www.samajalive.in
Sunday, December 14, 2025
23.1 C
Bhubaneswar

ବଜାରକୁ ଆସିବ ଉଡ଼ନ୍ତା କାର୍ !

କେତୋଟି ଚଳଚ୍ଚିତ୍ରରେ ପୂର୍ବରୁ ଉଡ଼ନ୍ତା କାର ଚିତ୍ରାୟିତ କରାଯାଇଛି। ଭାବନା ରାଇଜରେ ଥିବା ଉଡ଼ନ୍ତା କାର୍ ଏବେ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଉଡ଼ିବୁଲିବ। ଜେନିଭାରେ ଅନୁଷ୍ଠିତ ହୋଇଥିବା କାର୍ ପ୍ରଦର୍ଶନୀରେ ଉଡ଼ନ୍ତା କାର୍ ପ୍ରଦର୍ଶିତ ହୋଇଛି। ଡଚ୍ କମ୍ପାନୀ ‘ପାଲ-ବି ଇଣ୍ଟରନ୍ୟାସନାଲ’ ବିଶ୍ବସ୍ତରରେ ପ୍ରଥମ କରି ‘ଲିବର୍ଟି’ ଉଡ଼ନ୍ତା କାରର ପ୍ରଦର୍ଶନ କରିଛି। ଘଣ୍ଟା ପ୍ରତି ୧୭୦ କିମି ବେଗରେ ଏହି କାରଟି ଗତି କରିବ ବୋଲି କମ୍ପାନୀ ମୁଖ୍ୟ ପ୍ରକାଶ କରିଛନ୍ତି। ଲେଡ୍-ମୁକ୍ତ ଗ୍ୟାସରେ ଚାଳିତ ଏହି ଉଡ଼ନ୍ତା କାରର ମୂଲ୍ୟ ୪କୋଟି ଟଙ୍କା ରଖାଯାଇଛି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହା ବିଶ୍ବ ବଜାରରେ ଉପଲବ୍ଧ ହେବ। ପ୍ରାରମ୍ଭିକ ପର୍ୟ୍ୟାୟରେ ଉଡ଼ନ୍ତା କାର୍ ଦୁବାଇ ଓ ଲଣ୍ଡନରେ ବିକ୍ରି ବ୍ୟବସ୍ଥା କରାଯିବ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories