ପ୍ରତାପନଗରୀ ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ପୁପୁନ ଗିରଫ

0

କଟକ: ପ୍ରତାପନଗରୀ ଗୁଳିକାଣ୍ଡ ଘଟଣାରେ ସଦର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନାମ ହେଲା ସ୍ମୃତିରଞ୍ଜନ ପ୍ରଧାନ ଓରଫ ପୁପୁନ । ଗିରଫ ବେଳେ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୪ ରାଉଣ୍ଡ ଗୁଳି ଗୁଳି ଜବତ ହୋଇଛି । ଅଭିଯୁକ୍ତ ପୁପୁନ  ହୋଲି ଦିନ ଭୋଜି ବେଳେ ୩ ଜଣଙ୍କୁ ଗୁଳି ମାରିଥିଲା ।

Leave A Reply