ଗୋଚାଲାଣ ଗାଡି ଜବତ ଗଞ୍ଜାମବ୍ଣହ୍ମପୁର By Samaja Digital On Mar 10, 2018 0 Share ବ୍ରହ୍ମପୁର : ବ୍ରହ୍ମପୁର ସଦରଥାନା ଅନ୍ତଗର୍ତ ଆମ୍ବଗଡ ଗ୍ରାମ ନିକଟରେ ଗୋଚାଲାଣ ଗାଡି ଜବତ । ଗାଡିକୁ ଅଟକ ରଖି ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। 0 Share FacebookTwitterWhatsApp