www.samajalive.in
Sunday, December 14, 2025
14.1 C
Bhubaneswar

ଜାଣନ୍ତୁ କୁକୁରଙ୍କ ଚମତ୍କାରୀ ଅନ୍ତର୍ନିହିତ ଶକ୍ତି

କୁକୁରଙ୍କ ଚମତ୍କାର ଅନ୍ତର୍ନିହିତ ଶକ୍ତି
ବିଶ୍ବସ୍ତ ବନ୍ଧୁ ଭାବେ କୁକୁର ଜଣାଯାଏ କୁକୁରଙ୍କ ଉପରେ କାଲିଫର୍ଣ୍ଣିଆ ଦଳ ପରୀକ୍ଷା ବିଭିନ୍ନ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି ୧୫ ପ୍ରଜାତିର ଦେଢ଼ ହଜାର କୁକୁରଙ୍କୁ ଏଥିରେ ସାମିଲ କରାଯାଇଥିଲା

କୁକୁରଙ୍କ ନିକଟରେ ଏଭଳି ଅନ୍ତର୍ନିହିତ ଶକ୍ତି ଅଛି, ଯାହା ଦ୍ବାରା ସେମାନେ ମନୁଷ୍ୟର ରୋଗକୁ ପୂର୍ବାନୁମାନ କରିପାରନ୍ତି। ପରୀକ୍ଷା କରି ଏହି ତଥ୍ୟରେ ଉପନୀତ ହୋଇଛନ୍ତି ବିଶେଷଜ୍ଞ ଦଳ।

- Advertisement -

ମନୁଷ୍ୟଙ୍କ ପରି ହିଁ ଏମାନେ ସ୍ବପ୍ନ ଦେଖନ୍ତି ନିଜ ପ୍ରିୟଜନ କିମ୍ବା ମାଲିକଙ୍କ ପରି ସ୍ବପ୍ନ କୁକୁରମାନେ ରୀତିମତ ଦେଖୁଥିବାର ଜଣାପଡ଼ିଛି

ରାତିବେଳା ଏମାନଙ୍କ ଦୃଷ୍ଟିଶକ୍ତି ଉତ୍ତମ ଭାବେ କାମ କରିଥାଏ ଖୁବ୍ ଦୂରରୁ ମଧ୍ୟ ଏମାନେ ଭଲଭାବେ ଦେଖିପାରନ୍ତି

କୁକୁର ମନୁଷ୍ୟଙ୍କ ପରି ବିଭିନ୍ନ ରଙ୍ଗ ଚିହ୍ନିପାରନ୍ତି। ଲାଲ ଓ ସବୁଜ ରଙ୍ଗକୁ ଏମାନେ ଠଉରାଇ ପାରନ୍ତିନାହିଁ। କାରଣ ଏମାନଙ୍କ ଚକ୍ଷୁରେ କର୍ଣ୍ଣ ସେଲ୍ସର କମ୍ ମାତ୍ରା ରହିଛି।

କୁକୁର ଶରୀରରୁ ଝାଳ ନିର୍ଗତ ହୋଇନଥାଏ, କେବଳ ପାଦରୁ ଝାଳ ବାହାରେ

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories