ଖୁଣ୍ଟା: କାଜୁ ବଗିଚା ଜଳିଗଲା ଆମ ଓଡ଼ିଶାନିଉଜ ଆଲର୍ଟମୟୁରଭଞ୍ଜ By Samaja Digital On Mar 8, 2018 0 Share ଖୁଣ୍ଟା: ମୟୂରଭଞ୍ଜ ଜିଲା ଖୁଣ୍ଟା ଟିଟିଆ ଛକ ନିକଟ ବଡ଼ଫେଣି କାଜୁ ବଗିଚାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର କାଜୁ ଗଛ ନଷ୍ଟ ହୋଇଛି। ଖୁଣ୍ଟା ଦମକଳ ବାହିନୀ ନିଅାଁ ଲିଭାଇବାକୁ ଚେଷ୍ଟା ଚଳାଇଛନ୍ତି। 0 Share FacebookTwitterWhatsApp