www.samajalive.in
Sunday, December 14, 2025
19.1 C
Bhubaneswar

ବସ୍‌ରେ ଯାତ୍ରା କରୁଥିଲେ ଜାଣିରଖନ୍ତୁ ଏହି ନିୟମ

କେନ୍ଦ୍ରୀୟ ମୋଟରଯାନ ନିୟମକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧିକାଂଶ ଭାରତୀୟ ଜାଣନ୍ତି ନାହିଁ। ବସରେ ଯାତ୍ରା କରୁଥିବା ଲୋକେ ଏହା ସମ୍ପର୍କିତ ସମସ୍ତ ତଥ୍ୟ ଜାଣି ରଖିବା ସେମାନଙ୍କ ପାଇଁ ହିଁ ଉପକାରୀ।

ଭାରତର ବିଭିନ୍ନ ପ୍ରାନ୍ତରେ ଯାତାୟାତ କରୁଥିବା ସଂଖ୍ୟାଧିକ ଲୋକାଲ୍ ବସରେ ଅନେକ ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରୁଥିବାର ଦେଖାଯାଏ। ତେବେ ନିୟମ ଅନୁସାରେ ସ୍ଥାନ ଅଭାବ ଥିଲେ, ଅତିବେଶୀରେ ୧୨ଜଣ ଯାତ୍ରୀ ଗୋଟିଏ ବସରେ ଛିଡ଼ା ହୋଇ ଯାତ୍ରା କରିପାରିବେ।

- Advertisement -

ଶୀତତାପନିୟନ୍ତ୍ରିତ ବସରେ ଯାତ୍ରୀଙ୍କୁ ଏହାର ସୁବିଧା ନ ମିଳିଲେ, ସେମାନେ ଖାଉଟି ଅଦାଲତରେ ଆବେଦନ କରିପାରିବେ।

ଗନ୍ତବ୍ୟସ୍ଥଳରେ ବସ୍ ଯାତ୍ରୀଙ୍କୁ ନ ପହଞ୍ଚାଇଲେ ବସ୍ ମାଲିକ ଯାତ୍ରୀଙ୍କୁ ଏହାର ଭରଣା ଦେବା ବାଧ୍ୟତାମୂଳକ ଅଟେ।

ଯାତ୍ରୀଙ୍କୁ କଣ୍ଡକ୍ଟର କିମ୍ବା ବସ୍ ଚାଳକ ଦୁର୍ବ୍ୟବହାର କଲେ, ସେମାନେ ଅଭିଯୋଗ କରିପାରିବେ। ଚାଳକଙ୍କ କାରଣରୁ ବସ୍ ଦୁର୍ଘଟଣାଗ୍ରସ୍ତ ହେଲେ, ଯାତ୍ରୀ ଖାଉଟି ଅଦାଲତରେ ଅଭିଯୋଗ କରି କ୍ଷତିପୂରଣ ନେବାର ନିୟମ ରହିଛି।

ବସ ଛାତ ଉପରେ ଯାତ୍ରୀ ବସିଯିବା ସମ୍ପୂର୍ଣ୍ଣ ବେନିୟମ ଅଟେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories