖା ଓ ୬ ଲକ୍ଷ ଟଙ୍କା ଜବତ

ରାଉରକେଲା: ରାଜଗାଙ୍ଗପୁରରୁ ଏକ ଗାଡିରୁ  ୯ କ୍ୱିଣ୍ଟାଲ ଗୁଟୁଖା  ଓ ୬ ଲକ୍ଷଟଙ୍କା ଜବତ କରିଛି ପୁଲିସ । ଏହା ସହ ୧୦ଟି ରୂପା ମୁଦ୍ରା, ଗାଡି ଓ ଅନ୍ୟାନ୍ର ସାମଗ୍ରୀ ଜବତ ହୋଇଛି । ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ…
Read More...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଚାରିଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଚାରିଦିନିଆ ଗସ୍ତରେ ଆସି ଶୁକ୍ରବାର ଭାରତରେ ପହଞ୍ଚୁଛନ୍ତି । ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ, ରାଜନୈତିକ ଆଦି ଅନେକ କ୍ଷେତ୍ରରେ ସଂପର୍କକୁ ସୁଦୃଢ଼…
Read More...

ହାଫିଜ ସଇଦର ରାଜନୈତିକ ଦଳକୁ ପଞ୍ଜିକରଣ ଅନୁମତି

ଇସଲାମାବାଦ : ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସଇଦ ଦ୍ୱାରା ପ୍ରତିଷ୍ଠିତ ମିଲ୍ଲି ମୁସଲିମ୍‌ ଲିଗ (ଏମ୍‌ଏମ୍‌ଏଲ)କୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବାକୁ ଇସଲାମବାଦ ହାଇକୋର୍ଟ ଗୁରୁବାର…
Read More...

ଯୁବତୀ ଚାଲାଣ ଅଭିଯୋଗରେ ଯୁବକ ଗିରଫ

ରାଉରକେଲା/କେନ୍ଦ୍ରାପଡା : ଦୁବାଇ ଏବଂ ମଧ୍ୟପ୍ରାଚ୍ୟ ଦେଶକୁ ଯୁବତୀ ଚାଲାଣ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀ ପୁଲିସ କେନ୍ଦ୍ରାପଡାରୁ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ତା’ର ନାମ ବିଶ୍ୱଜିତ ମଲିକ। ଗତ…
Read More...

କେଉଁ ରାଜ୍ୟଗୁଡିକରେ ବାପାଙ୍କ ପରେ ପୁଅ ବା ଝିଅ ହୋଇଛନ୍ତି ମୁଖ୍ୟମନ୍ତ୍ରୀ

କନରାଡ୍ ସାଙ୍ଗମା ମେଘାଳୟର ମୁଖ୍ୟମନ୍ତ୍ରୀ ହେବା ପରେ ରାଜନୀତିରେ ବଂଶବାଦ ତାଲିକାରେ ଏବେ ଏହି ରାଜ୍ୟ ସାମିଲ ହୋଇଛି । କେବଳ ଯେ ରାଜନୀତିରେ ବଂଶବାଦର ବୃଦ୍ଧି ହୋଇଛି ତାହା ନୁହେଁ ବଂର ଅତି କମରେ ସେମାନଙ୍କ ଦୁଇ ପିଢୀ…
Read More...

କଂଗ୍ରେସ ନାମରେ ମୁସଲମାନ ଦଳ ଦାଗ : ସୋନିଆ

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ଶୁକ୍ରବାର ମୋଦି ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ବିଜେପି ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେଇ କଂଗ୍ରେସ ନାମରେ ମୁସଲମାନ ଦଳ ହେବାର ଦାଗ ଲଗାଇଛି…
Read More...

କାର୍ତ୍ତିଙ୍କୁ ଇଡି ଗିରଫଦାରୀରୁ ଅନ୍ତରୀଣ ସୁରକ୍ଷା

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ସିବିଆଇ ଦ୍ୱାରା ଗିରଫ କାର୍ତ୍ତି ଚିଦମ୍ବରମଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଶୁକ୍ରବାର ଆଶ୍ୱସ୍ତି ମିଳିଛି । ମାର୍ଚ୍ଚ ୯ରେ ତାଙ୍କ ସିବିଆଇ ରିମାଣ୍ଡ ଶେଷ ହେଉଛି । ଏହା ପରେ…
Read More...

ଆପ୍‌ ବିଧାୟକ ପ୍ରକାଶ ଜରୱାଲଙ୍କୁ ଜାମିନ୍‌

ନୂଆଦିଲ୍ଲୀ : ଦିଲ୍ଲୀର ମୁଖ୍ୟ ଶାସନ ସଚିବଙ୍କୁ ଆକ୍ରମଣ ମାମଲାରେ ଗିରଫ ଆମ ଆଦମୀ ପାର୍ଟି (ଆପ୍‌) ବିଧାୟକ ପ୍ରକାଶ ଜରୱାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଜାମିନ୍‌ ପ୍ରଦାନ କରିଛନ୍ତି । ଫେବୃଆରୀ ୧୯ରେ ଦିଲ୍ଲୀ…
Read More...

ନାନ୍ଦପୁର ପଞ୍ଚାୟତରେ ଖାଉଟିଙ୍କୁ ମିଳୁଛି ପୋକରା ଓ ଗୋଡି ମିଶା ଚାଉଳ

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ଖାଉଟିଙ୍କୁ ମିଳୁଛି ପୋକରା, ଖୁଦ ଓ ଗୋଡି ମିଶା ଚାଉଳ । ଏହାକୁ ନେଇ ଖାଉଟିମାନେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ଚଳିତମାସ…
Read More...

ଗାନ୍ଧିଙ୍କ ସ୍ୱାକ୍ଷର ଫଟୋ ୪୧,୮୦୬ ଡଲାରରେ ନିଲାମ

ୱାଶିଂଟନ : ମହତ୍ମା ଗାନ୍ଧିଙ୍କ ହସ୍ତାକ୍ଷର ସମ୍ବଳିତ ଏକ ଦୁର୍ଲଭ ଫଟୋ (ଛବି) ଆମେରିକାରେ ୪୧,୮୦୬ ଡଲାରରେ ନିଲାମ ହୋଇଛି । ଏହି ଫଟୋରେ ଗାନ୍ଧିଙ୍କ ସହ ମଦନ ମୋହନ ମାଲଭିୟ ଅଛନ୍ତି । ବୋଷ୍ଟନସ୍ଥିତ ଆରଆର ଅକ୍ସନ…
Read More...

ଗଛରେ ପିଟି ହେଲା ବାଇକ, ୩ ମୃତ

ମୋହନା: ମୋହନା ଥାନା ଚନ୍ଦ୍ରଗିରି ତିବ୍ବତ କଲୋନୀ ନିକଟରେ ଥିବା ଛିଟିଙ୍ଗ ଘାଟିରେ ଏକ ବାଇକ ଗଛକୁ ପିଟି ହୋଇ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତ ମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲା…
Read More...

ମଇରେ କିମ୍‌-ଟ୍ରମ୍ପ ସାକ୍ଷାତକାର!

ୱାଶିଂଟନ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଥିବା ତିକ୍ତ ସମ୍ପର୍କ ସୁଧୁରିବାର ସଂକେତ ମିଳିଛି । ଏପର୍ଯ୍ୟନ୍ତ ପରସ୍ପର ସହ ବାକ୍‌ ଯୁଦ୍ଧରେ ଲିପ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଉତ୍ତର କୋରିଆ…
Read More...

ତ୍ରିପୁରା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିପ୍ଳବ

ଅଗରତାଲା : ତ୍ରିପୁରାର ଦଶମ ମୁଖ୍ୟମନ୍ତ୍ରୀ ଭାବେ ବିପ୍ଳବ ଦେବ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ତଥାଗତ ରାୟ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଅଗରତାଲାଠାରେ ଆୟୋଜିତ ଏହି ଶପଥପାଠ…
Read More...

ବିରାଟ ଓ ଅନୁଷ୍କାଙ୍କ ଭଳି ଏମାନେ ବି ବିଦେଶରେ କରିବେ କି ବିବାହ ?

‘ଗୋଲିଓଁ କି ରାସଲୀଲା- ରାମଲୀଲା’ ଫିଲ୍ମରୁ ଆରମ୍ଭ ହୋଇଥିଲା ସେମାନଙ୍କ ପ୍ରେମକାହାଣୀ। ଏବେ ଦୁହେଁ ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡି। ଏମାନେ ହେଲେ ଦୀପିକା ପାଦୁକୋନ୍‌ ଏବଂ ରଣବୀର ସିଂହ। ଏବେ ଖୁବ୍‌ ଶୀଘ୍ର ଦୁହେଁ…
Read More...

ରାଜ୍ୟସଭା ପାଇଁ ୩ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଭୁବନେଶ୍ୱର : ରାଜ୍ୟସଭା ପାଇଁ ବିଜେଡି ପକ୍ଷରୁ ସୌମ୍ୟ ରଂଜନ ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଚ୍ୟୁତ ସାମନ୍ତ ବିଧିବଦ୍ଧ ଭାବେ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରିଟର୍ଣ୍ଣି ଅଫିସ୍‌ର ନିକଟରେ…
Read More...

ପରଲୋକରେ ସୁଫି ଗାୟକ ପ୍ୟାରେଲାଲ

ଅମୃତସର : ପଞ୍ଜାବର ବର୍ଷୀୟାନ ସୁଫି ଗାୟକ ପ୍ୟାରେଲାଲ ୱାଡାଲିଙ୍କ ହୃଦ୍‌ଘାତରେ ଶୁକ୍ରବାର ପରଲୋକ ଘଟିଛି । ପ୍ୟାରେଲାଲ ଦେଶରେ ସୁଫି ସଂଗୀତ ପାଇଁ ବେଶ ଲୋକପ୍ରିୟ ହୋଇଥିଲେ । ନିଜ ବଡ଼ ଭାଇ ପୁରନଚନ୍ଦ ୱାଡାଲିଙ୍କ ସହ…
Read More...

‘କୁଛ୍ କୁଛ୍ ହୋତା ହୈ’ର ରିମେକ୍ !

୯୦ଦଶକର ଶେଷ ଭାଗରେ ମୁକ୍ତିଲାଭ କରିଥିବା ‘କୁଛ୍ କୁଛ୍ ହୋତା ହୈ’ ସେ ସମୟର ସୁପରହିଟ୍ ଚଳଚ୍ଚିତ୍ର ଭାବେ ରେକର୍ଡ କରିଥିଲା। କରନ୍ ଜୋହର ନିର୍ଦେଶିତ ତଥା ଶାହରୁଖ ଖାନ୍, କାଜଲ, ରାଣୀ ମୁଖାର୍ଜୀ ଅଭିନୀତ ଦେଶବିଦେଶରେ…
Read More...

ବଣାଇ: ଆଜିଠୁ ବଣାଇରେ ଟ୍ରକ୍‌ ଧର୍ମଘଟ

ବଣାଇ: ଆଜିଠୁ ବଣାଇରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଟ୍ରକ୍‌ ଧର୍ମଘଟ ଡାକରା ଦିଆଯାଇଛି । ଡିଜେଲ ଦର ବୃଦ୍ଧି ହୋଇଥିଲେ ମଧ୍ୟ ଭଡ଼ା ବୃଦ୍ଧି ହେଉ ନଥିବାରୁ ଟ୍ରକ୍‌ ମାଲିକମାନେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ଏନେଇ ଆଜିଠୁ…
Read More...

ଇଚ୍ଛା ମୃତ୍ୟୁକୁ ବୈଧ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ମରଣାସନ୍ନ ଜଣେ ବ୍ୟକ୍ତିଙ୍କୁ ଇଚ୍ଛା ମୃତ୍ୟୁର ଅଧିକାର ଦେଇଛନ୍ତି । ମରଣାସନ୍ନ ଶଯ୍ୟାଶାୟୀ ବ୍ୟକ୍ତି ଜଣଙ୍କ ଇଚ୍ଛା ମୃତ୍ୟୁ ଅଧିକାର ପାଇଁ ଲେଖିଥିବା ‘ଲିଭିଂ…
Read More...

ଭୂଷଣ ପ୍ଲାଣ୍ଟରରେ ଦୁର୍ଘଟଣା, ୬ ଶ୍ରମିକ ଆହତ

ସମ୍ବଲପୁର: ରେଙ୍ଗାଲି ଠେଲକୁଲି ଭୂଷଣ ପ୍ଲାଣ୍ଟରରେ ଦୁର୍ଘଟଣା ଘଟିଛି । ଏଥିରେ ୬ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି । ସେମାନଙ୍କୁ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ…
Read More...

୧୨୦ ଏକର ଧାନ ଫସଲ ଜାଳିଦେଲେ ଚାଷୀ

ବାଲେଶ୍ବର : ଭୋଗରାଇ ବ୍ଳକ ଗୋପୀନାଥପୁର ପଞ୍ଚାୟତରେ ପ୍ରାୟ ୧୨୦ ଏକର ଧାନ ଫସଲକୁ ଚାଷୀମାନେ ନିଆଁ ଲଗାଇ ଜଳି ଦେଇଛନ୍ତି । ବିଦ୍ୟୁତ ବିଭାଗ ଟ୍ରାନ୍ସଫର୍ମରକୁ ବିଦ୍ୟୁତ ସଂଯୋଗ କଟିଦେବାରୁ ଧାନ ଫସଲ ନଷ୍ଟ ହୋଇଯାଇଥିଲା…
Read More...

କାର୍‌ ଧକ୍କାରେ ବୁଦ୍ଧା ମୃତ, ୨ ଗୁରୁତର

ପିପିଲି :ବିବାହ ସାରି ନବଦମ୍ପତ୍ତିଙ୍କୁ ନେଇ ଯାଉଥିବା ଏକ କାର୍‌ ଧକ୍କାରେ ଜଣେ ବୃଦ୍ଧାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ତେଇସିପୁର…
Read More...

କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩ ଦଗ୍ଧ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପାଲଘରସ୍ଥିତ ଏମ୍‌ଆଇଡିସି କେମିକାଲ ଫ୍ୟାକ୍ଟ୍ରି(ରାସାୟନିକ କାରଖାନା)ରେ ଭୟାବହ ବିସ୍ଫୋରଣ ଘଟି ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ପ୍ରାଥମିକ…
Read More...

ଟିଡିଏସ୍‌ ଦୁର୍ନୀତିର ଖୋଳତାଡ଼ ; ଓଡ଼ିଶାରେ ୧୦୦ କୋଟି

ଭୁବନେଶ୍ୱର: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ନିରବ ମୋଦିଙ୍କ ଦ୍ୱାରା ମହାଠକେଇ ପରେ ଏବେ ଆଉ ଏକ ବଡ ଦୁର୍ନୀତିର ପର୍ଦାଫାସ କରିଛି ଆୟକର ବିଭାଗ। ଉତ୍ସରୁ ଟିକସ ବାଦ୍‌ (ଟିଡିଏସ୍‌) ଅର୍ଥ ପଇଠ କ୍ଷେତ୍ରରେ…
Read More...

୨୯ ମହିଳା ଓ ୯ ଅନୁଷ୍ଠାନକୁ ରାଷ୍ଟ୍ରପତି ପୁରସ୍କାର: ସାବରମତୀଙ୍କୁ ନାରୀଶକ୍ତି ସମ୍ମାନ

ନୟାଗଡ଼: ଅନ୍ତର୍ଜାତୀୟ ମହିଳା ଦିବସରେ ଓଡ଼ିଶାର ସ୍ୱନାମଧନ୍ୟ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସାବରମତୀଙ୍କ ସମେତ ଦେଶର ୨୯ ଜଣ ପ୍ରତିଷ୍ଠିତ ନାରୀ ପ୍ରତିଭା ଏବଂ ୯ଟି ଅନୁଷ୍ଠାନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ…
Read More...

ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ବିଚାରପତି

ପୁରୀ: ଶ୍ରୀମନ୍ଦିର ଜଗମୋହନ ସ୍ଥିତି ନିଜେ ଅନୁଧ୍ୟାନ କରିଛନ୍ତି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବିନିତ ଶରଣ। ମରାମତି ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହୋଇଥିବା ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ…
Read More...

ଶୋଷଣ ବିରୋଧୀ ସଂଗ୍ରାମରୁ ସୃଷ୍ଟି ହୁଏ ବଞ୍ଚିବାର ରାହା

କଟକ: ନିର୍ଯାତନାର ବିରୋଧ କରିଛି ବାଳକ ‘ବାନା’; ତା ନୁହେଁ ଯେ, ସେ ହିଂସାର ଜବାବ ହିଂସାରେ ଦେଇଛି। ତା’ ପାଖରେ ପ୍ରତିହିଂସାର ସମ୍ବଳ ଥିଲା କେବଳ ବାଟୁଳି ଖାଡ଼ା। ଏଇଥିରେ ସେ ଶୋଷଣକାରୀ ଟିକାୟତକୁ ଗ୍ରାମ ସଭାରେ ହତ୍ୟା…
Read More...

ଶୁକ୍ରବାର ରାଶିଫଳ

ମେଷ: ବିବାଦୀୟ ପରିସ୍ଥିତି ଉପୁଜିବାର ସୂଚନା ମିଳୁଛି। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଯୁଗ୍ମ ବ୍ୟାବସାୟ ଲାଭଜନକ ହେବ। ବିଦ୍ୟାର୍ଥୀ ମନଯୋଗୀ ହେବେ। ଖେଳରେ ସତର୍କ ରହିବେ।…
Read More...

ଖୁଣ୍ଟା: କାଜୁ ବଗିଚା ଜଳିଗଲା

ଖୁଣ୍ଟା: ମୟୂରଭଞ୍ଜ ଜିଲା ଖୁଣ୍ଟା ଟିଟିଆ ଛକ ନିକଟ ବଡ଼ଫେଣି କାଜୁ ବଗିଚାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଜୁ ଗଛ ନଷ୍ଟ ହୋଇଛି। ଖୁଣ୍ଟା ଦମକଳ ବାହିନୀ ନିଅାଁ ଲିଭାଇବାକୁ ଚେଷ୍ଟା…
Read More...

ପିଏନ୍‌ବି ମହାଠକେଇ : ଋଣ ପାଇଁ ୩୨୧ କୋଟିର ଜାଲିଆତି

ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ମହାଠକେଇର କାର୍ପଟପଦାର ନିରବ ମୋଦିଙ୍କ ପିଛା ଛାଡୁନି ସିବିଆଇ। କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ଗୁରୁବାର ଋଣ ସୁବିଧା ପ୍ରଦାନରେ ୩୨୧ କୋଟି…
Read More...

ଟି୨୦: ଭାରତର ସହଜ ବିଜୟ

କଲମ୍ବୋ: ନିଦାହାସ୍‌ ଟ୍ରଫି ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି ଭାରତ। ଗୁରୁବାର ୨ୟ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ସହଜରେ ୬ ୱିକେଟରେ ଭାରତ ପରାସ୍ତ କରିଛି। ଭାରତୀୟ ବୋଲର ନିୟମିତ ୱିକେଟ…
Read More...

ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ଫଳ

୫୭ କେନ୍ଦ୍ରରେ ୨୦ରୁ ଖାତା ଦେଖା ପ୍ରଶ୍ନପତ୍ର ପ୍ରଘଟ କେବଳ ଗୁଜବ: ଶିକ୍ଷାମନ୍ତ୍ରୀ ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷା ଖାତା ଦେଖା ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ। ୫୭ଟି କେନ୍ଦ୍ରରେ ଏହି ଖାତା ଦେଖା…
Read More...

ମାର୍ଚ୍ଚ ୨୩ରେ ବିଜେପି ସାଂସଦଙ୍କ ବୈଠକ

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରିବାକୁ ମାର୍ଚ୍ଚ ୨୩ରେ ସମସ୍ତ ବିଜେପି ସାଂସଦଙ୍କ ବୈଠକ ହେବାକୁ ଯାଉଛି।…
Read More...

ଆହ୍ଲାବାଦ ହାଇକୋର୍ଟରେ ସ୍ଥାୟୀ ବିଚାରପତି ପାଇଁ ଚାରିଜଣଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଆହ୍ଲାବାଦ ହାଇକୋର୍ଟରେ ଆଉ ଚାରିଜଣ ସ୍ଥାୟୀ ବିଚାରପତିଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ କଲେଜିୟମ ଗୁରୁବାର ସୁପାରିସ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଜେ.ଚେଲମେଶ୍ୱର…
Read More...

ବିକାଶ ପ୍ରକ୍ରିୟାରେ ମହିଳାଙ୍କ ଦକ୍ଷତା ପ୍ରତିଫଳିତ

- ଆନ୍ତର୍ଜାତିକ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - ୫ ଜିଲାରେ ‘ୱାନ୍‌ ଷ୍ଟପ୍‌ ସେଣ୍ଟର’ ଭୁବନେଶ୍ୱର: ଆନ୍ତର୍ଜାତିକ ମହିଳା ଦିବସର ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ‘ନୂଆ…
Read More...

ଲୋଗୋ ଓଲଟାଇଲା ମ୍ୟାକ୍‌ଡୋନାଲଡ୍‌

ନୂଆଦିଲ୍ଲୀ : ଗୁରୁବାର ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆମେରିକାର କାଲିଫର୍ଣ୍ଣିଆସ୍ଥିତ ଖ୍ୟାତିସମ୍ପନ୍ନ ଫାଷ୍ଟଫୁଡ୍‌ ବ୍ୟାବସାୟିକ କମ୍ପାନୀ ‘ମ୍ୟାକ୍‌ଡୋନାଲଡ୍‌’ ନିଜର ଲୋଗୋକୁ ଓଲଟା କରିଛି। ପୂର୍ବରୁ ଏହା…
Read More...

ପୁଲିସର ଗୋଇଠା ମାଡରେ ଗାଡ଼ିରୁ ପଡି ଗର୍ଭବତୀଙ୍କ ମୃତ୍ୟୁ

ତିରୁଚିରାପାଲି : ବିଶ୍ୱ ମହିଳା ଦିବସ ଅବସରରେ ଗୁରୁବାର ଏକ ଅମାନବୀୟ ଘଟଣା ଲୋକଲୋଚନକୁ ଆସିଛି। ଜନୈକ ପୁଲିସ ଅଧିକାରୀଙ୍କ ଗୋଇଠା ମାଡ଼ରେ ଜଣେ ଗର୍ଭବତୀ ମହିଳା ଗାଡ଼ିରୁ ପଡି ପ୍ରାଣ ହରାଇଛନ୍ତି। ଅଭିଯୁକ୍ତ ପୁଲିସ…
Read More...

୪ ବର୍ଷ ହୋଇପାରେ ବିଏଡ୍‌ ପାଠ୍ୟକ୍ରମ

ଲକ୍ଷ୍ନୌ: ବିଏଡ୍‌ ପାଠ୍ୟକ୍ରମରେ ପୁଣି ପରିବର୍ତ୍ତନ ହେବାକୁ ଯାଉଛି। ପ୍ରାରମ୍ଭରେ ଏକ ବର୍ଷ ଥିବା ଏହି ପାଠ୍ୟକ୍ରମ ଦୁଇ ବର୍ଷ କରାଗଲା, ଏବେ ଏହି ପାଠ୍ୟକ୍ରମ ୪ ବର୍ଷ ହେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଲଏଲବି…
Read More...

ଶ୍ରୀଲଙ୍କା ଦଙ୍ଗା ଘଟଣାରେ ଆଉ ୧୦ ଗିରଫ

କଲମ୍ବୋ : ଶ୍ରୀଲଙ୍କାର କାଣ୍ଡି ପ୍ରଦେଶରେ ଉପୁଜିଥିବା ସାଂପ୍ରଦାୟିକ ଦଙ୍ଗା ଘଟଣାରେ ପୁଲିସ ଗୁରୁବାର ଆଉ ୧୦ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଦଙ୍ଗାର ମୁଖ୍ୟ ଷଡଯନ୍ତ୍ରକାରୀ ରହିଥିବା ଜଣାପଡିଛି। ଫଳରେ ମୋଟ…
Read More...

ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳ ବଦଳ

ଭୁବନେଶ୍ୱର: ରାଜ୍ୟସରକାରଙ୍କ ପକ୍ଷରୁ ଗୁରୁବାର ଆଇପିଏସ୍‌ ଅଧିକାରୀସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ କେତେକ ପୁଲିସ ଅଧିକାରୀଙ୍କୁ ପଦୋନ୍ନତି ଭିତ୍ତିରେ ବଦଳି କରାଯାଇଥିବାବେଳେ ଆଉ…
Read More...

ସୁ କୀ’ଙ୍କ ପୁରସ୍କାର ପ୍ରତ୍ୟାହୃତ

ୱାଶିଂଟନ : ଆମେରିକାର ହୋଲୋକଷ୍ଟ୍‌ ମ୍ୟୁଜିୟମ ପକ୍ଷରୁ ମିଁ୍ୟାମାର ରାଷ୍ଟ୍ରମୁଖ୍ୟ (ଷ୍ଟେଟ୍‌ କାଉସସେଲର) ଅଙ୍ଗ୍‌ ସାନ୍‌ ସୁ କୀଙ୍କୁ ପ୍ରଦାନ କରାଯାଇଥିବା ମାନବାଧିକାର ପୁରସ୍କାରକୁ ପ୍ରତ୍ୟାହାର କରାଯାଇଛି।…
Read More...

ସିପିଏମ କାର୍ଯ୍ୟାଳୟରେ ଆଶ୍ରୟ ନେବେ ମାଣିକ ସରକାର

ଅଗରତାଲା : ଦୀର୍ଘ କୋଡିଏ ବର୍ଷ ଧରି ରାଜ୍ୟକୁ ଶାସନ କରିବାପରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର ବର୍ତ୍ତମାନ ସରକାରୀ ବଙ୍ଗଳା ଛାଡି ସିପିଏମ କାର୍ଯ୍ୟାଳୟରେ ସପରିବାର ଆଶ୍ରୟ ନେବାକୁ ଯାଉଛନ୍ତି। ଚଳିତ…
Read More...

ଜୟାଙ୍କୁ ପୁଣି ପ୍ରାର୍ଥୀ କରିବ ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ : ଆଗାମୀ ରାଜ୍ୟସଭା ନିର୍ବାଚନରେ ଜୟା ବଚ୍ଚନ ସମାଜବାଦୀ ପାର୍ଟି ଟିକଟରେ ଉତ୍ତର ପ୍ରଦେଶରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଜଣାପଡିଛି। ପୂର୍ବରୁ ରାଜ୍ୟସଭା ଟିକଟ ହାର୍ଦୋଇ ବିଧାୟକ ନରେଶ ଅଗ୍ରୱାଲଙ୍କୁ…
Read More...