ଅନ୍ୟକୁ ଦେଇପାରିବେ ନିଜ ରେଳ ଟିକେଟ

0

ନୂଆଦିଲ୍ଲୀ: କନଫର୍ମ ହୋଇଥିବା ରେଳ ଟିକେଟରେ ଯଦି ଆପଣ କୌଣସି କାରଣରୁ ଯାତ୍ରା କରୁନାହାନ୍ତି, ତେବେ ଉକ୍ତ ଟିକେଟକୁ ଆପଣ ଅନ୍ୟଙ୍କୁ ଦେଇପାରିବେ। ୧୯୯୦ରେ ଆସିଥିବା ଗାଇଡ଼ଲାଇନ୍‌କୁ ୧୯୯୭ ଓ ୨୦୦୨ରେ ସଂଶୋଧନ ପରେ ଏହି ସମସ୍ୟା ଦୂର ହୋଇଛି । ତେବେ ଏଥିପାଇଁ କେତେକ ନିୟମ ପାଳନ କରିବାକୁ ପଡ଼ିବ। ଟ୍ରେନ ଛାଡିବାର ୨୪ ଘଣ୍ଟା ପୂର୍ବରୁ ଆବେଦନ କରିପାରିବେ।

Leave A Reply